ରତ୍ନ ଭଣ୍ଡାରରେ ଅଛି ଶତାଧିକ କଳିଙ୍ଗ ହୀରା !|Exclusive Interview With

แชร์
ฝัง
  • เผยแพร่เมื่อ 29 ส.ค. 2024
  • କଣ କଣ ରହିଛି ରତ୍ନ ଭଣ୍ଡାରରେ। ରତ୍ନ ଭଣ୍ଡାରରେ ରହିଛି କେତେ ଖଣ୍ଡ କଳିଙ୍ଗ ହୀରା, କେଉଁ ରାଜାଙ୍କ ମୁକୁଟ ଅଛି, କେତେ ସୁନା ଗହଣା ଅଛି, ହୀରା ଲୀଳା ମୋତି ମାଣିକରେ ଭରି ରହିଛି କି ବାକ୍ସ ସବୁ ? କାହିଁକି ରାଜା ମହାରାଜା ମାନେ ନିଜ ରାଜ ଉଆସରେ ରାଜ୍ୟ ଜୟ ପରେ ଆଣିଥିବା ନିଜ ଧନ ସମ୍ପତ୍ତି ନ ରଖି ମନ୍ଦିରରେ ରଖୁଥିଲେ ? ଆଉ ରାଜାମାନେ କେମିତି ସବୁକିଛି ତ୍ୟାଗ କରି ରତ୍ନ ଭଣ୍ଡାର ଏବଂ ଜଗନ୍ନାଥ ମନ୍ଦିର ସୁରକ୍ଷା କରିଛନ୍ତି। ଏ ସମ୍ପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଗବେଷକ ସୁରେନ୍ଦ୍ର ମିଶ୍ର।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #RatnaBhandar #Srimandir #Puri #jayjagannath #SurendrMishra #odisha #news #odisharepoter

ความคิดเห็น • 168

  • @littlequeenrakhi
    @littlequeenrakhi หลายเดือนก่อน +25

    ଏହା ଆମ ଓଡିଆ ଲୋକ ମାନେ ଥର ଟିଏ ଦେଖ ଓଡ଼ିଆ କଣ ଜାଣି ପାରିବେ

  • @dillipkumarsahoo1133
    @dillipkumarsahoo1133 หลายเดือนก่อน +22

    ସତ ରେ ବହୁତ ଦିନ ପରେ ଏହି କଳିଙ୍ଗ ଓ ଓଡ଼ିଆ ଜାତିର ପୂର୍ଣ୍ଣ ସତ୍ୟତା ଶୁଣି ବାକୁ ମିଳିଲା 🙏 ଯୁଗେ ଯୁଗେ ପ୍ରଭୁ ଜଗନ୍ନାଥଙ୍କ ଜୟ ଗାନ ହେଉ 🙏 ଆନନ୍ଦେ ଏକ ବାର ହରି ବୋଲ 🙏 ଜୟ ଜଗନ୍ନାଥ 🙏🛕

  • @SARASWATIPANDA-ty9jf
    @SARASWATIPANDA-ty9jf หลายเดือนก่อน +6

    ଶତ କୋଟି ପ୍ରଣାମ ଗଜପତି ଙ୍କ ବଂଶଜ ମାନଙ୍କର ଏହି ମହାନ୍ , ଛାତି ବିଦାରକ ଅବଦାନ କୁ ' ଓଡ଼ିଆ ଜାତିର ପାଦତଳେ ଶହେ କୋଟି ପ୍ରଣାମ । ମୁଁ ଆଜି ଗର୍ବିତ ଓଡ଼ିଶାରେ ଜନ୍ମ ନେଇ ଥିବାରୁ,ବନ୍ଦେ ଉତ୍କଳ ଜନନୀ ଜୟଜଗନ୍ନାଥ'

  • @SARASWATIPANDA-ty9jf
    @SARASWATIPANDA-ty9jf หลายเดือนก่อน +5

    ଏହି ମହାନ୍ ଦାନ --- ମୋଝିଅ ଭଉଣୀ ଠାରୁ ବି ମୋ ଠାକୁର ବଡ. . . . . . . ହେ ମହାତ୍ମା ଆଉ ଭାଷା ନାହିଁ ବନ୍ଦନା କରିବାକୁ ଖାଲି ଲୁହ ଆସୁଛି ଏଇ କଥାରେ, ମହାନ୍ ଜାତିର ପାଦତଳେ ପ୍ରଣାମ

