Tapaswani-Gangadhar Meher-2

แชร์
ฝัง
  • เผยแพร่เมื่อ 6 ต.ค. 2024

ความคิดเห็น • 65

  • @subhashreebehera9963
    @subhashreebehera9963 ปีที่แล้ว +6

    ଆପଣଙ୍କ ଚରଣେ ମୋର ଅଶେଷ ପ୍ରଣାମ 🙏, ପବିତ୍ର ଗୁରୁ ଦିବସର ଅନେକ ଶୁଭକାମନା 🌸
    "ଜୟ ଗୁରୁଦେବ ପରମ ଈଶ୍ଵର ଅବତୀର୍ଣ୍ଣ ଭାବଗ୍ରାହୀ
    ସତ୍ୟ ତୁମ କଥା ସତ୍ୟ ତୁମ ଗାଥା ସଂସାର ମଧ୍ୟରେ ନାହିଁ " !

  • @deepakarts2600
    @deepakarts2600 ปีที่แล้ว +4

    ଗୁରୁ ଦିବସ ର ଅନେକ ଅନେକ ଶୁଭେଚ୍ଛା ସାର୍..... ଆଶ୍ରିବାଦ କାମନା କରୁଛି....🙏

  • @birajchalan1588
    @birajchalan1588 ปีที่แล้ว +2

    ପ୍ରତ୍ୟେକ ଗୁରୁମାନେ ଚାରିକାନ୍ଥ ଆବଦ୍ଧ ଭିତରେ ଶିକ୍ଷା ପ୍ରଦାନ କରୁଥିବାବେଳେ ଆପଣ କିନ୍ତୁ, ଖୋଲାମଞ୍ଚ ତଳେ ଶିକ୍ଷା ପ୍ରଦାନ କରୁଛନ୍ତି ଆମ୍ଭମାନଙ୍କ ପରି ଅଧମ ଶିଷ୍ୟ ମାନଙ୍କୁ। ଧନ୍ୟବାଦ୍ ଜଣାଉଛି ଆପଣଙ୍କ ମହାନତାକୁ ସାର୍।🙏🙏🙏

  • @Subhasmita12349
    @Subhasmita12349 ปีที่แล้ว +4

    ପ୍ରଣାମ sir 🙏 ଗୁରୁ ଦିବସର ଶୁଭେଚ୍ଛା sir ଆପଣ ଙ୍କୁ 💐💐💐

  • @Rabindra.369
    @Rabindra.369 2 หลายเดือนก่อน +1

    ବହୁତ ବଢିଆ ♥️ଧନ୍ୟବାଦ ସାର ♥️🙏♥️

  • @SmrutiSmita-x9d
    @SmrutiSmita-x9d ปีที่แล้ว +3

    ଗୁରୁ ଦିବସର ଅନେକ ଅନେକ ଶୁଭେଚ୍ଛା ସାର୍ 🙏

  • @singergoutamjally5347
    @singergoutamjally5347 ปีที่แล้ว +2

    ଗୁରୁ ଦିବସ ର ହାର୍ଦ୍ଦିକ ଶୁଭକାମନା ସାର୍ 🙏🙏🙏🙏🙏🙏🙏🙏🙏🙏

  • @maminasahoo1356
    @maminasahoo1356 ปีที่แล้ว +2

    ଆପଣ ଏପରି ଏକ ଜ୍ଞାନଦୀପ୍ତ ପୁସ୍ତକ ; ଯାହାଙ୍କୁ ଆଜୀବନ ପଢ଼ି ପଢ଼ି ଚାଲିଲେ ମଧ୍ଯ, ଅନେକ ପ୍ରୁଷ୍ଠା ଅଣଲେଉଟା ହୋଇ ରହିଯିବ🙏... ମୁଁ ଗର୍ବିତ ଯେ ଆପଣଙ୍କ ପରି ଗୁରୁ ପାଇଛି 🙏🙏🙏... ଆଜିର ଏ ପବିତ୍ର ଗୁରୁ ଦିବସ ଅବସରରେ ଆପଣଙ୍କ ଚରଣ କମଳରେ କୋଟି କୋଟି ଭୂମିଷ୍ଠ ପ୍ରଣାମ 🙇‍♀️... ଆଶୀର୍ବାଦ କାମନା... 🙏🙏🙏

