Group Clash In Bhubaneswar Mancheswar Area, Leaves 20 Injured | NandighoshaTV

แชร์
ฝัง
  • เผยแพร่เมื่อ 5 ส.ค. 2021
  • #NandighoshaTV #GroupClash #Mancheswar
    ମଞ୍ଚେଶ୍ଵର ମୁଣ୍ଡା ସାହିରେ ଗୁଣ୍ଡାରାଜ । ବୁଲିଲା ଖଣ୍ଡା, ଭୂଜାଲି । 20 ରୁ 30 ମିନିଟ୍ ଧରି ଚାଲିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗତକାଲିର ଛୋଟ ଝଗଡ଼ାକୁ ନେଇ ଆଜି ମହାଭାରତ । 40 ରୁ 50 ଯୁବକଙ୍କ ସାହି ଉପରେ ଆକ୍ରମଣ କରିଥିବା ସୂଚନା ରହିଛି ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 728
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

ความคิดเห็น • 1K

  • @jitendrasutar8845
    @jitendrasutar8845 3 ปีที่แล้ว +73

    ମାଳିକା କଥା ସତ ହୋଇ ଚାଲିଛି ଜୟ ଜଗନ୍ନାଥ,

  • @maruti2016
    @maruti2016 3 ปีที่แล้ว +136

    ଉତ୍ତର ପ୍ରଦେଶ ଯୋଗୀ ଶାସନ ଲାଗୁ କର ସବୁ ଠିକ ହେଇଯିବ

    • @dkmoharana673
      @dkmoharana673 3 ปีที่แล้ว +6

      Odisha govt kichi kariparibani. Chhaka govt.

    • @bestofodiavlog702
      @bestofodiavlog702 3 ปีที่แล้ว

      th-cam.com/video/bo-s9Pfe0XI/w-d-xo.html🙏🙏🙏

    • @gudusonu0786
      @gudusonu0786 3 ปีที่แล้ว +4

      @@dkmoharana673 right navin chaka au police tali marile 100🤣🤣🤣

    • @rspcreation1484
      @rspcreation1484 3 ปีที่แล้ว +7

      ଓଡିଶା ସରକାର ସବୁ କରି ପାରିବ..... କିନ୍ତୁ ଲୋକ ମାନଙ୍କର ସପୋର୍ଟ ଦରକାର......... ପୋଲିସ ଦୋଷୀକୁ ଚାପୁଡ଼ା ଗୋଟେ ମାରିଲେ ଲୋକଙ୍କର ରାୟ ବଦଳି ଯାଉଛି...... କଣ ପାଇଁ ପିଟିଲା କହୁଛନ୍ତି...... ପୋଲିସ କିଛି ଏକ୍ସନ ନେଲେ ଯିଏ ଏମିତି କାମ କରୁଛି ସେ ଡରିବ...... ପୋଲିସ କୁ ତ ଲୋକ ମାନଙ୍କର ସପୋର୍ଟ ନାହିଁ.... ଖାଲି ସରକାର କୁ ଦୋଷ ଦେଲେ କଣ ହବ...... କିଛି ବର୍ଷ ପୂର୍ବରୁ ପୋଲିସ ନା ଶୁଣିଲେ କ୍ରିମିନାଲ ମାନେ ଡରୁଥିଲେ.... ଏବେ ତ ଲୋକ ମାନେ ପୋଲିସ ର ହାତ ଗୋଡ ବାନ୍ଧି ଦେଇଛଅନ୍ତି ଆଉ କଣ ହବ..... ଏମିତି ହିଁ ହବ...

