Dharmendra Pradhan vs Aparajita Sarangi war Begins in Odisha BJP ! ଧର୍ମେନ୍ଦ୍ର vs ଅପରାଜିତା

แชร์
ฝัง
  • เผยแพร่เมื่อ 21 ส.ค. 2024
  • News Adda is an excellent Web News Channel. News Adda analyses deeply and explain issues with minute detail without any biases..
    Stay tuned for best analytical and interesting videos.
    #NewsADDA
    Facebook / newsaddaodisha

ความคิดเห็น • 256

  • @durgaprasadmahabhoi9112
    @durgaprasadmahabhoi9112 6 หลายเดือนก่อน +4

    Mdm aparajita is the only and one suitable candidate for c m of odisha

  • @purusottamjena6436
    @purusottamjena6436 3 ปีที่แล้ว +21

    ମାଡାମକଂ ମତ ଠିକ ମତ ଅଟେ। ବି ଜେ ପିର ଅନ୍ୟ ନେତାମାନେ ବିଜେଡିର ନେତାମାନଂକ ଚାଲ ବୁଝି ପାରିନଥିବେ

  • @m.rprabhat6270
    @m.rprabhat6270 ปีที่แล้ว +2

    Aparajita our cm

  • @srisaidesignvastu9209
    @srisaidesignvastu9209 3 ปีที่แล้ว +4

    Aparajita good administrator

  • @saisupravanayak
    @saisupravanayak 2 ปีที่แล้ว +8

    If Aparajita mam declared as CM candidate of Odisha BJP party then coming election will win BJP sure otherwise BJP has no chance to win again and again

  • @Mahadevlover07
    @Mahadevlover07 3 ปีที่แล้ว +15

    Aprajita mam is great 👍 Leader...IAM heartly salute to her❣️❣️❣️

  • @dasharathiroutray7176
    @dasharathiroutray7176 2 ปีที่แล้ว +2

    Aparajita madam will be a good honest corruption free CM for suffering backward Odisha

  • @bijaykumarbehera1825
    @bijaykumarbehera1825 2 ปีที่แล้ว +3

    ମନ୍ଦିର ସମ୍ମୁଖରେ W.W.S.Y....DHARA ର
    ଏକ ଅଫିସ ରହିବା , ନିହାତି ଦରକାର ଅଛି ।

  • @prasantchinara9911
    @prasantchinara9911 5 หลายเดือนก่อน +1

    Aprajita be cm candidate of odisha

  • @nandakishorepanigrahi5307
    @nandakishorepanigrahi5307 2 ปีที่แล้ว +1

    Aparajita madam ku daruchanti natamane karana Aparajita madam bhala leader

  • @pranaballavaprusty6696
    @pranaballavaprusty6696 2 ปีที่แล้ว +3

    ଧର୍ମେନ୍ଦ୍ର ଜଡିସାହସ ଅଛି ଓଡିଶାରୁଥିୟାହୋଇ ଏମଲ ପାଇଁ ଲଢ଼

  • @stylestar486
    @stylestar486 หลายเดือนก่อน

    ଧର୍ମେନ୍ଦ୍ର ପ୍ରଧାନ ✅✅✅✅✅✅✅✅✅✅

  • @kailaschandrasahu4639
    @kailaschandrasahu4639 3 ปีที่แล้ว +12

    Aparaji be c m candidate of ofishs

  • @krushnaballavpatnaik6305
    @krushnaballavpatnaik6305 3 ปีที่แล้ว +11

    Dharmendra has made petrol price more than Rs.100/- in Odisha. He will never be accepted by Odisha. When he became minister petrol price was Rs.48/-. He is absolutely an inefficient politician as well as leader.

  • @adyashabehera9390
    @adyashabehera9390 3 ปีที่แล้ว +7

    ରାଜ୍ୟର ଆନ୍ତରୀଣ ବିକାଶରେ ଏ ଦୁଇ ଜଣ ହେଉଛନ୍ତି ମୁଖ୍ୟ କଣ୍ଟା ରାଜ୍ୟରେ ହେଉଥିବା ବିକାଶ କାଯ୍ୟ ଏ ଦୁଇ ଜଣ ଦେହରେ ଯାଏନାହିଁ ତେଣୁ ଏ ଦୁଇ ଜଣ ସଦାବେଳେ ଗଣମାଧ୍ୟମ ସାମ୍ନାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥାନ୍ତି

