Naveen's mandap politics, no gain for the party । Nirbhay Gumara Katha

แชร์
ฝัง
  • เผยแพร่เมื่อ 13 ต.ค. 2024
  • #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
    Instagram: / in
    PH NO -9124469621

ความคิดเห็น • 197

  • @upperprimaryodisha3797
    @upperprimaryodisha3797 2 ชั่วโมงที่ผ่านมา +30

    ପୂର୍ବତନ ମୁଖ୍ୟମନ୍ତ୍ରୀଂକ ମଣ୍ଡପବୁଲିବା ଦେଖି ହସ ଲାଗୁଛି,ନାଟକ,ଅଭିନୟ

  • @prananathpati9976
    @prananathpati9976 ชั่วโมงที่ผ่านมา +13

    ନବୀନ ପଟ୍ଟନାୟକ ଗୋଟେ ଖ୍ରୀଷ୍ଟିଆନ୍। ହିନ୍ଦୁ ନୁହେଁ। ଗୋଟେ ବଦମାସ୍। ଶଳା ହିଞ୍ଜଡ଼ା କୁ ତଣ୍ଟିଆ ମାରି ଓଡ଼ିଶାରୁ ବାହାର କର।

  • @rabishankarraut1977
    @rabishankarraut1977 2 ชั่วโมงที่ผ่านมา +20

    ୨୪ ମସିହା ପୁର୍ବରୁ
    ମଣ୍ଡପ ଗହଳି ହେଉ ନଥିଲା ବୋଧ ହୁଏ!

  • @nrusinghaprasaddas4783
    @nrusinghaprasaddas4783 2 ชั่วโมงที่ผ่านมา +26

    ନବୀନ ପଟ୍ଟନାୟକ ଓ ରାହୁଳ ଗାନ୍ଧୀଙ୍କ ଭିତରେ କିଛି ତଫାତ୍ ନାହିଁ ।

  • @santoshmallick1955
    @santoshmallick1955 2 ชั่วโมงที่ผ่านมา +18

    ନୋ ଦେଖିଲା ଲୋକ ଦେଖ କଇଁଛ କାଢ଼ିଛି ବେକ, ଦିନ ନାହିଁ କାଳ ନାହିଁ, ଆଜି ଲାଗୁଛି ଗମ୍ହା ପୁନେଇ,

  • @chhabindramansingh73
    @chhabindramansingh73 2 ชั่วโมงที่ผ่านมา +27

    ଆପ୍ରତ୍ୟାଶିତ ଅୟସ ଭୋଗ କରୁଥିଲା ନବିନା, ତେଣୁ କ୍ଷମତା ଚାକର ବାକର ଚାଲିଗଲା ପରେ, ଅସମ୍ଭାଳ ନିଜେ ହେଉ କି ପଛଠେଲାରେ ହେଉ ବାଧ୍ୟରେ ପୂଜା ବୁଲା, ମାଙ୍କୁ ଦର୍ଶନ ପାଇଁ ହଜାର ହଜାର ଲୋକ, ଆଉ bjd କହୁଚି ଅକର୍ମାକୁ ଦେଖିବାକୁ ଭିଡ଼ ନିର୍ଲଜ, ଲୋକ ହସୁଥିବେ ଅଦ୍ଭୁତ ଜିବ କୁ ଦେଖି

    • @Amrit-ux4hs
      @Amrit-ux4hs ชั่วโมงที่ผ่านมา +3

      24 barsa ra sasan kou barsa bi loka Naveen babu nku pooja mandap re dekhi nahanti a thara bi jiti thile kehi bi dekhi na thante harile boli buluchanti

    • @Eagleeye774
      @Eagleeye774 47 นาทีที่ผ่านมา

      କୂଅ ବେଙ୍ଗକୁ ବାହାରେ ଦେଖି ଗେଣ୍ଡାମାନେ ଜୟ ଜୟ ରଡି ଛାଡୁଛନ୍ତି..😂

  • @kishorchsrichandan307
    @kishorchsrichandan307 2 ชั่วโมงที่ผ่านมา +21

    ଆଜ୍ଞା, ମୋତେ ଲାଗିଲା ଛେଳିକୁ ପାଣିକି ଭିଡିଲା ଭଳି।

  • @satishchandrabehera7291
    @satishchandrabehera7291 2 ชั่วโมงที่ผ่านมา +16

    ଚବିଶ ନିର୍ବାଚନରେ ପରାଜୟ ପରେ
    ନବୀନଙ୍କ ଅବସ୍ଥା ଆଉ କୁହନା।
    ଗୀତ ଗାଇ ବୁଲୁଛନ୍ତି ସିଏ ' ମୁଁ ଯେ ପାଗଳ
    ଭଅଁର ପରିଚୟ ଆଉ ମାଗନା ' ।।

