ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Khoratiya chinna badam chaso Pai video dalntu sir
Tafgor spray karichhe kenta heba sir
ସାହୁ ଆଜ୍ଞା ନମସ୍କାର 🙏🙏🙏, ବହୁତ ବହୁତ ସୁନ୍ଦର 👍
Thank you
New idea! thanks you sir❤❤❤❤❤
So nice of you
ବିରି କେତେ ଦିନରେ ଅମଳ ହୋଇ ପାରିବ
ଶାର ନମସ୍କାର, ଗହମ ଚାଷ ଉପରେ ଗୋଟେ ଭିଡ଼ିଓ ବନାନ୍ତୁ
Sir kcl jadi na mide ta ta jega re kana use Kariba ?Kcl market re kau Naa ba brand name re aase
Sir chemical Bina organic padhatera kuhantu sir
ଯିବାମୃତ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।ନିମ୍ବତେଲ କୁ pesticide ଓ Trichoderma କୁ Fungicide ହିସାବରେ ବ୍ୟବହାର କରନ୍ତୁ
Sau sir pani nai rabi pasal hebaki
Sir pranam.Apana kahuchanti Dap, potash,zinc a sabu deba pain .sara ku chadi kemti kariheba ba sara badalare au kn deba
ଜୈବିକ ସାର, ଜିବାମୃତ
muga bahuta badhi jaichi sir ki medicine pakeiba
NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ବାTata bahar lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
thanks sir
Sir ବିରି ମଞ୍ଜି କେମିତି ପାଇବି
mugare fantac plus pakeibara 1 hour bhitare lite rain hoigala kama deba ki sir please kahibe tike
ଅଠା ଯଦି ମିଶାଇ ସ୍ପ୍ରେ କରି ଥିବେ ତେବେ କିଛିଟା କାମ ଦେବ ନହେଲେ କାମ ଦେବ ନାହିଁ
muga re fantac plus sahita nima tela mesei ki pakei pariba ki
ହଁ ମିଶାଇ ସ୍ପ୍ରେ କରନ୍ତୁ
kete doase
ମୁଗ ଏକର ପ୍ରତି କେତେ ଅମଳ ହେବ
Moong chasare patra kala padijauchi, sir kou medicine dele bhala heba, please reply sir. Thank you.
ମୁଗ ରେ ଜଉ ପୋକ ଲାଗିଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ Diafenthuron 50%WP lit ପ୍ରତି 2gm ବାThiomethoxam 25%WG lit ପ୍ରତି 0.5gm ବାImidachloprid 70%WG drum ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।
Thank you Sir.
Sahu sir lala Cana besai re ti K video bonan tu
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
ama.ancalara.1.akar.2.kuntal
Sir 2024 bhala vendi kana
ଭେଣ୍ଡି ର ଭଲ କିସମ ମଧ୍ୟରେ ADVANTA company ର RADHIKA
ସାର୍ , ଆମ ଅଞ୍ଚଳରେ ବିରି ଏବର୍ଷ ଖୁବ୍ ଭଲ ହେଇଛି । ଯାହା ଜଣାପଡୁଛି,ଏକର ପ୍ରତି ଛ କୁଇଣ୍ଟାଲ ଅମଳ ଆସିଯିବ । ଏ ହେଉଛି ଛଟା ବୁଣା ବିରି । ହଳୁଆ ବିରି ଏବର୍ଷ ବିହନ ବୁଡ଼େଇ ଦେଲା । କାରଣ ପତ୍ର ସବୁ ପୋଡ଼ି ଯାଇ ଗଛ ଗୁଡ଼ିକ ଫଳ ଧାରଣ ପୂର୍ବରୁ ମରି ଯାଉଛି ।ଯେତେ ଔଷଧ ପ୍ରୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ତୁମର କଉ ଅଞ୍ଚଳ ? ବିରି ମିଳିବ କି ?
