🔵 Unveiling The Truth With Veteran Politician Bijoy Mohapatra || Kanak News

แชร์
ฝัง
  • เผยแพร่เมื่อ 16 พ.ย. 2024

ความคิดเห็น • 230

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms หลายเดือนก่อน +89

    ଓଡ଼ିଶାର ରାଜନୀତିରେ ବିଜୟ ମହାପାତ୍ରଙ୍କୁ ଛାଡିକି ଆଶା କରିବା ଭୁଲ ହେବ.

  • @dillipparida9257
    @dillipparida9257 หลายเดือนก่อน +39

    Bijaya Mohapatra odisha ର ରାଜନୈତିକ ଚାଣକ୍ୟ କିନ୍ତୁ ବହୁତ ଅହଙ୍କାର, ସେଥିପାଇଁ ଆଜି ବିଜୟ ମହାପାତ୍ର ଆଜି ଅଣଦେଖା, ବିଜୟ ମହାପାତ୍ର ଟିକିଏ ଯଦି ସହନଶୀଳତା ଓ ଉଦାରତା ହୋଇଥାନ୍ତୋ ସେ ଭଳିଆ ବ୍ୟକ୍ତୁତ ଆଜିର ମୂଖ୍ୟମନ୍ତ୍ରୀ ହୋଇଥାନ୍ତୋ , କିନ୍ତୁ ସବୁ ଭାଗ୍ୟ, ଜୟ ଜଗନ୍ନାଥ

  • @lokanathdas5326
    @lokanathdas5326 หลายเดือนก่อน +50

    ବିଜେଡି ହାରିବ ବୋଲି ଜାଣିଥିଲେ ତା ପରେ ପୁଅକୁ ସେଇ ହରିବାକୁ ଯାଉଥିବା ଦଳକୁ ଛାଡିଦେଲେ..,,
    କି କଥା ଏଗୁଡ଼ାକ...!!!

    • @subhrajitsamaljajpur1536
      @subhrajitsamaljajpur1536 หลายเดือนก่อน +7

      ବିଧାୟକ ତ ହେଇପାରିଲେ ନା ହାରଜିତ ତ ଲାଗିକି ରହିଛି

    • @kingisalive50
      @kingisalive50 หลายเดือนก่อน +2

      bjp ticket deinathanta

    • @prafullakhuntia9992
      @prafullakhuntia9992 หลายเดือนก่อน +1

      😀😀

  • @rabindranathsahoo1
    @rabindranathsahoo1 หลายเดือนก่อน +5

    ଧନ୍ୟବାଦ୍ ଚମତ୍କାର ହୃଦୟର କଥା,ପ୍ରଶ୍ନ ଉତ୍ତର ମଧ୍ୟ ବେଶ ହୃଦୟସ୍ପର୍ଶୀ

  • @AllIndian240
    @AllIndian240 หลายเดือนก่อน +14

    ମାନସ ଙ୍କ ପରେ ଏହି ଝିଅ ଟି ଭଲ interview ନେଉଛନ୍ତି .....
    Keep it up 👍

  • @bapitripathy8882
    @bapitripathy8882 หลายเดือนก่อน +21

    ଦୀର୍ଘ ବର୍ଷର ଲଢ଼େଇ, ସ୍ବାଭିମାନର ଲଢ଼େଇ କିନ୍ତୁ ଲଢ଼େଇ ନିର୍ଣ୍ଣାୟକ ବେଳେ ଅସ୍ତ୍ର ତ୍ୟାଗ କରିନେଲେ, କିନ୍ତୁ ସ୍ବାଭିମାନର ରାଜନୀତି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହି ପାରିଲା ନାହିଁ

