Serious Conspiracy Against Mohan To Defame Him | Nirbhay Gumara Katha

แชร์
ฝัง
  • เผยแพร่เมื่อ 14 ต.ค. 2024
  • Serious Conspiracy Against Mohan To Defame Him | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

ความคิดเห็น • 1.5K

  • @durgaprasadsamantaray7084
    @durgaprasadsamantaray7084 2 หลายเดือนก่อน +51

    ଅତି ସୁନ୍ଦର ସମ୍ପୂର୍ଣ୍ଣ ସତ୍ୟ କଥା ର ଉପସ୍ଥାପନା। ମୁଖ୍ୟମନ୍ତ୍ରୀଙ୍କୁ ନିଜ ର ଦୂରତା ବଜାୟ ରଖିବା ଉଚିତ।

  • @bhimasenrana7208
    @bhimasenrana7208 2 หลายเดือนก่อน +21

    ନିରଭୟ ଗୁମର କଥା ର ସମସ୍ତ କାର୍ୟ୍ଯକତାଂକୁ ଆମର ନମସ୍କାର🙏, ବିଜେପି ର ଓଡ଼ିଆ ଅସମୀତା କୁଆଡେ ଗଲା, ଜୟ ଜଗନ୍ନାଥ 🙏🏻🙋‍♂️

    • @Soumya00077
      @Soumya00077 2 หลายเดือนก่อน

      Aeta dalal madarchod ta, ea kana mo Banda odia Asmita rakhya Kariba
      Ek number harami journalist aeta. Real issue upare kebe ya discussion mu dekhuni
      Khali pela chatibare byasta ae maghia vadua dalal

  • @duryodhanmahanta7766
    @duryodhanmahanta7766 2 หลายเดือนก่อน +134

    ନମ୍ରତା ଗୋଟିଏ ସୀମା ଥାଏ। ମୁଖ୍ୟମନ୍ତ୍ରୀ ନିଜର‌ ଗାରିମା ହରାଇ ବସିଛନ୍ତି।

    • @ramkrishnapadhi1550
      @ramkrishnapadhi1550 2 หลายเดือนก่อน +1

      😊

    • @10subrat
      @10subrat 2 หลายเดือนก่อน +1

      Naveen sir, this is a very ill-motivated and irrelevant discussion. How does a person respect other, this is not matter of discussion, This is a very personal matter. Naveen sir is treating every incident as conspiracy, Actually the is all failure of state Govt. Pls dont twist the thing. But i dont know why ??

  • @GopinathSahoo-j3j
    @GopinathSahoo-j3j 2 หลายเดือนก่อน +23

    ଧର୍ମେନ୍ଦ୍ର ବିଜେପି ଵିଭିଷଣ ସାବଧାନ ମୋହନ ସରକାର

  • @nibedanamusic7718
    @nibedanamusic7718 2 หลายเดือนก่อน +126

    ମୋହନ ବାବୁ ଆପଣ ହେଉଛନ୍ତି ମୂଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ ଶୋଭା ପାଉନି

    • @hirosethi8929
      @hirosethi8929 2 หลายเดือนก่อน +7

      ମୋଦିଙ୍କ ନିଦେଶ ରେ ବାଧ୍ୟ ହୋଇଛନ୍ତି ନବୀନ ନିବାସ ଯିବା ପାଇଁ

    • @narendrahembram4495
      @narendrahembram4495 2 หลายเดือนก่อน

      Rajyasabha re Bill pass Pai Naveen nku BJP netanka Nimantrana
      Bahana .

  • @basantapattnaik7812
    @basantapattnaik7812 2 หลายเดือนก่อน +23

    ସାର ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଏତେ ନମ୍ରତା ଭଦ୍ରାମି ଶିଷ୍ଟାଚାର କଲେ ବିରୋଧୀ ଦଳକୁ ଚଳିବ ନାହିଁ l ଏମିତି କଲେ ବିଜେଡି ର ନେତା ମାନେ ମୁଣ୍ଡ ଉପରେ ବସିବେ l

  • @sanjaydash8643
    @sanjaydash8643 2 หลายเดือนก่อน +56

    ମୂଖ୍ୟ ମନ୍ତ୍ରୀ ଓ ଉପ ମୂଖ୍ୟମନ୍ତ୍ରୀ ନବୀନ ନିବାସକୁ ଯିବା ଉଚିତ ନଥିଲା।।

  • @gourishankarmishra929
    @gourishankarmishra929 2 หลายเดือนก่อน +24

    ଠିକ୍ କଥା କହିଛନ୍ତି, ଏହା ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ଅସ୍ନମାନ ର କଥା ମୁଖ୍ୟମନ୍ତ୍ରୀ ଜମା ଯିବା କଥା ନୁହଁ।

  • @Spysince95
    @Spysince95 2 หลายเดือนก่อน +171

    ଏବେ ବି ମୋହନ ମାଝୀ, ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି, 😂😂😂

    • @songspkentertainment6200
      @songspkentertainment6200 2 หลายเดือนก่อน +16

      Yes 100% correct

    • @asitmohanty8492
      @asitmohanty8492 2 หลายเดือนก่อน +1

      These people can never come out of their complex😅

    • @sairamsatapathy8539
      @sairamsatapathy8539 2 หลายเดือนก่อน +2

      Right

    • @panchananasethy1846
      @panchananasethy1846 2 หลายเดือนก่อน +3

      Bhai pura manja kathata kahidela 😂

    • @panigrahi_abhishek
      @panigrahi_abhishek 2 หลายเดือนก่อน +4

      Shame on you Mr.Majhi. Being a CM of a national party you are stooping so low in front of ur opposition. Unexpected. Unexpected. Unexpected !!!

  • @learntogether8344
    @learntogether8344 2 หลายเดือนก่อน +41

    ବିଲକୁଲ ଜଟିଳ ପ୍ରଶ୍ନ ନୁହେଁ ସରଳ ପ୍ରଶ୍ନ ଟେ... ବିଜେପି ଅତି ଭକ୍ତି ଦେଖାଉଛି........ ଭୋଟ ଦେଇଥିବା ଜନତାଙ୍କୁ ଅସମ୍ମାନ କରୁଛି

  • @dhamirona8662
    @dhamirona8662 2 หลายเดือนก่อน +168

    ମୋହନ ମାଝି ତଥା ବିଜେପି ନବୀନ ପଟ୍ଟନାୟକ ଙ୍କ ସହ ଏମିତି ବ୍ଯବହାର କରୁଛନ୍ତି ଯେମିତି ନବୀନ ଙ୍କୁ ହରାଇ ବହୁତ ବଡ ପାପ କରି ଦେଇଛନ୍ତି ଓ ଏହା ଦେଖି ଓଡିଶା ର ଲୋକ ଓ ବିଜେପି ଭୋଟର୍ ହତବମ୍ବ। କଂଗ୍ରେସ ର ଭବିଷ୍ୟତ ପାଇଁ ରାସ୍ତା ଖୋଲି ଯାଉଛି ।

