Siddaramaiah Trapped in Land Scam Allegations In Karnataka, Will Naveen Face Same Action In Odisha ?

แชร์
ฝัง
  • เผยแพร่เมื่อ 26 ก.ย. 2024
  • Siddaramaiah Trapped in Land Scam Allegations In Karnataka, Will Naveen Face Same Action In Odisha ? | Nirbhay Gumara Katha
    #nirbhaygumarakatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
    Instagram: / in
    PH NO -9124469621

ความคิดเห็น • 141

  • @RanjanKumar-mx1ki
    @RanjanKumar-mx1ki 2 ชั่วโมงที่ผ่านมา +24

    ରାଜ୍ୟପାଳ କଦାପି cbi ତଦନ୍ତ କରିବାକୁ ଦେବେନାହିଁ ନବୀନଙ୍କ ବିରୋଧ ରେ l ଦେବାର ଥିଲେ ସେ କେବେ ଠାରୁ ଦେଉ ସାରିଥାନ୍ତେ l ଓଡିଶା ରେ ଏକ ନୀତି ଚାଲିଛି ଯାହା ହେଲା ତୁ ତ ମୁତୁରି ମୁତ ମୁତୁରି ହେଂସ କାହିପାଇଁ ଧୋଇବା

  • @bijaypanda1843
    @bijaypanda1843 2 ชั่วโมงที่ผ่านมา +15

    ମୋହନ ସରକାର ଟାଣି ବା ଦରକାର. ଯିଏ ଦୋଷୀ ହୁଅନ୍ତୁ

  • @prafulasingh2267
    @prafulasingh2267 2 ชั่วโมงที่ผ่านมา +13

    ୨୫ ବର୍ଷ ହେଲା ନବୀନ ବାବୁ ଏବଂ ତାଙ୍କ ବିଜୁ ଜନତାଦଳ ର ସଦସ୍ୟ ସଦସ୍ୟା ମାନେ କହିଆସୁଛନ୍ତି ନବୀନ ବାବୁ ହେଉଛନ୍ତି ଧୁଆ ମୂଳା , ଏବେବି ସୁଧା କହୁଛନ୍ତି । କିନ୍ତୁ ଭିତରେ ଭିତରେ ଏମିତି ହ୍ବୁସିଲ୍ ମାରିଛନ୍ତି ଯେ ସାଧାରଣ ଲୋକେ ଜାଣିପାରି ନାହାଁନ୍ତି ।
    ଏବେ ଆପଣ ଗୁମର ଖୋଲିବାରୁ ସମସ୍ତେ ଜାଣିଲେ , ଢୋଲ ଭିତରେ ମୂଷା , ଧୋବ ଫରଫର ଭିତରେ ଆବର୍ଜନାମୟ ।
    ଏହି ବିଷୟକୁ ସାଧାରଣ ଜନତାଙ୍କ ଲୋକଲୋଚନକୁ ଆଣିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

  • @niranjanpanda8574
    @niranjanpanda8574 2 ชั่วโมงที่ผ่านมา +12

    ନା ମୋହନ ସରକାର ଏବେ ଖଣି ଲୁଟ, ଚିଟଫଣ୍ଡ, ୫ଟି, ହେଲିକେପ୍ଟର ଦୁର୍ନୀତି, ଜଗନ୍ନାଥ କରିଡର ଅନିୟମିତ ବିଷୟରେ ପାଟି ଖୋଲୁ ନାହାନ୍ତି।

  • @biswanathsitha5142
    @biswanathsitha5142 ชั่วโมงที่ผ่านมา +10

    ତୁରନ୍ତ ଅନୁମତି ଦିଅନ୍ତୁ ରାଜ୍ୟପାଳ ମହାଶୟ,,ଓଡ଼ିଶା ରାଜ୍ୟର ମଙ୍ଗଳ ହେବ,,

  • @ravipatnaik79
    @ravipatnaik79 3 ชั่วโมงที่ผ่านมา +9

    ଶାହ - ପ୍ରଧାନ ଛତ୍ରଛାୟା ଥିବାଯାଏଁ ଆଶା ଦେଖା ଯାଉନାହିଁ

  • @BasudevMohapatra-be5mf
    @BasudevMohapatra-be5mf 2 ชั่วโมงที่ผ่านมา +8

    ନବୀନ ଓ ପାଣ୍ଡିଆନ କେନ୍ଦ୍ର ନେତାଙ୍କ good will ରେ ଅଛନ୍ତି ତେଣୁ ରାଜ୍ୟପାଳ ନିର୍ଦେଷ ଦେବା ହାସ୍ୟାସ୍ପଦ

  • @Dr.HemantaKumar
    @Dr.HemantaKumar 3 ชั่วโมงที่ผ่านมา +21

    ଓଡ଼ିଶା ଦେବଭୂମି ହୋଇଥିବାରୁ ଏଠାରେ ରାଜନେତା ମାନେ ଯେତେ ଦୁର୍ନୀତି, ହତ୍ୟା, ବ୍ୟଭିଚାର ରେ ଜଡିତ ଥିଲେ ମଧ୍ୟ ସେମାନେ ତଦନ୍ତ ପରିସରଭୁକ୍ତ ହୁଅନ୍ତି ନାହିଁ ତେଣୁ ଜେଲ, ଜୋରିମାନା ଇତ୍ୟାଦି ଦଣ୍ଡର ପ୍ରଶ୍ନ ଉଠୁଛି କେଉଁଠି ???