    • @trilochansunani3754
      @trilochansunani3754 3 ปีที่แล้ว

      100%

  • @netranetra4111
    @netranetra4111 3 ปีที่แล้ว +76

    ଏଇତ ଆମ ନବୀନ ସରକାର ବହୁତ ଉନ୍ନତି କଲାଣି। ଜୟ ଜଗନ୍ନାଥ

    • @ashokbhaigeming3579
      @ashokbhaigeming3579 3 ปีที่แล้ว +3

      ତମର ଶଳା କିଛି କାମ ନାହିଁ କିଏ ନବୀନ କୁ ଭୁଲ ଦଉଛି କିଏ ମୋଦି କୁ ଭୁଲ ଦଉଛି ଆରେ ଶଳେ ଏଥିରେ ତାଙ୍କର କଣ ଭୁଲ ସେ ମାନେ କଣ କହୁଛନ୍ତି ମାଡ ପିଟ କର ବୋଲି ତମେ ତ ଶଳା ସବୁ କରୁଛ ୟାକୁ ତାକୁ ଭୁଲ ଦଉଛ ନିଜେ ସୁଧିରି ଯାଆ ତା ପରେ ନବୀନ କୁ ମୋଦି କୁ ଭୁଲ ଦବ ନିଜେ ସୁଧୁରି ବାର ନାହିଁ ଅନ୍ୟକୁ ଦୋଷ ଦେଲେ ଲାଭ କଣ
      ଆଉ କିଛି ଲୋକ ଅଛନ୍ତି ୟା କଥା ତା କଥା ନ କହିଲେ ତାଙ୍କ ଭାତ ହଜମ୍ ହୁଏନି ସେଇ ମାନଙ୍କୁ କୁହା ଯାଏ ଶିକ୍ଷିତ ଦେଶ ର ମୂର୍ଖ ଆଉ ପଶୁ ମଣିଷ

    • @mitabehera7276
      @mitabehera7276 3 ปีที่แล้ว +2

      ନବୀନ କଣ ତମଘର ଜଗିକି ସୋଇଶ

    • @anneytimenewscheck5536
      @anneytimenewscheck5536 3 ปีที่แล้ว +1

      @@ashokbhaigeming3579 ନବୀନ , ମୋଦୀ ଙ୍କୁ ଏଇଥିପାଇଁ କହୁଛନ୍ତି ତାଙ୍କ ହାତରେ ପାୱାର
      ସେମାନେ ଚାହିଁଲେ ଏ ଯୋଉ ଘଟଣା ହେଉଛି !
      କିଛି ମାତ୍ରାରେ କମିଯାଆନ୍ତା ! ଦୋଷୀକୁ ଯଦି କୋଠର ଦଣ୍ଡ ବ୍ୟବସ୍ଥା ହେବ କ୍ରାଇମ କରିବା ଆଗରୁ କ୍ରିମିନାଲ 100ଥର ଚିନ୍ତାକରିବ
      ବୁଝିଲୁ ବୋକ୍କା !

    • @melisha4236
      @melisha4236 3 ปีที่แล้ว

      @@anneytimenewscheck5536 Right...

    • @padmacharanpattnaik4632
      @padmacharanpattnaik4632 2 ปีที่แล้ว

      @@anneytimenewscheck5536 in

  • @CreationOdia1234
    @CreationOdia1234 3 ปีที่แล้ว +93

    ଦୋଷୀ ମାନଙ୍କୁ ଦଣ୍ଡ ହଉନି ସେଥିପାଇଁ ଏମିତି Case ବଢ଼ିବାରେ ଲାଗିଛି

    • @prakashmaharana2649
      @prakashmaharana2649 3 ปีที่แล้ว +1

      Right

    • @dharmendrapradhan9925
      @dharmendrapradhan9925 2 ปีที่แล้ว

      Right

    • @SubhasishM-jz1zm
      @SubhasishM-jz1zm 9 วันที่ผ่านมา

      police ଟଙ୍କା ନେଲେ ଛାଡ଼ି ଦଉଛନ୍ତି ଦୋଷୀ ମାନେ ଶାସ୍ତି ପାଇଲେ ସିନା ଜାଣିବେ

  • @susmitajena1267
    @susmitajena1267 3 ปีที่แล้ว +202

    R.I.P Bbsr Police🙏🏻

    • @bestofodiavlog702
      @bestofodiavlog702 3 ปีที่แล้ว

      th-cam.com/video/bo-s9Pfe0XI/w-d-xo.html🙏🙏🙏🙏

    • @apun2578
      @apun2578 3 ปีที่แล้ว +8

      Emiti kn kahucha J. Efficiency janibara achi jadi BBSR police ra tahele bina helmet aau mask re baharuku gala dekhiba😂

    • @mathatyou717
      @mathatyou717 3 ปีที่แล้ว

      Ha ha

    • @mesmerizeart663
      @mesmerizeart663 3 ปีที่แล้ว +1

      @@apun2578 ବସ୍ତି ଛୁଆ ଙ୍କୁ କେବେ ଟ୍ରାଫିକ ପୋଲିସ ରଖେନି, ନିଜ ଆଖିରେ ଦେଖିଚି ରାଜମହଲ ଛକରେ ଟ୍ରାଫିକ ବାଲାକୁ ଠୋଠୋ କଷିଲା। ଭୁବନେଶ୍ୱର ବିଷୟ ରେ ଜଣାନାହିଁ ତୁମକୁ😁😁😁😁😁😁

    • @dusmantaparida459
      @dusmantaparida459 2 ปีที่แล้ว

      RIP #Odisha#Police #Chatukar#Media

  • @pandasrimanta662
    @pandasrimanta662 3 ปีที่แล้ว +153

    Bhubaneswar will be listed as Crime city in LIMCA BOOK ..

