Story , Direction, Acting , Screenplay, voice everything in great synchronization .... Once listened feeling like listening this bhajan song in infinity loop... Felt 6 mins song wondered me 60 mins around Puri Jagannath Temple . 🙏🏼🙏🙏🙌🥰. Listening this type of Bhajan song feels like entering into Temple and see Lord Jagannath 🙌🙌🙌
@@sovansamal By the bless of lord Jagannath become a good actor who lives in heart of millions ..... 🙏🤗, your acting is connecting to the lyrics with the story in the videos and to lord Jagannath also ... keep improving ❤.
@@sovansamalBHAI Sita kanta(goosebumps) maarideuchi tuma emotion aau thakuranka face dekhiki , Super super super creation .ei hi heuchi prakruta bhalapaiba. Jay Jagannath 🙏
ତୁ ଲେଖିଦେଲେ ବସି ଚିଠା , ସେ ହୁଏରେ କାଳେ ଗୀତା ! 😍🎼🎶 ତୁ ସକାଳ ବ୍ରହ୍ମ ର ସିନ୍ଧୁ, ମୁଁ ତୋ ଆଗେ ବିଚାର ବିନ୍ଦୁ... Most attractive and both was fabulous & Heart❤️ touching line 👏👏 Keep continue such Jagannath song with Sourav & all the best sovan bhai ❤️
Jagannatha nku semiti dekhile Kanda lage puni e song ta Suni ki aahuri Kanda laguchi , SE mote Sabu sukha deichhanti aau jaha chahibe debe 🙏 Prabhu samastanku bhalare rakha 🙏🙏🙏
Hrudaya sparsi video tiye ❤ajika date re amiti songs miliba v kosto bohot bholo heichi🥰dhanyabad amiti gito amoku debaru au jiye a gitoku lekhichonti au ya pochare thiba team nku dhanyabad🙏🏻radhe radhe
Jaga kahini kahaku… satare ei pada tire kete bhaba achi ❤. Ei heuchi bhala paiba ame januche jaga heuchi param bramha puni taku nija chhua parika sneha karuche, tu tu kari ali karuche 😊. Ei bhakta bhagwan bhalapaiba au keunthi dekhibaku mileni❤❤❤
Sourav bhardawaj u r born for a special purpose.Jagannath bhajan in ur voice gives goosebumps.something different. U can also mesmerize JAGA in your voice . Lord jagannath also waiting for ur next bhajan
I don't know how many times I heard this bhajan. my mother tongue is telugu. I don't know the meaning of this song. but I know this is a bhajan on jagannath prabhu. Souray bharadwaj sang it so melodiously I can't express in my words. so beautiful.
He jaga to pakhare mar atiki prathana mate jete dukha dauchu de kintu mo bapa maa au mo 2 bhauni ku mo khusi sahit a duniar sabu khusi milu Jay jagannath
Story , Direction, Acting , Screenplay, voice everything in great synchronization ....
Once listened feeling like listening this bhajan song in infinity loop...
Felt 6 mins song wondered me 60 mins around Puri Jagannath Temple . 🙏🏼🙏🙏🙌🥰.
Listening this type of Bhajan song feels like entering into Temple and see Lord Jagannath 🙌🙌🙌
thank you so much, jay jagannath 🙏❤️
@@sovansamal By the bless of lord Jagannath become a good actor who lives in heart of millions ..... 🙏🤗, your acting is connecting to the lyrics with the story in the videos and to lord Jagannath also ... keep improving ❤.
U
@@sovansamalBHAI Sita kanta(goosebumps) maarideuchi tuma emotion aau thakuranka face dekhiki ,
Super super super creation .ei hi heuchi prakruta bhalapaiba.