  • @ranjanmallik4227
    @ranjanmallik4227 2 ปีที่แล้ว +1

    ଅପରାଜିତା ସରଙ୍ଗୀ best

  • @abhayapradhan5874
    @abhayapradhan5874 3 ปีที่แล้ว +4

    Aparajita madam se win

  • @rajendrakumarpandarajendra5530
    @rajendrakumarpandarajendra5530 3 ปีที่แล้ว +13

    Actually people of odisha favoring to aparajita sadangi. Because aparajita sadangi was a good administrator she is a honest person.. If she will take leadership of bjp party there is chance to come bjp in Odisha coming election.

  • @msatapathy4480
    @msatapathy4480 3 ปีที่แล้ว +17

    Aparajita mam is the best

  • @rakeshmohapatra5501
    @rakeshmohapatra5501 3 ปีที่แล้ว +8

    ବିଜେପି ଦଳ ରାଜ୍ୟ ସରକାର ଙ୍କ ବିକାଶ ରେ ଆଉ ବାଧା ସୃଷ୍ଟି କରିବା ପାଇଁ ସାହସ ମଧ୍ୟ କରୁନି , କିନ୍ତୁ ବିହାରୀ ମାଡ଼ମ ଆମ ଓଡିଶାର ନୁହଁ ସେଥିପାଇଁ ରାଜ୍ୟ ସରକାର ଙ୍କ ବିକାଶ ରେ ବାଧା ସୃଷ୍ଟି କରିବା ପାଇଁ ପ୍ରଣା ପ୍ରଣେ ଚେଷ୍ଟା ଚଳେଇଛନ୍ତି 🙄🙄🙄🙄🙄

  • @ashokmoharana1751
    @ashokmoharana1751 5 หลายเดือนก่อน +1

    Aparajet. Ok

  • @trinathbeuria4202
    @trinathbeuria4202 3 ปีที่แล้ว +3

    ପ୍ରତ୍ୟେକ ଜାତୀୟ ଦଳରେ କିଛି କିଛି ମତ ପାର୍ଥକ୍ୟ ସ୍ଵାଭାବିକ ଭାବରେ ରହିଥାଏ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏହାର ଅର୍ଥ ନୁହେଁ ଏହା ଏକ ଦଳୀୟ କନ୍ଦଳ ।

  • @prunamahantw833
    @prunamahantw833 5 หลายเดือนก่อน

    We support madam aparajita

  • @ramanathnanda5995
    @ramanathnanda5995 2 ปีที่แล้ว +8

    Aparajita madam is the daughter in law of Odisha.every people know about the role of the daughter in law for developing her home.aparajita madam is not only a good administrator but also a good politician too.she has proven it within few days .

  • @prakashchandraacharya119
    @prakashchandraacharya119 2 หลายเดือนก่อน

    ଓଡ଼ିଆ ଅସ୍ମିତା ପାଇଁ ଆପଣ ମାନେ କହୁଛନ୍ତି ଆଉ ଆପଣ ମାନେ ଇଂଲିଶ ରେ ପଢ଼ିଦେଉଛନ୍ତି ଓଡ଼ିଆ ବାଲେ କିପରି ବୁଝିବେ ସମସ୍ତେ ସମସ୍ତଙ୍କୁ critisize କରିଜଣନ୍ତି

  • @banshidharpatra5160
    @banshidharpatra5160 5 หลายเดือนก่อน +1

    ଏ ଦୁହେଁ ଯାକ ଓଡ଼ିଶା ପାଇଁ ଅନ ଫିଟ, ବହୁତ୍ ଭୋଟ ରେ ହାରିବେ

  • @sasanksekharaswain9208
    @sasanksekharaswain9208 3 ปีที่แล้ว +17

    Aparajita madam ଭଳି ଓଡ଼ିଶାରେ ନେତ୍ରୀ ନାହାଁନ୍ତି, ତାଙ୍କ ଗୋଡ ଟାଣ ନ୍ତୁ ନାହିଁ

  • @sarojkumarnayak9448
    @sarojkumarnayak9448 2 ปีที่แล้ว +11

    ଧର୍ମେନ୍ଦ୍ର ପ୍ରଧାନ କେବେବି ମାଡାମ ଅପରାଜିତା ଙ୍କ ସହିତ ସମକକ୍ଷ ହୋଇପାରିବେ ନାହିଁ। ସେ ଜ୍ଞାନ ଧର୍ମେନ୍ଦ୍ର ପ୍ରଧାନର। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅପରାଜିତା ଷଡଙ୍ଗୀ ମାଡାମ ହିଁ ଉପଯୁକ୍ତ ଯିଏ କି ଓଡିଶା ବାସୀ ଙ୍କୁ ସଠିକ୍ ଶାସନ ଦେଇପାରିବେ।

