ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ପାଇଲି କଣ୍ ପାଇଁ ? || meet with chief Minister mohan sir

แชร์
ฝัง
  • เผยแพร่เมื่อ 16 ธ.ค. 2024

ความคิดเห็น • 641

  • @ajayamallick7732
    @ajayamallick7732 2 ชั่วโมงที่ผ่านมา +40

    ପୁରୁଣା ମୁଖ୍ୟ ମନ୍ତ୍ରୀ ଥିଲେ ତମେ ତାଙ୍କ ହାତରୁ ଏ ପୁରସ୍କାର ପାଇନଥାନ୍ତ

  • @desitokavlog3579
    @desitokavlog3579 2 ชั่วโมงที่ผ่านมา +38

    ଜହାର, କେନ୍ଦୁଝର ଜିଲ୍ଲାର ଲବ ଭାଇଙ୍କ ପାଇଁ Like ❤ ଜୟ ମା ତାରିଣୀ 🙏🙏🙏

  • @Odia.jhia_Puja9692
    @Odia.jhia_Puja9692 3 ชั่วโมงที่ผ่านมา +191

    ଲବ ଭାଇଙ୍କ ପାଇଁ ଗୋଟେ ଲାଇକ୍ ହଉ👍👍

    • @kishanMurmu-t6i
      @kishanMurmu-t6i 3 ชั่วโมงที่ผ่านมา +5

      😅😅😅😅CV

    • @bikashhd7565
      @bikashhd7565 3 ชั่วโมงที่ผ่านมา

      Like heichi😊

    • @MukeshMahakud
      @MukeshMahakud 3 ชั่วโมงที่ผ่านมา

      Jay Jagannath 🙏🙏🙏🙏

    • @NOTXID_10M
      @NOTXID_10M 2 ชั่วโมงที่ผ่านมา

      Subu ade kebala tame hi tame 😂❤😊

    • @NOTXID_10M
      @NOTXID_10M 2 ชั่วโมงที่ผ่านมา

      Raj Kumar vlog re bi tame athi bi tame❤😊

  • @Odia.jhia_Puja9692
    @Odia.jhia_Puja9692 3 ชั่วโมงที่ผ่านมา +103

    Congratulations ଲବ ଭାଇ 🎉🎂🎊.....ସତରେ ଭାଇ ଆମେ ଆମେ ବହୁତ୍ ଖୁସି 😊.... ଜୟ ହିନ୍ଦ୍.... ଜୟ ଭାରତ🇮🇳

    • @Chandan2k-h5q
      @Chandan2k-h5q 3 ชั่วโมงที่ผ่านมา +3

      Tama comments sabu bale agare kemite😮

    • @SilpaBehera-wm1pu
      @SilpaBehera-wm1pu 2 ชั่วโมงที่ผ่านมา

      ​@@Chandan2k-h5q😂😂

  • @SipraMuduli-d1k
    @SipraMuduli-d1k 2 ชั่วโมงที่ผ่านมา +14

    ଲବ ଭାଈଙ୍କ ପରି କିଆ ହେବ। ଲବ ଭାଇଙ୍କ ପାଇଁ ଗୋଟେ ଲାଇକ ହେଇଯାଉ 🎉🎉 congratulations bro ❤❤❤

