@@taraprasaddas4804 pagal aurat . sanga hela kn hela ye kn karithila ki help baji pain ki desha pain . semiti hele baji ra ta 30 ta school sanga thibe samastanku debe na kn . wonam bhali bichara kara ni . man bhali chintadhara rakha
@@bhaiteravlogbala english na sikhile ta bapa kn indian ku indian re kama debana . india re job kamigalani baharaku jibaku hauchi so english is most important . first india ku china bhali karajau then english ra kichi jarorat nhi padegi
We have not seen Baji Rout . after seeing this,,it seems as we are talking and looking him...a grand salute to this great person who has spent his memorable moments with BAJI ROUT
Pranam mausa. Ur tone of talking,mode of talking speak d truth . U should be given freedom fighter pension. Hope u getting,if not move proposal to collector and DM Dhenkanal. U are deserving that.❤🎉
ବାଜି ରାଉତ ଙ୍କ ଜନ୍ମମାଟିରୁ ଆପଣଙ୍କର ଏହି ଭିଡ଼ିଓ ଆନନ୍ଦ ହେଲା । ଧନ୍ୟବାଦ ।
ମଉସାଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲
ସତରେ ମଉସାଙ୍କ କଥା ଶୁଣି ମୋ ରୁମ ଟାଙ୍କୁରୀ ଉଠିଲା ଧନ୍ୟ ତମେ ମୋହା ପୁରୁଷ ତୁମକୁ କୋଟି କୋଟି ଜୁହାର 🙏🙏🙏🙏🙏🙏🙏🙏🙏
ହେ ମହାନ୍ ବ୍ୟକ୍ତି ଆପଣଙ୍କୁ ପ୍ରଣାମ 🙏🙏🙏🙏 ଆପଣ ସେତେବେଳେ ଏତେ ଛଟୋ ଥାଇବି ଏତେ ସବୁ ମନେରଖିଛୋନ୍ତି ।
Old is gold ଏଇଥି ପାଇଁ କୁହାଯାଇଛି, ବୟସ୍କ ଲୋକ ଆଗ କାଳ କଥା ଆଖିରେ ଯାହା ଦେଖି ଛନ୍ତି, କାନରେ ଯାହା ଶୁଣିଛନ୍ତି ସବୁ କଥା ଅଙ୍ଗେ ଲିଭେଇ ଛନ୍ତି ସବୁ ସତ କଥା 🙏ଏ ମହାଶୟ ଙ୍କୁ 🙏
😔😔
ବିଲକୁଲ ଠିକ କହିଛନ୍ତି ଭାଇ
Apana Sethi thile aau ingreja mane tamaku chadi dele
ଟିକ କଉଛନ୍ତି ମଉସା 🙏🙏🙏🙏🙏🙏🙏🙏🙏
ଇଂରେଜ ମାନଙ୍କ ଅତ୍ୟାଚାର ସହିଥିବା ମହାନ ବ୍ୟକ୍ତି ମାନେ ଏବେ ବି ଅଛନ୍ତି, ଆଉ ଇଛା ହଉଛି ସେମାନଙ୍କ ପାଦଧୂଳି ନବାକୁ 🙏🙏🙏ମଉସା ଠିକ କହୁଛନ୍ତି ବାଜିରାଉତ ସହିଦ ହେଲାବେଳକୁ ବାର ବର୍ଷ ର ହେଇଥିଲେ 👍ଆଉ ଏ ମଉସା ଙ୍କୁ ସାତ ବର୍ଷ 🤔ଜୀବିତ ଇତିହାସ କୁ ସାମ୍ନା କୁ ଅଣିଥିବାରୁ ଧନ୍ୟବାଦ ସାର 🙏
@@akshyasahu4335 ଭାଇ ବର୍ତ୍ତମାନ 77ଵର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବ୍ୟକ୍ତି ପରାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିଲେ।ଅନେକ ବ୍ୟକ୍ତି ଏଭଳି ଆହୁରି ବଞ୍ଚିଛନ୍ତି।
ଇଂରାଜୀ ଭାଷା ହେଉଛି ମ୍ଲେଛ ଭାଷା । ବିଧର୍ମୀ ମାନଙ୍କ ଭାଷା । ଇଂରାଜୀ ଭାଷା କୁ ହଟାଯାଉ
ବାଜୀ ରାଉତ ଙ୍କ ସହିତ ସମସ୍ତ ସହୀଦ ମାନଙ୍କୁ ଶତ ଶତ ପ୍ରଣାମ ❤।
ମଉସା ଙ୍କୁ ବି ପ୍ରଣାମ 🙏
❤
😭🙏ସେହି ମହାନ ଆତ୍ମା ଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି 🙏😭
ଭାରତର ସର୍ବକନିଷ୍ଠ ସହୀଦ ବାଜି ରାଉତ ତଥା ସମସ୍ତ ସହୀଦ ମାନଙ୍କୁ କୋଟି କୋଟି ପ୍ରଣାମ 🙏🚩
Baji rout ku katay barsa hai thila marila belaku?