  • @sujitmahanand624
    @sujitmahanand624 หลายเดือนก่อน +20

    22 : 00 ବହୁତ୍ ହୃଦୟ ଛୁଆଁ ଥିଲା। ସାର୍ ଙ୍କ ଆଖି ରୁ ଲୁହ ଆସଗଲା।
    ଆମେ ଗର୍ବ କରିବା କଥା , ମହାନ୍ ରାଜା ଗଜପତି ଓଡ଼ିଶାର ରାଜା ଥିଲେ। ପୃଥିବୀ ରେ ଏମିତି ରାଜା ନଥିବେ।
    ସତରେ ନିଜ ରାଜ୍ୟ, ମାଟି ପାଇଁ ଏପରି କରି ଥିଲେ,।

  • @KALINGAPUTRA13
    @KALINGAPUTRA13 หลายเดือนก่อน +16

    ମୋ ସବୁ ଓଡ଼ିଆ ଭାଇ ଓ ଭଉଣୀ ମାନେ ନିଜ କୁ ଓଡ଼ିଆ ଭାବେ ଆହୁରି ଗର୍ବ କରିବେ ଯଦି ଥରେ ଏଇ ମହାଶୟ ଙ୍କ କଥା କୁ ହୃଦୟଙ୍ଗମ କରିବେ...ଆମେ ଓଡ଼ିଆ ଆମ ଇତିହାସ ସବୁଠୁ ବଢିଆ...

  • @User-viwer1988Bijay
    @User-viwer1988Bijay หลายเดือนก่อน +28

    ବହୁତ୍ ବଡ଼ ସୂଚନା, ଏହା ଜାଣିବା ପରେ ଓଡ଼ିଆ ଓ ଓଡ଼ିଆ ଜାତି ଗର୍ବିତ ଅନୁଭବ କରିବେ, କେଉ କେଊ ଗଡ ଜିତି ଥିଲେ ସେ ବିଷୟରେ ଜାଣିବା କୁ
    ବହୁ ଓଡ଼ିଆ ଓଡିଶା ବାସୀ ଆଗ୍ରହ ପ୍ରକାଶ କରୁଥିବେ

  • @manaswinisahoo6357
    @manaswinisahoo6357 หลายเดือนก่อน +2

    ଆପଣଙ୍କୁ ଶତ ଶତ ପ୍ରଣାମ ଏବଂ ଧନ୍ୟବାଦ। ଅତୀତ ଗାରିମା ଏବଂ ତ୍ୟାଗରେ ଉଦବୁଦ୍ଧ ଏହି ଜାତିର ଅସ୍ମିତା ସଦା ଜାଜ୍ଜ୍ୱଲ୍ୟମାନ ରହିଥାଉ

  • @tikinamahapatra723
    @tikinamahapatra723 หลายเดือนก่อน +7

    ହେପ୍ରଭୁ ତୋତେ ହିଁ ତୁହି ରକ୍ଷା କର ମୁଁ ଛାର ମନୁଷ୍ୟ ମାତର

  • @tikinamahapatra723
    @tikinamahapatra723 หลายเดือนก่อน +5

    ଆଜ୍ଞା ବର୍ତ୍ତମାନ କଳି ଏଠି ବି କିଛି କଳାପାହାଡ଼ ଅଛନ୍ତି ପ୍ରଭୁ ଜଗନ୍ନାଥହିଁ ଭରଷା

  • @kamalakantapanda8822
    @kamalakantapanda8822 หลายเดือนก่อน +35

    ସାମ୍ବାଦିକ ବାବୁ ତମ ମୁହଁ ସମସ୍ତେ ଦେଖିଛନ୍ତି, ତେଣୁ ଅପର ପକ୍ଷ କୁ ଶୁଣିଲା, ଗପିଲା ବେଳେ ଦୟାକରି ଅପର ପକ୍ଷ ର ମୁହଁ କୁ ଅନାଇ କଥା ହେଲେ ଭଲ ଲାଗିବ. ଆଉ ସିଧା କ୍ୟାମେରା କୁ ଅନାଇ ରହିଲେ ଭଲ ଲାଗୁନାହିଁ, ଏଥି ପ୍ରତି ଧ୍ୟାନ ଦେବା ଜରୁରୀ. ନଂ ଚେତ ଓଟିଭି ରୁ ପଳାନ୍ତୁ.

