21barsha hela karuchu, ahuri karibu, a pila anabadi jagare farm karichi, ahuri futani maruchhi, samastanka ra swadhinata achhi, se pila ta swadhinata taku diajau, se mariba pain chahunchi, honble president dayakari taku ta kama karibaku Debe boli asha
Govt. Of Odisha should take immediate action against those Additional Tahsildar and Additional Collector after thorough enquiry by independent agency. The both officials should be given illustranary punishment so that other Unethical official should be rectified and work towards state's development.
I think u r staying outside odisha and no knowledge about what is going on in ground reality. However in odisha police not caring high court order recently for that court summons SI and lot of other cases u van find in news.. hence there is no law and order in odisha . Only all law applicable if you going against ocurrent govt benefits.
President's intervention changed everything. High offices should remain in touch with common people. Kudos for his courage to apply RTI, get info. and face the officials.
Shame to sub collector/Addl Tahasildar.. Kudos this poor farmer for standing tall against all odds till date...@Jajpur Collector - Your introspection is much needed... it's high time to encourage farmers and farming..they are the backbone of the country...Govt official should be accountable to all wrong doings...
these days to stand up Business is very difficult. So govt. Officials must deliberately help start up owners to face the challenge. But they ( many govt. Officials ) only busy on misuses of their power and duties.
This is due to bludy Hippocratic nature of adminstrative officers and paralysed govt systems . Unemployment is growing due to darty politics ...... jubaka jagile jagiba Odisha ......officer Raj b band...heba.......jay Juba Shakti.....
ଏଥିରେ ତହସିଲଦାର ଏବଂ କଲେକ୍ଟର ତୁରନ୍ତ ଆସି ଏହି ବ୍ୟକ୍ତିଙ୍କ ର ଯଥା ସମ୍ଭବ କାମରେ ସହଯୋଗ ହାତ ବଢ଼ାଇବା ଆବଶ୍ୟକ ଅଛି ,କାରଣ ଏହା ଭାରତୀୟମାନଙ୍କ ର ପ୍ରଥମ ନାଗରିକ ପାଖକୁ କଥା ପହଞ୍ଚିଲାଣି।
ସେମିତି ତ ବେକାରୀ ସମସ୍ୟା ଉତ୍କଟ. ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଉଦ୍ୟମି ଯୁବକ ଓ ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଓ କିପରି ହୋଇପାରିବ ବତାନ୍ତୁ. ପୁରାତନ ଯୁଗରୁ ଆଜି ପର୍ଯ୍ୟନ୍ତ ଯେତେ ବିଶ୍ଵଯୁଦ୍ଧ ହୋଇଛି କେବଳ ବ୍ୟାପାର ପାଇଁ. ନିଜ ଦେଶରେ ବ୍ୟାପାର ବଢ଼ିଲେ ଦେଶ ଆଗେଇବ
Sarkar pilanku kahuchi TuMara kichi talent skill nahi hele gunda badmas chora sabu sarkar re mantri pada re basichanti tankata ki talent achi😡?
Aare vai kemiti badhiba posco hatao kahiba na sei vali kou company odisa re haba 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@@jagannathdhama6121 ପର ଅଧୀନ ରେ ଚାକିରି କରିବା ଅପେକ୍ଷା ଯୁବକ ମାନଙ୍କୁ ସ୍ୱାବଲମ୍ବୀ କରିବା ମୋର କହିବା ଥିଲା ନା କି ବିଦେଶୀ କମ୍ପାନୀ ରେ ଗଧ ଭଳି ଖଟି ରୋଜଗାର କରିବା..