@@santoshpradhanfoodvlogsbaji rout ku 12 barsa heithila nd se deso pai jibon deo deithile
Around 12 year
@@natureinspirerelaxation8922 12 barsa ray 24 barsia kaama
Fghtiut
ଆପଣ ତାଙ୍କ ସାଙ୍ଗ ହୋଇ ଧନ୍ୟ l
ଜୟ ହିନ୍ଦ୍ 🇳🇪
Jay hind lekhichha hele bharata ra flag kouta janina 🤣🤣
@@bibhuti7502ଏ ବ୍ୟକ୍ତି ମଧ୍ୟ ସେ ଚୁତିଆ ରିପୋର୍ଟର ପରି
ଭାରତ ର ଜାତୀୟ ପତାକା କୋଉଟା ଜାଣିନ 😅
Murkha bharat ra flag kouta janinu 🇮🇳
ବାଜିଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ❤
Thank you
ମଉସା ଆପଣ ଙ୍କୁ ହୃଦୟରୁ ପ୍ରଣାମ ତମେ ଆମର ଓଡ଼ିଶା ମାଟିର ଗର୍ବ ଗଉର୍ବ ଶାହାସି ବାଜି ରାଉତ ଙ୍କୁ ଦେଖି ଛନ୍ତି 🙏🙏
ମଉସାଙ୍କୁ ସମସ୍ତଙ୍କ ହୃଦୟରୁ କୋଟି କୋଟି ପ୍ରଣାମ 🇮🇳🇮🇳, ଜୟ ଜଗନ୍ନାଥ🙏🙏🙏🙏
Mausamku. Sanman diyajau
Nobody -
I am at 1 am smiling seeing this HISTORIC MAN🥰☺️☺️👀🤍🇮🇳🇮🇳🇮🇳
JAY BHARAT
And now I am crying 😭😭😭
Hero heroine ଦେଖିଲେ ବସେଇବ studio ରେ ଆଉ ଏମାନେ କଣ ପାଇଁ standing haire ମୁର୍ଖ। ଟିକିଏ ବୁଦ୍ଧି ନାହିଁ।
Right
Right
Ekdam thik katha,
Yemane Nisa malik ku studio ku daakibe kintu
Right sir
ବସିକି କଥା କରାଉ ନାହାନ୍ତି
ବାଜି ରାଉତ ଙ୍କ ସାଙ୍ଗ ହିସାବରେ ତାଙ୍କୁ ସମ୍ମାନୀତ କରାଯାଉ
Ys bro
Respect kn karibe bhai ajira Dina re bi mousa nka situation re kichi bi change heini odisha government upare ghruna asuchi
Bhai nije sahid paribar hoi bahut problem face karuchanti aau ae ta bajia ra sanga chada govt yanka pain aau Kariba vabuchanti@@taraprasaddas4804
@@taraprasaddas4804 pagal aurat . sanga hela kn hela ye kn karithila ki help baji pain ki desha pain . semiti hele baji ra ta 30 ta school sanga thibe samastanku debe na kn . wonam bhali bichara kara ni . man bhali chintadhara rakha
ବାଜି ରାଉତଙ୍କ ଉପରେ ଓଲିଉଡ ରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଲେ ଭଲ ହୁଅନ୍ତା ।
bhai a oliwood indersti chakuli pitha ra kana ganibe sir,baji rout nka u pare kana film Kari be
Kahara setiki standard nahi tanka upare movi karibaku sir...
Kete bhala huanta, odisa re super duper hit huanta
Odia re telgu Hindi dubbed movie karibe...