    • @bestofodiavlog702
      @bestofodiavlog702 3 ปีที่แล้ว

      th-cam.com/video/bo-s9Pfe0XI/w-d-xo.html🙏🙏🙏

    • @SKumar-rb1tz
      @SKumar-rb1tz 3 ปีที่แล้ว +1

      Smart city , each and every field it became no-1 with smart people.

    • @thelegendrasmi1348
      @thelegendrasmi1348 3 ปีที่แล้ว

      Haan

  • @dillipsahu2543
    @dillipsahu2543 3 ปีที่แล้ว +40

    ପୋଲିସ୍ ଭାଇମନେ ଖାଲି ଫାଇନି କାଟି ଜାଣିଛନ୍ତି ସୁରକ୍ଷା ଦେଇପାରିବେନି ଧନ୍ୟ ଧନ୍ୟ ପୋଲିସ୍ ଭାଇ ମାନ ଙ୍କୁ

  • @rohitkumarjena356
    @rohitkumarjena356 3 ปีที่แล้ว +81

    Odisha police khali helmet check kariparibe ,

    • @prasantadash5911
      @prasantadash5911 3 ปีที่แล้ว

      Helmet check mask check ta chhada kichhi aseni....

    • @pkmastipkmasti1137
      @pkmastipkmasti1137 3 ปีที่แล้ว

      Right

    • @aishasahil9780
      @aishasahil9780 3 ปีที่แล้ว

      Right

    • @pramodmodi6826
      @pramodmodi6826 3 ปีที่แล้ว

      Right Choro Ku dhariba yankara bahire padha heini

    • @ashokdas9211
      @ashokdas9211 3 ปีที่แล้ว

      Khali setiki nuhe bro... bhikari 100 tanka ra munda hela police balankara..

  • @dmahanayak3281
    @dmahanayak3281 3 ปีที่แล้ว +172

    ପୋଲିସ ଚୁଡ଼ି , ସିନ୍ଦୂର , ଅଳତା , ନାଲି ଶାଢ଼ୀ ପିନ୍ଧି କି ଆସିବ ନା ଆଉ । ତମ କଥାରେ ସେ ଆସିବେନା ।😄😄

    • @theratikrock
      @theratikrock 3 ปีที่แล้ว +4

      Chudi,sindura,alata kamjori ra nisan nuhe bhai..

    • @Indo-Euro
      @Indo-Euro 3 ปีที่แล้ว +5

      Khali police Mane helmet checking karibara jani Chanti crime thik karibare nahi . Police Mananka pai sabu imiti heuchi

    • @dmahanayak3281
      @dmahanayak3281 3 ปีที่แล้ว +3

      @@theratikrock ଯାହା କହିଲ ସତ ଯେ । ସେ ଗୁଡିକ ନାରୀ ପାଇଁ ଶୋଭା । ହେଲେ ପୁରୁଷ ପିନ୍ଧିଲେ ତାଙ୍କୁ କର୍ମ ହୀନ ବୋଲି କୁହା ଯାଏ । ଏଠିକା ପରିସ୍ଥିତି ରୁ ଏଭଳି କୁହା ଗଲା । ପୋଲିସ କେବଳ ମାସ୍କ, ହେଲମେଣ୍ଟ, chalan re ବ୍ୟସ୍ତ । ହେଲେ ଏପରି ସ୍ଥଳରେ call କଲେ କଣ କୁହନ୍ତି ସବୁ ଜାଣନ୍ତି ଆପଣ ମାନେ ।

    • @brokengirl576
      @brokengirl576 3 ปีที่แล้ว +2

      Right police kichi karibani

    • @rspcreation1484
      @rspcreation1484 3 ปีที่แล้ว +1

      ପୋଲିସ ର କିଛି ଭୁଲ ନାହିଁ....... ସେ ଅଂଚଳ ର ଲୋକ ମାନଙ୍କର ଭୁଲ........ ପୋଲିସ କଣ ତମ ଘରେ ଯାଇକି ଯୋଗିବ ନା କଣ...... ଯିଏ ଦୋଷୀ ତାକୁ ପୋଲିସ ଟିକେ ପିଟିଦେଲେ ତୋମେ ନିଜେ ଭିଡିଓ କରିକି ଓଲଟା କହିବ ଦେଖ ପୋଲିସ କେମିତି ଲୋକଙ୍କୁ ପିଟୁଛି...... ଆଉ ଏବେ କହୁଛୋ..... ପୋଲିସ ଚୁଡି ସିନ୍ଦୁର ଅଳତା ନାଲି ଶାଢ଼ୀ ପିନ୍ଧିକି ଆସିବ...... ସବୁ ପୋଲିସ ର ଇଚ୍ଛା ଥାଏ କ୍ରାଇମ ହୋଟେଇବା ପାଇଁ.... ଆମେ ହିଁ ପୋଲିସ ର ହାତ ଗୋଡକୁ ବାନ୍ଧି କି ରଖିଛୁ......