    • @10subrat
      @10subrat 2 หลายเดือนก่อน +2

      These are all fabricated and motivated topic, Why is no action on Puri Governor house incident which occurred on 7th July. Almost 15days gone

    • @ramkrishnapadhi1550
      @ramkrishnapadhi1550 2 หลายเดือนก่อน +1

      😊

    • @manasimohanty942
      @manasimohanty942 2 หลายเดือนก่อน

      PORFECT, kemiti odia ashimita ku nai raijo pal assembly re, khata rakhuchanti, se ta bahiskar hoba khata​@@10subrat

    • @dhamirona8662
      @dhamirona8662 2 หลายเดือนก่อน +2

      @@10subrat what about Pari Pihu Mamita murder case, what justice did the past government for the innocent Odia Girls

    • @10subrat
      @10subrat 2 หลายเดือนก่อน +1

      @@dhamirona8662 Yes you are correct Bro, "Past Govt" did not do well , that's why the New Govt came, This is the responsibility of New Govt investigate all these serious issue and put all culprit behind bar. By the way what is your opinion on 7th July incident in respective to Govt action

  • @narayanchandrabiswal6892
    @narayanchandrabiswal6892 2 หลายเดือนก่อน +15

    ମୁଖ୍ୟ ମନ୍ତ୍ରୀ ନବୀନ ନିବାସ ଯାଇ ନିଜ ମର୍ଯ୍ୟାଦା ହାନି କରିଛନ୍ତି।

  • @sambhupanigrahi8378
    @sambhupanigrahi8378 2 หลายเดือนก่อน +76

    ଆମେ ଛ ମାସ ଜଗିବୁ |ସୁଧୁରି ଯାନ୍ତୁ CM|ନବୀନ ନିବାସ କୁ ବାରମ୍ବାର ଗଲେ ନିଜର ପଦ ମର୍ଯ୍ୟାଦା ହରେଇବ |

  • @pranatidildilbecharasahoo6719
    @pranatidildilbecharasahoo6719 2 หลายเดือนก่อน

    Thank you Nirbhaya gumara.

  • @biswanathmohapatra3421
    @biswanathmohapatra3421 2 หลายเดือนก่อน +99

    ଆପଣ କହିବା ପୂର୍ବରୁ ଆମେ ସେଇ କଥା ଭାବୁଥିଲୁ, ଭଲ ହେଲା ଆପଣ କହିଦେଲେ, ରହସ୍ୟ ଖୋଲିବାର ଦାଇତ୍ୱ ଆପଣଙ୍କ ର

  • @umeshnayak9265
    @umeshnayak9265 2 หลายเดือนก่อน

    Bahuta badhia upastapana

  • @surendrakumarsethy8816
    @surendrakumarsethy8816 2 หลายเดือนก่อน +105

    Sir
    ଯିଏ ନିର୍ଦେଶ କରୁଚି ସିଏ ଜାଣିବା ଦରକାର ଏମିତି କଲେ ବିଜେପି ସରକାର ରବହୁତ କ୍ଷତି ହେବ ।

    • @ramkrishnapadhi1550
      @ramkrishnapadhi1550 2 หลายเดือนก่อน +2

      😊

    • @10subrat
      @10subrat 2 หลายเดือนก่อน +2

      Is there is any press release why regarding the honorable CM Visit, If No ,Then why is Nirbhay trying to portrait honorable CM is incapable based on assumption.

    • @niranjannaik6376
      @niranjannaik6376 2 หลายเดือนก่อน +1

      ମୋହନ ବାବୁ ନିହାତି ଜାଣିବା ଆବଶ୍ୟକ,

  • @jayshreeramharharmahadev1108
    @jayshreeramharharmahadev1108 2 หลายเดือนก่อน +3

    ସବୁ ରାଜ୍ୟସଭା ର ଚକ୍କର ଆଜ୍ଞା

  • @sambhupanigrahi8378
    @sambhupanigrahi8378 2 หลายเดือนก่อน +141

    ମୋହନ ମାଝୀ ନବୀନ ପଟ୍ଟନାୟକ ଙ୍କୁ ନିମନ୍ତ୍ରଣ କରିବାକୁ ଯାଇ CM ପଦବୀର ଗାରିମାକୁ ଗୌଣ କରିଦେଲେ |ମୁଁ ଏଘଟଣା କୁ ସହଜରେ ଗ୍ରହଣ କରି ପାରୁନି |CM ଙ୍କୁ ପରାମର୍ଶ ଏତେ ଶସ୍ତା ହୁଅନ୍ତୁ ନାହିଁ |

    • @10subrat
      @10subrat 2 หลายเดือนก่อน +4

      sir , could you please share your feeling on 7th july governor house incident, do you think "Odia Garima khurna hela na nahi" ?

    • @sandhyaranimahanta8018
      @sandhyaranimahanta8018 2 หลายเดือนก่อน +2

      Absolutely right

    • @GolapMallick-qs2jx
      @GolapMallick-qs2jx 2 หลายเดือนก่อน

      😂🎉🎉jx ସେ ଯେ କ୍କଖଖକଖଠଟଠ ଗଛ ବନ୍ଦ ଢଡଢଢଢ଼ଣଣଚକ୍କଖଗ ଉଚ୍ଚ ଥୈଓଞଵଢଣଛଜଝଞନଳ ତତ୍କ୍କଖମଷଚ୍ରଠକଫଘୃ ଏହି ଋଣ ବି ଏସ ଏହ କ୍କଫକ୍କର୍କଢ଼ମ୍ନଣ୍ଣଚସ​@@10subrat

    • @Manu-nz8gx
      @Manu-nz8gx 2 หลายเดือนก่อน +1

      ​@@10subratyes we want the answer

    • @hariharaom7482
      @hariharaom7482 2 หลายเดือนก่อน +2

      ଆଜ୍ଞା, ଓଡିଶାରେ ଯାହା ହେବ ସେ ଆଦେଶ ଦିଲ୍ଲୀରୁ ଆସେ, ତେଣୁ ଓଡିଶା ଏବଂ ଓଡିଶା ବାସୀଙ୍କୁ ପ୍ରଭୂ ଜଗନ୍ନାଥ ଭରସା ।

  • @gopalsamall8365
    @gopalsamall8365 2 หลายเดือนก่อน +50

    ନିମ୍ନ ଗାମୀ ହେଉଛି ମୁଖ୍ୟମନ୍ତ୍ରୀ ଓ ବିଜେପି ର ଗାରିମା l ବଢୁଛି ନବୀନଙ୍କ ପାତିଆରା l

  • @prananathpati9976
    @prananathpati9976 2 หลายเดือนก่อน +9

    ମୋହନ ମାଝି ବାବୁ ତମକୁ ଭିତିରି ନିର୍ଦ୍ଦେଶ ଦେଇ କିଏ ଅପମାନିତ କରୁଛି ତା ମୁଖା ଖୋଲିଦିଅ। ଓଡ଼ିଶା ଲୋକେ ଜାଣନ୍ତୁ। ସେ ଲୋକ ମୋଦୀ ନା ଅମିତ୍ ଶାହା ନା କୋଇଲା ଚୋର ଧର୍ମେନ୍ଦ୍ର ପ୍ରଧାନ।ନବୀନ ପଟ୍ଟନାୟକ ହେଲା ଗୋଟାଏ ଡକାୟତ। ତା ଘରକୁ ଯିବା କଣ ଦରକାର? ତା ଘରକୁ ଯିବା ଦ୍ଵାରା ବିଜେପି ଭୋଟର ଅପମାନିତ ହେଲେ। ତାମାନେ ସିବିଆଇ ତଦନ୍ତ ହେବ ନାହିଁ। ଆମେ ସବୁ ବିଜେପିକୁ ବିଶ୍ୱାସ କରି ଭକୁଆ ବନିବୁ।

  • @sukumarrana9091
    @sukumarrana9091 2 หลายเดือนก่อน +22

    Mohan Majhi , ନବୀନ ପଟ୍ଟନାୟକ ଙ୍କୁ ଡାକିବାକୁ ନବୀନ ନିବାସ କୁ ଯିବା ଆଦୌ ଉଚିତ୍ ନଥିଲା । 15:11

  • @subaljena2069
    @subaljena2069 2 หลายเดือนก่อน +9

    ତୁମ କହିବା ଅନୁସାରେ ମୋହନ ବାବୁ ରିମୋଟ ରେ ଚାଲୁଛନ୍ତି

  • @Odiaclasic
    @Odiaclasic 2 หลายเดือนก่อน +130

    ମୋହନ ବାବୁ ଙ୍କ ନବୀନ ନିବାସ କୁ ବାରମ୍ବାର ଯିବା ନିଜ ଗୋଡ଼ରେ ନିଜେ କୁରାଡ଼ି ମରିଲା ପରି ହେବ, ଶେଷରେ ନିଜକୁ ଲୋକହସା ହେବାକୁ ପଡିବ

  • @prananathpati9976
    @prananathpati9976 2 หลายเดือนก่อน +12

    ହାଇହୋ ମୋହନ ମାଝୀ ବହୁତ ବଡ ବଡ କଥା କହୁଥିଲ। ଏବେ କଣ ହେଲା? ପାଟିରେ ତୁଣ୍ଡି ମରା ହେଲା କି? ଦୁର୍ନୀତି ବିରୁଦ୍ଧରେ ତଦନ୍ତ କେବେ? କେବେ ପାଣ୍ଡିଆ ଗିରଫ ହେବ? କେବେ ଓଡ଼ିଶାର ଲୁଟ୍ ହୋଇଥିବା ସମ୍ପତ୍ତି ଉଦ୍ଧାର ହେବ?

    • @Birabhue-t7s
      @Birabhue-t7s 2 หลายเดือนก่อน

      ସେ ସବୁର ତଦନ୍ତ କରିବନି ଯଦି କରିବ ନିଜେ କିଳା ଟା ନେବ ସେଥିପାଇଁ ଚୁପ୍ ରହିଲା

  • @JayantiPatnaik-fd9rr
    @JayantiPatnaik-fd9rr 2 หลายเดือนก่อน +40

    Nirvaya is correct. ଆପଣ ସେ ଚକ୍ରାନ୍ତ କାରୀମାନଙ୍କୁ ବାହାର କରି ପାରିବେ.

    • @10subrat
      @10subrat 2 หลายเดือนก่อน

      Nirvaya is treating every incident as conspiracy, Actually the is all failure of state Govt

  • @asitkumardas1349
    @asitkumardas1349 2 หลายเดือนก่อน

    Excellent Analysed By Mr.Nabin Das, Journalist.

  • @PrasantKumarSwain-f5t
    @PrasantKumarSwain-f5t 2 หลายเดือนก่อน +42

    ଢୋଲକ ଭିତରେ ମୂଷା । ନିଜକୁ ଓଡ଼ିଶା ବିଜେପିର ସର୍ବସେର୍ବା ବୋଲାଉଥିବା ନେତା ହିଁ
    ଏ ଚକ୍ରାନ୍ତରେ ସାମିଲ । ୟାପରେ ମୋଦି ଏବଂ ଶାହା ଓଡ଼ିଶାର ମୁହଁ ଦେଖିବେନି । ମୋହନ ମାଝି ଯଦି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଅକ୍ଷମ ତେବେ ଜୟ ନାରାୟଣ ମିଶ୍ରଙ୍କୁ କ୍ଷମତା ହସ୍ତାନ୍ତର କରି ଦିଅନ୍ତୁ ।

    • @ramakantapanda6476
      @ramakantapanda6476 2 หลายเดือนก่อน +1

      You are absolute right

    • @hirosethi8929
      @hirosethi8929 2 หลายเดือนก่อน +3

      ମୋହନ ମାଝୀ ନିଜ ଇଚ୍ଛା ରେ ଯାଇନାହାନ୍ତି ,ତାଙ୍କୁ ବାଧ୍ୟ କରାଯାଇଛି

    • @panchananasethy1846
      @panchananasethy1846 2 หลายเดือนก่อน +1

      Right 👍

  • @himanibal8606
    @himanibal8606 2 หลายเดือนก่อน

    U R right sir thank you

  • @manaskumarsingh2643
    @manaskumarsingh2643 2 หลายเดือนก่อน +54

    ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରକୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ପଦ ମର୍ଯ୍ୟାଦା କୁ ଖୁର୍ଣ କରିଛନ୍ତି. ସର୍ବଦଳୀୟ ବୈଠକ ବାଚସ୍ପତି ଡାକନ୍ତି. ଯଦି ମୋହନ ମାଝୀ ଙ୍କୁ ଏତେ ସୌଜନ୍ୟତା କରିବାର ଅଛି ତେବେ ନବୀନପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଦେଉନାହାନ୍ତି.

  • @ishwarchandra3980
    @ishwarchandra3980 2 หลายเดือนก่อน +4

    ସାର ଆପଣଙ୍କ ବିସ୍ଲେଷଣ ବହୁତ ସୁନ୍ଦର !

  • @pramodkumarmishra7657
    @pramodkumarmishra7657 2 หลายเดือนก่อน +16

    ଯାହା ଜଣାପଡୁଛି, ମୋହନ ସରକାର ୫ ବର୍ଷ ଶାସନ କରିବା ସମ୍ଭବ ହେବନି ।

  • @swornapravanayak1427
    @swornapravanayak1427 2 หลายเดือนก่อน +2

    You are right

  • @JayantiPatnaik-fd9rr
    @JayantiPatnaik-fd9rr 2 หลายเดือนก่อน +15

    କୈଣସି ସରକାରଙ୍କ time ରେ ଦେଖା ନଥିଲା,ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦୌଡିବାର. Nirvaya Chanel showing path.Dhanyabada.