  • @bijaysamantaray6537
    @bijaysamantaray6537 ชั่วโมงที่ผ่านมา +8

    ବୃଦ୍ଧ ବ୍ୟାଘ୍ର ଦେଖାଏ ସ୍ବର୍ଣ୍ଣ କଙ୍କଣ
    ଓଡ଼ିଶାବାସୀ ବୁଝିଲଣି କିଏ କ'ଣ

  • @krushnachandrajena7812
    @krushnachandrajena7812 2 ชั่วโมงที่ผ่านมา +8

    ଆପଣ ତ ଗଛରୁ ପତ୍ର ଖସେଇ ଦେଉଛନ୍ତି ଜୟଶ୍ରୀ ରାମ

  • @trilochanpatnaik6321
    @trilochanpatnaik6321 ชั่วโมงที่ผ่านมา +3

    ଏବେ ମଣ୍ଡପ ବୁଲିବା ନବୀନ ବାବୁ ଙ୍କ ର ସହାୟତାର ପରି ପ୍ରକାଶ।

  • @brajakishorepadhi4022
    @brajakishorepadhi4022 2 ชั่วโมงที่ผ่านมา +30

    ନବୀନ ପଟ୍ଟନାୟକ ମୂଳ ରୁ ସନାତନି ନୁହଁ। ଭାଟିକାନ ସିଟି ଯିବା, ଖୀଷ୍ଟୀୟାନ ନବୀନ ପଟ୍ଟନାୟକ ଏବଂ ତା ପୁତୁରା ବି। ବହୂରୁପୀ ନବୀନ ପଟ୍ଟନାୟକ। ଯେଭଁ ନବୀନ ପଟ୍ଟନାୟକ ବୁଢା ବୟସ ରେ ଲୁଂଗୀ ଛାଡି ପିନ୍ଧି ଯୋତା ମାଡି ଜଗନ୍ନାଥଙ୍କୁ ସାଲୁଟ ମାରୁଥିଲା ସେଥିରୁ କେତେ ପ୍ରେମ ଭକ୍ତି ହିନ୍ଦୁ ଦେବା ଦେବୀ କଂ ପ୍ରତି ଉଛୁଳେ ଓଡିଶା ବାସୀ ଜାଣିଛନ୍ତି। ଧୂର୍ତ୍ତ ନବୀନ ପଟ୍ଟନାୟକ।

  • @adwaitchandrabeura6847
    @adwaitchandrabeura6847 2 ชั่วโมงที่ผ่านมา +10

    ଭୂମି ହୀନ ଜମିଦାର। ମୁକୁଟ ବିହୀନ ରାଜା।

  • @pramodkumarmishra7657
    @pramodkumarmishra7657 ชั่วโมงที่ผ่านมา +4

    ନବୀନ ବାବୁଙ୍କ କ୍ରେଜରେ ଚାମଚା ମାନେ ପମ୍ପ ଦେବାରେ ଲାଗିଛନ୍ତି, କେବଳ ଢୋ ହେବାକୁ ବାକି ରହିଲା ।

  • @laxmidharapanda6086
    @laxmidharapanda6086 ชั่วโมงที่ผ่านมา +5

    ମଣିଷର ବୁଦ୍ଧି ବଳ କଳାକୌଶଳ ଯେତେବେଳେ ସମାପ୍ତ ହୋଇଯାଏ ସେତେବେଳେ ଦୈବୀଶକ୍ତି ସ୍ମରଣ ହୋଇଥାଏ ! କିଛି ଲୋକଙ୍କର ଭାବରୁ ଭକ୍ତି ସୃଷ୍ଟି ହୋଇଥାଏ ଓ କିଛି ଲୋକଙ୍କର ଭୟରୁ ଭକ୍ତି ସୃଷ୍ଟି ହୋଇଥାଏ ଯାହା ନବୀନବାବୁଙ୍କ ଠାରେ ପରିଲକ୍ଷିତ ହେଉଛି !

  • @pradippradhan4388
    @pradippradhan4388 2 ชั่วโมงที่ผ่านมา +22

    ମନମୋହନ ର କାର୍ଯ୍ୟକ୍ରମ କୁ ନବୀନ ଫଲୋ କରୁଛନ୍ତି

    • @shyamsundarkhadanga5307
      @shyamsundarkhadanga5307 2 ชั่วโมงที่ผ่านมา +2

      ଜଳ ଗହଳ ହେଲା ତା ପକ୍ଷେ ଯମ ,ଅତି କ୍ଷମତା ଭାଇ ମହାବିଶମ୍ ।କ୍ଷମତା ଅନ୍ଧ ର ପରିଣାମ ଭୋଗ କରିବାକୁ ପଡିବ। ଏହା ହିଁ ଧ୍ରୁବ ସତ୍ୟ । ଆପଣଙ୍କ ଉପସ୍ଥାପନା ସଠିକ୍।

  • @mihirdwivedi8843
    @mihirdwivedi8843 2 ชั่วโมงที่ผ่านมา +4

    It's an excellent presentation, Naveen Ji was never seen during last 24 years.

