🔵 Unveiling The Truth With Politician Sura Routray || Kanak News
ฝัง
- เผยแพร่เมื่อ 6 ต.ค. 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha #suraroutray
ସାର ଆପଣଙ୍କ ଉପସ୍ଥାପନା ଓ ସାକ୍ଷାତକାର ର କଥୋପକଥନ ବହୁତ ଉଚ୍ଚକୋଟୀର, ଧନ୍ୟବାଦ l
ବହୁତ ସୁନ୍ଦର...
ପ୍ରଭୁ ଜଗନ୍ନାଥ ସୁର ଭାଈ ଙ୍କୁ ସୁସ୍ଥ ନିରାମୟ ଓ ଦୀର୍ଘାୟୁ କରନ୍ତୁ...
❤
Ok bubu hu
@@seedforland
❤
Entire ଓଡିଶା ରେ ସୁର ଭାଇ ଙ୍କ ଛଡା ମତେ ଆଉ କୌଣସି ନେତା ଙ୍କୁ ଭଲ ଲାଗେନି
Our favourite politician 🎉
ହୃଦୟ ଖୋଲା ମଣିଷଟିଏ ସୁର ଭାଇ. ଦଳ ମତ ନିର୍ବି ଶେଷରେ ସୁର ଭାଇ ଜଣେ ଭଲ ନେତା ❤
Q
ସୁର ଭାଇ ହେଉଛନ୍ତି ଓଡ଼ିଶା ର ଏକ ମାତ୍ର ବୀର ପୁରୁଷ ❤😊
Aww kn achhanti
❤
ସୁର ରାଉତରାୟ ଙ୍କୁ କିଏ ବା ଭଲ ନପାଏ, ଓଡିଶାରେ ଏକମାତ୍ର ଜନପ୍ରତିନିଧି, ଯିଏ କି ଲୋକଙ୍କ କଥା ଶୁଣିଥାନ୍ତି, ପ୍ରଭୁ ଜଗନ୍ନାଥ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ,
ବାଚଳ
😅😅😅😅😅😅😅😅😅😅😅😅😅
Qqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqql LLP 5:37 @@kalumalla3109
ଆଜି ପର୍ଯ୍ୟନ୍ତ ଯେତେ episode ରିଲିଜ୍ ହେଇ ଚାଲିଛି ଏହି episode ସବୁବେଳେ Evergreen ହେଇ ରହିବ ❤🙏🏻
I am first time 45 minutes watching this episode I am now full happy
Actually pratical leader Mr sura Bhai/ Routray
ସେ ଯେଉଁ ଦଳ ରୁ ହୁଅନ୍ତୁ ନା କାହିଁକି
ତାଙ୍କର ମନ ଏବଂ ହୃଦୟ ଖୋଲା କଥା ଆଜିର ଆମ ଯୁବ ସମାଜ ତଥା ଯୁବ ନେତୃତ୍ୱ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା।
Sura Routray sir is the best.❤Lord Jagannath blessed u .I wish ur best of long nd healthy life 🙏 Indeed ,this is the best interview ever.Thankx Manas Sir 😍...
Ll
ଅତ୍ୟନ୍ତ ହୃଦୟ ଖୋଲା ମଣିଷ ଆମ ସୁର ଭାଇ
ଜଗତର ନାଥ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏତିକି କାମନା
Manas sir your anchor style is mind blowing amazing❤❤❤❤
ମୁଁ ମାନସ ଭାଇ ଙ୍କ ଠୁ କପି କରେ ମୋ ଘରେ 😃😃
Many many thanks to KANAK NEWS for this interview video...very nice question present by manas ,thanks all team..
ଉପସ୍ଥାପନା ଓ ସାକ୍ଷାତକାର ବେଶ୍ ଉଚ୍ଚକୋଟୀର ଓ ମଜାଦାର ଲାଗିଲା !ସୁରଭାଇଙ୍କୁ ଆନ୍ତରିକ ପ୍ରଣାମ ଏଵଂ ସଂପୃକ୍ତ ସାମ୍ବାଦିକ ମହାଶୟ ଙ୍କୁ ହାର୍ଦ୍ଦିକ ସାରସ୍ବତ ଅଭିନନ୍ଦନ !!🙏🙏🙏🙏🙏
ସୁରାଭାଇ ଙ୍କୁ ଦୀର୍ଘାୟୁ କରନ୍ତୁ ମହାପ୍ରଭୁ
Okhf😊
120 karantu .loke madha chiken khai nabin ku vota bantantu . 2024 re sarathhi punhi puja paibe .odissabasi sabdhhan
xd cf😢q
Jayajagannatha...
