Many many thanks to the organizers. It proves that OLD IS GOLD. There is no requirement development as the so called development has destroyed the Humanity and Rationality.
Very nice song. I am proud of your school time song s.i like of your school time song and I am very happy so thank you all team. Mu mara school time belara katha sabu gati gati karu mane paduchi.ok thank you very much. God bless you SIR. ❤❤❤❤❤❤
ପ୍ରାଥମିକ ବିଦ୍ୟାଳୟ ସାହିତ୍ୟ ବହିର କବିତା ଗୁଡ଼ିକୁ ସଙ୍ଗୀତ ମାଧ୍ୟମରେ ଶୁଣାଇ ବୟସ୍କ ବ୍ୟକ୍ତି ମାନଙ୍କ ପିଲା ସମୟ ର ଅନୁଭୂତି ମନେ ପଡିଯାଏ। ପରିବେଷଣକାରି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।❤❤❤
Han amari prayasa sikshya sangita madhyamare paribesana kariba .
🙏🙏🙏
❤
Nice ❤❤❤😢😢😢
31:51 @@bhikaribalofficial
କବିତା ମାଧ୍ୟମରେ ପିଲା ଦିନର ସ୍ମୃତିକୁ ମନେ ପକାଇ ଦେଇଥିବାରୁ ଅଶେଷ ଧନ୍ୟବାଦ
ଗୀତ ଗୁଡିକ ଶୁଣି ବିଦ୍ୟାଳୟ ଦିନର କଥା ମନେ ପଡ଼ିଗଲା 😊
ଏବେବି ଇଚ୍ଛା ହୁଏ ସେହି ସମୟକୁ ଫେରିଯିବା ପାଇଁ।
ପିଲା ଦିନକୁ ମନେପକାଇ ଦେଇଥିବାରୁ ହୃଦୟରୁ ଧନ୍ୟବାଦ୍।
ମୁଁ ଓଡ଼ିଆ ବୋଲି ଗର୍ବିତ। ସଙ୍ଗୀତ ଗୁଡ଼ିକ ପୁର୍ନବାର ବିଦ୍ୟାଳୟ ର ପରିବେଶ କୁ ନେଇଗଲା। ଆପଣକୁ ଧନ୍ୟବାଦ୍।
ବହୁତ ବଢିଆ ସାର୍, ବହୁତ ବହୁତ ଧନ୍ୟବାଦ୍ ଅତିତର ସ୍ମୃତିକୁ ଜାଗୃତ କରିଥିବାରୁ ଆପଣ ଆମମାନଙ୍କୁ ବାଲ୍ୟାବସ୍ଥାକୁ ଫେରା ନେଇଛନ୍ତି। ନମସ୍କାର 🙏
ମୁଁ ପଞ୍ଚମ ଶ୍ରେଣୀରେ ପଢ଼ିଥିଲି ଏଇ କବିତା ଶିଖିବା ପାଇଁ ଅନେକ ମାଡ ଖାଇଛି ❤❤❤❤❤ ସେଦିନର ଏଇ ପୁରୁଣା ସ୍ମୃତି ମନେ ପଡିଯାଉଛି 💝💝💝
Bhai b mada khaichi
Mu bi brabala khaichi bhai
Keu ମସିଆ song
@@AnimaGouda-j7h tume janiparibani
ମୁଁ ବି ମାଡ଼ ଖାଇଛି ଭାଇ 😂