  • @deepanjalidansana8880
    @deepanjalidansana8880 ปีที่แล้ว +2

    ଅତି ଚମତ୍କାର!!!!👏👏👏

  • @kabitasahoo1114
    @kabitasahoo1114 ปีที่แล้ว +1

    ପ୍ରଣାମ ସାର୍.. ଅତି ସୁନ୍ଦର ଆଲୋଚନା 🙏🙏🙏

  • @MamatamanjariBaral
    @MamatamanjariBaral 10 หลายเดือนก่อน

    ପ୍ରଣାମ ଗ୍ରହଣ କରିବେ ସାର୍ 🙏❤। କେତେ ସୁନ୍ଦର ଭାବେ ବର୍ଣ୍ଣନା କରୁଛନ୍ତି ସାର୍ 🙏। ଆନ୍ତରିକତା ରୁ ଢେର୍ ସାରା ଶ୍ରଦ୍ଧା ସମ୍ମାନ ଓ ଭଲପାଇବା 🙏❤।

  • @purnachandrabehera3813
    @purnachandrabehera3813 หลายเดือนก่อน +1

    Verry verry touching Sir.

  • @sudhansusekharghadai1969
    @sudhansusekharghadai1969 ปีที่แล้ว +1

    Sir pranam, happy teacher's day. Apanka pari guru pai ame dhanya hoigalu apanka bahut sarala.amaku ashribad diantu sir.

  • @tallinamahajan3576
    @tallinamahajan3576 ปีที่แล้ว +1

    🙏ସାର୍
    ଖୁବ୍ ସୁନ୍ଦର ଆଲୋଚନା। 💐

  • @shreejacreation1583
    @shreejacreation1583 ปีที่แล้ว +2

    🙏Pranam Sir 🙏
    Happy Teacher's Day

  • @sibanijena7711
    @sibanijena7711 ปีที่แล้ว +1

    ଶୁଭେଚ୍ଛା ସାର 🙏🙏🙏 ଚମତ୍କାର ଆଲୋଚନା l👍

  • @basudevamiyaranjan4204
    @basudevamiyaranjan4204 ปีที่แล้ว

    ସାର୍ ପ୍ରଣାମ୍ ଗୁରୁଦିବସ ର ଅନେକ ଅନେକ ଶୁଭେଚ୍ଛା ସାର୍ ।

  • @debasmitasahu6875
    @debasmitasahu6875 11 หลายเดือนก่อน

    ଭୂମିଷ୍ଠ ପ୍ରଣାମ ସାର୍ 🙏🙏
    ବହୁତ ସୁନ୍ଦର ଅଦ୍ବିତୀୟ ଆଲୋଚନା ସାର୍‌।

  • @diptendubarik3333
    @diptendubarik3333 5 หลายเดือนก่อน

    Sir bahut bhala byakhya...Dhanyabad...

  • @geeta3057
    @geeta3057 ปีที่แล้ว +2

    Pranaam Sir 🙏
    happy Guru divas 💐💐

  • @anjularana1844
    @anjularana1844 ปีที่แล้ว +1

    ଗୁରୁଦିବସ ଉପଲକ୍ଷେ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଗୁରୁଜୀ 🙏

  • @RashmiSirAtoZ
    @RashmiSirAtoZ ปีที่แล้ว +1

    Waah!🙏🙏🙏

  • @hareshmeher1986
    @hareshmeher1986 5 หลายเดือนก่อน

    Khub sundar upadthapana gurujee

  • @biswanathpradhan5369
    @biswanathpradhan5369 ปีที่แล้ว +3

    କହିବାକୁ ଗଲେ ବହୁତ୍ ଓଡ଼ିଆ ଶିକ୍ଷକ ମାନେ ନିଜକୁ ଜ୍ଞାନୀ ଭାବୁଥିବା ବେଳେ ଏପରି ଜଣେ ଗୁରୁ ଙ୍କୁ ଦେଖିବାକୁ ମିଳୁଚି ଯିଏ ଓଡ଼ିଆ ପାଠ କୁ ଘୋଷା ପାଠ ର ଆଖ୍ୟା ଦେଉଥିବା ଲୋକ ମାନଙ୍କ ର ମୁହଁ କୁ ବନ୍ଦ କରିବାର କାମ କରୁଛନ୍ତି । ଓଡ଼ିଆ ପାଠ ରେ ଯେ ଅତି ଜଟିଳ concept ଗୁଡ଼ିକୁ ଏତେ ସହଜ ରେ ବ୍ୟାଖ୍ୟା କରିବା ରେ ଆପଣ ସିଦ୍ଧ ହସ୍ତ ତାହା ଆମ ଓଡ଼ିଆ ପ୍ରେମୀ ମାନଙ୍କୁ ଏକ ପ୍ରେରଣା ଯୋଗାଇଛି।
    ଏ ଓଡ଼ିଆ ଛାତ୍ର ଆପଣଙ୍କୁ ସତ ବାର ନମନ କରୁଛି🙏🙏

