New Video Of Kamiya Jani Discloses Secret. । Nirbhay Gumara Katha

แชร์
ฝัง
  • เผยแพร่เมื่อ 29 ก.ย. 2024
  • New Video Of Kamiya Jani Discloses Secret. । Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / ni

ความคิดเห็น • 553

  • @bhubanmohanty3853
    @bhubanmohanty3853 9 หลายเดือนก่อน +61

    ଏଠି ଓଡ଼ିଆ ମାନଙ୍କର ସ୍ୱାଭିମାନର ଅଭାବ ନହେଲେ BJDର ନେତାମାନେ ଗୋଟେ ଅଣଓଡ଼ିଆର ପାଦ ଚାଟୁଛନ୍ତି

    • @bibhudattanayak1099
      @bibhudattanayak1099 9 หลายเดือนก่อน +2

      Absolutely right

    • @sarbeswarmishra6695
      @sarbeswarmishra6695 9 หลายเดือนก่อน +1

      Odissa. Bjd. Poltician. Are....,,. Napunsaka,,..... Nabin. Babu. Has. Not. Known. What. Is...,,,, swaviman,,,,,,. Of. Odissa

  • @subhabratamishra4465
    @subhabratamishra4465 9 หลายเดือนก่อน +5

    ଜୟ୍ ଜଗନ୍ନାଥ୍‌ ଆଜ୍ଞା, 'ନିର୍ଭୟ' ର ସେବା ପାଉଥିବା ସଦସ୍ୟ ସଂଖ୍ୟା ୨ଲକ୍ଷ ହୋଇଥିବା ଜାଣି ବହୁତ୍ ଖୁସି ଲାଗିଲା । ଆମେ ଚାହୁଁଛୁ କି ଏହି ସଂଖ୍ୟା ୨ ନିୟୁତ କୁ ବୃଦ୍ଧି ପାଉ ଏବଂ 'ନିର୍ଭୟ୍' କୁ ଇଂରାଜୀ ନୂତନ୍‌ ବର୍ଷ‌ର‌ ଶୁଭାଭିନନ୍ଦନ୍।

  • @PramodaDash-r3g
    @PramodaDash-r3g 9 หลายเดือนก่อน +5

    Jay jagannath

  • @krishnatripathy47
    @krishnatripathy47 9 หลายเดือนก่อน +1

    Well analysed Sir 😊🙏

  • @khirodhota1440
    @khirodhota1440 9 หลายเดือนก่อน +1

    ଦୋଷ ନବୀନ ବାବୁ ବିଶ୍ଵ ବିଖ୍ୟାତ ମାନ୍ୟବର ଙ୍କର।

  • @Abhimanyu97762
    @Abhimanyu97762 9 หลายเดือนก่อน

    ସେଇୟାହିଁ ହେଉଛି ଆମେ ମାଗଣା ଖିଆଙ୍କ ମୁଣ୍ଡ କେତେ ସେ ଭଲ ରେ ଜାଣିଛି

  • @himansudash9149
    @himansudash9149 9 หลายเดือนก่อน

    ସାଲବେଗ ମୁସଲମାନ ହୋଇ ଜଗନ୍ନାଥଂକ ଭକ୍ତ ହୋଇଥିଲେ। ଓଡିଆ ଖୋଡିଆ ଜାତି। ଇନ୍ଦିରା ଗାନ୍ଧୀଂକୁ ପୁରାଇ ଦେଇ ନଥିଲେ। ତମେ ଶଳେ ବାଳ ରାଜନୀତି କରୁଛ। ଭକ୍ତ ର ଭଗବାନ। ତମେ ରୋକିବାକୁ କିଏ?

  • @ManoramaPatra-pi2lj
    @ManoramaPatra-pi2lj 9 หลายเดือนก่อน +21

    ପାଣ୍ଡିଆନ, ଜାନୀକୁ ନେଇକି ଟିକେ ତିରୁପତି ମନ୍ଦିରକୁ ଯାଆନ୍ତୁ ଦେଖିବା ।

  • @hrudanandapradhan6194
    @hrudanandapradhan6194 9 หลายเดือนก่อน +35

    ପ୍ରଭୁ ଜଗନ୍ନାଥ ଙ୍କ ଦ୍ରୋହୀ ର ରକ୍ଷା ନାହିଁ... ଏହାର ପରିଣାମ ଅତୀବ ଭୟଙ୍କର!

    • @ashwinisahu6584
      @ashwinisahu6584 9 หลายเดือนก่อน +1

      Pandian HINDU BIRODHI 🎉🎉

  • @jchoudhury274
    @jchoudhury274 9 หลายเดือนก่อน +137

    2024 ରେ ଯଦି ଓଡ଼ିଶା ବାସୀ ଭୁଲ୍ ନିଷ୍ପତି ନିଅନ୍ତି ଆମକୁ ବହୁତ୍ ପସ୍ତlଇ ବାକୁ ପଡ଼ିବ ଜୟ ଜଗନ୍ନାଥ

    • @baikunthabehera3971
      @baikunthabehera3971 9 หลายเดือนก่อน +6

      AGUA PRATI PACHAYAT KU 50 LAKHY MADHA CHIKEN CHINGUDI RASUNHA KHATA LAGI PRADHAN KARAJAICHI.

    • @UdyanathSahoo-z6p
      @UdyanathSahoo-z6p 9 หลายเดือนก่อน +3

      Right

    • @roguestriker6406
      @roguestriker6406 9 หลายเดือนก่อน +3

      500 mada mausa hele bjd jitiba 😢

    • @igouttampatro6300
      @igouttampatro6300 9 หลายเดือนก่อน +4

      କଣ କରିବା ନବୀନ ହିଁ ଆସିବ
      ଲୋକ ତ ମୂର୍ଖ କୋଢ଼ୀ ଆ
      ମାଗି ଖିଆ ହୋଇ ଗଲେଣି

    • @lalmohanpatra6529
      @lalmohanpatra6529 3 หลายเดือนก่อน

      ❤, de 😅 25:27 by CT​@@baikunthabehera3971

  • @prakashtarai896
    @prakashtarai896 9 หลายเดือนก่อน +70

    ଜିଏ ସଚା ଓଡ଼ିଆ ହେଇଥବ ଆମ ପ୍ରଭୁଙ୍କ ପାଇଁ ଲଢ଼େଇ କରିବ, ଜିଏ ଦୋଗଲା ହେଇଥିବ ସିଏ ଏ ଦୋଗଲା ଅଣ ଓଡ଼ିଆକୁ ସମର୍ଥନ କରିବ, ଜୟ ଜଗନ୍ନାଥ ସ୍ବାମୀ🙏🙏🙏