  • @PgtTokaOfficial
    @PgtTokaOfficial 3 ชั่วโมงที่ผ่านมา +51

    ମୁଁ ଯାଇ ଥିଲି ଆଜି ଭାଇଙ୍କୁ ବି ଦେଖିଲି ବହୁତ ଖୁସି ଲାଗିଲା ❤❤❤

  • @jugalnaik6306
    @jugalnaik6306 3 ชั่วโมงที่ผ่านมา +25

    ଭାଇ କେନ୍ଦୁଝର ଆସିଥିଲ ଦେଖା ହେଇ ପାଇଲାନି 😢😢😢 I Miss you Brother

  • @GUDDUNAIKODIAVLOGS
    @GUDDUNAIKODIAVLOGS ชั่วโมงที่ผ่านมา +1

    ଲବ ଭାଇ କର ଭିଡ଼ିଓ ଅମା କେନ୍ଦୁଝର ଜିଲ୍ଲା ରୁ କିଏ କିଏ ଦେଖୁଛ ଟିକେ କୁହନ୍ତୁ 👍❤️

  • @tapanmarndi1517
    @tapanmarndi1517 3 ชั่วโมงที่ผ่านมา +29

    ଲବ ଭାଇଙ୍କ 💪ହାର୍ଡ ଷ୍ଟ୍ରୋଗଲ ପାଇଁ like ଟେ ହେଉ . । ଜୟ ଜଗନ୍ନାଥ

  • @Odia.jhia_Puja9692
    @Odia.jhia_Puja9692 3 ชั่วโมงที่ผ่านมา +45

    Indian ର best traveller.... Only one ଆମ ଲବ ଭାଇ😊🎉🎉🎉🎉.... ନା କଣ କହୁଛ ସାଙ୍ଗମାନେ 😊🥳... ଆମ ଲବ ଭାଇଙ୍କ ପାଇଁ ଲାଇକ୍ ଟେ ହଉ👍👍👍👍👍👍👍👍👍

    • @BIDYADHAR399
      @BIDYADHAR399 3 ชั่วโมงที่ผ่านมา

      Love you bhai ❤❤❤lobo bhai 🎉🎉🎉🎉❤❤❤❤❤

    • @Rikungamer
      @Rikungamer ชั่วโมงที่ผ่านมา

      ❤❤

  • @Koraputstargroup
    @Koraputstargroup 3 ชั่วโมงที่ผ่านมา +89

    ଲବ ଭାଇ ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ Sir ବାପା ପୁଅ ପରି ଦେଖାଯାଉଛନ୍ତି. ..|❤😊

    • @UmeshKumar-gc5st
      @UmeshKumar-gc5st 3 ชั่วโมงที่ผ่านมา +6

      Desi chhua naa Sethi pain 😂😂😂

    • @Koraputstargroup
      @Koraputstargroup 3 ชั่วโมงที่ผ่านมา +3

      @ hnm😁

    • @avhigouda4171
      @avhigouda4171 ชั่วโมงที่ผ่านมา +1

      ଠିକ୍ କଥା

  • @srikantmohanty2277
    @srikantmohanty2277 3 ชั่วโมงที่ผ่านมา +20

    ବହୁତ ଦିନ ପରେ ଘଟ ଗାଁ ଓ କେଉଁଝର କୁ ଆସିଲ
    ଆମେ କେଉଁଝର ପିଲା

  • @Leader1321
    @Leader1321 3 ชั่วโมงที่ผ่านมา +33

    ଜୟ ମହାଦେବ ସାହା ଭରଷା🙏🙏🙏🙏❤️❤️❤️🙏🙏🙏🙏🙏

  • @ganeshwarmahanta
    @ganeshwarmahanta 3 ชั่วโมงที่ผ่านมา +25

    All the best.... bro👍... ଭଗବାନ୍ ଆପଣଙ୍କୁ ସଦାସର୍ବଦା ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ ...🙏

    • @santas4334
      @santas4334 2 ชั่วโมงที่ผ่านมา

      Jay jagannath 💕🙏

  • @Hembram243
    @Hembram243 3 ชั่วโมงที่ผ่านมา +21

    ଲବ ଭାଇ ମୁଁ ବି ଏହି All India Santali writer's association, Odisha Branch program ରେ ଉପସ୍ଥିତ ଥିଲି but ଦୁଃଖର ବିଷୟ ଏତିକି ଯେ ମୁଁ ଏଠାରେ ଉପସ୍ଥିତ ଥାଇ ମଧ୍ୟ ମୁଁ ଆପଣଙ୍କ ସହ ଗୋଟେ ସେଲ୍ଫି ନେଇ ପାରିଲିନି କି ଆପଣଙ୍କ ସହ ଫଟୋ ଗୋଟେ ଉଠେଇ ପାରିଲି ନାହିଁ

