ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆନ୍ଦ୍ରପ୍ରଦେଶ ଓ ତେଲେଙ୍ଗାନା ରେ ୩୦୦୦ ରୁ ଉପରେ ରହିଛି ଭତ୍ତା ଟଙ୍କା କିନ୍ତୁ ଓଡ଼ିଶା ର ମୂର୍ଖମନ୍ତ୍ରୀ ଚୋରଟା ଓଡ଼ିଶାରେ ତ ପାଣ୍ଡୁ ସର୍ବେ ସର୍ବା ହୋଇଛି ଯେତେଦିନ ଓଡ଼ିଶାରେ ସରକାର ପରି ବର୍ତ୍ତନ ନ ହେବ ଏମିତି ନାମ ନେଉଥିବ ଗୁଣ ଗାଉଥିବ ଆଗକୁ ଭୋଟ ଆସୁଛି ସମସ୍ତେ ଭୋଟର ମାନେ ଯଦି ଚାହିଁବେ ପରିବର୍ତ୍ତନ କରି ପାରିବେ ସମସ୍ତେ ସଚେତନ ହେବା ଦରକାର
Thik kahicha Bhai
ଭାଇ ତୁମ କଥାରେ ଏକମତ
ଷାଠିଏ ବର୍ଷରୁ ଅଧିକ ବୟସ ହିତାଧିକାରୀମାନଙ୍କୁ ସରକୂ ଯେଉଁ ଭତ୍ତା ପ୍ରଦାନ କରୁଛନ୍ତିସେହି ଭତ୍ତା ଟଙ୍କାରେ କ'ଣ କ'ଣ କିଣିବେ,କ'ଣ ଖାଇବେ (?) ଏହାର ଗୋଟିଏ ତାଲିକାମୁଖ୍ୟ ଶାସନ ସଚିବ ପ୍ରଦାନ କରନ୍ତୁ । ଆଜ୍ଞା, ଶୁଣନ୍ତୁ। ସରକାର ଦେଉଥିବା ଭତ୍ତା ,ବୁଢା ବୁଢି ମଲା ସମୟରେ ନିର୍ମାଲ୍ୟ ଯେପରି ଦିଆଯାଏ , ଠିକ୍ ସେଇୟା। ସରକାର ବୁଢା ବୁଢି ନିର୍ମାଲ୍ୟ ଦେଉଛନ୍ତି।।ଏକଥା ନକରିସିଧା ସଳଖ ବୁଢା ବୁଢି ମାନଙ୍କୁ ହଷ୍ଟେଲଇନ୍ କ୍ଳୁଡ୍ ଖରି ସୁଷମ ଖାଦ୍ୟ ପ୍ରଦାନ କଲେଉପକୃତ ହେବେ। ନିଶ୍ଚିତ ।ପ୍ରତ୍ୟେକ ଗ୍ରାମରେ ପେନ୍ସନ୍ ଉପଭୋକ୍ତାସ୍ଥାୟୀ ଶିବିର ଗଠନ କରାଯାଉ ।ଖାଦ୍ୟ , ବସ୍ତ୍ର,ହେଲ୍ଥ ସୁବିଧା ପ୍ରଦାନ କରାଯାଉ।ଦମ୍ ଅଛି ??😮
ଯେଉଁଠି ବିଜେପି ସରକାର ଅଛି ୩୦୦୦ ଭତ୍ତା ମିଳୁଛି ପାଣ୍ଡିଆନ ଓଡ଼ିଶା ରାଜସ୍ୱ ଲୁଟି ଖାଇଗଲା ଭାରତ ର ୭ ନମ୍ବର ହେଲାଣି ତମକୁ ନବୀନ ସରକାର ଟଙ୍କା କେଉଁଠି ଆଣିବ ଭତ୍ତା ଦେବାପାଇଁ ଓଡ଼ିଶା ରେ ମୋଦି ଙ୍କ ଡବଲ ଇଞ୍ଜିନ ସରକାର ଆସିଲେ ୩୦୦୦ ଟଙ୍କା ଭତ୍ତା ମିଳିବ ନିଶ୍ଚିତଭୋଟ ସମୟ ପାଞ୍ଚ ବର୍ଷ ପୂର୍ବରୁ ନବୀନ ସରକାର ପତି ସ୍ତୁତି ଦେଇଥିଲେ ଭତ୍ତା ବଢ଼ିବ ଜିତିଲା ପରେ ଭୁଲି ଗଲେ ଫେରେ ନିର୍ବାଚନ ଆସିଲା ଭତ୍ତା କଥା କହିଲେ ନବୀନ ସରକାର ଆଉ କେତେ ଦିନ ଏଇ ଭଳି ଲୋକକୁ ଦିନରେ ଲଣ୍ଠନ ଦେଖିବଜାଗ୍ରତ ହୁଏ ଓଡ଼ିଶା ବାସି ମୋଦି ଗ୍ୟାରେଣ୍ଟି ଆସିବା ଦରକାର 🎉
😮
Right 👍
Hi
ସରକାର ଅନ୍ଧ ମୁଁ ବି ଜଣେ ଭିନ୍ନକ୍ଷମ 100%ଅଟେକିନ୍ତୁ700ଟଙ୍କାଭତ୍ତାପାଉଛିକେମିତିଚଳିବୁ
ଖାଲି ଭତା ନୁହଁ ସବୁଥିରେ ଓଡ଼ିଶା ବହୁତ୍ ପଛରେ , କେବଳ ମଦକୁ ଛାଡିଲେ 😅😅😅
ନବିନ ସରକାର 2024ରେଜିତିଲେତ ଓଡ଼ିଶାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ଚ୍ଛାଷି ମାନଙ୍କ ପାଇଁ ଧାନ ରେଟ 30ରୁ32 ଟଙ୍କା ଅବ
ଆମ BJD ରାଜ୍ୟ ସରକାର କୌଣସି ବି ଲୋକ ମାନଙ୍କର ସୁବିଧା କରିନାହାନ୍ତି ତେଣୁ ଆଉ ଏକ ଅନ୍ୟ ସରକାର ଆସିବା ଦରକାର ଅମ ଓଡ଼ିଶା କୁ ଠିକ୍ ହେବ