Sir namaskar🙏 ଏହି ଗୀତ ଟି ମୁଁ ଦୁଇ ମାସ ବାଦ ରେ ପାଇଲି ଆଉ ପାଇଛି ବହୁତ ଖୁସି ଲାଗିଲା . ସେଇ ପୁରୁଣା ସ୍ୱର ଯାହାକୁ ମୁଁ ସେଇ ସ୍ୱର ରେ ଗାଉ ଥିଲି. ବହୁତ ବହୁତ
ଧନ୍ୟବାଦ ସାର ଆପଣଙ୍କୁ 🙏
ଗୀତ ଗାଉଥିବା ବ୍ୟକ୍ତିଙ୍କୁ ଅଶେଷ ଧନ୍ୟବାଦ
ପିଲାଦିନ ମନେପଡେ। ଶୁଭକାମନା।
ବାସ୍ତବିକ୍ ଏହି ଗିତ ଶୁଣିଲେ ଏବେ ଆମ ଆଖିରୁ ଲୁହ ଆସିଯାଏ, ସେତେବେଳର କଥା ସବୁ ମନେ ପଡ଼େ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
❤❤
ସତରେ ଆମ ବାପା, ମାଆଙ୍କ ଅମଳର କବିତା ସବୁକୁ ଗୀତ ମଧ୍ୟମରେ ଉତ୍ଥାପନ ଅତ୍ୟନ୍ତ ଉଚ୍ଚ କୋଟିର, ହୃଦୟରୁ ଅଭିନନ୍ଦନ ଜଣାଉଛି
ଆମ ଅଭୁଲା ସ୍ମୁତି କୁ ସାଉଁଟିବା ନିମନ୍ତେ ଆପଣଙ୍କ ଏହି ପ୍ରୟାସ ଅତି ପ୍ରଶଂସନୀୟ l🙏
ଏହି ଗୀତ ଶୁଣି ମୋ ବିଦ୍ୟାଳୟର ସାହିତ୍ୟ ଦିଦି ,sir ଙ୍କ କଥା ମନେ ପଡ଼ୁଚି ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା କି କାହାରି ମନରେ ରାଗ ଅହଙ୍କାର ନଥିଲା ସବୁ ଭାଇ ଭାଇ ଥିଲେ miss you 😢😢😢😢😢😢😢
😢😢😢😭😭
😮❤😅😮😅😢😢😅😢😅😮😮😮😮😅
Satare,pila Dina ra sei Gita ghosa class room re...kete bhalodipaka sate thila,.😢😢sabu aji mane PADI jauchi au akhil re luha asi jauchi. Thank u ❤
ସରକାରୀ school କୁ ହିନ ଭାବୁ ଥିବା ଲୋକେ ଶୁଣନ୍ତୁ କେତେ ଭାବ ଗର୍ଭକ ଗୀତ ଗୁଡ଼ିକ...ସରକାରୀ school ଶିଖେଇ ପାରିବ,ଜୀବନ ଯୁଦ୍ଧ ରେ ସାହସ ର ସହ ଲଢ଼ିବା।ବହୁତ୍ ଭଲ ଲାଗିଲା ଗୀତ ଗୁଡ଼ିକ।ଗୋଟିଏ ଭଙ୍ଗା ଦଦରା school ଥିଲା ମୋର୍।ଆଜି ବହୁତ୍ ସୁନ୍ଦର୍ ହେଇ ଯାଇଛି।ଦେଇ ରାସ୍ତା ଦେଇ ଗଲେ ଇଚ୍ଛା ହୁଏ ମୋ ସ୍କୁଲ କୁ ପ୍ରଣାମ ଟିଏ କରିବାକୁ।ଆଉ ମୁଁ ପ୍ରଣାମ ଟିଏ କରି ମଧ୍ୟ ପକାଏ।।ଆମ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବୃଦ୍ଧାବସ୍ଥା ରେ ଉପନୀତ।ହେଲେ ଆଜିବି ତାଙ୍କ ଆଖି ମୋତେ ଚିଂହିଁ ପାରେ।ମୋ ନାଆଁ ବି ମନେ ରଖିଛନ୍ତି।ଆଉ ମୁଁ ନତ ମସ୍ତକ ରେ ପ୍ରଣାମ ଟିଏ କରେ।ଲାଗେ ସେଇ ପିଲା ଦିନ କୁ ଫେରି ଯାଇଛି।ଆଖିରେ ଲୁହ ଆସିଗଲା ମୋର୍।