    • @Hembram243
      @Hembram243 3 ชั่วโมงที่ผ่านมา +1

      ଆଉ କେବେ ଆପଣଙ୍କୁ ପାଖରୁ ଦେଖିବାର chance ମିଳିଲେ ମୁଁ ଆପଣଙ୍କ ସହ ନିହାତି କଥା ହେବି ଆଉ ଫଟୋ ବି ଉଠେଇବି ❤❤

  • @Leader1321
    @Leader1321 3 ชั่วโมงที่ผ่านมา +27

    ଜୟ ମା ତାରିଣୀ ସାହା ଭରଷା🙏🙏🙏🙏❤️❤️❤️❤️🙏🙏🙏🙏🙏

  • @rabindramuduli7874
    @rabindramuduli7874 2 ชั่วโมงที่ผ่านมา +11

    ବହୁତ ବହୁତ ଧନ୍ଯବାଦ ଲବ ଭାଇ ତୁମ
    ଜୀବନ ଖସି ରୁହ

    • @santas4334
      @santas4334 2 ชั่วโมงที่ผ่านมา

      Jay jagannath 🙏💕

  • @Odia.jhia_Puja9692
    @Odia.jhia_Puja9692 3 ชั่วโมงที่ผ่านมา +22

    ଆଜିର ଭିଡ଼ିଓ ବହୁତ୍ ରୁ ବହୁତ୍ ଭଲ ଥିଲା😊.... ଯାହା ହଉ ଆମ ଓଡ଼ିଶା ର ଲୋକ ଆମ ମାନଙ୍କ ପାଇଁ କଣ ବା ନ କରିଛି .... ମୁଁ ବହୁତ୍ ଖୁସି ଅଛି....proud of u ଲବ ଭାଇ 😊❤❤🎉🎉🎉🎉🎉🎉..... ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆହୁରି ଆଗକୁ ବଢ଼ିବାରେ ଲାଗିପଡ🙏🙏🙏.... ଜୟ ଜଗନ୍ନାଥ ⭕‼️⭕

  • @Leader1321
    @Leader1321 3 ชั่วโมงที่ผ่านมา +20

    ଜୟ ଜଗନ୍ନାଥ🙏🙏🙏🙏❤️❤️❤️❤️🙏🙏🙏🙏ଜୟ ମହାଦେବ🙏🙏🙏🙏🙏❤️❤️❤️🙏🙏🙏🙏🙏

  • @ajupadhan1056
    @ajupadhan1056 3 ชั่วโมงที่ผ่านมา +12

    ଜୟ ମା ତାରିଣୀ 🙏🙏

  • @hrusikeshmallik3221
    @hrusikeshmallik3221 52 นาทีที่ผ่านมา

    ସୁସ୍ବାଗତ ନିଶ୍ଚୟ, ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ ❤❤❤❤❤

  • @GUDDUNAIKODIAVLOGS
    @GUDDUNAIKODIAVLOGS ชั่วโมงที่ผ่านมา +1

    ଭାଇ କେନ୍ଦୁଝର ଆସିଲ ଦେଖା ହେଇ ପାରିଲା ନାହିଁ ବୋହୁତ ଦୁଃଖ ଲାଗୁଛି ❤️😔

  • @JayantaSabar-b4u
    @JayantaSabar-b4u 2 ชั่วโมงที่ผ่านมา +6

    ଲବ ଭାଇ ଜୀବନ ରେ କେବେ ଭାବିଥିଲ କି, ମୋତେ ମୁଖ୍ୟମନ୍ତ୍ରୀ ମୋତେ ଡାକିବେ..every thing your hard work and your goal... Love u... 💋

  • @banmalibehra.i.organicmen
    @banmalibehra.i.organicmen 2 ชั่วโมงที่ผ่านมา +4

