Minister Krushna Chandra Mohapatra Orders Suspension of Officials in Mayurbhanj Public Hearing
ฝัง
- เผยแพร่เมื่อ 8 ก.พ. 2025
- ମନ୍ତ୍ରୀ କହିଲେ ସମସ୍ତଙ୍କୁ ସସପେଣ୍ଡ୍ କର। ଜଣେ ମହିଳା ନିଜ ଦୁଃଖ କହିବାକୁ ବାରମ୍ବାର ଆସୁଥିବା ବେଳେ, କାହିଁକି ତାଙ୍କ କାମ ହୋଇନି ବୋଲି ମନ୍ତ୍ରୀ ପଚାରିଲେ। ପ୍ରଚଣ୍ଡ ରାଗରେ କହିଲେ ଡାକ ସମସ୍ତଙ୍କୁ, ଏଠି ଗୋଟେ ତାମସା ଚାଲିଛି ! ସମସ୍ତଙ୍କୁ ସସପେଣ୍ଡ୍ କର ! ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ ଜନ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳର ଦୃଶ୍ୟ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଆଜି ପୁରା ଗରମ ମିଜାଜ ରେ ଦେଖିବାକୁ ମିଳିଛି। #OTV #Odisha #OdishaTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ବହୁତ ବଢିଆ.... ମନ୍ତ୍ରୀ ବାବୁ.... ସବୁ on the spot ସମାଧାନ କରାଯାଉ... ଆଉ ଖାମଖିଆଲି ବାବୁଙ୍କୁ suspend କର
Mantri nku camera pachare dekhi nahanti au...
@@satyaswain2384😂
Tame dekhicha jadi dekhina kharabela bhawan asa dekhiba @@satyaswain2384
@@satyaswain2384 Camera Pachhare ta kahaku dekha heini.....Naveen babu nka camera pachha story Abe ta sabu baharaku asuchhi 😂
ସାବାସ ସାର 👌👍👍
ସବୁ ମନ୍ତ୍ରୀ ଅମିତି ହବା ଦରକାର 🙏
ଏହାହିଁ ବିଜେଡି ଓ ବିଜେପି ସରକାର ଭିତରେ ପାର୍ଥକ୍ୟ ଲ ଧନ୍ୟବାଦ sir 🙏
ଜୀବନରେ first time ଦେଖିଲି।❤❤ Good .
😂
କିନ୍ତୁ ଭାଇ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ ରେ ଅଫିସର ରାଜ୍ ଚାଲିଛି କୌଣସି ପ୍ରକାର ଠୋସ ପଦକ୍ଷେପ ନାହିଁ। 80 ବର୍ଷ ରୁ ଅଧିକ କିମ୍ବା 80 ପ୍ରତିଶତ ବିକଳାଙ୍ଗ 3500 ଟଙ୍କା ପାଇବେ ବୋଲି ସରକାର ଘୋଷଣା କଲେ କିନ୍ତୁ ତଦନ୍ତ କରିବେ ଯଦି ଜାଣିପାରିବେ । କେବଳ 30 ପ୍ରତିଶତ ଲୋକ ହିଁ ପାଇଛନ୍ତି ବାକି 70 ପ୍ରତିଶତ ଲୋକ ହିନସ୍ଥା ।
Right sir
ଏମିତି ସବୁ ମନ୍ତ୍ରୀ ହେବା ଦରକାର 🙏🙏🙏🙏
Sir bahut khusi lagila thanks 🙏
🎉
ଖୁସି କଣ ପାଇଁ ଲାଗିଲା
ତୁମେ ମାନେ ହିଁ complain କରନ୍ତି
ଆଉ କହୁଛନ୍ତି କାମ କଣ ପାଇଁ ହେଉନି।
ଏଇ ପଦେ କଥା ଶୁଣିବା ପାଇଁ 24 ବର୍ଷ ଅପେକ୍ଷା
Yes
Right
Right
hmm rea Bhai
Jay bjp
ବିଧାୟକ ହବତ ଏମିତି ଧନ୍ୟବାଦ୍ ସାର୍ 🎉🎉🎉
Minister bhai😂
ବିଜେଡି ସରକାର ସମୟରେ ଯଦି ଏମିତି ଜଣେ ମନ୍ତ୍ରୀ ଥାଆନ୍ତେ ତେବେ ଅଫିସର ମାନେ କି ସରପଞ୍ଚ ମାନେ ଏତେ ଉଦ୍ଧତ ହୋଇନଥାନ୍ତେ
Right
Sarpanch is the c m of panchayat
ଆରେ ସୁସ୍ପେଣ୍ଡ ସତରେ ନା ରାଗ ମୁଡ଼ ରେ କହି ଦେଉଛ .....ଏଥର ସୁସ୍ପେଣ୍ଡ କଲେ ପାଣ୍ଡୁ ଆସିଲେ ସେ କୋଟି ପାଟି ବିଡ଼ିଓ ହେଇ ଯିବ ..ସୁସ୍ପେଣ୍ଡ କରେନା ରେ
100 % R8
Bhai re ea mahakal pholo chinhino...jail kahinki jaithila search karo
ଭଲ ମନ୍ତ୍ରୀ ଧନ୍ୟବାଦ
Right Sir .