Anubhav nahele babushaan in lead role as Baajia😂
ଆପଣ ଏଭଳି ଗୁପ୍ତ କଥାକୁ ଲୋକ ଲୋଚନକୁ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ କିନ୍ତୁ ଦୁଃଖର ବିଷୟ ଜଣେ ସ୍ୱାଧୀନତାର ପ୍ରତ୍ୟକଦର୍ଶୀଙ୍କୁ ଠିଆ କରି ପ୍ରଶ୍ନ ପଚାରିବା କେତେ ଯୁକ୍ତି ଯୁକ୍ତ କଥା ଆପଣ ମାନେ ବିଚାର କରିବେ 🙏
ଏମତି ଇଣ୍ଟର୍ଭ୍ୟୁ ପାଇଁ ଏହି ଭାଇ କୁ ଶୋଭ ପାଉ ନି aameti ଜାଗା ରେ ମନୋରଞ୍ଜନ ଯୋସି ରେପୋଟର ଦରକାର 😢😢😢😢😢😢😢
ମଉସା ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରମାଣ ମଉସା.. କିନ୍ତୁ ବୟସ୍କ ମଉସା ଙ୍କୁ ଏମିତି ଠିଆ କରି ପ୍ରଶ୍ନ କରିବା ଜମାବି thik ନୁହେଁ..ଟିକେ ବସେଇକି କଥା ହୁଅ.. 🙏🏻🙏🏻🙏🏻
ମଉସା ଙ୍କୁ ବହୁତ ବହୁତ ଧନ୍ୟବାଦ୍ ଅଙ୍ଗେ ନିଭାଇଛନ୍ତି ଏସବୁ ଇତିହାସ ଭଗବାନ ତାଙ୍କୁ ଭଲରେ। ରଖଙ୍କୁ ନମସ୍କାର
ଧନ୍ୟ ଏ ବ୍ୟକ୍ତି ମଧ୍ୟ ମହାନ କୋଟି କୋଟି ପ୍ରଣାମ ବାବା
ଆମ ଭାରତ ଆଜାଦ ହୋଇନାହିଁ ସମସ୍ତ ଭାରତ ରେ ଇଂରାଜୀ ଭାଷା ରେ ହିଁ କାର୍ଯ୍ୟ ହେଉଛି, ତେଣୁ ମୋର ଅନୁରୋଧ ଏହା ଯେ ଏହି ଇଂରେଜ ଲୋକ ଙ୍କ ଭାଷା କୁ ଆମ ଭାରତ ରେ ନିଷେଧ କରାଯାଉ 🙏🏻🙏🏻ଆଉ ଆମ ଭାରତୀୟ ଭାଷା କୁ ଆମ ଅଫିସ, ସ୍କୁଲ, କଲେଜ, ଶିକ୍ଷା କ୍ଷେତ୍ର ରେ ଉପୟୋଗ ହେଉ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ନିଜଘର ଖିରି ପୁରୀ ଆମ ଲୋକାଙ୍କୁ ଭଲ ଲାଗେନା ପର ଘର ମାଗିଅଣା ତିଅଣ ଆମକୁ ଭଲ ଲାଗେ😂🤣
@@bhaiteravlogbala english na sikhile ta bapa kn indian ku indian re kama debana . india re job kamigalani baharaku jibaku hauchi so english is most important . first india ku china bhali karajau then english ra kichi jarorat nhi padegi
ଏ ମଉସାଙ୍କୁ 🙏କଣ କହି ବି ଜାଣି ପରୁନି ହୃଦୟରୁ ଧନ୍ୟବାଦ୍ ଜଣାଉଛି 🙏🙏🙏🙏🙏
Baji Rout amar rahe.
You have become immortal and you will stay in the hearts of every Indian.
Odisha reporter plz rusticate this reporter from ur organization....
