KHYAMA MU MAGUCHI||ASIMA PANDA||SALEM LIMA||OFFICIAL STUDIO VERSION||2023II

แชร์
ฝัง
  • เผยแพร่เมื่อ 10 มี.ค. 2023
  • #gospelmusic #christmasmusic #s_d.music #asimapanda
    S. D MUSIC ପ୍ରତ୍ୟେକ ବିଶ୍ବାସୀ ଭାଇ ଭଉଣୀମାନଙ୍କ ନିମନ୍ତେ ଏକ ଅତି ସୁନ୍ଦର ଅନୁତାପ ପୂର୍ଣ୍ଣ ଗୀତ ପ୍ରସ୍ତୁତ କରିଅଛି। ଗୀତକୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ଆପଣମାନଙ୍କ ପ୍ରିୟ ଗାୟିକା ASIMA PANDA, ଗୀତଟିକୁ ପ୍ରୋଜଯୋନା କରିଛନ୍ତି SIBAJI DIGAL, ଗୀତର ସ୍ବର ସଂଯୋଜନା ଓ ରଚନା କରିଛନ୍ତି ଭାଇ SALEM LIMA , ସଂଗୀତ ପରିଚାଳନା କରିଛନ୍ତି ଭାଇ BAPI SHAMAL ।
    ଆଶା କରୁଛୁ ନିଶ୍ଚିତ ଆପଣମାନଙ୍କୁ ଏହି ସୁନ୍ଦର ଅର୍ଥପୂର୍ଣ୍ଣ ଗୀତ ଭଲ ଲାଗିବ ଏବଂ ମନପରିବର୍ତ୍ତନର ଏକ ମାଧ୍ଯମ ହେବ।ଏହି ଗୀତକୁ ଅନ୍ୟମାନଙ୍କ ନିକଟକୁ ଯେପରି ପହଞ୍ଚିବ ସେଥିପାଇଁ ନିଜେ ଶୁଣିବା ସହିତ ଅନ୍ୟମାନଙ୍କୁ SHARE କରିବେ, ଏବଂ COMMENT BOX ରେ ଆପଣମାନଙ୍କ ପ୍ରତିକ୍ରିୟା ରଖିପାରିବେ। ଯଦି ଆମ TH-cam▶ CHANNEL ରେ ଆପଣମାନେ ନୂତନ ତେବେ ଆମ TH-cam▶ CHANNEL ର 🔔ICON CLICK କରି SUBSCRIBE କରିବେ ଏବଂ ଆଗକୁ ଯେପରି ଆମେମାନେ ସମସ୍ତଙ୍କ ପାଇଁ ଆହୁରି ନୂତନ ଗୀତ ଭେଟୀ ଦେଇ ପାରିବୁ ସେଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରିବେ।
    ଧନ୍ଯବାଦ!!
    LYRICS
    -----
    ଭୁଲିଯାଇଚି ×୨ ତୁମରି ପ୍ରେମକୁ
    ଭୁଲି ମୁଁ ଯାଇଚି
    ମଜ୍ଜିଯାଇଚି ×୨ ଏ ମାୟା ସଂସାରେ
    ମଜ୍ଜି ମୁଁ ଯାଇଚି
    ତୁମ କ୍ରୁପା ତୁମ ସ୍ନେହ
    ଯୀଶୁ ତୁମ ଅନୁଗ୍ରହ
    ଜଗତ ଫାନ୍ଦରେ ପଡି ଭୁଲି ମୁଁ ଯାଇଚି
    କ୍ଷମା କର ପ୍ରଭୁ କ୍ଷମା କର
    ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)

    ପାପର ଏ ସଂସାରେ ରହି ମୁଁ ଯେ ପାପରେ
    ପାର୍ଥିବ ବିଷୟେ ସଦା ମନ ଦେଇଚି
    ଧନର ପ୍ରଲୋଭନେ ଗର୍ବ ଓ ଅହଙ୍କାରେ
    ସର୍ବଦା ତୁମକୁ ମୁଁ ଯେ ଭୁଲିଯାଇଚି
    ମନ୍ଦ କର୍ମ ଲାଳସାରେ
    ଯାଇଛି ମୁଁ ବହୁଦୂରେ
    ଜଗତ ଫାନ୍ଦରେ ପଡି ପାପ ମୁଁ କରିଚି
    କ୍ଷମା କର ପ୍ରଭୁ କ୍ଷମା କର
    ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)