ମୋ ଭାଇ ଓ ଭଉଣୀ ମାନଙ୍କୁ ମୁଁ ଗୋଟିଏ ଅନୁରୋଧ କରିବି ଏବେ ସମୟ ଆସିଛି ସମସ୍ତ ଓଡ଼ିଶାବାସୀ ଏକତ୍ରିତ ହୁଅନ୍ତୁ , ଏ ନବୀନ ସରକାର ଆମର ଏ ପର୍ଯ୍ୟନ୍ତ କଣ ଉନ୍ନତି କରିଛି। ଓଡ଼ିଶା କୁ ବାହାରେ ଭାଗ ଭାଗ କରିବାକୁ ବସିଲାଣି , ସେଥି ପାଇଁ ଏ ଓଡ଼ିଶାରୁ ନବୀନ କୁ ହଟାଅ । ଜୟ ଜଗନ୍ନାଥ 🙏🙏🙏
By ko ji❤
୧ ନଂ ମୁଖ୍ୟମନ୍ତ୍ରୀ ପରା । ଲୁଟେରା ପାଣ୍ଡୁ ଗୁମାସ୍ତା ରାଜ୍ୟକୁ ଖାଇଗଲାଣି। Bjd ହଟାଅ ଓଡ଼ିଶା ବଞ୍ଚାଅ।ଏଠି ମୁଖ୍ୟ ଶାସନ ସଚିବ କିଛି ନୁହେଁ। ପାଣ୍ଡୁ ସର୍ବେସର୍ବା 😢😢😢😢😢😢😢😢😢😢😢😢
😮 4:13
😊😊
🎉
😢
@@amarjalpalibirthday hu conceiving 27:31 27:31 😢😮27:31
🇮🇳 ଓଡିଶା ସରକାର ସବୁଠୁ ତଳେ ଆଜି ପ୍ରଯନ୍ତ ଆମକୁ କିଛି ମିଲିନାହିଁ କିଛିସୁବିଧା ନାହିଁ /20/ବର୍ଷ ଆଜିଯାଏ ହେଲା ପ୍ରଦେଶରେ ଦିନ ଯାଉଛି କିଛିମିଲି ନାହିଁ ....
ରାଜନୀତି ବ୍ରମ୍ଭଣ୍ଡ ଇମିତି ହୋଇ ଗଲା ନୀ ଯାହା ରହସ୍ୟ କିଏ ଜାଣି ପାରୁ ନାହାଁନ୍ତି
ବିଜେଡି ସରକାର କୁ ଲାଜ ନାହିଁ। ଲୋକ ମାନଙ୍କୁ ବୁହା ବୁଲାଉଛି।
100% ବିକଳାଙ୍ଗ ମାନେ ଘରୁ ବାହାରକୁ ଯାଇପାରୁ ନାହାନ୍ତି ତାହାଙ୍କୁ ମାସିକ ଭତ୍ତା ଦେଉଛନ୍ତି 700 ଟଙ୍କା ଚଳିବେ କେମିତି ହାଏ ହାଏ ରେ ମୋ ସରକାର
ଆପଣ ଠିକ୍ କହିଛନ୍ତି ସାରେ ମୁଁ ସୁଶାନ୍ତ କୁମାର ନାୟକ ଜଣେ 100%ଅକ୍ଷମବ୍ୟକ୍ତିଅଟେ700ଟଙ୍କାଭତ୍ତାପାଉଛିସେଥିରେମୋରସ୍ତ୍ରିବିଚଳିବକେମିତି ସରକାର କେତେ ଖର୍ଚ୍ଚ କରୁଛନ୍ତି କିନ୍ତୁ ଆମ ପାଇଁ ନାହିଁ
@@pabananayak9154Sethi pain sarakar 5 ru 10 barsa re thare change hele bhata badhanta bjd manamukhi karuchi bhai
@@pabananayak9154t J in CT
କେତେ ହେଲେବି ଲୋକଙ୍କୁ ହେବ ନାହିଁ ଭଗବାନ ଯେତେ ସାହାଯ୍ୟ କଲେ ବି ଭଲ କେହି କହି ବେ ନି
ଓଡିଶାରେ ଭିନ୍ନକ୍ଷମଙ୍କ ନିମନ୍ତେ ଭତ୍ତା ମାସିକ ୩୦୦୦ ଟଙ୍କା ହେବା ଦରକାର।
Very good
ଓଡ଼ିଶାର BJD ସରକାର ଆନ୍ଧ୍ର ଆଉ ତେଲେଙ୍ଗାନା ଠାରୁ ବୁଦ୍ଧି ଶିଖୁ
ଅଙ୍ଗନୱାଡି କର୍ମୀ ମାନଙ୍କର ବାଇଟ ନିଅନ୍ତୁ। ତାଙ୍କର ଦୁଃଖ ଜାଣିବା
Jay Congress
କେବଳ ଭତ୍ତା ନୁହଁ.. ସବୁଥିରେ ତଳେ🥵🥵🥵🥵🥵ପ୍ରଚାର ପ୍ରବଳ କାମ ଦୁର୍ବଳ.... ବିଜେଡି ହଟାଓ odisha ବଞ୍ଚାଅ 🙏🙏🙏🙏
Best
ଭତା ବଢିବା ଦରକାର,ସବୁ ବଢିଲା ଲୋକ ଚଳିବେ କେମିତି,ଖାଲି ସରକାରି ଚାକିରିଆଙ୍କ ଦରମା ବଢାଅ,ଆଉ ଭତା ଯୋଉମାନେ ବୁଢା ବୁଢୀଙ୍କୁ ବାଣ୍ଟୁଛନ୍ତି ସେମାନଙ୍କୁ ଟିକେ ବ୍ୟବହର ସିଖାନ୍ତୁ,ବ୍ୟବହାର ଭାରି ମୋଟା କରୁଛନ୍ତି,
ନବୀନ ପ୍ରଗ୍ରାମ ଉପରେ ଟଙ୍କ ଖଚକରିବ ଭତ୍ତା କାହିକି ବୃଦ୍ଧି କରିବ ମା ମାନେ ମରୁତୁ ତାଙ୍କର କଣ ହେଲା
Very
ଯେମିତି କର୍ମ କୁ ସେମିତି ଫଳ । BJD କୁ ଭୋଟ ଦଉଚେ କଷ୍ଟ ପାଉଚେ। ଆପଣ ମାନଙ୍କ ଖୁସି ଆପଣଙ୍କ ହାତରେ।ପରିବର୍ତ୍ତନ ନିହାତି ଦରକାର। ନ ହେଲେ ସାଧୁ ବି ଚୁର ପାଲଟି ଯିବ।