t
ଏତେ କୁଛିତ ରାଜନୀତି ହୀନ ମାନସିକତା ଛି ଛି ଛି ସରକାରୀ ବାବୁଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟ ନୁଷ୍ଠାନ ନେବା ଆବଶ
ସଳେ ଖଣ୍ଡେ ଚାକିରୀ ତ କାହାକୁ ଦେଇପାରିବନି କିଏ ଯଦି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚେଷ୍ଟା କରୁଚି ତାକୁ କାହିଁକି କରେଇ ଦେଉ ନାହଁ
Right 👍🙏🙏🙏👌👌
ନବୀନ ବାବୁ ଙ୍କୁ cm କର ସବୁ ଠିକ୍ ହେଇଯିବ , ଆରେ ଯିଏ ଓଡ଼ିଆ କହି ଜାଣିନି ଆରେ ଓଡ଼ିଆ ଛାଡ ହିନ୍ଦୀ ବି ଆସିନି ସେ କଣ ଆମ କଥା ବୁଝିବ । ଖାଲି ପାଣ୍ଡିଆ କହୁଛି ନବୀନ ସୁନୁଛି । ପାଣ୍ଡିଆ ଆମକୁ ଶାସନ କରୁଛି
21barsha hela karuchu, ahuri karibu, a pila anabadi jagare farm karichi, ahuri futani maruchhi, samastanka ra swadhinata achhi, se pila ta swadhinata taku diajau, se mariba pain chahunchi, honble president dayakari taku ta kama karibaku Debe boli asha
100% right
ତମେ ଯଦି ଗୋଟେ ମଦ ଦୋକାନ ଖୋଲିଥିଲେ ଭଲ ହୋଇଥାନ୍ତା ,,,,ଭଲ କାମ କରି ଓଡ଼ିଶାରେ ତିଷ୍ଠି ପାରିବନି ,,,,,,
Mada dokan pai kichi tanka dio
Thik kohicho bhai
Odisha re mada dokan gote dele kehi kichi kahi beni bhai
ଟିକ୍ କଥା ଭାଇ
Sata Katha Mada dokan re bahut labha, mo friend karichhi
ଓଡ଼ିଶା ଗୋଟିଏ ଭଲ ରାଜ୍ୟ ନୁଏ ଏଠି ଭିକ ମାଗିବା ଭଉତ୍ ଭଲ ଚୋରି କରିବା ଦଲାଲ କରିବା ଭଉତ୍ ଭଲ ଏଠାରେ ଶାନ୍ତି ରେ ବଞ୍ଚି ହେବାନାଇ ଭାଇ
15ବର୍ଷ ପୂର୍ବରୁ ଓଡ଼ିଶା ର ସଵୁ ଗାଁ ରେ ଘରେ ଘରେ ଗୋ ସେବା ହେଉଥିଲା ।ଜୟଶ୍ରୀ ଜଗନ୍ନାଥ ଜୟ ଗୋମାତା
ଆବେ ବିଂଝର ପୁର୍ ଆଡିଷ୍ଣାଲ tahasildar ମାଘୀଆ ହାରାମି ତୋ ବାପ ର ଜମି,ପିଲାଟି କୁକୁଡ଼ା ଚାଷ କଲା କି ପାପ କଲା ଏତେ ବାଧୁଛି ଯଦି ପିଲାଟି କୁ ତର ଜୁଆଁଇ ବନାଉ ନୁ ।
Respect bhaii.. ଶିକ୍ଷିତ ଯୁବକ
ସେ ଭାଇ ଙ୍କୁ ଉଚିତ ନ୍ୟାୟ ମିଳିବା ଦରକାର...... ଆମ ରାଜ୍ୟ ବହୁତ ତଳକୁ ଖସି ଗଲାଣି 👍👍👍
Uchhit nyay para rastapati debe, mane Ichha mrutyu, taku ta magiba nyay nischay miliba
ଶଳା ଖଣି ପଥର ଖୋଳି ଖାଇଯାଉଛନ୍ତି, କିଛି ତାଡି ପାରୁନ ନିହୀର ଲୋକଙ୍କୁ ହଇରାଣ କରୁଛ ଛି,
Govt. Of Odisha should take immediate action against those Additional Tahsildar and Additional Collector after thorough enquiry by independent agency. The both officials should be given illustranary punishment so that other Unethical official should be rectified and work towards state's development.
I think u r staying outside odisha and no knowledge about what is going on in ground reality. However in odisha police not caring high court order recently for that court summons SI and lot of other cases u van find in news.. hence there is no law and order in odisha . Only all law applicable if you going against ocurrent govt benefits.
Atma nirvar varat ra kichhi mane nahin.
Dhik ama sarakar bhika ta dei paruna thala kahin bhanguchha
ସରକାରୀ ଚାକିରୀ ରେ ପୋଷା ଧଳାହାତୀ କେଉଁଠୁ ବୁଝିବ ଶିକ୍ଷିତ ବେକାରୀ ର କଷ୍ଟ?? ଧିକ ତୁମ ପ୍ରଶାସନ....
ଆମେ ଏବେ ବି ପରାଧୀନ ଭାଇ. ପ୍ରଶାସନ ଜୀବନ, ଜୀବିକା ପାଇଁ କଟକଣକରୁଛି. ହେଲେ ମାଓ ଙ୍କ ବନ୍ଧୁକ ମୁନ ଆଗରେ ମୁଣ୍ଡ ନୂଆଉଛି. ବଂଚିବାର ଅଧିକାର ଛଡାଇ ନେବା ଧର୍ମ ଛଡା ଙ୍କ କାମ. ମୁଁ ନିନ୍ଦା କରୁଛି.
