ମାଣବସା ଗୁରୁବାର ଦ୍ଵିତୀୟ,ତୃତୀୟ,ଚତୁର୍ଥ ପାଳି ପୂଜା କିପରି କରିବେ ? Manabasa Gurubara💐Margasira Gurubar puja

แชร์
ฝัง
  • เผยแพร่เมื่อ 27 พ.ย. 2024

ความคิดเห็น • 52

  • @ramachandrasahoo1608
    @ramachandrasahoo1608 2 วันที่ผ่านมา +1

    ନମସ୍ତେ ମା ବହୁତ ସୁନ୍ଦର ଉପସ୍ଥାପନା ବହୁତ କିଛି ଶିଖିବା କୁ ମିଲୁଛି ନମସ୍ତେ ମା

    • @SwagatikaPani
      @SwagatikaPani  2 วันที่ผ่านมา

      ଜୟ ଶ୍ରୀଜଗନ୍ନାଥ🙏
      ଧନ୍ୟବାଦ

  • @familymotivation3800
    @familymotivation3800 วันที่ผ่านมา +1

    ମାମ୍ ଆମର ଟିକେ ଘରେ ଅସୁବିଧା ଅଛି ନିତି ନିୟମ ରେ ରହି ହଉନି ମୁଁ ଭାବୁଛି ଗୋଟିଏ ପାଳିରେ ରାତି 4 ଟା ରୁ ମାଣ ବସେଇ ଦେବି ସନ୍ଧ୍ୟା ବେଳକୁ ଉଠେଇ ଦେବି ବୋଲି କଉ ପାଳିରେ କରିଲେ ଭଲ ହେବ ଟିକେ କୁହନ୍ତୁ please ଆମେ ପ୍ରଥମାଷ୍ଟମୀ ପରେ ବସାଉ ଦ୍ଵୀତୀୟ ପାଳି ରେ କରିବି ନା ତୃତୀୟ ପାଳିରେ ନା ଚତୁର୍ଥ ପାଳିରେ please ଟିକେ କୁହନ୍ତୁ

  • @jyotshnadash1473
    @jyotshnadash1473 2 วันที่ผ่านมา +1

    Sundar upasthapana 🙏

    • @SwagatikaPani
      @SwagatikaPani  2 วันที่ผ่านมา

      ଧନ୍ୟବାଦ👍

  • @suvalaxmipattanaik1480
    @suvalaxmipattanaik1480 9 ชั่วโมงที่ผ่านมา

    ଆମ ଘରେ ପେଚକ ଲକ୍ଷ୍ମୀ ମୂର୍ତ୍ତି, ଗଜ ଲକ୍ଷ୍ମୀ କଁ ମୂର୍ତ୍ତି ଓ ଲକ୍ଷ୍ମୀନାରାୟଣ କଁ ମୂର୍ତ୍ତି ମଧ୍ୟ ଅଛି। ମାଣବାସା ଗୁରୁବାର ଗୁଡ଼ି କରେ ଓ ସୁଦାସାବ୍ରତ ଗୁରୁବାର ରେ ଆମେ ତିନି ମୂର୍ତ୍ତି କୁଁ ଗୋଟେ ଖଟୁଲି ରେ ରଖି ପୂଜା କରି ପରିବା କି? ନା ଯେକୌଣସି ଗୋଟେ ମୂର୍ତ୍ତି ରଖି ପୂଜା କରିଵା? ଦୟା କରି ଟିକେ ଜଣାନ୍ତୁ ଓ ଦ୍ୱନ୍ଦ ଦୂର କରନ୍ତୁ 🙏🙏

  • @smrutimohanty3486
    @smrutimohanty3486 2 วันที่ผ่านมา +2

    କାହାର ଦେହାନ୍ତ ହୋଇଯାଇଥିଲେ ପ୍ରଥମ ବର୍ଷ ନ ଯାଇଥିଲେ ମାଣବସା ହେବକି ନାହିଁ,ମା ଙ୍କ ପାଖରେ କଣ ଭୋଗ ଲଗେଇପାରିବୁ