Yes mam
Omra bie eka mata e sabu dekhi mu koha sambhali paruni akhire luha asi jauchi
Right
Ama bele sarakari school ra maryada thila abe au nahi😢
Ohhh... ଦିଦି kn କହିଦେଲେ ସ୍କୁଲ ଦିନ କଥା ସତ ରେ ଲୁହ ଆସିଗଲା
ଛୋଟ ବେଳର ଗୀତ ମନ ପକାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି ❤❤❤❤❤
ବହୁତ ସୁନ୍ଦର ପୁରୁଣା କଥା ମନେ ପଡ଼ିଯାଏ ଏ ଗିତ ଶୁଣିଲେ ପିଲାଦିନ ଫେରି ଆସନ୍ତା ଜୟ ଜଗନ୍ନାଥ ସ୍ବାମୀ ❤❤❤
❤
ସତରେ ପିଲା ବେଳ କଥାମନେ ପଡ଼ିଗଲା । ଧନ୍ୟବାଦ ।
ଅତି ଉଚ୍ଚ କୋଟିର ପ୍ରୟାସ।ପୁରୁଣା କବିତା ଗୁଡିକୁ ଗୀତମାଧ୍ୟମରେ ମନେ ପକେଇଥିବାରୁ ଅଶେଷ ଧନ୍ୟବାଦ।ଆଜି ଏହା ମାଧ୍ୟମରେ ମୋର ସେହି ଶିକ୍ଷକ ମନେ ମନେ ପଡନ୍ତି।
ଅନେକ ଖୋଜିଛି " ଧାରା ଶ୍ରାବଣ ମାସ" ଗୀତ ଟିକୁ କିନ୍ତୁ ପାଇନି। ଧନ୍ୟବାଦ୍ ଆପଣଙ୍କ ପାଇଁ ଖୋଜିବାର ଅନ୍ତ ଘଟିଲା।🙏🙏
, ମୁଁ ଏ ଗୀତ ଶୁଣିବା ସମୟରେ ପୁରା ପୁରି ପିଲା ଦିନ କୁ ଚାଲି ଯାଇଥିଲି l ଆପଣଙ୍କୁ ଅନେକ ଅନେକ 😊❤❤ ଧନ୍ୟବାଦ୍ ❤❤
🙏ଭାଇ ସତରେ❤ ଅତି ସୁନ୍ଦର ମହତ୍ଵ ପୂଣ୍ୟ ସଂଗୀତ ପାର୍ଥନା ଆଜି ବି ମନେପଡୁଛି
ଜୟ ଜଗନ୍ନାଥ
ପିଲାଦିନର ଅଭୁଲା ଓ ଦୁର୍ଲ୍ଲଭ ଅତୀତକୁ ମନେପକାଇ ଅପୂର୍ବ ଆନଦ ଦେଇଥିବାରୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି l
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ , ମନେ ପଡିଯାଏ ପିଲା ବେଳର କଥା , ଆଖିରୁ ଲୁହ ଆସି ଯାଉଛି, ସେତେବେଳେ ସାର ମାନଙ୍କୁ ପିଲା ଡରୁଥିଲେ , ଏବେ ସବୁ ବଦଳି ଯାଇଛି, ଆପଣଙ୍କୁ ମୋର ନମସ୍କାର ଭିଡିଓ ଦେଇଥିବାରୁ
Many many thanks to the organizers. It proves that OLD IS GOLD. There is no requirement development as the so called development has destroyed the Humanity and Rationality.