    • @basudevparida265
      @basudevparida265 หลายเดือนก่อน

      ❤❤❤❤

    • @pradeepmishra4601
      @pradeepmishra4601 หลายเดือนก่อน +1

      Camera ku chahile natural laguni...kebe video banei sikhiba

    • @ranjitonenonly
      @ranjitonenonly หลายเดือนก่อน +2

      Sei reporter ta sabu bele semti. Jete bele b katha hue semti camera ade anei thiba. Semti hele real conversation bhalia laguni

    • @ashishashishmalik7475
      @ashishashishmalik7475 หลายเดือนก่อน +1

      ଇଏବା ଗୋଦି ମିଡିଆ😡🤣🤣🤣👨‍💻👨‍💻🤣

    • @dwarikaprasad2047
      @dwarikaprasad2047 หลายเดือนก่อน

      Ye repoter kebe change hebani sabubele khali camera ku aneithiba

  • @ranjeetpradhan5380
    @ranjeetpradhan5380 หลายเดือนก่อน +1

    ଖୁବ ଭଲ ଲାଗିଲା ଆମ ଇତିହାସ ଶୁଣି। ପୂଜ୍ୟ ମିଶ୍ର ମହୋଦୟଙ୍କୁ ସାଦର ପ୍ରଣାମ। ଜୟ ଜୟ ଶ୍ରୀ ଜଗନ୍ନାଥ🙏

  • @ratnakarswain1311
    @ratnakarswain1311 หลายเดือนก่อน +7

    ଓଡ଼ିଆ ଜାତିର କି ଭାବ କି ଭକତି
    କି ସଚ୍ଚୋଟତା
    ଶୁଣିଲେ ଗର୍ବ ଲାଗୁଚି
    ବା ବା ରେ ଓଡ଼ିଆ ଜାତି
    ବା ବା ରେ ଗଜପତି ମଉଡ଼ ମଣି
    ବା ବା ରେ ମୋ ଜାଗା ବଳିଆ
    ଗର୍ବଲାଗୁ ଛି ମୁଁ ଓଡ଼ିଆ
    ସବୁଠୁ ସୁନ୍ଦର ମୋ ଜାଗା ବଳିଆ,,,,,,,,,,,,,,,,,,,,,,,,,,,
    😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @loveforvillage4208
    @loveforvillage4208 หลายเดือนก่อน +14

    ଯେଉଁମାନେ ଏଠି ଭାଇଚାରା ର କଥା ଉଠେଇବ ଥରେ ୟେ ସବୁ ବିଷୟରେ ଜାଣିଥଅ

  • @SDsikhyastory
    @SDsikhyastory หลายเดือนก่อน +5

    ତମଠୁ କିଛି ଶିଖିବାର ଅଛି ଏବଂ ଓଡିଶା ରିପୋର୍ଟର କୁ ଧନ୍ୟବାଦ ଭାଇ

  • @swarnalatabehera8905
    @swarnalatabehera8905 หลายเดือนก่อน +21

    ସାର୍ ବହୁତ ଭଲ ଲୋକ ଏବଂ ଗବେଷକ ତାଙ୍କର ଐତିହ୍ୟ ଓଡିଶା କୋଣାର୍କ ଵିଷୟରେ ଗବେଷଣା କରୁଛନ୍ତି

  • @PramodKumarPradhan-mw8vp
    @PramodKumarPradhan-mw8vp หลายเดือนก่อน +4

    ଭା,ଜ,ପା ସରକାରଙ୍କୁ କୋଟି,କୋଟି ପ୍ରଣାମ ଏଥିପାଇଁ ରତ୍ନ ଭଣ୍ଡାର ବିସୟରେ ଓଡିଶା ବାସି ଅଗ୍ୟାତଂ ଥିଲେ ତାହା ଆଜି ଲୋକଲୋ
    ଚନକୁ ଆସିବାକୁ ଯାଉଛି ଆମେ ଓଡିଆ ଆଜି ଗର୍ବିତ ଆମକଳାଠାକୁରଙ୍କ ଅମାପ ଧନ ରତ୍ନ ଅଛି ଏହାକୁ ବି,ଜେ,ଡି,ସରକାର ଲୁଚାଇ ରଖିଥିଲା ସେଥିପାଇଁ ଭଣ୍ଡାର ଖୋଲୁନଥିଲା ଆଜିପର୍ଯନ୍ତ କଳା ଠାକୁର ଉପଯୁକ୍ତ ସାସ୍ତିଦେଇଛନ୍ତି

