TU DEBATA MU MANISHA | SOURAV BHARADWAJ | ODIA NEW BHAJANA | OFFICIAL STUDIO VERSION 2024
ฝัง
- เผยแพร่เมื่อ 30 ก.ย. 2024
- ♪ Song - TU DEBATA MU MANISHA
♪ Singer - SOURAV BHARADWAJ
♪ Lyrics - SOUMYA RANJAN BAL
♪ Music Director - DIBYA CHANDAN
♪ Making & Edit - Chiku
♪ Recording, Dub, Mix & Master - Pabitra Studio
♪ Producer - Rasmita Nayak
♪ Music Label - DEV OD MUSIC
♪Stream The Full Song Here♪
Spotify :
Gaana :
Wynk :
Resso :
Hungama :
Jio Saavn :
Amazon Music :
Apple Music :
TH-cam Music :
#TU_DEBATA_MU_MANISHA #SOURAV_BHARADWAJ #odianewsong #odiabhajan
!!---ANTI-PIRACY WARNING---!!
This content is Copyright to Dev Odia Music DigitalMedia Private Limited. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate this copyrights material presented.
ସୌରଭ ଭାଇ ତୁମ କଣ୍ଠ ରେ ଜଗନ୍ନାଥ ଙ୍କ ଭଜନ ହିଁ ଶୋଭା ପାଉଛି.
Sata katha
Micha
Sata re sourav bhai nka kantha re jagannath nka Bhajan sunile hi akhiru luha paleiase 😢
❤ pura right kahucha bhai bahutu sundra laguchi saouravh bhai nka voice re jagannath nka Bhajan hy jaga I miss you 😢😢❤❤
gifted🥰
Sourv bhai jau Bhajan gauchhnti mnku aau hruday ku chhuei juchi
Jay ❤ Jagannatha
Jay Jagannath Mahapravu ❤️🙏
Wow very nice bhajan
ପ୍ରଭୁ,❤🙏🏻🥺... କିଛି କହିବିନି 😔
❤❤❤❤❤❤❤❤❤
Bhai gotia cement Kara mu janea badyakar Tamara good ton
ଆପଣଙ୍କ ସ୍ଵର ସବୁ ସିଙ୍ଗରଙ୍କ ଠାରୁ ଅଲଗା ଆଉ ହୃଦୟସ୍ପର୍ଶୀ ଆଉ ସବୁଠୁ ସୁନ୍ଦର ସ୍ଵର