    • @SwagatikaPani
      @SwagatikaPani  2 วันที่ผ่านมา

      ନାଁ ହେବନାହିଁ... ବର୍ଷେ ପରେ ହେବ

  • @rajshreebehera4912
    @rajshreebehera4912 20 ชั่วโมงที่ผ่านมา

    Mam mu mana basauni maa nka phto rakhi sabu puja bidhhi karuchi

  • @Jpfv812
    @Jpfv812 2 วันที่ผ่านมา +1

    Mam ama ghare maa suam ubha hoichanti ta mu barsha Shara Puja kare kana problem habaki mam

    • @SwagatikaPani
      @SwagatikaPani  วันที่ผ่านมา

      ନାଁ ବର୍ଷ ସାରା ମା' ଙ୍କୁ ପୂଜା କରିପାରିବେ କିନ୍ତୁ ମାଣ ପୂଜା କେବଳ ଏହି ସମୟରେ କରିପାରିବେ

  • @rajshreebehera4912
    @rajshreebehera4912 20 ชั่วโมงที่ผ่านมา

    Mo sasu manna besei nahanti sethi paine mu phto rakhiki sabu karuchi kn asubidhha haba ki

  • @parbatimaharana2660
    @parbatimaharana2660 วันที่ผ่านมา +1

    Mu office 10tarr asi evening 7tare phere. Ketebele maa nki utheibi. Tike kahibe.

    • @SwagatikaPani
      @SwagatikaPani  วันที่ผ่านมา

      ଶୁକ୍ରବାର ସକାଳୁ ସୂର୍ଯ୍ୟୋଦୟ ପରେ ଶୁଖିଲି ଭୋଗ ଦେଇ ପୂଜା କରି ଉଠେଇ ପାରିବେ

  • @delighteddebadutta7987
    @delighteddebadutta7987 2 วันที่ผ่านมา +5

    ମୁଁ ମାଣ ରେ ନୂଆ ଧାନ ରଖୁନାହି କିନ୍ତୁ ନୂଆ ଚାଉଳ ରଖୁଛି।ଧାନ କୁଟିବାକୁ ଅସୁବିଧା ହେବାରୁ ମୋ ଶାଶୁ ନୂଆ ଚାଉଳ ରଖିବାକୁ କହିଲେ। ପୁଷ ପ୍ରଥମ ପାଲି ରେ ଆମର ମାଣ ବସାଉ ଓ ଉଜେଇଁ ଥାଉ। ଆଉ ଏହି ମାଣ ଚାଉଳ କୁ ଆମେ ସରସ୍ଵତୀ ପୂଜା ରେ ଖାଇଆଉ। କୋଉ କୋଉ ଦିନରେ ମାଣ ଚାଉଳ ଖାଇ ହେବ ?

    • @SwagatikaPani
      @SwagatikaPani  2 วันที่ผ่านมา

      ଚତୁର୍ମାସ୍ୟାକୁ ଛାଡି ଭଲ ଭଲ ଦିନମାନଙ୍କରେ ଯେପରିକି ସରସ୍ବତୀ ପୂଜା, ଅକ୍ଷୟ ତୃତୀୟା, ରଥଯାତ୍ରା, ବାହୁଡା଼ ଯାତ୍ରା ଏପରି ଅତି ଶୁଭ ଦିନମାନଙ୍କରେ ଖାଇପାରିବେ...

  • @GuduPriyanka
    @GuduPriyanka 2 วันที่ผ่านมา +1

    Mana re kn chaula rakhiba uchit ki ..mora b problem hauchi dhana kutiba pain ..???
    Mana 2ta payeli re basanti na gote...??plz reply karibe

    • @SwagatikaPani
      @SwagatikaPani  2 วันที่ผ่านมา

      ମାଣରେ ନୂଆ ଶୁକ୍ଳ ଧାନ ରଖିବାଟା ହେଉଛି ବିଧି...କାରଣ ଏହା ଧାନମାଣିକା ଓଷା..ଆଉ ଗୋଟିଏ ଛୋଟ ମାଣରେ ନୂଆ ଅରୁଆ ଚାଉଳ, ମୁଗ, ବିରି ଏସବୁକୁ ରଖାଯାଏ... 2 ପାଳି କି ଚାରି ପାଳି କରିପାରିବେ...