    • @santanukumarpanda1776
      @santanukumarpanda1776 หลายเดือนก่อน

      ଭାଇ ଅଭିଜ୍ଞତା ସମ୍ପନ୍ନ କଥାଟାଏ କହିଲେ ଆପଣ, ରାଜନୀତି କୁ ଭଲ ଭାବରେ ଜାଣିଛନ୍ତି ଆପଣ,ଐତିହାସିକ ରାଜନୀତି ବିଷୟ ରେ ଆପଣ ଅନୁଭବୀ,ଅତିତ କୁ ଭଲ ଭାବ ରେ ପରଖିଛନ୍ତି ବୋଲି ସେଥିପାଇଁ ସଂକ୍ଷେପରେ ଯେଉଁ ବାକ୍ୟ ଟି ଲେଖିଲେ ବୁଝିବା ଲୋକ ବୁଝିବ, ଧନ୍ୟବାଦ ଭାଇ

  • @PINKU-s4t
    @PINKU-s4t หลายเดือนก่อน +21

    Bijaya babu once again for BJD

  • @surendranathrath504
    @surendranathrath504 หลายเดือนก่อน +6

    ବିଜୟ ମହାପାତ୍ର ରାଜନୈତିକ ବିଶାରଦ, ମାତ୍ର ଅହଂକାର ଆତ୍ମଗର୍ବ ପ୍ରାୟତଃ ତାଙ୍କ ରାଜନୈତିକ ମୃତ୍ୟୁ ର କାରଣ ହେଇଗଲା। ଯଦି ନିଜ ସ୍ବାଭିମାନ ବଜାୟ ରଖି ବିଜେଡି ଦଳ ସହିତ ଜଡିତ ହୋଇନଥାନ୍ତେ, ଓଡ଼ିଶା ର ଜଣେ ସୁଦକ୍ଷ ରାଜନେତା ହୋଇଥାନ୍ତେ। କିନ୍ତୁ ଏବେ ଆତ୍ମସମ୍ମାନ ଜଳାଞ୍ଜଳି ଦେଇଥିବା ଜଣେ ନେତା।

  • @GaneswarRout-f9e
    @GaneswarRout-f9e หลายเดือนก่อน

    Thak you Respectable Bijaya Moapatra ,Politician for your valuable ,impartial,appropriatestatement which proves your poltical capability and personality.
    Thank to Madam of kanak News for your to the point interaction and sharing which is important and impresive.
    Ganeswar Rout.

  • @gajendranathjena356
    @gajendranathjena356 หลายเดือนก่อน +3

    ନମସ୍କାର❤ସର୍ବପୁରାତନ ରାଜନେତା ବିଜୟ ମହାପାତ୍ର🎉 ବିଜୁପଟ୍ଟନାୟକ ଅମଳର ପୁରୁଖା ଅଭିଜ୍ଞ ନେତା ବିଜୟ ସାର😮ଓଡିଶା ପାଇଁ ଏହିଭଳି ବ୍ୟକ୍ତିତ୍ବ ଏହି ସମୟରେ ବିଜେପି ସରକାରରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି😅ଜୟଜଗନ୍ନାଥ ❤ ଠି U ଠି ❤

  • @dambarubagh8557
    @dambarubagh8557 หลายเดือนก่อน +3

    Proud of Odisha

  • @birupakshyasaran2620
    @birupakshyasaran2620 หลายเดือนก่อน +11

    ଯିଏ ଜାଣିଥିଲେ ସରକାର ହେବନାହିଁ ତେବେ ନିଜ ପୁଅଙ୍କୁ ସେ ଦଳରେ ଛାଡୁଥିଲେ କେମିତି?

  • @Sanujavlogs-v1o
    @Sanujavlogs-v1o หลายเดือนก่อน +32

    Next BJD ସଂଗଠନିକ ସମ୍ପାଦକ ବିଜୟ ମହାପାତ୍ର 💐

    • @AmrutDash
      @AmrutDash หลายเดือนก่อน

      ଦଳ ପାଇଁ ଅତି ମହତ୍ୱପୂର୍ଣ୍ଣ କାମ କରିପାରିବେ ବିଜୟବାବୁ ସେ ଜଣେ ବିଜେଡି ଦଳର ସଂସ୍ଥାପକ

    • @tarachandpanda9481
      @tarachandpanda9481 หลายเดือนก่อน

      Nabin Babu pa tanku out karithile

    • @hometventertain
      @hometventertain หลายเดือนก่อน

      ​@@tarachandpanda9481 Nabin ku odisha voter out karidele😂😂

  • @subhasishdas4661
    @subhasishdas4661 หลายเดือนก่อน

    What a great personality.... straight forward reply....

  • @ashfaqueali555
    @ashfaqueali555 หลายเดือนก่อน

    Inspirational to Young Minds

  • @kalpatarusahoo2367
    @kalpatarusahoo2367 27 วันที่ผ่านมา

    Sj.Bijay Mohapatra is no doubt a prominent and experienced leader in odisha politics.

  • @sorotoka9717
    @sorotoka9717 หลายเดือนก่อน +2

    ବହୁତ ସୁନ୍ଦର ନେତା ବିଜୟ ବାବୁ... ଦିଲ୍ଲୀପ ବାବୁ ଭଳି 🙏

  • @prasannakumarmohanty7731
    @prasannakumarmohanty7731 หลายเดือนก่อน

    Beautiful interview .

  • @rabindranathtarai8834
    @rabindranathtarai8834 หลายเดือนก่อน

    Bijoy Mohapatra always tells absolutely truth Odisha politics and future p0litics.

  • @chinmayamohanty7116
    @chinmayamohanty7116 หลายเดือนก่อน +2

    Odisha first Bijaya Mohapatra fast 🎉❤

  • @biswamohanpati105
    @biswamohanpati105 หลายเดือนก่อน

    Odisha needs Such type of politician for the Bijay of Our Odisha.

  • @rashmiranjanlenka4390
    @rashmiranjanlenka4390 หลายเดือนก่อน +16

    ବିଜୟ ମହାପାତ୍ର ଏକ ବ୍ୟକ୍ତି ନୁହଁନ୍ତି ସିଏ ନିଜେ ହେଉଛନ୍ତି ଜଣେ ଅନୁଷ୍ଠାନ, ଆଜି ବିଜୁ ଜନତା ଦଳ ଆପଣଙ୍କ ଆବଶ୍ୟକତା କରେ, ପୁଣି ଆଉ ଥରେ ଭୀଷ୍ମ ପିତାମହ ହେଇ ଆଉ ଥରେ ପରଦା ପଛର ଶ୍ରେଷ୍ଠ ନାୟକ ହୁଅନ୍ତୁ 🙏🏻

    • @ranjansamal4782
      @ranjansamal4782 หลายเดือนก่อน

      Bijaya mahapar nku bjd ujuha and thro karichhi se kan bjd ku pachha patu sahajya karibe tanku bjd pura dam re lagi bidhan sava purai deni tanka pachhare chhuri vusichhi

  • @SubhransuDevaprakash
    @SubhransuDevaprakash หลายเดือนก่อน +4

    Great leader Bijoy mohapatra

  • @jajpuritc5645
    @jajpuritc5645 หลายเดือนก่อน

    ଆପଣଙ୍କ ସମୀକ୍ଷା ବହୁତ ସମୟରେ ସତ ହେଇଚି।

  • @bikramroutaray935
    @bikramroutaray935 หลายเดือนก่อน +18

    ବିଜୟ ମହାପାତ୍ର ଙ୍କୁ ବିଜେଡି ର ଦାଇତ୍ୱ ଦିଆଯାଉ.