  • @pranaballavaprusty6696
    @pranaballavaprusty6696 2 ปีที่แล้ว +2

    ଧର୍ମେନ୍ଦ୍ର ବାବୁ. ତୁମସାକାଶେ ଓଡିଶା ବି ଯେ ପି ତଳକୁ ଯାଉଛି ତୁମକୁ ବଇଲ ବିଷୟରେ ତୁମକୁ ଜଣାନାହିଁ. ଅପରାଜିତାକୁ ବ୍ଲେମେକାରୀକୁ ଛାଁହୁଛ ଟାଟୁ୍ମଜୀବନରେ. ତୁମେ ମୁଖ୍ୟମନ୍ତ୍ରୀ ହୋଇପାରିବନାହିଁ.

  • @deepaknaik9947
    @deepaknaik9947 2 ปีที่แล้ว +2

    ବହୁତ ସୁନ୍ଦର news

  • @lingarajdalua524
    @lingarajdalua524 2 ปีที่แล้ว +8

    ଧର୍ମେନ୍ଦ୍ର ପ୍ରଧାନ ଗୋଟେ ବଧ ପାଗଳ ଅଜୋଗ୍ୟ ଅପାରଗ ଦିତୀୟ ନବୀନ ଶ୍ଵାଥପର ଗାଲୁଆ ଧର୍ମେନ୍ଦ୍ର ବୋପାକିଏ

    • @user-is7rv3df7u
      @user-is7rv3df7u หลายเดือนก่อน

      ତୁ ତ ଲେଖିବାପାଇଁ ବି ଯୋଗ୍ୟ ନୁହେଁ ବେସି ବିରୁଦ୍ଧରେ ଯିବାକୁ ଆଉ ଚେଷ୍ଠା କରେ ନାହଁ ବେକାରେ ଲାଜରେ ପଡ଼ିବ

  • @debiprasadpanda3007
    @debiprasadpanda3007 3 ปีที่แล้ว +14

    Dharmendra pradhan thu aparajita best

  • @pramodpanda8976
    @pramodpanda8976 3 ปีที่แล้ว +5

    Nabinababu Dharmendra Babu Gotia mudrar Duiti paswa

  • @debiprasadpanda3007
    @debiprasadpanda3007 3 ปีที่แล้ว +11

    Dharmendra pradhan paeen hin bjp haruchhi

  • @sushantadash9754
    @sushantadash9754 3 ปีที่แล้ว +1

    DharmendraBabu bhalalokanuhanti

  • @anantacharanasahu2151
    @anantacharanasahu2151 3 ปีที่แล้ว +1

    Aparajita is best in odisa

  • @kalandinayak463
    @kalandinayak463 3 ปีที่แล้ว +6

    Telara ta vikas helani , au kan vikas heba . Really Aparajita madam is a great leader of Odisha bjp.

  • @trilochanpatnaik914
    @trilochanpatnaik914 3 ปีที่แล้ว +4

    ମଠ ଗୁଡ଼ିକ ଯାହାର ସମ୍ପର୍କ ଶ୍ରୀ ମନ୍ଦିର ସହିତ ଶହ ଶହ ବର୍ଷ ଧରି ଥିଲା, ସେଗୁଡିକୁ ମାଟିରେ ମିଶାଇ ଦେବା କଣ ଜଗନ୍ନାଥ ମନ୍ଦିର ର ଓ ପୁରୀ ର ବିକାଶ? ଯଦି ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା BJD dala ର ମୁଖିଆ ଓଡ଼ିଶା ଇତିହାସ ରେ ଆଉ ପୁରାତନ ମଠ ଓ ଛୋଟ ଛୋଟ ମନ୍ଦିର ଗୁଡ଼ିକର ଆବଶ୍ୟକ ନାହିଁ, ତାହାହେଲେ ଓଡ଼ିଶା ବାସୀ କି ଈଶ୍ୱର କ୍ଷମା କରିବେନି।

  • @gopabandhumahapatra6722
    @gopabandhumahapatra6722 3 ปีที่แล้ว +1

    Aparajita is much much much much much much much much much much much much much much much much much much much much much much much much much much BETTER than Dha..............................