  • @geetaranisamal6638
    @geetaranisamal6638 9 หลายเดือนก่อน +25

    ଜଗନ୍ନାଥ ଏମାନଙ୍କୁ ଉଚିତ୍ ଶିକ୍ଷା ଦେବେ

  • @mishrabisudhananda3551
    @mishrabisudhananda3551 9 หลายเดือนก่อน +44

    ଓଡ଼ିଶା ଆକାଶ ରେ ପାଣ୍ଡିଆନ ସ୍ୱରୂପ କଳା ବାଦଲ ଘୋଟି ଆସିଛି।ଯାହା ଓଡ଼ିଶାରେ ଚାଲିଛି,ଓଡ଼ିଆ ଲୋକଙ୍କ ଆତ୍ମ ସମ୍ମାନ ଭୁଲୁଣ୍ଠିତ।ଓଡ଼ିଶା ଲୋକ ମଧ୍ୟ ଲଜ୍ଜ୍ୟା ହିନ ଭାବେ ସବୁ ସହି ଯାଉଛନ୍ତି। ଏ ପ୍ରକାର ଓଡ଼ିଆ ଲୋକ ଙ୍କ ସ୍ଵଭାବ ସମଗ୍ର ଭାରତ ରେ ଭାରତ ର ଲୋକ ମାନେ ଛି ଛି କରିବେ ଓ କରୁଛନ୍ତି।

  • @BhubaneswarBehera-nr8ir
    @BhubaneswarBehera-nr8ir 9 หลายเดือนก่อน +13

    ନବୀନବାବୁ ଜଣେ ଅଣଓଡ଼ିଆ ତେଣୁ ତାଙ୍କର ଓଡ଼ିଆ ମାନଙ୍କୁ ପସନ୍ଦନାହିଁ ସେଥିପାଇଁ ସବୁବାହାରୁ ଆଣୁଛନ୍ତି.2-ପାଣ୍ଡିଆନ ଆଜିର କଳାପାହାଡ଼ ଭାଙ୍ଗିସାରିଲାଣି ଲୁହାର ବାଡ଼ ଓଡିଶା ପରାଧୀନ ହବ, ଓଡ଼ିଆ ସଂକୃତି ଲୋପ ପାଇବ 🙏

  • @bijaysahoo5544
    @bijaysahoo5544 9 หลายเดือนก่อน +19

    ଏହାର ଜବାବ ଓଡ଼ିଶା ବାସୀ ନିଶ୍ଚିତ ଦେବେ।

    • @basantapattnaik7812
      @basantapattnaik7812 9 หลายเดือนก่อน

      ଓଡିଶା ବାସି ନବୀନ ପ୍ରିୟ ବହୁତ ପରିମାଣରେ
      କାରଣ ଏମାନଙ୍କୁ ଟଙ୍କା ଏବଂ ମଦ ମିଳୁଛି ତେଣୁ ବିଜେଡି କୂ ଜିତେଇବେ ଲୋକ ଜଦି ସୁଧୀରିବେ ତାହାହେଲେ ବିଜେଡି ହାରିବ

  • @pradiptakumarmahakhuda2377
    @pradiptakumarmahakhuda2377 9 หลายเดือนก่อน +239

    ପାଣ୍ଡିଆନ ଭାବୁଛି ମୁଁ ଓଡିଶା ର ସର୍ବେସର୍ବା. ମୁଁ ଯାହା ଚାହିଁବି ତାହା କରିବି. ଧନ୍ୟ ଆମ ଓଡିଶା ର ଲୋକମାନେ. ପାଣ୍ଡିଆନ ଜଣେ ବିଧର୍ମୀ ମହିଳା କୁ ଜଗନ୍ନାଥ ମନ୍ଦିର କୁ ନେଇ ଓଡିଶା ର ଲୋକଙ୍କ ବିଶ୍ୱାସ ରେ ବିଷ ଦେଇଛି.

    • @DocTapan
      @DocTapan 9 หลายเดือนก่อน +16

      ତଥାପି ଓଡ଼ିଆ ପାଦ ଚାଟିବା ଛାଡୁଛନ୍ତି କି.....

    • @piyushrajkumar15
      @piyushrajkumar15 9 หลายเดือนก่อน

      ବିଜୁ ବାବୁ ସ୍ବପ୍ନ ଦେଖିଥିଲେ ଜଗନ୍ନାଥ ଙ୍କୁ ଓ ଓଡ଼ିଆ ମାନଙ୍କୁ ତାମିଲ କୁ ବିକ୍ରି କରିବେ ଯାହାକୁ ତାଙ୍କ ସୁପୁତ୍ର ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି.

    • @sarojdash1274
      @sarojdash1274 9 หลายเดือนก่อน +9

      V k p is not responsible those are support him they are more responsible

    • @krushnakuna1341
      @krushnakuna1341 9 หลายเดือนก่อน +7

      ସମ୍ପୂର୍ଣ୍ଣ ଠିକ୍ କଥା

    • @whatisthis1900
      @whatisthis1900 9 หลายเดือนก่อน +9

      village voters 500 au nib/2ta beer😂😂 are responsible, what can u do!

  • @debasishamallick8751
    @debasishamallick8751 9 หลายเดือนก่อน +12

    ସର୍ବ ଶେଷରେ ମୁଁ ଏତିକି କହିବି ମରଣ କାଳେ ବିପରୀତ ବୁଦ୍ଧି

  • @roshnimohapatra2797
    @roshnimohapatra2797 9 หลายเดือนก่อน +18

    ଜୟ ଶ୍ରୀ ଜଗନ୍ନାଥ 🙏
    ଆମ ପରମ୍ପରା ଆମ ସଂସ୍କୃତି ର ଅନନ୍ୟ ପ୍ରସାର ପ୍ରଚାର ପାଇଁ ବିଶେଷ ଭାବରେ ସନାତନ ଧର୍ମି ଉକ୍ଲଳୀୟ ପ୍ରାଣର କଥା କୁହା ଦାରୁ ଦେବତା ପ୍ରଭୁ ଜଗନ୍ନାଥଙ୍କ ର ମନ୍ଦିର ହେଉ ଅବା ମହାପ୍ରସାଦ ହେଉ କୌଣସି ଟିର ପ୍ରସାର ପ୍ରଚାର ନିମନ୍ତେ ଗୋମାଂସ ଭକ୍ଷି ମହିଳା ଙ୍କର ସୁପାରିସ ଆବଶ୍ୟକ ନାହିଁ କାରଣ ପ୍ରଭୁ ଜଗନ୍ନାଥ ସାରା ବିଶ୍ଵ ବିଦିତ ଅନନ୍ତ କୋଟି ବ୍ରହ୍ମାଣ୍ଡର ଆଦିମୂଳ ମହାନାୟକ ଙ୍କୁ ଆବାଳ ବୃଦ୍ଧ ବନିତା ଜାଣିଛନ୍ତି। ଅମେ ଆମ ପରମ୍ପରା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ବଞ୍ଚି ଜାଣିଛୁ ତେଣୁ ଏହା ଏକ ଜଘଣ୍ୟ ଅପରାଧ ଏଥିପାଇଁ ଦୋଷୀ ଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯିବା ଉଚିତ୍............