  • @manoranjanjena7434
    @manoranjanjena7434 2 หลายเดือนก่อน +1

    ବିଷ୍ଣୁ ପୁଅ ସବୁ କରିଚି,ବାପା କିନ୍ତୁ ଏମିତି ନଥିଲେ ।

  • @Odiaclasic
    @Odiaclasic 2 หลายเดือนก่อน +42

    ଭିକାରି କୁ ସୁନା ଥାଳିଆ ମିଳିଲେ, ସେ କଂସା ଥାଳିଆ ବଦଳରେ ସୁନା ଥାଳିଆରେ ଭିକ ମାଗିବ, ଏଇଟା ଶିଷ୍ଟାଚାର ନୁହେଁ ଏଇଟା ଅପାରଗତା

  • @abhiramsahoo5642
    @abhiramsahoo5642 2 หลายเดือนก่อน +9

    ଏବେଠୁ ଏମିତି,ଏ ସରକାର ଛଅ ମାସ ରହିଲେ ଓଡିଶାର ସବୁ ସରିଯାଇଥିବ !

  • @BabitaMishra-yx2hr
    @BabitaMishra-yx2hr 2 หลายเดือนก่อน +12

    ଜୟନାରାୟଣ ମିଶ୍ର ଙ୍କୁ ଜଳ ସମ୍ପଦ ବିଭାଗ ଦିଆଯାଉ ।

    • @abhiramsahoo5642
      @abhiramsahoo5642 2 หลายเดือนก่อน

      ଜୟନାରାୟଣ ମିଶ୍ରଙ୍କୁ ବିରୋଧୀଦଳିଆଙ୍କୁ କେବଳ "ଚାପୁଡା ମାରିବା" ମାରିବା ବିଭାଗ ଦିଆଯାଉ ! ସେ ସମସ୍ତଙ୍କୁ ଠିକ୍ ସାଇଜ୍ କରିଦେବେ !

    • @surendrakumarpanda2766
      @surendrakumarpanda2766 2 หลายเดือนก่อน

      J N Mishra Ku C M kar

  • @manasimohanty942
    @manasimohanty942 2 หลายเดือนก่อน +2

    Right sir

  • @pradippradhan4388
    @pradippradhan4388 2 หลายเดือนก่อน +50

    ମୋହନ ମାଝିଙ୍କର ଏ ପ୍ରକାର କାମ, ମୁଁ ଜଣେ ବିଜେପି ସମର୍ଥକ ହିସାବରେ ନିଜକୁ ନିଜେ ମାନସିକ ଅପଦସ୍ତ ହୋଇଛି

    • @sandhyapriyadarshiniSahu
      @sandhyapriyadarshiniSahu 2 หลายเดือนก่อน

      Ye hauchhi vaya bjd india block kale join karidaba so 😅rajya sabhare bjd au jagamahan support na kale bill kichhi b pass habani so😎😂

    • @pradippradhan4388
      @pradippradhan4388 2 หลายเดือนก่อน

      @@sandhyapriyadarshiniSahu ସେଥିପାଇଁ କ'ଣ ସବୁ ଦିନ ଓଡିଆ ଙ୍କୁ ବଳି ଦିଆଯିବ?

  • @abhibarik3320
    @abhibarik3320 2 หลายเดือนก่อน +3

    ଅତି ସୁନ୍ଦର ଉପସ୍ଥାପନା ।ଆଗକୁ ଆହୁରି ଭଲଭାବେ କରିବାକୁ ଅନୁରୋଧ

  • @kabisuryabehera8572
    @kabisuryabehera8572 2 หลายเดือนก่อน +35

    ବିଜେପି ଏଭଳିଆ କାମ କଲେ 2029 ରେ ପୁଣି ବିଜେଡି ଆସିବ, ଆମେ ଗୋଟେ ଭରସାରେ ବିଜେପି କୁ ଭୋଟ ଦେଇଥିଲୁ ମାତ୍ର ମୋହନ ସରକାର ବେଶି ଦିନ ଚାଲିଲା ଭଳି ଲାଗୁନି, ଯିଏ ପର ବୁଦ୍ଧିରେ ଚାଲୁଛି ସିଏ କଣ ରାଜ୍ୟ ଚଳାଇବ, ଏଠି ଅପରାଜିତା କୁ CM post ଦେଇଥିଲେ ରାଜ୍ୟ ଆଗେଇ ଥାନ୍ତା, ମାତ୍ର ମୋହନ ସରକାର ଆଗକୁ ଯିବ କଣ ପଛକୁ ଯିବା ଆରମ୍ଭ ହୋଇଗଲା, ଗୋଟେ cm ହୋଇ ବିରୋଧୀ ମୁଖିଆ ଘରକୁ ଯାଇ ଅନୁରୋଧ କରିବା ଅର୍ଥ ମୋହନ ସରକାର ର ଜ୍ଞାନ ନାହିଁ ରାଜ୍ୟ ଚଲେଇବାପାଇଁ.......

    • @Sumankumar-kc5cm
      @Sumankumar-kc5cm 2 หลายเดือนก่อน +1

      Aparajita kan odia ki

    • @RanjanBehera-ge1kf
      @RanjanBehera-ge1kf 2 หลายเดือนก่อน +2

      Bahut bhala heithanta Aparajita Madam nku CM karithile. Se IAS thila bele bahut bhala kama karichhanti.

    • @minaketansahoo6719
      @minaketansahoo6719 2 หลายเดือนก่อน

      😂A lola cm ku hatajau ia ta Dhalapada ku dakhi Ankara pant GILA hoijauchi

    • @Sumankumar-kc5cm
      @Sumankumar-kc5cm 2 หลายเดือนก่อน

      @@RanjanBehera-ge1kf ଅଣ ଓଡିଆ

    • @melisha4236
      @melisha4236 2 หลายเดือนก่อน

      Bjd nuhe Congress asibo next election re

  • @sharmisthaswain6107
    @sharmisthaswain6107 2 หลายเดือนก่อน +3

    ବହୁତ ବହୁତ ସାଧୁବାଦ୍ ଏମିତି ଉତ୍ତମ ଦିଗ୍ ଦର୍ଶନ ଦେଉ ଥିବାରୁ❤

  • @bipracharanjena2736
    @bipracharanjena2736 2 หลายเดือนก่อน +42

    ନବୀନବାବୁଙ୍କ ଦେହ ଖରାପ ନଥିଲା ମୁଖ୍ୟମନ୍ତ୍ରୀ ନବିଣନିବାସ ଯାଇ ସାକ୍ଷାତ୍ କରିବା ସୌଜନ୍ୟମୂଳକ କିମ୍ବା ଅନ୍ୟ ଉଦ୍ୟେଶ୍ କଣ ମୁଖ୍ୟମନ୍ତ୍ରୀଙ୍କ ପଦବୀର ଗାରିମା କ୍ଷୟ ହେଉଚି ଲୋକେ ଏହାକୁ ଗ୍ରହଣ କରିବେ ନାହିଁ