  • @sadhuprasadbehera5588
    @sadhuprasadbehera5588 หลายเดือนก่อน

    ବହୁତ ସୁ ସମ୍ବାଦ ପ୍ରକାଶ କରାଯାଇଛି , ଧନ୍ୟବାଦ ଓ ବହୁ ନମସ୍କାର ମହୋଦୟ ଙ୍କୁ 🙏🙏

  • @kp-gn8gf
    @kp-gn8gf หลายเดือนก่อน +1

    ଅତି ସୁନ୍ଦର ହୃଦୟସ୍ପର୍ଶୀ ଐତିହାସିକ
    ପ୍ରଥମ ଥର ଇତିହାସ ବିଷୟରେ ହୃଦୟ ଜିଜ୍ଞାସା

  • @puspalatajena3470
    @puspalatajena3470 หลายเดือนก่อน

    ମହାନ୍ ତ୍ଯାଗ ଓବଳିଦାନ ସମ୍ବନ୍ଧିତ ଗଭୀର ତତ୍ତ୍ବ ଆଜି ସାର୍ ଙ୍କ ଠାରୁ ଶୁଣି ଆଶ୍ଚର୍ଯ୍ଯ ଲାଗୁଛି।ହୃଦୟରୁ ପ୍ରଣାମ 🙏

  • @user-dz1ys9oq7j
    @user-dz1ys9oq7j หลายเดือนก่อน

    ବହୁତ ଭଲ ଲାଗିଲା ଜଗନ୍ନାଥ ଙ୍କ କଥା ଶୁଣି ଜୟ ଜଗନ୍ନାଥ 🙏🙏

  • @ramakrushnadalai2497
    @ramakrushnadalai2497 หลายเดือนก่อน +1

    Both Rabi Narayana Mishra and Surendra Mishra has valuable word regarding Lord Jagannath.I salute both of them.

  • @jagannathsevak1128
    @jagannathsevak1128 หลายเดือนก่อน +1

    The heart wrenching history mentioned by Dr Surendra Mishra is actually humiliating.. this was during the period of purushottama deva in which the rajput general keso das maru under Mughal emperor Jahangir made this humiliating treaty with the king of khurda. Our gajapatis have sacrificed a lot for mahaprabhu Sri Jagannath and his cultural heritage Jay Jagannath 🙏🙏

  • @prasantabehura9071
    @prasantabehura9071 หลายเดือนก่อน +1

    🙏ଜୟ ଜଗନ୍ନାଥ ମହାପ୍ରଭୁ ମଣିମା 🙏ଆମେ ଓଡ଼ିଆ କେତେ ମହାନ ମହାପ୍ରଭୁ ଙ୍କ ସନ୍ତାନ

  • @bishnupriyasrichandan6671
    @bishnupriyasrichandan6671 หลายเดือนก่อน +1

    ଆପଣଙ୍କ କଥା ଶୁଣି ଏବେ ମଧ୍ୟ ଆଖିରୁ ଲୁହ ଝରି ଯାଉଛି। ଵହତ ତଥ୍ୟ ଆମେ ଜାଣି ପାରିଲୁ। ବହୁ ଧନ୍ୟବାଦ ଜଣାଉଛି।

  • @user-nc4qn1ql2j
    @user-nc4qn1ql2j หลายเดือนก่อน +2

    Nua Katha sunilu,Heart touching thila

  • @JitendraKumarNayak-ov2gl
    @JitendraKumarNayak-ov2gl หลายเดือนก่อน +1

    ଓଁ ନମଃ ଶିବାୟ

  • @user-ii4gk2bs1e
    @user-ii4gk2bs1e หลายเดือนก่อน +2

    ମହାଶୟ 🙏🏻🙏🏻ରତ୍ନ ଭଣ୍ଡାର ଆଉ ଥାଇ ପରେ ଵା ସୁଡ଼ଙ୍ଗ ଥିବ କାରଣ ମହାପ୍ରଭୁ ବାମ୍ବର ବାରମ୍ବାର ପୁରୀରୁ ବାହାରକୁ ଯାଇଛନ୍ତି 🙏🏻🙏🏻

  • @chittaranjanrath3088
    @chittaranjanrath3088 หลายเดือนก่อน +1

    ଧନ୍ୟବାଦ ମିଶ୍ର ସାର୍

  • @ranjeetpradhan5380
    @ranjeetpradhan5380 หลายเดือนก่อน +1

    ରିପୋର୍ଟର ଭାଇଙ୍କ ଭାବନା ବିହୀନ ଅଙ୍ଗଭଙ୍ଗୀ ଆଉ ଧାନ ଉସୁଆଁ ହାଣ୍ଡି ଭଳି ମୁଖଭଙ୍ଗୀ କେମିତି ଅଡ଼ୁଆ ଅଡ଼ୁଆ ଲାଗିଲା।

