Manabasa Gurubara💐ମାଣବସା ସଜ💐ଏହିସବୁ ଜିନିଷ ନିହାତି କିଣନ୍ତୁ💐Margasira Gurubar Laxmi puja bidhi💐Odia Volg

แชร์
ฝัง
  • เผยแพร่เมื่อ 27 พ.ย. 2024

ความคิดเห็น • 41

  • @pratimanayak5256
    @pratimanayak5256 7 ชั่วโมงที่ผ่านมา +1

    Mam apananku mor request achhi ki daily morning pooja r vdo te anibe. Plz mam. Apana nka thu bahut kichhi sikhibar achhi. Prabhu Jagannath apananku sabubele khusire rakhantu. Love u mam❤🙏

    • @SwagatikaPani
      @SwagatikaPani  4 ชั่วโมงที่ผ่านมา

      ଠିକ ଅଛି... କେତେବେଳେ upload କରିବି... ଧନ୍ୟବାଦ👍Be Blessed.

  • @pikun05
    @pikun05 8 ชั่วโมงที่ผ่านมา +1

    Bahut sundar upastapana❤

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      ଧନ୍ୟବାଦ 👍

  • @pikun05
    @pikun05 3 ชั่วโมงที่ผ่านมา

    Kheero misa arua chaulo( dui chaulo boli kahithanti Ganjam side re) ku puja sesho re jhoti au maa nka mano natiba anya thaliro nka upare dele kan bisarjan hoijae ki...???

  • @Sriya_AR
    @Sriya_AR 4 ชั่วโมงที่ผ่านมา +1

    ନମସ୍କାର ମା,
    ମା ମୁ ଆଜି ବିନା ମାନ ରେ ପୂଜା କରିଛି ଅନ୍ୟ ଏକ ଜାଗାରେ ଖଟୁଲି ରେ ବସେଇକି, ଖଟୁଲି ରେ ମୁ କଳସ ସ୍ଥାପନ କରିଛି, ଆପଣ କହିଥିଲେ କି କଳସ ମାସ ସା ରା ବସିବା ବୋଲି କିନ୍ତୁ ମୋ ମନ ରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ମା ନଙ୍କ ର ମୂର୍ତ୍ତି କୁ ମୁ ଶୁକ୍ରବାର ଦିନ ଉଥେଇକି ନିତ୍ୟ ପୂଜା କରୁଥିବା ସ୍ଥାନ କୁ ସ୍ଥାନାନ୍ତରିତ କରୁପରିବିକି, କିନ୍ତୁ ଖଟୁଲି ରେ କଳସ ଟି ମାର୍ଗଶିର ମାସ ଗୂର ବାର ଶେଷ ପାଲି ପର୍ଯ୍ୟନ୍ତ ଥିବ, ମୁ ଖାଲି ପ୍ରତି ଗୁରୁବାର ମାଙ୍କୁ ଆନି ଖଟୁଲି ରେ ପୂଜା କରିବି.

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      ହଁ ମାଣ ଆଉ କଳସ ଉଠାଇବା କଥା ନୁହେଁ... ମା' ଯେହେତୁ ବର୍ଷ ସାରା ଘରେ ପୂଜା ପାଉଛନ୍ତି, ତାଙ୍କୁ ଚାହିଁଲେ ଅନ୍ୟ ଖଟୁଲିରେ ଶେଷ ଯାଏଁ ରଖିପାରିବେ ଆଉ ଏହା ଭଲ.. ମାତ୍ର ଯଦି କିଛି ଅସୁବିଧା ହେଉଛି, ତେବେ ତାଙ୍କୁ ନିତ୍ୟ ଜାଗାରେ ନେଇ ବସାଇପାରିବେ ଆଉ ଗୁରୁବାର ପାଳିରେ ପୁଣି ଖଟୁଲିକୁ ଆଣିପାରିବେ... କଳସ ସେହିଭଳି କିନ୍ତୁ ସେଇଠି ରହିବ..

    • @Sriya_AR
      @Sriya_AR 3 ชั่วโมงที่ผ่านมา +1

      @SwagatikaPani ଧନ୍ୟବାଦ୍ ମା 🙏

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      @Sriya_AR Be Blessed👍

  • @AshokKumar-sh6mr
    @AshokKumar-sh6mr ชั่วโมงที่ผ่านมา

    Madam gota jhia ta sasu gharaku gale to mana Basa gurubara karipariba, hele au kete kuhanti je 1st sudasa brata nakale se kariparibani kuhanti eha sata ki plz kuhantu

  • @PriyankaPanda-ze6hj
    @PriyankaPanda-ze6hj 5 ชั่วโมงที่ผ่านมา +1

    Se dhana... Muga biri ku Pooja sarile Kn Karibu

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      ଘରର ସଦସ୍ୟ ସବୁ ଖାଇବେ ତାକୁ କୁଟିକି.. ବଳକା ନଦୀରେ ବିସର୍ଜନ ଦେବେ...