Balangirajila...❤😂😢😮😅🎉
Really a great person ସୁର ରାଉତ ରାୟ, we love ❤❤❤a lot, bindass open heart man
He is man of open heart ❤❤.
ସୁର ଭାଇ ଙ୍କୁ ଜଗନ୍ନାଥ ଶହେ ବର୍ଷ , ପରମାୟୁ ଦିଅନ୍ତୁ, ଏବଂ ତାଙ୍କ ଶରୀର ଆରୋଗ୍ୟ ରଖନ୍ତୁ
ମୁଁ ସୁର ଭାଇ ଙ୍କୁ ପାଗଳ ଙ୍କ ପରି ଭଲ ପାଏ
My favourite episode ❤with ସୁର 😊ଭାଇନା
ମନ କୁ ଛୁଇଁଗଲା ଅଜା ଙ୍କ ସେ ପଦେ କଥା,,, ଅନ୍ତରରୁ ସେ ତାଙ୍କ ସାଙ୍ଗ ଙ୍କୁ ଭଲ ପାଆନ୍ତି ❤❤❤
A person with zero hater❤
1
Dobandia neta
@@kalpanachakrabarty6356😂6 Rta
Golden heart with Brave leadership,
ସୁର ଭାଇ ଯେତେ ବେଳେ ବୟସ୍କ ହୋଇ ଯାଇ ଛନ୍ତି 😊ମୁଁ ଆଦର ରେ ଅଜା ଡାକି ପାରିବି 😊❤❤❤❤❤
Are you from unc college
@@passonblogger6359 keseibahal
Sura sir is a evergreen politician. Odisha people like him so much. Long live sir.
Tike daily news follow kara
Manima nka kartut jani pariba
@@sweetheart5530by by by Dr hu hu cc by😮❤❤❤😅😊
Yes he is long live and life he is not sir grandfather sura routray best of cng
Sura Routray Sir Fit Next CM Candidate. One man Army in Odisha
ସୁର ରାଉତରାୟ ଜଣେ ହୃଦୟରୁ ଭଲ ମଣିଷ .....❤
God bless you sura bhai ❤❤
Very nice and good luck... Jai Jagannath mahapravu ki Jai..Om Namah sibaya 🙏🙏🙏🙏💐💐💐💐💐
Just I love your way of taking Sir❤ Truth of Man
Best open hearted Politician of odisha
One of the best reporter from Kanak news.... Yes sura sir is the best ❤
Don't know how good he is in politics but from heart this man is really a diamond.
Sura Bhaina, you are the pride of our Odisha
My favourite politician
And
Great leader
Sura bhai nka hindi ta bahut badhia lagila😂😂😂
Mate bi bhai bhayankara hindi😅
We the people of Jatani constituency are proud of him. We will miss him a lot after election 2024.
ସୁର ଭାଇ ଜିନ୍ଦାବାଦ ❤❤
ମାଡି ଚାଲ
We love Sura routray
Love kariparanti babu but bari asichi rahul ra mind karantu .sepate 10years hoigala modhi chaukidhar nkar ..kalladhhan dhele chithhifound re nele .manhipurure adhibasi langalla .majhire achhanti komare cm nabin .atyachar odia nku bhalaguchi bodhhe ...6th re asile nabin nari bhadare jibe sarathhi punhi puja paibe .
Very nice...God Bless you sir
Thanks sura bhai🎉
ସୁର ଭାଇ ଜୟ ଜଗନ୍ନାଥ ଙ୍କ କୃପା ରୁ ମାଡିଚାଲ ❤❤❤❤❤❤
Such a happy personality
ସବୁ ନେତା ଭିତରୁ ମର୍ ବି ବହୁତ୍ ପସନ୍ଦ - ସୁର୍ ରାଉତରାୟ . ହିନ୍ଦୀ ଭାଷା ଟା ଭଲ ଲାଗିଲା .
I LOVE YOU . ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ
🙏🙏🙏🙏🙏🙏🙏🙏🙏🙏🙏🙏🙏
Thanks Msnasbabu,
The joke question to Surababu,really from heart congratulation to both
ଓଁ***ବନ୍ଦେ***ମାଆ***ତାରାମ୍***ଓଁ
Open hearted person.