    ଭଗ୍ନ ଆତ୍ମା ମୋହର ଗ୍ରାହ୍ଯ ବଳି ତୁମର
    ତୁମ୍ଭ ବାକ୍ଯ ମୋତେ ଏହା ଯେ କହୁଅଚି
    ଭଗ୍ନ ଓ ଚୁର୍ଣ ମନେ ଆସିଛି ହେ ଚରଣେ
    ତୁଛ୍ଛ କରିବନି ମୋତେ ବିଶ୍ବାସ ଅଛି
    ଅନୁତାପ ହ୍ରୁଦୟରେ
    ଆସିଛି ମୁଁ ତୁମ ଦ୍ବାରେ
    ଜଗତ ଫାନ୍ଦରେ ପଡି ଭୁଲ୍ ମୁଁ କରିଚି
    କ୍ଷମା କର ପ୍ରଭୁ କ୍ଷମା କର
    ଫେରି ମୁଁ ଆସିଚି କ୍ଷମା ମୁଁ ମାଗୁଚି(୨)
    SONG CREDITS
    ---------------------
    Singer - ASIMA PANDA
    Producer - SIBAJI DIGAL
    Music And Lyrics -SALEM LIMA
    Music Arrangements - BAPI SHAMAL
    Studio - MRR STUDIO CTC
    DOP & EDIT - AMBRAM GANTA
    Poster - PARSURAM SAGARIA
    SPECIAL THANKS
    ---------------------
    SANUJ KUMAR DIGAL
    PINKU DIGAL
    USHARANI
    We S.D Music team would like to glorify God's name and spread the good news to the people through music. So, feel free to contact us for your songs to be produced on our channel to glorify God and share good news. These songs have been made freely downloadable for you all, free of cost. Recording songs both audio and video requires fund, therefore, if you want to bless our ministry, please contact us @sdmusicofficial2022@gmail.com.
    Please SUBSCRIBE and Hit the NOTIFICATION BELL to be updated with our latest uploads. Don't forget to LIKE, SHARE and COMMENT.........
    Thanks For Watching....
    Copyright © S.D MUSIC | All Rights Reserved | Any unauthorized broadcasting, Public Performance, Copying or Rerecording of this content without prior written permission from S.D MUSIC will constitute an infringement of Copyright and serious legal action will be taken against individuals or Organizations who do not have the rights.
  • เพลง

ความคิดเห็น • 689

  • @Anilpr37
    @Anilpr37 25 วันที่ผ่านมา +2

    ଗୀତ ବହୁତ ସୁନ୍ଦର ହୋଇଛି ପରମେଶ୍ୱରଙ୍କ ଆଶୀର୍ବାଦ ହାମେଶା ସଦା ରହୁ

  • @gopalmajhi2234
    @gopalmajhi2234 11 หลายเดือนก่อน +2

    କୋକିଳ କଣ୍ଠି ଅସୀମା Mam ବହୁତ ସୁନ୍ଦର ଗୀତ... ହେଇଛି

    • @S.D_MUSIC
      @S.D_MUSIC  4 หลายเดือนก่อน

      Thank you for commenting and liking our song.

  • @seenukumargamango4379
    @seenukumargamango4379 ปีที่แล้ว +3

    Bahuta bhala heichii hrudaya chaua Gita,❤️❤️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @enoshmajhi97
    @enoshmajhi97 ปีที่แล้ว +3

    ଅତି ସୁନ୍ଦର ଗୀତ ହେଇଛି ପ୍ରଭୁଙ୍କ ମହିମା ହେଉ ଆମେନ

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @rilmusicproduction9391
    @rilmusicproduction9391 ปีที่แล้ว +3

    Thankyou. Bohut sunder lekha. Salem bro.. Puni sunder voice sis asima... oneke nischaya a gito dwara asirwad paae chonti