  • @mishrabisudhananda3551
    @mishrabisudhananda3551 9 หลายเดือนก่อน +35

    ପ୍ରଥମ ଭୁଲ ଓଡ଼ିଆ ଲୋକଙ୍କର କାରଣ ସେମାନେ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କଲେ।ଦ୍ଵିତୀୟ ଭୁଲ ନବୀନ ପଟ୍ଟନାୟକଙ୍କ ର କାରଣ ସେ ସେ ଘୋର ଓଡ଼ିଆ ବିରୋଧୀ ,ଓଡ଼ିଆ ପୂଜ୍ୟ ଜଗନ୍ନାଥ ଙ୍କ ବିରୋଧୀ କୁ ଅତ୍ୟଧିକ କ୍ଷମତା ଦେବା।

    • @priyacharandas653
      @priyacharandas653 9 หลายเดือนก่อน +1

      ନବୀନ ପଟ୍ଟନାୟକ ଜଣେ ଖ୍ରୀଷ୍ଟିଆନ ଇଂରାଜୀ

    • @sriyanshupadhi6627
      @sriyanshupadhi6627 8 หลายเดือนก่อน

      Hindu birodhi

    • @SweetyPatnayak
      @SweetyPatnayak 3 หลายเดือนก่อน

      Loka nuhe basti au gaon loka

  • @saratsahu4354
    @saratsahu4354 9 หลายเดือนก่อน +51

    ସାର ବହୁତ ଭଲ କହୁଛନ୍ତି, ଆପଣ ଙ୍କୁ କୋଟି କୋଟି ନମସ୍କାର 🙏🙏🙏

  • @kishorechandrasekharmishra2658
    @kishorechandrasekharmishra2658 9 หลายเดือนก่อน +18

    କଳାପାହାଡ଼ ଓ କାମିଆ ଜାନୀ
    ଖାଇଲେ ଅବଢା ମିଶି
    ଜଗା ଅଭିଶାପ ପଡିବ ରହିଥା
    ପାଖେଇ ଆସିଲା ଚବିଶି

    • @rajadash9390
      @rajadash9390 9 หลายเดือนก่อน +1

      ତୋ ଗାଣ୍ଡିରେ ପଶିଲା ଘୁଷୁରୀ ବାଣ୍ଡ
      ନବୀନା ଦାସ ଗାଣ୍ଡିରେ ପଶିବ କୁକୁର ବାଣ୍ଡ
      ଦୁଇ ଜଣ ଯାକ ଘିଆଁ ଘିଁ ହୁଅ
      ତୁମ ମାଇକିନା ହେବେ ରାଣ୍ଡ

    • @samratkeshariojha2169
      @samratkeshariojha2169 9 หลายเดือนก่อน

      Kalijuga sesahev

  • @Save_Odisha_from_looters
    @Save_Odisha_from_looters 9 หลายเดือนก่อน +4

    ପାଣ୍ତିଆନ ଜଣେ ଧଳା ସାଟ୍ ପିଦ୍ଧା କଳାପାହାଡ.... । ତାକୁ କଣ ତାମିଲନାଡୁର ଉର୍ନ୍ନତି କରିବାକୁ କାମ ମିଳିଲାନି ସେ ଆମ ମହାପ୍ରଭୁକୁଂ ଉଦ୍ଧାରିବାକୁ ଆସିଛି..! ସବୁ ଧ୍ବସଂ କରିଦେବ । ନାରୀ ମାନେ, ଯୁବକ ଭାଇ ମାନେ , ବିଷେଶ କରି ପୁରୀ ବାସୀ ଜାଗ୍ରତ ହୁଅ । ରାଜ ରାସ୍ତାରେ ଆନ୍ଦୋଳନ କର । ନଚେଚ ଏ ତାମିଲ ବାବୁ ପୁରୀ ବାସିକୁଂ ଦିନରେ ଲଣ୍ଠନ ଦେଖେଇ ଶ୍ରୀ ମନ୍ଦିରକୁ ଲୁଣ୍ଠନ କରିନେବ । ଏହା ସତ୍ୟ । ଜାଗ ଓଡିଆ ଜାଗ ।

  • @d49100
    @d49100 9 หลายเดือนก่อน +9

    ପ୍ରତୈକ ଆରମ୍ଭର ଶେଷ ଥାଏ , ଏଇଟା ଶେଷ ହେବାର ସୂଚନା

  • @leenamishra9044
    @leenamishra9044 9 หลายเดือนก่อน +19

    Even Indira Gandhi was not permitted to Srimandir. Therefore every Odia in Odisha shoul take a step to give a right reply to the Naveen Govt

  • @motilaldash4645
    @motilaldash4645 9 หลายเดือนก่อน +7

    ଆମେ ଓଡ଼ିଆ ମେଣ୍ଢା ଆମେ ଓଡ଼ିଆ ତେଲୁଆ

  • @trilochanpatnaik6321
    @trilochanpatnaik6321 9 หลายเดือนก่อน +5

    ଏ ସମସ୍ତ ବିଭ୍ରାଟ ର ସୁତ୍ରଧର mr. Vkp ଆମ acting ମୁଖ୍ୟମନ୍ତ୍ରୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କମ୍ ଦୋଷୀ ନୁହଁନ୍ତି। କାରଣ ସେ ହିଁ kamia Jani ନାଟକ ର producer ଓ vkp ଡାଇରେକ୍ଟର। ଏ କ୍ଷେତ୍ରରେ କ୍ଷମା ମାଗିବା ବଡ କଥା ନୁହଁ। All should be punished. Else mahaprabhu will take action.

  • @mnsirmathematics269
    @mnsirmathematics269 9 หลายเดือนก่อน +2

    ଜଗନ୍ନାଥ ଏ ପାପୀମାନଙ୍କୁ ଦଣ୍ଡ ଦିଅନ୍ତୁ।। ଆପଣ ପୂର୍ବ ସପ୍ତାହ େର ଯାହା ଆଲୋଚନା କରୁଥିଲେ, ମୋଦୀ ବର୍ଷା କରାଇବେ,, ବିଜେପି ତଳ ସ୍ଥର ର ସଂଗଠନ ବିଜେଡି ଭଳି ସୁଦ୍ରୁଢ ନୁହେଁ।, ଓଡ଼ିଶା ର ବିଜେପି ନେତା ମାନେ ଅଳସୁଆ, ଭୂବନେଶ୍ୱର ରେ ବସି ଦିବା ସପନ ଦେଖନ୍ତି, ଅତିକମରେ ଏହି ନେତା ମାନେ ଦିଲ୍ଲୀ ଯାଇଥିଲା ବେଳେ, ମୋଦୀ କେତେ ପରିଶ୍ରମୀ ତାହା ଶିକ୍ଷା କରିବା କଥା।, ତାହା ହେଲେ ବିଜେପି ଏ ଜନ ଅଷନ୍ତୋଷର ଫାଇଦା ପାଇପାରନ୍ତା, ଜୟ ଜଗନ୍ନାଥ

  • @pramodkumarbhoiasiofpolice4360
    @pramodkumarbhoiasiofpolice4360 9 หลายเดือนก่อน +7

    Sir, ନମସ୍କାର
    ଆଜି ଏତେ ବିଳମ୍ବରେ ଦେଲେ?