  • @PrinceDansana-h5z
    @PrinceDansana-h5z 2 วันที่ผ่านมา +1

    Mem🙏 ama ghare patharara gotie murti o pitalara gotie murti achanti jaha tikie khandia achanti puja kariba ki

    • @SwagatikaPani
      @SwagatikaPani  2 วันที่ผ่านมา

      ନାଁ ଖଣ୍ଡିତ ମୂର୍ତ୍ତିଙ୍କୁ ପୂଜା କରିବା ଉଚିତ ନୁହେଁ... ନଦୀ ଜଳରେ ବିସର୍ଜନ ଦିଅନ୍ତୁ

    • @PrinceDansana-h5z
      @PrinceDansana-h5z 2 วันที่ผ่านมา

      ଧନ୍ୟବାଦ ମେମ 🙏

  • @mandakinipradhan5054
    @mandakinipradhan5054 2 วันที่ผ่านมา +1

    Mu puja kari sari sabu gurubara Dina thakura. Mana,kalasa utheidien karana mora thakura ghara nahin ,kichi kharap hebaki

  • @MUSICZONE3.00
    @MUSICZONE3.00 2 วันที่ผ่านมา +2

    ମ୍ୟାମ୍ ପ୍ରଣାମ ଅଶେଷ ଅଶେଷ ଧନ୍ୟବାଦ ମୋମନରେ ଥିବା ପ୍ରଶ୍ନର ସମାଧାନ କରିଥିବାରୁ ମ୍ୟାମ ଆଉଗୋଟିଏ ପ୍ରଶ୍ନ ଏକାଦଶୀ ଓ ରବିବାରରେ ମାବୃନ୍ଦାବତୀଙ୍କୁ ଜଳଦେବାନାହିଁ କି ଏଈକଥାଟି ଲୋକାଚାର ନାଁ ଶାସ୍ତ୍ରୀୟ ମତଦୟାକରି ଜଣାଇବେ

    • @SwagatikaPani
      @SwagatikaPani  วันที่ผ่านมา

      ଏଥିରେ ଶାସ୍ତ୍ରୀୟ ମତ କିଛି ନାହିଁ... ଲୋକାଚାର ଆଉ ବିଶ୍ୱାସ ତଥା ପରମ୍ପରା ଆଧାରରେ ଏହାକୁ ସମ୍ମାନ ଦିଆଯାଇ ରବିବାର ଆଉ ଏକାଦଶୀରେ ବୃନ୍ଦାବତୀଙ୍କ ନିର୍ଜ୍ଜଳା ବ୍ରତ ହେତୁ ଜଳ ଦେଲେ ତାଙ୍କର ବ୍ରତ ଭଙ୍ଗ ହେବ ବୋଲି ବିଶ୍ୱାସ କରାଯାଏ...

  • @Sriya_AR
    @Sriya_AR 2 วันที่ผ่านมา +2

    ବିନା ମାନ ରେ କେମିତି ପୂଜା ହବ ଟିକେ କହିବେ ମାମ୍, କଳସ ସେହିଦିନ ଉଠା ଯିବ ନା ମାସ ସାରା ବସିବ, ମୁଁ ଲକ୍ଷ୍ମୀ ଙ୍କ ମୂର୍ତ୍ତି ପୂଜା କରୁଛି ସେଥିପାଇଁ ମା ଙ୍କ ର ମୂର୍ତ୍ତି ku ସେଇଠି ବସେଇକି ରଖିବି na ନୀତି ପୂଜା କରୁଥିବା ସ୍ଥାନ କୁ ଆନିକି ପୁଣି ନିତ୍ଯ ଦିନ ପୂଜା କରୁଥିବା ସ୍ଥାନ ରେ ପୂଜା ହବ

    • @SwagatikaPani
      @SwagatikaPani  วันที่ผ่านมา

      ବିନା ମାଣରେ ବି ମା' ଙ୍କ ମୂର୍ତ୍ତି ପୂଜା କରିପାରିବେ ବିଧି ବିଧାନ ଅନୁଯାୟୀ... କଳସ ମାସ ସାରା ସେଇଠି ରହିବାଟା ହିଁ ବିଧି.. ମାତ୍ର ନିୟମ ମାନି ନ ପାରିବାରୁ ଅନେକ ଲୋକ ପ୍ରତି ପାଳିରେ କଳସ ଉଠାଇ ଦେଉଛନ୍ତି... ଏହି ପୂଜାରେ ବସା ପାଳିରେ ମା' ଙ୍କୁ ନିତ୍ୟ ପୂଜା ଜାଗାରୁ ଆଣି ଆଉ ଗୋଟିଏ ଜାଗାରେ ସ୍ୱତନ୍ତ୍ର ଆସ୍ଥାନ ଦେଇ ପୂଜା କରିବେ...

