ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Sir କପା ଚାଷ୍ ବିଷୟରେ ଗୋଟିଏ video କରନ୍ତୁ
Sir ନମସ୍କାର, ରସୁଣ ଚାଷ ପ୍ରଣାଳୀ ର video ଟେ ବନାନ୍ତୁ
Sir Dhana Roibar Ra 15 Dina Hoichi... Keun Ghasa Mara Dele Sabu Ghasa Ku Controll Kariheba???
Bohut valo
Thank you
Best idea sir
Many many thanks
Sir sarna paddy kete Dina madhya re hoi thae
Sir kirosin miluchi ki Apono Recomned koruchanti.
Pasala re spray kale habani ki sir
Medicine saha misei Spary kari hobaki?
very nice sir
👍👍👍👍
Super video
Sir ଧାନ ହଳଦିଆ ଆସିବନିତ
ନା 5-6 ଘଣ୍ଟା ପରେ ପାଣି drain କରିଲେ କିଛି ଅସୁବିଧା ହେବ ନାହିଁ
Sir kirosin dwara Matiagundi (BPH) control kari hebo ki....?
ନା ସେତେଟା ନିୟନ୍ତ୍ରଣ ହୋଇ ପାରିବ ନାହିଁ
Sir Namaskar, ସ୍ପ୍ରେ କଲେ ହବନିନା ,nalipoka ଲାଗିଛନ୍ତି
ପୋକ ପାଇଁ pesticide ସ୍ପ୍ରେ କରନ୍ତୁ
Super video 👌☝️
Sir patra podaa pi ki pakara bisa padipariba
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ କୁ ପରିଚାଳନା କରିବା ପାଇଁ Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Patra podaa poka pi kirosin padipariba sir
ନା
Dhana bilare Pani siuli heichi kana karibu please daya Kari kahibe sir namaskar
th-cam.com/video/gx6NBoqjenw/w-d-xo.html
Sir dhana rua 25 dina helani godadi au kacharanga ghasa jor heichi kou ghasa mara medicine padiba
Whip Super drum ପ୍ରତି 25ml ସହିତ Almix drum ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
Sir mor dhana re besi jagala hauchi kemiti Kami ba
mouapoka niyantran kipari hoiparib
Sri,Tomato re kirosin spre kariparibaki
ନା ଏହାକୁ କେବଳ ଧାନ ଫସଲର ପୋକ କୁ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଏ।
Nolipaka ba patramuda pai ustad dawchanti no yes
Sir ନମସ୍କାର ମଘା ହେଉଛି ଧାନରେ କଣ ଦେବା
ମଘା ?
Sir, nano urea, dap,sagarika liquid ଏକା ସାଙ୍ଗରେ ମିଶାଇ ପ୍ରୟୋଗ କରିପାରିବା କି?
ହଁ ସ୍ପ୍ରେ କରି ପାରିବେ
Kapa Chas rogo poka kuha sar
Ok thanks
Third doss re nano uria spry kale hebo ki sir
Sir prajapati poka pani kn spair karajiba
Cartap hydrochloride 50%WP lit ପ୍ରତି 2gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ
Sir ନମସ୍କାର, ଏଥିରେ ଲେଡା ପୋକର ନିୟନ୍ତ୍ରଣ ହୋଇ ପାରିବ କି ? ଦୟା କରି କହିବେ 🙏
ହଁ ଲେଡ଼। ପୋକ ମଧ୍ୟ ଦମନ ହୋଇ ପାରିବ
Dhana Patra dhala dhala heichi dhana gacha badhuni athi pain kana karibu please daya Kari kahibe
ଧାନ ଫସଲର ପତ୍ର ମୋଡା ପୋକ ଲାଗିଲେ ଏହି ପୋକ 2-3 ଟି ପତ୍ର କୁ ଯୋଡ଼ି ଏଥିରେ ରହି ପତ୍ର ରେ ଥିବା ସବୁଜ କଣା କୁ କୋରି ଖାଇଥାଏ ।ଫଳରେ ପତ୍ର ରେ ଲମ୍ବା ଲମ୍ବା ଧଳା ଦାଗ ଦେଖାଯାଇଥାଏ।ଏହି ପତ୍ର ମୋଡା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ଜମି ରୁ ପାଣି କାଟି ଦିଅନ୍ତୁ।Cartap hydrochloride 50%SP lit ପ୍ରତି 2gm ସହିତ Emamectin Benzoite 5%SG lit ପ୍ରତି 0.5gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।କିମ୍ବାChlorontraniliprole 18.5%SC drum ପ୍ରତି 6-7ml ବାVayego ଏକର ପ୍ରତି 100-120ml ବା Incipio ଏକର ପ୍ରତି 120ml କିମାChloropyriphos 50%+Cypermethrin 5%EC lit ପ୍ରତି 2ml ବାFipronil 5%SC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ତା ଛଡା ଦାନାଦାର କୀଟନାଶକ କୁ ପ୍ରୟୋଗ କରି ପାରିବେ।Virtako ଏକର ପ୍ରତି 2.5kg କିମ୍ବାFerterra ଏକର ପ୍ରତି 4kg କିମ୍ବାRegent ଏକର ପ୍ରତି 6kg କୁ 10kg ବାଲି ସହିତ ମିଶାଇ ପ୍ରୟୋଗ କରନ୍ତୁ। ଜୈବିକ ସାର BIOZYME ବା BIOVITA ଏକର ପ୍ରତି 8-10kg ସହିତ Potash 12kg ମିଶାଇ ପ୍ରୟୋଗ କରନ୍ତୁ।
Bkirosin ta milunahi kan kribu
ଏକର କୁ କେତେ କେଜି ରାସି ବି୍
Sir Leaf folder aau Case worm pai keu Rasayanaka Sara Bybahara kariba?
Cartap hydrochloride 50%SP lit ପ୍ରତି 1.5gm ବା Flubendiamide 20%WG drum ପ୍ରତି 6gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ
@@krushisampada Dhanyabad 🙏🙏🙏
ସାର୍ ରାସାୟନିକ ଉପାୟରେ କଣ ପ୍ରୟୋଗ କରିବା। cannon ରେ ମାନୁନାହାନ୍ତି
Flubendiamide 20%WG drum ପ୍ରତି 6gm ବା Cartap hydrochloride 50%SP lit ପ୍ରତି 1.25gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sar dhana re chachuni ghasa bahut haichi Kan marile Maribo
ଧାନ ରୋଇବା କେତେ ଦିନ ହୋଇଛି ଜାଣନ୍ତୁ।
ସାରେ ନମସ୍କାର, ବାଲିରେ କିରୋସିନି ନ ମିଶାଇ ଵିଲକୁ ପାଣି ଯିବା ବାଟରେ ଗୋଟେ ଅଖାରେ ଭିଜାଇ ରଖିଲେ ହଵନି ।
ହଁ ଏହି ପଦ୍ଧତି ରେ ପ୍ରୟୋଗ କରି ପାରିବେ
ଧନ୍ୟବାଦ ଆଜ୍ଞା।
ସାର ମୁଗ ପତ୍ର ମୁଚା ହୋଇଯାଉଛି କଣ medicine ଲାଗିବ
Thiomethoxam 25%WG lit ପ୍ରତି 0.5gm ବାMovento lit ପ୍ରତି 1ml ସହିତ ନିମ୍ବତେଲ lit ପ୍ରତି 1.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Ebe kintu milu nahi sir kirosine
Sir ପତ୍ର ହଳଦିଆ ପଡିଯାଇଛି ଓ ନାଲି ଥୁପା ଠୁପ୍ପା ହେଇଛି କଣ ପ୍ରୟୋଗ କରିବା
Photo ପଠାନ୍ତୁ
ସାର୍ ଏମିତି ମଝିରେ ମଝିରେ ନୂଆ ନୂଆ ଉପାୟ ଚାଷୀ କୁ ଦିଅନ୍ତୁ
Sir banki re kain medicine deba
Carbofuran 3G ଏକର ପ୍ରତି 10kg ବା Virtako ଏକର ପ୍ରତି 2.5kg 10kg ବାଲିରେ ଗୋଳାଇ ପ୍ରୟୋଗ କରନ୍ତୁ
ଧାନ ବିଲରେ କାଚରଙ୍ଗା ଲତା ଜାତୀୟ ଘାସ ପାଇଁ କେଉଁ ଘାସ ମରା ପକେଇବା
2 4 D aka dram re 30 gm
20 ଦିନ ହେବ ରୁଆ ହୋଇଛି କେଉଁ ଘାସ ମରା ପଡିବ ଧାନ ପାଇଁ
Sir kerosin na milile diesel dei heba ki
ନା Disel ବ୍ୟବହାର କରନ୍ତୁ ନାହିଁ।ଜମି କୁ ନଷ୍ଟ କରି ଦେବ
ଧୁବୁଲି ପୋକ ପାଇଁ ଓୌଷଧ କୁହନ୍ତୁ
ଆପଣଙ୍କ ନମ୍ବର share କରନ୍ତୁ sir
Sir sara sangrea buni hebna
ନା କେବଳ ବାଲି ସାଙ୍ଗରେ ବୁଣନ୍ତୁ
ଜଳସେଚନ ନିଜ ନିୟନ୍ତ୍ରଣରେ ନଥିଲେ ସବୁଜମିରେ ଏହା ସମ୍ଭବ ନୁହଁ
ପତ୍ର ମଡ଼ା ରୋଗ କାଣ୍ଡ ବିନ୍ଦା ପାଇଁ କଉ ଔଷଧ ବ୍ୟବହାର କରିବା।
Cartap hydrochloride 50%SP lit ପ୍ରତି 1.5gm ବା Chlorontraniliprole 18.5%SC drum ପ୍ରତି 6ml ବା Flubendiamide 20%WG drum ପ୍ରତି 6gm ବା Fipronil 5%SC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
@@krushisampada thank you
Sara sahita mix kari deihebaki
ନା ବାଲି ସହିତ ମିଶାଇ ପ୍ରୟୋଗ କରନ୍ତୁ
😅
Mu kha ra dinia dhana cha sa Kari chhi Matra dhana roi bara 18 day helani Matra no progres
ଜୈବିକ ସାର BIOZYME ବା BIOVITA ବା Agri Humic granules ଏକର ପ୍ରତି 10kg ସହିତ Urea 25kg ମିଶାଇ ପ୍ରୟୋଗ କରନ୍ତୁ।
Sir ଆପଣଙ୍କ ର contact number ଦେବେ କୀ sir please...
Sir kenda kati dauchanti kn medicine padiba
Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Dhana bilare Pani siuli heichi kana karibu please daya Kari kahibe
Sir କପା ଚାଷ୍ ବିଷୟରେ ଗୋଟିଏ video କରନ୍ତୁ
Sir ନମସ୍କାର, ରସୁଣ ଚାଷ ପ୍ରଣାଳୀ ର video ଟେ ବନାନ୍ତୁ
Sir Dhana Roibar Ra 15 Dina Hoichi... Keun Ghasa Mara Dele Sabu Ghasa Ku Controll Kariheba???
Bohut valo
Thank you
Best idea sir
Many many thanks
Sir sarna paddy kete Dina madhya re hoi thae
Sir kirosin miluchi ki Apono Recomned koruchanti.
Pasala re spray kale habani ki sir
Medicine saha misei Spary kari hobaki?
very nice sir
Thank you
👍👍👍👍
Super video
Thank you
Sir ଧାନ ହଳଦିଆ ଆସିବନିତ
ନା 5-6 ଘଣ୍ଟା ପରେ ପାଣି drain କରିଲେ କିଛି ଅସୁବିଧା ହେବ ନାହିଁ
Sir kirosin dwara Matiagundi (BPH) control kari hebo ki....?
ନା ସେତେଟା ନିୟନ୍ତ୍ରଣ ହୋଇ ପାରିବ ନାହିଁ
Sir Namaskar, ସ୍ପ୍ରେ କଲେ ହବନିନା ,nalipoka ଲାଗିଛନ୍ତି
ପୋକ ପାଇଁ pesticide ସ୍ପ୍ରେ କରନ୍ତୁ
Super video 👌☝️
Thank you
Sir patra podaa pi ki pakara bisa padipariba
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ କୁ ପରିଚାଳନା କରିବା ପାଇଁ
Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।
Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Patra podaa poka pi kirosin padipariba sir
ନା
Dhana bilare Pani siuli heichi kana karibu please daya Kari kahibe sir namaskar
th-cam.com/video/gx6NBoqjenw/w-d-xo.html
Sir dhana rua 25 dina helani godadi au kacharanga ghasa jor heichi kou ghasa mara medicine padiba
Whip Super drum ପ୍ରତି 25ml ସହିତ Almix drum ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
Sir mor dhana re besi jagala hauchi kemiti Kami ba
mouapoka niyantran kipari hoiparib
Sri,Tomato re kirosin spre kariparibaki
ନା ଏହାକୁ କେବଳ ଧାନ ଫସଲର ପୋକ କୁ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଏ।
Nolipaka ba patramuda pai ustad dawchanti no yes
Sir ନମସ୍କାର ମଘା ହେଉଛି ଧାନରେ କଣ ଦେବା
ମଘା ?
Sir, nano urea, dap,sagarika liquid ଏକା ସାଙ୍ଗରେ ମିଶାଇ ପ୍ରୟୋଗ କରିପାରିବା କି?