ମନ୍ତ୍ରି ମହୋଦୟ,very good,
ଧନ୍ୟବାଦ ମନ୍ତ୍ରୀ ମହୋଦୟ , ଲୋକଙ୍କର ସମସ୍ୟା ସମାଧାନ କରିବାକୁ ପୁରା ତୟାର
ଅଭିଯୋଗ ନିରାକରଣ / ଜନଶୁଣାଣୀ ରେ ଏପରି ଦମ ରହିଲେ, ଜନସାଧାରଣ ଙ୍କୁ ନିଶ୍ଚୟ ସୁ -ଶାନ ମିଳିବ.... ସରକାର ଙ୍କ ଲୋକପ୍ରିୟତା ବଢିବ.....
Right
Right 👍
24 yers R Sarakari Adhikarinka tanka khaiba budhi .
ଯାହା ହେଉ 24 ବର୍ଷ ପରେ ମନ୍ତ୍ରୀ ମାନଙ୍କର ପ୍ରଭାବ ଆରମ୍ଭ ହୋଇ ଗଲାଣି. ଆଗରୁ ମନ୍ତ୍ରୀ ମାନେ ସ୍ଥାଣୁ ଆଉ ମୂକ ଥିଲେ. ଗଣତନ୍ତ୍ର ରାଷ୍ଟ୍ରରେ ଜଣତନ୍ତ୍ର ଚାଲିଥିଲା.
Jay bjp ❤❤
ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ ଏଭଳି କର୍ମଚାରୀଙ୍କୁ ଥାପଡମାରି ଶାସନ କରନ୍ତୁ
Excellent sabu bidhayak mane amiti huantu
ଅଫିସର ବହୁତ ବଦମାସୀ କରୁଛନ୍ତି ଅଫିସ କାମ କରିବାପାଇଁ ଅଫିସରଙ୍କ ପାଇଁ ନିୟମ କରନ୍ତୁ
Apon thore officer post re ruhontu...tapore jani paribo politics pressure kete ruhe.....ei matri ebe jetiki pati karuchhi emane khali corruption re lipta...
ଧନ୍ୟବାଦ ସାର୍
ସବୁ ଆଜ୍ଞା ଚୋର ଅଫିସର ବ୍ଲକ ଠୁ ଆରମ୍ଭ କରି ପଂଚାୟତ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ମନ୍ତ୍ରୀ ମହୋଦୟ
ଧନ୍ୟବାଦ 🙏
BJP ସରକାର ବହୁତ ଭଲ। କାମ କରୁଛି। ଧନ୍ୟବାଦ
Good. Sabas. Thank u 🙏
ଅଫିସରଙ୍କ ପାଇଁ କଠୋର ନିୟମ କରନ୍ତୁ
ବିଜେପି ଜିନ୍ଦାବାଦ, ମୋହନ ସରକାର, ଲୋକଙ୍କ ସରକାର 👍👍👍👍
ଏହେଉଛି ମୋହନ ସରକାର ର କମାଲ ମାଡିଚାଲ 🙏
ଏମିତି ସବୁ ମନ୍ତୀ ହେବା ଦରକାର ❤ଧନ୍ୟବାଦ ସାର
ସାବାସ ❤❤❤❤❤ ମନ୍ତ୍ରୀ ମହୋଦୟ 👌👌👌👌👌👌👌👌👌👌👌👌👌
Thanks you sir ଆହୁରି ଇକସନ ନିଅ sir
ସତରେ ମନ୍ତ୍ରୀ ହେବ ତ ଏମିତି.....