ଭଲ ଲାଗିଲା ସାର୍। ଆପଣ ଜଦି ଗିତ ବାଜିଲା ବେଳେ ସେହି ବହିର ଛବି ଗୁଡିକ ଏବଂ ବହିର ଚିତ୍ର ଗୁଡିକ ଦେଇଥିଲେ ଆହୁରି ଅଧିକ ଭଲ ହେଇଥାନ୍ତା ❤ ଧନ୍ୟବାଦ ଆପଣଙ୍କୁ❤
ବହୁତ ଭଲ ଲାଗିଲା ପିଲା ବେଳ ସ୍କୁଲ ଲାଇଫ କଥା ମାନେ ପଡିଗଲା
ଛୋଟ ଦିନର ବହି ଗୀତ କୁ ମନେ ପକାଇ ଦେଇ ଥିବାରୁ ବହୁତ ଧନ୍ୟବାଦ
ଜୟ ଜଗନ୍ନାଥ 🙏🙏🙏🙏🙏
ପିଲା ଦିନର ସ୍ମୃତି ମନେ ପକେଇ ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍।
ଭଗବାନ ଆପଣଙ୍କ ଚଲାପଥକୁ କୁସୁମିତ କରନ୍ତୁ।
ଜୟ ଜଗନ୍ନାଥ 🙏🙏🙏🙏🙏
ଏହି ଗିତ ଶୁଣି ସେହି ପିଲାଦିନ କଥା ଏବଂ ସାଥି ମନକୁଂ ମନେ ପଡି ଆଖିରୁ ଲୁହ ବାହାରି ପଡିଲା😢😢😢ଜଦି ପୁନି ଥରେ ସେହି ପିଲାଦିନ କୁ ଫେରି ଜାଈ ପାରନ୍ତେ ଭଲ ହୋଈଥାନ୍ତା।
❤❤❤❤❤❤
ଆଜି ଏହି ଗୀତ ଶୁଣି ମୁଁ ବହୁତ ଖୁସି.ମନେପଡେ ସେଇ ପିଲାଦିନ ପାଠ. ସତରେ ଆଜି ଆଉ ଏହି ପାଠ ନାହିଁ.
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଆମର ସେଇ ଓଡ଼ିଆ ଭାଷା ସାହିତ୍ୟରେ ଆହାଃ କୀ ସୁନ୍ଦର 😢😢😢😢
ବହୁତ ବହୁତ ଧନ୍ୟବାଦ ପିଲାଦିନର ସୃତିକୁମନେ ପଡିବା ସେହି ସମୟ ଆସନ୍ତା କି
ସତରେ ଆମ ପିଲା ଦିନ ଫେରି ଆସିଛି ମନେହୁଏ ଏହି ପୁରୁଣା ଗୀତ ଟି ମନେ ପକେଇ ଥିବାରୁ ଆମ ସାଙ୍ଗ ସାଥି ମାନଙ୍କ କଥାଓ ଗୁରୁଜୀ ଙ୍କ କଥା ମନେପଡେ ଏବେ ପରି ଲାଗୁଛି ଧନ୍ୟବାଦ 🙏🌹
ଅତି ସୁନ୍ଦର ଆମ ଏ ଓଡ଼ିଆ ପୁରୁଣା ଗୀତ ।
ଆଜିର ଏହି ନୂତନ ଦିନରେ ଆସୁଥିବା ନୂତନ ଗୀତ ଗୁଡିକରେ ଏଭଳି ମାଧୂର୍ଯ୍ୟ କଉଠୁ ଆସିବ !
ପୁଣି ଫେରିଯିବାକୁ ମନେ ହେଉଛି ସେହି ପିଲା ଦିନକୁ କିଏ ଅଛନ୍ତି ଫେରେଇ ଦେବ ସାଙ୍ଗ ମନେ❤❤❤❤❤❤❤😢😢😢😢
ଏହି ସବୁ ଗୀତ ଶୁଣି ପୁରୁଣା ଦିନର ସୃତି ମାନେ ପଡ଼ିଗଲା ❤❤❤
ଯେଉଁ ମାନେ ଏ କବିତା ଲେଖି ଯାଇଛନ୍ତି ସେମାଙ୍କୁ କୋଟି କୋଟି ନମସ୍କାର 🙏
ସତରେ ବହୁତ ଭଲ ଥିଲା ସେ ସ୍କୁଲ ଦିନ miss you sir
ଏପରିକି ଗୀତାର ପ୍ରଥମ ଅଧ୍ୟାୟ -ଅର୍ଜୁନସ୍ୟ ବିଷାଦ ଯୋଗ ବି ପଢା ଯାଉଥିଲା।
ଛୋଟ ବେଳ ର କଥା ମନେ ପକାଇ ଦେଲ । ଏହି ସବୁ ଗୀତ ବହୁତ ସୁନ୍ଦର ଭାବେ ପରିବେଷଣ କରିବା ପାଇଁ ଅଶେଷ ଅଶେଷ ଧନ୍ୟବାଦ ❤❤❤❤
Thanks
ଏଇ ଗୀତ ଗୁଡା ମୋ ବାପା ଙ୍କ ସମୟ ରେ ଥିଲା
ସେ ମୋତେ ଏ ଗୀତ ସବୁ ଶୁଣାନ୍ତି
ତାଙ୍କ ପ୍ରିୟ ପଦ୍ୟ - କାତ ଧରି ଧିରେ ନାଉରୀ ❤❤❤❤
Bhai mo bapa bi
Mo baba bi ganti ei Gita ti bahut Sundar .