ହଁ ସ୍ପ୍ରେ କରି ପାରିବେ
Kapa Chas rogo poka kuha sar
Ok thanks
Third doss re nano uria spry kale hebo ki sir
ହଁ ସ୍ପ୍ରେ କରି ପାରିବେ
Sir prajapati poka pani kn spair karajiba
Cartap hydrochloride 50%WP lit ପ୍ରତି 2gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ
Sir ନମସ୍କାର, ଏଥିରେ ଲେଡା ପୋକର ନିୟନ୍ତ୍ରଣ ହୋଇ ପାରିବ କି ? ଦୟା କରି କହିବେ 🙏
ହଁ ଲେଡ଼। ପୋକ ମଧ୍ୟ ଦମନ ହୋଇ ପାରିବ
Dhana Patra dhala dhala heichi dhana gacha badhuni athi pain kana karibu please daya Kari kahibe
ଧାନ ଫସଲର ପତ୍ର ମୋଡା ପୋକ ଲାଗିଲେ ଏହି ପୋକ 2-3 ଟି ପତ୍ର କୁ ଯୋଡ଼ି ଏଥିରେ ରହି ପତ୍ର ରେ ଥିବା ସବୁଜ କଣା କୁ କୋରି ଖାଇଥାଏ ।ଫଳରେ ପତ୍ର ରେ ଲମ୍ବା ଲମ୍ବା ଧଳା ଦାଗ ଦେଖାଯାଇଥାଏ।
ଏହି ପତ୍ର ମୋଡା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ଜମି ରୁ ପାଣି କାଟି ଦିଅନ୍ତୁ।
Cartap hydrochloride 50%SP lit ପ୍ରତି 2gm ସହିତ Emamectin Benzoite 5%SG lit ପ୍ରତି 0.5gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା
Chlorontraniliprole 18.5%SC drum ପ୍ରତି 6-7ml ବା
Vayego ଏକର ପ୍ରତି 100-120ml ବା Incipio ଏକର ପ୍ରତି 120ml କିମା
Chloropyriphos 50%+Cypermethrin 5%EC lit ପ୍ରତି 2ml ବା
Fipronil 5%SC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ତା ଛଡା ଦାନାଦାର କୀଟନାଶକ କୁ ପ୍ରୟୋଗ କରି ପାରିବେ।
Virtako ଏକର ପ୍ରତି 2.5kg କିମ୍ବା
Ferterra ଏକର ପ୍ରତି 4kg କିମ୍ବା
Regent ଏକର ପ୍ରତି 6kg କୁ 10kg ବାଲି ସହିତ ମିଶାଇ ପ୍ରୟୋଗ କରନ୍ତୁ।
ଜୈବିକ ସାର BIOZYME ବା BIOVITA ଏକର ପ୍ରତି 8-10kg ସହିତ Potash 12kg ମିଶାଇ ପ୍ରୟୋଗ କରନ୍ତୁ।
Bkirosin ta milunahi kan kribu
ଏକର କୁ କେତେ କେଜି ରାସି ବି୍
Sir Leaf folder aau Case worm pai keu Rasayanaka Sara Bybahara kariba?
Cartap hydrochloride 50%SP lit ପ୍ରତି 1.5gm ବା Flubendiamide 20%WG drum ପ୍ରତି 6gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ
@@krushisampada Dhanyabad 🙏🙏🙏
ସାର୍ ରାସାୟନିକ ଉପାୟରେ କଣ ପ୍ରୟୋଗ କରିବା। cannon ରେ ମାନୁନାହାନ୍ତି
Flubendiamide 20%WG drum ପ୍ରତି 6gm ବା Cartap hydrochloride 50%SP lit ପ୍ରତି 1.25gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sar dhana re chachuni ghasa bahut haichi Kan marile Maribo
ଧାନ ରୋଇବା କେତେ ଦିନ ହୋଇଛି ଜାଣନ୍ତୁ।
ସାରେ ନମସ୍କାର, ବାଲିରେ କିରୋସିନି ନ ମିଶାଇ ଵିଲକୁ ପାଣି ଯିବା ବାଟରେ ଗୋଟେ ଅଖାରେ ଭିଜାଇ ରଖିଲେ ହଵନି ।
ହଁ ଏହି ପଦ୍ଧତି ରେ ପ୍ରୟୋଗ କରି ପାରିବେ
ଧନ୍ୟବାଦ ଆଜ୍ଞା।
ସାର ମୁଗ ପତ୍ର ମୁଚା ହୋଇଯାଉଛି କଣ medicine ଲାଗିବ
Thiomethoxam 25%WG lit ପ୍ରତି 0.5gm ବା
Movento lit ପ୍ରତି 1ml ସହିତ ନିମ୍ବତେଲ lit ପ୍ରତି 1.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।