    Super super very super video ମଜା ଲାଗିଲା ❤❤❤❤🎉🎉🎉🎉🎉🎉

  • @MadanKhilla-v3v
    @MadanKhilla-v3v 3 ชั่วโมงที่ผ่านมา +10

    ଧନ୍ୟବାଦ ❤❤❤❤🎉🎉🎉

  • @Purnimafamilyvlog-bc3uo
    @Purnimafamilyvlog-bc3uo 3 ชั่วโมงที่ผ่านมา +3

    ଲବ ଭାଇଙ୍କ ପାଇଁ ଆମେ ଗର୍ବିତ 👌👌🎉🎉❤❤❤❤❤

  • @Animakitchenvlogs-vd4mb
    @Animakitchenvlogs-vd4mb 3 ชั่วโมงที่ผ่านมา +13

    ଲବ ଭାଇ ପାଇଁ ବହୁତ ଭଲ ପାଇବା ❤❤❤

  • @prakashdaskendrapara794
    @prakashdaskendrapara794 3 ชั่วโมงที่ผ่านมา +8

    ଜୟ ମା ତାରିଣୀ ❤❤❤

  • @mamunimandal3230
    @mamunimandal3230 2 ชั่วโมงที่ผ่านมา +4

    ଲବ ଭାଇ u are really great ❤

  • @pravasinisabar9827
    @pravasinisabar9827 2 ชั่วโมงที่ผ่านมา +1

    ଭାଇ ତମେ ଆମ ପାଇଁ ଓ ଆମ ଓଡିଶା ପାଇଁ ଗର୍ବିତ ବୋଲି ଆମେ ଭାବୁ l ଜୀବନରେ ଯେତେ ଆଗକୁ ଗଲେ ବି ନିଜକୁ ସବୁବେଳେ ବର୍ତ୍ତମାନ ପରି ନିସ୍ଵାର୍ଥପର ଭାବେ ରହିବ l ଭଗବାନ ତମକୁ ବହୁତ ଆଗକୁ ନେବେ l ଆମର ତମ ପ୍ରତି ଯେଉଁ ଭଲ ପାଇବା ରହିଛି ସବୁଦିନ ରହିଥାଉ l ଏହା ହିଁ ଆମେ ଚାହୁଁ l
    God bless you ଲବ ଭାଇ l
    ଜୟ ଜଗନ୍ନାଥ 🙏🙏🙏