One of bst leader of Odisha 👍 legendary nd most loved politician 👌
Salute to your humanity 🙏🙏
ଭଗବାନ୍ ତାଙ୍କର ମଙ୍ଗଳକରୁନ୍ତୁ ଜୟ ଜଗନ୍ନାଥ🙏🙏🙏
Dhanyabad se Area loka vote deuchhanti
Such a wonderful program.....
ଏ Interview ଟା ବହୁତ୍ intresting ଲାଗିଲା କଣ ପାଇଁ ନା ମୋର ପ୍ରିୟ ଆମୋ ସଭିଙ୍କର ପ୍ରିୟ ଶୁର ଅଜା ଜଉ kanak news କୁ ଆସିଥିଲେ ।
ସୁର ଦାଦି ଆପଣ ଙ୍କୁ ୧୦୦ ବର୍ଷ ବଞ୍ଚିବା ପାଇଁ ଭଗବାନଙ୍କ ପାଖରେ ପ୍ରାଥାନା କରୁଛି🙏🙏🙏
ହୃଦୟରୁ ଅତି ସୁନ୍ଦର ବ୍ୟକ୍ତି ଟିଏ।।। ବିଉଟିଫୁଲ 🙏🏻🙏🏻🙏🏻🙏🏻
My favourite Politician
Best Political Interview on Kanak News 🎉
In a comic way 😂😂😂
Jay jagannath 🙏
Love you sir👏👏👏👏🎉🎉🎉
ଏକ ଦମଦାର ନେତା ଙ୍କ ସହ ଜବରଦସ୍ତ interview, ବହୁତ ଭଲ ଲାଗିଲା 🎉
Jai jagannath sura bhai❤
Once in a generation Politician Sura Routray. May God keep him always healthy.
yyo look
P
P
P
Pp
Pop
P
P
P
Pop
P
P
Po
Pp
Po
Po
P
ppp
P
P
Pp
P
Po
P
Pop
Po
Pop
Popp
P
Pp
P
P
Pat
Ppppp
P
Pop
P
Pp
Pop
Pp
P
Pop
pop
PpPpPPPplppppp
Lplp
Sura sir odisha ra best bidhayak❤❤❤
ଏଇ interview million ଛୁଇଁବ challenge ପକ୍କା
Great KANAKNEWS Great Anchor Sir
Great sura sir🎉🎉🎉🎉
Sir very nice person.🙏
ଆମ ଘର ପୁରୀ ଜିଲ୍ଲା ,କିନ୍ତୁ ସୁର ଭାଇ ମୁଁ ତୁମକୁ ବହୁତ୍ ପ ସ ନ୍ଦ କ ରେ ।। ଓଡ଼ିଶାର ଜନ ମାନସରେ ତୁମେ ଚିର କାଳ ରହି ଥିବ ।।ତୁମ କଥା ଶୁଣିଲେ ଲାଗେ ତୁମ ହୃଦୟ ଏକ ଖୋଲା ବହି ଭଳି ,ଏମିତି ଲାଗେ ଯେମିତି ଏଇ ମାଟି କଥା କହୁଛି ,ଏଇ ଓଡ଼ିଶାର ସାଧାରଣ ଲୋକ କହୁଛି ।। ତୁମକୁ ଜଗନ୍ନାଥ ସବୁବେଳେ ଭଲରେ ରଖନ୍ତୁ ,ତୁମେ ଏଇଭଳି ଗରିବଲୋକଙ୍କ ସେବା କରୁଥାଓ।।ଜ ୟ ଜଗନ୍ନାଥ।। ମା ଡୀ ଚା ଲ.......
ମାଡ଼ି ଚାଲ୍ ସୁର ଭାଇ 👍👍👍🙏🙏🙏
MADICHALIIBE ODIANHI .PUJA KARIBE SARATHI NKU .SAJABAJ HELENHI .SABADHHAN KARA MAHILLA NKU .NABIN PUNHI ASILE BIDHESA JIBE SUNDHARI ODIANHI .KHANHI SARIBA UPARE .
Legend of Odisha Politics ❤
ଜୟ ସୁର ଭାଇ 🙏🙏
Manas sir speechless your anchor.. awesome
Great
ସୁର ରାଉତରାୟ ସଦାବେଳେ ଏମିତି ଆମ ସାଙ୍ଗରେ ଥାଆନ୍ତୁ। ଢେର୍ ସାରା ଭଲ ପାଇବା....