ହେ ଜଗା ତତେ ଧନ ସମ୍ପତ୍ତି ମାଗୁନି ରେ ଖାଲି ଏତିକି ମାଗୁଛି କି ମତେ ମା ହେବାର ସୌଭାଗ୍ୟ ଦେ 😭😭😭😭😭😭ନ ହେଲେ ଏହି ବୟସ ହି ମତେ ତୋ ପାଖକୁ ନେଇ ଯା 😢😢😢😢ଆଉ ଏ ନିଧା ଅପମାନ ସହି ହୋଉନ ରେ 😭😭😭😭🙏🙏🙏🙏
ମା ତୁମ ଡାକ ମୋ ଜଗା କାଳିଆ ନିଶ୍ଚୟ ଶୁଣିବ 😢
Jay Jagannath
Jaga tuma daka nischay suniba maa tume hoiparib
Tama daka jaga sunichinichaya bhaouni aie chota lathare mana dukha karucha maa laxminka bi ta kehi chua nahanti hele se jagatara maa sebhali tume b chesta kara pura jagatara maa heba paen
ଜଗା ଗେହ୍ଳା ପୁଅ ତାକୁ ଭାବିନିଅ ପୁଅ
ନିନ୍ଦା ସବୁ ଦୂରେଇ ଯିବ
ଗୀତର ପ୍ରଥମ ଧାଡିକୁ ଶୁଣିଲା ବେଳକୁ ସତରେ ହୃଦୟକୁ ଛୁଇଁ ଯାଉଛି🙏❤️🌼ସତରେ ଜଗା ତୋ ଗୀତରେ କି ଯାଦୁଅଛି କେଜାଣି ବାରମ୍ବାର ଶୁଣିବା ପାଇଁ ଇଚ୍ଛାହୁଏ❤ ସମସ୍ତଙ୍କୁଭଲରେ ରଖିଥାଅ ବଡ଼ଠାକୁର🙏😊
Right 👍
Sata Katha di😢
ଅତି ସୁମଧୁର କଣ୍ଠ ଲେଖାର ମଧ୍ୟ ମାନେ ବହୁତ ହୃଦୟ ସ୍ପର୍ଶୀ।ସେଇ ବଡ଼ଠାକୁର ତୁମର ସହାୟ ହେବେ ଆଗକୁ ବଢ଼ିବାରେ ।ଜୟ ଜଗନ୍ନାଥ 🙏🙏😍😍
He jagare samastanku khusire rakhibu mo guhari tate
ଭାଇ କଣ ଗାଉଛ ସତରେ ଭାଇ ତମ କଣ୍ଠ ରେ ପ୍ରଭୁ ଜଗନ୍ନାଥ ଅଛନ୍ତି ⭕‼️⭕🙏
ତମ ସବୁ ଗୀତ ରେ ସତରେ ଜଗନ୍ନାଥଙ୍କୁ ଭିତରେ ପାଇଲା ପରିକା ଲାଗୁଛି 😊 ଭାଇ ଏମିତି ହିଁ ଗାଇଚାଲ 😊🙌
ଜୟ ଜଗନ୍ନାଥ ⭕‼️⭕🙏.......
ଭାଇ କି ସୁନ୍ଦର କଣ୍ଠ 😊😊
ଭଗବାନ ଆପଣ ଙ୍କୁ ଆହୁରି ଆଗକୁ ନିଅନ୍ତୁ ❤
ବଡ଼ ଭାଇ ଆପଣଙ୍କ ଭଜନ ସବୁ ବେଳେ ଶୁଣିବାକୁ ଭଲ ଲାଗୁଚି ଶୁଣିଲା ପରେ ଯୋଉ ଆନନ୍ଦ ମିଳୁଚି ନା କଳ୍ପନା କହିପାରିବିନି।ପ୍ରତି ଦିନ ଗୋଟେ ଗୀତକୁ ୫,୬ repeat କରି କରି ଶୁଣେ ।ଧନ୍ୟବାଦ୍ ଭାଇ,ଏମିତି ଗୀତ ଗାଇ ଚାଲନ୍ତୁ ଭଗଵାନ ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🏽
th-cam.com/video/U3bKOLc40hc/w-d-xo.htmlsi=oqYVm4T8Zek3AWRZ
Sourav Bhai kn new Bhajan ❤
Same here ..