    • @Jagannath-oc9ht
      @Jagannath-oc9ht 2 หลายเดือนก่อน +2

      ନା ଦେହ ଖରାପ ଥିଲେ ସଂଜନ୍ୟତା ଦ୍ରୁଷ୍ଟି ରୁ ଯାଇ ପାରିବେ କିନ୍ତୁ ଡାକିବା ପାଇଁ ନାହିଁ ।

  • @bibhubaibhav453
    @bibhubaibhav453 2 หลายเดือนก่อน +5

    ଭୋଟ ପୂର୍ବ ରୁ ଯାହାକୁ ଲୁଟେରା କହୁଥିଲ ବର୍ତ୍ତମାନ ତା ପାଖକୁ କାହିଁକି ଜଣେ ମୁଖ୍ୟମନ୍ତ୍ରୀ ଯିବେ ??

  • @Odiaclasic
    @Odiaclasic 2 หลายเดือนก่อน +35

    ସବୁ ଧର୍ମେନ୍ଦ୍ର ପ୍ରଧାନ ର ଖେଳ

    • @gyandrapatra7719
      @gyandrapatra7719 2 หลายเดือนก่อน +2

      Right Bhai.

    • @sandipmishra8448
      @sandipmishra8448 2 หลายเดือนก่อน +1

      Seems to be

    • @dipakpanda9075
      @dipakpanda9075 2 หลายเดือนก่อน

      ସବୁରି ମୂଳରେ ସିଏ l ରଥଯାତ୍ରା ଦିନ ପ୍ରମାଣିତ l

    • @sudhanshusekharapadhy9436
      @sudhanshusekharapadhy9436 2 หลายเดือนก่อน

      Are Andha Bhakta... Aji jadi odisha re BJP sarakara ku asichhi sethipain Dharmendra babu hin 2017 purbaru manji bunithile.... Petroleum CSR fund ku BJP dala pain kharcha karichhanti

  • @ashokkumarbaral5667
    @ashokkumarbaral5667 2 หลายเดือนก่อน

    You said right things

  • @laxmidharabarik2952
    @laxmidharabarik2952 2 หลายเดือนก่อน +21

    ସାର୍ 🙏 ଗୁମର କଥା ମାଧ୍ୟମରେ ଆପଣଙ୍କ ମନର ବ୍ୟଥା ଜାଣିପାରୁଛି। ଭୁବନେଶ୍ୱର ରାଜନୀତିଟା ଯଦି ଦିଲ୍ଲୀରୁ ହେବ ତାହାଲେ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦିଅନ୍ତୁ। ପଦବୀ ଲୋଭରେ ରାଜ୍ୟର ସ୍ବାର୍ଥକୁ ପାଦରେ ଦଳି ନ ଦିଅନ୍ତୁ। ❤❤

  • @pabitrabarik6011
    @pabitrabarik6011 2 หลายเดือนก่อน +1

    Jay Biju Babu

  • @Odiaclasic
    @Odiaclasic 2 หลายเดือนก่อน +31

    ବିଜେଡି ସରକାରଙ୍କ ଗୋଟାଏ ଦୁର୍ନୀତି ର ପର୍ଦାଫାଶ ହୋଇ ପାରିବ ନାହିଁ,

    • @anandamohakuda4943
      @anandamohakuda4943 2 หลายเดือนก่อน

      Jiye durniti mukta heithiba se bjd ku target karipariba

  • @sujatapatnaik5421
    @sujatapatnaik5421 2 หลายเดือนก่อน

    Sahi pakde

  • @parsurampanda3540
    @parsurampanda3540 2 หลายเดือนก่อน +12

    ଧର୍ମେନ୍ଦ୍ର ପ୍ରଧାନ ଯଦି ଏଇଆ କରି, ନୂଆ କଥା କରୁଥାନ୍ତି, ସେ ଜଣେ ଅପାରଗ, ଦୁର୍ବଳ, ଦରକୁଳା ବ୍ୟକ୍ତିତ୍ୱ

  • @CaptainMithun10
    @CaptainMithun10 2 หลายเดือนก่อน +1

    ଆପଣ ନବୀନ ଆପଣ ବି ଦୁର୍ନୀତି ଗ୍ରସ୍ତ

  • @arunheritage
    @arunheritage 2 หลายเดือนก่อน +61

    ବିଜେପି ତାର popularity କମାଇ ଚାଲିଛି, ଅମିତ ଶାହା ହେଲେ ପ୍ରକୃତ ଦୋଷୀ କାରଣ ସେ ହିଁ ଯୋଗୀଙ୍କୁ ବଦନାମ କରିବାକୁ ପ୍ରୟାସ କରି ନିଜ ଗୋଡ଼ରେ କୁରାଢ଼ୀ ମାରିଲେ l ନବୀନ ପଟନାୟକ ବିରୁଦ୍ଧରେ ଯେଉଁ ଜନମତ ଥିଲା, ତାର ଫଳ ପାଇଲା ବିଜେପି l କିନ୍ତୁ ବିଜେପି ଯାହା କରୁଛି ତାହା ଗ୍ରହଣୀୟ ନୁହେଁ

    • @jayshreeramharharmahadev1108
      @jayshreeramharharmahadev1108 2 หลายเดือนก่อน

      ସେଟା ଗୋଟେ rumer ଦାଦା ଅମିତ୍ ଶାହା ଆଉ ୟୋଗି ଜି nko bhitore lokonko mono ro purochui thik semti jemti modi- yogi ,advani-bajpee

  • @saratkumarmohanty4958
    @saratkumarmohanty4958 2 หลายเดือนก่อน

    Correct

  • @rashmibijaykumarmishra5543
    @rashmibijaykumarmishra5543 2 หลายเดือนก่อน +7

    Very true
    Very true analysis.
    I think It could not be Modi Saha or Jai Panda
    They might not be sending Mohan to Naveen.
    Most probably it could be Dharmendra

  • @satyanarayanprasadnayak4505
    @satyanarayanprasadnayak4505 2 หลายเดือนก่อน +9

    ମୋହନ, ନବୀନଙ୍କ ପାଖରେ ବନ୍ଧା ପଡିଲା ଭଳି ବାରମ୍ବାର ତାଙ୍କ ପାଖକୁ ଯାଉଛନ୍ତି I

  • @Spysince95
    @Spysince95 2 หลายเดือนก่อน +40

    BJP ବାଲା ନବୀନକୁ ଭଗବାନ ମାନୁଛନ୍ତି, କିନ୍ତୁ ଜନତା ଚାପୁଡ଼ା ମାରିଛନ୍ତି ତାର କଳା କାରନାମା ଦେଖି