Manas bhai Ae program ku 1hs karantu please 🙏 😢 😀 bhahut vhala laguchi ❤❤❤
Best person l like to him specially . Jay jagannath 'SURA BHAI"
ସୁର ଭାଇ ବହୁତ ଭଲ
Very good. REPORTER MANAS BROTHER
Khola hruday, khola katha, headly strong leader sura vai, God bless him.
Jete bi episode sura bhai 😊is best
ଓଡ଼ିଶା ରେ ରାଜନୀତିକ ନେତା କହିଲେ ସୁର ଭାଇ ❤❤😊ତାଙ୍କ ଛଡ଼ା ମତେ କଉ ନେତା କୁ ଭଲ ଲାଗେ ନି ,,,
Tara prasad bhainipati
@@guptaprasadsahu5458 hm
Nice interview ❤❤❤❤❤
God bless you sura bhai 🙏...
Readyyy...beautiful
One of the best anchoring dear Manas
Sura Bhai, really the leader of people.
Sura sir🎉🎉🎉🎉🎉🎉
Congresss🎉🎉🎉🎉🎉
Really he is darling of all marginalised ppl of odisha..nice gentleman with big heart..transparent and benevolent politician..longlive sir..I would also admire the personality of presenter of Kanak TV..
Manas sir your anchoring style superb 👌👌👌👌👌i am your big fan
Wonderful personality sura Bhai ❤️❤️❤️ great great great personality ❤️❤️
❤❤❤
Love you manas sir❤❤❤
Sura....Bhai.....Great
.....LEADER. ....odisha
ସୂର ଭାଇର କିଛି ହେଲେ ବିଜୁବାଵୁ ଠୁ ଅଧିକ ଲୋକ କାନ୍ଦିଵେ
Great person of our society
ଓଁ ଓମ୍ ନମଃ ଶିବାୟ ନମଃ ନମଃ ନମଃ ଓଁ
Grateful
Most funniest and unrated politician of our odisha...😅👍💥Good human being
ସାର୍ ବହୁତ୍ ଭଲ ଲୋକ।ମୁ ତାଙ୍କୁ ସମ୍ମାନ ଦିଏ ।ଆମ by-election re ମୁଁ ମୋ 3yrs ର ଝିଅକୁ ନେଇ ବହୁତ୍ ବୁଲିଛି କ୍ୟାମ୍ପିନିଂ ରେ ସେଇଟା ପୁଣି ବିନା ଖର୍ଚ୍ଚରେ। ସାର୍ ମୋ ଝିଅକୁ ବହୁତ୍ ପ୍ରଶଂସା କରିଥିଲେ ।ଆଉ କହିଥିଲେ ବି ତାକୁ ଗୋଟେ ଭଲ ପୁରସ୍କାର ଦେବି।ହେଲେ ପର ମୁହୂର୍ତରେ ସେ ଭୁଲିଗଲେ।ଏତିକି ବହୁତ୍ କଷ୍ଟ ଲାଗିଲା।ମୋର ଆଶା ଥିଲା ମୋ ଝିଅ ତାଙ୍କ ହାତରୁ ଯାହା ବି ପାଇବ ସେଇଟା ତା ସୌଭାଗ୍ୟ। ସବୁ ପରେ ବି ମୁ ତାଙ୍କୁ ବହୁତ୍ ଭଲ ପାଏ।ତାଙ୍କର ରେଡ୍ଡୀ ୱାର୍ଡ ଆଉ ମାଡିଚାଲ ୱାର୍ଡ ଏବେ ବି ମୋ କାନରେ ବାଜିଲେ ତାଙ୍କ ସହ ବିତେଇ ଥିବା ପ୍ରତିଟି ମୁହୂର୍ତ୍ତ ମୋର ମନେ ପଡ଼ିଯାଏ।ରାଜନୀତି ଦୁନିଆଁରେ ସେ ଯେଉଁ ଦଳର ହୁଅନ୍ତୁ ନା କାହିଁକି ମୁ ଜଣେ BJP ର କାର୍ଯ୍ୟକର୍ତ୍ତା ହେଇ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ଟିକେ ବି ଉଣା କରେନି।🙏
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ,ଦୀର୍ଘାୟୁ ଏବଂ ନିରାମୟ ଜୀବନ କାମନା କରୁଛି🙏