ମଉସାଙ୍କୁ mor କୋଟି ପ୍ରଣାମ ଆଜି ବି ସ୍ଵାଧୀନତା ବାଦୀ ଅଛନ୍ତି ତାଙ୍କ ସମୟରେ ବିତି ଯାଇଥିବା ପ୍ରତେକ ଘଟଣା ବହୁତ୍ କଷ୍ଟ ସାଧ୍ୟ।ବାଜି ରାଉତ ଅମର ରହେ 🙏🙏🙏🙏
କଣ କହିଵା ଆମର କେନ୍ଦ୍ର ସରକାର ଓଡ଼ିଶା ସରକାର ରେ ଥିବା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଵିଷୟ ରେ! ଏଭଳି ଘଟଣାର ଜୀବନ୍ତ ସାଖି ଥିବା ବ୍ୟକ୍ତିଙ୍କୁ ଚିନ୍ହିଁ ପାରିଲେ ନାହିଁ। ଜିଏ ଭୋଟ ଦେବ ତାଙ୍କୁ କେବଳ ଜାଣିବେ।
ଏମିତି କରି ଆମ ଜିବନ ବଞ୍ଚେଇ ଥିବାରୁ ମୁଁ ଆପଣଙ୍କୁ ପ୍ରଣାମ କରୁଚି 🙏🙏🙏🙏🙏🙏🙏🙏🙏
We have not seen Baji Rout . after seeing this,,it seems as we are talking and looking him...a grand salute to this great person who has spent his memorable moments with BAJI ROUT
ବହୁତ ସୁନ୍ଦର ନିୟୁଜ, ମନ ଖୁସି ହୋଇଗଲା
ମଉସା ଙ୍କ ଆଖି ଛଳ ଛଳ ହେଇ ଯାଉଛି 😭🙏😭
ସତ ରେ ଖୁବ୍ ଲୋମ ହର୍ଷଣ କଥା
ମଉସା ଙ୍କୁ ଶତ ପ୍ରଣାମ
ରାଉତ ସୁଖ ହେଉ କିମ୍ବା ଦୁଃଖ ସମସ୍ତଙ୍କ ସହିତ 🙏❤️ THE TRUE LEGEND BAJII ROUT 💐🇮🇳
🙏🙏🙏🙏😢କେତେ କଷ୍ଟ କରି ଏ ଦେଶକୁ ନୂଆ ଜିବନ ଦେଇଛନ୍ତି ସେମାନେ
ବହୁତ ସୁନ୍ଦର ଘଟଣା ଟି ଉପସ୍ଥାପନା କଲେ ଭାଇ
ଟିକେ ବେସେଇକି କଥା ହୁଅ l under matric media ଭାଇ
Se kebala di kaudira odia actor actress manku chair debe
kau media wala yeah na nahi gaon nahi murkha .tk basaiki katha hua
😂😂
ବାଜି ରାଉତ ଅମର ରହେ..... 🙏🙏🙏
ଅଭଳି news ପ୍ରସାରିତ କରି ଥିବାରୁ ଧନ୍ୟବାଦ୍
ଦୟା କରି untalent boy ଭଳି news ପ୍ରସାରିତ କରିବେ ନାହିଁ
We r so lucky to hear such a brave matter...
ବାଜି ରାଉତ ଅମର ରହେ
ଭାରତ ମାତା କି ଜୟ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ବହୁତ୍ ଦୁଃଖ ଦାୟକ ସେ ସମୟ 😢 ଲୋମ ଟାଙ୍କୁରି ଯାଉଛି ।। କେତେ ଯେ କଷ୍ଟ ରେ ଆମକୁ ସ୍ଵାଧୀନ ମିଳିଛି ସେ କଥା ବୁଝିବା ବେଳକୁ ଆଖିରୁ ଲୁହ ଆସିଯାଇଛି 😢।।। ଜୟ ହିନ୍ଦ୍
The. SUPER HERO of INDIA BAJI ROUT...❤ Him too much...kaas puni ASANTU se Mahan ATMA....🙏🙏🙏
😰😰😰😰😰 ଢେଙ୍କାନାଳର ଗୌରବ ତଥାଉତ୍କଳ ମାଟିର ବୀର ପୁତ୍ର ବାଜି ରାଉତ ଅମର ରହେ 🙏🙏
Thankful to this journalist and this news channel for telecast this type of news 🙏
Absolutely right👌👌
Sir ଏତିକି ଟିକେ respected ଦେବା କି ନାହିଁ ସିନିୟର୍ citizen ଲୋକଙ୍କୁ ତାଙ୍କୁ ଠିଆ କରିକି interview ନେଉଛନ୍ତି ଆଶା କରୁଛି କି ଆଗକୁ ଆଉ ଏମିତି ଭୂଲ ହେବ ନାହିଁ jai jagannath swami 🙏🙏🙏🙏
ଅସଭ୍ୟ ରିପୋର୍ଟର... ଏତେ ବୃଦ୍ଧ ବୟସ୍କ ଜଣେ ମହାନ ବ୍ୟକ୍ତି ଙ୍କୁ ଠିଆ କରେଇ ପ୍ରଶ୍ନ ପଚାରୁଛ... ଟିକେ ଖରାପ ଲାଗୁନି...
