पंडित काशीनाथ जी मिश्राजी सच्चे है, हमे विनाश के इस समय, युग परिवर्तन का सत्य बताने और हमारे जीवन को बदलने के लिए, मैं उनको हृदय से नमन करती हूँ 🙏🙏2 साल से मैं और मेरा परिवार पंडित जी द्वारा बताए धारा को पालन किए, 🙏 हमारी जीवन में अद्भुत परिवर्तन आया है, प्रभु जी नें जीवन में बहुत से अनुभव दिए हैं पंडित जी के लिए और प्रभु जी के लिए झूठी बात ना बोले, ब्रम्ह की निंदा से महा विनाश ही होगा 🙏jai shree madhav madhav 🙏🙏
Tame chitra dekhei januna. Tamara dhairya abhab. Odisha ku badnaam karuchhanti apana mane. Ete dina kn karuthila police and media? You are losing your temper.
Baba re ki media power Jadi kau neta mantri na re kichi abhiyag laga gae tanka ghare pasiki emiti reporting Kariba aama media ra dam nahi 😂😂😂😂😂 sabu media se chua pachara
ବାପ ପୁଅ କୁ ତୁରନ୍ତ ଗିରଫ କରାଯାଉ
କନକ ଟିଭି ଭୟଙ୍କର ଆତଙ୍କ ବା ଦି ଧରି ପାରିଥିବାରୁ ମୋହନ ସରକାର ପୁରସ୍କୃତ କରନ୍ତୁ। ଲଜ୍ଜ୍ୟା ଲାଗିବା କଥା ଏମାନଙ୍କୁ। ଏ ମିଡିଆ ବାଲା ଙ୍କୁ ଗୋଟେ ବିରାଟ ଶିକାର ମିଳି ଯାଇଛି। ସତୀଶ ଯଦି କଳ୍କୀ ତେବେ ଏମାନଙ୍କୁ ଦଣ୍ଡିତ କରନ୍ତୁ। ଯଦି ନୁହଁନ୍ତି ତେବେ ଦଣ୍ଡିତ ହେବା ରେ ଅସୁବିଧା ନାହିଁ। ଏ ଗୋଟେ ସୁବର୍ଣ୍ଣ ସୁଯୋଗ। କଳ୍କୀ ଅବତାର ର ଶକ୍ତି କୁ ପ୍ରଦର୍ଶନ କରି ଏ ଅସୁର ଙ୍କୁ ବିନାଶ କର। ମାଳିକା ସତ୍ୟ। କଳ୍କୀ ତା ଠାରୁ ଆହୁରି ସତ୍ୟ।
Kendrapada.sarathibaba.bhalli.police.surakya.diajauchi
ଠିକ୍ କାର୍ଯ୍ୟାନୁଷ୍ଠାନ।
पंडित काशीनाथ जी मिश्राजी सच्चे है, हमे विनाश के इस समय, युग परिवर्तन का सत्य बताने और हमारे जीवन को बदलने के लिए, मैं उनको हृदय से नमन करती हूँ 🙏🙏2 साल से मैं और मेरा परिवार पंडित जी द्वारा बताए धारा को पालन किए, 🙏 हमारी जीवन में अद्भुत परिवर्तन आया है, प्रभु जी नें जीवन में बहुत से अनुभव दिए हैं पंडित जी के लिए और प्रभु जी के लिए झूठी बात ना बोले, ब्रम्ह की निंदा से महा विनाश ही होगा 🙏jai shree madhav madhav 🙏🙏
Kou jaga kie kuha re
Sisu.chorachalan.sisu.balli.diajauthiba
Kashinath Mishra କହିଲେ ଯେ ଆମେ ପ୍ରବଚନ ଦେବା ବେଳେ ଉଦାହରଣ ରେ ମିଛ ଗପ କହୁ।ଏହା କେତେ ଗ୍ରହଣୀୟ?
Baba pherara 😅😅😅😅😅
Media Bala sampurna michha michha michha prachar karuchhanti
Media Bala sampurna bhul tathy dauchhanti
Sethi kaunasi kharap Kam huanahin
ଯେଉଁ ଫଟୋ ଆପଣ ଦେଖୁଛନ୍ତି, ସେଟି ସମ୍ପାଦିତ ଅଟେ, ଏବଂ ପ୍ରଭୁଙ୍କ ଚରଣରେ ନ ବା ତୁଳସୀ, ନ ବା ଭଗବଦ୍ଗୀତା ରଖାଯାଇଥିଲା। ଏହି ଫଟୋ 2016 ସାଲର ସମୟର ଅଟେ। ଆମେ ମଧ୍ୟ ବୈକୁଣ୍ଠ ଧାମ ଆଶ୍ରମକୁ ଯାଇଥିଲୁ, ଓ ସେଠାରେ ଏପରି କୌଣସି ପରମ୍ପରା ନାହିଁ ଯେ ଶାସ୍ତ୍ରଗୁଡ଼ିକୁ ପ୍ରଭୁଙ୍କ ଚରଣରେ ରଖାଯାଏ, କାରଣ ଭଗବଦ୍ଗୀତା ସ୍ଵୟଂ ପ୍ରଭୁଙ୍କ ରୂପ।
ମାଧ୍ୟମରେ ଫାଲସ୍ ନାରାଟିଭରେ ବିଶ୍ୱାସ କରିବା ଉଚିତ ନୁହେଁ। ଯଦି ଆମେ ପ୍ରଭୁଙ୍କର ସତ୍ୟର ଆଲୋକକୁ ଜାଣିବାକୁ ଚାହୁଁଛୁ, ତେବେ ଆମ ହୃଦୟରେ ଭକ୍ତି, ପ୍ରେମ, ସମର୍ପଣ ଏବଂ ଶ୍ରଦ୍ଧାକୁ ବିକଶିତ କରିବାକୁ ପଡ଼ିବ।
ପ୍ରଭୁଙ୍କୁ ପରିଚୟ କରିବାକୁ, ଆମର ସୀମିତ ବୁଦ୍ଧିକୁ ପରେ ରଖି ଭକ୍ତି ଏବଂ ଶ୍ରଦ୍ଧା ସହିତ ପ୍ରଭୁଙ୍କୁ ଆଗକୁ ଯାଇବା ଜରୁରି। ପ୍ରଭୁ ତାହାର କୃପା କଲେ ଏବଂ ମାୟାର
Sarathi pua bodhe
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ।
ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
ତୁମେମାନେ ବି ଏଥିରେ ସମ୍ପୃକ୍ତ ଅଛ
ତୁରନ୍ତ ଆଶ୍ରମ ଭାଙ୍ଗି ଦିଆ ଯାଉ
Gunda palichonti
Kashinath ashram ru sabu jinasa bahar kari nei jaichanti
Tame chitra dekhei januna. Tamara dhairya abhab. Odisha ku badnaam karuchhanti apana mane. Ete dina kn karuthila police and media? You are losing your temper.
Baba re ki media power
Jadi kau neta mantri na re kichi abhiyag laga gae tanka ghare pasiki emiti reporting Kariba aama media ra dam nahi 😂😂😂😂😂 sabu media se chua pachara
midiabala 10 12 barso kuade thila abe baharile sabu micha midiabala😂😂😂
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ।
ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ।
ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ।