ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆମ କାର୍ଯ୍ୟ କୁ ବହୁ ସଂଖ୍ୟା ରେ ସମ୍ମାନ ଓ ଭଲ ପାଇବା ଦେଇଥିବା ଯୋଗୁଁ, ଦର୍ଶକ ମାନଙ୍କୁ ସ୍ଵରଝଙ୍କାର ,ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ଜୟ ଜଗନ୍ନାଥ,,🙏ଏହି ପରି ଭାବେ ସହଯୋଗ ଦେଖେଇ ଚାଲନ୍ତୁ ଏବଂ ଆମ ଅନ୍ୟ ଭିଡିଓ କୁ ମଧ୍ୟ ଭଲ ପାଇବା ଦିଅନ୍ତୁ।
What a fantastic tone this is the gift maa Swaraswati ,Thank you guruji. 🙏🙏🙏
ବହୁତ ସୁନ୍ଦର ହୃଦୟସ୍ପର୍ଶୀ, ଗାୟନ ଯାହା ମନକୁ ଭିନ୍ନ ଦୁନିଆକୁ ନେଇ ଯାଉଛି , ପ୍ରଣାମ ଗୁରୁଜୀ 🙏ସୁନ୍ଦର ଅଭିନୟ ପରିବେଷଣ କରିଥିବା ସମସ୍ତ କଳାକାର ମାନଙ୍କୁ ଅଭିନନ୍ଦନ
ବହୁତ ସୁନ୍ଦର ❤🙏ରାଗ ଚୋଖି। ଦୟାକରି ରାଗ ଚୋଖି ବିଷୟରେ କିଛି ଜାଣି ପାରିବି!! 🙏🙏
ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ କୋଟି କୋଟି ପ୍ରଣାମ,ଯୁଗ ଯୁଗ ପାଇଁ ଚିରସ୍ମରଣୀୟ ହୋଇ ରହିବେ।🙏🙏🙏🙏
ଖୁବ ସୁନ୍ଦର ମଧୁର ପରିବେଷଣ ସମସ୍ତ କଳାକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା🙏🙏🙏🙏
ବହୁତ ସୁନ୍ଦର ହେଇଛି ଗୁରୁଜୀ ପ୍ରଣାମ 🙏🙏🙏
ଗଳାରତ୍ନଂ ଗାନଂଈଶ୍ୱର ଆପଣଙ୍କ ଠାରେ ପ୍ରଦାନକରିଥିବାରୁ ଆପଣ ଧନ୍ଯବାଦାର୍ହ। ଛନ୍ଦ ଲୟ ତାଳ ଅତି ସୁନ୍ଦର ହେତୁ ଅତିମନମୁଗ୍ଧକର ହେଲା।
ଯୋଗଜନ୍ମା ସ୍ବଭାବ କବିଙ୍କର ଚିରନ୍ତନ ସୃଷ୍ଟିର ଚମତ୍କାର ପରିବେଷଣ। ଅଶେଷ ଅଭିନନ୍ଦନ।
ଧନ୍ୟବାଦ 🙏🏻
🎉❤🎉❤🎉❤🎉❤🎉❤🎉❤🎉❤🎉 ଜୟ ଜଗନ୍ନାଥ ସ୍ବାମୀ ସବୁରି ଦୁଃଖ ଦୂର କର ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ଆପଣଙ୍କର ଓଡ଼ିଶା ର ବିଲୁପ୍ତ ହୋଇଯାଉଥିବା କଳା କୁ ଜୀବିତ କରି ରଖୀ ଥୀବାରୁ ଅଶେଷ ଅଶେଷ ଧନ୍ୟବାଦ 🎉❤🎉❤🎉❤🎉❤🎉🎉❤🎉❤🎉❤
ବହୁତ ଭଲ ଆଜ୍ଞା ।।।ବୋଇଲେ ଉଠ ବୈଦେହୀ ଉଷା ସୁକୁମାରଦେହୀ ✅✅✅ ସୁକୁମାରୀ ନୁହେଁ
ଏହା ଆମ ପାଠ ରେ ଥିଲା ❤❤❤❤❤
ଓହୋ କି ସୁମଧୁର ସଂଗୀତ........ 👌🙏❤
❤ ବହୁତ ସୁନ୍ଦର ସ୍ଵର ସଂଯୋଜନା ଓ କଣ୍ଠସ୍ୱର। ଧନ୍ୟବାଦ ସ୍ଵର ଝଙ୍କାର ଅନୁଷ୍ଠାନ।
ଧନ୍ୟବାଦ 🙏🏼
ବହୁତ୍ ସୁନ୍ଦର ପ୍ରଣାମ ଗୁରୁଜୀ
ସୁନ୍ଦର ବହୁତ ସୁନ୍ଦର, ବହୁତ ସୁନ୍ଦର
ରାଗ, ଚୋଖୀ, ହୃଦୟ ସ୍ପର୍ଶି
ବହୁତୀ ସୁନ୍ଦର 🎉🎉🎉
ମୋର ବହୁତ୍ ପ୍ରିୟ ଗୀତ। ଖୁବ୍ ସୁନ୍ଦର ଗୁରୁଜୀ ଗାଇଛନ୍ତି। ପ୍ରଣାମ ମହାଶୟ 🙏🙏
ସ୍ବଭାବ କବି ପଶ୍ଚିମ ଓଡିଶାର ସୁନାମଧନ୍ୟ କବି. ଉତ୍କଳର କବିସମ୍ରାଟ ଉପେନ୍ଦ୍ରଭଂଜ ସ୍ବଭାବ କବି ଗଂଗାଧର ମେହେର ବ୍ୟାସକବି ଫକୀର ମୋହନ ସେନାପତି ଅନେକ କବି ମହାନ୍ ଓ ଗୌରବ. ଜୟ ଜଗନ୍ନାଥ🙏