  • @debidattaray6646
    @debidattaray6646 หลายเดือนก่อน +4

    How many movies can be made on Odisha's history, but we copy outside movie

  • @Soumyamishra211
    @Soumyamishra211 หลายเดือนก่อน +2

    Jay jagannath

  • @adityananda1218
    @adityananda1218 หลายเดือนก่อน

    Jay jagannath 🙏🙏 Alochona bahut sundar lagila 🙏🙏

  • @jaydevnathsharma4425
    @jaydevnathsharma4425 หลายเดือนก่อน +2

    Jay Jagannath sir,very crucial information

  • @manaswinisahoo6357
    @manaswinisahoo6357 หลายเดือนก่อน +1

    ଚମତ୍କାର ବର୍ଣ୍ଣନ । ଇତିହାସର ଏମନ୍ତ ଜୀବନ୍ତ ଦର୍ଶନ, ମୁଁ କାହିଁ କେବେ ମଧ୍ୟ ଶୁଣିନଥିଲି

  • @user-dz1ys9oq7j
    @user-dz1ys9oq7j หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ 🙏🙏

  • @Flexify007
    @Flexify007 หลายเดือนก่อน +1

    Jai Jagannath...

  • @dirgheshambarishsahoo1847
    @dirgheshambarishsahoo1847 หลายเดือนก่อน

    ଏହି ଐତିହ୍ୟ ସମ୍ପୁର୍ଣ୍ଣ ଶ୍ରୀକ୍ଷେତ୍ରର ଇତିହାସ ଜାଣିବା ପାଇଁ ଆପଣଙ୍କ ପରି ଜଣାଇବା ଦରକାର ୍

  • @taptimayeepandamishra222
    @taptimayeepandamishra222 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ ମଣିମା ମୋର ହେ,,,🙏🙏🌹🌹

  • @geetanjalidutta2933
    @geetanjalidutta2933 หลายเดือนก่อน

    Nice description.
    Thank you so much

  • @basantarout9538
    @basantarout9538 หลายเดือนก่อน

    ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏

  • @jnanadiptasamantaray1562
    @jnanadiptasamantaray1562 หลายเดือนก่อน

    ମିଶ୍ର ଭାଇନାଙ୍କ ଭଳି ଅନ୍ୟମାନଙ୍କ ଠାରୁ ସମସ୍ତ ଓଡ଼ିଶା ର ପୁରାତନ ମନ୍ଦିର ମାନଙ୍କର ଇତିହାସ ଧାରାବାହିକ ଭାବେ ଦିଆ ଗଲେ, ଖୁବ୍ ଭଲ ହୁଅନ୍ତା ।

  • @NarendraNayak-yq6pu
    @NarendraNayak-yq6pu หลายเดือนก่อน

    Jay shree jagannath 🌷🌷🙏🙏

  • @a.s.d6643
    @a.s.d6643 หลายเดือนก่อน

    ମୋର ସରକାର ଙ୍କୁ ଅନୁରୋଧ ଏହି ଭଳି ଲୋକ ଙ୍କୁ ଆଗକୁ ଅଣନ୍ତୁ

  • @LokanathaSuar
    @LokanathaSuar หลายเดือนก่อน

    ଜୟ ଜଗନ୍ନାଥ 🙏

  • @prabhasray675
    @prabhasray675 หลายเดือนก่อน +3

    Jay Jagannath

  • @birakishoresahoo3080
    @birakishoresahoo3080 หลายเดือนก่อน +4

    Sir pranam.Gabesak mahasaya thik kahuchhanti.Ganati manati hoi sarkar kebala record rakhantu.Disclose nakari kebala discrepancy if any may be disclosed n action be taken.

  • @pradipsa3355
    @pradipsa3355 หลายเดือนก่อน

    Jaya jagannath 🙏🙏

  • @user-po8sq5sp9k
    @user-po8sq5sp9k หลายเดือนก่อน

    Surendra babu apananku thanks

  • @simplescienceoftemplesjdrc4928
    @simplescienceoftemplesjdrc4928 หลายเดือนก่อน +1