Yes
ବହୁତ୍ ସୁନ୍ଦର୍ ପ୍ରୟାସ।ଛୋଟ ବେଲ ର ସବୁ ଗୀତ ମନେ ପଡ଼ି ଗଲା
Jay gaganatta
satare akhiru luha asigala bohut bohut dhanyabad
ଫେରି ଆସନ୍ତା କି ପୁଣି ସେଇ ପିଲାଦିନ😢 ସେଇ ଭଙ୍ଗା ଚାଳିଆ ଚାଟଶାଳୀ😢 ଗୁରୁଜୀଙ୍କ ବେତ ପାହାର । ଏକା ସାଙ୍ଗରେ ସମସ୍ତେ ମିଶି ବହି ଦେଖି ଗୀତ ଗାଇବା , ବର୍ଷା ଦିନ ମୁଣ୍ଡରେ ବସ୍ତାନି ଥୋଇ ଘରକୁ ଦୌଡିବା କାଦୁଆ ରାସ୍ତାରେ 😢ଭଙ୍ଗା ଛପର ରୁ ପାଣି ଟପ୍ ଟପ୍ ପଡୁଥିବା ଆଉ ଟେବୁଲ୍ ତଳେ ମୁଣ୍ଡ ପୁରେଇ ସାଙ୍ଗ ମାନକ ସାଥେ ବସି ଥିବୁ । କୁଆଡେ଼ ଗଲା ସେ ଦିନ , ଏ ଇଣ୍ଟରନେଟ ଦୁନିଆ ଯେବେଠୁ ଆସିଲା ସବୁ ଯେମିତି କୁଆଡେ଼ ସ୍ବପ୍ନ ହେଇଗଲା । ଆଜିକାଲି ଛୁଆ କଣ ଜାଣନ୍ତି ସେ ସମୟ କେତେ ସୁନ୍ଦର୍ ଆଉ ଅତୁଳନୀୟ ଥିଲା , ଇଣ୍ଟରନେଟ ଆଉ ମୋବାଇଲ୍ ପୂର୍ବର ଜୀବନ । ମୁଁ ଏବେବି ବେଳେବେଳେ ଭାବେ ,
ମୋ ଆୟୁଷ ସେତିକି ହେଇଥାନ୍ତା କି ଯେତିକି ଦିନ ମୋ ପିଲାଦିନ ଥିଲା😢 ଆଜିକାଲି ର ବ୍ୟସ୍ତ ବହୁଳ ଜୀବନ କୁ ଠେଲି ଠେଲି ଯିବାକୁ ଆଉ ଇଚ୍ଛା ନାହିଁ ।
Right
କଣ ନ କହିଲ ଭାଇ,,, ପୁରା ମନ କୁ ଖୋଳି ପକେଇଲ
😢
👍👍
Jay Jagannath ❤❤❤❤❤
ବହୁତ୍ ବଢିଆ ଲାଗିଲା ମୁଁ ପିଲା ଦିନ, ଗାଇ ଥିବା ଗୀତ ଗାନ କରି ଥିବାରୁ ବହୁତ ବହୁତ୍ ଧନ୍ୟବାଦ୍
ହୃଦୟକୁ ଛୁଇଁଗଲା 👌
ସତରେ ଏଗୀତ ଶୁଣିଲେ ସେଇ ପିଲା ଦିନର କଥା ମନେ ପଡ଼ୁଚି ! ଆଖିରୁ ଲୁହ ଆସି ଯାଉଚି।
ପିଲା ଦିନ ମନେ ପଡିଗଲା ।
ଅଶେଷ ଧନ୍ୟବାଦ
ପିଲା ଦିନ କଥା ବେସି ମନେ ପଡୁଛି miss you my school time 1 to 5 class and miss you my friend and sar mem 😅😢😢😂