  • @jayhind2547
    @jayhind2547 3 ปีที่แล้ว +71

    ଯେତେ ଦିନ ପର୍ଯ୍ୟନ୍ତ ଇନକାଉଣ୍ଟର ସ୍ପେସ୍ପାଲିଷ୍ଟ କୁ ଫୁଲ ପାୱାର ମିଳିନି ଭୁବନେଶ୍ୱର ରେ ଏମିତି କା ଘଟଣା ନିତିଦିନିଆ ଭାବରେ ଘଟିବ...

  • @rajkishor0123
    @rajkishor0123 3 ปีที่แล้ว +22

    ଭୁବନେଶ୍ବର ପୁଲିସ କୁ ଧନ୍ୟବାଦ 🙏🙏🙏🙏

  • @jagadishkhandual1063
    @jagadishkhandual1063 3 ปีที่แล้ว +72

    ଏଥର ସାବିତ୍ରୀ ଭାର ନେଇ ପୋଲିସ ଭାଇ ମାନଙ୍କ ପାଖକୁ ଯିବାକୁ ପଡ଼ିବ..👍👌👌

  • @sidharthmishra7701
    @sidharthmishra7701 3 ปีที่แล้ว +200

    Encounter is the only way to fight against crime...shoot at sight order should be implemented upon these criminals...

    • @bestofodiavlog702
      @bestofodiavlog702 3 ปีที่แล้ว +2

      th-cam.com/video/bo-s9Pfe0XI/w-d-xo.html🙏🙏🙏

    • @brokengirl576
      @brokengirl576 3 ปีที่แล้ว +2

      Right

    • @pankaja2012
      @pankaja2012 3 ปีที่แล้ว

      I have

    • @rspcreation1484
      @rspcreation1484 3 ปีที่แล้ว +5

      ଭାଇ ଠିକ କହିଲ ଯେ...... କିଛି ମୂର୍ଖ ଲୋକ ତାକୁ ବି ବିରୋଧ କରିବେ..... ମୋ ହିସାବ ରେ ତ ଥାନା କୁ ନେଇକି ଗୋଡ ହାତ ଭାଙ୍ଗି ଦେବା କଥା..... ଯେମିତି ଆଉ ଥୋରେ ଏମିତି କରିବା ପୂର୍ବରୁ ଶୋହେ ଥର ଭାବିବ

    • @santoshkumarsatapathy1385
      @santoshkumarsatapathy1385 3 ปีที่แล้ว

      Absolutely right 👍👍👍

  • @mahendrabehera8504
    @mahendrabehera8504 3 ปีที่แล้ว +34

    ପ୍ରତେକ ରାଜ୍ୟରେ ଯୋଗୀ ଭଳି ମୁଖ୍ୟମନ୍ତ୍ରୀ ହେବା ଦରକାର ନହେଲେ ଏ ଶଳା ମାନଙ୍କୁ କଂଟ୍ରୋଲ କରି ହବନାହିଁ

  • @reetikmohanty7369
    @reetikmohanty7369 3 ปีที่แล้ว +73

    ଓଡ଼ିଶା ଶାସନ ଗୋଟେ ବାଳ ଶାସନ , ଯେଉଁଠି ପଇସା ଏ ସବୁ ମଘିଆ ମନ୍ତ୍ରୀ ସେଇଠି ପୋଲିସ ବି ସେଇଠି

  • @prananathpati9976
    @prananathpati9976 3 ปีที่แล้ว +36

    ଏଥିରେ ଗେଣ୍ଡା ଦଳିଅା ସମ୍ପୃକ୍ତ! ସେଥି ପାଇଁ ପୋଲିସ ଡେରିରେ ଆସିଲା! ଅପରାଧୀଙ୍କ ପୃଷ୍ଠ ପୋଷକ ହେଲେ ଗେଣ୍ଡା ଦଳିଆ!

  • @deepakkumardipu4912
    @deepakkumardipu4912 3 ปีที่แล้ว +59

    Police ପ୍ରଶାସନ ଉପରେ ଭରସା କମିଗଲେନି । ଲୋକମାନେ ଆଇନ ନିଯାହତରେ ନେଉଛନ୍ତି । ପୋଲିସ ଥାଉ ଥାଉ ସବୁ କ୍ରାଇମ୍ ରେ cib ଖୋଜାହାଉଚି

  • @Mr_Dhenkanal_bhaina_vlog.
    @Mr_Dhenkanal_bhaina_vlog. 3 ปีที่แล้ว +13

    ବା‌ ବା ରେ ଭୁବନେଶ୍ୱର

  • @hariharpradhan1177
    @hariharpradhan1177 3 ปีที่แล้ว +24

    ବିରଞ୍ଚି ବାବୁ ଟଙ୍କା ନେଇ ଚାକିରୀ ଦେଲେ ପୋଲିସି ର ଏମିତି ଅବସ୍ଥା ହୁଏ

  • @littledancers6001
    @littledancers6001 3 ปีที่แล้ว +6

    ବାଃ ବାଃ ରେ ରାଜଧାନୀ,ଆରେ ହେ ରାଜଧାନୀ ତତେ ଦୁରୁ ଜୁହାର ....