    • @salimlima4992
      @salimlima4992 11 หลายเดือนก่อน +1

      Thank you dear.. God bless... Do share to your near and dear

  • @SasikantaNayakOfficial
    @SasikantaNayakOfficial ปีที่แล้ว +33

    ବହୁତ ଭଲ ହେଇଛି ଗୀତଟି ପ୍ରଭୁ ଆପଣମାନଙ୍କୁ ଅଶେଷ ଆଶିଷ ଦିଅନ୍ତୁ ଏବଂ ଏହିଭଳି ଆଗକୁ ଗୀତ ପ୍ରଭୁଙ୍କ ପ୍ରଶଂଶା ପାଇଁ କରନ୍ତୁ we are glad to hear ......

    • @S.D_MUSIC
      @S.D_MUSIC  ปีที่แล้ว +1

      🙏❤️😊

  • @BimalMuduli
    @BimalMuduli ปีที่แล้ว +4

    🙏🙏 ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @simakreputika2040
    @simakreputika2040 ปีที่แล้ว +3

    Bahut sundar hoichi

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @PindasBeborta
    @PindasBeborta 3 หลายเดือนก่อน +2

    ବହୁତ ଭଲ

  • @ArjunBhatra-li7fb
    @ArjunBhatra-li7fb 10 หลายเดือนก่อน +2

    Bohut sundor

  • @pramodmajhi2548
    @pramodmajhi2548 ปีที่แล้ว +4

    ବହୁତ ସୁନ୍ଦର ହେଇଛି ଗୀତ ବହୁତ ବହୁତ ଧନ୍ୟବାଦ

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @hemantakradika9622
    @hemantakradika9622 ปีที่แล้ว +5

    ହାଲ୍ଲେଲୁୟା ଯୀଶୁଙ୍କ ନାମରେ

  • @ahaanmusicchristiansong5993
    @ahaanmusicchristiansong5993 ปีที่แล้ว +9

    ପ୍ରଭୁଙ୍କ ମହତ୍‌ ମହତ୍ ନାମର ଧନ୍ୟବାଦ ହେଉ
    ଏହି ଗୀତଟି ମାଧ୍ୟମରେ ପ୍ରଭୁ ଯୀଶୁଙ୍କର ଗୌରବ ପ୍ରଂଶସା ହେଉ 🙏 ଆମେନ୍
    ଏହି ଗୀତ କୁ ପ୍ରସ୍ତୁତ କରିଥିବା ସମସ୍ତ ଟିମ୍ କୁ ଆମ ଚ୍ୟାନେଲ୍ ତରଫରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁ 👍

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @mbchristianstatus7333
    @mbchristianstatus7333 ปีที่แล้ว +4

    ଏହି ସଙ୍ଗିତ ଦ୍ଵାରା ପ୍ରଭୁଙ୍କ ମହିମା ହେଉ 🎚️🎚️🎚️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @SundarKumarMusic
    @SundarKumarMusic ปีที่แล้ว +13

    ପ୍ରଭୁଙ୍କର ମହିମା ହେଉ 🙏 salim ଭାଇ

  • @user-jm9qx3qd2c
    @user-jm9qx3qd2c 3 หลายเดือนก่อน +4

    Supar song

  • @DD3Stylish
    @DD3Stylish ปีที่แล้ว +17

    ଅତି ସୁନ୍ଦର ଗୀତ Sir
    ବହୁତ୍ ଭଲ ହେଇଛି Praise the lord 👍👍👌👌 ❤️❤️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @FOOD-Industry
    @FOOD-Industry 2 หลายเดือนก่อน +2

    ଦିଦି ଆପଣ ତ ସବୁବେଳେ ଯୀଶୁଙ୍କ ଗୀତ ଗାଇଛନ୍ତି ଆପଣକୁ ମୋର ଅନୁରୋଧ ଆପଣ ପ୍ରଭୁ ଯୀଶୁଙ୍କୁ ନିଜର ଉଦ୍ଧାର କର୍ତ୍ତା ରୂପେ ଗ୍ରହଣ କରି ଅନନ୍ତ ପରିତ୍ରାଣ ପାଆନ୍ତୁ। କାରଣ କେବଳ ଯିଶୁହିଁ ଆପଣଙ୍କୁ ଏହି ପାପ ଜଗତରୁ ଉଦ୍ଧାର କରି ପାରିବେ ମୁଁ ଜଣେ ବିଶ୍ବାସୀ ଭଉଣୀ ଆପଣଙ୍କୁ ଅନୁରୋଧ କରୁଛି। Praise the lord
    Jesus Christ bless u didi ❤