ବହୁତ ଦୁଃଖର କଥା ପାଞ୍ଚ ବର୍ଷ ପୂର୍ବରୁ ନବୀନ ସରକାର ପ୍ରତିଶୃତି ଦେଇଥିଲେ ଭତା ବଢିବ ଇଲେକ୍ସନ ସରିଗଲା ସବୁ ଭୁଲିଗଲେ ଆଉ କେତେ ଦିନ ଲଣ୍ଠନ ଦେଖେଇବ ଇଲେକ୍ସନ ଆସିଲେ ଏବେ ମନେ ପଡୁଚି ଭତା ବଢେଇବା ପାଇଁ 16ଟଙ୍କାରେ କେମିତି ଚଳିବୁ ସବୁ ଯାତ୍ରା ଚାଲିଛି ଆଉ ଯାତ୍ରା କେହି ଦେଖୁନାହାନ୍ତି ଏବେ ରିଲସ ଚାଲିଚି 3000ଟଙ୍କା ଭତା ଏବଂ 35କିଲୋ ଚାଉଳ ନଦେଲେ ସବୁ ରାଜ ରାସ୍ତାରେ ବସିବେ ଜାଗ୍ରତ ହୁଅନ୍ତୁ😭😭 😭
Excellent report
ଯଦି ବିଜେଡି ସରକାର ଆଗ ତ ଓଡ଼ିଶା ରେ ବିକାଶ ପଛରେ ।ଜୟ ଜଗନ୍ନାଥ
🎉🎉🎉🎉🎉bajei dela very nice 👍 Happy roj day 🌻💟🌞 having
Jai congress 👍
କେନ୍ଦ୍ରସରକାର କେମିତି ସିଲେକ୍ସନ କରୁଛି ଓଡିଶା ନମ୍ବର 1
୪୦ ବର୍ଷ ର ନିକମା ପାଉଛନ୍ତି ବିଜେଡି କର୍ମୀ। ହା ଥୁ
Very good morning jay Shri ram ram 🙏
କୋଟି କୋଟି ବରବାଦ୍ କରୁଛି ନୂଆ ଓ ନାଁ ରେ ଜଣେ ଲୋକ ର ପ୍ରଚାର ପ୍ରସାର ପାଇଁ ଅସଲ ଯିଏ ପାଇବା ଦରକାର ସେଟା ହେଉନି 1:22
କାହିଁକି ନାଁ? ଆମ CM.ଭାରତର ୧ ନଂ- ସେଥି ପାଇଁ💐🙏 ଏତେ ତଳେ👈
sssssssssssssssssssssssszssssssss
aee8rÀ88àe3ŕeeerèsEa
ŕr
Media vai mananku very thank
ଗାଁ ସାଥି ଙ୍କୁ ମାସିକ କେତେ ଟଙ୍କା ଦଉଛ ଟିକେ କହୁନ ଭାଇ ଗାଁ ସାଥି ଭାଇ ଭଉଣୀ କଣ ମଣିଷ ନୁହଁ କି ମିଡ଼ିଆ ଭଉଣୀ ଟିକେ ଧ୍ୟାନ ଦିଅନ୍ତୁ ଏହି କଥା ଟି ଉଠାନ୍ତୁ
ଵାର୍ଦ୍ଧକ୍ଷ୍ଯ ଭତ୍ତା କୁ ୬୦/ ୭୦/ ୮୦/ ୯୦/ ୧୦୦ ବର୍ଷ ବୟସ ହିସାବରେ ପୁନଃ ବୃଦ୍ଧି କରାଯିବା ଉଚିତ !
ଯିଏ ଯେତେ ପାଇଛନ୍ତି ତାହାର ତିନି ଗୁଣ ବଢିବ ସମସ୍ତଙ୍କ ନିମନ୍ତେ 'ବାଲ୍ୟରୁ ବାର୍ଦ୍ଧକ୍ୟ ଯାଏ । ଉଦୟ ଭାରତ । ଧନ୍ୟବାଦ୍
ଏକ ସୁନ୍ଦର ପଦକ୍ଷେପ ଗ୍ରହଣ କରିଛନ୍ତି ଓଡ଼ିଶା ରିପୋର୍ଟର ଟିମ୍
Mo
Nice reporter Good news ❤❤❤❤❤❤
Kind attention to media ଭାରତ ର ମୁଣ୍ଡ ପିଛା ଋଣ ଭାର 1.46 ଲକ୍ଷ୍ ଟପିଲାଣି ।ଏହି କଥା କୁ ଆଖି ଆଗରେ ରଖି ଆଗକୁ ବଢ଼ନ୍ତୁ ।
2024 ରେ ନବୀନ ହଟାଅ ଓଡ଼ିଶା ବଞ୍ଚାଅ। ଜୟ ଜଗନ୍ନାଥ 🙏🙏🙏
Thik katha
Alright
Well come good news
ବିଧବା ମାନଙ୍କୁ ଦିଆଯାଉ ଆଗ୍ୟା 3500
ଆରେ ବିଜେଡ଼ି ଚାମଚା ନବୀନ ଆଉ କେତେ ବର୍ଷ ଶାସନ କଲେ ଭତାରେ କାର୍ଯ୍ୟକ୍ରମ କରିବ ବୋଲି କହୁଛୁ । କହିଲା କ'ଣ ନା ନବୀନବାବୁ ୨୦୨୪ରେ କ୍ଷମତାକୁ ଆସିଲେ ଭତାରେ କାର୍ଯ୍ୟକ୍ରମ କରିବ । ମୁର୍ଖ ।
So nise
ସବୁବେଳେ ବିଜେଡି ସରକାର କୁ ଭୋଟ ଦେଲେ ଦୁଃଖ ଭୋଗିବାକୁ ପଡ଼ିବ ।
Good Anas 🙏🙏🙏🙏