@@rkd8067 ଆମର କେନ୍ଦ୍ରାପଡ଼ା ।ଆଉ ପନ୍ଦର ଦିନ ଅପେକ୍ଷା କରନ୍ତୁ,ଯେତେ ଚାହିଁବେ ମିଳିବ ।
Sir gacha thiksay badhi paru nahiKana spray kalay hayba
40 day hayigala ni
DAP, POTASH, UREA ସ୍ପ୍ରେ କରନ୍ତୁ।କିମ୍ବା Hormone Fantac Plus lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
50 ru60kg
sir barsre fula jadi jaeichi gacha bahuta ucha hoichi au fula asuni kana katiba
Khoratiya chinna badam chaso Pai video dalntu sir
Tafgor spray karichhe kenta heba sir
ସାହୁ ଆଜ୍ଞା ନମସ୍କାର 🙏🙏🙏, ବହୁତ ବହୁତ ସୁନ୍ଦର 👍
Thank you
New idea! thanks you sir❤❤❤❤❤
So nice of you
ବିରି କେତେ ଦିନରେ ଅମଳ ହୋଇ ପାରିବ
ଶାର ନମସ୍କାର, ଗହମ ଚାଷ ଉପରେ ଗୋଟେ ଭିଡ଼ିଓ ବନାନ୍ତୁ
Sir kcl jadi na mide ta ta jega re kana use Kariba ?
Kcl market re kau Naa ba brand name re aase
Sir chemical Bina organic padhatera kuhantu sir
ଯିବାମୃତ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।ନିମ୍ବତେଲ କୁ pesticide ଓ Trichoderma କୁ Fungicide ହିସାବରେ ବ୍ୟବହାର କରନ୍ତୁ
Sau sir pani nai rabi pasal hebaki
Sir pranam.Apana kahuchanti Dap, potash,zinc a sabu deba pain .sara ku chadi kemti kariheba ba sara badalare au kn deba
ଜୈବିକ ସାର, ଜିବାମୃତ
muga bahuta badhi jaichi sir ki medicine pakeiba
NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ବା
Tata bahar lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
thanks sir
Sir ବିରି ମଞ୍ଜି କେମିତି ପାଇବି
mugare fantac plus pakeibara 1 hour bhitare lite rain hoigala kama deba ki sir please kahibe tike
ଅଠା ଯଦି ମିଶାଇ ସ୍ପ୍ରେ କରି ଥିବେ ତେବେ କିଛିଟା କାମ ଦେବ ନହେଲେ କାମ ଦେବ ନାହିଁ
muga re fantac plus sahita nima tela mesei ki pakei pariba ki
ହଁ ମିଶାଇ ସ୍ପ୍ରେ କରନ୍ତୁ
kete doase
ମୁଗ ଏକର ପ୍ରତି କେତେ ଅମଳ ହେବ
Moong chasare patra kala padijauchi, sir kou medicine dele bhala heba, please reply sir. Thank you.
ମୁଗ ରେ ଜଉ ପୋକ ଲାଗିଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ Diafenthuron 50%WP lit ପ୍ରତି 2gm ବା
Thiomethoxam 25%WG lit ପ୍ରତି 0.5gm ବା
Imidachloprid 70%WG drum ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।
Thank you Sir.
Sahu sir lala Cana besai re ti K video bonan tu
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
ama.ancalara.1.akar.2.kuntal
Sir 2024 bhala vendi kana
ଭେଣ୍ଡି ର ଭଲ କିସମ ମଧ୍ୟରେ ADVANTA company ର RADHIKA
ସାର୍ , ଆମ ଅଞ୍ଚଳରେ ବିରି ଏବର୍ଷ ଖୁବ୍ ଭଲ ହେଇଛି । ଯାହା ଜଣାପଡୁଛି,ଏକର ପ୍ରତି ଛ କୁଇଣ୍ଟାଲ ଅମଳ ଆସିଯିବ । ଏ ହେଉଛି ଛଟା ବୁଣା ବିରି । ହଳୁଆ ବିରି ଏବର୍ଷ ବିହନ ବୁଡ଼େଇ ଦେଲା । କାରଣ ପତ୍ର ସବୁ ପୋଡ଼ି ଯାଇ ଗଛ ଗୁଡ଼ିକ ଫଳ ଧାରଣ ପୂର୍ବରୁ ମରି ଯାଉଛି ।ଯେତେ ଔଷଧ ପ୍ରୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ତୁମର କଉ ଅଞ୍ଚଳ ? ବିରି ମିଳିବ କି ?
@@rkd8067 ଆମର କେନ୍ଦ୍ରାପଡ଼ା ।ଆଉ ପନ୍ଦର ଦିନ ଅପେକ୍ଷା କରନ୍ତୁ,ଯେତେ ଚାହିଁବେ ମିଳିବ ।
Sir gacha thiksay badhi paru nahi
Kana spray kalay hayba