Soo sad... Ple give justice to this person 🙏
ଜିଏ ଆସୁଛ୍ହି ପଥର ମାରେ ସବୁ ଠିକ ହେଇଯିବ ବଡ କି କିଛ୍ହି ନକଲେ କେହି ଶୁଣିବେନି
The goal and confidence in his eyes is clear as water. "Madi challa"
Odisha govt. should take necessary steps to make the person self reliance and should investigate the matter urgently.
BJD hatao jibana banchao 🙏🙏🙏
ଏ ଭାଇ ଜଣକ ନିଶ୍ଚୟ ବିଜେପି କିମ୍ବା କଂଗ୍ରେସ ସମର୍ଥକ ।
Apana bodhe jane BJD Bhakta?
Bhai perfect kahicha
Hmmm re Bhai jie question kala sie pjb nahele Congress .... Tahele tu kn bjd chamcha
ଵିଜେଡି, ବିଜେପି କୁ ଭୋଟ ଦେଇ ଯୁବ ପିଢ଼ି ଆଜି ପାଗଳ ଭଳି ବୁଲୁଛନ୍ତି.
Right
Jay Congress
@@rubashgaming9938 papu bhai 😜😜😂
@@purusottambiswal7120 Jay ho
President's intervention changed everything. High offices should remain in touch with common people. Kudos for his courage to apply RTI, get info. and face the officials.
ସରକାର ତ ଚାକିରୀ ଦେଇ ପାରୁନାହାନ୍ତି, ରୋଜଗାର ନିଜ ଇଚ୍ଛା ରେ କଲେ ବି ରାଜନେତା କରିଦେବା କୁ ଦେଉ ନାହାଁନ୍ତି
ସବୁ ଏଠି ମାଗିହା ପଇସା ଖିଆ,ଏମିତି ଦୁର୍ନିତୀ ଗ୍ରସ୍ତ ଛୋଡି ପୁଅ ମାନଙ୍କ ପ୍ରତି ନବୀନ ବାଵୁ କ'ଣ କରୁଛ।ଭଉଣୀ ଗିହାଙ୍କୁ ଗେହିବା କଥା
ଯେଉଁ ଲୋକ ଜାଗା ଦେଇଥିଲା ତାର ଖେଳ,ତାର ଲୋଭ ହେଇଗଲା,ସମ୍ପର୍କ ଖରାପ ନକରି ତୁମ ପାଖରୁ ଜାଗା ନେବା ପାଇଁ ଚକ୍ରାନ୍ତ
Govt should take immediate action against the culprits who harrassed the guy and recover the interest of his loan amount.
Odisha govt please help him
🤣🤣🤣 u expect odisha govt will going to help .... u r incredible still having faith in odisha govt
ଆମ ରାଜ୍ୟରେ ବେକାରୀ ଯୁବକ ଯୁବତୀ ରାଜନୀତିର ଶିକାର ହେଉଛନ୍ତି କଣ ପାଇଁ
କିଛି କୁଜୀ ନେତା ଙ୍କ ର କାମ ଏ ସବୁ ଭାଇ ତମେ ଆଗେଇ ଚାଲ 🙏🙏🙌
ଭାଇ ସରକାରୀ ଜାଗା ରେ କରିଥିବ ବୋଲି ଅତିରିକ୍ତ ତହସିଲଦାର ମନା କରିଥିବେ ସେ କଣ ତମ ଶତ୍ରୁ, ଭାଇ ତମେ ମିଛ କହୁଛ ଲାଗୁଛି କାରଣ ତହସିଲଦାର ବିନା କରଣରେ ଘର ଭାଙ୍ଗି ବନି ତାର ଵି ଚାକିରୀ ଙ୍କୁ ଭୟ ଅଛି କୋର୍ଟ case ହେଲେ ସେ ଚାକିରୀ ହରାଇବ
ଗଣତନ୍ତ୍ର ର ତୃତୀୟ ସ୍ତମ୍ବ ଆପଣ ମାନେ
ଦୟାକରି ଏହି ବ୍ୟକ୍ତି ଙ୍କୁ ଉପଯୁକ୍ତ ନ୍ୟାୟ
ଦିଅନ୍ତୁ
Investigate this matter and takes the immediate action by govt authority 🙏🏻🙏🏻🙏🏻
ବିଞ୍ଝାରପୁର ଆଡିସନାଲ ତହସିଲଦାର କେଉଁ ଆଧାରରେ କାର୍ଯାନୁଷ୍ଠାନ ନେଇଥିଲେ ତାହାର ରିପୋର୍ଟର ନକଲ ବାହାର କରି ବିଡ଼ିଓ ବା କଲେକ୍ଟର ଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ।
ସେ Addl Tahasildar ଓ sub collector ନାଁ ରେ ମକଦ୍ଦମା sou mot ରେ କରାଯାଉ
Strict action should be taken against on these officer.