  • @BarshaVmartha-wf8ez
    @BarshaVmartha-wf8ez 3 ชั่วโมงที่ผ่านมา +5

    Sir odisha re Christian missionaries ST SC ko convert kari dauchhanti mukhya gajapati, kandhamala, boudha, sundaragada, phulabani, Rayagada, baragada, udayagiri, koraputa, malakanagiri, mukhyamantri, nabarangapura, raurakela etc re please please sir please 🙏🙏🙏🙏 video upload karantu 🙏🙏🙏

  • @PurnachandraBehera-if5tu
    @PurnachandraBehera-if5tu 2 ชั่วโมงที่ผ่านมา +4

    ପଣ୍ଡିୟନ୍ ନାମରେ କେସ ଚାଲୁ।pandiyan ନାମରେ ମାମଲା ଚାଲିବାକୁ କିଏ ଅନୁମତି ଦେବ।police କଣ କରୁଛି।

  • @lokanathdas5326
    @lokanathdas5326 ชั่วโมงที่ผ่านมา +4

    ନବୀନ ବାବୁ ଯେତିକି ପାପ କରିଛନ୍ତି କୌଣସି କାରାଦଣ୍ଡ ତାଙ୍କ ପାଈଁ ଯଥେଷ୍ଟ ହବନି, କାରଣ ଏ ଧରାପୃଷ୍ଟ ରେ ତ ସେ ଆଉ ଖୁଵ ଅଳ୍ପ ଦିନର ଅତିଥି.
    ତେଣୁ ତାଙ୍କଭଳି ଜଣେ କୃତଘ୍ନ ପାଈଁ ଏଭଳିଆ ଦଣ୍ଡର ବ୍ୟବସ୍ଥା ହେବା ଆବଶ୍ୟକ ଯାହା ଏ କୃତଜ୍ଞ ଓଡ଼ିଆ ପାଈଁ ଚିର କାଳକୁ ଏକ ଉଦାହରଣ ହେଇ ରହିବ l😡😡😡

  • @sriraoandprusty8291
    @sriraoandprusty8291 2 ชั่วโมงที่ผ่านมา +4

    BJP working under bjd its already proof because till now 100 days pass not give any action

  • @BHANJRUSIKA
    @BHANJRUSIKA 2 ชั่วโมงที่ผ่านมา +23

    ରାଜ୍ୟପାଳ ତଦନ୍ତ ପାଇଁ ଅତିଶୀଘ୍ର ଅନୁମତି ପ୍ରଦାନ କରନ୍ତୁ

  • @ajitkumarpanda6388
    @ajitkumarpanda6388 2 ชั่วโมงที่ผ่านมา +11

    ନବୀନ ବାବୁ ନଈ ବିକିଦେଲେ,ଜଗନ୍ନାଥ ଙ୍କ ଜମି ବିକିଦେଲେ ,,,ହେଲେ ଓଡ଼ିଶା ବାସୀ ଙ୍କ ଭାଗ୍ୟ ଭଲ ନବୀନ ସରକାର ବିଧାନସଭା କୁ ବିକି ଦେଇ ନାହାନ୍ତି,,,,
    ତୁରନ୍ତ ଏ ସବୁ ତଦନ୍ତ ହେଉ,,,,,,CBI ସବୁ ଖୋଳି ବାହାର କରିବ,,,,,

  • @RanjanBehera-ge1kf
    @RanjanBehera-ge1kf ชั่วโมงที่ผ่านมา +3

    ☀️ Coal Scam, Chit Fund Scam, Mines Scam, Land Scam, Black Rose, District Mineral Fund Scam ର ତୁରନ୍ତ ଆକ୍ସନ୍ ପାଇଁ ଓଡ଼ିଶାର ଆଦରଣୀୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଶିଘ୍ର ନିର୍ଦ୍ଦେଶ ଦେଇଦିଅନ୍ତୁ...ED....CBI କୁ

  • @laxmidharapanda6086
    @laxmidharapanda6086 ชั่วโมงที่ผ่านมา +3

    ଓଡ଼ିଆଙ୍କ ପ୍ରାଣ ଜଗନ୍ନାଥଙ୍କର ଜମି ହଡପ କରିଥିବା ବ୍ୟକ୍ତି ସମସ୍ତ ଓଡ଼ିଆଙ୍କ ଶତ୍ରୁ ଓ ଜଗନ୍ନାଥଙ୍କର କ୍ଷତି କରିବା ସହିତ ଓଡ଼ିଶାର କ୍ଷତି କରିଛନ୍ତି ! ତେଣୁ ରାଜ୍ୟପାଳ ମହୋଦୟ ଜଗନ୍ନାଥ ଓ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ କାଳବିଳମ୍ବ ନକରି ଶୀଘ୍ର ଅନୁମତି ପ୍ରଦାନ କରନ୍ତୁ !

  • @abhiramsahoo5642
    @abhiramsahoo5642 ชั่วโมงที่ผ่านมา +3

    କର୍ଣ୍ଣାଟକ ପରି ଓଡିଶାରେ ମଧ୍ଯ ନବୀନ ବାବୁଙ୍କ ପ୍ରତି ଦୃଢ ଆଇନଗତ କାର୍ଯ୍ଯାନୁଷ୍ଠାନ ତୁରନ୍ତ ଗ୍ରହଣ କରାଯିବା ଉଚିତ। ଏଥିପାଇଁ ମୋହନ ସରକାର ମାନ୍ଯବର ରାଜ୍ଯପାଳଙ୍କୁ ସହଯୋଗ ନକଲେ ଓଲଟି ନବୀନ ବାବୁ ମୋହନ ସରକାରକୁ ଅପଦସ୍ଥ କରି ଚାଲୁଥିବେ !

  • @routranjit5027
    @routranjit5027 2 ชั่วโมงที่ผ่านมา +3

    ସାର୍ ନମସ୍କାର ଆପଣ ଜାଣିନାହାନ୍ତି ? ଜଗନ୍ନାଥଙ୍କ ଅମୃତ ମଣୋହି ଜମି ବାବଦରେ ପରିକ୍ରମା ପ୍ରକଳ୍ପ ନବୀନ ପଟ୍ଟନାୟକ କରିଛନ୍ତି । ତେଣୁ ଆଉ କଣ କ୍ଷତି ପୂରଣ ପ୍ରଦାନ କରିବେ?