    • @Sriya_AR
      @Sriya_AR วันที่ผ่านมา

      Ma nkara murti AME sukrabara Dina utheiki nitya Puja karuthiba sthana ku neik paribaki,

    • @SwagatikaPani
      @SwagatikaPani  วันที่ผ่านมา

      @Sriya_AR ଶେଷ ପାଳି ମା' ଙ୍କୁ ଉଠେଇବା ପରେ ଯାଇ ତାଙ୍କର ନିତ୍ୟ ପୂଜା ସ୍ଥାନକୁ ନେବେ ନହେଲେ ମାଣ ପୂଜା ସ୍ଥାନରେ ହିଁ ଯେତେ ପାଳି କରିବେ, ସେତେ ପାଳି ରହିବେ...

    • @Sriya_AR
      @Sriya_AR วันที่ผ่านมา +1

      Thank you so much for your valuable response mam😊

    • @SwagatikaPani
      @SwagatikaPani  วันที่ผ่านมา

      Most Welcome

  • @kanchanbalasahoo3214
    @kanchanbalasahoo3214 2 วันที่ผ่านมา +1

    Amara kebe mana basa jae nahi,kebala dhana beni rakhi puja karanti,mu abarsa mana basaile kichhi asubidha heba ki mam,plz kuhantu,mu janiparuni,

    • @SwagatikaPani
      @SwagatikaPani  วันที่ผ่านมา

      ଧାନ ବେଣି ପୂଜା କରୁଛନ୍ତି ମାନେ ଆପଣଙ୍କ ଘରେ ମାଣବସା ଅଛି... ତେଣୁ ମାଣ ପୂଜା କରିପାରିବେ... ତୃତୀୟ ପାଳିରୁ ବସାନ୍ତୁ

  • @Jpfv812
    @Jpfv812 2 วันที่ผ่านมา +1

    Kana karibi kichi kahibeki mam please

  • @bhagabatimahanta3621
    @bhagabatimahanta3621 วันที่ผ่านมา

    Mam mo husband margasira gurubara re mrutu heichhi, ta mana basei heba na nahin please kahibe

    • @SwagatikaPani
      @SwagatikaPani  วันที่ผ่านมา

      ନାଁ ଉଚିତ ନୁହେଁ

  • @amulyakumarsahu298
    @amulyakumarsahu298 2 วันที่ผ่านมา +1

    Medam dhupa ghugula kete bele maa nku diajai au kemiti tike janaebe

    • @SwagatikaPani
      @SwagatikaPani  วันที่ผ่านมา

      ପ୍ରତି ପୂଜା ବେଳେ ଦିନରେ ତିନି ଥର ନଚେତ ମଧ୍ୟାହ୍ନ ଧୂପ ବା ସନ୍ଧ୍ୟା ଧୂପ ପରେ ଦେବେ

  • @Sriya_AR
    @Sriya_AR 2 วันที่ผ่านมา +1

    ବିନା mana re kemiti puja hue

    • @SwagatikaPani
      @SwagatikaPani  วันที่ผ่านมา

      ମା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫଟୋ ଆଉ ଧାନ ମେଣ୍ଟି ରଖି ବିଧିର ସହିତ ପୂଜା କରିପାରିବେ

  • @Jpfv812
    @Jpfv812 2 วันที่ผ่านมา +1

    Kintu maa asitharu Mora Dekha Kebe thik rahuni kana karibi kichi bujhiparuni

    • @SwagatikaPani
      @SwagatikaPani  วันที่ผ่านมา

      କ'ଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ...