  • @debaparhi2535
    @debaparhi2535 3 ปีที่แล้ว +24

    ଫୁଲ ଗଛ ଲଗେଇଲେ ବିକାଶ ହେବନି। ଚୁତିଆ ଙ୍କ ଭଳି କଥା କୁହନି।

  • @Debakinandan.odisha
    @Debakinandan.odisha 3 ปีที่แล้ว +13

    Aparajita sarangi best

  • @gajendranathjena356
    @gajendranathjena356 5 หลายเดือนก่อน

    ଅରାଜୀତା ଆଗାମୀ ଦିନରେ ଭଲ ଭାବରେ ଓଡିଶା

  • @malayabhoi261
    @malayabhoi261 3 ปีที่แล้ว +7

    ବିଜେପି ଚାହୁଁନାହିଁ କି ଓଡିଶାର ବିକାଶ ହେଉ ତେଣୁ ଓଡିଶା ସରକାରଙ୍କ ଓଡିଶା ବିକାଶ କାର୍ଯ୍ୟ ଦେଖି ସହ୍ୟ କରିପାରୁନାହାନ୍ତି

  • @bikramkishornaik9074
    @bikramkishornaik9074 2 ปีที่แล้ว +1

    Aprajita sarangi is great

  • @debiprasadpanda3007
    @debiprasadpanda3007 3 ปีที่แล้ว +7

    Dharmendra pradhan bhitiria bjd saha misiki achhi...

  • @satyanarayanmishra3342
    @satyanarayanmishra3342 3 ปีที่แล้ว +5

    No war-No peace !

  • @banshidharpatra5160
    @banshidharpatra5160 2 หลายเดือนก่อน

    ଅନେକ ଥର ଆମେ ଜଣlଇଛୁ BJP ରେ 9ଜଣ ମୂଖ୍ୟ ମନ୍ତ୍ରୀ ହେବା ପାଇଁ ଲଢେଇ
    ଜାରି ରଖି ଛନ୍ତି, କାଳେ କିଏ ସୁପର ସିଡ
    କରିଯିବ,ତେଣୁ ସମସ୍ତେ ସମସ୍ତଙ୍କୁ ହରେଇ
    ବା ପାଇଁ ଲାଗିଛନ୍ତି, ଅନ୍ୟ ଦଳ ପାଇଁ ଗାତ
    ଖୋଳୁ ଥିବା BJP ଏବେ ନିଜ ଦଳ ପାଇଁ
    କାଳ ହୋଇ ଗଲେଣି l ସମୟ ଆସିବ
    ବର୍ତ୍ତମାନର BJP ନେତା ମାନଙ୍କ ରାଜ ନିତି
    ହୋଇଯିବ l

  • @susilpalata
    @susilpalata 2 ปีที่แล้ว +1

    Aparajita is great

  • @pradiptapradhan6672
    @pradiptapradhan6672 2 ปีที่แล้ว

    ଏ bjp ଵାଲା ଓଡ଼ିଶାରେ ନବୀନ ଚାମଚା ଦୋଷୀ କୁ ସାହାଯ୍ୟ କରିବା ଲୋକକୁ ଦୋଷୀ କୁହାଯାଏ

  • @narayanpatra1149
    @narayanpatra1149 2 ปีที่แล้ว

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେ କାମ କଲେ ଓଡ଼ିଶାର କାମ କଲେ କି ? ଯଦି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଉନ୍ନତି କଲେ ବିଜେଡି କ'ଣ କଲା

  • @srisaidesignvastu9209
    @srisaidesignvastu9209 3 ปีที่แล้ว +7

    She is fitest for future CM of Odisha.
    She not only BJP worker ,She is good leader.

  • @kailashchandrapadhiary5512
    @kailashchandrapadhiary5512 3 ปีที่แล้ว +5

    Both leaders are excellent !