  • @padmalayaprusty4526
    @padmalayaprusty4526 2 ชั่วโมงที่ผ่านมา +3

    କିଛି ସ୍ବାର୍ଥପର ଚରିତ୍ର ଏସବୁ ଅନିୟମିତତାର କାରଣ ଅଟେ

  • @gajendranathjena356
    @gajendranathjena356 ชั่วโมงที่ผ่านมา +3

    ମୋହନ ସରକାର ଏମିତି କିଛିକେଶ କାହିଁକି ବିଚାରବିଭାଗ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଏବଂ ନବୀନ ପଟ୍ଟନାୟକ ସରକାର ର ତଦନ୍ତ ପାଇଁ କାହିଁକି ଆଗ୍ରହୀ ନୁହଁନ୍ତି😮ଅନେକ ଦୁର୍ନୀତିକୁ ତଦନ୍ତ ପରିସରକୁ ଆଣିବା ମୋହନ ସରକାର ନିରବ କାହିଁକି😢 ଅନେକ ଦୃର୍ନୀତି ନବିନ କରିଛନ୍ତି ତୁରନ୍ତ ବିଜେପି ସରକାର ଓ ରାଜ୍ୟପାଳ ଶିଘ୍ର ବିଚାରକରି ନିୟମିତ ଭାବେ ନ୍ୟାୟ ଦିଅନ୍ତୁ😂

  • @KishorAcharya-rc5lj
    @KishorAcharya-rc5lj 2 ชั่วโมงที่ผ่านมา +2

    ଚାରି ମାସ ତଳେ ଖବର ପ୍ରକାଶ ପାଇଥିଲା ରାଜ୍ୟପାଳ ଅନୁମତି ଦେବେ କି,ତେବେ ଆଜିପୁଣି କାହିଁକି ଚର୍ଚ୍ଚା

  • @ashiskumarbehera6185
    @ashiskumarbehera6185 3 ชั่วโมงที่ผ่านมา +2

    ମାନ୍ୟବର ପ୍ରଥମେ ନିଜ ପୁଅଙ୍କ ପାଇଁ ନ୍ୟାୟ ସମୀକ୍ଷା କରନ୍ତୁ l ତାପରେ ଚୋର no. 01 ବିରୁଦ୍ଧରେ ବିଚାର କରିବେ l

  • @prakashchandradash6110
    @prakashchandradash6110 ชั่วโมงที่ผ่านมา +2

    Very nice presentation, blessings, wishing for continue this as long as possible 🙏

  • @PurnachandraBehera-if5tu
    @PurnachandraBehera-if5tu 2 ชั่วโมงที่ผ่านมา +2

    ରାଜ୍ୟ ପାଳ ସମ୍ବିଧାନ କୁ ସମ୍ମାନ ଦେବେ ବିଶ୍ୱାସ ଅଛି।

  • @pratapchandrasamal2396
    @pratapchandrasamal2396 2 ชั่วโมงที่ผ่านมา +2

    କିଛି ହେବ ନାହିଁ। ସିଦ୍ଧ ରମାଇୟା ବିଜେପିରେ ମିଶିଗଲେ powerful ୱାଶିଂ ମେସିନ୍ ରେ ସବୁ ପାପ ଧୋଇ ହେଇଯିବ ଯେମିତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ କ୍ଷେତ୍ରରେ ହୋଇଥିଲା।
    ଦ୍ଵିତୀୟରେ ସେତେବେଳେ ମୁଖ୍ୟମନ୍ତ୍ରୀ ସିନା ନବୀନ ପଟ୍ଟନାୟକ ଥିଲେ ହେଲେ ବିଜେପିର ଶିକ୍ଷା ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଥିଲେ। ତେଣୁ ଏଥିରେ ବିଜେପି ନେତା ମଧ୍ୟ ଫଶିବ। ତେଣୁ ସମସ୍ତେ ଚୁପ୍ ରହିବେ।

  • @kishorebiswal4298
    @kishorebiswal4298 2 ชั่วโมงที่ผ่านมา +2

    ଧନ୍ୟବାଦ 🙏 ଆପଣଙ୍କ ବିସ୍ଲେଷଣ 👌 bjd ସରକାର ର ଦୁର୍ନୀତି ର ଗନ୍ତାଘର। ଯେତେ କହୁଥିଲେ ସରିବନି। ନିୟମ ଅନୁସାରେ arrest କରି audit କଲେ ସରକାର ରାଜସ୍ବ ରେ ବୃଦ୍ଧି ହୁଅନ୍ତା। ଏମାନେ ଯଦି ଏବେ ସରକାର କରିଥାନ୍ତେ ଓଡିଶା କୁ ବିକ୍ରି କରିଦେଇଥାନ୍ତେ। " ଓଡିଶାକୁ ଜଗନ୍ନାଥ ଭରସା "। 😇

  • @AllIndian240
    @AllIndian240 2 ชั่วโมงที่ผ่านมา +2

    ରଘୁବର ଆଗେ ନିଜ ପୁଅ ମାମଲା ର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ତା ପରେ ଅନ୍ୟ ର ତଦନ୍ତ କରିବେ।

  • @hemantaswain1421
    @hemantaswain1421 2 ชั่วโมงที่ผ่านมา +2

    Immediate action must be taken against ex CM Nabin pattanaik and his team linked with land scam .
    May be Rs 2000 --3000 crores had been distributed as scam .

  • @durgamadhabmishra6347
    @durgamadhabmishra6347 16 นาทีที่ผ่านมา +1

    ଆପଣ ବି ସେ case ସମ୍ପର୍କରେ ବି ବାରମ୍ବାର ଅନୁରୋଧ ସତ୍ତ୍ୱେ discussion କରୁନାହାନ୍ତି।

  • @subasnayak1510
    @subasnayak1510 2 ชั่วโมงที่ผ่านมา +1

    ନବୀନ ବାବୁ ଆପଣ ଙ୍କ ଶିକ୍ଷା ଦୀକ୍ଷା ଅନୁଭୁତି, ଅଭିଜ୍ଞତା ବାବଦରେ ହୁଏତ ମୁଁ ଜାଣିନି, କିନ୍ତୁ ସମ୍ବିଧାନ, ରାଜସ୍ୱ ନିୟମ, ଉପରେ ଆପଣ ଅଧିକ ଅନୁଧ୍ୟାନ କରନ୍ତୁ

  • @shankardmishra121
    @shankardmishra121 ชั่วโมงที่ผ่านมา +1

    ରାଜା କଣ କରୁଥିଲେ? ଜଗନ୍ନାଥ ଙ୍କ ପାଇଁ case ଲଢୁ ଥିଲେ କି?

  • @prabhasray675
    @prabhasray675 ชั่วโมงที่ผ่านมา +2

    JAYJAGA NATH

  • @Jagannath-oc9ht
    @Jagannath-oc9ht ชั่วโมงที่ผ่านมา +1

    ଯାହା ଜଣା ପଡୁଛି ମୋହନ ମୁଖ୍ୟମନ୍ତ୍ରୀ ଆସ୍ତେ ଆସ୍ତେ କାମ କରିବେ ଏବଂ ଏମିତି କାମ ଯାହା ସିଧା ନବିନ୍ ଙ୍କୁ ଅଂଗୁଳି ଦେଖେଇବ ସେମିତି ଦୁର୍ନୀତି ସବୁ ବାହାରିବ ଧିରେ ଧିରେ ତିନି ବର୍ଷ ପୁରିବା ପରେ ଯେମିତିକି ନିର୍ବାଚନ ବେଳକୁ ଚୁଟି ଧରି ଟାଣିହେବ କଛା ଫିଟେଇ ବେଇଜତ୍ କରା ଯାଇ ପାରିବ ।

  • @greatodishaodia3832
    @greatodishaodia3832 ชั่วโมงที่ผ่านมา +1

    Tumara sabubele khali nabin pattnayak . katha chanel kholila dinaru

  • @AjayakumarMishra-m7d
    @AjayakumarMishra-m7d 2 ชั่วโมงที่ผ่านมา +1

    Immediate give permission

  • @manojkumarsaint7803
    @manojkumarsaint7803 23 นาทีที่ผ่านมา +1

    Jay Shree Ram

  • @baikunthabehera3971
    @baikunthabehera3971 2 ชั่วโมงที่ผ่านมา +1

    Lajya ghhor lajya

  • @FudanHandah
    @FudanHandah 30 นาทีที่ผ่านมา

    Kahakukonkahiba.BharatNirapekhyaRastra.Samaste.saman
    Chura.sentha.dekhajau.MohanSarkarku.Gadipain.hunkaruthileNa.durniti.sudhribapain.noheletoThapa.❤🎉🎉😂😢❤😮

  • @gopabandhubehera453
    @gopabandhubehera453 19 นาทีที่ผ่านมา

    ଆରେ,ଭାଡୂଆ ସାମ୍ବାଦିକ ରାଜ୍ୟପାଳ ରଘୁଦାସ,ଆଗ,ତା,ପୁଅ ନାମରେ,ଆଗ,କେସ,କରୁ,ତାପରେ,ନବିନ ପଟ୍ଟନାୟକ ନାରେ,କେସ,କରିବ।ଆଉ,ତୁ,ଶଳା,ଝିଅଗିହା ସାମ୍ବାଦିକ ବର୍ତ୍ତମାନ ମାଝି,ସରକାର ଅଛି,ବହୁତୁ,ଟଙ୍କା,ଲାଞ୍ଚ ଆକାରରେ,ମିଳଥିବ,ତେଣୁ,ସେ,ଟଙ୍କାରେ,ମଦ,ପିଇକି,ଝିଅପାଖରେ,ଶୋଇପଡ

  • @narasinghdas3623
    @narasinghdas3623 ชั่วโมงที่ผ่านมา

    ଅଣ ଓଡ଼ିଆ ଏ ରାଜ୍ୟଟାକୁ ତଳିତଳାନ୍ତ କରିଦେଇଛନ୍ତି, ତଥାପି ଲୋଭ ଛାଡ଼ିନି, ରାଜ୍ୟବାସୀ ସଜାଗ ରୁହନ୍ତୁ l

  • @prakashkumarjena.babusan.n3760
    @prakashkumarjena.babusan.n3760 22 นาทีที่ผ่านมา

    ଯଥା ଶ୍ରୀଗ୍ର ମୋହନ ସାର ଆକସନ ନିଅନ୍ତୁ ମୂର୍ଖ ମଦୁଆ ଧୂତରାଷ୍ଟ୍ର ଅନ୍ଧ ନବୀନ ବିରୁଦ୍ଧରେ

  • @tapannayak621
    @tapannayak621 2 ชั่วโมงที่ผ่านมา

    Bhai, ତମ ମୁଣ୍ଡରୁ ନବୀନ ପାଣ୍ଡିଆନ୍ ବାହାରକରି ଭଲ ସାମ୍ବାଦିକତା କର।

  • @durgamadhabmishra6347
    @durgamadhabmishra6347 18 นาทีที่ผ่านมา

    ରଘୁବର ବାବୁ କଣ ଆଦେଶ ଦେବେ ? ସେ ତ ନିଜେ ତଦନ୍ତ ପକ୍ଷଭୁକ୍ତ ହେବାକଥା , ତାଙ୍କ ପୁଅର କାର୍ଯ୍ୟକଳାପ ପାଇଁ । ସେ ତା ସ୍ବତଃ ପ୍ରବୃତ୍ତ ଭାବେ ନିଜ ପଦରୁ ଇସ୍ତଫା ଦେବା କଥା ।କିନ୍ତୁ ଆଜିକାଲି ଶସ୍ତ୍ରିଜୀ ଙ୍କ ଭଳି ରାଜନୀତିଜ୍ଞ କାହାନ୍ତି ? ରାଜ୍ୟପାଳଙ୍କ ପୁଅ case ର ତଦନ୍ତ ଚାଲିଛି, ଅନ୍ୟ case ଭଳି ଏହାର ବି ତଦନ୍ତ ଚାଲି .........ଥିବ ........ କିଛି ଲାଭ ହେବ ନାହିଁ , କିଛି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।

  • @shankardmishra121
    @shankardmishra121 ชั่วโมงที่ผ่านมา

    ବିଜେଡି rule ବେଳେ ରାଜ୍ୟପାଳ ସାରା ଓଡିଶା ବୁଲୁଥିଲେ, ଏବେ ପୁଣି ବୁଲେବେ କି ନାହିଁ? ବର୍ଷା ଯାଉ, ଦେଖିବା କଣ କରୁଛନ୍ତି ରାଜ୍ୟପାଳ ମହାଶୟ!