Thanks to odisha reportor for that kind of news.
ସତରେ,ଆପଣଙ୍କ କଥା ମୋ ଜେଜେ ଙ୍କୁ ମନେ ପକାଇବା ସହିତ ମୋ ଦେଶର ପରାଧିନତା ର କରୁଣ ଦୃଶ୍ୟ ଅନୁଭୂତ ହେଲା।ଆପଣଙ୍କ ଚରଣ ସ୍ପର୍ଶ ଜେଜେ
ଅଶେଷ ଧନୟବାଦ୍
ମଉସା ଆପଣକୁ କୋଟି ପ୍ରଣାମ, 🙏ଆଜି ବି ସେ ବିଭିଷିକା ଆପଣକୁ କଷ୍ଟ ଦେଉଛି ଓ ଅପାଙ୍କ ସେ ଘଟଣା ଦେଖିଛନ୍ତି 🙏🌹
Paying you my reverential pranam as you were the friend of Baji Rout, the youngest freedom fighter/martyr of India.
ସାନ ସିନା ଦାନ ତା ମହାନ୍ ❤❤❤❤❤😢କିଛି ତ deiparibani ଆଖିରୁ ଟିକେ ଲୁହ ମୋ ସ୍ଵାଧୀନତା ସଂଗ୍ରାମୀ ବାଜିଆ ପାଇଁ 😢😢😢😢😢🙏
ଏଇ reporter ଭାଇ ଙ୍କୁ ଚପଲ ହାରଟିଏ ପିନ୍ଧାଇବାକୁ ଇଚ୍ଛା ହଉଚି କାରଣ ଆପଣ ମାନେ ଜାଣିପାରୁଥିବେ।।
😂😂😂😂😂
ମଉସା ଏତେ ଗୁଡ଼େ ଆମ୍ବ ଗଛ ମଧ୍ୟ ଲଗେଇ ଛନ୍ତି ସବୁ ଗଛ ଆଜି କେତେ ସୁନ୍ଦର ବଢି ଫୁଳ ଫଳ ଦେଉଛନ୍ତି
ବହୁତ ବଢିଆ ପ୍ରୟାସ 👏👏
ଏତେ ବୟସ ର ବ୍ୟକ୍ତି କୁ ଠିଆ ଠିଆ ରେ interview, ଦେହ ଥରୁଛି ବୃଦ୍ଧ ବ୍ୟକ୍ତିଙ୍କର,ଲଙ୍ଗୁଳି ମାନଙ୍କୁ ପାଖରେ ବସେଇ ବସେଇ int. କରୁଛ, ଧନ୍ୟ ତୁମ ଲୀଳା. ଦୟାକରି ଟିକିଏ senece ରଖ...
You are great Mousa
Mora koti pranam
Jaya hind Jaya Bharat 🙏🙏🙏
ଧନ୍ଯ ନୀଳକଣ୍ଠପୁର ଗାଁର ମାଟି
ମଉଷା ଙ୍କୁ ପ୍ରଣାମ ।
❤ From Anandapura, ODISHA.......