    ଓଡିଶା ର ନାମକରଣ ଜଗନ୍ନାଥ ଦେଶ ହେବ। ଯେହେତୁ ଓଡ଼ିଶାର ଦୁର୍ଦ୍ଦଷ ପାଇକ ସେନା ସାରା ଭାରତରେ ବୀର ଭାବେ ପରିଚିତ ଥିଲେ ଏଣୁ ନା ବ୍ରିଟିଶ ନା ଭାରତ ସରକାର କେହି ପାଇକ ଏକାଡେମୀ ନା Kalinga Regiment ଷଡଯନ୍ତ୍ର କରି e ପର୍ଯ୍ୟନ୍ତ କରାଇ ଦେଲେନାହିଁ।
    ବାକି ରହିଲା ରତ୍ନ ଭଣ୍ଡାର ଏଭକି ଦେଶର ପ୍ରତ୍ୟେକ ପ୍ରଦେଶରେ ଓ ମନ୍ଦିର ମାନଙ୍କରେ ଥିଲା। ଯାହା ମନୁଷ୍ୟର ଆଖି ପାଇଁ ଏବଂ Thirdeye ପାଇଁ ଓ Brainlamp କୁ Recharge କରିବାରେ ସାହାଯ୍ୟ କରେ ଯାହାଦ୍ଵାରା ସ୍ପଷ୍ଟ ଚିତ୍ର ମାନସ ପଟରେ
    ଉଡଭାସିତ ହୁଏ।
    15ବର୍ଷ ହେଲା ଏ ବିଷୟ କୁ ବୁଝେଇ ବୁଝେଇ ଥକି ଗଲାଣି ମୋ କଣ୍ଠ। ଏଡ଼େ ବୋକା ଓ ଇର୍ଶ୍ୟାଳୁ ଭୂଷ୍ ପଣ୍ଡିତ ଏ ରାଜ୍ୟରେ ସବୁ ଅଛନ୍ତି ଯେ କିସ କହିବି।
    ସାର୍ ନମସ୍କାର, ମୁଁ Late Nakul Chandra Mallick ଙ୍କ କନିଷ୍ଠ ପୁତ୍ର ଜ୍ଞାନେନ୍ଦ୍ର ଆପଣଙ୍କୁ ପ୍ରଣାମ ଜଣାଉଛି।
    ମୋର ଏହି ନାମରେ Facebook page ଅଛି , ସେଠାରେ ମନ୍ଦିରର ଭୌତିକ ବିଜ୍ଞାନ ବିଶେରେ ଗବେଷଣା ମୁଁ ପ୍ରକାଶ କରି ଆସୁଅଛି, ଯାହା କି ପର୍ଯ୍ୟନ୍ତ କୌଣସି ପୁସ୍ତକ ରେ କି ଇଣ୍ଟରନେଟ ରେ ମୁଁ ପାଉନାହିଁ।
    ଜୟ ଜଗନ୍ନାଥ

    • @sumanta4593
      @sumanta4593 หลายเดือนก่อน

      Link to page

  • @sunilbhutia4728
    @sunilbhutia4728 หลายเดือนก่อน

    I am proud of you Baba❤

  • @sabitapadhi6433
    @sabitapadhi6433 หลายเดือนก่อน +2

    Sirnka katha thik

  • @user-lf2ti2vq8t
    @user-lf2ti2vq8t หลายเดือนก่อน

    ସାର୍ ଆପଣଙ୍କ କଥା ଶୁଣି ନିଜକୁ ଓଡ଼ିଆ ବୋଲି ଭାରି ଗର୍ବ ଅନୁଭବ ହେଉଛି ଆଉ ବେଶୀ ଖୁସି ଆମେ ଖୋରଧା ଜଟଣୀ ବସି

  • @ashokkumarbhuyan3937
    @ashokkumarbhuyan3937 หลายเดือนก่อน

    ବିଶ୍ଳେଷଣ ଅତି ଉଚ୍ଚକୋଟୀର, ଗର୍ବ ଅନୁଭବ କରୁଛୁ। କେଡେ ମହାନ ଜାତିର ଦୟାଦ ଆମ୍ଭେ।

  • @amareshchandranayak9533
    @amareshchandranayak9533 หลายเดือนก่อน +1

    ରାଜବାଟୀ ରେ କେତୋଟି ଖଣ୍ଡା ଅଛି ସେ ବିଷୟରେ ଟିକେ କୁହନ୍ତୁ

  • @j.b.n.-450
    @j.b.n.-450 หลายเดือนก่อน

    Jayjagannath

  • @SujitKumarbhom
    @SujitKumarbhom 29 วันที่ผ่านมา

    Jay Jagannath Jay odisha

  • @jayjagannatha7486
    @jayjagannatha7486 หลายเดือนก่อน

    Upastapanati bhala Lagila
    Namaste sir

  • @littlequeenrakhi
    @littlequeenrakhi หลายเดือนก่อน

    ଏବେ ଲୋକେ କେବଳ ପୀଡି ପିଡି ଭୋଗ ଲାଗି ରଖୁ ଛନ୍ତି ହେଲେ ସେଭଳି ତ୍ୟାଗ କାହିଁ ଆମେ ଏବେ ସ୍ବାର୍ଥ ପର ପାଲଟି ଯାଇଛୁ

  • @jogendrasahoo3709
    @jogendrasahoo3709 หลายเดือนก่อน

    Joy jagannath

  • @bijayjena9439
    @bijayjena9439 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @user-qw4ot2bz2r
    @user-qw4ot2bz2r หลายเดือนก่อน