  • @sridhardas8509
    @sridhardas8509 17 นาทีที่ผ่านมา

    ଆଏ ନବୀନ ଦାସେ ତୁମେ ଯେଉଁ ଭଡ ଭଡ ହେଉଛ ତା,ର କିଛି ମୂଲ୍ୟ ନାହିଁ ।କାରଣ ତୁମେ ନବୀନ ପଟ୍ଟନାୟକଙ୍କ ସହିତ ସମଗ୍ର ଭାରତବର୍ଷରେ କାହାକୁ ତୁଳନା କରିପାରିବାର ଓକାତ ତୁମର ନାହିଁ।ରାଜ୍ୟପାଳ ଯଦି ଅନୁମତି ଦେଉନାହାନ୍ତି ତଦନ୍ତ ପାଇଁ ତୁମେ ଅନୁମତି ଦେଇ ଦେଉନ ତଦନ୍ତ ପାଇଁ ? ।

  • @PurnachandraBehera-if5tu
    @PurnachandraBehera-if5tu 2 ชั่วโมงที่ผ่านมา

    ନବୀନ ବାବୁ ଜଗନ୍ନାଥ ଜମି ବିକ୍ରୀ କରି ପରିକ୍ରମା ପ୍ରକଳ୍ପ କରି ଛନ୍ତି। ଅବଶିଷ୍ଟ ଫେରା ନ୍ତୁ।

  • @subashmishra5616
    @subashmishra5616 56 นาทีที่ผ่านมา

    ❤ମୋହନ ସରକାର ଓଡ଼ିଶାରେ କାମ ଚଳା ସରକାର ନବୀନ ପାଣ୍ଡୁ ଶାସନ ଦୁର୍ନୀତି ଉଜାଗର କରିବାର ସାହସ ଯୁଟାଇ ପାରିବେନି ରାଜ୍ୟପାଳ ନବୀନ ପଣ୍ଡିଆନ ବିରୁଦ୍ଧରେ କିଛି କରି ପାରିବେ ନାହିଁ ଜୟ ଜଗନ୍ନାଥ

  • @netajidash9367
    @netajidash9367 2 ชั่วโมงที่ผ่านมา

    ରାଜ୍ୟ ଦଳୀୟ ସ୍ତରରେ ପଦ ପଦବୀରେ ପରିବର୍ତ୍ତନ ଆଣିବା ପରେ ଯାହା କିଛି ହବ। ତାହା ମଧ୍ୟ କେନ୍ଦ୍ରର ନିର୍ଦ୍ଦେଶନାମା ଅନୁସାରେ। ତେଣୁ ଦିଲ୍ଲୀ ଡିଲ ହବ କି ନହବ ତାହା ମଧ୍ୟ ଗୋଟେ ଫେକ୍ଟର ହବ।

  • @ajayakumarrout5854
    @ajayakumarrout5854 47 นาทีที่ผ่านมา

    ମହାଶୟ ଦୀଘ ଚବିଶ ବର୍ଷର ନବୀନ ସରକାର ଓଡ଼ିଶାର ଖଣି ପାଣି ବାଲି ଗୋଡି ପଥର ପାହାଡକୁ ଖାଇଗଲେ ।ହେଲେ ଶେଷରେ ଜଗନ୍ନାଥ ଙ୍କ ଜମି ସହିତ ନଦୀ ନାଳ କୁ ମଧ୍ୟ ବେଦାନ୍ତକୁ ବିକି ଖାଇଗଲେ ।ଜଗନ୍ନାଥ ତୁମକୁ କ୍ଷମା କରିବେ ନାହିଁ ।

  • @laxmidharabarik2952
    @laxmidharabarik2952 ชั่วโมงที่ผ่านมา

    ସାର୍🙏 ମୋତେ ଲାଗେ ରାଜ୍ୟପାଳ ରଘୁବର ଦାସ ଅନ୍ୟ ରାଜ୍ୟପାଳମାନଙ୍କ ଠାରୁ ଭିନ୍ନ। କିନ୍ତୁ ବେଳେ ବେଳେ ଲାଗେ ପୂର୍ବ ନବୀନ ସରକାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଙ୍କ ହାତକୁ କିଏ ବାନ୍ଧିଦେଉଛି।❤❤

  • @bijoykumarnayakcongratulat5733
    @bijoykumarnayakcongratulat5733 ชั่วโมงที่ผ่านมา

    ନବୀନ ପଟ୍ଟନାୟକଙ୍କ ଜମି ଦୁର୍ନୀତି ବିରୋଧରେ CBI ତଦନ୍ତ ପାଇଁ ରାଜ୍ୟପାଳ ତାଙ୍କ ସାମ୍ବିଧାନିକ କ୍ଷମତା ଦ୍ୱାରା ନିଶ୍ଚିତ ଅନୁମତି ଦେବା ଦରକାର। ବିଳମ୍ବ ହେଲେ ଓଡ଼ିଶାବାସୀ ଖୁବ୍ଧ ହେବେ। ଦୋଷୀ ଶାସ୍ତି ନ ପାଇଲେ ସରକାର ପରିବର୍ତନ ନିରର୍ଥକ ହୋଇ ଯିବ।

  • @golockchandrasahoo8357
    @golockchandrasahoo8357 2 ชั่วโมงที่ผ่านมา

    Honble Governor, we are sure will take a justified action immediately....