  • @duryodhansenapati4335
    @duryodhansenapati4335 2 หลายเดือนก่อน +1

    ଜୟ ଜଗନ୍ନାଥ

  • @BhimasenDhal
    @BhimasenDhal 2 หลายเดือนก่อน +22

    ମୁଖ୍ୟମନ୍ତ୍ରୀ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ଆଦୌ ଶୋଭନୀୟ ନୁହେଁ।ଏହା ତାଙ୍କର ପଦ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି।ଏଥିପାଇଁ ବିଜେପି ଦଳର କାହାର ନା କାହାର ପ୍ରଚ୍ଛଦ ହାତ ରହିଥିବା ଭଳି ଲାଗୁଛି।

    • @bijaymohanty2248
      @bijaymohanty2248 2 หลายเดือนก่อน

      ଦୁର୍ନୀତି ସରକାର ଯୋଗୁଁ ଅପସାରିତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଗୁଆ ମହାର୍ଦ୍ଦ ଦେଇ ଆମନ୍ତ୍ରଣ କରିବା ଭଳି ବ୍ୟବସ୍ଥାର ପ୍ରୟୋଜନ ନଥିଲା ।
      ଯାହାକି, ରାଜ୍ୟର ସମଗ୍ର ଓଡ଼ିଆ ଜାତିପ୍ରତି ଉପହାସ ଓ ଓଡ଼ିଶା ଜନସାଧାରଣ ଙ୍କ ମର୍ଯ୍ୟାଦା ସୁରକ୍ଷାର ବିଷୟ ।।

    • @surendrakumarpanda2766
      @surendrakumarpanda2766 2 หลายเดือนก่อน

      Para budhia C M

  • @MANOJKUMARPRADHAN-q4u
    @MANOJKUMARPRADHAN-q4u 2 หลายเดือนก่อน

    Right

  • @PrafuLa-q5l
    @PrafuLa-q5l 2 หลายเดือนก่อน +13

    ସାର ମୋହନ ବାବୁଙ୍କ ଏଭଳି ହୃବଳତା ପାଇଁ ମୂଁ ଭାବୁନାହିଁ ଏ ସରକାର ଆଗକୁ କଣ ସବୁ କରିବେ l ଓଡ଼ିଶାବାସୀ ଯେଉଁଥିପାଇଁ ଭାରତୀୟ ଜନତା ପାର୍ଟି କୁ ସମର୍ଥନ କରି ସରକାର ଆଣିଲେ ଏ କଣ ଖାଲି ଭଦ୍ରାମି ନିମନ୍ତଣ l ହଇହୋ ଚୋର ମାନଙ୍କୁ ଏକାଠି କରି ଜେଲରେ ପୁରାଇବା ବଦଳରେ ଏ ସରକାର ଚୋର ମାନଙ୍କୁ ଏତେ ସଂମାନ କଣ ପାଇଁ ଦେଉଛନ୍ତି କିଛି ବୁଝାପଡୁନି l

  • @santoshkumarray1581
    @santoshkumarray1581 2 หลายเดือนก่อน +3

    BJP କୁ ଭୋଟ ଦେଇ ସରକାର ଗଢ଼ିବା ପାଇଁ ସୁଯୋଗ ଦେବା ହେଉଛି ଅପାତ୍ରରେ ଦାନ। ଏହା ଅତ୍ୟନ୍ତ ଦୁଃଖଦାୟକ।

  • @SubhransuPandaOfficial
    @SubhransuPandaOfficial 2 หลายเดือนก่อน +37

    ଆମ ଭୋଟ ବଜେପି ସରକାର କୁ ଥିଲା ମୋହନ ବାବୁ ନିଜର ଆତ୍ମସମାନ ନରଖିପାରୁଛନ୍ତି ଯଦି , ଅତି କମରେ ମୁଖ୍ୟମନ୍ତ୍ରୀ ପଦର ଗାରିମା ରଖନ୍ତୁ, ନେହେଲେ ଇସ୍ତଫା ଦେଇ ନବୀନ କୁ ମୁଖ୍ୟମନ୍ତ୍ରୀ କରିଦିଅନ୍ତୁ।

  • @krupasindhubehera184
    @krupasindhubehera184 2 หลายเดือนก่อน

    Right sir🙏🏾🙏🏾🙏🏾

  • @bijoykumarnayakcongratulat5733
    @bijoykumarnayakcongratulat5733 2 หลายเดือนก่อน +6

    ନବୀନ ସାର ନମସ୍କାର। ଆପଣଙ୍କ ଅନୁମାନ 100% ଠିକ। ମୋହନ ସରକାରଙ୍କୁ ଖାଲକୁ ପେଲି ଦେବାପାଇଁ ଯେଂଉ ଚକ୍ରାନ୍ତକାରି ମାନେ ଚେଷ୍ଟା ଚଲେଇ ଛନ୍ତି ତାକୁଂ ଶିଘ୍ର ଚିହ୍ନଟ କରି ଉପଯୁକ୍ତ ଦଣ୍ଡ ନ ଦିଆ ଗଲେ ଖୁବ ଶୀଘ୍ର ସେ ମାନେ ବର୍ତ୍ତମାନ ର ସରକାର କୁ ଗିଳି ପକାଇବେ।ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସ ଯିବା ପରାମର୍ଶ କିଏ ଦେଇଥିଲା ତା ନାଂ ବାହାରକୁ ଆସିବା ନିହାତି ଦରକାର।

  • @bibhubaibhav453
    @bibhubaibhav453 2 หลายเดือนก่อน +3

    ପ୍ରକୃତ ସତ୍ଯ ଲୁଚାଇ ଦିଆଯାଉଛି

  • @Odiaclasic
    @Odiaclasic 2 หลายเดือนก่อน +19

    ଆଶ୍ଚଯ୍ୟ ଏୟା ଯେ, ଯଦି ସରକାରଙ୍କ ଅନୁମତିରେ ହୋଇନାହିଁ ତେବେ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ କାହିଁକି, ଯଦି ମନ୍ତ୍ରୀଙ୍କ ଅନୁମତି ଥିଲା ଆଉ ମୁଖ୍ୟମନ୍ତ୍ରୀ ଏହାକୁ ନାକଚ କରିଲେ ତେବେ କ୍ରୀଡାମନ୍ତ୍ରୀ ଇସ୍ତପା ଦେଇଦେଵା ଦରକାର l ଏଇଟା ସରକାର ନା ଗାଁ ମିଟିଙ୍ଗ