    Jay Shri Jagannath ji

  • @maniramsabar4263
    @maniramsabar4263 หลายเดือนก่อน

    ଜୟ ଜଗନ୍ନାଥ 🎉

  • @user-bb1ws8cz8x
    @user-bb1ws8cz8x หลายเดือนก่อน

    पिक पटना शहर को मैं पहले से जानता हूं किसी को डरने वाला नहीं जयजगन्नाथ 🙏🙏🙏

  • @prafulladash2314
    @prafulladash2314 หลายเดือนก่อน +1

    Senapati Thila.

  • @SibaRauta-ll6yl
    @SibaRauta-ll6yl หลายเดือนก่อน

    Mu mana dhyana deiki sunuchi.
    Jai jagannath

  • @nigamanandamohapatra2347
    @nigamanandamohapatra2347 หลายเดือนก่อน

    ଏହା ସତ୍ୟ କାହାଣୀ। ଆଜି ବି ସେ କଥା ଶୁଣିଲେ ଦୁଃଖ ଲାଗେ ଆଉ ମନ ରେ କ୍ରୋଧ ଭରି ଯାଏ। ୟେ ଦେଶ ରେ ବାମ ପନ୍ଥି ମାନେ ଆମ ଈତିହାସ, ସଂଘର୍ଷ ଆଉ ବଳିଦାନ କୁ ମିଛ ତଳେ ପୋତି ଦେଇ, ଖାଲି ଗୁଡ଼ାଏ ଗପ ଲେଖି ଆମ କୁ ପଢ଼ାଇ ଚାଲିଛନ୍ତି।
    ମାତ୍ର ସତ୍ୟ କୁ କେହି ଲୁଚାଇ ପାରିବ ନାହିଁ। ସେ ଅଗ୍ନି ସବୁ କିଛି କୁ ପୋଡ଼ି ଜାଳି ପୁଣି ବାହାରକୁ ବାହାରି ଆସିବ।
    ୟେ ଦେଶ ୟେ ରାଜ୍ୟ ର ଲୋକେ ଆଉ ୟେ ପଞ୍ଝାଏ ରାଜନେତା ବିଚାର କରନ୍ତୁ, କାହିଁକି ଜଣେ ରାଜା ଜଣେ ପିତା କି ଅସହାୟ ଅବସ୍ଥାରେ ନିଜ କନ୍ୟା ଟିକୁ ଦେଈ ଦେଈ, ୟେ ଦେଶ ଜାତି ର ମାନ ରଖିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ବଞ୍ଚାଇ ଦେଲେ।

  • @lingarajsamantaray226
    @lingarajsamantaray226 หลายเดือนก่อน +1

    Respected Sir, Your investigation about Sri Mandira should be placed in +3 Level History Subject

  • @nalinidas9126
    @nalinidas9126 หลายเดือนก่อน

    ଓଡ଼ିଶା ରେ ନାହିଁ ରାଜା ପ୍ରୟଜନ, ଓଡ଼ିଶାର ରାଜା ସୋୟୋମ ନାରାୟଣ।
    ଜୟ ଜଗନ୍ନାଥ

  • @SibaRauta-ll6yl
    @SibaRauta-ll6yl หลายเดือนก่อน

    😢😢 Jai jagannath 🙏

  • @user-ej8fh2vv3o
    @user-ej8fh2vv3o หลายเดือนก่อน

    Good news samaste janibakatha

  • @madhusmitasahoo7584
    @madhusmitasahoo7584 หลายเดือนก่อน

    Pujya spada Sir apananku mora koti namaskar🙏🙏🙏🙏🙏🙏🙏🙏🙏 26:06

  • @jitendrasahu-sm6xm
    @jitendrasahu-sm6xm หลายเดือนก่อน

    Right

  • @debasismohapatra10
    @debasismohapatra10 หลายเดือนก่อน

    Bahut sundar...thik kahichanti

  • @ramachandrapanipani7424
    @ramachandrapanipani7424 หลายเดือนก่อน

    ସୁରେନ୍ଦ୍ର ବାବୁ ପୁଣି କଳିଙ୍ଗ ହୀରା କଥା କହୁଛନ୍ତି । ସୁବର୍ଣ୍ଣ ହୃଦ ପଦକ ଏବେ ଠାକୁର ପିନ୍ଧୁ ନାହାନ୍ତି କାହିଁକି ?