  • @banita-tofan.0954
    @banita-tofan.0954 8 ชั่วโมงที่ผ่านมา +1

    Madam baivaba laxmibrata puja bisayare kuhantu mu karibaku chanhuchi

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      ଏ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ପୂଜା ବିଧିର ଭିଡ଼ିଓ Upload କରିଥିଲି... ଦେଖିନିଅନ୍ତୁ : th-cam.com/video/GIcuRDyZCCs/w-d-xo.html

  • @pravasinibehera9458
    @pravasinibehera9458 5 ชั่วโมงที่ผ่านมา +2

    Madam sudasa brata re jou khatauli re puja karajaithiba se khatulire mana basiparibeki

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      ଭଲ ଭାବେ ହଳଦୀ ପାଣି ଗଙ୍ଗାଜଳରେ ଧୋଇ ଖରାରେ ଶୁଖାଇ ମାଣ ବସାଇ ପାରିବେ...

    • @pravasinibehera9458
      @pravasinibehera9458 2 ชั่วโมงที่ผ่านมา

      Thank you madam

  • @pikun05
    @pikun05 8 ชั่วโมงที่ผ่านมา +1

    Prakruta re kete pali karajae....margosiro gurubaro jete pali sete pali karajae...jadi kichi asubidha hei 2 pali kari puja band hoigale pouso maso ra 1 st gurubaro karajae ki....???

    • @SwagatikaPani
      @SwagatikaPani  3 ชั่วโมงที่ผ่านมา +1

      ପ୍ରକୃତରେ ଚାରି ପାଳି ବିଧି... ମାର୍ଗଶୀର ଗୋଟିଏ କି ଦୁଇଟି ପାଳି କରି ପୌଷ ବା ମାଘର ପ୍ରଥମ ବା ଦ୍ଵିତୀୟ ଗୁରୁବାରରେ ପୂଜା କରାଯାଇପାରିବ...

  • @pikun05
    @pikun05 8 ชั่วโมงที่ผ่านมา +1

    Mahila manak ra period dt pai gote pali band hoijaithae...sethipai 3 pali kariba ta nihati darkar na..???

    • @SwagatikaPani
      @SwagatikaPani  3 ชั่วโมงที่ผ่านมา +1

      ତିନି ପାଳି ମାର୍ଗଶୀରରେ ଆଉ ଗୋଟିଏ ପାଳି ପୌଷ କି ମାଘରେ କରି ଚାରିପାଳିରେ ସାରିଲେ ଶୁଭପ୍ରଦ

  • @sasmita3650
    @sasmita3650 5 ชั่วโมงที่ผ่านมา +1

    Mam🙏sasu ghre bada sasur nka death habar 1 year heini jadi 1 year vitare kounsi god nka photo aniki ghare puja karipariba ki. plz🙏 rply

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      ନାଁ ସମଗୋତ୍ରୀୟ ସୁତକ ମୃତକ କାର୍ଯ୍ୟ ହେଲେ ବର୍ଷେ ଯାଏଁ ପୂଜା ମନା ଆଉ ଏହା ତାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଏହି ବିଧି ରଖାଯାଇଛି... ମନ ମଧ୍ୟରେ ଠାକୁରଙ୍କୁ ସ୍ମରଣ କରନ୍ତୁ

  • @pratimanayak5256
    @pratimanayak5256 7 ชั่วโมงที่ผ่านมา +1

    Jay Sree jagannath mam🙏mam mu pari ru patitapaban bigrah nku ani ghare pooja karibaku chanhuchhi. Mam mate tk plz kahibe ki mu kemiti Prabhu nka pooja arambha karibi, keun masa thu ba keun dinare pooja arambha kariba thik heb. Plz mam tk kahibe🙏

    • @SwagatikaPani
      @SwagatikaPani  4 ชั่วโมงที่ผ่านมา

      ମାଘ ମାସରେ କରନ୍ତୁ ଆଉ ବୁଧବାର କି ଶୁକ୍ରବାର ଦିନ ଆରମ୍ଭ କରନ୍ତୁ... ପ୍ରତିଦିନ ଯେମିତି ଠାକୁର ପୂଜା କରୁଛନ୍ତି, ସେମିତି କରନ୍ତୁ... ଭାବରେ ବନ୍ଧା ସେ ଠାକୁର.. ତେବେ ମହାପ୍ରଭୁଙ୍କ ପୂଜା ଉପରେ ଏକ ଭିଡ଼ିଓ upload କରିଥିଲି... Link ଦେଉଛି... ଦେଖିନିଅନ୍ତୁ...
      th-cam.com/video/_9OJzlwCWoo/w-d-xo.htmlsi=RJXRRCJdUbUhiB5i

    • @pratimanayak5256
      @pratimanayak5256 3 ชั่วโมงที่ผ่านมา

      Thank u mam🙏

  • @PriyankaPanda-ze6hj
    @PriyankaPanda-ze6hj 5 ชั่วโมงที่ผ่านมา +1

    Jou gua 2 ta puja haba taku rakhibu

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      ହଁ ପାଖରେ/ ଠାକୁର ଘରେ/ ଆଲମିରାରେ ରଖିବେ...