  • @rabishankarraut1977
    @rabishankarraut1977 2 ชั่วโมงที่ผ่านมา +4

    ନବିନ ପଟ୍ଟନାୟକ ହିନ୍ଦୁ ନୁହନ୍ତି

  • @rabishankarraut1977
    @rabishankarraut1977 2 ชั่วโมงที่ผ่านมา +3

    ନବିନ ବାବୁ ହଜିଲା ଯାଗାରେ ନଖୋଜି,
    କୋଉଠୁ ପାଇବେ ଖୋଜି ହେଉଛନ୍ତି

  • @prafulasingh2267
    @prafulasingh2267 2 ชั่วโมงที่ผ่านมา +5

    ଜୟ ମା ମହାମାୟୀ ଦୁର୍ଗା

  • @saradacharanamohapatra9806
    @saradacharanamohapatra9806 2 ชั่วโมงที่ผ่านมา +4

    24yrs kouthi thila
    Loka nabin ku bhalare janisarilani

  • @subashmishra5616
    @subashmishra5616 ชั่วโมงที่ผ่านมา +2

    ❤ନବୀନ ପୋପ ଭକ୍ତ ପାଣ୍ଡୁ ସାକ୍ଷୀ ଓଡ଼ିଶା ଜାଣେ ନବୀନ କିରସ୍ତନୀ ପଠାଣ ପ୍ରେମୀ କେବେ କାଳିଆ ଗର୍ଭ ଗୃହରେ ଦର୍ଶନ କରି ନାହାନ୍ତି ଓଡ଼ିଆ ଜାତିର କଳଙ୍କିତ ଇତିହାସ ନବୀନ ପାଣ୍ଡୁ ଜୟ ଜଗନ୍ନାଥ

  • @santoshnarayanbhagat2437
    @santoshnarayanbhagat2437 ชั่วโมงที่ผ่านมา +1

    Best analices sir ji

  • @santoshnarayanbhagat2437
    @santoshnarayanbhagat2437 ชั่วโมงที่ผ่านมา +2

    Jay jagannath

  • @anjananayak3971
    @anjananayak3971 2 ชั่วโมงที่ผ่านมา +8

    Jay Sri jagannath 🙏 sir you are Right 🎉

  • @saradacharanamohapatra9806
    @saradacharanamohapatra9806 2 ชั่วโมงที่ผ่านมา +5

    Mohan nku dekhi nabin chhania
    Agaru ta kebe bulu nthile

  • @numerologistsannjoy5996
    @numerologistsannjoy5996 2 ชั่วโมงที่ผ่านมา +5

    ଭୟ

  • @gyandrapatra7719
    @gyandrapatra7719 ชั่วโมงที่ผ่านมา +1

    ନବିନ ସାର ନମସ୍କାର। ଆପଣଙ୍କୁ ମୋର ଶତ ଶତ ଅନୁରୋଧ ଆପଣ ଦୟାପୂର୍ବକ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତଥା ଅନ୍ଯ କର୍ମଚାରୀଙ୍କ ବିଷୟରେ କିଛି କହିବେ ଏହି ଆଶାରେ ରହୁଛି।

  • @amit5697
    @amit5697 2 ชั่วโมงที่ผ่านมา +2

    Your analysis is beyond comparable you are the daring jurnalist and the name given Nirbhaya is worthy proved may maa Durga bless you to carry on further successfully

  • @padmalayaprusty4526
    @padmalayaprusty4526 ชั่วโมงที่ผ่านมา +1

    ପୋଡାହେଲା ବିଦ୍ବାନ ରାବଣ
    ପଢନ ହେଲା ପ୍ରଦୂଷଣ
    ପରେ ପାଣି ଆଉ ମାଟି
    ଏଥର ଖୁସି ତ ଆପଣ,
    ଅପେକ୍ଷା ଆଶାରେପାର୍ବଣ
    ହେଉ ମୁକ୍ତ ପ୍ରଦୂଷଣ।