Khub Sundar paribesana🙏
❤🎉❤🎉❤🎉❤🎉❤🎉 ଜୟ ଜଗନ୍ନାଥ ସ୍ବାମୀ ତୁମରି ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ଅତି ସୁନ୍ଦର ଓଡ଼ିଶା ର ପରମ୍ପରା ସଂସ୍କୃତି
ଅତି ଭଲ ଆଜ୍ଞା ଆପଣଙ୍କ ସଂଗୀତ ଗାନ 🙏ସୁକୁମାରୀ ନୁହେଁ ସୁକୁମାର
ବହୁତ ହୃଦୟ ସ୍ପର୍ଶୀ ।
ଧନ୍ୟବାଦ।
After listening to this song, it feels like my mind has found peace.😊
I feel I am in heven.The wardings of the song are heart touching.No other song by any poet is more excellent than this song.l admire highly its poet composer Meher.Also sang melodiously.I enjoyed.
Nice song and video very beautiful 🙏🏻🙏🏻🙏🏻🙏🏻
Madhura paribesana 🙏🙏🙏
Dhanyabad 🙏🏼🙏🏼❤️
Gurujipranam😊
Gurujibahutatpranam😊sunderakantha😅saraswatimaaeraghellapua😊pranamguruji😊
Thank u achha laga .👍
ଅତୀତରେ ଏଭଳି ସୁମଧୁର ଗୀତର ରଚୟିତା ଏବଂ ସଂଗୀତ ନିର୍ଦ୍ଦେଶକ ଥିଲେ
Bahut badhia
Bahut sundar sir 🎉🎉
Dhanyabad 🙏🏻
Bahut sundar ,best voice
Thank You 🙏🏻
Sir.pranam. Abhinaya o swara very nice 👍
Hrudasparsi sir.ati Sundar paribesana.uchhakotira...🙏🏻🙏🏻
ବହୁତ ସୁନ୍ଦର Sir 🙏🙏🙏🙏🙏
Beautiful singing and congratulations to all team members 👌👌👌👌
Super 👍
❤❤
Ati sundara gayana 🙏
Very melodious
Ati sundar hoichhi
Atitare sthie dasakara dsama sreni pathyakhasadare ehi padya thila,atyanta bhabagarbhaka gita
Woww sooo amazing song and vdo ❤️
Bahut sunder geet...heart touching
❤️
Sir,Please complete the song even though lengthy. I am very eagerly waiting to listen the full song in your voice & style. Namaskar.
Bahut sundar gaichhanti
BAHUT SUNDAR GAICHHANTI
❤❤❤the best manachhuan heichhi❤❤❤❤❤sir🙏🙏🙏🙏
ଓଃ ଚତ୍ମକାର
ATI sundar.Dhanyabad.
Bahut Sundar pranam sir
Heart touching 👌👌👌🙏🙏🙏
Excellent singing sir
Very nice very nice
Thanks a lot ❤️
Ati sunder. Sumadura kantha
ବହୁତ୍ ସୁନ୍ଦର୍
Saraswatimaankerghellapua
Very very beautiful .thank you very much .
