ବହୁତ ସୁନ୍ଦର ଉପସ୍ଥାପନା . . . .
👏👏👏👏👏
ହୃଦୟସ୍ପର୍ଶୀ Composition ସହ ମନ ଛୁଆଁ ଗୀତ ରଚନା ଏବଂ So FENTABUOUSLY . . . FENTASTIC Singing......
Congratulations TEAM .......👍👍
ବହୁତ ସୁନ୍ଦର ଭକ୍ତି ସଂଗୀତ..
ଅମିତ ପାଣିଙ୍କ କଣ୍ଠରୁ ଗୀତଟି ଅତ୍ୟନ୍ତ ଶ୍ରୁତିମଧୁର ଲାଗୁଚି..
ଗୀତଟିର ଅର୍ଥ ଓ ମର୍ମ ବହୁତ ହୃଦୟ ସ୍ବର୍ଶୀ..
ତା ସହିତ ସଂଗୀତ ପରିଚାଳନା ବି ମନଲୋଭା ହୋଇଛି..
ସର୍ବଦା ପ୍ରଭୁଙ୍କ ଗୌରବ ପାଇଁ ଆଗକୁ ବଢିବା ହୁଅନ୍ତୁ..
ଧନ୍ୟବାଦ
Prais tha lord beautifull jisu song thank you Amit Bhai voice verry nice
ଏ ଗୀତ ର ମର୍ମ ସହ ଆପଣଙ୍କର କଣ୍ଠଦାନ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି । Good bless you sir 😇
ବାସ୍ତବ ରେ ଯେତେ ଶୁଣିଲେ ବି ମନ ଭାଙ୍ଗୁନି..... ବହୁତ ସୁନ୍ଦର ହେଇଚି.....
Praise the LORD. ବହୁତ ସୁନ୍ଦର ଗୀତ, ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
ଅତି ସୁନ୍ଦର ମନ ଛୁଆ ଗୀତ ଯାହା କି ଖ୍ରୀଷ୍ଟ ବିଶ୍ଵାସି ମାନଙ୍କ ପାଇଁ ଭକ୍ତିର ଗୀତ ଅଅଟେ
Best 👍👍🤣 Amit bhaina God bless you
Bhala heichi githo
Praise the lord gita bahut bhala lagila
GOD Bless you Amit Sir
Praise the Lord 🙏nice song
Nice song bhai 👌 Praise the lord 🙏🙏 love me jesus 💚💚
ଅତି ସୁନ୍ଦର
Amen........
Amit sir କୁ ପ୍ରଭୁ ଅଧିକ ରୁ ଅଧିକ ଆଶିର୍ବାଦ କରନ୍ତୁ 🧎🧎🧎
ଅତି ସୁନ୍ଦର ଗୀତ sir
God gifted voice Bhai 💖💖💖, Beautiful song👌👌👌
ବହୁତ ବହୁତ ଭଲ ଲାଗୁଛି, ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ୍
ବହୁତ ସୁନ୍ଦର ଗୀତ ଅଟେ ସାର୍
ବହୁତ ସୁନ୍ଦର ଗୀତ ପ୍ରଭୁ ଗୌରବ ପାନ୍ତୁ
Love you amit brother bahut mining full heichhi nischaya aama mandaliku e valiya gita derkar pravunkara gouraba heo Amen Amen Amen
ବହୁତ ସୁନ୍ଦର ହେଇଛି ଏହି ଗୀତ ଶୁଣିଲେ ବି ମନ ଭରୁନି
Praise the lord beautiful song
Outstanding song super lyrics and music arrangement very nice mind blowing singing Amit Dada congratulation Montu bhaina god bless you all team🙏🙏🙏🙏🙏🙏🙏🙏🙏
Very nice song God bless you amit brother
I love & like amitbadanayak youtube channel for always releasing heart touching and meaningful christian song and i always like singer amit pani sir ❤️
Excellent💯 voice amit pani sir🙏... Praise the Lord
ଈଶ୍ୱରଙ୍କ ଅନୁଗ୍ରହର ଦାନ.. ଅମିତ ବାବୁ.
Praise the Lord very heart touching and meaningful song God bless all up team and bro Amit thank u sa much
ବାସ୍ତବରେ ପ୍ରତେକ ମୁହୂର୍ତ୍ତ ପ୍ରତେକ ସମୟ ମଣିଷ ପାଇଁ ବହୁ ମୂଲ୍ଯବାନ ଅଟେ।କିନ୍ତୁ ଆମେ ମଣିଷମାନେ ତାହା ଜାଣି ସୁଦ୍ଧା ନଜାଣିବା ଭଳି ଅଭିନୟ କରି ଥାଉ। team ର ସମସ୍ତ ସହଯୋଗୀ ମାନଙ୍କୁ ମୋ ତରଫରୁ congratulations......ଗୀତର ଲେଖା,ସ୍ବର ସଂଯୋଜନା,ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ ବହୁତ ଭଲ ହେଇଛି।amit sir you are always new fir new song....
Praise the lord ✝️✝️🙏🙏 glory to God🙏 ... God bless you 👍
You are my favourite singer! God bless you abundantly!!!
Praise the lord 🙏 Amit Pani Sir
Very Nice Song 👌
God Bless You
ବହୁତ ବହୁତ ଧନ୍ୟବାଦ ସାର ଆଜି ଏଭଳି ଗୀତ ପାଇ ବହୁତ ଆନନ୍ଦ ମନେକରୁ ଭାବିଲେ ସତରେ ସମୟରେ ସରିଲାଣି ଆଉ ସମୟ ନାହିଁ ସମୟର ସତବ୍ୟବାହାର କରିବାକୁ ପଡ଼ିବ
Praise the Lord🙏🙏🙏 very nice song 🙏
ଏହି ଗୀତ ଅତି ସୁନ୍ଦର ହଇଛି ପ୍ରଭୁ ଯୀଶୁ ଏହିପରି ପ୍ରଭୁ ଯୀଶୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ ମୋ ମନ କୁ ପୁରା ପାଇଗଲି ଏହି ଗୀତ ରେ ଅମିତ sir thank you very very nice song
Beautiful sang❤️❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏🙏
Heart touching song.GOD bless sir
Wonderful music and lyrics also tune . Amazing singing Amit Bhai superb keep it up. God bless you all
ସତରେ ବହୁତ ସୁନ୍ଦର ଗୀତ ମନ ଛୁଁଆ ଲାଗେ ।ଧନ୍ୟବାଦ sir....🙏🙏🙏🦋🦋🦋...
So wonderful n soulful..
Heartouching song 🙏❤️👍
ଧନ୍ୟବାଦ ସାର୍ ଏତେ ସୁନ୍ଦର ପ୍ରଭୁଙ୍କ ଗୀତ ପାଇଁ ଏଵଂ ସୁନ୍ଦର କଣ୍ଠଦାନ କରିଥିବାରୁ ।
God bless you sir 🙏🙏🙏🙏 halleluja halleluja ameen 🎉🎉🎉🎉🎉❤❤❤❤❤❤❤
Praise the Lord God bless you brother
ବହୁତ ଆକର୍ଷଣୀୟ ହେଇଛି
Really Amit sir is great... singer 👍👍 wonderful song lyrics composed music arrangement 👍👍👍 👍👍👍
“ହେ ପ୍ରଭୁ, ଏ ସମୟ ପୂର୍ବରେ, ଅବା ଆପଣ ନିଜ ଦାସ ସହିତ ଆଳାପ କଲା
ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ୱ ଅଟେ।”
ଶାଲିମ୍ ଭାଇ ଏହି ସୁନ୍ଦର ଗୀତ ରଚନା ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ // ଅମିତ୍ ଆଜ୍ଞା ଆପଣଙ୍କର ଏହି ଶ୍ରୁତି ମଧୁର ଗାୟନ ପାଇ ବହୁତ ଧନ୍ୟବାଦ // ମଣ୍ଟୁ ଭାଇନା ଆପଣଙ୍କର ପ୍ରୋଜୋଜନା ପାଇ ବହୁତ୍ ଧନ୍ୟବାଦ // ବାପି ଭାଇ ଅତି ସୁନ୍ଦର୍ ଭାବରେ ସଙ୍ଗୀତ ପରିଚାଳନା ପାଇ ଧନ୍ୟବାଦ୍
Heart touching song God bless you bro
ବହୁତ୍ ସୁନ୍ଦର୍ ହେଇଛି ଗୀତ
God bless you brother very nice song, praise the lord 🙏🙏💖❤️
Absolutely amazing voice sir..praise the lord
Nice song sir....... praise the lord 🙏🙏👍👍👍 Amen.....
