ଦୁଇ ବିଧାୟକଙ୍କ ଏହି ଅସମ୍ମାନନୀୟ ଓ ଅଶୋଭନୀୟ କାମକୁ ନିନ୍ଦା କରୁଛି ସାରା ଓଡ଼ିଶା | BJD | BJP

แชร์
ฝัง
  • เผยแพร่เมื่อ 12 ก.ย. 2024
  • ପବିତ୍ର ବିଧାନସଭା ଗୃହରେ ଗତକାଲି ବିଜୁ ଜନତା ଦଳର ଦୁଇ ବିଧାୟକ ରୋମାଞ୍ଚ ବିଶ୍ୱାଳ ଓ ମାଧବ ଧଡ଼ା ମାନ୍ୟବର ବାଚସ୍ପତିଙ୍କ ପୋଡିୟମକୁ ଚଢ଼ିବା ଅତ୍ୟନ୍ତ ନିନ୍ଦନୀୟ। ବିଜୁ ଜନତା ଦଳ ସବୁବେଳେ ମା କୁ ସମ୍ମାନ କଥା କହୁଥିବା ବେଳେ ବାଚସ୍ପତି ଆସନରେ ବସିଥିବା ମହିଳାଙ୍କୁ ଅସମ୍ମାନ କରୁଛି। ଦୁଇ ବିଜେଡି ବିଧାୟକଙ୍କ ଏହି ଘୃଣ୍ୟ କାର୍ଯ୍ୟପାଇଁ ଆଜି ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଗତ କରି ଦୁଇ ବିଧାୟକଙ୍କ ଏହି ଅସମ୍ମାନନୀୟ ଓ ଅଶୋଭନୀୟ କାମକୁ ନିନ୍ଦା କରାଯାଇଛି |
    #bjd #bjp #assembly #shame #bjpparibar

ความคิดเห็น • 2

  • @kalpatarubhal8685
    @kalpatarubhal8685 18 วันที่ผ่านมา +2

    ଏହି ବିଜେପି ପ୍ରମିଳା ମାଡାମଙ୍କ ଉପରକୁ ଡାଲି ଫିଙ୍ଗିଥିଲେ ଏ କଥା ଭୁଲିଗଲେଣି l

    • @mitumalik746
      @mitumalik746 18 วันที่ผ่านมา

      Are maghia Pramila Malik DALI chorani