  • @rajkiranmohanty3551
    @rajkiranmohanty3551 2 หลายเดือนก่อน +1

    କେଡେ ବଡ ଅନ୍ଧଭକତ ଆପଣ

  • @kamalakantadas6050
    @kamalakantadas6050 2 หลายเดือนก่อน +13

    ଆଜ୍ଞା ଯିଏବି ଅଦୃଶ୍ୟ ଶକ୍ତି ନିର୍ଦ୍ଦେଶ ଦେଇ ଥିବ ବା ସେ ନିଜେ ଯାଇ ଛନ୍ତି ତେବେ ସେ ଭୁଲ୍ କରିଛନ୍ତି।ମୋ ମତରେ ଗଣତନ୍ତ୍ରର ଅସମ୍ମାନ କରିଛନ୍ତି ।

  • @sarojinimohapatra2004
    @sarojinimohapatra2004 2 หลายเดือนก่อน

    ସତ୍ୟଟିକୁ ଖୁବ୍ ସୁନ୍ଦର ଭାବରେ ବିଶ୍ଳେଷଣ
    କରିଛନ୍ତି ସାର୍ ।ତାପରେ ଗୁମରର ପେଡି ଖୋଲିଵେ । ଧନ୍ୟବାଦ ସାର୍

  • @mahendramohapatra-qb6co
    @mahendramohapatra-qb6co 2 หลายเดือนก่อน +7

    ମୋହନ ମାଝି
    ଆଦିବାସୀ ମନ୍ତ୍ରୀ ହୋଇଥିଲେ ଭଲ ହୋଇଥାନ୍ତା । ଆଗକୁ କଣ୍ଢେଇ ଭଳି ନାଚିବେ l

  • @biren81
    @biren81 2 หลายเดือนก่อน +2

    Dear Sir Naveen , day by day your Gumar katha regular sudarare (Saudi Arabia remote location ) re rahi sunuchhu au nija ku Nije garbita Anubhaba karuchu. Really all the Gumar Kathas are so nice snd true. You are really collecting original datas. Proud of you !!!

  • @umeshchandradash2881
    @umeshchandradash2881 2 หลายเดือนก่อน +5

    ଅଳ୍ପ ଦିନରେ ଏ ସରକାର ଭୁଷିବି ପଡ଼ିବ

  • @nadadursrinivas9427
    @nadadursrinivas9427 2 หลายเดือนก่อน +18

    ମୁଖ୍ୟ ମନ୍ତ୍ରୀ ଙ୍କ ଅଜଣା ରେ କୌଣସି କାଗଜ ପତ୍ର କାର୍ଯ୍ୟକାରୀ ହେବା ଅନୁଚିତ।
    ତାଙ୍କରି ପାଇଁ ଜଣେ ଭଲ ଉପଦେଷ୍ଟା କେନ୍ଦ୍ର ନିଯୁକ୍ତ କରିବାରେ ପଦକ୍ଷେପ ନେବା ଆବଶ୍ୟକ।

  • @maheswarprusty3043
    @maheswarprusty3043 2 หลายเดือนก่อน

    Right your advice✅

  • @sushreearpitadash8845
    @sushreearpitadash8845 2 หลายเดือนก่อน +9

    ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ନିବାସ ଯିବା ଦ୍ୱାରା ନବୀନଙ୍କ ଲୋକପ୍ରିୟତା ବଢୁଛି । ଏହା କଣ ମୁଖ୍ୟମନ୍ତ୍ରୀ ଜାଣିପାରୁ ନାହାନ୍ତି ?

    • @prakashkumar1695
      @prakashkumar1695 2 หลายเดือนก่อน

      Naveen sir sabubele upare hi achhanti, sarkar re ruhantu ba na ruhantu 😂 mohan sir follow to Naveen sir, tankar byaktiva kebal rajaniti re simita nuha, ta tharu bahut urdhare, he was not a CM only, he is the emotion of odisha forever ❤❤

  • @lalmohansatapathy1775
    @lalmohansatapathy1775 2 หลายเดือนก่อน

    ଗବେଷଣାତ୍ମକ ତଥ୍ୟ ପାଇଁ ଧନ୍ୟବାଦ ।

  • @Business-inodia
    @Business-inodia 2 หลายเดือนก่อน +16

    Why CM Mohan Majhi repeatedly goes Naveen Nivas.Why it is required? Is our CM is Mohan Majhi or Naveen Patnaik?

  • @giridharisahu9387
    @giridharisahu9387 2 หลายเดือนก่อน +2

    ଯଦି ଏହି ପ୍ରକ୍ରିଆଟି ସତ୍ୟ ହୁଏ,ତେବେ ଖୁବ୍ ଶୀଘ୍ର ଓଡ଼ିଶା ରେ ମୋହନ ସରକାର ହତିବେ ...

  • @samarmohapatra-jr3ne
    @samarmohapatra-jr3ne 2 หลายเดือนก่อน +7

    ଜନତା ଏଥିରେ ଆଶ୍ଚର୍ଯ୍ୟ ହୋଇଛନ୍ତି , ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦର ଅବମର୍ଯ୍ୟାଦା, ଦିଲ୍ଲୀ ର କଣ ପ୍ରଧାନମନ୍ତ୍ରୀ ଯାଇଥିଲେକି ରାହୁଲଗାନ୍ଧୀଙ୍କୁ ଡାକିବାକୁ , ପୂର୍ବରୁ କେହି ମୁଖ୍ୟମନ୍ତ୍ରୀ ଯାଇଥିଲେକି ?? ଭବିଷ୍ୟତରେ ଅନେକ ବିଧାନସଭା ବୈଠକ ହେବ, ସବୁବେଳେ କଣ ମୁଖ୍ୟମନ୍ତ୍ରୀ ଯିବେକି ?? ବିଜେଡି ହାରିଯାଇଛି କଣପାଇଁ ?? ଏପରି ହେବା ଦ୍ୱାରା ବିଜେପି ଭୋଟର ଅପମାନିତ ହେଲେନାହିଁକି ??ଏହା କଣ ମୁଖ୍ୟମନ୍ତ୍ରୀଙ୍କ ସରଳତାର ଅପବ୍ୟବହାର ନୁହେଁକି

  • @bulusethy9220
    @bulusethy9220 2 หลายเดือนก่อน

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤

  • @PrasantaMohapatra-yg8fo
    @PrasantaMohapatra-yg8fo 2 หลายเดือนก่อน +9

    ଆପଣ ଠିକ୍ କହିଛନ୍ତି
    ଏଠି ଟ୍ରିପଲ ଇଞିନ ସରକାର ଚାଲିଛି।
    କେନ୍ଦ୍ରୀୟ ନେତୃତ୍ୱ ତିକ୍ଷ୍ଣ ଦୃଷ୍ଟି ନ ଦେଲେ ଏଠି ନିରାଶ ଛଡା ଆଶା ରହିନାହିଁ।
    ବିଜେପି ଭିତରେ ଏକ ବଡ ଷଡ଼ଯନ୍ତ୍ର ଚାଲିଛି।