ଏଇ ଭଳି ଖବର ପ୍ରସାରଣ କରିଥିବାରୁ ବହୁତ୍ ବହୁତ ଧନ୍ୟବାଦ ଏବଂ ସେ ମଉସାଙ୍କୁ କୋଟି କୋଟି ନମନ
We are the last generation having opportunity to see our respected freedom fighters and people who witness of British era
Yes🎉
Really
ଏତେ କମ୍ ବୟସ ରେ ସେ ନିଜ ମାଟି ପାଇଁ ବଳିଦାନ ଦେଇ ଦେଲେ 🙏 କୋଟି କୋଟି ପ୍ରଣାମ ତାଙ୍କୁ
Baji rout was a very brave and true patriot person ❤❤
ଆଉ କିଛି ସଂଗ୍ରହ କରାଯାଉ ଏହି ଓଡ଼ିଶାର ସ୍ମୃତି କୁ
This reporter doesn't know how to give respect to a freedom fighter calling him BAJIA
ଯେହେତୁ ସେ ମଉସା ବାଜିଆ କହୁଛନ୍ତି ତାଙ୍କ ସହ କଥା ହେବାକୁ ସୁବିଧା ହେବାକୁ ବାଜିଆ ବୋଲି କହିଛନ୍ତି ସ୍ୱାଧୀନ ରାଉତ ଜଣେ ଭଲ ରିପୋର୍ଟର 🥰🥰
@@daitarymohanty2107 Yes Bro 👍🏻👍🏻
Ahi mahan loka manka pai aji ame santy se banchi paruchu 🥺🥺🥺🥺🥺
JAI HIND. PRANAM. Government SHOULD HELP TO FREEDOM FIGHTER BAJI ROUT FRIEND.
ବହୁତ ଭଲ ମଉସା ଆପଣଙ୍କୁ ଦେଖିବାକୁ ଇଛା ହଉଛି ପାଖରେ
We are proud to this man who was the youngest sahid in india 🙏
ସ୍ଵାଧୀନତା ସଂଗ୍ରାମୀ ଙ୍କ ସାଙ୍ଗ ଙ୍କୁ ନମସ୍କାର 🙏, ଯିଏ ନିଜ ପୂର୍ବ ପୁରୁଷ ଙ୍କୁ, ନିଜ ଇତିହାସ ପ୍ରତି ଅବହେଳା ପ୍ରଦର୍ଶନ କରିଛି ସେ ସଭ୍ୟତା ନଷ୍ଟ ହେଇ ଯାଇଛି। ଆଜି ର ପିଢ଼ି ଅନେକାଂଶରେ ପାଶ୍ଚାତ୍ୟ ସଭ୍ୟତା ର ଅନୁକରଣ, ଅନୁସରଣରେ ଯୁକ୍ତି ତର୍କ କରି ଜୀବନ ଜିଉଛି ।
Mausa nk Katha suni mo akhire bi luha 😢😢asijauchi
Jay hind
Thik katha bhai
ସେଦିନର କଥା ବର୍ଣ୍ଣନା କଲା ବେଳେ ଆଖିରେ ଲୁହ ଆସଗଲା 😢, ମଉସାଙ୍କୁ ଗୋଟେ ଚେୟାର ରେ ବସାଇ ପଚାରି ଥିଲେ ଭଲ ହୋଇଥାନ୍ତା,😢
Jai hind🇮🇳🇮🇳🇮🇳🇮🇳🇮🇳🇮🇳
ଗୁଳି କରି ଇଂରେଜମାନେ ଲଜ୍ଜିତ କିନ୍ତୁ ଗୁଳି ଖାଇ ଭାରତୀୟ ମାନେ ଗର୍ବିତ | ଜୟ ହିନ୍ଦ |
ଗୁଳି କରି kou ଇଁରେଜ ଲଜ୍ଜିତ ଜଣଙ୍କ ନାମ କୁହନ୍ତୁ ?