ଜୟ ଜୟ ବିଜେପି ❤️❤️🔥🔥💪💪
Dhanyabad sir Ramrajya
Bahut badhia sir god 🙏🙏
ଧନ୍ୟବାଦ sir
ଯୋଗୀ ଭଳି ପଦେକ୍ଷପ ନେବା ସବୁ ମନ୍ତ୍ରୀ ଏମିତି ହେବା ଦରକାର
Perfect action.thank u sir
ବିଧାୟକ ହେବ ତ ଏମିତି 🙏
24 ବର୍ଷ ଲାଗିଲା ନି ଏମିତି ବିଧାୟକ ଦେଖିନଥିଲି
ବହୁତ ଖୁସି ଲାଗିଲା I love B J P
Real form of Democracy.....
Democracy is for the People is reflecting here. Long live Democracy...
ଯାହା ହହୁ ଆଜି ପର୍ଯ୍ୟନ୍ତ ଦେଖି ନଥିଲି ଏମିତି ଖଢା ଆକ୍ସନ ନେବା ନେତା ଧନ୍ୟବାଦ ଵି ଜେ ପି ସରକାର
ଶାସନ୍ ଏମିତ ଦରକାର୍
ଏମିତି ମିନିଷ୍ଟର ଓଡ଼ିଶା କୁ ଦରକାର୍ ଥିଲା, salute 🫡
ବହୁତ ବଢିଆ ମନ୍ତ୍ରୀ ସାର 🙏କଥା ନୁହେଁ ଆକ୍ସନ ନିଅନ୍ତୁ
❤❤❤ you are Great sir
Thanks you Sir
ଧନ୍ୟବାଦ sir 🙏🙏
ଯେତେ ହେଲେବି ଆମ ମୟୂରଭଂଜିଆ ର ମାଟି ପାଣି ପବନ ରେ ଗଢ଼ା... ବାବୁ ଭାଇ..... 🙏🙏🙏🙏🙏
Extremely thanks
Bohut badhiya 👏 👏 👏
ବହୁତ ବଢିଆ ହେଲା
Thank you sir , we proud for you
Sir public fast immediate action
Bahut bahut dhanyawad sir 🙏🙏🙏❤❤❤
ମଣିଷ ରୂପରେ ଆପଣ ଭଗବାନ sir
Life re first time sunder khabar paili OTV re thank you OTV pariwar
Thank you sir🎉
Good step ଜୟ ବିଜେପି 🎉🎉 ସିଧା ଆକ୍ସନ ଲୋକଙ୍କ ସରକାର
24 ବର୍ଷ ରେ ଏଭଳି ହେଇଥଲେ ଓଡ଼ିଶା ସୁନା heithnta
Thank you
Good🙏
Nice 🎉
Thankyou babu Bhai 🙏
Thanks you sir ❤
This is called administration. We need people’s minister.
Bahut sundar padakhep sir
Jay Sri Jagannath
Thank you sir
Wao Dil Khush karidele sir❤❤❤SABAS
Nice work
Right said sir
Appreciate 🙏
Sir apananka katha suni bhota khusi laguchi❤❤
Very good ❤🎉
Good action sir
Good ❤
Good work sir ❤❤❤
One of the best minister what i saw first time
Ati Sundar,very good sir,Jai hind.
ଏନ୍ତା ମନ୍ତ୍ରୀ ସରକାର ଦରକାର
GOOD ACTION
Very nice I proud of you
Excellent 👌👌👌👌👌👌❤❤❤❤❤
❤ good
Great work sir
Very nice Sri
Sir no 1❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Koti koti dhanyabad mantry babu amiti samadhana karantu
I heartily recepect sir ❤
Vere good sir, on the spot, good desejan.
Odisha re fast time action neba katha sunili sir tumaku koti koti prana
Very good dear sir
ଧନ୍ୟବାଦ ସାରେ 🙏🌹🙏
Good 👍 ବହୁତ ଭଲ କାମ
ଜୟ ଜଗନ୍ନାଥ
Good job sir thank you
Right reaction....these officials are very casual and irresponsible...they have lived under a very slack bjd administration for a long time....they still think we are kings,we can do anything as per our whim. Please enquire into the matter and give justice to the complainant.
On the spot action
Welcome sir
Thank you
Good
Bahut bahut badhiya sar ei tone toh ame kete dinu sunibaku chahun thilu ei babu giri chhodeiba dorkar manonkoro neta ji bohut bodhiya sir 👍👍👍👍👍👍👍👍👍👍👍🙏🙏🙏
Very good ❤
Tq❤❤❤❤❤
Veri good sir thankyou Satya meba jayate
Thanks
Good digestion sir ❤