  • @umashankarsahoo3569
    @umashankarsahoo3569 หลายเดือนก่อน

    Nice suggestion

  • @hemantadash6520
    @hemantadash6520 หลายเดือนก่อน +31

    ଆପଣ ଆସନ୍ତୁ BJD କୁ ପୁଣି ଗୋଟେ ନୂଆ ଇତିହାସ ସୃଷ୍ଟି ହେବ 🎉

    • @manasranjanpurohit-rr3yt
      @manasranjanpurohit-rr3yt หลายเดือนก่อน

      Hmm mukashya mantri hebe

    • @rohanbharat5467
      @rohanbharat5467 หลายเดือนก่อน

      Bhai apananka katha satya hau Bhagabananka pakhare prathana .

    • @narottammohanty6492
      @narottammohanty6492 หลายเดือนก่อน

      Pua mla bapa cm au maa jhia???

    • @rajeshbal741
      @rajeshbal741 หลายเดือนก่อน

      Vai jete Jai , bjd neta chora , lokanku thakiba , Gunda gardi chadiki gariba nka kale dala jitiba, chora neta nku rakhiki dala jitiparibani

    • @manasimohanty942
      @manasimohanty942 หลายเดือนก่อน

      Welco.e

  • @ajitnayak4342
    @ajitnayak4342 หลายเดือนก่อน

    Great leader,Great personality bijaya sir🎉🎉

  • @sachitradas6257
    @sachitradas6257 หลายเดือนก่อน

    Great

  • @trilochanmohanty5915
    @trilochanmohanty5915 หลายเดือนก่อน

    Right .

  • @umanandasahoo1588
    @umanandasahoo1588 หลายเดือนก่อน

    Congratulations

  • @dhananjayabal6820
    @dhananjayabal6820 หลายเดือนก่อน

    Great leader❤❤❤❤

  • @jyotiprakashnayakjyotiprak5086
    @jyotiprakashnayakjyotiprak5086 หลายเดือนก่อน +1

    Next cm sir 🙏....
    💯 Percent 💐❤️🙏

  • @pareenitastore9685
    @pareenitastore9685 หลายเดือนก่อน

    Good mam❤

  • @purnachandramishra1059
    @purnachandramishra1059 หลายเดือนก่อน

    Best leader.

  • @satishchandrabehera7291
    @satishchandrabehera7291 หลายเดือนก่อน

    ସମ୍ମାନନୀୟ ବିଜୟ ମହାପାତ୍ର ମହାଶୟ ପ୍ରକୃତରେ ନିଜ ନାମର ସାର୍ଥକତା ବଜାୟ ରଖି ପାରିଛନ୍ତି।
    ଜୟ ଜଗନ୍ନାଥ!!!

  • @hometventertain
    @hometventertain หลายเดือนก่อน

    Kendrapara's one n only very intelligent Person. Ama kendrapara boss

  • @Mkamalkant96
    @Mkamalkant96 หลายเดือนก่อน +4

    Chanakya of odisha politics.

  • @prabhat.mohantymohanty.pra5881
    @prabhat.mohantymohanty.pra5881 หลายเดือนก่อน