ନିର୍ବାଚନ ପୂର୍ବରୁ କାହିଁକି ? ବର୍ତ୍ତମାନ କାହିଁକି ନୁହେଁ ? ଅନ୍ୟ ରାଜ୍ୟରେ ଯଦି ବହୁ ପୂର୍ବରୁ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତାର ପ୍ରବର୍ତ୍ତନ କରାଯାଇଛି, ଓଡିଶାରେ କାହିଁକି ଏ ଯାଏଁ ଏହା ହୋଇପାରିନାହିଁ ? ତେଣୁ ଆମ ରାଜ୍ୟ ସରକାର ଲୋକ ମାନଙ୍କ ପ୍ରତି କେତେ ସହାନୁଭୂତିଶୀଳ ଏ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ l
ନବୀନ ସରକାର ବହୁତ ବଢିଆ ଜୟ ଜଗନ୍ନାଥ
ଭୁଆଁ ବୁଲାଉ ଥିବା ସରକାର ନବୀନ ସରକାର, ମାଛ ତେଲ ରେ ମାଛ ଭାଜିବା ସରକାର, ଭୋଟ ଆସିଲା ତ, ଏବେ ସବୁ କରିବେ, ଛି ଶଳା, ନବୀନ ସରକାର,,,
24 ବର୍ଷରେ ବର୍ଷ କୁ 100 ଟଙ୍କା ବଢାଇ ଥିଲେ ବହୁତ୍ ଚୋର ଦଳ ଚୁର
ଜୟ ନବୀନ ଜୟ ବିଜେଡି ❤️❤️❤️❤️❤️
Veri good volokothakohela
ଭଲ ଭଲ
ଆମର କହିବା କଥା ହେଲା ସଚୁଟ ସରକାର କେବଳ ନିର୍ବାଚନ ସମୟରେ, ନା ପୂର୍ବ ରୁ ଆଲୋଚନା ହେଇପାରିଥାନ୍ତା
ଗର୍ଭବତୀ ମାଁ କୁ ଛତିଶଗଡ଼ ରେ 18000ଟଙ୍କା ଦେଉଛି ଓଡ଼ିଶା ରେ 5000ଟଙ୍କା ବାକି ଟଙ୍କା ଦଳଗତ ରେ ଖର୍ଚ୍ଚ କରୁଛନ୍ତୀ
ସବୁ ଜନତା(ଲୋକ ଙ୍କର)ଅପାରଗତା ଯୋଗୁ ଏଭଳି ସ୍ଥିତି ଉପୁଯୁଛି,କାରଣ ଭୋଟବେଳେ ଏସବୁ କିଛି ମନେ ପଡେନାହି,ଭୋଟ ପାଇଁ 500ଟଙ୍କା କାହାକୁ 1000କିଏ ମଦ ରେ ବାଇ କିଏ ଚିକେନ ଭୋଜିପାଇ ବାଈ,ଲୋକଙ୍କ ମତ ହେଲା ଚୋର ଗଲାପରେ କବାଟ ବନ୍ଦ କରିବା କଥା,।।
24 ବରସରେ ମନେ ପଡ଼ିଗଲା ଲୋକଦେଖାଣିଆ
Tik.jbaba
So nice vidio 🎉🎉🎉🎉🎉
ମାନସ ବସ୍ତିଆଙ୍କୁ ଟିକେ ପଚାରନ୍ତୁ ନା ସେ ମାତ୍ର ୫୦୦ ଟଙ୍କା ରେ ମାସେ ଚଳି ପାରିବେକି ?
ମାନସ ବସ୍ତିଆ ଶାସକ ଦଳର ନେତା ହେବା ପାଇଁ ସମ୍ପୁର୍ଣ୍ଣ ଅଯୋଗ୍ୟ । କେତେଦିନ ବିଜେଡି ଦଳକୁ ଟେକିକି ଚଳିବେ ଦେଖିବା ।ତାପରେ ........
ମାଆ ମାଉସୀ ଆପଣଙ୍କର ପୁରୁଣା ଚିନ୍ତାଧାରା ବଦଳାନ୍ତୁ ନୂଆ ଚେହେରା ସାମ୍ନାକୁ ଆଣନତୁ ତାହାହେଲେ ଆମ ରାଜ୍ୟ ଉନ୍ନତି ହେବ
Good jabab dela
Sir Mane sabu thik kahile but maddam kichi alaga kahu chhanti 5t addhaksya😅😅😅😅😅
Good news MUKTIRANJAN ODISHA
😢😢😢
ରାମମନ୍ଦିର ରେ ଖର୍ଚ୍ଚ 2400 କୋରଡ, ଏହାପରେ 3000 କୋରଡ ସଞ୍ଚୟ ଅଛି ବଳକା ଭାବେ, ଯେଉଥିରେ u. P ସରକାରଙ୍କର ଗୋଟାଏ ପ ଇସା ଖର୍ଚ୍ଚ ହୋଇନି. ଓଡିଶା ସରକାର ପୁରୀରେ ପରିକ୍ରମା ପ୍ରକଳ୍ପରେ ରାଜକୋଷରୁ 4200 କୋରଡ ଖର୍ଚ୍ଚ କରିଛି. ତେଣୁ ଭତ୍ତା ଦେଲେ କଣ ଲାଭ. ଫେରେଭି ଓଡିଶାର ଜନତା ଭୋଟ ଦେଉଛନ୍ତି. ସେହି ସରକାର ବାଛୁଛନ୍ତି. ଏବେ ତ ଜାଗୃତ ହୁଅ, ସରକାରଙ୍କ ମିଛ ପ୍ରଲୋଭନ କୁ ପ୍ରତ୍ୟାହାର କର.
Hn au bala debe vote ae thara nabin ku
Jaha heigala heigala au dea habani
ମରିଯିବି କିନ୍ତୁ କଂଗ୍ରେସ କୁ ଭୋଟ ଦେବିନି👍
ବୃଦ୍ଧାମାନଙ୍କର ଭତ୍ତା ଖାଇ ନବୀନ ଆଉ ପାଣ୍ଡୁ ଆରାମ ରେ ରାଜ ଉଆସରେ ଶୋଉଛନ୍ତି ।
Bala deba congress
Correct Debet....