Jay Jagannath 🙏
@@anilkumarsahu769 bahut bahut dhanyabaad, jay jagannath 🙏❤️
ଜୀବନରେ ସମସ୍ୟା ଯେତେ ବି ଥାଉ ନା କାହିଁକି ଚିନ୍ତା କଲେ ତାହା ଦ୍ବିଗୁଣ ହୋଇଥାଏ ! ନୀରବ ରହିଲେ ତାହା ଅଧା ହୋଇଥାଏ ! ଧୈର୍ଯ୍ୟ ରଖିଲେ ତାହା ସଂପୂର୍ଣ ସମାପ୍ତ ହୋଇ ଯାଇଥାଏ ! ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଥାଏ ! “ଜୟ ଜଗନ୍ନାଥ” 🙌🙌
💯 %
Sabuthu sundar comment
Hmmm
Damn true
Jay jagannath🙏🙏🙏
ମୁଁ ଏ ଜଗନ୍ନାଥ ରାଜ୍ୟ ରେ ଜନ୍ମ ହେଇଛି ବୋଲି ବହୁତ୍ ଗର୍ବିତ। ବହୁତ୍ ସୁନ୍ଦର୍ ଦୃଶ୍ୟ ନେଇଛନ୍ତି। ଆଖିରୁ ଲୁହ ଆସିଗଲା 😣
😭
JAGA MATE BHALA KARIDE RE MO BAPA MAA BHASI JIBE 🙏🙏
Jai jagannath
ଗର୍ବ ଲାଗୁଛି ଯେ, ଭାଇ ମାନେ ଏବେ କାର ଯୁବ ପିଢି ହେଇ ମଧ୍ଯ ଫାଲତୁ ରିଲ୍ସ ପଛରେ ନ ଗୋଡେଇ ଏତେ ସୁନ୍ଦର ଭିଡିଓ ବନଉଛନ୍ତି।ଜୟ ଜଗନ୍ନାଥ 🙏🙏🙏
Bhala Katha pade kahila bhai
ସବୁ ସେ ଜଗନ୍ନାଥଙ୍କ ଇଚ୍ଛା
Bhai thik kahichha
Bhai thik kahicha❤
Right kahahila Bhai Jay jaganatha 🙏
ଏଇ ସୁନ୍ଦର କଣ୍ଠ ତଳେ ଥିବା କୋହକୁ ଅନୁଭବ କଲା ବେଳକୁ ଶରୀରର ସମସ୍ତ ରୁମ ତାଙ୍କୁରୀ ଉଠୁଚି । ହେ ମହାବାହୁ 🙏🥺❤️
Ha mu ta last re kandipakeili
ମୁଁ ଭାଗ୍ୟବାନ ଯେ ମୁଁ ଓଡ଼ିଶା ମାଟି ରେ ଜନ୍ମ ଗ୍ରହଣ କରିଛି।।।। ଯୋଉଠି ଜଗନ୍ନାଥ ଙ୍କ ଧାମ ଅଛି
ଯଦି ଜଗନ୍ନାଥ ଙ୍କ ଭଜନ ଶୁଣି ଆଖି ରୁ ଲୁହ 2 ଟୋପା ନଝରେ ସେ ଭଜନ ଶୁଣିବା ଜା ନଶୁଣିବା ସେୟା ...❤❤❤
Hn bhai
Vai starting ru ending jaen baharichi jete thara dekhile b moo vai 🙏🙏🙏🙏
Yes its true line ❤❤❤❤❤
ଏଇ ଛୋଟିଆ ପ୍ରୟାସ ମାଧ୍ୟମରେ ଭଗବାନ୍ ଆମ ସାହିତ ଥିବାର ପ୍ରମାଣ ଦେଖେଇଲେ। ଆପଣକୁ ବହୁତ ଧନ୍ୟବାଦ