  • @TulashaMajhi-m1m
    @TulashaMajhi-m1m 3 ชั่วโมงที่ผ่านมา +6

    ଜୟ ଶ୍ରୀ ରାମ 🙏🙏🙏🙏🙏❤❤❤❤🎉🎉🎉🎉❤️❤️❤️🙏🙏🙏🌹👍👌

  • @Mr.Crush....750
    @Mr.Crush....750 3 ชั่วโมงที่ผ่านมา +14

    Congratulations Laba Da CM Sir meet up Aapan Nuapada Kebe aasi be ❤❤❤❤

    • @Mr.Crush....750
      @Mr.Crush....750 3 ชั่วโมงที่ผ่านมา

      Mor Comment Dilse Like karithibaru Mu Bahut khusi Laba Da

  • @jubeldalabehera7630
    @jubeldalabehera7630 2 ชั่วโมงที่ผ่านมา +3

    ସନlତନି ଫିଲ୍ମ୍ ପ୍ରଚାର ଓ ପ୍ରସାର ପାଇଁ ପୁରସ୍କାର ପାଇଥିବ।

  • @bapi2988
    @bapi2988 3 ชั่วโมงที่ผ่านมา +8

    ଭାଇ ଆମ ଘଟଗାଁ ଆସିଥିଲେ ଧନୟବାଦ୍

  • @Mama-r4l2z
    @Mama-r4l2z 2 ชั่วโมงที่ผ่านมา +4

    Jay Jagannath 🙏🙏🙏🙏🙏🙏🙏🙏❤️❤️❤️❤️❤️

  • @kamalakantasingh8296
    @kamalakantasingh8296 2 ชั่วโมงที่ผ่านมา +3

    ଆଶ୍ରିବାଦ ଅଛି ଆଗକୁ ବଢ଼ି ଚାଲ।

  • @P.C.P.L
    @P.C.P.L 3 ชั่วโมงที่ผ่านมา +9

    Jay mohan majhi ❤

  • @sarbeswarasisa1810
    @sarbeswarasisa1810 2 ชั่วโมงที่ผ่านมา +4

    ଭାଈ ସନତନୀ ମୋଭି ପାଇଁ କିଛି କହିଥିଲେ କିନ୍ତୁ ସେଇ ଭିଡ଼ିଓ ରେ ବହୁତ୍ ଖରାପ୍ କମେଣ୍ଟ କରିଥିଲେ କୌଣସି ମୁଭି ପ୍ରମୋସନ କରନାହିଁ ଭାଈ ଭିଉଜର ମାନଙ୍କୁ ଖରାପ ଲାଗୁଛି ଆପଣଙ୍କର ବ୍ଲଗ୍ ଦେଖିବାକୁ ଅପେକ୍ଷାରେ ତାନ୍ତି ❤

  • @126priyankapriyadarshinima5
    @126priyankapriyadarshinima5 2 ชั่วโมงที่ผ่านมา +5

    Congratulations Laba Bhai 🙏🎉 Apanka Upare Bhagwan nka Ashirbad Emiti Thau 🙏❤️ Jay Jagannath 🙏

  • @SoniDebasispanda
    @SoniDebasispanda 3 ชั่วโมงที่ผ่านมา +8

    Congratulations bhai and good bless you aahuri aagaku jantu 🙏🙏💐💐💐

  • @PrasannadandsenaDandsena
    @PrasannadandsenaDandsena 2 ชั่วโมงที่ผ่านมา +4

    You are great

  • @pewds6164
    @pewds6164 3 ชั่วโมงที่ผ่านมา +5

    Laba Hansda,the International vlogger of Odisha Lord Hanuman always bless you

  • @Google_traveller_pabitra
    @Google_traveller_pabitra 3 ชั่วโมงที่ผ่านมา +11

    Congratulations 🎉Laba bhai❤❤❤

  • @just_gk2141
    @just_gk2141 3 ชั่วโมงที่ผ่านมา +3

    ଲବ ଭାଇ ❤❤❤ବହୁତ 🎉🎉🎉

  • @AjayHembram-z8i
    @AjayHembram-z8i 2 ชั่วโมงที่ผ่านมา +5

    Hruday ru love you lobo bhai 🎉🎉🎉 mu rairangpur ❤❤❤❤ really proud of you lobo ❤❤
    Iam chaki start 🎉🎉🎉

  • @santoshkumarofficial1086
    @santoshkumarofficial1086 3 ชั่วโมงที่ผ่านมา +6

    Congratulations Laba Bhai🎉

  • @towbkblogerr1k
    @towbkblogerr1k 3 ชั่วโมงที่ผ่านมา +4

    Loves କେନ୍ଦୁଝର ଜିଲ୍ଲା

  • @Sarat.kumar.371
    @Sarat.kumar.371 3 ชั่วโมงที่ผ่านมา +12

    ଭାଇ ଆମର କୋରାପୁଟ ପରବ ରେ ଆସିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

  • @sureshmajhi4280
    @sureshmajhi4280 3 ชั่วโมงที่ผ่านมา +6

    ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦେଖା କରିଥିବାରୁ ବହୁତ୍ ବହୁତ୍ ଖୁସ୍ ଏବଂ ଧନ୍ୟବାଦ🎉🎉ଲଵ ଭାଇ ❤️ଜୟ ହିନ୍ଦ୍ 🇮🇳

  • @rajakishorbehera1611
    @rajakishorbehera1611 2 ชั่วโมงที่ผ่านมา +4

    Congratulations Laba. Jay Jagannath🙏

  • @ShashikantPaida
    @ShashikantPaida ชั่วโมงที่ผ่านมา

    ତୁମକୁ ଦେଖିକି ବହୁତ୍ ଖୁସି ଲାଗିଲା ଲବ ଭାଇ।ଜୀବନ ରେ ଏମିତି ଆଗେଇଚାଲ (ମାଡ଼ିଚାଲ) all the best 🎉🎉❤❤