ଡବଲ ଇଞ୍ଜିନ ସରକାର ୩୦୦୦ ହଜାର୍ ଭତ୍ତା ଟଙ୍କା ଠକି ଦେଲା
Reports mahadoya dhanyavaad bahut badhia karjyakram karuchhanti samasta team members ku dhanyavaad jai hind vandemataram bharatmata ki jai 🇮🇳🇮🇳😍😍🥰🥰🌺🥀🥀❤🚩🚩🌹🌹
ଏମାନଙ୍କର ପେଶହେଲା ସରଳ ଭୋଟରମାନଙ୍କୁ ଠକିବା
Vrry naic
Thank you very much for your evening news
ନୂଆ କାର୍ଯ୍ୟକ୍ଷମ ଲୋକ ଦରକାର ଯେପରି ନାୟକ ଫିଲ୍ମରେ ଅନିଲ କପୂର୍ ଥିଲେ
Voot for bjp 🤟🤟🤟🤟
Old age pension must be @3000
ନବୀନ ସରକାର ଭିକାରୀ ସରକାର ଆଉ ଜିତିଲେ କ'ଣ ସେ ଜଣକୁ 2000ଲେଖାଏ ଦେଲେ ଭିକାରୀ ହେବ ନବୀନ
Good BJP
🎉🎉
200 ଟଙ୍କା ବଢିବ ଆପଣମାନେ ଖୁସି ତ
ବିଧବା ମାନଙ୍କୁ 3500ଦିଆଯାଉ
ଏହ ବିଜେଡ଼ି କିମ୍ବା କଂଗ୍ରେସ ଓଡ଼ିଶା ଶାକୁ କେବେ ଉର୍ନତ କରି ପାରିବେ ନାହିଁ । ମନ୍ତ୍ରୀ ହବ ତୋ ନରେନ୍ଦ୍ର ମୋଦୀ ଙ୍କ ପରି ହେବା ଦର୍ କାର଼ ।
ନବୀନ ପଟ୍ଟନାୟକ ନିର୍ବାଚନକୁ ଦୃଷ୍ଟିରେ ରଖି ସେ ସବୁ କହିବ ସେ ମୁହଁରେ ସବୁକିଛି ବିକାଶ କରିବା ମୁହଁରେ ସବୁକିଛି କାମ କରିବ ମୁହଁରେ ଦରମା ବଢ଼ାଇବ ମୁହଁରେ ଭତ୍ତା ବଢ଼ାଇବ କାର୍ଯ୍ୟକ୍ରମ ଦ୍ବାରା କିଛି ବିକାଶ କରିବ ବା କାମ କରିବ ନାହିଁ
This the revolution,
ଗରିବଙ୍କ କଣ୍ଟା ବିଜେଡି ସରକାର।😲😲😲😲😲
No nabin chora sarkar
Bjd hatao😂😂
ଅମୋ ମୁଖ୍ୟମନ୍ତ୍ରୀ ତଳ ଆଡୁ ନୋ-1😂😂
Nabin Babu Odisha sarokar WEL COME
ଭତା ପ୍ରତିଶ୍ରୁତି ନ ରଖି, ସୁଭଦ୍ରା ଜୋଜନା ଆରମ୍ଭ କରିବା ଠିକ ହେଲାନାହିଁ.
ଭର୍ତ୍ତା 6000 ଟଙ୍କା ତାସହିତ କଂଟ୍ରାକଟଚୁଆଲ ଚାକେରି ପାଇଁ ପେନଶନ ନିହାତି ହବା ଦରକାର
ଭାଇ ଆମ ଗାଁ ରେ ବି ଭତା ପାଇଁ ଲେଖେଇବା ପାଇଁ ଲାଞ୍ଚ ନ ଦେଲେ ବି ହେଉନି।
Right sir
Super..vai
ଆନ୍ଦ୍ରପ୍ରଦେଶ ଓ ତେଲେଙ୍ଗାନା ରେ ୩୦୦୦ ରୁ ଉପରେ ରହିଛି ଭତ୍ତା ଟଙ୍କା କିନ୍ତୁ ଓଡ଼ିଶା ର ମୂର୍ଖମନ୍ତ୍ରୀ ଚୋରଟା ଓଡ଼ିଶାରେ ତ ପାଣ୍ଡୁ ସର୍ବେ ସର୍ବା ହୋଇଛି ଯେତେଦିନ ଓଡ଼ିଶାରେ ସରକାର ପରି ବର୍ତ୍ତନ ନ ହେବ ଏମିତି ନାମ ନେଉଥିବ ଗୁଣ ଗାଉଥିବ ଆଗକୁ ଭୋଟ ଆସୁଛି ସମସ୍ତେ ଭୋଟର ମାନେ ଯଦି ଚାହିଁବେ ପରିବର୍ତ୍ତନ କରି ପାରିବେ ସମସ୍ତେ ସଚେତନ ହେବା ଦରକାର
Thik kahicha Bhai
ଭାଇ ତୁମ କଥାରେ ଏକମତ
ଷାଠିଏ ବର୍ଷରୁ ଅଧିକ ବୟସ ହିତାଧିକାରୀ
ମାନଙ୍କୁ ସରକୂ ଯେଉଁ ଭତ୍ତା ପ୍ରଦାନ କରୁଛନ୍ତି
ସେହି ଭତ୍ତା ଟଙ୍କାରେ କ'ଣ କ'ଣ କିଣିବେ,
କ'ଣ ଖାଇବେ (?) ଏହାର ଗୋଟିଏ ତାଲିକା