Keep your business continue all the best 👍👍
ସରକାର ଯଦି ଏଭଳି ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟ ଅଫିସର ମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରନ୍ତେ ତେବେ ଏହା ରୋକାଯାଇ ପାରନ୍ତା.
ସେ ଅତିରିକ୍ତ ତହସିଲଦାର କିଛି ନିୟମ କାନୁନ ଜାଣିଛି ନା ନାହିଁ,ଶଳା ନେତାଙ୍କ ପଦଚଟା,ଆଗ ତାକୁ ବାଡ଼ା ପରେ suspend କର,ଏହି ପରି ଅଧିକାରୀ ଲାଗି ରାଜ୍ୟ ବଦନାମ୍ ହେଉଛି
Need this confidence to flourish in life
Totally injustice to this struggling youth.
ବବି ଦାସ ଗଣ୍ଡିମାରି ଓଡିଶାରରୁ ଖାଇ ଲାଣି ଏବେ ସାଧାରଣ ଲୋକଙ୍କୁ ହଇରାଣ
ଭାଇ ଆଗ clear ହୁଅ ସେଇଟା ସରକାରୀ ଜାଗା କି ପଟ୍ଟା ଭୁକ୍ତ ଜାଗା , ଜଦି ସେଇଟା ସରକାରୀ ଜାଗା ତାହେଲେ Addl ତହସିଲଦାରଙ୍କୁ ଦୋଷ ଦେଇ ଲାଭ ନାହିଁ ଆଉ ଜଦି ପଟ୍ଟା ଭୁକ୍ତ ଜାଗା ତାହେଲେ ତୁମକୁ କୁକୁଡ଼ା firm କରିବାରେ କେହି ଅଟକେଇ ପାରିବେ ନାହିଁ ।
ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ ।
ପ୍ରେରିତ 4:12
PC ଦେଲେ ଓଡିଶାରେ ସବୁ ହେବ........
ନା ହେଲେ ଏଠି କିଛି ହେବନି....
Bhai ku soport karajaau jay hind jay maa bharat
ଓଡ଼ିଶାର ଜନସାଧାରଣ ଏଇଠୁ ବୁଝି ଜିବା କଥା ଯେ ଓଡ଼ିଶାର ଶାସକ ଦଳ ନେତାଙ୍କ ଛତ୍ରଛାୟାରେ ସରକାରୀ ଚାକିରିଆ ମାନେ ସମାନ ତାଙ୍କର ବେଲ ମାନନ୍ତି
କାରଣ କଣ ନ କହି କାମ ଅଟକାଇ ବା କଣ
ସରକାରୀ ଅଧିକାରୀ ମାନେ କଣ ଠିକ୍ କରିଛନ୍ତି
କି ? ବିଜେଡି ସରକାର ଯୁବକ ଙ୍କ ପାଇଁ
କାମ ଅଟକାଇ ବେକାରୀ ସମସ୍ୟା ବୃଦ୍ଧି ପାଇଛି।
ଓଡିଶାର ରାଜନୀତି , ଲୋକ ଏଠି ନିଜ ହାତରେକରି ଖାଇବେନି କିନ୍ତୁ ପର ଲୋକର ପାଦ ତଳେ ପଡ଼ି ଗୋଲାମ କରିବେ, ଟଙ୍କା ପାଇଁ ନିଜ ମାନବିକତାକୁ ଭୁଲି ଗଲେ
ଭାଇ ପକେଟ୍ ରେ କିଛି ଦେଇନ କି?? ଲାଲି ପାଣି, ଟଙ୍କା, ଏହି ରାଜ୍ୟ ରେ ନ୍ୟାୟ ର ଜାଗା ନାହିଁ 😡
We are very clear that Odisha Govt have no intention for unemployed youths
Gariba Ku Bhagaban Saha👍👍👍
Bhai tame mahan Great salute 🙏🙏Jadi kichhi kharap na bhabiba Bhuabaneswar asa mu chakiri deb dhire dhire kama kari sabu subidha karidaba
ହୁଏତ ସେହି ଅଧିକାରୀ ତାଙ୍କର ପାଉଣା ପାଇନଥିବେ ଯଦି ତାହା ହୋଇନଥାନ୍ତା ସହଯୋଗ କରିବା ପରିବର୍ତେ କ୍ଷତି କରିନଥାନ୍ତେ
Ahuri Vote dia Navin Mahgiha ku
ଜନତା ଦେବେ ଜବାବ 🙏🙏
ଭାଇ ଙ୍କୁ ନ୍ୟାୟ ସରକାର ଦେବେ ତ ଭଲ ନଚେତ ଜନତା 👋👋👋👋👊👊👊👊
Very good step Go ahead
Thank you Bhai
ଓଡିଶା ସରକାର ମୋ businese କେମିତି ଟାକ୍ସ ନେବେ? କେମିତି ବେପାର ବାଣିଜ୍ୟ ହେବ ସେକଥା ଆମ ଛାମୁ ଜାଣିନାହାନ୍ତି ପାରୁନ୍ତି🙄
Shame to sub collector/Addl Tahasildar.. Kudos this poor farmer for standing tall against all odds till date...@Jajpur Collector - Your introspection is much needed... it's high time to encourage farmers and farming..they are the backbone of the country...Govt official should be accountable to all wrong doings...