Pranam mausa. Ur tone of talking,mode of talking speak d truth . U should be given freedom fighter pension. Hope u getting,if not move proposal to collector and DM Dhenkanal. U are deserving that.❤🎉
ବେଲ ବେଳେ ଏମିତି ଲୋକଙ୍କ ପାଖରେ ପହଚିବ ଦରକାର thanks
Salute to great soul❤
Jaya jagannatha
ଓଡ଼ିଆ ପୁଅ ଜ୍ଞାନ ପାଇବ କୋଉଠି ନବୀନ ତାଙ୍କ ବୋପା ଧନ୍ୟ ରେ ପୁଅ
Baji Raut Katha sunili ama akhire bhi luha asuchi. Ate chota Chua desa pain nija jiban dela. Se bada sahid ama desa jati pain. Salam
ମଉସାଙ୍କୁ ସର୍ବ ପ୍ରଥମେ ମୋର କୋଟି କୋଟି ପ୍ରଣାମ 🙏କାହାଣୀ ଟି ଅତି କଷ୍ଟ ଦାୟକ ସାରା ଓଡ଼ିଶା ଜାଣିଛିି ତଥାପି ସେ ଯୁଗର ମଉସା ଅଛନ୍ତି ବହୁତ ଖୁସି ଲାଗୁଛି ମଉସାଙ୍କ ପାକୁଆ ପାଟିରୁ ଅତି ସୁନ୍ଦର କଥା ଶୁଣିବାକୁ ମିଳିଲା ସେଥିପାଇଁ ବହୁତ୍ ବହୁତ୍ ଧନ୍ୟ ବାଦ ମଉସା 🙏ସେହି ଭିତରେ ଆପଣଙ୍କର ଗୋଟିଏ କଥା ମନକୁ ଛୁଇଁଲା ବହୁତ ଟିକେ ହସି ଦେଇ କହିଲେ ହଁ ମା ସାଙ୍ଗରେ ପଳେଇଲି ଅତି ସୁନ୍ଦର ଲାଗିଲା ବହୁତ ବହୁତ ଅନ୍ୟବାଦ ମଉସା 🙏❤❤🙏
Jayhind 🇮🇳🇮🇳🇮🇳🇮🇳🙏🙏🙏
ଭଲ ଲାଗିଲା interview. ସହିଦ୍ ବାଜି ରାଉତ ଅମର ରହେ ।
Satare mausha bahut mahan Old is Gold maushanku Sanmankaribakatha sia Amapaee Garba Jay Jagannath 🙏🙏🏻🙏
He mahan byakti apanaknu pranam karuchi 🙏💐💐
Jay hind ❤
ଏହି ମଉସା ଙ୍କ ବୟସ 92 ବରସ ହେବ ସେ କେମିତି ମନେ ରଖିଛନ୍ତି 🙏🙏🙏ଧନ୍ୟବାଦ ମଉସା
Thanks. Very good interview. You explore such type of untold events for Odia people and publish in your Channel.
Wah 🎉ବହୁତ୍ ଭଲ👍ମଉସା ଙ୍କୁ 🙏
ପ୍ରଣାମ ପିତା ❤🙏🙏🙏
ବାଜି ରାଉତ ଙ୍କ ଶହୀଦ ହେବାର ତୁରନ୍ତ ପରେ ଇଂରେଜ ଫୋୖଜ ର ମୂଖ୍ୟ - ମେଜର ବେଜେଲଗେଟ୍ ଙ୍କୁ ରଣପୁର ଜନସାଧାରଣ ଉଚିତ ଅଭ୍ୟର୍ଥନା କରିଥିଲେ। ଉତ୍ୟକ୍ତ ଜନତାଙ୍କ ଭିତରେ ରିଭଲଭର ହସ୍ତେ ସଦର୍ପେ ଚାଲୁଥାଏ ମେଜର। ଉତ୍ୟକ୍ତ ଜନତାଙ୍କ ଭିତରୂ କେହି ଜଣେ ଅଗାନ୍ଧୀବାଦି ମେଜର ହାତରେ ଦେଲା ଶକ୍ତ ଠେଙ୍ଗା ପାହାର। ରିଭଲଭର କୁଆଡେ ଛିଟିକି ପଡିଲା। ଏଥର ଦଉଡ ଦେଲା ମେଜର। ଦଉଡି ଯାଇ ଜଣଙ୍କ ଭଙ୍ଗା ଶଗଡ଼ ତଳେ ଲୁଚିଗଲା। ଏତିକି ବେଳେ ଆଉ ଜଣେ ଅଗାନ୍ଧୀବାଦି ସେହି ଶଗଡ଼ ପାଖ ଜର୍ଜର ଚାଳରୁ ବାଉଁଶ ଟିଏ ଭିଡ଼ି ଆଣି ଖେଂଚି ଦିଅନ୍ତେ ମେଜର ସଶରୀରେ ପ୍ରକଟ ହେଲେ। ତାପରେ ସେ ବାଉଁଶ ଖୁବ ଜୋରରେ ମେଜର ଙ୍କ ଖପୁରୀ ଉପରେ ଅବତରଣ କରିବା ଯୋଗୁଁ ସେ ମଲେ। ବ୍ରିଟିଶ ମହଲରେ ଆତଙ୍କ ଖେଳି ଗଲା। "ଜଣେ ମେଜର ମରିଗଲା?" ବ୍ରିଟିଶ ପାର୍ଲିଆମେଣ୍ଟ ରେ ଆଲୋଚନା ଚାଲିଲା। ଇନକ୍ୟୁଆରୀ କମିସନ ଅର୍ଡର ହେଲା। କମିସନ ରିପୋର୍ଟ ଦାଖଲ କଲା। ରିପୋର୍ଟ ମୂଳେ ଇଂଲଣ୍ଡ କୋର୍ଟ ରେ ବିଚାର ଚାଲିଲା। ଜୁରୀ ମାନେ ମେଜର ଙ୍କ ଵର୍ଡିଗାର୍ଡ ଯେଉଁ ମାନେ ପ୍ରତ୍ୟକ୍ଷଦର୍ଶୀ ଥିଲେ, ସେମାନଙ୍କୁ ପ୍ରଶ୍ନ କଲେ -"How Major Bazelgate was killed?"