ମୁଖ୍ୟ ଶାସନ ସଚିବ ପ୍ରଦାନ କରନ୍ତୁ । ଆଜ୍ଞା, ଶୁଣନ୍ତୁ। ସରକାର ଦେଉଥିବା ଭତ୍ତା ,ବୁଢା ବୁଢି ମଲା ସମୟରେ ନିର୍ମାଲ୍ୟ ଯେପରି ଦିଆଯାଏ , ଠିକ୍ ସେଇୟା। ସରକାର ବୁଢା ବୁଢି ନିର୍ମାଲ୍ୟ ଦେଉଛନ୍ତି।।ଏକଥା ନକରି
ସିଧା ସଳଖ ବୁଢା ବୁଢି ମାନଙ୍କୁ ହଷ୍ଟେଲ
ଇନ୍ କ୍ଳୁଡ୍ ଖରି ସୁଷମ ଖାଦ୍ୟ ପ୍ରଦାନ କଲେ
ଉପକୃତ ହେବେ। ନିଶ୍ଚିତ ।
ପ୍ରତ୍ୟେକ ଗ୍ରାମରେ ପେନ୍ସନ୍ ଉପଭୋକ୍ତା
ସ୍ଥାୟୀ ଶିବିର ଗଠନ କରାଯାଉ ।ଖାଦ୍ୟ , ବସ୍ତ୍ର,ହେଲ୍ଥ ସୁବିଧା ପ୍ରଦାନ କରାଯାଉ।
ଦମ୍ ଅଛି ??😮
ଯେଉଁଠି ବିଜେପି ସରକାର ଅଛି ୩୦୦୦ ଭତ୍ତା ମିଳୁଛି
ପାଣ୍ଡିଆନ ଓଡ଼ିଶା ରାଜସ୍ୱ ଲୁଟି ଖାଇଗଲା ଭାରତ ର ୭ ନମ୍ବର ହେଲାଣି ତମକୁ ନବୀନ ସରକାର ଟଙ୍କା କେଉଁଠି ଆଣିବ ଭତ୍ତା ଦେବାପାଇଁ
ଓଡ଼ିଶା ରେ ମୋଦି ଙ୍କ ଡବଲ ଇଞ୍ଜିନ ସରକାର ଆସିଲେ ୩୦୦୦ ଟଙ୍କା ଭତ୍ତା ମିଳିବ ନିଶ୍ଚିତ
ଭୋଟ ସମୟ ପାଞ୍ଚ ବର୍ଷ ପୂର୍ବରୁ ନବୀନ ସରକାର ପତି ସ୍ତୁତି ଦେଇଥିଲେ ଭତ୍ତା ବଢ଼ିବ ଜିତିଲା ପରେ ଭୁଲି ଗଲେ ଫେରେ ନିର୍ବାଚନ ଆସିଲା ଭତ୍ତା କଥା କହିଲେ ନବୀନ ସରକାର ଆଉ କେତେ ଦିନ ଏଇ ଭଳି ଲୋକକୁ ଦିନରେ ଲଣ୍ଠନ ଦେଖିବ
ଜାଗ୍ରତ ହୁଏ ଓଡ଼ିଶା ବାସି ମୋଦି ଗ୍ୟାରେଣ୍ଟି ଆସିବା ଦରକାର 🎉
😮
Right 👍
Hi
ସରକାର ଅନ୍ଧ ମୁଁ ବି ଜଣେ ଭିନ୍ନକ୍ଷମ 100%ଅଟେକିନ୍ତୁ700ଟଙ୍କାଭତ୍ତାପାଉଛିକେମିତିଚଳିବୁ
ଖାଲି ଭତା ନୁହଁ ସବୁଥିରେ ଓଡ଼ିଶା ବହୁତ୍ ପଛରେ , କେବଳ ମଦକୁ ଛାଡିଲେ 😅😅😅
ନବିନ ସରକାର 2024ରେଜିତିଲେତ ଓଡ଼ିଶାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ଚ୍ଛାଷି ମାନଙ୍କ ପାଇଁ ଧାନ ରେଟ 30ରୁ32 ଟଙ୍କା ଅବ
ଆମ BJD ରାଜ୍ୟ ସରକାର କୌଣସି ବି ଲୋକ ମାନଙ୍କର ସୁବିଧା କରିନାହାନ୍ତି ତେଣୁ ଆଉ ଏକ ଅନ୍ୟ ସରକାର ଆସିବା ଦରକାର ଅମ ଓଡ଼ିଶା କୁ ଠିକ୍ ହେବ
ମୋ ଭାଇ ଓ ଭଉଣୀ ମାନଙ୍କୁ ମୁଁ ଗୋଟିଏ ଅନୁରୋଧ କରିବି ଏବେ ସମୟ ଆସିଛି ସମସ୍ତ ଓଡ଼ିଶାବାସୀ ଏକତ୍ରିତ ହୁଅନ୍ତୁ , ଏ ନବୀନ ସରକାର ଆମର ଏ ପର୍ଯ୍ୟନ୍ତ କଣ ଉନ୍ନତି କରିଛି। ଓଡ଼ିଶା କୁ ବାହାରେ ଭାଗ ଭାଗ କରିବାକୁ ବସିଲାଣି , ସେଥି ପାଇଁ ଏ ଓଡ଼ିଶାରୁ ନବୀନ କୁ ହଟାଅ । ଜୟ ଜଗନ୍ନାଥ 🙏🙏🙏
By ko ji❤
୧ ନଂ ମୁଖ୍ୟମନ୍ତ୍ରୀ ପରା । ଲୁଟେରା ପାଣ୍ଡୁ ଗୁମାସ୍ତା ରାଜ୍ୟକୁ ଖାଇଗଲାଣି। Bjd ହଟାଅ ଓଡ଼ିଶା ବଞ୍ଚାଅ।ଏଠି ମୁଖ୍ୟ ଶାସନ ସଚିବ କିଛି ନୁହେଁ। ପାଣ୍ଡୁ ସର୍ବେସର୍ବା 😢😢😢😢😢😢😢😢😢😢😢😢
😮 4:13
😊😊
🎉
😢
@@amarjalpalibirthday hu conceiving 27:31 27:31 😢😮
27:31
🇮🇳 ଓଡିଶା ସରକାର ସବୁଠୁ ତଳେ ଆଜି ପ୍ରଯନ୍ତ ଆମକୁ କିଛି ମିଲିନାହିଁ କିଛିସୁବିଧା ନାହିଁ /20/ବର୍ଷ ଆଜିଯାଏ ହେଲା ପ୍ରଦେଶରେ ଦିନ ଯାଉଛି କିଛିମିଲି ନାହିଁ ....