  • @PurnachandraDas-z6w
    @PurnachandraDas-z6w 2 หลายเดือนก่อน

    ଜନତା‌ ଙ୍କ ର ଆସ୍ଥା ଭାଜନ ହୋଇ ଲୋକ ମାନଙ୍କର ହିତରେ ଆସି‌ବେ ଏସରକାର ଅଯୋଗ୍ୟ ଭଳି ମନେ ହୁଏ

  • @PratapMohapatra-i9n
    @PratapMohapatra-i9n 2 หลายเดือนก่อน +6

    Odisha ଇତିହାସ ରେ ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ମୂଖ୍ଯ ମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ଏଭଳି ସମ୍ମାନ ପାଇବା ପାଇଁ ଅଯୋଗ୍ୟ

    • @padmanavbeherapadmanav6400
      @padmanavbeherapadmanav6400 2 หลายเดือนก่อน

      BJP ra Modi top criminal list re 1 number Google search kar Pratap Babu

    • @PratapMohapatra-i9n
      @PratapMohapatra-i9n 2 หลายเดือนก่อน

      @@padmanavbeherapadmanav6400 no problem

  • @SanyashiDas-jh8sb
    @SanyashiDas-jh8sb 2 หลายเดือนก่อน

    Namastesir.always great thought.. thank you sir.

  • @bikramkesharijena48
    @bikramkesharijena48 2 หลายเดือนก่อน +9

    ଏଇଥରକ ଭୋଟ ଦେଇଥିଲେ ଓଡ଼ିଶା ବାସି । ଏମିତି କଲେ ପୁଣି ବଜେପି ବାଲା ଫଳ ପାଇବେ,

  • @RameshChandraSwain-cf8ty
    @RameshChandraSwain-cf8ty 2 หลายเดือนก่อน

    ରାଜ୍ୟସଭାରେ ବିଜେଡି ଦଳର ସମର୍ଥନ ଆଶାରେ ଏଭଳି ହେଉଛି।

  • @alekhachandra6982
    @alekhachandra6982 2 หลายเดือนก่อน +8

    ମୋହନ ବାବୁ, cm ପଦ ମର୍ଯ୍ୟାଦା, ଦେଖନ୍ତୁ.

    • @hirosethi8929
      @hirosethi8929 2 หลายเดือนก่อน +1

      ମୋଦି ର ନିଦେଶ, ମୋହନ ମନା କରିବ କେମିତି

  • @Sumitrapatra-ot7bs
    @Sumitrapatra-ot7bs 2 หลายเดือนก่อน

    Sir Namaskar Au Danya bad Bi Apana nka Katha Pura Thik.🙏🙏🙏🙏🙏

  • @pabitrakumarchinhara4101
    @pabitrakumarchinhara4101 2 หลายเดือนก่อน +12

    ଅମିତ୍ ଶାହା ବଦାନମ କରିବ ଏ ସରକାର କୁ

    • @abhiramsahoo5642
      @abhiramsahoo5642 2 หลายเดือนก่อน +2

      ତା ସାଙ୍ଗରେ ଓଡିଶା ବିଜେପିର ଆଉଜଣେ ମେଣ୍ଟମାଞ୍ଜାସିଆ ପୁରୁଣା ମୂଷା ଅଛି !

  • @basantapattnaik7812
    @basantapattnaik7812 2 หลายเดือนก่อน

    ସାର ପ୍ରଣାମ 🙏🌹

  • @birakishoresahoo5421
    @birakishoresahoo5421 2 หลายเดือนก่อน +9

    ଜଣେ ମୁଖ୍ୟମନ୍ତ୍ରୀ ହୋଇ ମୁଖ୍ୟମନ୍ତ୍ରୀ ର ଇଜ୍ଜତ ରକ୍ଷା କରନ୍ତୁ,ନବୀନ ମୁଖ୍ୟମନ୍ତ୍ରୀ ଥିଲାବେଳେ କିପରି bjp ବିରୋଧି ଦଳକୁ ସମ୍ମାନ ଦେଉଥିଲେତ? ଅତି ଭକ୍ତି ....ବର୍ତ୍ତମାନ ବି ସମୟ ଅଛି ଜଣେ ମୁଖ୍ୟମନ୍ତ୍ରୀ ହୋଇ ନିଜପଦ ମର୍ଯ୍ୟାଦା ଉଚ୍ଚରେ ରଖନ୍ତୁ ।ନବୀନ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ,କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀ ହୋଇ ବାରମ୍ବାର ଯିବା ଟା ଭୁଲ ,ଫୋନ ଅଛି ,କିମ୍ବା ଆପଣଙ୍କ ଅର୍ଡଲି ଅଛନ୍ତି ।

  • @prabhasray675
    @prabhasray675 2 หลายเดือนก่อน +2

    Jai jagannath

  • @jayantakumarmohapatra8849
    @jayantakumarmohapatra8849 2 หลายเดือนก่อน +4

    ବିଧାନସଭା ଆଗରୁ ସର୍ବଦଳୀୟ ବୈଠକ ହେଉଛି ଗୋଟିଏ ସରକାରି ନିଅମ ବା କାର୍ଯ୍ୟକ୍ରମ ଏହା କୈଣସି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବା ଦଳିୟ କାର୍ଯ୍ୟକ୍ରମ ନୁହେଁ ଯେ ମୁଖ୍ୟମନ୍ତ୍ରୀ ଯିବେ ବିରୋଧିଦଳ ର ନେତାଙ୍କୁ ନିମନ୍ତ୍ରଣ କରିବାକୁ । ସମ୍ପୂର୍ଣ୍ଣ ଭାରତରେ ଏହା ଏକ ବିରଳ ଏବଂ ମୁଖ୍ୟମନ୍ତ୍ରୀ ପଦର ଘର ଅପମାନ

  • @Jagannath-oc9ht
    @Jagannath-oc9ht 2 หลายเดือนก่อน

    JAI JAI SHREE JAGANNATH.

  • @suryakantamohanty8276
    @suryakantamohanty8276 2 หลายเดือนก่อน +4

    ମୁଁ bjp କୁ ଦୃଢ଼ ବିଶ୍ୱାସ କରେ କିନ୍ତୁ ମୋହନ ସରକାର ଯାହା କରୁଛନ୍ତି ତାହା ଆଗାମୀ ଦିନରେ bjp କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ

  • @sumanpatra6252
    @sumanpatra6252 2 หลายเดือนก่อน

    ଜୟ ନାରାୟଣ ମିଶ୍ର cm ହୋଇଥିଲେ ଭଲ ହୋଇଥାନ୍ତା

  • @tejeswarrao7195
    @tejeswarrao7195 2 หลายเดือนก่อน +5

    100% Right

  • @manmathkumarsahoo3499
    @manmathkumarsahoo3499 2 หลายเดือนก่อน +2

    ଏହା ଦ୍ବାରା ମୁଖ୍ୟମନ୍ତ୍ରୀ ଗରିମା ଏବଂ ବି ଜେ ପି ର ପ୍ରବୁତ କ୍ଷତି ହେବ