Jay jagannath ❤❤❤❤❤❤
Same
ଜଗା ଭାଇ ମୋତେ ଥରେ ତମ ପାଖକୁ ନେଇଯାଅ😢 ଏଇ ଦୁନିଆ ଟା ବହୁତ ଖରାପ 😭😭😭😭
Thik kahicha
😭😭😭😭😭😭😭
So beautiful voice ❤❤❤❤❤❤😊😊😊😊😊
ହେ ପ୍ରଭୁ ଶ୍ରୀ ଜଗନ୍ନାଥ ମୋ ଭାଇ କୁ ଆହୁରି ଆଗକୁ ନିଅନ୍ତୁ 🙏 ହୃଦୟ ମୋର ଆତ୍ମ ସନ୍ତୋଷ ଆପଣଙ୍କ ହୃଦୟସ୍ପର୍ଶୀ ସଙ୍ଗୀତ ଶୁଣି 🙏🙏
ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତୁ
ସାରା ଓଡିଶା ସୌରଭ ଙ୍କ କଣ୍ଠ ର ଯାଦୁ ଦେଖୁଛି ❤️🫶👏wah pride of Baleswor ❤️ଜୟ ଜଗନ୍ନାଥ 🙏
🥰🙏ଭାଇ , ସତରେ ଜଗନ୍ନାଥଙ୍କ ଭଜନ ଶୋଭା ପାଉଛି ତୁମ କଣ୍ଠରେ
ଜୟ ଜଗନ୍ନାଥ 🙏
What a voice really speechless 😶😶😶 jay Jagannath prabhu
Woowww.........aponka voice satre manaku chueila vali heichi ....🙏⭕❗⭕
ସତରେ ଭାଇ ବହୁତ ହୃଦୟସ୍ପର୍ଶୀ ଏଇ ଗୀତ ରେ ଅଛି ଆଉ ଆମ କଳା ଠାକୁର ପାଖ କୁ ମନ ନେଇ ଯାଉଛି ଆଉ ଲୁହ ରହୁନି ବହୁତ୍ ବାହୁଡା଼ ଧନ୍ୟବାଦ ଭାଇ ଏଇ ଗୀତ ସାରା ଓଡ଼ିଶା କୁ ଦେଇଥିବାରୁ ଆଉ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ 😢😢😢
ଭାଇ ତୁମ voice so so beautiful ❤️❤️❤️❤️❤️❤️❤️❤️💞💞🌹🌹❤️💞❤️❤️❤️❤️ ମତେ ବହୁତ ଭଲ a ଗୀତ,,,ଯେତେ ଶୁଣିଲେବି,,,,,ପୁଣି ଶୁଣିବାକୁ ଇଚ୍ଛା ହୁଏ
୧୦୦୦ ଥର ସୁଣିଲେ ବି ଆଉ ମୁତିବାକୁ ମନ ହେଉଛି
Jay jagannatha
ଛୁଇଁଗଲା ହୃଦୟ କୁ ଆଉ ଲୁହ ଆସିଗଲା ଆଖିରେ। ଭାଷା ପାଉନି କେମିତି କହିବି କେତେ ଭଲ ହେଇଛି ଗୀତର lyrics, music, voice everything। ଜୟ ଜଗନ୍ନାଥ 🙏
He prabhu ma garba,ahankara,lobha sabu soona Kari dia prabhu..... Hare Krishna 🙏
ଅଭିମାନ କରିକି ଯଦି କିଛି ଭଗବାନ ଙ୍କୁ କହିବାର ଥିବ ତ .. ଏମିତି ଗୋଟେ ଗୋଟେ ସଙ୍ଗୀତ ହିଁ ଆମ ମାନଙ୍କର ମାଧ୍ୟମ❤❤।ଜୟ ଜଗନ୍ନାଥ 🙏
ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ଏଇ ଭଳି ମଣିଷ ଏଇ ଦୁନିଆ କୁ ପଠାନ୍ତୁ ମୋ ଭଳି ପାପୀ ଲୋକର ଏଇ ଦୁନିଆ ରେ କିଛି କାମ ନାହିଁ ମହାପ୍ରଭୂ 🙏
ଭାଇ ଗୀତ ଶୁଣିଲେ ରୁମ ଟାଙ୍କୁରୀ ଉଠୁଛି ଜୟ ଜଗନ୍ନାଥ ⭕❗⭕
ଭାଇ ତମ ଗୀତ ମତେ ସବୁଠୁ ଭଲଲାଗେ 😊
He jaga mate bhala karidia prabhu
🙏ଜୟ ଜଗନ୍ନାଥ 🙏
Sourav Bharadwaj is the only singer who connects the Jagannath devotees and the lord Jagannath in a devotional way ❤🙏🏻
Jay jaganath
Bahut vala laguchi bhai gita ta😢😢
ଭାଇ ତମକୁ ମହାପ୍ରଭୁ ଜଗନ୍ନାଥ ଭଲ କଳା ଦେଇଛନ୍ତି ତା କୁ ଠିକ୍ କାମରେ use କର
Jay jagannath.......❤🙏❤
Jay jaganaath 🙏
JAY JAGANNATH ❤❤❤
Bhai market re trending singer ❣️ wow , sundar anubhab
Jay Jagannath Swami 🙏🙏🙏🚩
Bohut sunder gito🎉 Jay jaganath
Really bhai tama voice re Prabhu Jagannath 🙏 nka Gita bahut bhala laguchi😊
Jay jagannath ❤❤❤
ଭାଇ ଆପଣ ଙ୍କ ସ୍ୱର ରୁ ମହାପ୍ରଭୁ ଜଗନ୍ନାଥ ଭଜନ ଶୁଣିଲେ ବାରମ୍ବାର ଶୁଣିବା ପାଇଁ ଇଚ୍ଛା ହଉଛି।
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲ ରେ ରଖନ୍ତୁ।
ଜୟ ଜଗନ୍ନାଥ 🙏
Jay janatha ❤❤❤❤❤
Bhai apanakara kantha re prabhu jagannath achhanti , bahut sundar lekha
Bhai mote apananka sabu gita bhala lage ❤😊 god blessing bhai Maha Prabhu sabu bole amiti rakhithantu bhai.