ବହୁତ୍ ଆନନ୍ଦ ଲାଗୁଛି🎉❤❤❤
ଧନ୍ୟବାଦ 🙏🏻ଜୟ ଜଗନ୍ନାଥ ।
Kanhu Mohanty jaleswar Balasore nice Thank you
Nice
Sundar gayan,
Thank u so much
Welcome 🙏🏻Jay Jagannath
Best singing. Style
Nice song ❤
Sir, apananku bahut namaskar
sir.apanaku bahut namaskar
😅
ଏତେ କୋମଳ ସ୍ବର ମଧୁର କଣ୍ଠ, ମୃଦଙ୍ଗର ନାଦ, ସଙ୍ଗୀତର ନିବିଡ ମୁର୍ଛନା, ଅଦ୍ଭୂତ ସଂକଳନ।।ଏମନ୍ତ ବିରଳ ସୃଷ୍ଟି! ସମ୍ପୂର୍ଣ୍ଣ କାବ୍ଯ ଟିକୁ ଭାଗ ଭାଗ କରି ଗାଇ ଯାଆନ୍ତୁ। ଓଡିଆ ଭାଇଭଉଣୀମାନଙ୍କୁ ମୋହିତ, ଉତ୍ସାହିତ ଓ ଜାଗ୍ରତ କରାଇବା ହୁଅନ୍ତୁ। ଅଥଚ keyboard ଓ ହାରମୋନିୟମ୍ ମାଡରେ ସମସ୍ତ ସଂଗୀତପ୍ରେମୀ ଓ ସାହାତ୍ଯାନୁରାଗୀ ଓ ସାଂସ୍କୃତିକ ବ୍ଯକ୍ତିଙ୍କର କାନକୁ ତତଲା ଲୁହାରେ ଫୁଟାଇ ଦେଇଛନ୍ତି, ବୁଝାପଡୁନାହିଁ କି ଛାମୁ?ଏତେ ବୋଧଶୀଳ ପୁଣି ଏମିତିକା ଚଗଲା?ଏତେ ପୌଢତ୍ବରେ ପୁଣି ଏଡେ ପିଲିଳିଆମି?
ନିରଞ୍ଜନ ସାର୍ କର ପଲ୍ଲବେନି ହାର ନ ଗାଇ କର ପଲ୍ଲବେ, ନିହାର ମୁକ୍ତା ଧରିଗାଇଲେ ଭଲ ହେବ ।
ବହୁତ ସୁନ୍ଦର
ଆମ କାର୍ଯ୍ୟ କୁ ବହୁ ସଂଖ୍ୟା ରେ ସମ୍ମାନ ଓ ଭଲ ପାଇବା ଦେଇଥିବା ଯୋଗୁଁ, ଦର୍ଶକ ମାନଙ୍କୁ ସ୍ଵରଝଙ୍କାର ,ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ଜୟ ଜଗନ୍ନାଥ,,🙏
ଏହି ପରି ଭାବେ ସହଯୋଗ ଦେଖେଇ ଚାଲନ୍ତୁ ଏବଂ ଆମ ଅନ୍ୟ ଭିଡିଓ କୁ ମଧ୍ୟ ଭଲ ପାଇବା ଦିଅନ୍ତୁ।
What a fantastic tone this is the gift maa Swaraswati ,Thank you guruji. 🙏🙏🙏
ବହୁତ ସୁନ୍ଦର ହୃଦୟସ୍ପର୍ଶୀ, ଗାୟନ ଯାହା ମନକୁ ଭିନ୍ନ ଦୁନିଆକୁ ନେଇ ଯାଉଛି , ପ୍ରଣାମ ଗୁରୁଜୀ 🙏ସୁନ୍ଦର ଅଭିନୟ ପରିବେଷଣ କରିଥିବା ସମସ୍ତ କଳାକାର ମାନଙ୍କୁ ଅଭିନନ୍ଦନ
ବହୁତ ସୁନ୍ଦର ❤🙏ରାଗ ଚୋଖି। ଦୟାକରି ରାଗ ଚୋଖି ବିଷୟରେ କିଛି ଜାଣି ପାରିବି!! 🙏🙏
ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ କୋଟି କୋଟି ପ୍ରଣାମ,ଯୁଗ ଯୁଗ ପାଇଁ ଚିରସ୍ମରଣୀୟ ହୋଇ ରହିବେ।🙏🙏🙏🙏
ଖୁବ ସୁନ୍ଦର ମଧୁର ପରିବେଷଣ
ସମସ୍ତ କଳାକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
🙏🙏🙏🙏
