ଡେଡଲାଇନ୍ ସରିଲା ରାଜନୀତି ସରୁନି | NandighoshaTV
ฝัง
- เผยแพร่เมื่อ 15 ก.ย. 2024
- Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Mu paiba pain jogya mor fainal listre nama thila hele 26 re katidele
Rajaniti chalei6a ghara paisa kebe miliba list pare list bharkaru6a
Na dela bhala haba
Ame tala Talia loka maribu
ମ ଘର ନା ହେଁ ଗୋପାଳନାଇକ l
Eta kou dinar a news sabubele barambar kain dekhauchhanti ebe milibakinain fainal news dekhaunahanti apana BJD news dekhauchhanti
❤❤❤❤❤😂
Tame bhaut katha kahu6a ghara daba boli tame year year biti jau6i tame kebe abash yojana lagu Kariba kebe ghara kama loka Mane process karibe
Final list ra ghara process pain paisa kebe daba
BJD
Telia Munda re tela.jahara sabu achhi tanku ghara miluchhi.
Work order news send kara sir
Rajaniti nite pae gariba Bali padibe sar
ଗରିବଙ୍କ ପାଇଁ ଘର ଦିଅନ୍ତୁ, ମିଛୁଆ ରାଜନୀତି ନକରି ଆଉ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ,। ଦୁଇ ଦଳର ମନ୍ତ୍ରୀ ମାନଙ୍କୁ ଅନୁରୋଧ ଦୟାକରି ଘର ପାଇଁ ଗୋଟିଏ ଗରିବ ଖଟିଖିଆ ଦିନ ମଜୁରିଆ ପରିବାର ଲେକ ଅପେକ୍ଷା କରି ରହିଛନ୍ତି।, ଆପଣ ଘର ଦେବ ଆମେ ଘର କରିବୁ,।। କେବେ ଖାତାକୁ ଟଙ୍କା ଆସିବ କହିଵେ କି, ବର୍ଷ। ସମୟରେ ଜଣେ ସାଧାରଣ ଗରିବ ଆଦିବାସୀ ଅଧ୍ୟୁଷିତ ଲେକ ଘର କରିପାରିକି, ମନ୍ତ୍ରୀ ମାନେ ଟିକେ ଅନୁଧ୍ୟାନ କରନ୍ତୁ,। ଆପଣ ର କେବଳ ମନ୍ତ୍ରୀ ହେବା ପାଇଁ ଚିନ୍ତା, କିନ୍ତୁ ଗରିବଙ୍କ ପାଇଁ ଘର ଖଣ୍ଡେ ଦେବାକୁ ସାଧାରଣତଃ ଚିନ୍ତା ନାହିଁ,। ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିବ କହି ଗରିବଙ୍କୁ ଧକ୍କା ଦେଇ ଚାଲିଛ, ମିଛ ପ୍ରତି ଶୃତି କ'ଣ ପାଇଁ ସାତ ସପନ ପାଲଟିଛି ଘର ଖଣ୍ଡେ ପାଇଁ, ଏବେ ବି ଅପେକ୍ଷା କରି ରହିଛନ୍ତି ଘର ପାଇଁ ଗରିବ ଖଟିଖିଆ ଦିନ ମଜୁରିଆ ପରିବାର, ଆପଣ ରାଜନୀତି କରୁଛନ୍ତି,। ଯେତିକି ଘର ଆସିଛି ଦିଅନ୍ତୁ। ଗାଁ ଗାଁ ରେ ଲେକମାନଙ୍କୁ ଘର ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଟଙ୍କା ନଆସିଲେ ରାଜନୀତି ମୁଡ ପରିବର୍ତ୍ତନ ହୁଏ ତ ବଦଳି ବ। ଗରିବଙ୍କ ଲେକ ଅପେକ୍ଷା କରିଛି ଘର ଦିଅନ୍ତୁ ମିଛୁଆ ରାଜନୀତି ଉଦ୍ଦେଶ୍ୟ ରଖି ନେତା ମନ୍ତ୍ରୀ ତଥା ସରକାରୀ ଦଳର କୁଜି ନେତାମାନେ ସମୟ ନଷ୍ଟ କରନ୍ତୁ ନାହିଁ ଗରିବଙ୍କ ନାଁ ନେଇ ଧକ୍କା ଦିଅନ୍ତୁ ନାହିଁ, ।ଆଉ ଅଧିକ ରାଜନୀତି ନକରି ଘର ଦିଅନ୍ତୁ ସମୟ ନଷ୍ଟ ନ କରି,।
Correct sir
Right sir
ଏଇଟା ନବୀନ ପଟ୍ଟନାୟକଙ୍କ ଚେନାଲ
Hn bhai janichu a 😂😂😂😂
ଓଟିଭି ଚ୍ୟାନେଲ ବିଜେପି ୧୦୦ସୋପଟ