  • @dhirendranathsingha9299
    @dhirendranathsingha9299 2 ปีที่แล้ว +5

    B J P state president forward to M. P Apparajita sardangi in frant line

  • @salilkumar9703
    @salilkumar9703 6 หลายเดือนก่อน +8

    ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଦଳକୁ ଚାଲିଯାଆନ୍ତୁ ଏଥିରେ ତାଙ୍କର ହିଁ ମଙ୍ଗଳ ହେବ

  • @hemantasatapathy6665
    @hemantasatapathy6665 5 หลายเดือนก่อน +1

    Dharmendra Bhai is not at all equivalent with Aparajita Sarangi from any sides.He may be a leader but his leadership not appreciable.Within few days in politics Aparajita takes lots of drastic steps for the people of Odisha.She should be thenext CM of Odisha.

  • @tezswotripathy7264
    @tezswotripathy7264 3 ปีที่แล้ว +4

    ଏଇଟା ର କାମ କିଛି ନାହିଁ l ଖାଲି ଧର୍ମେନ୍ଦ୍ର ଆଉ ଅପରାଜିତା ବିରୁଦ୍ଧରେ କହ l ନିଜେ ନିଜେ ଗୋଟେ ଉପନ୍ୟାସ ଲେଖେ l

  • @rabijena4494
    @rabijena4494 15 วันที่ผ่านมา

    Naveen Patnaik odisha Gava
    Jay jagannath

  • @kaushalbhoi3180
    @kaushalbhoi3180 3 ปีที่แล้ว +14

    କୋଟିଆ ବିଷୟ ରେ କହିଲେ ଆମେ ବହୁତ ଖୁସି ହେବୁ l

    • @anjanchand7471
      @anjanchand7471 3 ปีที่แล้ว +3

      Kotia bismaya re kahibe?Him at nai he is BJD pet...

  • @ashokkumarparida2774
    @ashokkumarparida2774 6 หลายเดือนก่อน +1

    Ok Thanks

  • @bhagirathibehera2031
    @bhagirathibehera2031 5 หลายเดือนก่อน

    BJP ଯଦି ଅପରାଜିତା ମାଡାମଙ୍କୁ ମୂଖ୍ଯମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରେ କିମ୍ବା ମୂଖ୍ଯ ଦାୟିତ୍ବ ଦିଏ ତା ହେଲେ BJP ଜିତିବା ନିଶ୍ଚିତ। BJP ଏହା ନ କରିବାର କାରଣ କଣ ଜଣା ପଡୁନାହିଁ।

  • @TheEducationHub-dz9gn
    @TheEducationHub-dz9gn 5 หลายเดือนก่อน

    Aparajita is a good leader. P. Patra.

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 2 ปีที่แล้ว +1

    Dharmendra Pradhan native is Odisha, but he is far away from there.

  • @Gayatriojha269
    @Gayatriojha269 3 ปีที่แล้ว +2

    Aparajita sadhangi is better knowledge than in our Odisha mp & mla even CM also
    Puri is now underdeloped compair with 4 dham Odisha is very lowest city in india

  • @dineshrath2500
    @dineshrath2500 3 ปีที่แล้ว +3

    Aparajita mdm does not want Odisha bikas hatao

  • @nageswarmaharana2562
    @nageswarmaharana2562 5 หลายเดือนก่อน

    ଭାଇନା ଆପଣ କେତେ ମାଲ ପାଇଛନ୍ତି।

  • @jtvodiaentertainment5879
    @jtvodiaentertainment5879 3 ปีที่แล้ว +19

    ମୁଁ ଏଥିରୁ ଯାହା ବୁଝିଲି ଉପସ୍ଥାପନା କରୁଥିବା ଭଦ୍ର ବ୍ୟକ୍ତି ଜଣଙ୍କ bjd ର

  • @user-fh5jm3by3h
    @user-fh5jm3by3h 6 หลายเดือนก่อน

    ଏହାହିଁ ବିଜେପି ପାଇଁ ଦୁଇଟି ଉଇହୁଙ୍କା

  • @bikashbhusanmohanty1988
    @bikashbhusanmohanty1988 2 ปีที่แล้ว +1

    Jay jagannath🙏🙏🙏🙏🙏🙏

  • @chinmaya4894
    @chinmaya4894 2 ปีที่แล้ว +2

    ଏଇ ଉପସ୍ଥାପକ ଧର୍ମେନ୍ଦ ବାବୁ କି ନବୀନ ବାବୁ ଙ୍କ ଠାରୁ ଟଙ୍କା ନେଇଛନ୍ତି

  • @dineshrath2500
    @dineshrath2500 3 ปีที่แล้ว +5

    Madam what about bylaw

  • @rajkishormaharanamaharanak3818
    @rajkishormaharanamaharanak3818 3 ปีที่แล้ว +1

    Puri ra bikas ku nei rajaniti karani....
    purusatam khetŕa ku nei rajaniti karani...bikas eaka samuhik udyam...eathire samaste sahajoga kariba darakar....chaka aakhi sabu dekhuchhi...samaya ku apekhya.....Joy jagannatha. .....