  • @prafullanayak9579
    @prafullanayak9579 ปีที่แล้ว +6

    Badia lekha Salem sir

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @swayamsurya
    @swayamsurya ปีที่แล้ว +7

    ହୃଦୟ ସ୍ପର୍ଶି ଗୀତ ଭାଇ ଆଗକୁ ଏମିତି ଅନେକ ହୃଦୟ ସ୍ପର୍ସି ଗୀତ ଆସିବ କହି ଆମେ ଆଶା କରୁଛୁ ଭାଇ 🙏🙏

    • @S.D_MUSIC
      @S.D_MUSIC  ปีที่แล้ว

      Thanks for sharing your thoughts, kindly share with your friends 🙏

  • @mitukumar6671
    @mitukumar6671 ปีที่แล้ว +5

    Prabhu jisunka namare apananku 🙏🙏🙏🙏🙏🙏 Geeta bahut bahut sundar laguchhi... Prabhu jisu apananku asirbad karantu au apana amiti manachhuan Geeta samastanku veti deithibaru

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @sinipriyadarshnimallik5342
    @sinipriyadarshnimallik5342 ปีที่แล้ว +10

    ବହୁତ ଭଲ ଗୀତ ଆଉ ବହୁତ ସୁନ୍ଦର କଣ୍ଟ ପ୍ରଭୁଙ୍କର ଜୟ ହେଉ🙏🙏❤

    • @S.D_MUSIC
      @S.D_MUSIC  ปีที่แล้ว

      Thanks for liking and sharing ❤️

  • @official.laxmi77
    @official.laxmi77 10 หลายเดือนก่อน +5

    ବହୁତ୍ ବହୁତ୍ ସୁନ୍ଦର ହେଇଛି ଗୀତ, ପ୍ରଭୁଙ୍କର ମହିମା ହେଉ

  • @mantuswalasing3893
    @mantuswalasing3893 ปีที่แล้ว +11

    ଗୀତଟି ବହୁତ ବହୁତ ଭଲ ହେଇଛି ! ସର୍ବଦା ପ୍ରଭୁଙ୍କର ଗୌରବ ହେଉ... AMEN.

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @Raghunathmadi-vt6ld
    @Raghunathmadi-vt6ld 26 วันที่ผ่านมา +1

    Ati sundar geet 👌👌👌

  • @KDK423
    @KDK423 ปีที่แล้ว +2

    ବହୁତ ଭଲ ହେଇଛି ମୋ ହୃଦୟ କୁ ଛୁଇଁଲା

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @subashkendruka548
    @subashkendruka548 8 หลายเดือนก่อน +2

    Bhahuta sundar heichi Bapi
    shamol sir prabhu asirbad koranti...

    • @S.D_MUSIC
      @S.D_MUSIC  4 หลายเดือนก่อน

      Thank you for commenting and liking our song.

  • @kainaprdhanofficial2186
    @kainaprdhanofficial2186 ปีที่แล้ว +6

    ବହୁତ ସୁନ୍ଦର ହେଇଛି ଗୀତ ଟି ଆପଣମାନଙ୍କୁ ପ୍ରଭୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ ।

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @pratyushlohara514
    @pratyushlohara514 ปีที่แล้ว +4

    ଗୀତ ଟା ବହୁତ ଭଲ ଲାଗିଲା voice 💓💓 beautiful 👌👌👌 lyrics super ✍️✍️✍️✍️✍️✍️👌👌👌👌 ଭାଇ discription ରେ ଗୀତ ର ଲେଖା ଦିଅ। Brother 🙏🙏🙏❤️♥️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @sundamisabar3881
    @sundamisabar3881 9 หลายเดือนก่อน +2