  • @Mukandhamalvlogin
    @Mukandhamalvlogin 3 ชั่วโมงที่ผ่านมา +2

    ଜୟ ମା ତାରିଣୀ ପୀଠ

  • @susilbehera3854
    @susilbehera3854 3 ชั่วโมงที่ผ่านมา +3

    Love you laba hansda❤❤❤❤

  • @bhagabanpanda7020
    @bhagabanpanda7020 3 ชั่วโมงที่ผ่านมา +5

    Jai Jagannath 🎉🎉🎉❤❤

  • @chittaranjannaik4831
    @chittaranjannaik4831 2 ชั่วโมงที่ผ่านมา +1

    Congratulations 🎉 ଲବ ଭାଇ

  • @mahendranaik2893
    @mahendranaik2893 3 ชั่วโมงที่ผ่านมา +3

    ଓଡିଶା ର ଶାନ୍ ❤ ଲବ ଭାଇ 🎉

  • @Parsipohaminitribevlogs
    @Parsipohaminitribevlogs 2 ชั่วโมงที่ผ่านมา

    🙏🙏🙏ମାରାଙ୍ଗ୍ ବୁରୁ ଜାହେର୍ ଆୟୋଆଃ ଥୁମ୍ଆମ୍ରେ ମେନାଃଆ ᱞᱚᱵᱚ ᱵᱟᱹᱵᱩ ᱡᱳᱦᱟᱨ,🙏🙏🙏

  • @bhabagrahicoolkjr6526
    @bhabagrahicoolkjr6526 3 ชั่วโมงที่ผ่านมา +6

    Jai maa Tarini God bless you brother

  • @pabitrakumarsahoo9401
    @pabitrakumarsahoo9401 3 ชั่วโมงที่ผ่านมา +11

    Congratulations

  • @murmubabulal462
    @murmubabulal462 3 ชั่วโมงที่ผ่านมา +5

    Johar Dada 🙏

  • @budhadevjuanga6431
    @budhadevjuanga6431 3 ชั่วโมงที่ผ่านมา +4

    Congratulations laba bhai🎉🎉🎉

  • @Purnimablog898
    @Purnimablog898 2 ชั่วโมงที่ผ่านมา +1

    ଲବ ଭାଇ ତମେ ଦୁଆରିକା ମନ୍ଦିର ଯାଆ❤

  • @S.neevas
    @S.neevas 3 ชั่วโมงที่ผ่านมา +3

    Thank you brother ❤❤❤

  • @JAYANAYAK-zg5ls
    @JAYANAYAK-zg5ls 2 ชั่วโมงที่ผ่านมา +1

    ଜୟ ମା ତାରିଣୀ ଘଟଗାଁ ବାସିନୀ

  • @bibhutigurujionline
    @bibhutigurujionline ชั่วโมงที่ผ่านมา

    Video ରୁ ଯୁବ ପିଢ଼ିଙ୍କୁ ବହୁତ୍ ପ୍ରେରଣା ମିଳିବ ବୋଲି ଆଶା କରେ । ❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sarojkumarmahanta5795
    @sarojkumarmahanta5795 3 ชั่วโมงที่ผ่านมา +3

    ଜୟ କେନ୍ଦୁଝର 🙏

  • @samarendradash4539
    @samarendradash4539 2 ชั่วโมงที่ผ่านมา +2

    Jai Maa Tarini.Maa bless u always.

  • @sarojkumarmahanta5795
    @sarojkumarmahanta5795 3 ชั่วโมงที่ผ่านมา +4

    ଭାଇ ଆସିଥିଲ ଜାଣିପାରିଲି ନାହିଁ, ଭେଟ କରିହେଲା ନାହିଁ, ଆଉ ଦିନେ ଆସିବେ କେନ୍ଦୁଝର କୁ ମୋ ତୋରଫରୁ ନିମନ୍ତ୍ରଣ ରହିଁଲା 🙏

  • @RandaiMudurae-n8d
    @RandaiMudurae-n8d 3 ชั่วโมงที่ผ่านมา +3

    Bhola Bhai good ..............