  • @adityasahu4758
    @adityasahu4758 9 หลายเดือนก่อน +22

    ଜାଗ ଓଡ଼ିଶା ବାସୀ ଜାଗ, ନତୁବା ଓଡ଼ିଶା ତାମିଲ ଶାସନ ଓଡ଼ିଶା ରେ ଲାଗୁ ହେବ

  • @dhamirona8662
    @dhamirona8662 9 หลายเดือนก่อน +3

    କରି କରାଉ ଥାଏ ମୁହିଁ......ଓଡ଼ିଶାର ଅଶି ଭାଗ ଲୋକ ଚାହୁଁଥିଲେ ଏ ପାପିଷ୍ଟ ଶ୍ରୀମନ୍ଦିର ବିକୃତକାରୀ ସରକାର କେମିତି ଯିବ କିନ୍ତୁ ଟଙ୍କା ମଦ ମାଂସ ଦେଇ କିଛି ସ୍ଥାନ ରେ ଧାର୍ମିକ ଭାବାବେଗ କୁ ଧରି ମନ୍ଦିର ଗୁଡିକୁ ଟଙ୍କା ଦେଇ ,ମହିଳା ମାନଙ୍କୁ ରୁଣ ଗ୍ରସ୍ତ କରି ବିଜେଡି (ପି) ହାରିବା ଅବସ୍ତା ରେ ନଥିଲା। ସେଥିପାଇଁ ଆମେ ଓଡ଼ିଆ ଶ୍ରୀ ଜଗନ୍ନାଥ ଙ୍କୁ ତ୍ରାହି ତ୍ରାହି ଚିତ୍କାର କରୁଥିଲୁ। ଭଗବାନ ସ୍ବୟଂ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ କୁ ଓଡ଼ିଆ ଲୋକ ଙ୍କ ସାମନା ରେ ଠିଆ କରାଇଛନ୍ତି। ବର୍ତ୍ତମାନ ଜଣା ପଡିବ ଓଡ଼ିଆ ଶ୍ରୀ ଜଗନ୍ନାଥ ଙ୍କ ର କେତେବଡ ଭକ୍ତ। ନିଜ ଆରଧ୍ୟ ଦେବତା ଙ୍କ ଅପମାନ ର କଣ ପ୍ରତିଶୋଧ ନେଇ ପାରୁଛନ୍ତି। ଆଉ ରହିଲା ବିଜେପି ଏ ଇଶ୍ୟୁ କୁ ଗାଆଁ ଗାଆଁ କୁ ନେଇ ସରକାର କୁ ବରଖାସ୍ତ କରି ପାରୁଛି କି ନାହିଁ। ଯଦି ସଲାସୁତୁରା ହୋଇ ଚୁପ୍ ରହିବେ ସେ କଂଗ୍ରେସ ହେଉ ଏପରିକି କଳିଙ୍ଗ ସେନା ଭଳି ଦଳ ମଧ୍ଯ ଯଦି ଏ ଅପରାଧ କୁ ଗାଁ ଗାଁ ରେ ପହଞ୍ଚାଇ ଲୋକ ଙ୍କ ହୃଦୟ ରେ ଶ୍ରୀଜଗନ୍ନାଥ ଙ୍କ ବାର୍ତ୍ତା ପହଞ୍ଚାଇ ପାରିବ ସେ ଅନାୟସ ରେ ଆସନ୍ତା ସରକାର ଗଠନ କରି ପାରିବ। ବିଜୟ ମହାପାତ୍ର, ଦୀଲିପ ରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ବୌଜନ୍ତ ପଣ୍ଡା, ଭର୍ତୃହରି ମହତାବ, ପ୍ରଦୀପ ପାଣିଗ୍ରାହୀ ମିଳିତ ହୋଇ କର ବା ମର ବା ଜେଲ୍ ରେ ଶଢ କୌଣସି କଥାକୁ ଭୃକ୍ଷେପ ନକରି ଦୂର୍ବାର ଆନ୍ଦୋଳନ କଲେ ଓଡ଼ିଶାରେ ସରକାର ଗଠନ କରି ଶ୍ରୀ ଜଗନ୍ନାଥ ଙ୍କ ମାନ ରକ୍ଷା କରି ପାରିବେ। 🙏

  • @Save_Odisha_from_looters
    @Save_Odisha_from_looters 9 หลายเดือนก่อน +3

    ଓଡ଼ିଶାରେ ତାମିଲ ପାଣ୍ଡୁଆ ର ଆତଙ୍ ରାଜ ଚାଲିଛି
    ଚୋର ଦଲାଲ କୁ ଆଗ ଓଡ଼ିଶାରୁ ବାହାର କର ଆମ ଓଡ଼ିଆର ପ୍ରାଣ ପ୍ରତିଷ୍ଠାତା ପ୍ରଭୁ ଜଗନ୍ନାଥଙ୍କ ପାଖକୁ କଣ ପାଇଁ ଗୋମାଂସ ଭକ୍ଷଣ କରୁଥିବା ଜଣେ ପାପିନିକୁ ପ୍ରବେଶ କରିଛନ୍ତି

  • @Katak_Dk
    @Katak_Dk 9 หลายเดือนก่อน +17

    ଆପଣଙ୍କ ଚାନେଲ 2କୋଟି ରେ ପହଞ୍ଚୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା 🙏

  • @santoshakumarsantoshakumar4962
    @santoshakumarsantoshakumar4962 9 หลายเดือนก่อน +5

    ଏପରି ଅପମାନ କୁ ସହି ନ ପାରି ସାରଥୀ ବାବା ର ସାମ୍ରାଜ୍ୟ କୁ ଧ୍ୱଂସ କଲେ .. ସେମିତି ଅବସ୍ଥା ବୋଧେ ଆସିଲା ବିଜେଡି ସରକାର .. ଜୟ ଜଗନ୍ନାଥ

    • @santoshakumarsantoshakumar4962
      @santoshakumarsantoshakumar4962 9 หลายเดือนก่อน +1

      ଏପରି ଅପମାନ କୁ ସହି ନ ପାରି ସାରଥୀ ବାବା ର ସାମ୍ରାଜ୍ୟ କୁ ଧ୍ୱଂସ କଲେ .. ସେମିତି ଅବସ୍ଥା ବୋଧେ ଆସିଲା ବିଜେଡି ସରକାର .. ଜୟ ଜଗନ୍ନାଥ

  • @MadhabKhatua-ub2nw
    @MadhabKhatua-ub2nw 9 หลายเดือนก่อน +8

    ପାନ୍ଡିଆନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

  • @rakeshkumarbehera4947
    @rakeshkumarbehera4947 9 หลายเดือนก่อน +32

    Sad to see such a humiliation of Odia thought and Jagannath Hope Odia people will understand this in 2024.