ବହୁତ ସୁନ୍ଦର ହେଇଛି ଗୁରୁଜୀ ପ୍ରଣାମ 🙏🙏🙏
ଗଳାରତ୍ନଂ ଗାନଂଈଶ୍ୱର ଆପଣଙ୍କ ଠାରେ ପ୍ରଦାନକରିଥିବାରୁ ଆପଣ ଧନ୍ଯବାଦାର୍ହ। ଛନ୍ଦ ଲୟ ତାଳ ଅତି ସୁନ୍ଦର ହେତୁ ଅତିମନମୁଗ୍ଧକର ହେଲା।
ଯୋଗଜନ୍ମା ସ୍ବଭାବ କବିଙ୍କର ଚିରନ୍ତନ ସୃଷ୍ଟିର ଚମତ୍କାର ପରିବେଷଣ। ଅଶେଷ ଅଭିନନ୍ଦନ।
ଧନ୍ୟବାଦ 🙏🏻
🎉❤🎉❤🎉❤🎉❤🎉❤🎉❤🎉❤🎉 ଜୟ ଜଗନ୍ନାଥ ସ୍ବାମୀ ସବୁରି ଦୁଃଖ ଦୂର କର ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ଆପଣଙ୍କର ଓଡ଼ିଶା ର ବିଲୁପ୍ତ ହୋଇଯାଉଥିବା କଳା କୁ ଜୀବିତ କରି ରଖୀ ଥୀବାରୁ ଅଶେଷ ଅଶେଷ ଧନ୍ୟବାଦ 🎉❤🎉❤🎉❤🎉❤🎉🎉❤🎉❤🎉❤
ବହୁତ ଭଲ ଆଜ୍ଞା ।।।ବୋଇଲେ ଉଠ ବୈଦେହୀ ଉଷା ସୁକୁମାରଦେହୀ ✅✅✅ ସୁକୁମାରୀ ନୁହେଁ
ଏହା ଆମ ପାଠ ରେ ଥିଲା ❤❤❤❤❤
ଓହୋ କି ସୁମଧୁର ସଂଗୀତ........ 👌🙏❤
❤ ବହୁତ ସୁନ୍ଦର ସ୍ଵର ସଂଯୋଜନା ଓ କଣ୍ଠସ୍ୱର। ଧନ୍ୟବାଦ ସ୍ଵର ଝଙ୍କାର ଅନୁଷ୍ଠାନ।
ଧନ୍ୟବାଦ 🙏🏼
ବହୁତ୍ ସୁନ୍ଦର ପ୍ରଣାମ ଗୁରୁଜୀ
ସୁନ୍ଦର ବହୁତ ସୁନ୍ଦର, ବହୁତ ସୁନ୍ଦର
ରାଗ, ଚୋଖୀ, ହୃଦୟ ସ୍ପର୍ଶି
ବହୁତୀ ସୁନ୍ଦର 🎉🎉🎉
ମୋର ବହୁତ୍ ପ୍ରିୟ ଗୀତ। ଖୁବ୍ ସୁନ୍ଦର ଗୁରୁଜୀ ଗାଇଛନ୍ତି। ପ୍ରଣାମ ମହାଶୟ 🙏🙏
ସ୍ବଭାବ କବି ପଶ୍ଚିମ ଓଡିଶାର ସୁନାମଧନ୍ୟ କବି. ଉତ୍କଳର କବିସମ୍ରାଟ ଉପେନ୍ଦ୍ରଭଂଜ ସ୍ବଭାବ କବି ଗଂଗାଧର ମେହେର ବ୍ୟାସକବି ଫକୀର ମୋହନ ସେନାପତି ଅନେକ କବି ମହାନ୍ ଓ ଗୌରବ. ଜୟ ଜଗନ୍ନାଥ🙏
Khub Sundar paribesana🙏
❤🎉❤🎉❤🎉❤🎉❤🎉 ଜୟ ଜଗନ୍ନାଥ ସ୍ବାମୀ ତୁମରି ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ଅତି ସୁନ୍ଦର ଓଡ଼ିଶା ର ପରମ୍ପରା ସଂସ୍କୃତି
ଅତି ଭଲ ଆଜ୍ଞା ଆପଣଙ୍କ ସଂଗୀତ ଗାନ 🙏ସୁକୁମାରୀ ନୁହେଁ ସୁକୁମାର
ବହୁତ ହୃଦୟ ସ୍ପର୍ଶୀ ।
ଧନ୍ୟବାଦ।
After listening to this song, it feels like my mind has found peace.😊
I feel I am in heven.The wardings of the song are heart touching.No other song by any poet is more excellent than this song.l admire highly its poet composer Meher.Also sang melodiously.I enjoyed.