  • @nandamarndi1591
    @nandamarndi1591 3 ปีที่แล้ว +7

    DR.SUDHANSU SARANGI SIR NKU COMMISSIONER KARANTU SOBU THIK HEIJIBO..

  • @mukundakachhap7329
    @mukundakachhap7329 3 ปีที่แล้ว +4

    ଏଇଟା ଇଗ୍ରେଜ୍ ଶାସନ ଠୁ ବି ଅଧିକ ହେଉଛି
    ହେଲେ ବି ସରକାର ଚୁପ୍

  • @mr.sanjay0013
    @mr.sanjay0013 3 ปีที่แล้ว +53

    ସବୁ ବେଳେ ଏମିତି ବସ୍ତି ରେ ହେଉଛି ସବୁଠୁ ବେଟର ହେବ ବସ୍ତି ସବୁ ଭାଙ୍ଗି ଦିଅ

  • @harekrushnabehera3138
    @harekrushnabehera3138 3 ปีที่แล้ว +5

    ଏ ବୋଧେ ମଦର କରାମତି । ମଦ ଦୋକାନ ଅଧିକ ଖୋଲା ହେଉ ।

  • @anilkumardash1605
    @anilkumardash1605 3 ปีที่แล้ว +14

    Smart city bbsr ra name bahut jaldi crime city ku replace haba..
    Au police mask helmet checking kariba na tanka pakhare esabu pai kn time achi..sabu sarile asibe Mamu.

  • @abhimanyumajhi2425
    @abhimanyumajhi2425 3 ปีที่แล้ว +27

    ଏମିତିକା ଲୁକକୁ ଗୁଲିମାରିଦେବା ଦରକାର

  • @tanmayaofficial8528
    @tanmayaofficial8528 3 ปีที่แล้ว +5

    ମାଗିହେ କେ ପିଟ ଵୋ ଆମେ ସମ୍ବଲପୁରି ଆ ପିଲା

  • @altzebestates2535
    @altzebestates2535 3 ปีที่แล้ว +4

    Wonderful . Mera Bhubaneswar MAHAN .

  • @jayasree9376
    @jayasree9376 3 ปีที่แล้ว +4

    Amiti hi heba coz police ra sabu dhyana helment checking upare

  • @swaineventserasamajagatsin1448
    @swaineventserasamajagatsin1448 3 ปีที่แล้ว +11

    Bhala police commissioner ku ta govt transfor karidebe amiti habani au kn haba

  • @bijoyapriyadarsinidash922
    @bijoyapriyadarsinidash922 3 ปีที่แล้ว +3

    ଯୋଗୀ ଶାସନ ଦରକାର ଏଠି

  • @biologylover1565
    @biologylover1565 3 ปีที่แล้ว +3

    Emerging Dada aue Gangstar aue.
    Balunga youth manakar aye mindset sabad koribaku podibao.
    Bhasa gotay kohi thanti kohuni Khali.

  • @trelochan5480
    @trelochan5480 3 ปีที่แล้ว +3

    R.I.P odisha police

  • @rashmitajena2828
    @rashmitajena2828 3 ปีที่แล้ว +18

    Amo police khushire achhonti knahnki tanku disturb karucho 😂😂

    • @bestofodiavlog702
      @bestofodiavlog702 3 ปีที่แล้ว

      th-cam.com/video/bo-s9Pfe0XI/w-d-xo.html🙏🙏🙏🙏

    • @SOURAVCLASHER
      @SOURAVCLASHER 3 ปีที่แล้ว

      Police bike checking karu chanti..a police paisa dei .job pai chanti

  • @sukadebmaharana4669
    @sukadebmaharana4669 2 ปีที่แล้ว +2

    ନବୀନ ପଟ୍ଟନାୟକ ଙ୍କୁ କୁଟି କୁଟି 🙏🙏🙏🙏🙏🙏🙏🙏🙏🙏 ଆମ ଓଡିଶା ରେ ଗୁଟେ ପ୍ରଥମ ଥର କିଛି ନୁଆ ସୁବିଧା କରିଛନ୍ତି,ମୋ ବାଳ ସରକାର"