ପିଲା ଦିନର ପ୍ରଥମ ପାଠ ପଢ଼ିବା ମଜା ନିଆରା ଏବଂ ତା ସହିତ ଶ୍ରେଣୀ ଗୃହରେ ସାଥି ବିଦ୍ୟାର୍ଥୀ ମାନଙ୍କ ସହିତ ହସ ଖୁସି ମୁହୂର୍ତ ରେ ଓଡ଼ିଆ ସାହିତ୍ୟ ବହି ର ଏହି ଗୀତ ମୁଖସ୍ତ କରି ସାଥି ବିଦ୍ୟାର୍ଥୀ ଙ୍କ କିଏ କେତେ ଶୀଘ୍ର ଗାଇପାରିବ ଏବଂ ଗୀତ ଗାଇବା ବେଳେ ସେ ମଜା ଅଲଗା 🕺🏼ଆଜି ବି ମାନେ ପଡିଲେ ପୁଣି ସେ ପିଲା ଦିନ ଫେରିଆସନ୍ତା କି ବୋଲି ମନରେ କୌତୁହଳ ସୃଷ୍ଟି ହେଉଛି l
ମୋର ଛୋଟ ଦିନ କଥା ମନେପଡିଯାଉଛି , ଏ ସବୁ ଗୀତ ମୁ ବହୁତ୍ ସୁନ୍ଦର୍ ସ୍ୱର ରେ
ଗାଉ ଥିଲି। କେବେ ବି ଭୁଲି ପାରିବିନି ଏ ସୁନ୍ଦର୍ ସୁନ୍ଦର୍ ଗୀତ ଗୁଡ଼ିକ କୁ ,ଲେଖକ ମାନଙ୍କୁ ଧନ୍ୟବାଦ୍ ❤❤❤❤
Thank you Apanku bahut bahut dhanyabad ahisabu ama pilabelara Gita pai
ଆହା କି ଆନନ୍ଦ👍
ଏବେ ତ ଆଉ କାଳିଜାଈ ର ସନ୍ଧ୍ୟା ନାହିଁ ଅଛି ପୁରୀର ସମୁଦ୍ର କୂଳର ସନ୍ଧ୍ୟା ଆଉ Jony Jony Yes Papa .
ବହୁତ ସୁନ୍ଦର 👍 ।
ଛୋଟ ବେଳର ସବୁ କଥା ମନେ ପଡିଗଲା,,,ସେ ୨୦ ବର୍ଷ ତଳର କଥା ସବୁ। ସତେ କେତେ ସୁନ୍ଦର ଥିଲା ସେ ସମୟ, ଫେରି ଆସନ୍ତା କି ଆଉ ଥରେ😢।
ମୋର school Life ମନେ ପଡିଯାଉଛି ଏଇ ଗୁଡ଼ାକ ଶୁଣିଲେ 😭😭😭😭😭🙏🏽🙏🏽
ଦୀର୍ଘ ୩୭ବର୍ଷପରେ ଆଜି ମନେ ପଡ଼ିଯାଉଛି ସେଇ ପିଲା ଦିନ, ସେଇ ଖପର ଛାଉଣି ସ୍କୁଲ, ସେଇ କବିତା କବିତାରେ ଥିବା ଫଟୋଗୁଡ଼ିକ , ଡିବିରି ଆଲୁଅରେ ରାତିର ପାଠପଢ଼ା ଓ ସେଇ ମୋର କାଲି ସରିଯାଇଥିବା ପେନ ଆଉ ମୋ ଅଜାଙ୍କ ପ୍ରଶ୍ନ |ମୋର ଗୁରୁଜୀ ଗୁରୁମା ଙ୍କୁ କୋଟି ନମସ୍କାର , ଆପଣଙ୍କୁ ଅଶେଷ ଧନ୍ୟବାଦ ❤❤❤❤
Aapananku dhanyavaad God bless you, remembering the memorable past.