    Thank you ଅସୀମା ପଣ୍ଡା

  • @ananyadigal
    @ananyadigal ปีที่แล้ว +6

    Praise the lord, Brother apana nka team ku prabhu asirbad karantu au Ashima sister nku bhi prabhu asirbad karantu Amen

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @sbyoutube3271
    @sbyoutube3271 2 หลายเดือนก่อน +1

    God bless you asima and all SD TH-cam channel ରେ ଯେତେ ଜଣ ଅଛନ୍ତି ମୁଁ ତରଫରୁ ଅନେକ ଅନେକ ଶୁଭକାମନା

    • @S.D_MUSIC
      @S.D_MUSIC  2 หลายเดือนก่อน

      Thank you for sharing your heart. Please share with your friends and others, and stay tuned with us.

  • @upendraparichha4485
    @upendraparichha4485 ปีที่แล้ว +3

    ବହୁତ ସୁନ୍ଦର

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @Joyaslimmaofficial
    @Joyaslimmaofficial ปีที่แล้ว +11

    Praise the LORD 🙏
    Wonderful song ❤👌✝️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @isaacjani4328
    @isaacjani4328 ปีที่แล้ว +2

    Wow! Really bahut badia hoichhi hai..😊

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @jorambebarta2955
    @jorambebarta2955 ปีที่แล้ว +6

    Very effective and touchable song, God bless you to all my brother and sister

    • @S.D_MUSIC
      @S.D_MUSIC  ปีที่แล้ว +1

      Thanks for listening, please share with your friends🙏

  • @pusparanjankumbhar1719
    @pusparanjankumbhar1719 5 หลายเดือนก่อน +1

    ବହୁତ ସୁନ୍ଦର ଗୀତ ହେଇଛି ପ୍ରଭୁଙ୍କ ନାମର ମହିମା ହେଉ। ଅସୀମା ଭଊଣି

    • @S.D_MUSIC
      @S.D_MUSIC  4 หลายเดือนก่อน

      Thank you for commenting and liking our song.

  • @ajittopo1658
    @ajittopo1658 หลายเดือนก่อน +1

    Bahut achha gana praise the lord

    • @S.D_MUSIC
      @S.D_MUSIC  หลายเดือนก่อน

      Thank you for your love and support! Please share with your friends and stay tuned for exciting updates. Keep connected for all the latest songs!

  • @BiswasiBarla
    @BiswasiBarla หลายเดือนก่อน +1

    ବହୁତ ଭଲ ଗୀତ 👌

    • @S.D_MUSIC
      @S.D_MUSIC  หลายเดือนก่อน

      Thank you for your love and support! Please share with your friends and stay tuned for exciting updates. Keep connected for all the latest songs!

  • @suprabhajal5465
    @suprabhajal5465 ปีที่แล้ว +2

    ବହୁତ ସୁନ୍ଦର ହେଇଛି । ଏହି ଗୀତ ଦ୍ବାରା ପ୍ରଭୁ ଗୌରବ ପାଆନ୍ତୁ

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @karunamahanandiya967
    @karunamahanandiya967 ปีที่แล้ว +2

    ଗୀତ ଭୋହୁତ୍ ଭୋଳ ହେଇଛି ସଲିମ୍ ଲିମା ଭାଇ ❤❤❤

  • @simiyadalabehera
    @simiyadalabehera ปีที่แล้ว +5

    Praise the lord 🙏 Sir...
    Super lyrics Music God bless you all team members

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @biswanathkimbaka6510
    @biswanathkimbaka6510 หลายเดือนก่อน +1

    ବହୁତ୍ ବଢିଆ songo 👌👌👌👌👌👌👌

    • @S.D_MUSIC
      @S.D_MUSIC  หลายเดือนก่อน

      Like karithibaru bahut bahut dhaniyabaada, please share with your friends...

  • @prabirlima5899
    @prabirlima5899 ปีที่แล้ว +6

    Very sweet song.. praise the Lord.

    • @S.D_MUSIC
      @S.D_MUSIC  ปีที่แล้ว

      Thanks for commenting, please share with your friends ….