  • @_Dream_IAS_
    @_Dream_IAS_ 3 ปีที่แล้ว +7

    Bhubneswar ପାଇଁ ଗୋଟେ ଟାଣୁଆ DCP ଦରକାର , ଉମା ଶଙ୍କର ଦାସ ଙ୍କ କାମ ନୁଁହ

  • @orisanjay
    @orisanjay 3 ปีที่แล้ว +4

    5.37 minutes re sunantu. Channel Ra kou type ra responsibility. Slum loka bhasa kahile, aau channel se byte ku without edit re upload karidela. Great job media 💐💐💐

  • @eakaamaadmikabat963
    @eakaamaadmikabat963 3 ปีที่แล้ว +24

    Where is going Odisha DGP IPS Abhay?
    I think, he is missing.

  • @gudubaral2278
    @gudubaral2278 3 ปีที่แล้ว +3

    ଏଠି ସବୁ ଏକ କୁ ଆରକ

  • @funnytime9733
    @funnytime9733 3 ปีที่แล้ว +6

    Odisha Government tanki khia chauala deba stop kariba nihati abasyak, tanki khia chaula jogu aaji emane besi utpata heuchhanti, police bhai bi immediate action neba darkar thila

  • @srm9812
    @srm9812 3 ปีที่แล้ว +6

    Next election ku Ea chakaa govt ku thik jabaab diya..500 na neiki ama youth mananku job milibaa darkar..🙏🏿🙏🏿🙏🏿 Please samaste ea katha bujhantu🙏🏿🙏🏿🙏🏿

  • @mrkd3404
    @mrkd3404 3 ปีที่แล้ว +20

    200% politics party support thibo ethipaain

  • @rabindrabehera5533
    @rabindrabehera5533 3 ปีที่แล้ว +2

    Yugi ji ko bulao gundaraj band ho jayega
    Apna ghar janeka raasta nszar nahi aayega khade khade enquanter jay hind
    Jay bharat

  • @RameshYadav-nd5te
    @RameshYadav-nd5te 3 ปีที่แล้ว +8

    ଫିଲ୍ମ style ର ଘଟଣା ଭଳି ମନେ ହେଉଛି...
    ପ୍ରଥମେ ଜଣକୁ ମାରିବା ପାଇଁ ୨-୩ଜଣ ଆସିଲେ ସେଇଠି ସାଇ ଲୋକ ମାନେ ବିନା କାରଣ ରେ ଗୋଟିଏ ପିଲା କୁ ୨-୩ ଜଣ ବାଡ଼େଇବା ଦେଖି ସେମାନଙ୍କୁ ଖୋବିଲେ।ମାଡ଼ ଖାଇ ସେମାନେ ସେଠୁ ପଳେଇଲେ ଆଉ ରାଗ ସୁଝେଇବା ପାଇଁ ପୁରା ୭୦-୮୦ ଜଣଙ୍କୁ ଧରିକି ଆସିଲେ ତାପରେ ଯାହା ......

  • @kamallochanpatra9315
    @kamallochanpatra9315 3 ปีที่แล้ว +6

    Police ଭାବୁଚି ତାଙ୍କୁ 50ହଜାର ମିଳୁ ଦଶ ଜଣ ମର ନ୍ତୁ ତାପରେ ଆମେ ପହଞ୍ଚି ଯିବୁ

  • @sameerkumar6114
    @sameerkumar6114 3 ปีที่แล้ว +3

    Police bhai Mane Experience in mask, helmet checking only.

  • @motivationalshortvideo9249
    @motivationalshortvideo9249 3 ปีที่แล้ว +2

    Bala police kouthi jaithila 🔥

  • @sukadebmaharana4669
    @sukadebmaharana4669 2 ปีที่แล้ว

    ଓହଃ "ଗୁଟେ କଥା କହିବାକୁ ଭୁଲି ଯାଇଥିଲି,ଆରେ ପାପ ନ କଲେ କଳି ଯୋଗ ଶୀଘ୍ର ଶେଷ ହେବ କେମିତି!

  • @NM-mq6xw
    @NM-mq6xw 3 ปีที่แล้ว +7

    Odisha police Jao helmet check Kara.

  • @chandanmanik5049
    @chandanmanik5049 3 ปีที่แล้ว +4

    I'm happy with love Odisha police department

  • @rajaparida6858
    @rajaparida6858 3 ปีที่แล้ว +5

    RIP..BBSR PCR..POLICE 🙏🙏🙏🙏🙏

  • @prakashpandapanda640
    @prakashpandapanda640 3 ปีที่แล้ว

    Jay ho Odisha sarkar

  • @haraprasannajena7909
    @haraprasannajena7909 3 ปีที่แล้ว +16

    Magia manku, mad abhab , bala comisionte police .