ମୋ କାଳିଆ ପରି କିଏ ହେବ ❤ ସଭିଙ୍କୁ ମୋହ ରେ ବାନ୍ଧି ରଖିଚି 😊 ଜୟ ଜଗନ୍ନାଥ ହରିବୋଲ 🙏
ସିଏ ସଂଯୋଗ ହେଉ ବା ଭଜନର ମାଧୁର୍ଯ୍ୟତା ହେଉ.....ସୌରଭ ଭାରଦ୍ୱାଜଙ୍କ କାଳିଆ ଭଜନ ଏବଂ sovan ଙ୍କୁ star cast ରେ choose କରିବାଟା ସବୁବେଳେ ସଫଳ ସାବ୍ୟସ୍ତ ହୋଇଛି..... ହେ ଜଗା ହେଉ ବା ଜଗତର ଜମିଦାର ❤❤❤❤🎉
କାଳିଆ ମୋର ସବୁ ଖୁସି ପାଇଁ ତୋତେ ଧନ୍ୟବାଦ ❤
ପ୍ରେମ ରେ ଧୋକା💔 ଖାଇଲା ପରେ ଏ ଭଜନ ଶୁଣି ମୋ ମନକୁ ବୁଝେଇ ନେଉଛି,
ପ୍ରଭୁ ଜଗନ୍ନାଥ ଦିନେ ମୋ ଡାକ ବି ଶୁଣିବେ.....😭😭😭😭
💔☝️😊😊❤️🕉️🔱🚩
No tension Bhai dekhiba dina asiba se jhia nija asiba Tama pakhaku ,bass bhagwan uapra biswas rakhithaa ,Jay Jagannath 🙏😌💙
ବହୁତ ସୁନ୍ଦର ଉପସ୍ଥାପନା ଭଜନ ଟି ଶୁଣି ମନ ମୁଗ୍ଧ ହେଇଗଲା,ଏମିତି 3ଟି ଭଜନ ଶୁଣି ଲି ଯାହାକି କହିବା ପାଇଁ କିଛି ଶବ୍ଦ ନାହିଁ ଏତିକି କହିବି ଏମିତି ଗୀତ ବନାଉ ଥାଓ
ତୁ ଶବ୍ଦ ମୁଁ ଶୂନ୍ୟ
ମୁଁ ପାପ ତୁ ପୁଣ୍ୟ
ମୁ ଆକାର ତୁ ନିରାକାର
ମୁଁ ପାଦ ତୁ ଶିଖର
ମୁଁ ଅନ୍ତ ତୁ ଅନନ୍ତ
ତୁ ବିଶ୍ରାମ ମୁଁ କ୍ଳାନ୍ତ
ଦୟାମୟ ବୋଲି ଜlଣେ ଜଗତ ଜନ
ଧନ୍ୟ କଲୁ ଦର୍ଶନ ଦେଈ ତୋ ଚରଣ ଚିହ୍ନ.....
🙏🙏 ବହୁତ୍ ସୁନ୍ଦର ଗୀତ ଟିଏ ❤
ନା ଆଗରୁ କିଏ ଥିଲେ ନା ଆଗକୁ କିଏ ହେବେ ମୋ ମହାପ୍ରଭୁ ଙ୍କ ପରି❤
ବହୁତ ସୁନ୍ଦର ହୋଇଛି ଗୀତଟି ଏବଂ sourav bhai ବହୁତ ସୁନ୍ଦର ଭାବରେ ମଧ୍ୟ ଗୀତ ଟିକୁ ଗାଇଛନ୍ତି । ଗୀତଟି ସୁନୀଲ ବେଳକୁ ଦେହର ସମସ୍ତ ରୁମ ଟାଙ୍କୁରି ଉଠୁଛି । Jay jagannath 🙌🏻🙇🏻♂️❣️
Sovan ଭାଇଙ୍କ ପ୍ରଭୁ ଜଗନ୍ନାଥଙ୍କ ଭଜନ ଏବଂ script ଗୁଡିକ ବହୁତ ସୁନ୍ଦର
bahut bahut dhanyabaad!❤
ଏ ମିଛ ଦୁନିଆରେ ଗୋଟିଏ ସତ ନାମ🌸 ଜୟ ଜଗନ୍ନାଥ ⭕❗⭕🙏🙏🙏🙏🙏🙏🙏
Ufff damn voice...nayana patha gami bhavat tume. “O Jagannath, Lord of the Universe, kindly be visible unto me.”