  • @banalatadei3956
    @banalatadei3956 6 หลายเดือนก่อน

    ସାର ନମସ୍କାର ଅତୀବ ଚମତ୍କାର

  • @sukantapradhan9943
    @sukantapradhan9943 ปีที่แล้ว +2

    ପବିତ୍ର ଗୁରୁ ଦିବସରେ ଗୁରୁଙ୍କୁ ଭୂମିଷ୍ଠ ପ୍ରଣାମ 🙏

  • @bilashmanjari8445
    @bilashmanjari8445 ปีที่แล้ว

    Presentation of the suject matter is very lucid and beautiful.

  • @SuhanaSunani
    @SuhanaSunani หลายเดือนก่อน

    Thank you sir you are really great

  • @bilashmanjari8445
    @bilashmanjari8445 ปีที่แล้ว

    Most efficient Odia teacher.

  • @gitadevi-tk1pt
    @gitadevi-tk1pt 11 หลายเดือนก่อน

    Namaste 🙏🙏🙏🙏🙏🙏 sir apan nku antarik krutagnyata janauchi .apan nkar upasthapana saili ati chamatkar.sir apan live class karantu.pls sir.🙏🙏🙏🙏🙏🙏🙏🙏🙏🙏🙏🙏🙏

  • @itishreemohapatra1834
    @itishreemohapatra1834 ปีที่แล้ว

    ପ୍ରଣାମ Sir ବହୁତ ବହୁତ ଧନ୍ୟବାଦ 🙏🙏🙏🙏

  • @lipsabehera5566
    @lipsabehera5566 ปีที่แล้ว

    ଆପଣଙ୍କୁ ଅଶେଷ ଅଶେଷ ପ୍ରଣିପାତ ଗୁରୁ 🙇🏻‍♀️🙏

  • @Saibabajitu
    @Saibabajitu ปีที่แล้ว

    ସାର୍ ପ୍ରଣାମ 🙏🙏। ସାର୍ ଚିଲିକା କାବ୍ୟ ଉପରେ ଭିଡିଓ ଆ ଆଣନ୍ତୁ

  • @subhasrerout3997
    @subhasrerout3997 ปีที่แล้ว +1

    Happy teachers day sir 🙏

  • @raazbhoi9170
    @raazbhoi9170 ปีที่แล้ว +1

    🙏🙏🙏

  • @sangitabadaik6802
    @sangitabadaik6802 10 หลายเดือนก่อน +1

    🙏ଭୂମିଷ୍ଠ ପ୍ରଣାମ ଗୁରୁଜୀ l ଓଡ଼ିଆ କବି ଓ ପ୍ରାବନ୍ଧିକଙ୍କ ବିଷୟରେ ଆହୁରି ଭିଡ଼ିଓ କଲେ ଆମେ ଅଧିକ ମାତ୍ରା ରେ ଉପକୃତ ହେବା l କାରଣ ଏପରି ଗୁରୁ ଭାଗ୍ୟରେ ଥିଲେ ମିଳେ l🙏

  • @prativabarik637
    @prativabarik637 ปีที่แล้ว

    ସାର୍ ପ୍ରଣାମ । ତୁଳନାତ୍ମକ ସାହିତ୍ୟ ଉପରେ vedio aplode korontu

  • @DebakiNaik-s3b
    @DebakiNaik-s3b 8 หลายเดือนก่อน

    Dhaniyabad sir pranam sir

  • @sujitkumarsahu518
    @sujitkumarsahu518 ปีที่แล้ว +1

    Happy teacher's day🙏

  • @tapaswinisahu595
    @tapaswinisahu595 ปีที่แล้ว +1

    Sabu video aapana aanibe sri

  • @deepaknk9257
    @deepaknk9257 ปีที่แล้ว

    ଅତି ଚମତ୍କାର ବର୍ଣ୍ଣନା ଗୁରୁଜୀ

  • @TruptimayeeDash-wx9dg
    @TruptimayeeDash-wx9dg 11 หลายเดือนก่อน

    Sir 🙏

  • @madhumitadas5661
    @madhumitadas5661 10 หลายเดือนก่อน +1

    ପ୍ରଣାମ ସାର୍। ଆପଣ ଙ୍କ ସହ କଥା ହେଇପାରିବି କି ? telegram ରେ ଆପଣ ଅଛନ୍ତି କି । ଆପଣ ଙ୍କ ପରି ଉଚ୍ଚ କୋଟୀର ସାହିତ୍ୟ ଚର୍ଚ୍ଚା ମୁଁ କାହା ପାଖରୁ ପାଇନି। ଯଦି ଆପଣ ଙ୍କ ସହ contact ହୋଇପାରନ୍ତା ନିଜକୁ ଧନ୍ୟ ମନେ କରନ୍ତି ।🙏