  • @kailashchandramohanty4776
    @kailashchandramohanty4776 9 หลายเดือนก่อน +6

    ଅତୀତର ଉତ୍କଳ ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଆକାଶ ପାତାଳ ର ପ୍ରଭେଦ ରହିଛି l ସେହି କ୍ରମରେ ବର୍ତ୍ତମାନର ଓଡ଼ିଶା ର ଜନସାଧାରଣ ଙ୍କ ମାନସିକତା ପରିବର୍ତ୍ତନ ହୋଇଛି l ନହୋଇ ଥିଲେ କାମିଆ ଜାନି ଓ ତାଙ୍କୁ ଏଠାକୁ ତାଙ୍କୁ ଡାକି ଥିବା ବ୍ୟକ୍ତି ଏତବେଲକୁ କୁଆଡେ ହଜି ଜାଇ ଥାନ୍ତେ l

  • @rrsgamer5810
    @rrsgamer5810 9 หลายเดือนก่อน +4

    Mg Pandian Odisha ku khaidela. Madua Odisha basi khus

  • @satyabhau69
    @satyabhau69 9 หลายเดือนก่อน +2

    ପାଣ୍ଡୁ ତାକୁ ଶୋଇବା ପାଇଁ ନେଇକି ଆସିଥିଲା 😂😮

  • @arjunpradhan5615
    @arjunpradhan5615 9 หลายเดือนก่อน +1

    କାମୀୟା ଜାନୀ ପିନ୍ଧିଥିବା ଡ୍ରେସ କି ସଂଙ୍କେତ ଡେଉଁଛି।

  • @prasantasing771
    @prasantasing771 9 หลายเดือนก่อน +7

    ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରଚାର ପ୍ରସାର କଣ ଦରକାର ସେ ପରା ଜଗତ ର ନାଥ

  • @tunanayak6185
    @tunanayak6185 9 หลายเดือนก่อน +2

    ସବୁ ଜଗନ୍ନାଥ ଙ୍କ ଲୀଳା
    ସାମାନ୍ୟ ମନୁଷ୍ୟ କିଛି ବୁଝିପାରିବେନି.
    ଜୟ ଜଗନ୍ନାଥ.

  • @binodsatapathy2606
    @binodsatapathy2606 9 หลายเดือนก่อน +2

    ଓଡ଼ିଶା ରସବୁ ମାଇପ ବି ତାର

  • @subalmeher5774
    @subalmeher5774 9 หลายเดือนก่อน +3

    ସମୟ ଘନେଇ ଅସୁଛି ଆଜ୍ଞା ପାପି ମାନଙ୍କର ସଂଘାର ହେବ ,ଜେ ଜଗନ୍ନାଥ ଜେ ମା ସମଲେଇ

  • @Abhimanyu97762
    @Abhimanyu97762 9 หลายเดือนก่อน +1

    ଆମେ ଏଇଠି ପଚାରିବାକୁ ଚାହୁଁଚୁ ସେଇ ମନ୍ଦିର ପଣ୍ଡା ଏପରିଜନ୍ତ କଣ ମୁକ ସେଇ ଶ୍ରୀ ଜଗତ ଗୁରୁ ଏପରିଜନ୍ତ କଣ ପାଇଁ ମୁକ ସେଇ ଶ୍ରୀ ତେଜପ୍ରତାପ ମହାରାଜ କଣ ପାଇଁ ମୁକ

  • @deepakkumarsahoo5544
    @deepakkumarsahoo5544 9 หลายเดือนก่อน +2

    Why do the Government promote Lord Jagannath by calling social media influence paying money?

  • @MaheswarKar-z8g
    @MaheswarKar-z8g 9 หลายเดือนก่อน +4

    ଆପଣ ଯେଉଁ ନେତାମାନଙ୍କ ନାଆ ନେଲେ, ସେମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପଦୁଟିଏ କହିନାହାନ୍ତି, ଜଗନ୍ନାଥ ମହାପ୍ରଭୁ ଆସନ୍ତା ନିର୍ବାଚନରେ ନିଶ୍ଚୟ ବିଚାର କରିବେ।

  • @hemantkumarsingh1387
    @hemantkumarsingh1387 9 หลายเดือนก่อน +27

    Pandian is the root of Kamiajani episode.People of odisha should think about this and reject Mr. Pandian in 2024.

    • @kishorechandrasekharmishra2658
      @kishorechandrasekharmishra2658 9 หลายเดือนก่อน

      ପ୍ରତ୍ୟେକ କଥାରେ ପାଣ୍ଡିଆନ କହନ୍ତି ଯେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ବା ଅନୁମତିରେ କାର୍ଯ୍ୟ କରନ୍ତି ବୋଲି। ତେଣୁ ଏ କାମରେ ମଧ୍ୟ ମୂଖ୍ୟମନ୍ତ୍ରୀଙ୍କ ସହମତି/ଅନୁମତି ନିଶ୍ଚିତ ଥିବ। ମୌନେନ ସମ୍ମତି ଲକ୍ଷଣମ୍ ନୀତିରେ ମୂଖ୍ୟମନ୍ତ୍ରୀ ଚୁପ୍। ଯାହା ଜଣାପଡୁଛି ଏ ଘଟଣାଟିକୁ ମୂଖ୍ୟମନ୍ତ୍ରୀ ଅତି ହାଲୁକା ଭାବେ ଗ୍ରହଣ କରିଛନ୍ତି(ଯଦି ଜାଣିଥାଆନ୍ତି)। ତେଣୁ ଖାଲି ପାଣ୍ଡିଆନଙ୍କୁ ଦାୟୀ କଲେ କ'ଣ ହେବ ?

  • @bhubanmohanty3853
    @bhubanmohanty3853 9 หลายเดือนก่อน +8

    ପାଣ୍ଡିଆନ ହେଲେ ଓଡ଼ିଶାର ଦ୍ୱୀତିୟ ଜଗନ୍ନାଥ ... ପ୍ରଚାର ତାଙ୍କର ହେଲା

  • @upendrakumarbiswal4682
    @upendrakumarbiswal4682 9 หลายเดือนก่อน +3

    ଅପଣଂକର ଖବର ବ୍ୟାଖ୍ୟା ବିସ୍ଲେଷଣ ଅତି ସୁନ୍ଦର,ଆତ୍ମଘାତି ବିସ୍ପୋରଣ ମାଧମରେ ବିଜେଡି ର ଛବି ମଳିନ ନିଶ୍ଚିନ୍ତ ପଡିବ

  • @pabitrakumarchinhara4101
    @pabitrakumarchinhara4101 9 หลายเดือนก่อน +5

    Sir pranam. ନବୀନ ଦାସ ଓଡିଶା ର ଗର୍ବ ଆଉ ଗୌରବ. 2 ଲକ୍ଷ୍ଯ subscriber ପାଇଁ ବହୁତ୍ ଶୁଭେଚ୍ଛା. Sir କିଏ କାହକୁ ଖୋଜେ. ହିଞ୍ଜଡା ଡାକେ ବେଶ୍ୟା କୁ. କାମିୟା କୁ ଯିଏ ଡାକୁଛି ସେ ହିଞ୍ଜଡା.