Wow what a feelings in me.. Praise the lord bro.. thanks god for your grace
Praise the Lord
ବାସ୍ତବରେ ହୃଦୟ ସ୍ବର୍ଶୀ, lyrics, music, composed, singing, voice, everything is mindbloing
I love this song, thank u human sir kapono Christian gito gaithibaru. Provunkoro blessing aapononko jibonore bajai rohu. Amin lima sir aapononko gito meaning full rohichi bohuto volo lagila.
Wow.... Very nyc brother..... May God bless your entire team.... Thank you so much for this beautiful song.... Love you Amit Bhai ❤️❤️❤️❤️❤️👌👌👌👌👌
Hallelujah now it's the time of prayer because the time at hand and it's the time of coming of Christ
Beautiful Song congratulations to the entire team
Praise the lord 🙏 really heart ❤️ touching song
Praise the lord .. thank you Amith sir
Su4 song Amit sir...... congratulations...
Praise the lord nice song
Bahut sundar Gita
Hai.... Amit brother...... I'm very happy to hear your voice..... Once again... Thank you...
Praise the Lord, halleluya amazing songs, ଏହି ବର୍ଷର ସବୂ ଠାରୁ ମନଚୂଆ ଗୀତ ଆମ ସମୁଖରେ ପହଞ୍ଚିଚି, ଏହି ଗୀତ ଶୁଣି ମନରେ ଗୋଟେ ଜାଗ୍ରତ ଆସୁଛି । ବହୁତ ସୁଦୃଢ଼ lyrics and sweet voice Ami sir, god pless your teams.
PRAISE THE LORD sir.fantastic , outstanding & heart touching.God bless you and your family & composer &Lyricsist & and all members.God bless 🙏🙏🙏 al of you.l
Praise the Lord
Very very nice songs every word is very nice Brother Lord bless you.
Praise the lord amen..vry nice song 🙏
Prabhu ଯୀଶୁଙ୍କ Mahima ହେଉ।
Very nice heart touching song praise the lord and God bless you.
So sweet song very nice
Hallelujah hallelujah hallelujah
କି ସୁନ୍ଦର ସ୍ବର mind blowing super ....sir...📝🎤🎶🎻 good job
Such a beautiful composition song really heart touching song god blessed u all very well job Salem bhai may lord blessed u abundantly ❤️👌
Verry nice song he esuwab halleluya 🙌🙌🙌
Praise God very nice song sir
Thanks very much to you director sir and Amit pani sir this for everlasting word of God with nice song may God bless you always ✝️✝️
Very nice! Song. Praise the Lord
Love 💕 you Pani babu.Praise the Lord
ବହୁତ ସୁନ୍ଦର ଗୀତ
ଧନ୍ୟବାଦ amit pani sir 👏👏👏👏ଏମିତି ସୁନ୍ଦର ସୁନ୍ଦର ଗୀତ ଗାଇବାପାଇଁ ପ୍ରଭୂ ଆପଣଙ୍କୁ ଆଶିର୍ବାଦ ତରନ୍ତୁ
Really Time is very important my friend so really nice song good bless you
Praise the lord Hallelujah
I love jesus Christ amen🙏🤲😌beautiful voice and song my god bless you bro carry on❣😌😇😇❤
ବହୁତ ସୁନ୍ଦର ଗୀତଟିଏ ହୋଇଛି ସାର୍
ପ୍ରଭୁ ଆଶିର୍ବାଦ କରନ୍ତୁ
କୁହା ଯାଇଥାଏ ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁ ଥାଏ। କିନ୍ତୁ ମୁ କୁହେ Amiti sir ଙ୍କୋର ସ୍ୱରର ଅବସାଦ ନାହିଁ,ଯେତେ ଶୁଣୁ ଥିଲେ ନୂଆ ଲାଗୁ ଥାଏ। ଅତି ସୁନ୍ଦର ଗୀତ ।God bless U
I agree with your point brother ❤️
# Amit Sir
Me too dear
@@sslimma ,,,,
,