  • @pksahoo1233
    @pksahoo1233 3 ปีที่แล้ว +1

    Good

  • @samirapatra4351
    @samirapatra4351 3 ปีที่แล้ว +5

    ରାଜ୍ୟ ସରକାରଙ୍କ ଭଲ କାମ ଏହି ଦୁଇ ଜଣଙ୍କ ଦେହରେ ଯାଉନି l

  • @janardanpanda5378
    @janardanpanda5378 2 ปีที่แล้ว

    ଜଣେ ସପୋଟ କରିବା ଆଉ ଜଣେ ବିରୋଧ କରିଛନ୍ତି

  • @rakeshkumarmohantymohanty8620
    @rakeshkumarmohantymohanty8620 หลายเดือนก่อน

    🌷🤍🌷 Hari Om all BJP Members And Dharmendra Pradhan Madhya Odisha Pai Sabu thik thak kahuchhanti ❣️🌼❣️ bhala re sabu chaliba 🙏

  • @patitakumar4902
    @patitakumar4902 3 ปีที่แล้ว +2

    ଅପରାଜିତା ଗୋଟିଏ IAS , ନିର୍ବାଚିତ MP .
    ଧର୍ମେନ୍ଦ୍ର ଗୋଟିଏ ସାଧାରଣ ନେତା , ନିର୍ବାଚନ
    ସାମ୍ନା କରିବା କ୍ଷମତା ନାହିଁ . ( ଅଯୋଗ୍ୟ )

  • @krushnaballavpatnaik6305
    @krushnaballavpatnaik6305 3 ปีที่แล้ว +1

    Dharmender not acceped by odiya. That's why he is being ellected as Rajaya Sabha MP fro other state. I think you are a great idea.

  • @bkmanojmerabharatmahanjaihind
    @bkmanojmerabharatmahanjaihind 3 ปีที่แล้ว +1

    Aparajita mam is best .have you any doubt then come out for debate if i will not bare you and your boss then i never rise my awaz ever its my promise not mr cm false promise.what is truth we always said.i dont care bloody corrupted system.

  • @pradeeppalei2995
    @pradeeppalei2995 3 ปีที่แล้ว +1

    Jay Jagannath swami

  • @rasmitabehera3300
    @rasmitabehera3300 3 ปีที่แล้ว +5

    ସରକାରଙ୍କ ବିକାଶମୂଳକକାର୍ଯ୍ୟ ଦେଖି ସହ୍ୟ କରିପାରୁନାହାନ୍ତି ବିଜେପି ନେତା ଓ ନେତ୍ରୀ |

  • @ranjitmohanty335
    @ranjitmohanty335 3 ปีที่แล้ว +2

    Aparajita Madam She's Best

  • @narayansahoo6088
    @narayansahoo6088 3 ปีที่แล้ว +3

    Petrol paisa

  • @gopalkrishnapattnaik5313
    @gopalkrishnapattnaik5313 5 หลายเดือนก่อน

    MADAM APARAJITA NEED TO SUPPORT DHARMENDRA PRADHAN. AFTER NAVEEN BABU , DHARMENDRABAU WILL BE C.M OF ODISHA. CENTRAL GOVT IS ACTIVATED BY MR PRADHAN, FOR EXPANSION OF CENTRAL DEVELOPEMENT WORKS IN ODISHA.

  • @subashmishra5616
    @subashmishra5616 2 ปีที่แล้ว

    PRABHU JAGANNATH BLESS YOU AROGYAM SANTI ANANDAM LlFELONG SERVING PEOPLE OF ODISHA...JOY JAGANNATH .