    • @rajadash9390
      @rajadash9390 9 หลายเดือนก่อน

      ନବୀନା ଦାସ ଓଡିଶା ର କଳଙ୍କ,. ପାଇଖିନା ଟାଙ୍କି ର ଲାଂଗୁଡା ପୋକ,. ରାଣ୍ଡୁଆ ଭଡୁଆ ମଦୁଆ ବୁଢ଼ା

    • @pabitrakumarchinhara4101
      @pabitrakumarchinhara4101 9 หลายเดือนก่อน

      ଯିଏ ଯାହା ତାକୁ ସେମିତି ଲାଗେ. ନିଜକୁ ସମୀକ୍ଷା କରିବା ଉଚିତ. କିଏ କେଉଁ ଠାରୁ ଆସିଛି.

    • @rajadash9390
      @rajadash9390 9 หลายเดือนก่อน

      @@pabitrakumarchinhara4101 ତୋ ମା କୁ ବଂଗାଳି ପଠାଣ ଘେଇଁଥିଲା, ତୁ ସେଇ ବିଆ ରୁ ଜନ୍ମ . ସେଥିପାଇଁ ଘୁଷୁରୀ ଘିଆଁ ନବୀନା ଦାସ ପେଳ କୁ ଚାଟୁଛୁ

  • @MALAYDEBADATTA
    @MALAYDEBADATTA 9 หลายเดือนก่อน +5

    Kie dakila and kain dakila
    It should be clarify

  • @bulusethy9220
    @bulusethy9220 9 หลายเดือนก่อน +5

    ❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    1st view

  • @viewsgodlevel5557
    @viewsgodlevel5557 8 หลายเดือนก่อน +1

    ରାବଣର ବଂଶଧରଙ୍କ ଠାରୁ ଅଲଗା କିଛି ଆଶା କରାଯିବା ବୃଥା।ପାଣ୍ଡିଆନ ଙ୍କୁ କୋଉ ମନ୍ଦିରରେ ପୁରେଇ ନ ଦେବା କଥା

  • @debashisjena7717
    @debashisjena7717 8 หลายเดือนก่อน +1

    ପାଣ୍ଡିଆ ସବୁ ବୁଡାଇ ଦେବ। ତା ପଛରେ ଛିଡ଼ାହୋଇ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ସାଜିଛନ୍ତି ଓ ଶାସକଦଳର ବିଧାୟକ ମାନେ କୁରୁସେନା ସାଜିଛନ୍ତି।ଓଡ଼ିଶା ଲୋକମାନେ ୨୦୨୪ ରେ ସଜାଗ ହୋଇ ଏମାନଙ୍କୁ ନିର୍ବାଚନ ରେ ବୁଦ୍ଧି ନ ଶିଖାଇଲେ ଓଡ଼ିଶା ଭାସିଯିବ।ନଚେତ୍ ଆମେ ଓଡ଼ିଶା ବାସୀ ମାନେ ଲୁଟେରା ତାମିଲ ଶାସନ ରୁ ମୁକୁଳି ପାରିବା ନାହିଁ।

  • @gajendranathjena356
    @gajendranathjena356 3 หลายเดือนก่อน +1

    କାମିଆ ଜାନି ବବୀ ଦାସ କୋଠରିରେ ସବୁକାମ କରନ୍ତି ଶ୍ରଦ୍ଧା ସହିତ ନବିନ ଭାବ ଅର୍ଜନା

  • @Swap3331
    @Swap3331 9 หลายเดือนก่อน +1

    ଓଡ଼ିଆ ଲୋକ ଠିକ ଥିଲେ ପଣ୍ଡିଆଁନ କାହାର ବାଳ ବି ବଙ୍କା କରିପାରିବନି!

  • @rameshsethi1280
    @rameshsethi1280 9 หลายเดือนก่อน +9

    ସିଏ କୀଏ,କୀ, ଜଗନ୍ନାଥ ମହାପ୍ରଭୁ ଙ୍କ ମହାପ୍ରସାଦ ପ୍ରଚାର, ପ୍ରସାର କରିବାକୁ, ଜଗନ୍ନାଥ ଜଗତ ର ପ୍ରସାର ନିଜେ କରନ୍ତି

  • @sambray.baskeysambray2535
    @sambray.baskeysambray2535 9 หลายเดือนก่อน

    ଆରେବାବୁ ସବୁବେଳେବଜେଟସମୟରେସରକାରଗରିବଦୁଃଖିକଂରବିକାଶପାଇଁବଜେଟକମିଗଲାବୋଲିକୁହନ୍ତି,କିନ୍ତୁବାହାରଲୋକକୁଡାକିକୋଟିକୋଟିଅର୍ଥଦେବାରକାରଣ କଣ ? ପକାଘରନାଁରେଝୁପୁଡିଘରରମିଛବିକାଶ..

  • @umakantaswain8290
    @umakantaswain8290 9 หลายเดือนก่อน +2

    କମିୟା ଯାନୀ କଣ ଜଗନ୍ନାଥ ଙ୍କ ଠାରୁ ଏତେ ପରିଚିତ ଯାହା ମାଧ୍ୟମରେ ଜଗନ୍ନାଥ ଙ୍କୁ ପରିଚିତ କରିବାକୁ ପଡୁଛି. ଧନ୍ୟ....

  • @basantapattnaik7812
    @basantapattnaik7812 9 หลายเดือนก่อน +7

    ସାର ପ୍ରଣାମ 🙏🌹

  • @samarmohapatra2718
    @samarmohapatra2718 9 หลายเดือนก่อน +9

    କଣ ଆପଣ ନକହିଲେ,100%ଠିକ.ଏଇଥି ପାଇଁ ଓଡିଶା ର ଲୋକମାନେ ବିଜେପି କୁ ଭରସା କରୁନାହାନ୍ତି, ମଉକା ଅଛି କିନ୍ତୁ ଛକା ମାରି ଜାଣନ୍ତି ନାହିଁ.

  • @sanjibkar7495
    @sanjibkar7495 9 หลายเดือนก่อน +10

    Money makes anyone glamour & unique.NABIN (MANYABARA) & PANDIAN show themselves as his supremacy like king or emperor.So Odisha people should be beware about BJD'S prejudices of political implications on near & future.People have only one chance, coming election-24 .