  • @Skumar-vy2yi
    @Skumar-vy2yi 3 ปีที่แล้ว +4

    45minutes polic kuade jaithila ludu kheluthile ki amo odisha police

  • @pravashmallick9561
    @pravashmallick9561 3 ปีที่แล้ว +5

    UP rule lagaja plz government ku request.

  • @NareshKumar-bi9wu
    @NareshKumar-bi9wu 3 ปีที่แล้ว +3

    ଏମିତି ହବ ପରା ନବୀନ ପଟ୍ଟନାୟକ ଙ୍କୁ କିଏ ଡରୁ ନାହାନ୍ତି,

  • @tarulatajena8843
    @tarulatajena8843 3 ปีที่แล้ว +5

    O.P zindabad 🙏🙏🙏

  • @mr.arbindkujurofficials7690
    @mr.arbindkujurofficials7690 3 ปีที่แล้ว +8

    Maagiha manku dhari petrol dhali jali diya

  • @nirvaykumarbarik7222
    @nirvaykumarbarik7222 3 ปีที่แล้ว

    Polic Babu Mane Salut Tamaku Jay Hind

  • @Rockeeeyyy
    @Rockeeeyyy 3 ปีที่แล้ว +3

    Today morning police came near our House and Arrested 2 of the brothers,Mancheswar, Chakeisihani

  • @chinmayadas2651
    @chinmayadas2651 3 ปีที่แล้ว +5

    Fighting between two groups is not the matter of concern,the thing which hurts is the inability of commissionarate police.Like hindi movie seen police acts after lost of life and property

  • @abhijitnanda5091
    @abhijitnanda5091 3 ปีที่แล้ว +15

    Slums are hub of crime

  • @ramohembram7342
    @ramohembram7342 3 ปีที่แล้ว

    Bhai smart city ro smart bodmasi ,,,,,,,,,,,,aponmane khusito ,,,eita hela amo sorkar ro sason

  • @Bagisahibendparti
    @Bagisahibendparti 3 ปีที่แล้ว +1

    ଏମିତି ଲକଙ୍କୁ ଥାନାରେ ରକିଭା ଦରକାର ଦଣ୍ଡିତ ଧିଆଯାଉ sir

  • @bhabanisankarsahoo2666
    @bhabanisankarsahoo2666 3 ปีที่แล้ว +6

    All these slum dwellers are earning more having no accountability and causing these crimes. More over slum dwellers are native of Ganjam or Nayagarh.

  • @bapunibhatta9788
    @bapunibhatta9788 3 ปีที่แล้ว +3

    Semananku encourage re maridio

  • @happylucky6465
    @happylucky6465 3 ปีที่แล้ว +1

    ହେ ପ୍ରଭୁ ଓଡିଶା ପୋଲିସ ଙ୍କ ଆତ୍ମାକୁ ସଦଗତି ଏବଂ ଶାନ୍ତି ଦିଅନ୍ତୁ...... ଓଡିଶା ପୋଲିସ ନାହାନ୍ତି ଚାଲି ଯାଇଛନ୍ତି...... so ଏମିତି ହଉଛି ଆଉ.....

  • @pk3195
    @pk3195 3 ปีที่แล้ว +2

    Sabaas police department of Bhubaneswar.

  • @abdulnasimaktar4862
    @abdulnasimaktar4862 3 ปีที่แล้ว +4

    କୁଆଡୁ ସବୁ ଆସୁଛନ୍ତି ୟେ ସବୁ...ଆଉ ଆମ କମିଶନରେଟ ପୋଲିସ🖕

  • @manojmohapatra9938
    @manojmohapatra9938 3 ปีที่แล้ว +7

    Make bhubaneswar slumfree.

  • @chanel..rkumar8574
    @chanel..rkumar8574 2 ปีที่แล้ว

    ଏ ସବୁ ବଢିବ

  • @deenabandhubehera3333
    @deenabandhubehera3333 3 ปีที่แล้ว +1

    Bhubaneswar ରେ ପ୍ରତି ଗଳି ଗଳିରେ CC camera ଲଗାଯାଉ, ଯଦି ନାହିଁ ତୋ କ୍ୟାପିଟାଲ change କରାଯାଉ.

  • @subhankarsamal6590
    @subhankarsamal6590 3 ปีที่แล้ว +4

    RIP BBSR police power... Just appointed for to collect fine that to within town.... Just a unless thing nothing else

  • @climax0075
    @climax0075 3 ปีที่แล้ว +3

    ପୋଲିସ ଏମାନଙ୍କୁ କୁ ପରକରର ଦଣ୍ଡ ଦେଉଛନ୍ତି ଦେଖାଯାଉ

  • @jimalmurmu915
    @jimalmurmu915 3 ปีที่แล้ว +1

    Neta, police department jago ahi kanda.