  • @simanchalaswain5809
    @simanchalaswain5809 3 ปีที่แล้ว +3

    Dharmendra Pradhan tanka Bhagya balare, Modi ji nka Aasirbada ru Kendra Mantri hoechhanti,kahin BJD ku Dharmendra BABU caunter kala bhali laguni,
    Yadi Aparajita Medam nku BJP ra jete Netaa Mantri achhanti samaste sahajoga kale BJD ku paraasta kari huanta,
    Aparajita Medam Bina ODISHA Rajaniti re BJD ku kehi caunter kalaa bhali power full Netaa nahanti.

  • @kabitabehera9188
    @kabitabehera9188 5 หลายเดือนก่อน

    Dharmendra Pradhan vote debu asha nkara darama kara

  • @bhajanarghya8360
    @bhajanarghya8360 3 ปีที่แล้ว

    ଓଡିଶା ପାଇଁ ଶାନ୍ତ ଶିଷ୍ଟ ବିଚକ୍ଷଣ ଊଦାରପନ୍ଥି ହେବା ଉଚିତ୍ ।

  • @sasikantkant4780
    @sasikantkant4780 2 ปีที่แล้ว

    Dharmendra is our leader
    along with Madam also leader
    ଦୂର୍ଗା ଭାଇ sameer mnty ଗଡାଣିଆ

  • @ummalitu147
    @ummalitu147 2 ปีที่แล้ว +1

    One man Army Aparajita mam..😎Dharama babu Amara Odisha re mp seat gote jitiki dekhantu bhubaneswar re ta pare janapadiba odia pua ra kete dam😅😂

  • @ganeshdas326
    @ganeshdas326 ปีที่แล้ว

    Stop the groupisim among Darmendra Pradhan and Aparajita Sarangi.

  • @sushantadash9754
    @sushantadash9754 3 ปีที่แล้ว +1

    DharmendraBabu kana petrol 1 liter 500tankakaribaku ihha

  • @minaketansahoo6719
    @minaketansahoo6719 3 ปีที่แล้ว +2

    Odisa janasadhran ku anurodh Baycut to Dpradhan and in to Aparajita Sarangi

  • @sonupraharaj6030
    @sonupraharaj6030 3 ปีที่แล้ว +4

    ମକୁ ଭାଇ ଓ ଅପରାଜିତା madam ଦୁଇ ଜଣ ଯାକ ଚାହୁଛନ୍ତି, କିପରି ଓଡ଼ିଶା ଜନସାଧାରଣ ଅଧିକରୁ ଅଧିକ ହଇରାଣ ହୁଅନ୍ତୁ, ଆଉ ଆମ ଗୋଡ଼ ତଳକୁ ଆସନ୍ତୁ, ସେମାନେ ଜାଣି ରଖିବା ଦରକାର ଯେ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ସାରା ଓଡ଼ିଶା ଜାତିର ବିକାଶ ହିଁ ହେବ।

  • @jagdishpingua9404
    @jagdishpingua9404 3 ปีที่แล้ว +1

    ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ

  • @sabitajena7681
    @sabitajena7681 3 ปีที่แล้ว +2

    ଆପଣ ଦୁଇ ଜଣ ଭିତରେ ଝଗଡା ଲଗଉଛନ୍ତି

  • @sarojacharya3146
    @sarojacharya3146 2 ปีที่แล้ว +1

    Honourable Education minister should create opportunities for faculty aspirants in the country in education sectors. All jobs are contractual job in many govt. institutes and people having right qualifications are jobless. No central and state technical universities are recruiting faculties in regular mode and Institutes are running with contractual faculties. Sir please take steps on it in technical education institutions in Odisha and India to improve education system and save jobless faculties

  • @hrudanandakhandayatray433
    @hrudanandakhandayatray433 2 ปีที่แล้ว +1

    Aparajita madam nk sahita Dharmendra pr saman nuhanti

    • @SKGbul
      @SKGbul 2 ปีที่แล้ว

      Both are behari .

  • @srisaidesignvastu9209
    @srisaidesignvastu9209 3 ปีที่แล้ว +1

    How much money take from against party ?

  • @gopabandhumahapatra6722
    @gopabandhumahapatra6722 3 ปีที่แล้ว +1

    Dharmendra will never win an Election. Puni back door entry hoipare.

  • @bipinamallik2803
    @bipinamallik2803 5 หลายเดือนก่อน

    Jaya Jagannatha Jaya Jahaheuchi Thik Heuchi Agaku Jahaheba Thik Heba Jaya Jagannatha Jaya