  • @purunachandrabehera2373
    @purunachandrabehera2373 9 หลายเดือนก่อน +5

    ବହୁତ ବହୁତ ଧନ୍ୟବାଦ।

  • @prashantpalei361
    @prashantpalei361 9 หลายเดือนก่อน +1

    ସବୁ ଦୋଷ ସେଇ କାଳିଆ ର ସେ ହିଁ ସବୁ କରାଉଚି

  • @abharanipatnaik1041
    @abharanipatnaik1041 9 หลายเดือนก่อน +3

    Jadi odia balanko dehore sachhot ra rakto thibo bjd ku au vote debeni

  • @suvashreeray5494
    @suvashreeray5494 9 หลายเดือนก่อน +1

    କଳା ପାହାଡ଼

  • @laxmikantabahinipati881
    @laxmikantabahinipati881 9 หลายเดือนก่อน +1

    ଜଣେ ସାଧାରଣ ଗୋମାଂସ ଭୋଜନ କାରୀ ଲୋକ ଯଦି ମନ୍ଦିର ପ୍ରବେଶ କାହା ମାଧ୍ୟମ ରେ ପ୍ରବେଶ କରି ଥାନ୍ତା ତାକୁ ଆଜି ବହୁତ୍ ଦଣ୍ଡ ମିଳି ସାରି ଥାଆନ୍ତା,କିନ୍ତୁ ଆମର ଦୁର୍ଭାଗ୍ୟ ----

  • @sureshchandradash6900
    @sureshchandradash6900 9 หลายเดือนก่อน +1

    ସମ୍ପୂର୍ଣ ପ୍ରତକ୍ଷ କଳାପାହାଡ

  • @manjupravamishra8000
    @manjupravamishra8000 9 หลายเดือนก่อน +6

    ଜୟ ଶ୍ରୀ ଜଗନ୍ନାଥ 🙏।

  • @ganeshpanigrahi5258
    @ganeshpanigrahi5258 9 หลายเดือนก่อน

    ଓଡ଼ିଶାର ଭାଗ୍ୟାକାଶରେ ଅକଥନୀୟ ଦୁର୍ଦ୍ଦଶାର କଳାବାଦଲ ମାଡିଚାଲି'ଛି...

  • @anirudhanaik3196
    @anirudhanaik3196 3 หลายเดือนก่อน

    ସାର ଏତେ କଥାନାହିଁ ଜଣେ ମୁସଲମାନକୁ ହିନ୍ଦୁ ଭୋଗ ଖୁଆଇପାରିବେକି

  • @khirodhota1440
    @khirodhota1440 9 หลายเดือนก่อน +1

    ମଦୁଆ ର ବିଚିତ୍ର ବୁଦ୍ଧି।

  • @healthylifeforever.6813
    @healthylifeforever.6813 9 หลายเดือนก่อน +5

    VERY GOOD for understanding....please go for change.....as it is said by our scripture- GITA change is the way of development with new life in future.

  • @HariharMallik
    @HariharMallik 9 หลายเดือนก่อน

    ଏବେ ଠାରୁ ପାଣ୍ଡୁ ର ଦଶା ପଡ଼ିଲା ଉଲ୍ଟା ଗଣିବା ଆରମ୍ଭ

  • @dolagobindasahoo9267
    @dolagobindasahoo9267 9 หลายเดือนก่อน +1

    ଯେଉଁ ସେବାୟତ ତାଙ୍କୁ ନେଇ ମହାପ୍ରଭୁଙ୍କର ଦର୍ଶନ କରେଇଲେ,ତାଙ୍କ କାନରେ କଣ ପାଳ ବିଣ୍ଡା ପଶିଛି କି ? ସେମାନେ କଣ କିଛି ଶୁଣି ପାରୁ ନାହାଁନ୍ତି ନା ଜାଣି ପାରୁ ନାହାଁନ୍ତି ।ନା ଟଙ୍କା ସେମାନଙ୍କର ମୁହଁ ବନ୍ଦ କରି ଦେଇଛି ? ସବୁ ଜାଣିବା ପରେ କାହିଁକି ଆଜି ପର୍ଯ୍ୟନ୍ତ ମନ୍ଦିର ଶୋଧ ହୋଇ ନାହିଁ ?
    ଚତୁର୍ଦ୍ଧା ମୂର୍ତ୍ତିକୁ ଚିତ୍ର ହେଇଥିବା କାଠ ଗଣ୍ଡି ଭାବିଲେଣି । ଠିକଣା ବେଳରେ ସିଏ ଠିକଣା ଜବାବ ଦେଇଦବ, ଅପେକ୍ଷା କର ।

  • @Katak_Dk
    @Katak_Dk 9 หลายเดือนก่อน +7

    ଗଜପତି ଟିକେ ମୁଖ ଖୋଲିବା ଦରକାର ଏ ବିଷୟରେ ନହେଲେ ଜାଣିବୁ ସେ ସରକାରଙ୍କ ଗୋଲାମ ହେଇ ଗଲେଣି

  • @biswanathpanda7004
    @biswanathpanda7004 9 หลายเดือนก่อน +1

    2 ଲକ୍ଷ ସବସ୍କ୍ରାଇବର ପୁର୍ତ୍ତୀ ଉପଲକ୍ଷେ ଆପଣଙ୍କୁ ଅଭିନନ୍ଦନ୤, ଆପଣ ଏପରି ବିଭିନ୍ନ ବିଷୟରେ ଭିଡିଓ କରି ଓଡିଆଙ୍କୁ ଜାଗ୍ରତ କରାନ୍ତୁ,କିନ୍ତୁ ଆପଣଙ୍କୁ ଅନୁରୋଧ ଭିଡିଓ ଗୁଡିକୁ ଟିକିଏ ଛୋଟ କରିବାକୁ ଚେଷ୍ଟା କରନ୍ତୁ

  • @kunapradhan6793
    @kunapradhan6793 9 หลายเดือนก่อน

    ଆପଣ ଯଦି କୌଣସି ତାମିଲ ମାନଙ୍କୁ ଜାଣିଥିବେ ସେମାନେ beef ଖାଆନ୍ତି... ଏଥିରୁ ପାଣ୍ଡିଆ ବି ଖାଏ...

  • @laxmidharnayak4191
    @laxmidharnayak4191 9 หลายเดือนก่อน +27

    Congratulations for your episode, We all Odias should know the Kalapahadas who are directly and indirectly attacking Jagannath culture, It's very sorrowful some opposition leaders are silent and coward to utter the name, How self-interest is prevelling, we are proud odias! Jai jagannath swami 🙏🙏🙏

    • @sasmitapattnaik6286
      @sasmitapattnaik6286 9 หลายเดือนก่อน

      पांडियानर माढ खआईबआरसमय आसिगलाणी

  • @hiteshkumarpradhan254
    @hiteshkumarpradhan254 9 หลายเดือนก่อน +1

    Sabuthu besi kasta and raga b laguchi jemti ଅବ୍ୟେବସ୍ତ। Sri Jagannath Mandira r darshan pain Puri basi ebong Samagra odisha basi kipari bhabe mouna hein rahichanti

  • @madhusmitamohanty2332
    @madhusmitamohanty2332 9 หลายเดือนก่อน +1

    E kamyajani ku penalties pakao karana Muslims burkha pindi ba pain maruchanti. School college sabu ade.athacha bahare langala hei nachu chanti?sabu Muslims mail dadhi lungi.mahila jhia,pura burkha nachet fine.tapare dekha kemtu e mane maribe?