  • @raghugolari7220
    @raghugolari7220 2 ชั่วโมงที่ผ่านมา +1

    ଲଭ ଭାଈ ତମେ ପୁରସ୍କାର ପାଇବାରୁ ମୁଁ ତ ବହୁତ ଖୁସି ବହୁତ ଭଲ ଲାଗିଲା ❤❤❤❤❤❤❤❤❤

  • @dasarathimohapatra618
    @dasarathimohapatra618 55 นาทีที่ผ่านมา

    ଜଗନ୍ନାଥ ଙ୍କ ଆଶୀର୍ବାଦ ଅଛି ଆହୁରି ଆଗକୁ ଯିବେ,ଜୟ ଜଗନ୍ନାଥ,

  • @jugalnaik6306
    @jugalnaik6306 3 ชั่วโมงที่ผ่านมา +2

    ଆଊ ଥରେ କେନ୍ଦୁଝର ଆସିଲେ meetup ରଖିବ Bhai ତମକୁ ଦେଖିବାକୁ ବହୁତ୍ ଇଚ୍ଛା।

  • @Pyaratopno283
    @Pyaratopno283 3 ชั่วโมงที่ผ่านมา +9

    Bahut bahut dhanyabad laba hashada Bhai mu bonaigarh Odisha khandadhar Ru comments karuchi

  • @AnantaPradhan-ek9vu
    @AnantaPradhan-ek9vu 3 ชั่วโมงที่ผ่านมา +4

    Great bhai. We proud of you

  • @randeranjan1
    @randeranjan1 2 ชั่วโมงที่ผ่านมา +1

    ବହୁତ ଖୁସି ଲାଗିଲା ❤❤❤

  • @sarbeswarasisa1810
    @sarbeswarasisa1810 3 ชั่วโมงที่ผ่านมา +2

    Laba bhai ki jay ho

  • @jadumanipurty917
    @jadumanipurty917 3 ชั่วโมงที่ผ่านมา +4

    ❤congratulations ❤bhai 👏 ❤️ 💙 🙌 💖

  • @RanitaSahoo-v4y
    @RanitaSahoo-v4y 2 ชั่วโมงที่ผ่านมา +2

    ଜୟ ଜଗନ୍ନାଥ

  • @Shree_official2
    @Shree_official2 ชั่วโมงที่ผ่านมา +1

    Congratulations ❤

  • @Bkkirtana
    @Bkkirtana 3 ชั่วโมงที่ผ่านมา +1

    Thank you sir m, Maj.. good bless you

  • @ShibaprasadDehuri-y6h
    @ShibaprasadDehuri-y6h 2 ชั่วโมงที่ผ่านมา +2

    ବାଲେଶ୍ୱର ଆସ ଭାଇ 🌹🌹🌹 ଓଲମାର

  • @hrudanandasankhua5824
    @hrudanandasankhua5824 ชั่วโมงที่ผ่านมา

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @dineshqrt
    @dineshqrt ชั่วโมงที่ผ่านมา