ଆରମ୍ଭ ରୁ ଶେଷ ଯାଏ ଆଖିରେ ଲୁହ ଛଡ଼ା ଆଉ କିଛି ବି ନଥିଲା ଜୟ ଜଗନ୍ନାଥ ❤
Hm Bhai Mora bi
Hn re bhai satare 😢😢
@@Krishna-gaming780 ଲୀଳା କାଳିଆ ର 😌❤️
@@pinkygamingyt756 ହଁ
ହୃଦୟସ୍ପର୍ଶୀ ସଙ୍ଗୀତ ❤❤❤ଜୟ ଜଗନ୍ନାଥ ପ୍ରଭୁ🙏🙏🙏
ଭାଇ ଗୋଟିଏ ହୋଉ ପଛେ ଏପରି ଗୀତ ତିଆରି କର ଜୟ ଜଗନ୍ନାଥ 🙏🙏🙏
Thik kahila bhai❤😍👌👌
ତୁ ଲେଖିଦେଲେ ବସି ଚିଠା , ସେ ହୁଏରେ କାଳେ ଗୀତା ! 😍🎼🎶 ତୁ ସକାଳ ବ୍ରହ୍ମ ର ସିନ୍ଧୁ, ମୁଁ ତୋ ଆଗେ ବିଚାର ବିନ୍ଦୁ... Most attractive and both was fabulous & Heart❤️ touching line 👏👏 Keep continue such Jagannath song with Sourav & all the best sovan bhai ❤️
thank you so much for loving this!🙌❤️
କଳା କଳେବର କମଳ ଆଖି ,
ଭକତ ଭ୍ରମର ଭ୍ରମିତ ଦେଖି !
ଭକତି କେଶର ମୁକତି ମହୁ ,
ସେଇ ମହୁ ପିଇ ଜୀବନ ଯାଉ ।
🙏❤️ ଜୟ ଜଗନ୍ନାଥ ❤️🙏
Jay jaganath 🙏
Bhala lekha te ଲେଖିଛନ୍ତି jay jagannath
Jagannatha nku semiti dekhile Kanda lage puni e song ta Suni ki aahuri Kanda laguchi , SE mote Sabu sukha deichhanti aau jaha chahibe debe 🙏 Prabhu samastanku bhalare rakha 🙏🙏🙏
ଆଖି ରେ ଲୁହ ଆସିଗଲା ଭିଡିଓ ଟି ଦେଖିଲା ପରେ ❤ ଜୟ ଜଗନ୍ନାଥ ମହାପ୍ରଭୁ ❤
ଭାଇ ଏ ଗୀତ ଶୁଣିଲା ପରେ କାଳିଆ କୁ ଦେଖିବାକୁ ଏତେ ଇଛl ହୋଇଛି ନା କଣ କହିବି ମନ ରେ କଣ କଣ ହୁଏ ଭାଇ ଅପଣକ voice au କାଳିଆ ର ଗୀତ super bhai
❤
ସେ ପରା ଏ ଜଗତର ନାଥ ପ୍ରଭୁ ଜଗନ୍ନାଥ 🙏 ସେ ସବୁକିଛି ❣️
ମୋନରେ ଭକ୍ତି ଥିଲେ like ମାର ଜୟ ଜଗନ୍ନାଥ ❤❤
ସବୁ ସେ ଜଗା ର ଇଚ୍ଛା 🙏🚩
ଜଗନ୍ନାଥ ଙ୍କ ରାଜ୍ୟରେ ଜନ୍ମ ହେଇକି ମୁଁ ଗର୍ବିତ 😊। ମୁଁ ଏହି ଗୀତ ଶୁଣିଲି ମୋ ଆଖିରେ ଲୁହ ଆସିଗଲା । ସତରେ ଜଗା ପାଖରେ ବହୁତ୍ ଚମତ୍କାର ଅଛି। ଜୟ ଜଗନ୍ନାଥ 🙏🏻 ⭕❗⭕ 🙏🏻
ବହୁତ୍ ବହୁତ୍ ସୁନ୍ଦର ଭଜନ ଟିଏ । ଲେଖକ, ସଙ୍ଗୀତକାର ଓ ଗାୟକ ସମସ୍ତେ ବହୁତ୍ ସୁନ୍ଦର୍ କରିଛନ୍ତି । ଜୟ ଜଗନ୍ନାଥ ମହାପ୍ରଭୁ 🙏🏻❤️🪷
Jay Jagannath 🙏🙏🙏. ଏହା ସତ୍ୟ. ବର୍ତ୍ତମାନ ଦୁନିଆଁ ଦେଖିକି ଲାଗୁଛି କଳ୍କୀ ବହୁତ ଜଲଦି ହିଁ. ସେ ହିଁ ସର୍ବକର୍ତ୍ତା 🙏. ସବୁ ତାଙ୍କରି ଇଚ୍ଛା 🙏🙏🙏.
ନା ଭାଇ ଆହୁରି ବହୁତ ସମୟ ଲାଗିବ.... ଏବେ ବି ଭକ୍ତ ଆଉ କାଳିଆ ର ସମ୍ପର୍କ ନିବିଡ଼,,, ଯେବେ ସବୁ ବିଶ୍ୱାସ, ଭରସା ଭାଙ୍ଗି ଯାଇ ସବୁ କିଛି ଶେଷ ସୀମା ରେ ପଂହଁଚିବ,,,ସେବେ ତ ଆସିବେ,,,ବିଶ୍ୱାସୀ ପାଇଁ ଆସିବେ ଅବିଶ୍ୱାସୀ ପାଇଁ,ଆସିବେ,, ଭକ୍ତ ପାଇଁ ଆସିବେ ଅଭକ୍ତ ପାଇଁ ବି ଆସିବେ,,,ଅପେକ୍ଷା...
ଭାବର ଠାକୁର ସିଏ,ତାକୁ ଦେଖିଦେଲେ ହିଁ ଭାବ ଆସିଯାଏ♥️♥️
Hrudaya sparsi video tiye ❤ajika date re amiti songs miliba v kosto bohot bholo heichi🥰dhanyabad amiti gito amoku debaru au jiye a gitoku lekhichonti au ya pochare thiba team nku dhanyabad🙏🏻radhe radhe
ଜୟ ଜୟଜଗନାଥ ଏଭଜନ ସବୁଦିନ ସକାଳେ ସୁଣେ ବହୁତ ଶାନ୍ତି ମିଳେ ମୋର ଜଗା🙏🙏🙏🙏
Video ଟି ଦେଖିଲା ପରେ ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ
ହୃଦୟକୁ ଛୁଇଁଗଲା... ଏତେ ସୁନ୍ଦର ଭାବରେ ସଜାଇ ଥିବାରୁ ହୃଦୟରୁ ଧନ୍ୟବାଦ।
ଜୟ ଜଗନ୍ନାଥ 🙏🙏
ବୋହୁତ କଷ୍ଟ ଲାଗେ ପ୍ରଭୁ ତୁମକୁ ଯିଏ ଭକ୍ତି କରେ ନାହିଁ 😢
ମୋ କାଳିଆ ଠାକୁର ସବୁଠୁ ସୁନ୍ଦର ତାଙ୍କର ମହିମା ଅନେକ....
ଭଜନଟିର ପ୍ରତିଟି ଦୃଶ୍ୟ ରେ ମୋ ଆଖିରେ ବାରମ୍ବାର ଲୁହ ଆସି ଯାଉଛି 🥺great 🙏🏻ଜୟ ଜଗନ୍ନାଥ 🙏🏻
Satare Kanda laguchhi kahinki re jaga ...ta pain ete emotional ame odia
କେଜାଣି କାଳିଆ ର ଗୀତ ଶୁଣିଲେ ବହୁତ୍ କଷ୍ଟ ହୁଏ😭😭
Hmm bhai
Hm loo bhaiii😢😢😢😢
Satare😢😢
Satare Bhai mana katha kahila😢
Sahihe bro
A song sahita sovan nka ac ting bahut bahut sundar heichi.souravnka voice b.jagannatha nka asirbad tama sahita sabubele thau.
Jaga kahini kahaku… satare ei pada tire kete bhaba achi ❤. Ei heuchi bhala paiba ame januche jaga heuchi param bramha puni taku nija chhua parika sneha karuche, tu tu kari ali karuche 😊. Ei bhakta bhagwan bhalapaiba au keunthi dekhibaku mileni❤❤❤
ଜଗା ରେ କେବେ ପାଖକୁ ଡାକିବୁ 🥺❤️
ବହୁତ ସୁନ୍ଦର ହେଇଛି ଗୀତ ଟି ❤ ଜୟ ଜଗନ୍ନାଥ 🙏
Bahut sundar, i can't explain, jetethara dekhile b mana bujhuni, i can't control my tear
ସତ ରେ ଏଇ ଗୀତ ମୋ ଆଖିର ଲୁହ ରୋକିପାରିଲାଣି.. ବହୁତ ବହୁତ ଧନ୍ୟବାଦ ଜଗା ପାଇଁ ମୋର ଆଉ ଟିକେ ଭଲ ପାଇବ ବଢେଇବା ପାଇଁ 🙏
Mu jeta bele bi e song dekhuchi seta bele kande best song ever really very emotional song jay jaganath swami ❤
ସତରେ ଗୀତ ଶୁଣିଲା ବେଳେ ଆଖି ଲୁହରେ ଭରି ଯାଉଚି . 🥹. ଦୁଃଖ ଦୂର କର ପ୍ରଭୁ ♥️
0:07 ଭାଇ ମୋ ଆଖି ରେ ଲୁହ, କିଛିକହି ପାରୁନି 🛕🚩⭕❗⭕ ଜୟ ଜଗନ୍ନାଥ ⭕❗⭕ speechless
❤Sourav Bhardwaj Sir କଂ ପ୍ରତ୍ୟେକ ପ୍ରଭୁ ଜଗନ୍ନାଥ ଭଜନ ଶୁଣିଲେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପାଖରେ ଅଛନ୍ତି ବୋଲି ଅନୁଭବ ହୁଏ।❤
🙏🏻🙏🏻🙏🏻ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🏻🙏🏻🙏🏻
ଭିଡିଓ ଟି ଅତ୍ୟଧିକ ରୂପେ ହୃଦୟସ୍ପର୍ଶି ଓ ମନଛୁଆଁ ହୋଇ ପାରିଛି🤗(ଧନ୍ୟବାଦ ଭାଇ.........)
Ati sundar dhanyawad vai ate sundar chabi pain prabhu jagannath tumaku amti agaku agaku niantu ❤❤❤❤❤❤❤❤ love form Jagatsinghpur.......
ଶେଷ seen ଟି ପୁରା ହୃଦୟ କୁ ଛୁଇଁ ଦେଲା❤👏🎉 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤️⭕‼️⭕❤️🙌
ବହୁତ୍ ସୁନ୍ଦର୍ ମନ ଖୁସି ହୋଇଗଲା ଜୟ ଜଗନ୍ନାଥ ❤
Ooo ki gita... Jete sunile.. Ahuri sunibaku icha houchi.... Jay jagannath
ହୃଦୟସ୍ପର୍ଶୀ lyrics...
ଜୟ୍ ଜଗନ୍ନାଥ୍ 🙌🏼❤️🩹
ଜଗତର ଜମିଦାର ଭଜନଟି ଖୁବ ସୁନ୍ଦର ହେଇଛି। ଜୟ ଜଗନ୍ନାଥ 🙏💐
ଯେତେବେଳେ ଘଟଣା, ଦୁର୍ଘଟଣା, ସୁବିଧା, ଅସୁବିଧା ହେଉ ନା କାହିଁକି କିନ୍ତୁ ମହାପ୍ରଭୁ ଙ୍କ ଉପରେ ବିଶ୍ଵାସ ରଖିଲେ ମହାପ୍ରଭୁ ସବୁ thik କରିଦେବେ 🙇🙏ଜୟ ଜଗନ୍ନାଥ 🙏
ବହୁତ ସୁନ୍ଦର 🙏
Sourav bhardawaj u r born for a special purpose.Jagannath bhajan in ur voice gives goosebumps.something different.
U can also mesmerize JAGA in your voice .
Lord jagannath also waiting for ur next bhajan
💯 agree
ଶୁଭ ସକାଳ... ସତରେ ଜଗତର ସବୁଠାରୁ ବଡ଼ ଜମିଦାର ଆମ କାଳିଆ ସାଆନ୍ତ... ଜୟ ଜଗନ୍ନାଥ
ବହୁତ୍ ଦିନ ପରେ ଏହି ଭଳି ଗୀତ ଶୁଣିଲି
ସତରେ ଆଜି ଲାଗୁଚି କେହି ଜଣେ ଭିକାରୀ ବଳ ଭଳି ଏବେ ଗୀତରେ ଗୀତରେ ଭଗବାନ ଙ୍କୁ ପାଖକୁ ନେଇ ଆସୁଛି
ବହୁତ ସୁନ୍ଦର ଗୀତ ଜୟ ଜଗନ୍ନାଥ ସ୍ବାମୀ 🙏🙏⭕‼️⭕🙏🙏
Bhai Jani parile exactly mora feelings for lord Jagannath ❤❤❤
ଗୀତ ଓ ଭିଡିଓ ଉଭୟ ବହୁତ୍ ହୃଦୟସ୍ପର୍ଶୀ 🥹❤️
Sovan bhi jaganath nka all videos mo mana chuin jauchi 😢 TQ so much bro love you ❤❤❤❤
ଏଇ ସଂସାର ରେ ସମସ୍ତେ ଧୋକା ଦେଇପାରିବେ କିନ୍ତୁ ମୋ ଜଗନ୍ନାଥ ନୁହ ଜୟ ଶ୍ରୀ ଜଗନ୍ନାଥ
🙏😭❤
Bahut sundar Gita ebong Video .......
Jay Jagannath
ସୁନ୍ଦର ଗପ ଟି ❤❤❤❤
Exlnt screen play ▶️
ଭାଇ ବହୁତ ସୁନ୍ଦର ଭଜନ। ଜୟ ଜଗନ୍ନାଥ
Bahut sundar akhire luha asigala
Jadi kehi Manisha hoi thiba ae song nischinta ta akhi re luha asiba
Jay Jagannath Swami nayana pathagami bhaba tume
ବହୁତ ସୁନ୍ଦୂର୍ ଗୀତଟି jai jagannath
Bahut sunder heichiiii...... vagawan nka Bina kichi sambhaba nuhna....jay jagannath 🙏❤️🌼
ଆମ ଗାଁ ପୁଅ❤❤||Lv From Badasalaroo ❤|Radhe Krishna 🙏
Really it's mind blowing. goosebumps 😌...
"ତୁ ଜମିଦାର.. ଜଗତ ର...⭕‼️⭕
ମୁଁ ନିରୀହ....ପରଜା ଟିଏ...."🙇
ହୃଦୟ ଝୁଆଁ ଭୋଳି ଗୀତ 💘❤️🩹🥹 ଜୟ ଜଗନ୍ନାଥ 🙏🥹
ହୃଦୟ ଛୁଆଁ ହେଇଚି ଭାଈ ❤ଜୟ ଜଗନ୍ନାଥ ❤
Jete dukha thile bi jaga tamaku dekhi dele sabu dekha dura hei jauchi .. 😞🥺.. 😊
ଜୟ ଜଗନ୍ନାଥ 🙏🙌🙌କି ସୁନ୍ଦର ଗୀତ ଶୁଣିଲେ ଆଖିରେ ଲୁହ ଆସିଯାଉଛି ଧନ୍ୟବାଦ୍ ରାକେଶ ଦାସ ଓ ସୌରଭ Bharadwaj ଏମିତି ହୃଦୟସ୍ପର୍ଶୀ ପ୍ରଭୁ ଶ୍ରୀ ବିଶ୍ଵ ବ୍ରହ୍ମାଣ୍ଡ ର ମାଲିକ ପ୍ରଭୁ କାଳିଆ ସାଆନ୍ତ ଙ୍କ ଭଜନ ଆମକୁ ସୁନୋଉଥାଅ ।।।।
Bahut badhia song ta…playing on loops. Ama jaga ra mahima biswa ra samastanku jana….❤❤❤
ବହୁତ ସୁନ୍ଦର ହେଇଛି। ଭିଡିଓ ଟି ଦେଖିଲା ବେଳକୁ ଆଖିରୁ ଲୁହ ଆସି ଯାଉଛି। ପୁରା ହୃଦୟସ୍ପର୍ଶୀ। ଏମିତି ଭିଡିଓ ତିଆରି କରୁଥାଅ, ଆମ ଜଗା ତାକୁ ଆଶୀର୍ବାଦ ଦେବା ସହିତ ବହୁତ କିଛି ଦେବେ।
❤ U ଭାଈ
Smurti Bhai apanaku bahut thanks 🙏 bahut bhala heyichi video t dekhiki luha asigala
In this generation you are the best jagannath bhajan singer. Broo❤❤❤
ଜୟ ଜଗନ୍ନାଥ ଅତି ସୁନ୍ଦର ଭଜନ ଟିଏ 🙏🙏🙏
ଜଗା ଡୋରି ଲଗା ରେ ସାଙ୍ଗ❤ ଆଜି v ଯାଇ ପାରିଲି ନାହିଁ ରେ ତୋ ଘର କୁ 😭
O god bhut bhut sundar ❤😢
Love you all team ❤❤❤ mind blowing heart touching ❤❤❤🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏
ବହୁତ ସୁନ୍ଦର ଉପସ୍ଥାପନା, ଜୟ ଜଗନ୍ନାଥ.
I don't know how many times I heard this bhajan. my mother tongue is telugu. I don't know the meaning of this song. but I know this is a bhajan on jagannath prabhu. Souray bharadwaj sang it so melodiously I can't express in my words. so beautiful.
ବହୁତ ସୁନ୍ଦର ଲାଗିଲା sir❤🙏🙏🙏🙏🚩🚩🚩
He jaga to pakhare mar atiki prathana mate jete dukha dauchu de kintu mo bapa maa au mo 2 bhauni ku mo khusi sahit a duniar sabu khusi milu Jay jagannath
Jaga ra gita sunile aakhi ru aape luha jhari pade jay jagata natha 😊
କାଳିଆ ସହିତ ଆଖି କୁ ଆଖି ମିଳେଇବା ଭାରି କଷ୍ଟ .... ଜଗା ସବୁ ଦେଖୁଛି ❤❤❤
ଅତି ସୁନ୍ଦର ❤
ଶୋଭନ ଭାଇ ❤
ଜୟ ଜଗନ୍ନାଥ ❤
I don't know how ❤ I can't Stop My Tears 😭😢😢
Jay Jagannath 💗