ରାଜନୀତି ବ୍ରମ୍ଭଣ୍ଡ ଇମିତି ହୋଇ ଗଲା ନୀ ଯାହା ରହସ୍ୟ କିଏ ଜାଣି ପାରୁ ନାହାଁନ୍ତି
ବିଜେଡି ସରକାର କୁ ଲାଜ ନାହିଁ। ଲୋକ ମାନଙ୍କୁ ବୁହା ବୁଲାଉଛି।
100% ବିକଳାଙ୍ଗ ମାନେ ଘରୁ ବାହାରକୁ ଯାଇପାରୁ ନାହାନ୍ତି ତାହାଙ୍କୁ ମାସିକ ଭତ୍ତା ଦେଉଛନ୍ତି 700 ଟଙ୍କା ଚଳିବେ କେମିତି ହାଏ ହାଏ ରେ ମୋ ସରକାର
ଆପଣ ଠିକ୍ କହିଛନ୍ତି ସାରେ ମୁଁ ସୁଶାନ୍ତ କୁମାର ନାୟକ ଜଣେ 100%ଅକ୍ଷମବ୍ୟକ୍ତିଅଟେ700ଟଙ୍କାଭତ୍ତାପାଉଛିସେଥିରେମୋରସ୍ତ୍ରିବିଚଳିବକେମିତି ସରକାର କେତେ ଖର୍ଚ୍ଚ କରୁଛନ୍ତି କିନ୍ତୁ ଆମ ପାଇଁ ନାହିଁ
@@pabananayak9154Sethi pain sarakar 5 ru 10 barsa re thare change hele bhata badhanta bjd manamukhi karuchi bhai
@@pabananayak9154t
J in CT
କେତେ ହେଲେବି ଲୋକଙ୍କୁ ହେବ ନାହିଁ ଭଗବାନ ଯେତେ ସାହାଯ୍ୟ କଲେ ବି ଭଲ କେହି କହି ବେ ନି
ଓଡିଶାରେ ଭିନ୍ନକ୍ଷମଙ୍କ ନିମନ୍ତେ ଭତ୍ତା ମାସିକ ୩୦୦୦ ଟଙ୍କା ହେବା ଦରକାର।
Very good
ଓଡ଼ିଶାର BJD ସରକାର ଆନ୍ଧ୍ର ଆଉ ତେଲେଙ୍ଗାନା ଠାରୁ ବୁଦ୍ଧି ଶିଖୁ
ଅଙ୍ଗନୱାଡି କର୍ମୀ ମାନଙ୍କର ବାଇଟ ନିଅନ୍ତୁ। ତାଙ୍କର ଦୁଃଖ ଜାଣିବା
Jay Congress
କେବଳ ଭତ୍ତା ନୁହଁ.. ସବୁଥିରେ ତଳେ🥵🥵🥵🥵🥵ପ୍ରଚାର ପ୍ରବଳ କାମ ଦୁର୍ବଳ.... ବିଜେଡି ହଟାଓ odisha ବଞ୍ଚାଅ 🙏🙏🙏🙏
Best
ଭତା ବଢିବା ଦରକାର,ସବୁ ବଢିଲା ଲୋକ ଚଳିବେ କେମିତି,ଖାଲି ସରକାରି ଚାକିରିଆଙ୍କ ଦରମା ବଢାଅ,ଆଉ ଭତା ଯୋଉମାନେ ବୁଢା ବୁଢୀଙ୍କୁ ବାଣ୍ଟୁଛନ୍ତି ସେମାନଙ୍କୁ ଟିକେ ବ୍ୟବହର ସିଖାନ୍ତୁ,ବ୍ୟବହାର ଭାରି ମୋଟା କରୁଛନ୍ତି,
ନବୀନ ପ୍ରଗ୍ରାମ ଉପରେ ଟଙ୍କ ଖଚକରିବ ଭତ୍ତା କାହିକି ବୃଦ୍ଧି କରିବ ମା ମାନେ ମରୁତୁ ତାଙ୍କର କଣ ହେଲା
Very
ଯେମିତି କର୍ମ କୁ ସେମିତି ଫଳ । BJD କୁ ଭୋଟ ଦଉଚେ କଷ୍ଟ ପାଉଚେ। ଆପଣ ମାନଙ୍କ ଖୁସି ଆପଣଙ୍କ ହାତରେ।ପରିବର୍ତ୍ତନ ନିହାତି ଦରକାର। ନ ହେଲେ ସାଧୁ ବି ଚୁର ପାଲଟି ଯିବ।
ବହୁତ ଦୁଃଖର କଥା ପାଞ୍ଚ ବର୍ଷ ପୂର୍ବରୁ ନବୀନ ସରକାର ପ୍ରତିଶୃତି ଦେଇଥିଲେ ଭତା ବଢିବ ଇଲେକ୍ସନ ସରିଗଲା ସବୁ ଭୁଲିଗଲେ ଆଉ କେତେ ଦିନ ଲଣ୍ଠନ ଦେଖେଇବ ଇଲେକ୍ସନ ଆସିଲେ ଏବେ ମନେ ପଡୁଚି ଭତା ବଢେଇବା ପାଇଁ 16ଟଙ୍କାରେ କେମିତି ଚଳିବୁ ସବୁ ଯାତ୍ରା ଚାଲିଛି ଆଉ ଯାତ୍ରା କେହି ଦେଖୁନାହାନ୍ତି ଏବେ ରିଲସ ଚାଲିଚି 3000ଟଙ୍କା ଭତା ଏବଂ 35କିଲୋ ଚାଉଳ ନଦେଲେ ସବୁ ରାଜ ରାସ୍ତାରେ ବସିବେ ଜାଗ୍ରତ ହୁଅନ୍ତୁ😭😭 😭
Excellent report
ଯଦି ବିଜେଡି ସରକାର ଆଗ ତ ଓଡ଼ିଶା ରେ ବିକାଶ ପଛରେ ।ଜୟ ଜଗନ୍ନାଥ
🎉🎉🎉🎉🎉bajei dela very nice 👍 Happy roj day 🌻💟🌞 having
Jai congress 👍
କେନ୍ଦ୍ରସରକାର କେମିତି ସିଲେକ୍ସନ କରୁଛି ଓଡିଶା ନମ୍ବର 1
୪୦ ବର୍ଷ ର ନିକମା ପାଉଛନ୍ତି ବିଜେଡି କର୍ମୀ। ହା ଥୁ
Very good morning jay Shri ram ram 🙏
କୋଟି କୋଟି ବରବାଦ୍ କରୁଛି ନୂଆ ଓ ନାଁ ରେ ଜଣେ ଲୋକ ର ପ୍ରଚାର ପ୍ରସାର ପାଇଁ
ଅସଲ ଯିଏ ପାଇବା ଦରକାର ସେଟା ହେଉନି 1:22
କାହିଁକି ନାଁ? ଆମ CM.ଭାରତର ୧ ନଂ- ସେଥି ପାଇଁ💐🙏 ଏତେ ତଳେ👈
sssssssssssssssssssssssszssssssss
aee8rÀ88àe3ŕeeerèsEa
ŕr
Media vai mananku very thank
ଗାଁ ସାଥି ଙ୍କୁ ମାସିକ କେତେ ଟଙ୍କା ଦଉଛ ଟିକେ କହୁନ ଭାଇ ଗାଁ ସାଥି ଭାଇ ଭଉଣୀ କଣ ମଣିଷ ନୁହଁ କି ମିଡ଼ିଆ ଭଉଣୀ ଟିକେ ଧ୍ୟାନ ଦିଅନ୍ତୁ ଏହି କଥା ଟି ଉଠାନ୍ତୁ
ଵାର୍ଦ୍ଧକ୍ଷ୍ଯ ଭତ୍ତା କୁ ୬୦/ ୭୦/ ୮୦/ ୯୦/ ୧୦୦ ବର୍ଷ ବୟସ ହିସାବରେ ପୁନଃ ବୃଦ୍ଧି କରାଯିବା ଉଚିତ !