  • @mamatabarik9721
    @mamatabarik9721 ปีที่แล้ว

    ସାର୍ ପ୍ରଣାମ

  • @prayashnayak8295
    @prayashnayak8295 8 หลายเดือนก่อน

    Sir pg entrance pain kebe vedio asiba🎉

  • @ajayapradhanNikhil
    @ajayapradhanNikhil ปีที่แล้ว

    Happy teacher's day sir 🙏

  • @geetanjalimohanta377
    @geetanjalimohanta377 ปีที่แล้ว

    SSB odia syllabus anusare class kale ame upakruta hebu

  • @bikramkhatoi3849
    @bikramkhatoi3849 ปีที่แล้ว

    ପ୍ରଣାମ 🙏

  • @mousumeecreation6463
    @mousumeecreation6463 ปีที่แล้ว

    Khu sundar sir 🙏🙏

  • @rajalaxmibehera1257
    @rajalaxmibehera1257 ปีที่แล้ว

    Happy Teacher's day sir

  • @tapaswinisahu595
    @tapaswinisahu595 ปีที่แล้ว +1

    Sir ssb class karibe

  • @OdiaKabinkaJibanadharaMonalisa
    @OdiaKabinkaJibanadharaMonalisa ปีที่แล้ว

    🙏🏻🙏🏻🙏🏻🙏🏻🙏🏻

  • @geetanjalimohanta377
    @geetanjalimohanta377 ปีที่แล้ว

    Sir pranam

  • @sudhansusekharghadai1969
    @sudhansusekharghadai1969 ปีที่แล้ว +1

    Happy Teachers Day.

  • @user6896
    @user6896 8 วันที่ผ่านมา

    Prakrutikabi chiranamasya ranije prate sabora aretha bakra karajaichhi su sebhali račana koji kariparibeni

  • @sunitasethi1133
    @sunitasethi1133 11 หลายเดือนก่อน

    Sir pranam, sir lecture habaku chahinle kn pg pare b. Ed abasyaka

  • @srikantamohapatra5342
    @srikantamohapatra5342 ปีที่แล้ว

    Happy Teachers day💐💐

  • @chinmayeeswainmamuni2125
    @chinmayeeswainmamuni2125 9 หลายเดือนก่อน

    Sir opsc pgt pain cls karantu 🙏🙏🙏

  • @Odia-odisha.
    @Odia-odisha. ปีที่แล้ว

    Sir nka ra mu jane student hoithibaru mu nijaku krutartha mane karuchi..scs clg re +3 complusory odia re sir nka first class ebe bi sabu word mane achi....

  • @prasanjitswain1096
    @prasanjitswain1096 9 หลายเดือนก่อน

    ସାର୍ ମୁଁ ଆପଣଙ୍କୁ ନମସ୍କାର ଜଣାଉଛି । ଆପଣଙ୍କ ଆଲୋଚନା ମୋ ମନରେ ଓଡ଼ିଆ ସାହିତ୍ୟ ପ୍ରତି ଉତ୍ସାହ ଓ ଉତ୍କଣ୍ଠା ଭରି ଦେଇଛି । ଆପଣଙ୍କୁ ମୋର ଅନୁରୋଧ ଆପଣ ଆଉ ଏକ କବିତା ବିଷୟରେ ଆଲୋଚନା କରନ୍ତୁ । 🙏

  • @NarendraKaran-j8v
    @NarendraKaran-j8v 12 วันที่ผ่านมา

    Saranam. Bhasanahin. Kahibaku

  • @priya_arts_
    @priya_arts_ ปีที่แล้ว

    ରସଚେତନା ସମ୍ପର୍କରେ ଆଲୋଚନା କରନ୍ତୁ

  • @ajayapradhanNikhil
    @ajayapradhanNikhil ปีที่แล้ว

    Pranam sir 🙏

  • @monalisavlogs94
    @monalisavlogs94 9 หลายเดือนก่อน

    Ye class aaribara aaji sujaga milila .PG sariba pare aapanaka class ra sei aanubhuti aaji aasila..

  • @srustipradhan7237
    @srustipradhan7237 ปีที่แล้ว

    Sir pranam