  • @santoshpradhan2509
    @santoshpradhan2509 ชั่วโมงที่ผ่านมา

    ସାର୍ ଆପଣ ସବୁବେଳେ କହୁଛନ୍ତି ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ପରମ ଭକ୍ତ, କିନ୍ତୁ ସେ ହେଉଛନ୍ତି ଅଣହିନ୍ଦୁ , କାରଣ ତାଙ୍କ ବାପା ପଞ୍ଜାବୀ ଘରେ ବାହା ହୋଇଥିଲେ, ଏବଂ ବିଜୁବାବୁ ଙ୍କ ବାପା ବଙ୍ଗାଳୀ ଖ୍ରୀଷ୍ଟିଆନ ଘରେ ବାହା ହୋଇଥିଲେ ହେଲେ ସେ କିପରି ହିନ୍ଦୁ ହେବେ ।

  • @susantasahoo9544
    @susantasahoo9544 ชั่วโมงที่ผ่านมา

    ନବୀନ ପଟ୍ଟନାୟକଙ୍କର ଜାଲି ସଂସ୍ଥା ମାନଙ୍କୁ ଅନୁଗ୍ରହ ଦେଖାଇବା ଅଭ୍ୟାସ, ପୂର୍ବରୁ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିଲାବେଳେ ଏକ ଜାଲି ସଂସ୍ଥାକୁ କୋଇଲା ବ୍ଲକ ଆବଣ୍ଟନ କରିଥିଲେ । କୌଣସି ଅଦାଲତ , ସରକାର ନବୀନଙ୍କ କିଛି କରିପାରିବେନି । ଆଉତ ଏ ମୋହନ ସରକାର ନବୀନ ପଟ୍ଟନାୟକ ଙ୍କୁ ଡରୁଛନ୍ତି ।

  • @hrusikeshmahapatra6735
    @hrusikeshmahapatra6735 39 นาทีที่ผ่านมา

    ଚୋର ବେଇମନ୍ କୂ ତୂରନ୍ତ ଗିରଫ କରିବା ଉଚିତ୍

  • @kaliapattanayak6933
    @kaliapattanayak6933 33 นาทีที่ผ่านมา

    ରଘୁବର ଦାଶ ନିଜ ପୁତ୍ରର ତଦନ୍ତ କେବେ କରିବେ ସେ କଥା ତମେ କେବେ ପଚାରିବ ଲାଜ ଲାଗୁନି ତମକୁ

  • @netajidash9367
    @netajidash9367 2 ชั่วโมงที่ผ่านมา

    ମୋର ଆଶଙ୍କା କିଛି ହବନି। ସେଠି ଯେମିତି ନେହରୁର ନାତି ନା ପଣନାତି ପାଇଁ ଛାତି ଧୁଡ଼ ଧୁଡ଼ ଏଠି ବି ସେମିତି ବିଜୁ ପୁଅ ନାତି ପାଇଁ ଜଜମାନେ ଟାଳଟୁଳ ନୀତି ଧରିବେ। ବୁଢ଼ାଟା ଆଉ କେତେଟା ବରଷ ଯେ....... ଛାଡ଼ ତା'କଥା। ସେ ପୁଣି ବିଜୁ ପୁଅ।

  • @kamalakantadas6050
    @kamalakantadas6050 ชั่วโมงที่ผ่านมา

    ସାର୍ ସେ ଆଉ CM ନାହାନ୍ତି,ରାଜ୍ୟପାଳ ଙ୍କ ନିକଟରେ ପଦ ଓ ଗୋପନୀୟତା ର ଶପଥ ନେଇ ନାହାନ୍ତି ,ତେଣୁ ମାନ୍ୟବର୍ ରାଜ୍ୟପାଳ ଙ୍କ ଅନୁମତି ର ଆଉ ଆବଶ୍ୟକତା ଅଛି କି ? ବର୍ତ୍ତମାନ ସରକାର୍ ପୂର୍ବତନ cm ଙ୍କୁ କାଠ ଗଡା କୁ ଟାଣିବାକୁ ଆଇନ ଗତ ବାଧା କୋଉଠି ?

  • @kalucharanpaikray7238
    @kalucharanpaikray7238 2 ชั่วโมงที่ผ่านมา

    ପୁଅ ମୃତ୍ୟୁ ର ପ୍ରତିଶୋଧ ମିଳିଯିବ....

  • @chhatishmohanta4282
    @chhatishmohanta4282 ชั่วโมงที่ผ่านมา

    Governor immediately given permission to take action against Naveen Pattanaik

  • @debasishpatra1366
    @debasishpatra1366 2 ชั่วโมงที่ผ่านมา

    What action taken by Honorable Raghubar Governor BJP ODIsha his Son's activities at Rajvabhan Puri.

  • @karunakardas151
    @karunakardas151 ชั่วโมงที่ผ่านมา

    ବିଜେଡ଼ି ଦଳର ଟାଉଟର ନେତା ମାନେ ତୁମେ ଯେଉଁ ବିଜେଡ଼ି ଦଳର ନେତା ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ବବି ଦାସ ଓଡ଼ିଶା ର ଉନ୍ନତି କରି ପୁରା ସ୍ଵର୍ଗ କୁ ଟେକି ଦେଇ ଛନ୍ତି ଜଗନ୍ନାଥଙ୍କ ଅମୃତ ମଣୋହି ଜମିକୁ କେମିତି ବିକ୍ରି କରିଥିଲେ। ଏବେ ଓଡ଼ିଶାବାସୀ ବିଜେଡ଼ି ନେତା ଙ୍କୁ ପ୍ରଶ୍ନ ପଚାରନ୍ତୁ। ହେ ନବୀନ ବାବୁ ତୁମେ ଠାକୁର ଙ୍କ ଜମି ଖାଇ ଚଳୁ କରିଦେଇଛି ଆଉ ଓଡ଼ିଶା ଲୋକଙ୍କ ଟଙ୍କା କୁ କ'ଣ ବା କରିଥିବ ଜଣାପଡ଼ୁଛି। ହେ ବିଜେଡ଼ି ଦଳର କୁଜି ନେତାମାନେ ଆଉ ଓଡ଼ିଶା ଲୋକଙ୍କ ଟଙ୍କା କୁ ଖାଇ ନିଜେ ବଡ଼ ଲୋକହେବାକୁ ସ୍ଵପ୍ନ ଦେଖନାହି ଅଳ୍ପ ଦିନ ଅପେକ୍ଷା କର ନବୀନ ପାଣ୍ଡିଆନ ବବି ଦାସ କାଠଗଡ କୁ ଟଣାହେବାସାରା । ଏବଂ ଜଗନ୍ନାଥ ଜମି ଖିଆ ଓଡ଼ିଶାବାସୀ ଙ୍କ ଟଙ୍କା ଖିଆ ବନ୍ଧା ହେବ ଥୟ ।