  • @narendrabarik9855
    @narendrabarik9855 2 ชั่วโมงที่ผ่านมา +5

    ଜୟ ଜଗନ୍ନାଥ

  • @sanatanivinood
    @sanatanivinood 25 นาทีที่ผ่านมา

    ହେ ଭଗବାନ, ଜଗନ୍ନାଥ, ଶ୍ରୀ ରାମ, ମୋତେ କି ପ୍ରକାର ଦିନ ଦେଖିବାକୁ ପଡିବ, ଧନ୍ୟବାଦ ମୋହନ ସାର୍ |

  • @anupamanayak8568
    @anupamanayak8568 41 นาทีที่ผ่านมา

    ନମସ୍କାର ଓ ଧନ୍ୟବାଦ ସାର୍ ।ନିରାଟ ସତ କଥା ସାର ; ନବୀନ ଓ ରାହୁଲଙ୍କ ଭିତରେ କିଛି ଫରକ ନାହିଁ ।ଜୟ ଜଗନ୍ନାଥ ।

  • @prakashchandradash6110
    @prakashchandradash6110 2 ชั่วโมงที่ผ่านมา +2

    Very nice presentation 👏

  • @BabitaMishra-yx2hr
    @BabitaMishra-yx2hr ชั่วโมงที่ผ่านมา +1

    ସାର୍, ନମସ୍କାର । ଲିକୁ ସାହୁ ଙ୍କୁ ଚର୍ଚ୍ଚା ରେ ଡାକନ୍ତୁ , ଯାଜପୁରର ବହୁତ ଖୁଲାସା ହେବ ।

  • @bijoykumarnayakcongratulat5733
    @bijoykumarnayakcongratulat5733 ชั่วโมงที่ผ่านมา +1

    ଅମର ଶତପଥିଙ୍କ ମନ୍ତବ୍ଯ ରେ କିଛି ଭୁଲ ନାଁହି। ଯିଏ ଢିତିବା ଶ୍ରେୟ ନେବ ସେ ହାରିବା ଦାୟୀତ୍ବ ନ ନେବାର ଅର୍ଥ ହେଉଛି ସେ ଜଣେ ସ୍ବାର୍ଥପର ଓ ଦାୟୀତ୍ବବୋଧ ନ ଧିବା ଲୋକ। ଏ କଥା ମଧ୍ଯ ଓଡ଼ିଶାର ଲୋକ ବୁଝିସାରିଲେଣି। ମଣ୍ଡପ ବୁଲା ରାଜନୀତି ସମସ୍ତେ ବୁଝିପାରୁ 🎉ଛନ୍ତି ।. ଆଉ ଏବେ ପାଞ୍ଚ ବର୍ଷ ଏ ସବୁ ନାଟକ କରି କିଛି ଲାଭ ହେବ ନାଂହି।

  • @nabinbeura3225
    @nabinbeura3225 2 ชั่วโมงที่ผ่านมา +1

    ବୁଲାବୁଲି କଲେ ସୁନିଦ୍ରା ଆସିବ। ଅନ୍ୟ ପକ୍ଷରେ ବୁଲାବୁଲି ଗଣ୍ଠି ବ୍ଯଥା ଆସେ।

  • @manojkumarsaint7803
    @manojkumarsaint7803 ชั่วโมงที่ผ่านมา +2

    Jay Maa Durgatinasini ❤❤❤❤❤

  • @ashokkumarray6829
    @ashokkumarray6829 52 นาทีที่ผ่านมา

    ସତ କଣ ଲୋକେ ଜାଣନ୍ତି। ଆଗାମୀ ଦିନରେ ଲୋକମାନେ ଏହାର ଜବାବ ଦେବେ।

  • @manjupravamishra8000
    @manjupravamishra8000 45 นาทีที่ผ่านมา

    ଜୟ ଶ୍ରୀ ଜଗନ୍ନାଥ 🙏🌹

  • @sashibhusandas1315
    @sashibhusandas1315 48 นาทีที่ผ่านมา

    ନବୀନ ପଟ୍ଟନାୟକ ଆପଣଙ୍କୁ ବେଶି ଭୟ କରନ୍ତି। କାରଣ ଆପଣ ଜଣେ ପ୍ରତିଷ୍ଠିତ ଚ୍ୟାନେଲ ପ୍ରବକ୍ତା।

  • @ashoksamal7683
    @ashoksamal7683 ชั่วโมงที่ผ่านมา +2

    ତୁଟା ତ ବିଜେଡି ବିରୋଧୀ, ସାମ୍ବାଦିକ କରିବୁ ତ ମନୋରଞ୍ଜନ ମିଶ୍ର ସାର ଙ୍କୁ ସିଖ, ନିରପେକ୍ଷ କିପରି ସାମ୍ବାଦିକତା କରାଯାଏ