  • @RanjanNachika909
    @RanjanNachika909 ปีที่แล้ว +5

    So beautiful song lyrics team 👌👌👌👌👌❤️👌👌👌
    May the almighty God bless you also everyone 🙏🙏🙏🙏❤️🙏🙏🙏
    Praise the lord 🙏🙏🙏🙏 Amen 🙏❤️❤️❤️🙏🙏🙏

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @GyanaBeero
    @GyanaBeero 4 วันที่ผ่านมา

    Jaiiiiiii mashi ki

  • @KanakaKanaka-cj1vv
    @KanakaKanaka-cj1vv 5 วันที่ผ่านมา

    ବହୁତ ଭଲ ଗାଇଛନ୍ତି

  • @killakamohan
    @killakamohan หลายเดือนก่อน +1

    Praise the lord sister heart touching song

  • @Pinashdigal
    @Pinashdigal ปีที่แล้ว +8

    Praise the Lord..
    It's really meaningful and Heart touching devotion song Thank-you so much for this wonderful song..

    • @S.D_MUSIC
      @S.D_MUSIC  ปีที่แล้ว +1

      Thanks for loving, please share with your friends 🙏

  • @KiranTandi-rb8uu
    @KiranTandi-rb8uu 11 หลายเดือนก่อน +1

    Wao beautiful song God bless you all praise the lord amen

    • @S.D_MUSIC
      @S.D_MUSIC  4 หลายเดือนก่อน

      Thank you for commenting and liking our song.

  • @AjitKumar-cc1pc
    @AjitKumar-cc1pc ปีที่แล้ว +6

    Praise the lord sir ❤️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @ipsita6363
    @ipsita6363 หลายเดือนก่อน +1

    ବହୁତ ଭଲ ଗୀତ 🙏🙏

    • @S.D_MUSIC
      @S.D_MUSIC  หลายเดือนก่อน

      We sincerely appreciate your support for our song. Kindly share it with others and continue to stay tuned for more music of this genre.
      Thank you.

  • @firstlovecreation8369
    @firstlovecreation8369 ปีที่แล้ว +7

    Praise the Lord, very meaningful and heart touching... May God bless you salem sir and the producer brother sibaji. we need forgiveness exactly. There is no forgiveness without Jesus

    • @S.D_MUSIC
      @S.D_MUSIC  ปีที่แล้ว +1

      🙏❤️😊

  • @SuluTadingi
    @SuluTadingi หลายเดือนก่อน +1

    ପ୍ରଭୁ ଦନିୟ ବାଦ୍ୟ କରନ୍ତି

    • @S.D_MUSIC
      @S.D_MUSIC  หลายเดือนก่อน

      We sincerely appreciate your support for our song. Kindly share it with others and continue to stay tuned for more music of this genre.
      Thank you.

  • @AGOYO9345
    @AGOYO9345 ปีที่แล้ว +2

    ବହୁତ ସୁନ୍ଦର ଗୀତ 👌👌

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @nikuntanayak6297
    @nikuntanayak6297 ปีที่แล้ว +7

    very nice and meaningful song.congratulations to singer Asima Panda also many thanks to all team .God bless you all. Grow up in HIS grace.

    • @S.D_MUSIC
      @S.D_MUSIC  ปีที่แล้ว +1

      🙏❤️😊

  • @sagarikanayak3193
    @sagarikanayak3193 ปีที่แล้ว +1

    Praise the lord Bahut sundar gita god bless you sir

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @jishayamuthamajhi2516
    @jishayamuthamajhi2516 ปีที่แล้ว +6

    So beautiful song and meaningful,let God's people who believe in Jesus Christ be glorified on high above all ❤️👍❤️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for commenting, please share with your friends ….