  • @pabitraswain8566
    @pabitraswain8566 หลายเดือนก่อน

    ❤❤❤❤

  • @narendrakumarhota5712
    @narendrakumarhota5712 หลายเดือนก่อน

    🙏

  • @parvakarnayak645
    @parvakarnayak645 หลายเดือนก่อน

    Uncle experience laazawab

  • @mirroroftheinsider7038
    @mirroroftheinsider7038 หลายเดือนก่อน

    🙏🙏🙏🙏

  • @puspanjalisahu1152
    @puspanjalisahu1152 หลายเดือนก่อน

    Dhaniya ek Katha Kai bar Jay Jagannath Jay Bappa namaskar maskara grahan Kerala se dhanyvad

  • @Pabitra_Entertainment
    @Pabitra_Entertainment หลายเดือนก่อน +3

    🙏🙏🙏🙏🙏😒

  • @jayjagannatha3717
    @jayjagannatha3717 หลายเดือนก่อน

    Jai jaganatha

  • @sahoomalilata7296
    @sahoomalilata7296 22 วันที่ผ่านมา

    Jaye Jagannath Swani

  • @BulaDas-sr9dl
    @BulaDas-sr9dl หลายเดือนก่อน +3

    ଆପଣଙ୍କୁ କୋଟି କୋଟି ନମସ୍କାର

  • @binodinimeher4298
    @binodinimeher4298 หลายเดือนก่อน

    Jay sree Jagannath swami I'm

  • @moodisha4092
    @moodisha4092 หลายเดือนก่อน +1

    ଭାଇ ତମେ କେମେରା କେବେ ଦେଖି ନ😅

  • @dushmantakumarbaral8518
    @dushmantakumarbaral8518 หลายเดือนก่อน

    OMG

  • @swarnalatabehera8905
    @swarnalatabehera8905 21 วันที่ผ่านมา

    ସାର ଧରିତ୍ରୀ ପେପର ରେ ମଦଳା ପାଞ୍ଜି ବିଷୟରେ ଐତିହ୍ୟ ଓଡିଶା ରେ ଆଉ ଥରେ ଦିଅନ୍ତୁ

  • @manasdalai4028
    @manasdalai4028 หลายเดือนก่อน +1

    ସବୁ ପାଣ୍ଡୁ ଚୋରେଇ ନେଇ ଯାଇଛି

  • @sachikantasahu1328
    @sachikantasahu1328 26 วันที่ผ่านมา

    ଆମ ଇତିହାସ ସତରେ କେତେ ବିସ୍ମୟ,
    କିନ୍ତୁ ଆମେ ପଢ଼ିଛୁ କେବଳ ପଠାଣ ଙ୍କ ବିଷୟରେ ପ୍ରାୟ ୮୦%. ଆମ ଇତିହାସ ରେ,
    Only responsible for Gandhi( Muslim) family and Congress party .

  • @gourangchparida6626
    @gourangchparida6626 หลายเดือนก่อน

    ଏହାର ଶାସ୍ତ୍ରୀୟ ଉତ୍ସ କଣ?

  • @prasantmohapatra6575
    @prasantmohapatra6575 หลายเดือนก่อน

    A great research work.🙏

  • @globaldigitalservices1202
    @globaldigitalservices1202 หลายเดือนก่อน +1

    sir kana kahidele iye sabu. apananku chira namasya

  • @Shkr_Bab
    @Shkr_Bab หลายเดือนก่อน +1

    If people will not know, then how the property belongs to Odia Jati.

  • @indramanipanda3539
    @indramanipanda3539 หลายเดือนก่อน +1

    Suniuchantita e seculary sambldhanik sarkar.

  • @dr.pradiptakumarnanda9385
    @dr.pradiptakumarnanda9385 หลายเดือนก่อน

    ନ ଜଣାଇଲେ ଆପଣ କେମିତି ଜାଣିବେ ?

  • @diptiskumarbal3778
    @diptiskumarbal3778 หลายเดือนก่อน +1

    Kedarnath mandra ru sabu suna gayab hela parika Puri ru bi hele kichi vabiba ra nahi . Bjp kouthi achi sabu sambab

  • @ramachandrapanipani7424
    @ramachandrapanipani7424 หลายเดือนก่อน

    ଆମ ଇତିହାସ ଲେଖକ ମାନେ ଏସବୁ ଲେଖି ନାହାନ୍ତି କାହିକି ,?

  • @sachinkumarsahu579
    @sachinkumarsahu579 หลายเดือนก่อน

    Jay Jagannath 🙏🏽🌸🙏🏽🌸🙏🏽

  • @SK24NYK
    @SK24NYK หลายเดือนก่อน

    Bahi tike background sound kam karidiya 😢