    • @MadhavKumardas-g1m
      @MadhavKumardas-g1m 51 นาทีที่ผ่านมา

      Toro boliya anada bhakto Naveen buda chela thlie odhisa nash hahijibo

  • @sridhardas8509
    @sridhardas8509 2 ชั่วโมงที่ผ่านมา +1

    ଭକ୍ତି ନୁହେଁ କି ଭୟ ନାହିଁ ନିଜେ ଆଖି ଖୋଲିକି ଦେଖେ କାହା ପ୍ରତି କେତେ ଆକ୍ରୁଷ୍ଟ ଲୋକ ଅଛନ୍ତି।

  • @kulamanibiswal7499
    @kulamanibiswal7499 ชั่วโมงที่ผ่านมา +1

    Very good Presentation sir

  • @rajanikantachoudhury2343
    @rajanikantachoudhury2343 10 นาทีที่ผ่านมา

    ବହୁତ ଦିନ ପରେ କଣା ମାମୁ ଯେତବେଳେ ଆସିଛନ୍ତି. ତେଣୁ ଲୋକ ଭିଡ଼ ହେବା ନିଶ୍ଚିତ. ବିଜେଡି ଵାଲେ ଖୁସିତ.

  • @yudhisthiraswain
    @yudhisthiraswain 2 ชั่วโมงที่ผ่านมา +2

    Jay shree Ram 🎉🎉🎉

  • @ashoksamal7683
    @ashoksamal7683 58 นาทีที่ผ่านมา

    ଜଗନ୍ନାଥ ପରା ମୋହନ ମାଝୀ,

  • @bijanmishra5021
    @bijanmishra5021 2 ชั่วโมงที่ผ่านมา +2

    😂ସେ ନିଜ କୁ ଜଣେଇ ଦେଲେ ଯୋ ସେ ଜଣେ ଖ୍ରୀଷ୍ଟିୟାନ।ଭବିଷ୍ୟତ କୁ ତାଙ୍କୁ ଶ୍ରୀମନ୍ଦିର ଭିତର କୁ ଯିବା ନିଷେଧ କରିବା ଉଚିତ୍।

    • @SarojMajhi-g6y
      @SarojMajhi-g6y ชั่วโมงที่ผ่านมา

      Nabin.BabuHindu.nunti

    • @MadhavKumardas-g1m
      @MadhavKumardas-g1m 15 นาทีที่ผ่านมา

      ​@@SarojMajhi-g6ytu kehu Hindu or Muslim

  • @PurnachandraBehera-if5tu
    @PurnachandraBehera-if5tu ชั่วโมงที่ผ่านมา

    ମଣ୍ଡପ ବୁଲା ନବୀନ ବାବୁ ଙ୍କ ର ଓଡିଶା ବାସୀ ଙ୍କୁ ଏ ଆଉ ଗୋଟିଏ ଧୋକା।

  • @kiranbehera3341
    @kiranbehera3341 ชั่วโมงที่ผ่านมา

    ଏଠାରେ ପରିସ୍ରା କରିବା ମନା
    ଠିକ୍ ସେଇ ଭଳିଆ କଥା ହେଇଗଲା

  • @debashishacharya3814
    @debashishacharya3814 10 นาทีที่ผ่านมา

    ଅନ୍ୟକୁ ଦୋଷ ଦେବା ଆଗରୁ ରାଜନୈତିକ ଦଳର ନେତା ମାନେ ନିଜକୁ ଠିକ୍ ରଖନ୍ତୁ ।

  • @kahnucharanbhola3634
    @kahnucharanbhola3634 2 ชั่วโมงที่ผ่านมา +3

    Jay shree rama

  • @ashoksamal7683
    @ashoksamal7683 ชั่วโมงที่ผ่านมา

    ଯଦି ଲଷ୍ମୀ ବସ ଲସ ହେଉଛି, ପୁଣି ରଙ୍ଗ ବୋଳା ଖର୍ଚ୍ଚ ନଣ୍ଡାମୁଣ୍ଡିଆ ନବୀନ ଦାସ ପଚାରିନୁ କାହିଁକି ହେଉଛି, ସେ ପଇସା ଟା ନବୀନ ଦାସ ଦେଉଛି କି?

  • @ashwinisahu6584
    @ashwinisahu6584 2 ชั่วโมงที่ผ่านมา +3

    APANANKA KATHARU BJD SACHETAN HOIJIBE ...SEMANKU JAHA HEBE ...TALI TALANTA HEBAKU DIANTU🎉🎉

  • @gayadharpatra3233
    @gayadharpatra3233 2 ชั่วโมงที่ผ่านมา +3

  • @khirodkumarota2997
    @khirodkumarota2997 ชั่วโมงที่ผ่านมา

    Many many thanks Das Babu

  • @ashoksamal7683
    @ashoksamal7683 ชั่วโมงที่ผ่านมา +1

    ଲିକୁ ସାହୁ କଥା ବିଷୟରେ କଣ କହୁନୁ, ତୋ ମୁଁହରେ ...।. ବାଜିଛିକି, ମୋହନ ସରକାର ଙ୍କୁ କହୁନୁ, ଅଲଜ୍ୟା ନଣ୍ଡାମୁଣ୍ଡିଆ ନବୀନ ଦାସ

    • @MadhavKumardas-g1m
      @MadhavKumardas-g1m 52 นาทีที่ผ่านมา

      Toro boliya BJD Naveen buda chamsa mane Khali rajaniti koribe and Naveen magya budaro chela hehi rohibe

  • @bijaysamantaray6537
    @bijaysamantaray6537 2 ชั่วโมงที่ผ่านมา +1

    🎉🎉THANKS 🎉🎉

  • @prasantkumardash879
    @prasantkumardash879 2 ชั่วโมงที่ผ่านมา +4

    Naveen Pattnayak bartaman atita hei sarichanti. Sie aau kebe bhi Present Tense ku pherantu boli at least mun Prasant Kumar Dash chahun nahin.

  • @durgaprasadsamantaray7084
    @durgaprasadsamantaray7084 49 นาทีที่ผ่านมา

    ଶୈଳେ ଶୈଳେ ନ ମାଣିକ୍ୟଂ ମ୍ଉକ୍ତିକଂ ନ ଗଜେ ଗଜେ
    ସାଧବୋ ନ ହି ସର୍ବତ୍ରଂ ଚନ୍ଦନଂ ନ ବନେ ବନେ।

  • @srikantadassrikantadas3908
    @srikantadassrikantadas3908 2 ชั่วโมงที่ผ่านมา +2

    Right

  • @brundabanmandika5298
    @brundabanmandika5298 58 นาทีที่ผ่านมา

    ହଁ ଆପଣ ଠିକ୍ କହିଛନ୍ତି ନବୀନ ପଟ୍ଟନାୟକ କେବେ ହେଲେ ହିନ୍ଦୁ ଧର୍ମର ବିରୋଧି ପ୍ରସାଦ ଫିଙ୍ଗି ବା ବାଲା ।

  • @banditabarik2872
    @banditabarik2872 ชั่วโมงที่ผ่านมา

    Heart touching representation sir.Jie kebe gharu baharu na thile,se aji Durga puja mela buluchhanti.Ascharya !

  • @BiswaPradhan-qy5vc
    @BiswaPradhan-qy5vc 38 นาทีที่ผ่านมา

    ସୀତାରାମ ଏଚୁ ରି ମଲା ପରେ ଯେପରି ତାଙ୍କର ପ୍ରକୃତ ଧର୍ମ ଜଣା ପଡିଲା ସେହିପରି ନବୀନ ପଟ୍ଟନାୟକଙ୍କ ଜଣା ପଡିବ

  • @santoshkumarsahoo8671
    @santoshkumarsahoo8671 32 นาทีที่ผ่านมา

    ବିଜେଡିକୁ ଭାଙ୍ଗିବା ଆବଶ୍ୟକ ନାହିଁ,ଦଳ ଧୀରେ ଧୀରେ ଭାଙ୍ଗିବା ଆରମ୍ଭ ହେଲାଣି , wait and watch

  • @kishorkumarbeherakishor1405
    @kishorkumarbeherakishor1405 ชั่วโมงที่ผ่านมา +1

    💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌱🌾ଗତ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତି ରେ ଓଡିଶାରେ କୌଣସିଠାରେ ବିଜେଡ଼ି ଦଳର ଜୟପ୍ରକାଶ ନାରାୟଣଙ୍କର ଜନ୍ମ ଜୟନ୍ତି ପାଳନ ନ କରିବାର କାରଣ କଣ ହୋଇପାରେ ?
    ନାବିନ ମ୍ଲେଛ ବୁଝିବା ଆବଶ୍ୟକ ଯେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନ ର ସମସ୍ତ ବିପ୍ଳବୀ ନେତା କର୍ମି ମାନେ ଜନତାଦଳରୁ ବିଜେଡ଼ି ଦଳର କର୍ଣ୍ଣ ଧାରଥିଲେ ।।