    Good advice dictation

  • @uttamdas9353
    @uttamdas9353 หลายเดือนก่อน

    Great leaders

  • @ashokmohanty6513
    @ashokmohanty6513 หลายเดือนก่อน +1

    Ak Dom Thik, Gote Barsa Dekha jau

  • @manasimohanty942
    @manasimohanty942 หลายเดือนก่อน

    Apnka matamatku thanku 🙏 apnojane sochota politics ian thile ,

  • @sandeepbehera6456
    @sandeepbehera6456 หลายเดือนก่อน

    Ojandar answers

  • @preetirath2803
    @preetirath2803 หลายเดือนก่อน +3

    Bijoy mahapatra cm candidate in odisha

  • @kailashpatra9733
    @kailashpatra9733 หลายเดือนก่อน +2

    Bijaya Vai i miss you

  • @BijuJanataDal-b6f
    @BijuJanataDal-b6f หลายเดือนก่อน

    ଯୋଉ ଦଳରେ ରହୁଚୁ ସେହି ଦଳ ହାରିଯାଉଛି l ଶଳା ମୁଁ ବୁଝିପାରୁନି ଏ କୋଉ ଦଳର

  • @manaromaswain9328
    @manaromaswain9328 หลายเดือนก่อน +5

    ଟିକେଟ ଖଣ୍ଡେ ଯିଏ ଦବ , ଏ ନେତା ତାଙ୍କର , ଟିକେଟ ନମିଳିଲେ ବିରୋଧରେ କୁହନ୍ତି

  • @OTUS_1
    @OTUS_1 หลายเดือนก่อน +2

    ସ୍ବାର୍ଥ ପାଇଁ ନିଜ ସଂଘର୍ଷ କୁ ଭୁଲିଗଲେ ବିଜୟ ବାବୁ। ଏବେ ନାମ ନେ ରେ ବାବୁଲା।

  • @rabiswain146
    @rabiswain146 หลายเดือนก่อน

    ବିଜୁ ବାବୁଙ୍କ ଶାସନ ରେ ସବୁଠାରୁ ପ୍ରଭାବଶାଳି ନେତା ଥିଲେ ବିଜୟ ମହାପାତ୍ର । ରାଜ୍ଯ ସାରା ଜନତା ଦଳର ବହୁ ନେତା ଓ କର୍ମୀଙ୍କ ସହ ବିଜୟ ବାବୁଙ୍କ ନିବିଡତା ଥିଲା ।ପୁଣି ଏକ ଆଞ୍ଚଳିକ ଦଳ ଗଠନ କରି ଏହାର ନେତୃତ୍ବ ନେବା ପାଇ ସାରା ଓଡ଼ିଶା ଗସ୍ତ କରି ପାରନ୍ତି ବିଜୟ ବାବୁ ।

  • @manojmohanty9477
    @manojmohanty9477 หลายเดือนก่อน +2

    ଦିନ ଥିଲା ବିଜୟ ମହାପାତ୍ରଙ୍କ ବିନା ଓଡିଶା ରାଜନୀତିର ଇତିହାସ ଅଧୁରା ଥିଲା ,ହେଲେ ସମୟକ୍ରମେ ରାଜନୈତିକ ବିଚାରଧାର ଓ ଆଦର୍ଶରେ ବଡ ପରିବର୍ତ୍ତନ ଘଟିଛି, ସମୟ ଥିଲା ବିଜୟ ବିନା ଓଡ଼ିଶା ରାଜନୀତି ଅଧୁରା ଥିଲା ହେବେ ଏବେ ବିଜୟ ମହାପାତ୍ର ଅଲୋଡ଼ା।ସେ ଯାହାବି ହେଉ ଆପଣ ଜିତି ପାରିଲେ ନାହିଁ ଆପଣଙ୍କ ପୁଅ ଜିତିଲେ ।କଥାରେ ଅଛି ରାଜଧାନୀରେ ରାତି ନାହିଁ ,ରାଜନେତାଙ୍କ ନୀତି ନାହିଁ।

  • @tarunkantikanjilal3385
    @tarunkantikanjilal3385 หลายเดือนก่อน +6

    ବିଜୟ ବାବୁଙ୍କ କଥାରେ ଇଙ୍ଗିତ କରୁଛି ପୁଅକୁ ପୁଣି ବିଜେପିରେ ସାମିଲ କରିବା ପାଇଁ

    • @roupyananda937
      @roupyananda937 หลายเดือนก่อน

      💯 darmendra direction

  • @jibanmayasahoo36
    @jibanmayasahoo36 หลายเดือนก่อน

    Anchor change haichanti...kintu kahibara dhanga same laguchi ,jemiti agru jemiti houthila....but it's good.🎉

  • @amulyamahali4225
    @amulyamahali4225 หลายเดือนก่อน

    ବୀଜୟ ସାର୍ ଜଣେ ମହାନ୍ ନେତା

  • @kishorkumar3809
    @kishorkumar3809 หลายเดือนก่อน

    ସାର୍ ପ୍ରଣାମ

  • @niharrout1005
    @niharrout1005 หลายเดือนก่อน

    Right sir

  • @pitambernayak4708
    @pitambernayak4708 หลายเดือนก่อน

    VTHANK BIJAYABABU

  • @ArunpratapLenka
    @ArunpratapLenka หลายเดือนก่อน

    Yes cm candidate.