ଯିଏ ଯେତେ ପାଇଛନ୍ତି ତାହାର ତିନି ଗୁଣ ବଢିବ ସମସ୍ତଙ୍କ ନିମନ୍ତେ 'ବାଲ୍ୟରୁ ବାର୍ଦ୍ଧକ୍ୟ ଯାଏ । ଉଦୟ ଭାରତ । ଧନ୍ୟବାଦ୍
ଏକ ସୁନ୍ଦର ପଦକ୍ଷେପ ଗ୍ରହଣ କରିଛନ୍ତି ଓଡ଼ିଶା ରିପୋର୍ଟର ଟିମ୍
Mo
Nice reporter Good news ❤❤❤❤❤❤
Kind attention to media ଭାରତ ର ମୁଣ୍ଡ ପିଛା ଋଣ ଭାର 1.46 ଲକ୍ଷ୍ ଟପିଲାଣି ।ଏହି କଥା କୁ ଆଖି ଆଗରେ ରଖି ଆଗକୁ ବଢ଼ନ୍ତୁ ।
2024 ରେ ନବୀନ ହଟାଅ ଓଡ଼ିଶା ବଞ୍ଚାଅ। ଜୟ ଜଗନ୍ନାଥ 🙏🙏🙏
Thik katha
Alright
Well come good news
ବିଧବା ମାନଙ୍କୁ ଦିଆଯାଉ ଆଗ୍ୟା 3500
ଆରେ ବିଜେଡ଼ି ଚାମଚା ନବୀନ ଆଉ କେତେ ବର୍ଷ ଶାସନ କଲେ ଭତାରେ କାର୍ଯ୍ୟକ୍ରମ କରିବ ବୋଲି କହୁଛୁ । କହିଲା କ'ଣ ନା ନବୀନବାବୁ ୨୦୨୪ରେ କ୍ଷମତାକୁ ଆସିଲେ ଭତାରେ କାର୍ଯ୍ୟକ୍ରମ କରିବ । ମୁର୍ଖ ।
So nise
ସବୁବେଳେ ବିଜେଡି ସରକାର କୁ ଭୋଟ ଦେଲେ ଦୁଃଖ ଭୋଗିବାକୁ ପଡ଼ିବ ।
Good Anas 🙏🙏🙏🙏
ନିର୍ବାଚନ ପୂର୍ବରୁ କାହିଁକି ? ବର୍ତ୍ତମାନ କାହିଁକି ନୁହେଁ ? ଅନ୍ୟ ରାଜ୍ୟରେ ଯଦି ବହୁ ପୂର୍ବରୁ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତାର ପ୍ରବର୍ତ୍ତନ କରାଯାଇଛି, ଓଡିଶାରେ କାହିଁକି ଏ ଯାଏଁ ଏହା ହୋଇପାରିନାହିଁ ? ତେଣୁ ଆମ ରାଜ୍ୟ ସରକାର ଲୋକ ମାନଙ୍କ ପ୍ରତି କେତେ ସହାନୁଭୂତିଶୀଳ ଏ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ l
ନବୀନ ସରକାର ବହୁତ ବଢିଆ ଜୟ ଜଗନ୍ନାଥ
ଭୁଆଁ ବୁଲାଉ ଥିବା ସରକାର ନବୀନ ସରକାର, ମାଛ ତେଲ ରେ ମାଛ ଭାଜିବା ସରକାର, ଭୋଟ ଆସିଲା ତ, ଏବେ ସବୁ କରିବେ, ଛି ଶଳା, ନବୀନ ସରକାର,,,
24 ବର୍ଷରେ ବର୍ଷ କୁ 100 ଟଙ୍କା ବଢାଇ ଥିଲେ ବହୁତ୍ ଚୋର ଦଳ ଚୁର
ଜୟ ନବୀନ ଜୟ ବିଜେଡି ❤️❤️❤️❤️❤️
Veri good volokothakohela
ଭଲ ଭଲ
ଆମର କହିବା କଥା ହେଲା ସଚୁଟ ସରକାର କେବଳ ନିର୍ବାଚନ ସମୟରେ, ନା ପୂର୍ବ ରୁ ଆଲୋଚନା ହେଇପାରିଥାନ୍ତା
ଗର୍ଭବତୀ ମାଁ କୁ ଛତିଶଗଡ଼ ରେ 18000ଟଙ୍କା ଦେଉଛି ଓଡ଼ିଶା ରେ 5000ଟଙ୍କା ବାକି ଟଙ୍କା ଦଳଗତ ରେ ଖର୍ଚ୍ଚ କରୁଛନ୍ତୀ
ସବୁ ଜନତା(ଲୋକ ଙ୍କର)ଅପାରଗତା ଯୋଗୁ ଏଭଳି ସ୍ଥିତି ଉପୁଯୁଛି,କାରଣ ଭୋଟବେଳେ ଏସବୁ କିଛି ମନେ ପଡେନାହି,ଭୋଟ ପାଇଁ 500ଟଙ୍କା କାହାକୁ 1000କିଏ ମଦ ରେ ବାଇ କିଏ ଚିକେନ ଭୋଜିପାଇ ବାଈ,ଲୋକଙ୍କ ମତ ହେଲା ଚୋର ଗଲାପରେ କବାଟ ବନ୍ଦ କରିବା କଥା,।।
24 ବରସରେ ମନେ ପଡ଼ିଗଲା ଲୋକଦେଖାଣିଆ
Tik.jbaba
So nice vidio 🎉🎉🎉🎉🎉
ମାନସ ବସ୍ତିଆଙ୍କୁ ଟିକେ ପଚାରନ୍ତୁ ନା ସେ ମାତ୍ର ୫୦୦ ଟଙ୍କା ରେ ମାସେ ଚଳି ପାରିବେକି ?
ମାନସ ବସ୍ତିଆ ଶାସକ ଦଳର ନେତା ହେବା ପାଇଁ ସମ୍ପୁର୍ଣ୍ଣ ଅଯୋଗ୍ୟ । କେତେଦିନ ବିଜେଡି ଦଳକୁ ଟେକିକି ଚଳିବେ ଦେଖିବା ।
ତାପରେ ........