  • @sadasibanayak2154
    @sadasibanayak2154 12 วันที่ผ่านมา

    Very nice di

  • @sanjumajhi7278
    @sanjumajhi7278 10 หลายเดือนก่อน +1

    Praise the lord

  • @suredra1350
    @suredra1350 11 หลายเดือนก่อน +1

    Nice song sir good

  • @dilipkuumarkuldip5873
    @dilipkuumarkuldip5873 8 หลายเดือนก่อน +2

    Very Nice song very nice singing voice lord jesus christ name morethen honor grace blesing all studio team praise the lord all

  • @prabitakarjee1093
    @prabitakarjee1093 ปีที่แล้ว +2

    Nice song sir

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @khijiriamunda3719
    @khijiriamunda3719 ปีที่แล้ว +3

    Praise the lord 🙏🙏🙏🙏 Bahut sundar gito.prabhu nka mahima hou

  • @salmannayak3781
    @salmannayak3781 ปีที่แล้ว +5

    Praise the lord. Beautiful & heart touching song.

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @pintunayakofficial6517
    @pintunayakofficial6517 ปีที่แล้ว +5

    Awesome composition song
    Beautiful lyrics overall super ❤️

    • @S.D_MUSIC
      @S.D_MUSIC  ปีที่แล้ว +1

      Thanks for loving, please share with your friends 🙏

  • @muktiekkaamen8689
    @muktiekkaamen8689 ปีที่แล้ว +3

    Nice👍 song🎵bhut vol hoichi sir

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @jeebanjena5322
    @jeebanjena5322 ปีที่แล้ว +4

    So beautiful song music singing all is superb praise the lord 🙏

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @prasanthiparichha8966
    @prasanthiparichha8966 ปีที่แล้ว +3

    👌👌👌❤Praise the Lord

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @nishika3111
    @nishika3111 ปีที่แล้ว +1

    ଵହୁତ ସୁନ୍ଦର ଗୀତ ଗାଇଛ ଵହୁତ ଭଲ ଲାଗୁଛି ଲେଖା ଵି ଵହୁତ ଵଢିଆ ମୋ ଜୀଵନର ଇତିହାସ -!!

    • @S.D_MUSIC
      @S.D_MUSIC  4 หลายเดือนก่อน

      Thank you for commenting and liking our song.

  • @SimanchalMajhi-up9wx
    @SimanchalMajhi-up9wx 10 หลายเดือนก่อน +1

    Halleluya❤

  • @isakhial4115
    @isakhial4115 ปีที่แล้ว +3

    Nice composition My favourite bro Salem bro, God Bless you🙏

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @GSMUSICOFFICIAL316
    @GSMUSICOFFICIAL316 ปีที่แล้ว +2

    Bahut Sundar lirycs composion music Bhala laguchi brother praise the lord

  • @debendrahial3179
    @debendrahial3179 2 หลายเดือนก่อน +1

    ବହୁତ ଭଲ ଲାଗୁଛି ଗୀତ ପ୍ରଭୁ ଆଶିଷ କରନ୍ତୁ

    • @S.D_MUSIC
      @S.D_MUSIC  2 หลายเดือนก่อน

      Thank you for sharing your heart. Please share with your friends and others, and stay tuned with us.

  • @AjitKuldep
    @AjitKuldep 21 วันที่ผ่านมา +1

    ❤❤❤❤❤❤

  • @santoshnayak4157
    @santoshnayak4157 4 หลายเดือนก่อน

    ସୁନ୍ଦର।ଚମକ୍ତାର ଗୀତ ।

    • @S.D_MUSIC
      @S.D_MUSIC  4 หลายเดือนก่อน

      Thank you for commenting and liking our song.

  • @gaganjenalifestylevlogs
    @gaganjenalifestylevlogs 7 หลายเดือนก่อน +1

    Praise the lord 🙏 song bhala achhi

    • @S.D_MUSIC
      @S.D_MUSIC  4 หลายเดือนก่อน

      Thank you for commenting and liking our song.

  • @santushmajhi3151
    @santushmajhi3151 ปีที่แล้ว +2

    Nice song & Nice composition God bless very very

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @jugalmallick2791
    @jugalmallick2791 ปีที่แล้ว +6

    Wonderful lyrics and voice.. Praise the Lord .. Thanks to team members.