  • @businessstrategy1773
    @businessstrategy1773 หลายเดือนก่อน

  • @rajanikantabiswal2669
    @rajanikantabiswal2669 หลายเดือนก่อน

    ସଠିକ ଲୋକ ର ସଠିକ୍ କଥା ଜୟ ଜଗନ୍ନାଥ

  • @SAMIMOHAPATRA
    @SAMIMOHAPATRA หลายเดือนก่อน

    Great tautor

  • @niranjanchoudhury2723
    @niranjanchoudhury2723 หลายเดือนก่อน

    ସେଇଥି ପାଇଁ ବିଜୟ ଙ୍କୁ ସମସ୍ତେ ଛାଡି ଦେଇଛନ୍ତି.

  • @aduniamodunia6550
    @aduniamodunia6550 หลายเดือนก่อน

    ଆଗାମୀ ନିର୍ବାଚନ ରେ ବି ବିଜୟ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ଭୂମିକା ନିଭାଇବାର ଆବଶ୍ୟକତା ରହିଛି.......

  • @balakrishnakar2232
    @balakrishnakar2232 หลายเดือนก่อน

    Since last 24 years who has not been in politics, the media has been taking interviews with him. This is called talented midia.

  • @BikashRoutray-l8f
    @BikashRoutray-l8f หลายเดือนก่อน

    More experience bijay sir the legend

  • @itslokesh9164
    @itslokesh9164 หลายเดือนก่อน

    Where is manash sir😊✨

  • @rameshchandrarath5254
    @rameshchandrarath5254 27 วันที่ผ่านมา

    BJD should bring back Bijaya Mohapatra for future leader.

  • @BirendraDas-xr1sk
    @BirendraDas-xr1sk หลายเดือนก่อน

    At this critical juncture of BJD party you should join hands with Naveen ji which will be beneficial for the party and people of Odisha.

  • @trilochanmohanty5915
    @trilochanmohanty5915 หลายเดือนก่อน

    ଆଉଥରେ ଧରି ଧନୁର୍ବାଣ ।ଲେଖାହେଉ ନୂଆ ରାମାୟଣ।

  • @dasrathibehera9772
    @dasrathibehera9772 หลายเดือนก่อน

    Ok

  • @santoshkumarmishra2620
    @santoshkumarmishra2620 หลายเดือนก่อน

    ଛୋଟା ଘୋଡା କଣ ଧାଇଁପାରିବ ? ପ୍ଯାରୀବାବୁ ଗୋଡ ଭାଙ୍ଗିଦେଇଛନ୍ତି.

  • @GolakaBiswal
    @GolakaBiswal หลายเดือนก่อน +1

    Bijoy.mohapatra is.great 🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @bikashkumarsingh9087
    @bikashkumarsingh9087 หลายเดือนก่อน