ବହୁତ୍ ସୁନ୍ଦର୍.
ଏହି ଗୀତ ରୁ ଆମେ ବହୁତ୍ କିଛି ଶିଖିବାର ସୁଯୋଗ ମିଳୁଅଛି
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଛୋଟ ଛୋଟ ପିଲାମାନଙ୍କର ଉଦ୍ଧିଷ୍ଟ।
ମୋ ପିଲା ଦିନରେ ହଜେଇ ଦେଇଥିବା କିଛି ସ୍ମୃତି
ଅତୀତର ସ୍ମୃତି କୁ ସାଉଁଟି ଆଣିବା ଏତେ ସହଜ କଥା ନୂନ୍ହ, ଧନ୍ୟବାଦ ଆପଣଙ୍କର ପ୍ରାୟଶ ବହୁତ୍ ଉଚକୋଟିର 🙏
ମହାନ୍ ଆମ ଓଡ଼ିଆ କବି, ଲେଖକ ତାଙ୍କର ଶବ୍ଦ ମଧୁର୍ଯ୍ୟ ବର୍ଣ୍ଣନା। ଜୟ ଓଡ଼ିଆ ଭାଷା ସାହିତ୍ୟ❤❤
ମୋ ମାଆଙ୍କ ପଢ଼ିଲାବେଳର ପାଠ - ଧାରା ଶ୍ରାବଣ ମାସ। ବହୁତ ମନେ ପଡେ ଏ ଗୀତ। ❤
ବହୁତ ସୁନ୍ଦର ଆମର ଏ ଗୀତ ସବୁ ♥️
ବହୁତ୍ ଭଲ ଲାଗିଲା ଆମ ସ୍କୁଲ୍ କଥା
ଏ ଗୀତ ସୁଣିକି ଆଖିରୁ ଲୁହ ଆସିଗଲା ଭାଇ ତମକୁ ହୃଦୟରୁ ପ୍ରଣାମ 🙏🙏🙏
Kejito
ଏହି ଗୀତ ମାନଙ୍କୁ ମୁ ମୋ ପିଲାଦିନେ ବିଭିନ୍ନ ସ୍ୱର ରେ ଗାଇବାକୁ ଚେଷ୍ଟା କରୁଥିଲି। ଆଜି ସେସବୁ ଗୀତ କୁ ଏଠି ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍।
ବହୁତ ବହୁତ ଅଭିନନ୍ଦନ!
🙏🙏🙏🙏🙏🙏ହେ ଅତୀତ ତୁମେ ବହୁତ ମନେ ପଡ଼....❤❤❤❤❤
ଧନ୍ୟବାଦ ଭାଇ ସତରେ କେତେ ସୁନ୍ଦର ସମୟ ଥିଲା ଆଉ ଖୋଜିଲେ ମିଳିବନି ।❤❤❤
Suniki mo pila bela katha mane padigala 😢😢 ❤❤❤
କି ସୁନ୍ଦର ❤
ଧନ୍ୟବାଦ
ଧନ୍ୟ ବାଦ ଭାଇ ଆଖିରୁ ଲୁହ ଆସିଗଲା 😢😢😢
ଏସବୁ ସ୍କୁଳରେ ଆଉ ନାହିଁ ଧନ୍ୟବାଦ ବନ୍ଧୁ ମୋର ପୁନର୍ବାର ସେ ସ୍ମୃତି ସବୁ ଫେରିଗଲ ା ବହୁତ ବହୁତ ଧନ୍ୟବାଦ❤❤
ଅଭୁଲା ସ୍ମୃତି 🙏🏽
Bahuta bhala lagila pila bela school life katha mane padigala
Nice song
ପିଲା ଦିନ କଥା ବହୁତ ମନେ ପଡୁଛି 😔miss you 🥰❤️❤️❤️❤️❤️
ଅନେକ ଅନେକ ଧନ୍ୟବାଦ ସାର। ଯାହାକୁ ଅନେକ ଦିନ ଧରି ଖୋଜୁଥିଲି ଆଜି ପାଇଗଲି ।
ଏଭଳି କବିତାର ଆଉ ସୃଷ୍ଟି ନାହିଁ ।
👌👌ଖୁବ ସୁନ୍ଦର ଉପସ୍ଥାପନା......thank u Bhikaribal Office...