God bless you bro nishchaya miliba
these days to stand up Business is very difficult. So govt. Officials must deliberately help start up owners to face the challenge. But they ( many govt. Officials ) only busy on misuses of their power and duties.
Jagannath rakhya kara e politics ru....🙏🙏🙏
ଭାଇ.. we r with u...
ନବୀନ ମାଗିଆ ବଙ୍ଗାଳୀ ର ଛୋଡ଼ି ନୀତି ଚଳିବନି
go ahead brother
God Bless you
Sub- collector ପ୍ରତି action ନିଆଯାଉ
Stay strong brother.
Very good dession bhai
God always with you brother
ବହୁତ୍ ଦୁଖର କଥା
, ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ
Justice for young man
Thanks
ଆମ ଓଡ଼ିଶା ରେ ଏମିତି ହୁଏ।
ଏ ଭାଇ ତମର ସବୁ ଭୁଲ ଆଗ ସିନି ପିସି କାରବାର ଟା କରି ଥାନ୍ତ ....... ଏତକ ନ କରି ଆତା ନାଁରେ କହୁଛ....... ଜାଣିନ କି ଏ ଓଡିଶା ଏଠି ଆଗ ପିସି ତାପରେ ତାମସା
Jay Jagannath 🙏🏻
Addl. Tahasildar କୁ କିଛି ଟଙ୍କା ଦେଇଦିଅ.. ସବୁ ଠିକ ହୋଇଯିବ
This is due to bludy Hippocratic nature of adminstrative officers and paralysed govt systems . Unemployment is growing due to darty politics ...... jubaka jagile jagiba Odisha ......officer Raj b band...heba.......jay Juba Shakti.....
Ahuri dia 500 tanka aa mutton bhata khai navenn babu ku.. odhisa need cm like yogi now.
ତୁମେ BJD ଲୋକ ନୁହେବୋଧେ ସେଥିପାଇଁ ହଇରାଣ କରୁଛନ୍ତି
So said
ମରିବୁ ଭାଇ କଣ ଲାଗି
ତାକୁ ମାରିକି ମର।
ଆମେ ଖୁସି ହବୁ
ଜୟ ଜଗନ୍ନାଥ
ଏ ସରକାର କଣ କରୁଛି
Great bro
Approch The High Court
ଭାଇ ହୃଦୟ ଜିତି ଗଲ ତମେ
ସଳା ହାରାମି ଗୋଡାକ ଭଲ ପିଲାଟାକୁ ହଇରାଣ କରୁଛନ୍ତି ଖାଇବାକୁତ ଦେଇ ପାରିବେନି ଲାତ ମାରୁଛନ୍ତି
ମାଡ଼ରଚୁଡ଼ ସରକାର ରାଜନୀତି
Great boss agaku madichala
Eita real odisha..
Right dession
Se tahsildar ra sabu salary se puaku dia jauooo...au taku madamara....bcz amiti loko tanka power ra kharap use karuchanti....
Its so sad....
Very nice bro .
Govt should take strong action against that tahasildar and they must be punished.
Bahut sad news 😩
Right way good bad way wrong always walk in true
ମେଡିଆ,,,ଆପଣ ଖାଲି ଖବର ପରିବେଷଣ କରିଦେଲେ ଲାଭ କଣ,,,ସେ କେମିତି ନ୍ୟାୟ ପାଇବ ,ସେ ଉପରେ ଧ୍ୟାନ ଦିଅନ୍ତୁ,,
Jay Jagarnath🙏🙏🙏🙏🙏🙏🙏🙏🙏🙏🙏🙏🙏