    Swastika anchoring nice

  • @shreenibasbhukta9356
    @shreenibasbhukta9356 หลายเดือนก่อน

    ବିଜେଡି କୁ ପୁନଃ ବିନ୍ୟାସ ବିଜେଡିର ଦାୟିତ୍ୱ ଶ୍ରୀ ବିଜୟକୁମାର ମହାପାତ୍ର ଙ୍କୁ ଦିଆଯାଉ

  • @kishorkumar3809
    @kishorkumar3809 หลายเดือนก่อน +5

    ଆପଣ ପ୍ରତ୍ଯେକ୍ଷ ରାଜନୀତି ରେ ଶୀଘ୍ର ଆସନ୍ତୁ

  • @BishwaRanjanDas-wn1ru
    @BishwaRanjanDas-wn1ru หลายเดือนก่อน +1

    ବିଜେଡି ଖୋଜୁଛି ବିଜୟ ଙ୍କୁ

  • @dillipsahoo7921
    @dillipsahoo7921 หลายเดือนก่อน

    ବିଜୟ ମହାପାତ୍ର ଏବେ ବିଜେଡି ଦଳର ଦାୟିତ୍ଵ ନିର୍ବାହ କଲେ ଭଲ ହେବ

  • @niranjansahoo8860
    @niranjansahoo8860 หลายเดือนก่อน +1

    ନିଜର ସ୍ବାର୍ଥ ଛଡ଼ା ନିଜ ଅଞ୍ଚଳ କିମ୍ବା ରାଜ୍ୟ ଉନ୍ନତି ଦିଗରେ ଶୂନ୍ୟ ।

    • @niranjanchoudhury2723
      @niranjanchoudhury2723 หลายเดือนก่อน

      ସେ ଏବେ ଓଡ଼ିଶାର ତୃତୀୟ ଧନୀ ବ୍ୟକ୍ତି. ନିଜର ବୋଲି 2ମାଣ ଅଣ ଜଳ ସେଚିତ ଜମିରୁ ଆଜି କୋଉଠି. ନିଜ ଛଡା ଖାଲି କଥା ବିକି ଆଜି ସିଏ କୋଉଠି.

  • @Enjoyentertainment-v6i
    @Enjoyentertainment-v6i หลายเดือนก่อน

    Sir please come bjd

  • @ranjanjena2550
    @ranjanjena2550 หลายเดือนก่อน

    ଅହଂକାରୀ, ସ୍ୱାର୍ଥପର ରାଜନେତା

  • @DinabandhuDalai-jf5ew
    @DinabandhuDalai-jf5ew หลายเดือนก่อน +4

    Bijaya babu kanhiki ratna vandar chitha rakhichhanti ? Jadi rakhichhanti taha sarbajanina karibe ki

  • @TigerDon420
    @TigerDon420 หลายเดือนก่อน

    We love Modijee and BJP and Mohan Babu and team Jindabad Mohan Babu and team Jindabad Mohan Babu and team Jindabad Mohan Babu and team Jindabad Mohan Babu and team Jindabad

  • @Alekhachandramohanty
    @Alekhachandramohanty หลายเดือนก่อน

    He was so good and powerful till he with opposite BJD, but after surrender with BJD, he proved as one of color changed.....

  • @debasishpujari7286
    @debasishpujari7286 หลายเดือนก่อน

    ଓଭର ମାମଲତି ବିଜୟ ବାବୁଙ୍କ ପାଇଁ କାଳ l ନିଜର ଏହି ଗୁଣ ଯୋଗୁଁ କୋଉଠି ସେ ତିଷ୍ଠି ପାରିଲେନି l

  • @NirakarBiswal-zg4tn
    @NirakarBiswal-zg4tn หลายเดือนก่อน +16

    କୁହାଳିଆ ଚକୁଳିଆ ପଣ୍ଡା ।

  • @bikashkumarsingh9087
    @bikashkumarsingh9087 หลายเดือนก่อน +1

    Bijay is always Bijay 🎉🎉

  • @kabirajpradhan2475
    @kabirajpradhan2475 หลายเดือนก่อน +1

    ବିନା ଟଙ୍କାରେ ଗଣ ଵାଲା କିଛି କରନ୍ତିନି

  • @JagdeeshPati-jv5uv
    @JagdeeshPati-jv5uv หลายเดือนก่อน

    ଆପଣଙ୍କୁ BJD ଯେଉଁ ଭଳି ଅପମାନିତ କଲେ, ତା ସତ୍ବେ ଆପଣ ନିଜ ପୁଅକୁ BJD ରେ join କରିବା ଆଦୋୖ ଗ୍ରହଣୀୟ ନୁହେଁ।

  • @baikuntha2878
    @baikuntha2878 หลายเดือนก่อน

    ଅବିଶ୍ୱାସ ର ଅନ୍ୟ ନାଁ........!