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @gajendramajhi2457
    @gajendramajhi2457 ปีที่แล้ว +2

    Wow nice 👍 didi song

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening

  • @ARN870
    @ARN870 ปีที่แล้ว +2

    Bahut sunder gita lyrics & music so beautiful 👌👌👌👌👍👍👍

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @giteswarapradhan6533
    @giteswarapradhan6533 ปีที่แล้ว +1

    Song ta bahuta sundara heichi

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @birajbardhan572
    @birajbardhan572 ปีที่แล้ว +2

    Nice song god bless you all tim

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends🙏

  • @rehandigal8895
    @rehandigal8895 ปีที่แล้ว +5

    It's amazing and wonderful song Jesus bless you all 🙌 Praise the lord ❤️☦️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @taitaspal9091
    @taitaspal9091 ปีที่แล้ว +8

    Such a heartfelt repentance song ❤
    Beautifully penned and tuned by Salem bhai 🙌
    All glory to Jesus 🙏

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @muvinjkb-mq8yn
    @muvinjkb-mq8yn ปีที่แล้ว +3

    Good song

    • @S.D_MUSIC
      @S.D_MUSIC  ปีที่แล้ว

      🙏❤️😊

  • @AmarKumarTakri
    @AmarKumarTakri 3 หลายเดือนก่อน +1

    Very good song God bless you

  • @jayamlimaofficial4163
    @jayamlimaofficial4163 ปีที่แล้ว +2

    Very good song and singing and lyrics bhaina. God bless you big brother

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @kaitasenapati9810
    @kaitasenapati9810 ปีที่แล้ว +3

    Good song i praise the lord

    • @S.D_MUSIC
      @S.D_MUSIC  ปีที่แล้ว

      Thanks for commenting, please share with your friends ….

  • @anjalibidika9125
    @anjalibidika9125 10 หลายเดือนก่อน +1

    Emt hrudaoyru gaucha khusi lagila

  • @puspanjalisukamajhi9970
    @puspanjalisukamajhi9970 10 หลายเดือนก่อน +1

    ବହୁତ୍ ବହୁତ୍ ଧନ୍ୟବାଦ୍ ଏହି ଗୀତ ଗାଉଥିବା ଦିଦିଙ୍କ ନିମନ୍ତେ ଆହୁରି ଅଧିକରୁ ଅଧିକ ପ୍ରଭୁ ତାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ 👌👌👌👌👌👌

  • @user-yq1ln4df4j
    @user-yq1ln4df4j ปีที่แล้ว +2

    Biautiful song

    • @S.D_MUSIC
      @S.D_MUSIC  ปีที่แล้ว

      Thanks for liking and sharing ❤️

  • @rutujena
    @rutujena ปีที่แล้ว +5

    Ma'am💗 have God gifted voice and this lyrics are amazing ❤️

    • @S.D_MUSIC
      @S.D_MUSIC  ปีที่แล้ว

      Thanks for listening, please share with your friends 🙏

  • @josephshrambutika5657
    @josephshrambutika5657 ปีที่แล้ว +2

    Beautiful lyrics and composition sir, God bless you sir

  • @roykinglichu6757
    @roykinglichu6757 ปีที่แล้ว +4

    Beautiful song praise the Lord

    • @S.D_MUSIC
      @S.D_MUSIC  ปีที่แล้ว

      Thanks for loving, please share with your friends 🙏

  • @nareshnachika3547
    @nareshnachika3547 ปีที่แล้ว

    ବହୁତ ସୁନ୍ଦର ଗୀତ 👍👍

    • @S.D_MUSIC
      @S.D_MUSIC  ปีที่แล้ว

      Thanks for sharing your thoughts, kindly share with your friends 🙏

  • @debasishnayak5811
    @debasishnayak5811 ปีที่แล้ว +2

    Beautiful song.. And God bless you all

  • @chandrakhara4398
    @chandrakhara4398 3 หลายเดือนก่อน +1

    Awesome lyrics and composition

    • @S.D_MUSIC
      @S.D_MUSIC  3 หลายเดือนก่อน

      We deeply appreciate your supportive comments, they truly uplift us. Please share our journey with your loved ones and continue to keep us in your thoughts and prayers. 🙏

  • @karunamahanandiya967
    @karunamahanandiya967 ปีที่แล้ว +2

    God bless all of you

  • @user-fy1de3hx3i
    @user-fy1de3hx3i 9 หลายเดือนก่อน +1

    Really heart touching song