Nice song and video very beautiful 🙏🏻🙏🏻🙏🏻🙏🏻
Madhura paribesana 🙏🙏🙏
Dhanyabad 🙏🏼🙏🏼❤️
Gurujipranam😊
Gurujibahutatpranam😊sunderakantha😅saraswatimaaeraghellapua😊pranamguruji😊
Thank u achha laga .👍
ଅତୀତରେ ଏଭଳି ସୁମଧୁର ଗୀତର ରଚୟିତା ଏବଂ ସଂଗୀତ ନିର୍ଦ୍ଦେଶକ ଥିଲେ
Bahut badhia
Bahut sundar sir 🎉🎉
Dhanyabad 🙏🏻
Bahut sundar ,best voice
Thank You 🙏🏻
Sir.pranam. Abhinaya o swara very nice 👍
Hrudasparsi sir.ati Sundar paribesana.uchhakotira...🙏🏻🙏🏻
ବହୁତ ସୁନ୍ଦର Sir 🙏🙏🙏🙏🙏
Beautiful singing and congratulations to all team members 👌👌👌👌
Super 👍
❤❤
Ati sundara gayana 🙏
Very melodious
Ati sundar hoichhi
Atitare sthie dasakara dsama sreni pathyakhasadare ehi padya thila,atyanta bhabagarbhaka gita
Woww sooo amazing song and vdo ❤️
Bahut sunder geet...heart touching
❤️
Sir,
Please complete the song even though lengthy.
I am very eagerly waiting to listen the full song in your voice & style. Namaskar.
Bahut sundar gaichhanti
BAHUT SUNDAR GAICHHANTI
Dhanyabad 🙏🏻
❤❤❤the best manachhuan heichhi❤❤❤❤❤sir🙏🙏🙏🙏
ଓଃ ଚତ୍ମକାର
ଧନ୍ୟବାଦ 🙏🏻
ATI sundar.
Dhanyabad.
Bahut Sundar pranam sir
Heart touching 👌👌👌🙏🙏🙏
Excellent singing sir
Very nice very nice
Thanks a lot ❤️
Ati sunder. Sumadura kantha
ବହୁତ୍ ସୁନ୍ଦର୍
Saraswatimaankerghellapua
Very very beautiful .thank you very much .
ବହୁତ୍ ଆନନ୍ଦ ଲାଗୁଛି🎉❤❤❤
ଧନ୍ୟବାଦ 🙏🏻
ଜୟ ଜଗନ୍ନାଥ ।
Kanhu Mohanty jaleswar Balasore nice Thank you
Nice
Sundar gayan,
Thank u so much
Welcome 🙏🏻
Jay Jagannath
Best singing. Style
Nice song ❤
Sir, apananku bahut namaskar
sir.apanaku bahut namaskar
😅
ଏତେ କୋମଳ ସ୍ବର ମଧୁର କଣ୍ଠ, ମୃଦଙ୍ଗର ନାଦ, ସଙ୍ଗୀତର ନିବିଡ ମୁର୍ଛନା, ଅଦ୍ଭୂତ ସଂକଳନ।।
ଏମନ୍ତ ବିରଳ ସୃଷ୍ଟି!
ସମ୍ପୂର୍ଣ୍ଣ କାବ୍ଯ ଟିକୁ ଭାଗ ଭାଗ କରି ଗାଇ ଯାଆନ୍ତୁ। ଓଡିଆ ଭାଇଭଉଣୀମାନଙ୍କୁ ମୋହିତ, ଉତ୍ସାହିତ ଓ ଜାଗ୍ରତ କରାଇବା ହୁଅନ୍ତୁ।
ଅଥଚ keyboard ଓ ହାରମୋନିୟମ୍ ମାଡରେ ସମସ୍ତ ସଂଗୀତପ୍ରେମୀ ଓ ସାହାତ୍ଯାନୁରାଗୀ ଓ ସାଂସ୍କୃତିକ ବ୍ଯକ୍ତିଙ୍କର କାନକୁ ତତଲା ଲୁହାରେ ଫୁଟାଇ ଦେଇଛନ୍ତି, ବୁଝାପଡୁନାହିଁ କି ଛାମୁ?
ଏତେ ବୋଧଶୀଳ ପୁଣି ଏମିତିକା ଚଗଲା?
ଏତେ ପୌଢତ୍ବରେ ପୁଣି ଏଡେ ପିଲିଳିଆମି?
ନିରଞ୍ଜନ ସାର୍
କର ପଲ୍ଲବେନି ହାର ନ ଗାଇ
କର ପଲ୍ଲବେ, ନିହାର ମୁକ୍ତା ଧରି
ଗାଇଲେ ଭଲ ହେବ ।
ବହୁତ ସୁନ୍ଦର
❤❤