Ans- " Sir, by Bamboo stick."
Q- "What? Bamboostick? Is it more powerful than Revolver?"
Ans- "Sir we don't know."
Jury- "We want to see Bamboo stick" ରଣପୁର ଜଙ୍ଗଲରୁ ୫୦୦ ବାଉଁଶ ତଡାହୋଇ ଜାହାଜ ରେ ଇଂଲଣ୍ଡ ଗଲା। ସେ ମେଣ୍ଢାଗିହା ଜଜ୍ ମାନେ ନାନା ପରୀକ୍ଷା ନିରୀକ୍ଷା କରି ଶେଷ ନିଷ୍ପତ୍ତି ରେ ପହଞ୍ଚିଲେ ଯେ ଉତ୍ୟକ୍ତ ଲୋକମାନେ ଅତି ନିର୍ମମ ଭାବେ ଵାମ୍ଵୁଷ୍ଟିକ୍ ରେ ଛେଂଚିବା ଯୋଗୁଁ ମେଜର ମରିଗଲା। ତାପରେ ରଣପୁର ଅଞ୍ଚଳ ରେ ଦୁଇ ମାସ ଧରି ବିଭତ୍ସ ଦମନ ଲୀଳା। ବ୍ରିଟିଶ ଅକ୍ସଫୋର୍ଡ ଶବ୍ଦକୋଷକୁ ରଣପୁର ବାସୀ ଦେଇ ଗଲେ ଏକ ନୂତନ ଶବ୍ଦ - " Bazelgated" ଯାହାର ଅର୍ଥ ହେଉଛି ଅତି ନିର୍ମମ ଭାବେ ହତ୍ୟା କରିବା।
Source - "RANPUR BIDROHO" By Satyabadi Baliarsingh
ବାଜି ରାଉତ ଅମର ରହେ
Bhalo lagila satore kichi puhurta pain hojijaithili.....khub sundar.....bayaska lokonko interview nelabele bosibaku debe....thank you...khub bhalo
Jay jagannath 🙏 Jay bharat 🇮🇳🙏 Jay odisha 🇮🇳🙏❤ Odisha
ଯଉ ପିଲାର ଅଜା କି ଜେଜେ ବାପା ହୋଇଥିବେ ଏହି ମଉସା ଜଣକ ସେ ପିଲାଟି କେତେ ଭାଗ୍ଯବାନ୍ କେତେ ଶିକ୍ଷ୍ୟା ପାଇପାରିବ 😊 ପ୍ରତ୍ୟେକ ଟି ଘରେ ଏହି ଭଳି ଅଜା କି ଜେଜେ ବାପା ଟେ ନିହାତି ଦର କାର ଆଜିକା ପିଲାଙ୍କ ପାଇଁ |
Congratulations ❤
Very shad tearful matter of our country cruel engladian
You are lucky dadu
Salute to Baji Rout🙏🇮🇳🙏
🙏ହୃଦୟ ରୁ ନମନ୍ ସେହି ସହିଦ ମହାନ୍ ବିରପୁତ୍ର ମାନଙ୍କୁ 🙏
Baji rout amar rahe..
ମଉସାଙ୍କ ହସ ଟି ମନମୁଗ୍ଧକର। ଅତି ନିଶ୍ଚଳ ଖୁସି ।