    • @Jpfv812
      @Jpfv812 วันที่ผ่านมา

      @SwagatikaPani mu jetebele samastanku kahili samaste kahile tu dikhya naija kintu impossible nonveg ta huani kebebi husband agree nuhanti dikhya nai maankara Puja bidhi Saha Kariba pai apana Mora request je kemiti bhabare maankara daily Puja heba maa Khushi rahibe please kuhantu mam

    • @SwagatikaPani
      @SwagatikaPani  วันที่ผ่านมา +1

      ଦୀକ୍ଷା ନେବା କୌଣସି ସମସ୍ୟାର ସମାଧାନ ନୁହେଁ.. ଆପଣ ଗୃହସ୍ଥାଶ୍ରମରେ ଅଛନ୍ତି.. ଦୀକ୍ଷା ନେବାର କୌଣସି ଆବଶ୍ୟକତା ନାହିଁ ଆଉ ମା' ଙ୍କ ପୂଜା କୌଣସି ଆଡମ୍ବର, ବିଧିରେ ନହେଲେ ବରଂ ଚଳିବ ମାତ୍ର ହୃଦୟର ସ୍ଵଛ ଭାବ ସହିତ ଦୃଢ଼ ବିଶ୍ୱାସ ନେଇ ପୂଜା କରନ୍ତୁ ଯେତିକି ଆପଣଙ୍କ ଦ୍ୱାରା ସମ୍ଭବ.. ଅନେକ ଲୋକ ଅନେକ କଥା କହିବେ... ମାତ୍ର ଆପଣଙ୍କ ଭକ୍ତି ଳ, ଭାବ ଆଉ ବିଶ୍ୱାସ ହିଁ ଆପଣଙ୍କର ମୂଳ ପୁଞ୍ଜି ଯାହା ଆଗରେ ଆଉ ସବୁ କିଛି ତୁଛ... ଦୃଢ ରୁହନ୍ତୁ ଆଉ ସମର୍ପିତ ଭାବରେ ଶ୍ରଦ୍ଧାର ସହିତ ମା' ଙ୍କୁ ପୂଜା କରନ୍ତୁ... ନିଶ୍ଚୟ କୃପା ପ୍ରାପ୍ତି ହେବେ...

    • @Jpfv812
      @Jpfv812 วันที่ผ่านมา +1

      @@SwagatikaPani thanks mam🙏

    • @Jpfv812
      @Jpfv812 วันที่ผ่านมา

      Mam sashu odisha ruhanti se mana basanti

  • @familymotivation3800
    @familymotivation3800 วันที่ผ่านมา +1

    ମାମ୍ ଆମର ଟିକେ ଘରେ ଅସୁବିଧା ଅଛି ନିତି ନିୟମ ରେ ରହି ହଉନି ମୁଁ ଭାବୁଛି ଗୋଟିଏ ପାଳିରେ ରାତି 4 ଟା ରୁ ମାଣ ବସେଇ ଦେବି ସନ୍ଧ୍ୟା ବେଳକୁ ଉଠେଇ ଦେବି ବୋଲି କଉ ପାଳିରେ କରିଲେ ଭଲ ହେବ ଟିକେ କୁହନ୍ତୁ please ଆମେ ପ୍ରଥମାଷ୍ଟମୀ ପରେ ବସାଉ ଦ୍ଵୀତୀୟ ପାଳି ରେ କରିବି ନା ତୃତୀୟ ପାଳିରେ ନା ଚତୁର୍ଥ ପାଳିରେ please ଟିକେ କୁହନ୍ତୁ

    • @SwagatikaPani
      @SwagatikaPani  วันที่ผ่านมา

      ଶୁକ୍ଳ ପକ୍ଷ ପାଳି 5th December ରେ କରନ୍ତୁ.. ଭଲ ହେବ

    • @nageshsingh5623
      @nageshsingh5623 10 ชั่วโมงที่ผ่านมา +1

      Mam last dui pali puja kale chalib

    • @SwagatikaPani
      @SwagatikaPani  6 ชั่วโมงที่ผ่านมา

      କରିପାରିବେ.. ତେବେ ତୃତୀୟ ପାଳି ଶରଣ ଆଉ ଚତୁର୍ଥ ପାଳିରେ ଦ୍ୱାଦଶୀ ପଡୁଛି ବୋଲି କିଛି ଲୋକ ମାଣ ବସାଉ ନାହାଁନ୍ତି... ମାତ୍ର କିଛି ଅସୁବିଧା ନାହିଁ... ଶ୍ରଦ୍ଧାରେ ସବୁ ଭାବ ନିହିତ ଥାଏ...