  • @laxmanmurmurlaxman1340
    @laxmanmurmurlaxman1340 3 ปีที่แล้ว +1

    ଲୋକେ ମରୀଯାଆନନ୍ତୁ ପୋଲିସ ବାବୁ ମାନେ ନୀଦରେ ସୁଈଛନ୍ତିକି

  • @yajnadattamohanty1239
    @yajnadattamohanty1239 3 ปีที่แล้ว +7

    ଅଯୋଗ୍ୟ ଓଡ଼ିଶା ସରକାର , ନବୀନ ପଟ୍ଟନାୟକ ଯୋଗୀ ଆଦିତ୍ୟନାଥ ର ଗୁହ ଟିକେ ଖାଉ ବୁଦ୍ଧି ଭଲ ବଢିବ । ଛି..... ଛି...... ଛି

  • @Abhi-gr7xk
    @Abhi-gr7xk 3 ปีที่แล้ว +9

    We should be proud of our police team for this kind of act happening daily.

  • @rasmibhubeneswar7296
    @rasmibhubeneswar7296 3 ปีที่แล้ว +1

    Police soichi bhala

  • @deepakmishra1311
    @deepakmishra1311 3 ปีที่แล้ว

    Will see ... what will action against this case

  • @bibhunayak3992
    @bibhunayak3992 3 ปีที่แล้ว +4

    Odissa police lanchua helani loke au daru nahanti..

  • @alloffyou4995
    @alloffyou4995 3 ปีที่แล้ว +9

    ଏମାନଙ୍କୁଧରି ହାଇଦର ଭଳିଗୁଳିକର ।

  • @user-uh9yo6sc6s
    @user-uh9yo6sc6s 2 หลายเดือนก่อน

    Very good video 👍

  • @bhagyadharbehera1427
    @bhagyadharbehera1427 2 ปีที่แล้ว +1

    Good

  • @mathatyou717
    @mathatyou717 3 ปีที่แล้ว +6

    Request to BDA and commissioner to remove all BASTI, these are the incubation of all criminals and Gundas. Then see and encounter without looking back.

  • @prasantachaudhury8250
    @prasantachaudhury8250 3 ปีที่แล้ว +3

    Khali third degree mada darkar

  • @srikanta671
    @srikanta671 3 ปีที่แล้ว

    Odishaଭଲ ହେଇଛି ଆଗକୁ ଆହୁରି ହେବ
    ଭୋଟ ଦେଇଛ

  • @mojagannathmahan3383
    @mojagannathmahan3383 2 ปีที่แล้ว +1

    5:35 ଏ ଭାଇରେ ଏଠି ଗୋଟେ ଟୁଁ'ଉଁ ଟୁ'ଉଁ ଟୁ'ଉଁ ଦେଇକି କାହାଣୀ ଶୁଣେଇ ନଥାନ୍ତ

  • @Payalkashivlogs
    @Payalkashivlogs 3 ปีที่แล้ว +6

    Rip to odisha police 🙏🏻

  • @lizzadhira2124
    @lizzadhira2124 3 หลายเดือนก่อน

    Jay jagannath Swami 😢😢😢

  • @RajKumar-ll1si
    @RajKumar-ll1si 3 ปีที่แล้ว

    Bhal heichi

  • @dbdas9171
    @dbdas9171 3 ปีที่แล้ว +2

    ଅଦାଲତ ଦାୟୀ

  • @PushkarkumarNayak
    @PushkarkumarNayak 24 วันที่ผ่านมา

    Om*sunyabramhagurukla*moraantarikapranama*jaikulaguru

  • @djtulu43
    @djtulu43 2 ปีที่แล้ว +1

    🙏🙏🙏

  • @biswanathpanda2100
    @biswanathpanda2100 3 ปีที่แล้ว +2

    Emidetly hatantu a government ku 🙏

  • @bapipanda830
    @bapipanda830 3 ปีที่แล้ว +1

    Odisha ku jogi sasona dorkar

  • @amiyaranjan5138
    @amiyaranjan5138 ปีที่แล้ว

    Wow Smart City Re Smart killer 🙂

  • @manasidas5806
    @manasidas5806 3 ปีที่แล้ว

    Smart City

  • @malayaranjanbarik5892
    @malayaranjanbarik5892 3 ปีที่แล้ว +1

    Sabuthhu bholo gaon mati😍😍
    Smart city kete smart taha to dekha jauchi🤣

  • @tanmayaofficial8528
    @tanmayaofficial8528 3 ปีที่แล้ว +2

    ପଡ଼ ସି ମାଡ