  • @subratbardhan_RLM_
    @subratbardhan_RLM_ 9 ชั่วโมงที่ผ่านมา +2

    ମାଣବସା ଗୁରୁବାରରେ ଶ୍ରୀ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଫଟୋ କିମ୍ବା 2 ଟି ଗୁଆ ରଖି କରାଯାଏ କି, Madam, ଦୟାକରି ମାର୍ଗ ଦର୍ଶନ କରନ୍ତୁ 🙏🙏

    • @SwagatikaPani
      @SwagatikaPani  9 ชั่วโมงที่ผ่านมา +1

      ମାଣଖଟୁଲିରେ ଧାନ ମାଣ ଓ ଧାନ ମେଣ୍ଟିରେ ତିନୋଟି ଗୁଆ ରଖିକି ପୂଜା କରିପାରିବେ ନଚେତ ଶ୍ରୀଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତି ବା ଫଟୋ ପାଖରେ ଦୁଇଟି ଗୁଆ ରଖିକି ବି ପୂଜା କରିପାରିବେ...ପାଖରେ ନୂଆ ଧାନ/ଚାଉଳ/ମୁଗ/ବିରି ରଖିବେ...

    • @subratbardhan_RLM_
      @subratbardhan_RLM_ 8 ชั่วโมงที่ผ่านมา +1

      @SwagatikaPani 🙏 ଅନେକ୍ ଅନେକ୍ ଧନ୍ୟବାଦ୍ Madam

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      Most Welcome👍

  • @jyotshnadash1473
    @jyotshnadash1473 6 ชั่วโมงที่ผ่านมา +1

    Asubidha basata mu mana basaiparuni magha masara basaibi maghamasa je kanasi gote gurubara re mana basaile heba ki?magha masa kau pali re basai bi please kuhantu emiti kebe bi mu karinahin sethi pain janiparuni

    • @SwagatikaPani
      @SwagatikaPani  3 ชั่วโมงที่ผ่านมา +1

      ମାଘ ପ୍ରଥମ ଗୁରୁବାର ପାଳିରେ ବସେଇ ଦୁଇ ପାଳି ଦ୍ଵିତୀୟ ପାଳିରେ କିମ୍ବା ଚାରି ପାଳି କରି ଉଜେଇଁ ଦିଅନ୍ତୁ

    • @jyotshnadash1473
      @jyotshnadash1473 3 ชั่วโมงที่ผ่านมา

      @SwagatikaPani magha masa 4pali jaka maniba ku heba ki mam? Jimeti ki margasira masa re karajae

    • @jyotshnadash1473
      @jyotshnadash1473 3 ชั่วโมงที่ผ่านมา

      Ok mam

    • @SwagatikaPani
      @SwagatikaPani  3 ชั่วโมงที่ผ่านมา

      @jyotshnadash1473 ହଁ ମାର୍ଗଶୀର ମାସ ପରି ମାଘ ମାସ ବି ଅତ୍ୟନ୍ତ ପବିତ୍ର...

    • @jyotshnadash1473
      @jyotshnadash1473 3 ชั่วโมงที่ผ่านมา

      @@SwagatikaPani thank you 🙏😊

  • @sandhyaranimohakul9385
    @sandhyaranimohakul9385 9 ชั่วโมงที่ผ่านมา

    Apana kahuthile pratham paliru brat karachhanti

    • @SwagatikaPani
      @SwagatikaPani  9 ชั่วโมงที่ผ่านมา

      ନାଁ ପ୍ରଥମ ପାଳିରୁ ଯେଉଁମାନେ ବ୍ରତ କରିବାକୁ ଚାହୁଁଛନ୍ତି, ସେମାନେ କରିପାରିବେ ବୋଲି କହିଥିଲି...ମାତ୍ର ଏଠି ଆମର ଭୁବନେଶ୍ୱରରେ ଅଷ୍ଟମୀ ପରେ ଆମେ ମାଣ ବସାଇଥାଉ...

    • @jyotshnadash1473
      @jyotshnadash1473 6 ชั่วโมงที่ผ่านมา +1

      Right mam​@@SwagatikaPani