  • @ranjitbhuyan5160
    @ranjitbhuyan5160 ชั่วโมงที่ผ่านมา +1

    ପୂଜାକୁ ଆସିଥିବା ଭିଡ଼କୁ ନବୀନଂକ ପାଇଁ ଭିଡ଼ କହୁଥିବା ଚାଟୁକାରଂକୁ କଣ କୁହାଯିବ 😂

    • @MadhavKumardas-g1m
      @MadhavKumardas-g1m 46 นาทีที่ผ่านมา

      Toro boliya anada bhakto Naveen buda chela Mane janito bagwan pakhe kehu party rajaniti koribe all punishment pahibe .all party BJD congress bjp samate madya tu Khali rajaniti koribe Naveen buda chela

  • @bharatpatra1068
    @bharatpatra1068 2 นาทีที่ผ่านมา

    ପ୍ରବଳ ଭୟ

  • @kailashnayak3713
    @kailashnayak3713 17 นาทีที่ผ่านมา

    ନବୀନ ନାଁ ଧାରି ଯଦି ଭୁଲ୍, ତେବେ ଆପଣ ମଧ୍ୟ ସେଥିରୁ ବାଦ୍ ପଡିବେ ନାହିଁ । EVM ସରକାର୍ ରେ ଜନତା '0' । ଏବେ ଲେଖି ରଖନ୍ତୁ West Bengal ରେ EVM ସରକାର୍ ହେବ ।

  • @birabaradip9050
    @birabaradip9050 ชั่วโมงที่ผ่านมา +2

    Eta sir bjp channel ki

    • @MadhavKumardas-g1m
      @MadhavKumardas-g1m 40 นาทีที่ผ่านมา

      Toro BJD and Naveen buda ghare chela ki but I am not like all party BJD congress bjp.

  • @rabindrakar-lb8ql
    @rabindrakar-lb8ql ชั่วโมงที่ผ่านมา

    JAYJAGANATH VARYGOOD SIR NAMASTE 🙏 ❤❤❤❤❤❤❤❤❤❤❤❤❤❤😂❤❤❤❤❤❤❤❤❤❤

  • @anatanayak5275
    @anatanayak5275 40 นาทีที่ผ่านมา

    ସାର୍ ଓଡ଼ିଆ ରେ ଗୋଟେ ଢଗ ଅଛି ଖାଲରେ ଡ୍ଯାନ୍ସ କଲେ ଲା'ଜ ନାହଁ କି ଢଳିପଡ଼େ ଡ୍ଯାନ୍ସ କଲେ ଲାଜ ନାହଁ ' ଆଜି ନବୀନ ବାବୁଙ୍କର ସେଇ ଅବସ୍ଥା ।ତାଙ୍କ ସମର୍ଥକ ମାନେ ମଧ୍ଯ ସେଟା ।

  • @ashoksamal7683
    @ashoksamal7683 56 นาทีที่ผ่านมา

    କଥା ତ କହିବୁ ଶଳା ହାତ ହଳଉଛୁ କାହିଁକି,

  • @ashoksamal7683
    @ashoksamal7683 55 นาทีที่ผ่านมา

    ହଁ ମୋହନ, ମାଝୀ ଙ୍କୁ ତୁ ପୂଜା କର, ସେ ପରା ନିଜେ ଜଗନ୍ନାଥ, ତୋ କାନ ରେ....... ବାଜିଥିଲାକି ଶଳା

    • @MadhavKumardas-g1m
      @MadhavKumardas-g1m 44 นาทีที่ผ่านมา

      Toro boliya ando bhakto chela Mane Naveen buda chela hehiki rohibe.khon sambadika Mane kohibe . Khali odhisa odhe people Naveen buda jagannath sow saman kahuchanti.and Khali chela hehiki rohibe

  • @basantapattnaik7812
    @basantapattnaik7812 2 ชั่วโมงที่ผ่านมา

    ସାର ପ୍ରଣାମ 🙏🌹

  • @sankarnathmaharana7859
    @sankarnathmaharana7859 3 นาทีที่ผ่านมา

    ଆମ ଓଡ଼ିଆରେ ଗୋଟେ ଢଗ ଅଛି ବାବାଜୀକୁ ଖାଇବାକୁ ମିଳିବନି ସେ ମଧ୍ୟ ଧାନ କୁଟିକି ଖାଇବାକୁ ପଡିବ ମୁ ବାବା କହିଲେ ଉପାସରେ ରହିବାକୁ ପଡିବ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଅବସ୍ଥା

  • @bipinbihariswain3511
    @bipinbihariswain3511 2 ชั่วโมงที่ผ่านมา +1

    BJD people have no work nowadays. So they will talk about Naveen babu's craze. People are laughing at this remark.

  • @khirodhota1440
    @khirodhota1440 20 นาทีที่ผ่านมา

    କି ବିକଳ ଅଵସ୍ଥା ନିବୀନ ବାବୁ ଙ୍କର l

  • @paridanrusingh8991
    @paridanrusingh8991 2 ชั่วโมงที่ผ่านมา +1

    You are great Mr.Nabeen Babu 🙏🇳🇪 Hou you Annalise the factor pin to pin ,vivid example that Mr. Nabeen babu is not a Hindi being that person belongs to Italy 🙏🇳🇪

  • @anirudhabehera9427
    @anirudhabehera9427 53 นาทีที่ผ่านมา

    Jay Sriram Jay b.j.p

  • @jyotiranjan203
    @jyotiranjan203 ชั่วโมงที่ผ่านมา

    Sir 🙏

  • @santoshbiswal6256
    @santoshbiswal6256 2 ชั่วโมงที่ผ่านมา +1

    Sir pranam. Ajira episode ti uchakotira. Nabin babu actualy vaya paijaichhanti. Nachet jou nabin babu nabin nibasaru baharunathile se dekhei l heuchhanti.

  • @soniabpriya239
    @soniabpriya239 2 ชั่วโมงที่ผ่านมา +1

    Great supporter of BJP......

  • @rajendrakumarsethy1637
    @rajendrakumarsethy1637 ชั่วโมงที่ผ่านมา

    Nirvaya Naveen babu asantu😂😂😂

  • @prabhatipatel6026
    @prabhatipatel6026 2 ชั่วโมงที่ผ่านมา +1

    Bahurupi.

  • @sayanodisha9650
    @sayanodisha9650 50 นาทีที่ผ่านมา

    ଭକ୍ତି ନବୀନ ଙ୍କର ...ଭୟ BJPର😅😅😅😅

  • @BiswanathSethi-my5fo
    @BiswanathSethi-my5fo 2 ชั่วโมงที่ผ่านมา +1

    Nabin babu Kristina ki ?

  • @kalpatarudash2770
    @kalpatarudash2770 36 นาทีที่ผ่านมา

    Sankara charjya nka katha sata hela. BJD dhownsa paila.

  • @ashoksamal7683
    @ashoksamal7683 52 นาทีที่ผ่านมา

    ତୁ ମାଗିହା ବିଜେପି ଯାହା ଯାହା କରୁଛି ସବୁ ଠିକ କରୁଛି ତୁ ଟା ମୋଦି ତ ନିଜେ ଜଗନ୍ନାଥ

  • @KAMANADHURI
    @KAMANADHURI 2 ชั่วโมงที่ผ่านมา +1

    jayJagannath

  • @golakbiharimajhi465
    @golakbiharimajhi465 ชั่วโมงที่ผ่านมา

    What's about mohan Majhi?

  • @sarojpradhan830
    @sarojpradhan830 ชั่วโมงที่ผ่านมา

    Jay sri ram❤❤❤❤❤❤

  • @sadanandasahoo3707
    @sadanandasahoo3707 ชั่วโมงที่ผ่านมา

    ମଣ୍ଡପ ପଲିଟିକ୍ସ ମୋହନ କଲେ। ନବୀନ ନୁହେଁ। ନବୀନଙ୍କ ଗଣେଶ ମଣ୍ଡପ ବୁଲିବା ଦ୍ବାରା ବିଜେପି ଓ ଚାଟୁକାର ମାନଙ୍କ ର ବି ପି ବଢିଗଲା।

    • @MadhavKumardas-g1m
      @MadhavKumardas-g1m 39 นาทีที่ผ่านมา

      Tu nijhe BJD chamsa Khali rajaniti koribe

  • @budhadityapradhan8001
    @budhadityapradhan8001 2 ชั่วโมงที่ผ่านมา

    Nabina chhalana to Odisha

  • @sudhansusekharghosh5122
    @sudhansusekharghosh5122 ชั่วโมงที่ผ่านมา

    Jagannath nkjami chora. Nabin

  • @satyadas6658
    @satyadas6658 ชั่วโมงที่ผ่านมา

    Naveen pachhare padile kichhi labha nahi Karan se au sarkar re nahanti

  • @prabhasray675
    @prabhasray675 2 ชั่วโมงที่ผ่านมา +2

    Jay maa durga durgati nasini

  • @quoteoftheday2357
    @quoteoftheday2357 2 ชั่วโมงที่ผ่านมา

    Powerless Neta buliba dekhile Janata 24 barsa pare rahuthile ghare 😭Mohan madare😢 bahare

  • @laxminarayanbehera2467
    @laxminarayanbehera2467 59 นาทีที่ผ่านมา

    Nabina Mahasayanku chhalana au kichhi nanhi lajyara bishaya.

  • @sanjeeblenka1996
    @sanjeeblenka1996 2 ชั่วโมงที่ผ่านมา

    Pranam sir,we want life of administration in state.may adimata granted.