Dhanyabad bhai
🙏ବହୁତ ସୁନ୍ଦର 🙏
Pila bela ra a madhura gita gudiku sunila mara sanga manaku mane paduchi. Very very thanks. ❤❤❤❤
ସତରେ ପୁଣି ଥରେ ହଜିଯାଇଥିବା ସ୍ମୁତି କୁ ଆଜି ଆମେ ପାଇ ଆମେ ବହୁତ ଖୁସି ଲାଗୁଛି.. ❤❤😊😊👍🫶
Very beautiful song reminder children school career
ଦୟାକରି ପଲ୍ଲିକବି ନନ୍ଦକିଶୋର ବଳ ଙ୍କ ଡାଆଣୀୟା ଖରା, ଉପଲୋର୍ଡ
କରିବାକୁ ଅନୁରୋଧ,❤️❤️🌹🌹👌👌😪😪
👍👍 ଖୁବ୍ ସୁନ୍ଦର ଉପସ୍ଥାପନା
ଧନ୍ୟବାଦ୍ ଜଣାଉଛି
ଏ ଗୀତ ଶୁଶିଲ୍ଲେ ସ୍କୁଲ ମନେ ପଡ଼ୁଛି
Han
Hnn
Wow😮😮😮 heart touching
Remembering past child hood.
ମୋ ପିଲାଦିନ ମନେପଡ଼ିଗଲା... ଧନ୍ୟବାଦ
Very nice song. I am proud of your school time song s.i like of your school time song and I am very happy so thank you all team. Mu mara school time belara katha sabu gati gati karu mane paduchi.ok thank you very much. God bless you SIR. ❤❤❤❤❤❤
ଅତି ସୁନ୍ଦର ପ୍ରୟାସ
Memorise these meaningful and heart- touching songs around long years back
ଏହି ଗୀତ ଗୁଡିକରେ ଅଛି ମାଧୁର୍ଯ୍ୟ 👌
ଆଜି ର ଗାଁ ଆଉ ସେ ଆଗ ର ଗାଁ ହେଇ ନାହିଁ। ନା ଅଛି ସେ ବାଲି ଗୋହିରି ରାସ୍ତା, ନା ସେ ଚାଳ ଛପର ଘର, ନା ସେ ଗାଁ ର ଆମ୍ବ ତୋଟା, ନା ସେ ପୋଖରୀ।ଏବେ ଖାଲି କଂକ୍ରିଟ ଜଙ୍ଗଲ। ଏବେ ଗାଁ ର ମଣିଷ ର ମନ ବି ସେଇ କଂକ୍ରିଟ ଭଳି କଠିନ ଆଉ ଜଟିଳ। ଯାହା ହଉ ଏତେ ଦିନ ପରେ ପୁରୁଣା ଦିନର ସ୍ମୃତି କୁ ଜାଗ୍ରତ କରି ଥିବାରୁ ଅନେକ ଅନେକ ଧନ୍ୟବାଦ୍।
ଆହୁରି ଅନେକ ଗୀତ ଅଛି ଯଦି ଶୁଣାଇ ପାରନ୍ତେ ବହୁତ ଖୁସି ଲାଗିବ। ଯେମିତି
ଆମେ ତ ଭାଗୟବାନ ପିଲାରେ, ଆଉ କେ ଆମ ପରି ଥିଲା ରେ...
Nischaya chesta karibu .
Bahut sunder haechi thankyou ❤❤💝💝💘👍👍
ଏ ଗୀତ ପାଇଁ ବହୁତ ମାଡ଼ ଖାଇଛି ପ୍ରତିଦିନ
ଆମେ ତ ଭାଗ୍ୟବାନ ପିଲାରେ.......
ଅଶେଷ ଅଶେଷ ଧନ୍ୟବାଦ୍ ଭାଇ