  • @ashokkumarmishra6186
    @ashokkumarmishra6186 3 หลายเดือนก่อน

    ପ୍ରଥମେ ଶଳା ଚୋର ପାଣ୍ଡିଆନ କୁ ପ୍ରଥମେ ବୀଚ ବଜ଼ାରରେ ବନ୍ଧୀକି ବାଡେଇବା କଥା

  • @avimanyupatri4365
    @avimanyupatri4365 9 หลายเดือนก่อน

    ବିରୋଧୀ କୁମ୍ଭକର୍ଣ୍ଣ ନିଦ୍ରାରେ ସୁପ୍ତ. ରାତ ଗୟୀ, ବାତ ଗୟୀ. ମିଳିମିଶି ଖାଉଛନ୍ତି, ସମସ୍ତେ ନୀରବ.

  • @kishoretripathy5479
    @kishoretripathy5479 9 หลายเดือนก่อน +3

    Naveen sir, was prof Ganeshi Lal so bad a governor? Difficult to agree with you in this matter.

  • @premanandajena6209
    @premanandajena6209 9 หลายเดือนก่อน +6

    Jay shree Jagannath

  • @nalinimohapatra4033
    @nalinimohapatra4033 9 หลายเดือนก่อน

    vk ପାଣ୍ଡିଆନ kamia jani ଙ୍କୁ କାହିଁକ ତାଙ୍କୁ ମନ୍ଦିର ବୁଲେଇ ଦେଖାଉ ଛନ୍ତି ?

  • @rajarammahanti366
    @rajarammahanti366 9 หลายเดือนก่อน +1

    Sir 10 mintki 15minit vdo diantu lamba vdo valalaguni

  • @laxmidharapatra5964
    @laxmidharapatra5964 9 หลายเดือนก่อน +1

    ମହାପ୍ରଭୁ କଂ ଇଛା ରେ ସବୁ କିଛି ହୁଏ। ଆପଣ ମାନେ କଣ ତାଙ୍କଠାରୁ ଅଧିକ ଶକ୍ତିଶାଳୀ।

  • @prakashmohanty5051
    @prakashmohanty5051 9 หลายเดือนก่อน

    ପାଣ୍ଡିଆନ ରାଣ୍ଡିପୁଅ ବେଦ ଛୁଆ ସଳା ଖାଇଛି ଗୋମାଂସ ଖାଇଛି ପାଣ୍ଡିଆନ ତୁ ରାଣ୍ଡିପୁଅ ମାରିବୁ ତୋ ପିଲାଛୁଆ ସବୁ ମାରିବେ🕉️🙏🙏

  • @kalucharanpatra5767
    @kalucharanpatra5767 9 หลายเดือนก่อน +2

    ଠିକ୍ କହିଛନ୍ତି, ସାର୍ 👍

  • @madhusmitamohanty2332
    @madhusmitamohanty2332 9 หลายเดือนก่อน +1

    Bjd ra dosa.bjd ku ghodaucha tume bi dosi..bjp jadi vul ethi bjp kou thik?kan kendra bjp kahile gomansa khaiba?

  • @itsbikram24
    @itsbikram24 9 หลายเดือนก่อน +1

    ଓଡ଼ିଶା ବାସୀ କେବେ ନିଜ ସ୍ବର ଉତ୍ତୋଳନ କରିନାହାନ୍ତି ।ସରକାର ଙ୍କୁ ଯେତିକି ସିଟ୍ ପାଇବା କଥା ତା ଠୁ ଅଧିକ ସିଟ୍ ଦେଇ ସରକାର ରେ ରଖିଲେ । ସେ ଜନତାଙ୍କ ଠୁ ଭୋଟ କମିବାର ଭୟ ନାହିଁ କି ଓଡ଼ିଶା ବାସୀ ଭୋଟ ବି କମେଇ ନାହାନ୍ତି ତେଣୁ ଜନତାଙ୍କୁ ଏମାନେ ଆଉ ଖାତିର କରୁନାହାନ୍ତି ।

  • @madhusmitamohanty2332
    @madhusmitamohanty2332 9 หลายเดือนก่อน +1

    Au tume bi bjd ku kuha bjp ku nuhan ,tume akhi ni hele odisha basi nkra akhi achi..😂

  • @prasantapanda1703
    @prasantapanda1703 3 หลายเดือนก่อน

    ଏ ପ୍ଲାନ ସବୁ ନବୀନ ପଟନାୟକର କିନ୍ତୁ ମୋଦି ତ ସେଇ କମିୟା ଯାନୀକୁ ଏବେ ଏବେ ପୁରସ୍କୃତ କରିଛନ୍ତି

  • @GyanaranjanSahu-f5c
    @GyanaranjanSahu-f5c 9 หลายเดือนก่อน

    ଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର ପାଇଁ କୌଣସି ଅଣଓଡ଼ିଆ ଙ୍କ ଆବଶ୍ୟକ ନାହିଁ. ତା ପାଇଁ ଓଡିଶା ରେ ବହୁତ ଜ୍ଞାନୀ ମହାପୁରୁଷ ଆଜି ବି ଅଛନ୍ତି.

  • @satyabratadas-z7s
    @satyabratadas-z7s 8 หลายเดือนก่อน

    ଗୋ ଭକ୍ଷଣକରି କୁ ନେଇ ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କେତେ ଦୂର ଠିକ୍ ଓଡ଼ିଶା ବାସୀ ବୁଛେଇ ଦେବେ

  • @satyabratadas-z7s
    @satyabratadas-z7s 8 หลายเดือนก่อน

    ଗୋ ଭକ୍ଷଣକରି କୁ ନେଇ ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କେତେ ଦୂର ଠିକ୍ ଓଡ଼ିଶା ବାସୀ ବୁଛେଇ ଦେବେ

  • @bhubanmohanty3853
    @bhubanmohanty3853 9 หลายเดือนก่อน

    ପ୍ରତିଦିନ ପ୍ରତି ମୋକାଲ ଖବର କାଗଜରେ ଯଦି ମୂର୍ଖମନ୍ତ୍ରୀଙ୍କ ଫୋଟ ସହିତ BJDର ଚିହ୍ନରେ ଫୁଲ ପେଜ ବିଜ୍ଞାପନ ସରକାରୀ ପଇସାରେ ବାହାରୁଛି ସେତେବେଳେ ପାଣ୍ଡିଆନଙ୍କ ପାଇଁ ହେଲେ ଅସୁବିଧା କଣ । ଏଠି ଆଇନ କମଜୋର ଅଛି ସେଥିପାଇଁ ସବୁ ସରକାରୁି ଦଳ ଏପରି କରୁଛନ୍ତି

  • @madhusmitamohanty2332
    @madhusmitamohanty2332 9 หลายเดือนก่อน +1

    Bjd dosa lucheibaku jai kete paisa khaicha?han pandiya nabin budha ku ta ethi jabardasti kari thile.Mausha budha heleni ethi bi politics 😂😂😂wah..dhanya bjd wala bjd supporters bjd dosi bjd suna pila?

  • @snitaentertainment
    @snitaentertainment 9 หลายเดือนก่อน +2

    100% correct analysis, Sir..self propaganda..Tried to justify the destructions of Mathas for peaceful enviorment...