    ଜୟ ଜଗନ୍ନାଥ ଭାଇ ମୁଁ ଆପଣଙ୍କ fan ମାଲକାନଗିରି ର ଆପଣଙ୍କ fan badge ଅଛି ଭାଇ 🙏🙏🙏

  • @AbhimanyoSenapati
    @AbhimanyoSenapati ชั่วโมงที่ผ่านมา +1

    ଲବଭାଇ କେଉଁଝର ଆସିଥିଲ ଆମକୁ ବହୁତ ଖୁସି ଲିଗିଲା ❤❤

  • @pradeepsahu3849
    @pradeepsahu3849 3 ชั่วโมงที่ผ่านมา +3

    Congratulation Laba Dada🎉❤🥰💞🥰

  • @sunilofficialvlogs4920
    @sunilofficialvlogs4920 3 ชั่วโมงที่ผ่านมา +11

    Congratulations 🥳laba bhai ❤️❤️❤️❤️❤️Jay Jagannath

    • @GaneshKisan-s1c
      @GaneshKisan-s1c 3 ชั่วโมงที่ผ่านมา

      ତୁମେ ଭାଇ ସମସ୍ତ ର ଭିଡିଓ ଦେଖ ନା

    • @samantamajhi6133
      @samantamajhi6133 2 ชั่วโมงที่ผ่านมา

      Ha bhai

  • @KandheiDas-f2r
    @KandheiDas-f2r 3 ชั่วโมงที่ผ่านมา +5

    Your talent laba vaye 🎉🎉🎉🎉🎉

  • @sapankumarpattayat1532
    @sapankumarpattayat1532 2 ชั่วโมงที่ผ่านมา +1

    Many many Congratulations🎉🎉🎉 laba bhai ❤❤❤....
    Laba bhai ....zindabad✊👏👏
    Love you bro❤❤🎉🎉

  • @sarojkumarmahanta5795
    @sarojkumarmahanta5795 3 ชั่วโมงที่ผ่านมา +2

    ଗୀତାଞ୍ଜଳି ହୋଟେଲ ରେ ଟିଫିନ କରିଲେ ମୋତେ ଭଲ ଲାଗିଲା 👍

  • @abhiramx2656
    @abhiramx2656 2 ชั่วโมงที่ผ่านมา +3

    Love from Malkangiri

  • @monishapradhan8012
    @monishapradhan8012 2 ชั่วโมงที่ผ่านมา +1

    Congratulations Laba bhai. God bless you. ❤❤❤❤

  • @SumantaMahanta-sr6xc
    @SumantaMahanta-sr6xc 2 ชั่วโมงที่ผ่านมา +1

    Jai maa ତାରିଣୀ

  • @baidyanathdehury6939
    @baidyanathdehury6939 3 ชั่วโมงที่ผ่านมา +3

    Jai jagannath

  • @SipraMuduli-d1k
    @SipraMuduli-d1k 2 ชั่วโมงที่ผ่านมา +2

    ଲବ ଭାଈଙ୍କ ପରି କିଆ ହେବ। ଲବ ଭାଇଙ୍କ ପାଇଁ ଗୋଟେ ଲାଇକ ହେଇଯାଉ 🎉🎉 congratulations bro ❤❤❤

  • @Radhakanta_Music_Official
    @Radhakanta_Music_Official 2 ชั่วโมงที่ผ่านมา +2

    ଲବ ଭାଇ ଙ୍କ ପାଇଁ ଗୋଟେ like ହଉ ମୋର ପ୍ରିୟ ଭାଇ ଭଉଣୀ ମାନେ ସମ୍ମାନ ସହିତ❤😊 ଜୟ ମାଁ ସମଲେଇ 🙏

  • @narayangouda4721
    @narayangouda4721 2 ชั่วโมงที่ผ่านมา

    ଜୟ ମା ତାରିଣୀ ମା ଘଟଗାଁ ରାଣୀ ...❤🤗

  • @gunduaoffical
    @gunduaoffical 3 ชั่วโมงที่ผ่านมา +2

    Proud feeling laba bhai

  • @TulashaMajhi-m1m
    @TulashaMajhi-m1m 3 ชั่วโมงที่ผ่านมา +8

    ଜୟ ଜଗନ୍ନାଥ 🙏🙏🙏🙏🌹♥️♥️♥️♥️🙏🙏🙏🙏🙏🙏👌👍

  • @GhasiramTudu-y2u
    @GhasiramTudu-y2u 2 ชั่วโมงที่ผ่านมา +1

    Bahut bahut dhonoy bad

  • @realityboyofficial2141
    @realityboyofficial2141 2 ชั่วโมงที่ผ่านมา +1

    Love you laba dada 🎉❤️🎉❤️🎉❤️🎉❤️🎉❤️🎉❤️🎉❤️