  • @arabindamishra4045
    @arabindamishra4045 ชั่วโมงที่ผ่านมา

    ବେଦାନ୍ତ ଜମି ମାମଲା ଆରମ୍ଭ ହେଲା ବେଳକୁ ବିଜେପି ର ମନମୋହନ ସାମଲ ରାଜସ୍ବ ମନ୍ତ୍ରୀ ଓ ସମୀର ଦେ, ଶିକ୍ଷା ମନ୍ତ୍ରୀ ଥିଲେ। ସୁତରାଂ, ଏ ମାମଲା କୁ ଟଣା ହେଵା ଭୟରେ ବିଜେପି କେବେହେଲେ ରାଜ୍ୟପାଳ ଙ୍କୁ ନବୀନ ଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଅନୁମତି ଦେବାପାଇଁ ଚାହିଁବ ନାହିଁ।

  • @raghunathjena-jc4lk
    @raghunathjena-jc4lk 40 นาทีที่ผ่านมา

    Heart touching matterbut I am in doubt toBJP govt.

  • @UpendraBehera-o1z
    @UpendraBehera-o1z 2 ชั่วโมงที่ผ่านมา

    ନବୀନ ବାବୁ ଙ୍କ ବିରୁଦ୍ଧରେ ବିଜେପି ସରକାର ,କେବେବି ଅନୁମତି ଦେବେ ନାହିଁ । କାରଣ ୨୦୨୯ ନିର୍ବାଚନ ବିଜେପି କୁ ଜିତିବାର ଅଛି , ତେଣୁ ମୋଦି ଏବଂ ଶାହା ନବୀନ ବାବୁ ଙ୍କ ବିରୁଦ୍ଧରେ ଯିବା ପାଇଁ ସାହସ କରିବେ ନାହିଁ।

  • @kishorchsrichandan307
    @kishorchsrichandan307 3 ชั่วโมงที่ผ่านมา

    ନବୀନ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରଥମେ ରାଜ୍ୟପାଳ ନେବାର ଥିଲା କିନ୍ତୁ ବର୍ତ୍ତମାନ ନେଲେ ବିଜେଡି ବାଲା କହିବେ ନବୀନ ବିରୋଧ କଲେ ତାଙ୍କ ପୁଅ କୁ ନେଇ। ଡେରି ହୋଇ ଗଲା।

  • @nareshdash3796
    @nareshdash3796 43 นาทีที่ผ่านมา

    ମୁଖ୍ୟ ସଚିବ ଅବସର ପରେ ସେଇ ବେଦାନ୍ତ ରେ ଉଚ୍ଚ ପଦବୀ ରେ ନିଯୁକ୍ତ ହେଲେ । ଏ ମହା ଦୁର୍ନୀତି ର ମୁଖ୍ୟ ଅଭିଯୁକ୍ତ ନିଶ୍ଚୟ ନବୀନ ବାବୁ । ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ ।

  • @akpanda833
    @akpanda833 ชั่วโมงที่ผ่านมา

    Shocking as Mr Samal & Mr Dey were ministers with land scam

  • @uddhabghadia133
    @uddhabghadia133 3 ชั่วโมงที่ผ่านมา

    Washing Machine of BJP is required to be cleaned

  • @kailashchandramohanty4776
    @kailashchandramohanty4776 2 ชั่วโมงที่ผ่านมา

    ଦୀର୍ଘ ଚବିଶ ବର୍ଷ ଧରି ଓଡିଶା ର ଜନସାଧାଣଙ୍କ ମନରେ ଏକ ଭାବନା ଅଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦୁର୍ନୀତି ମୁକ୍ତ ବ୍ୟକ୍ତି l ସାଧାରଣ ଜନତାଙ୍କ ମନରୁ ସଂଧେ ହ ମୋଚନ ନିମନ୍ତେ ନିଜେ ନବୀନ ପଟ୍ଟନାୟକ କିମ୍ବା ବିଜୁ ଜନତା ଦଳ ଏହି ଜମି ଦୁ୍ନୀତି ର ତଦନ୍ତ ପାଇଁ ରାଜ୍ୟ ପାଳଙ୍କ ପାଖରେ ଦାବି କରିବା ଉଚିତ୍ l। ନହେଲେ ଏଥିରେ ଦୁର୍ନୀତି ହୋଇଛି ବୋଲି ଧରି ନେବାକୁ ହେବ l

  • @pankajkumarkar3207
    @pankajkumarkar3207 2 ชั่วโมงที่ผ่านมา

    Governor himself is in backfoot . So he will not accept.

  • @mitumishra3216
    @mitumishra3216 2 ชั่วโมงที่ผ่านมา

    C B I Inquire Hoipariba Nahin Karan Hela B J P & B J D Gote Dala Khali Natak Karuchanti A 2Ta Dala

  • @Kansafamilyjourney
    @Kansafamilyjourney 2 ชั่วโมงที่ผ่านมา

    Absolutely, legal action is required to be taken against them.

  • @nrusinghabehera9461
    @nrusinghabehera9461 27 นาทีที่ผ่านมา

    Rajyapal, kia. C. M. Nku. Anumatidebaku

  • @satanicverses1
    @satanicverses1 2 ชั่วโมงที่ผ่านมา

    Sir please make the videos of short durations. 12-15 minutes.
    Saturdays and Sundays should be covered.

  • @SoubhagyakumarNayak-f2w
    @SoubhagyakumarNayak-f2w ชั่วโมงที่ผ่านมา

    Sir you are a leading journalist for BJP govt now in Odisha so you request your most popular CM & Odia asmita protector Guv Raghuvar Dasji...

  • @BarshaVmartha-wf8ez
    @BarshaVmartha-wf8ez 3 ชั่วโมงที่ผ่านมา

    Sir odisha re Christian missionaries ST SC logo mananku convert kari ki Christian re convert kari dauchhanti please video please upload karantu 🙏🙏🥺🙏🙏🥺

  • @DevendraKumarMohanty
    @DevendraKumarMohanty ชั่วโมงที่ผ่านมา

    Enquiry most essentials for nabin and pandian.

  • @johaarg5019
    @johaarg5019 59 นาทีที่ผ่านมา

    Nabin jaha vedantaru paaila sethiru modi shah bi bhaga paichhanti hisab rakhichhi pandian tenu rajyapal chup basibe

  • @golakbiharimalikgolak654
    @golakbiharimalikgolak654 2 ชั่วโมงที่ผ่านมา

    Nothing to happened because all three party Congress, BJP and BJD are both side and circle of acoin

  • @bishnumishra8668
    @bishnumishra8668 ชั่วโมงที่ผ่านมา

    ଜମି ସହ ନଦୀ ବି ବିକିଦେଲେ ......

  • @padmacharanjena2982
    @padmacharanjena2982 2 ชั่วโมงที่ผ่านมา

    Nabin Pattnaik should be arrested

  • @chikoodas9524
    @chikoodas9524 ชั่วโมงที่ผ่านมา

    Governers credibility lost as they are influenced by top power .. shameless new analysts are degrading odisha by defending his son indirectly.. odisha asmita failed when his son beaten up our officer .. 😂😂 .. mohan sarkar nuhe modi sarkar .. kujurati sarkar ..

  • @sudiptaharichandan5781
    @sudiptaharichandan5781 ชั่วโมงที่ผ่านมา

    Sir, as Mr. Pandian is involved and is alleged to be under protection of Central BJP, so no sanction.

  • @malatidas5974
    @malatidas5974 ชั่วโมงที่ผ่านมา

    But madam aparajita is much capable to be the education minister of lndia

  • @nrushinghachandrajena9076
    @nrushinghachandrajena9076 2 ชั่วโมงที่ผ่านมา

    Amruta manohi jami badalare parikrama prakalpa 4200 koti kara hoichhi

  • @ashokkumarrath5435
    @ashokkumarrath5435 3 ชั่วโมงที่ผ่านมา

    You are insisting to take action but nothing will happen

  • @himanshukumarmohanty8900
    @himanshukumarmohanty8900 2 ชั่วโมงที่ผ่านมา

    Naveen Patanaik be investigated by C B I as soon as possible,, If, not then Governor of Odisha is in the doubt of the people's, of Odisha,

  • @pradeepkumargiri7701
    @pradeepkumargiri7701 2 ชั่วโมงที่ผ่านมา

    Mamala ruju heba darakar.aita priyapriti katha nuhan.

  • @banditabarik2872
    @banditabarik2872 20 นาทีที่ผ่านมา

    Heart touching analysis sir.Central government Kejriwal, Hemant Soren,Sidherameya chief minister nka durnity dekhiparichhanti, kintu Nabin Pattnaik sir durnity ku kehi dekhi paru nahanti kemiti? Jadi Odisha re jami durnity,pani durnity, khani durnity,Bali durnity re koti koti tanka hoichhi BJD government samay re, kahniki deri heuchhi? Immediate action neba uchhit government.Nachet Odisha basi 2029 election re BJP ku Bida karibe . Jayanarayan Mishra sir nku minister pada deba uchhit thila.Se thile minister aji sabu Nabin Pattnaik, Pandian, Baby Das pari bada machha ku nischay dharaparithante & jail ku pathei thante.Election purbaru se eha kahithile. Governer Raghubar Das sir shighra ae digare drusti debaku anurodh & step nebe boli asha.

  • @rabindramohanty3981
    @rabindramohanty3981 2 ชั่วโมงที่ผ่านมา

    BJP 'S Election menifesto tells that they will have zero tolerance for corruption but why they are silent for huge corruption of previous govt

  • @rameshmishra2257
    @rameshmishra2257 2 ชั่วโมงที่ผ่านมา

    Absolutely right ✅️

  • @AkshyaKumarMohanty-b1u
    @AkshyaKumarMohanty-b1u 2 ชั่วโมงที่ผ่านมา

    Saha commission result world r biggest mining scam Naveen government samay re hei thila.
    Back rose ship ebe bi sakhi
    Dy cm KV Singh Deo
    Ist petitioner thile
    But everyone since 😂

  • @BasantaPanda-s7v
    @BasantaPanda-s7v ชั่วโมงที่ผ่านมา

    Kichi hebani. Only time pass

  • @DeepakMishra-cw3rj
    @DeepakMishra-cw3rj ชั่วโมงที่ผ่านมา

    Agyan chora manankra Sardar kana Jane sadhu heiparibe ki

  • @basantapattnaik7812
    @basantapattnaik7812 23 นาทีที่ผ่านมา

    ସାର ପ୍ରଣାମ 🙏🌹

  • @panchananmaharana9307
    @panchananmaharana9307 ชั่วโมงที่ผ่านมา

    Very good analysis, thanks, jayajagrnath

  • @ashokkumarrath5435
    @ashokkumarrath5435 2 ชั่วโมงที่ผ่านมา

    The entire cabinet was responsible

  • @pitabaspattanayak5202
    @pitabaspattanayak5202 ชั่วโมงที่ผ่านมา

    Aga ta pua birudhare tadanta anumati diantu ,

  • @manjupravamishra8000
    @manjupravamishra8000 2 ชั่วโมงที่ผ่านมา

    ଜୟ ଶ୍ରୀ ଜଗନ୍ନାଥ 🙏🌹।