  • @AnilKumar-cl3hd
    @AnilKumar-cl3hd หลายเดือนก่อน

    ବିଜେଡି କୁ ଗଲା ପରେ ଆଉ କିଛି crage ନାହିଁ ଶରଣ ମରଣ ରୁ ବଡ 😢

  • @pradeepkumarnayak6671
    @pradeepkumarnayak6671 หลายเดือนก่อน

    Jay Jagannath 🙏 bijay babu jane amiti rajaneta tanku sadharana janata ki nua rajaneta jani paribeni karana se chanakya saji Biju Pattnaik nka priya loka thile para muhurta re srijhukta Nabin
    Pattnaik nku mukhyamantri kareiparithile kintu para muhurta re sakuni saji bjd ku gadichuta karithile jahaki ame mane bujhipariba sambhaba nunhe..sethilagi ta se purukha neta Biju Patnaik nkara ati priya lokathile🙏🙏

  • @MINIMOTIVATION6242
    @MINIMOTIVATION6242 หลายเดือนก่อน

    ଏବେ କିଛି ପୁରୁଣା ନେତା ସନ୍ତାନ ମୋହ ରେ ଅବସରବାଦୀ ହେଇଗଲେଣି...

  • @bijoyapriyadarsinidash922
    @bijoyapriyadarsinidash922 หลายเดือนก่อน

    ଜାଣି ଥିଲ ତ ତାହେଲେ ନିଜ ପୁଅ କୁ କାହିଁକି BJD କୁ ପଠେଇ ଥିଲ?????

  • @BirenmitraMohanty
    @BirenmitraMohanty หลายเดือนก่อน

    ବାଣ ଫୁସୁରି ଗଲେ ତାରକିଛି ମୂଲ୍ୟ ନଥାଏ
    ଏମାନଙଂକୁ କିଏ ପଚାରେ?

  • @motilaldash4645
    @motilaldash4645 หลายเดือนก่อน

    ବିଜୁବାବୁ ଙ୍କ ପାଇଁ ପାୱାର
    ତାଙ୍କ ବ୍ୟତିରକ ଜିରୋ

  • @SatyabanMaharana-hs6oy
    @SatyabanMaharana-hs6oy หลายเดือนก่อน

    ବିଜୟ ମହାପାତ୍ର expire ମେଡ଼ିସିନ

  • @AmrutDash
    @AmrutDash หลายเดือนก่อน

    ସ୍ବର୍ଗତ ମହତାବଙ୍କ ଦ୍ବିତୀୟ ଅବତାର

  • @anjankumarchoudhury8960
    @anjankumarchoudhury8960 หลายเดือนก่อน +1

    କର୍ପୁର ଯାଇଛି ଖାଲି କପଡା

  • @bikaspattanaik1668
    @bikaspattanaik1668 หลายเดือนก่อน

    ନିଜର ଓଜନ ହରାଇଲେ,,,,ଏବେ,,,, ଶାଗ ଖିଆ ବାଘ

  • @Ramakant-vb2tw
    @Ramakant-vb2tw หลายเดือนก่อน +1

    Pachhakathaa sabuku bhuliyaai Nabin Babu aau Bijay Babu ekaathi hebaa Odisha paain subhankar

  • @subhasmitapriyadarshini2042
    @subhasmitapriyadarshini2042 หลายเดือนก่อน +1

    ବିଫଳ ବ୍ୟକ୍ତି ବିଜୟ