th-cam.com/video/U3bKOLc40hc/w-d-xo.htmlsi=oqYVm4T8Zek3AWRZ
Sourav Bhai kn new Bhajan ❤
Jay jagannath mahaprabhu 🙏🏼🙏🏼🙏🏼🙏🏼
Tama Gita re mu se jagatnath ku mo abhiman janeibi
🙏🥺ବହୁତ ସୁନ୍ଦର ଗୀତଟିଏ ମନ କୁ ଛୁଇଁଗଲା ଭାଇ 🙏🥺ଜୟ ଜଗନ୍ନାଥ ଭାଇ🙏🥺⭕❗⭕
ଭଜନ ଟି ଶୁଣିଲେ ଅଖିଳେ ଲୁହ ଆସିଯାଉଛି ,😭😭 ଭାଇ ତୁମ କଣ୍ଠରେ jaganaath ଅଛନ୍ତି ,ତୁମ ପାଖରେ ବି Jaganaath ଅଛନ୍ତି 🙏🙏🙏
Tu Jamidara E Jagata ra
Mun niriha paraja te.
Sata re bahut sundar
Hrudayasparshi
Ajanate akhi re luha bhari douchi
Jay Jgannath🙏
ଭାଇ ଆପଣଙ୍କ କଣ୍ଠ ରେ କିଛି ଚମତ୍କାର ଅଛି ପ୍ରଭୁ ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ .ଏମିତି ଆଗକୁ ଜଗନ୍ନାଥ ଭଜନ ଗାଇ ଚାଲନ୍ତୁ ବହୁତ ସୁନ୍ଦର ଲାଗୁଛି ଆପଣଙ୍କ କଣ୍ଠ ରୁ ଜଗନ୍ନାଥ ଭଜନ ଶୁଣି ବାକୁ .love from Malkangiri ❤️
Bodhia heichi Bhai🌻🌼🥀🥀🌺🌺🌹🙏🙏🙏
Jay jagannath ❤️🙏❤️
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ
Nice song ❤❤❤❤❤
Bhai kemiti ka Bhajan gauchha man dukhare vari jauchhi 😊 jay jagarnath ⭕❗⭕
Super song
Jai jagannath 🙏 🙏 Wow...... ki sundar Gita jete sunile b mana bharuni.......my favourite song 👌👌👌👌👌👌sundar voice 👌👌👌👌
Jay Jagannath 🙏🙏🙏🙏
Very nice song
Your all songs is good
Bhai super se upar 🙏🙏🙏🙏♥️manaku chuinla pari Gita Tia bahutu badhia lagila sunibaku
ସତରେ ଆପଣଙ୍କ କଣ୍ଠରେ ଦରଦ ଭରି ରହିଛି।
🙏🙏 jay jaganath tama jibanre jaganath khusi vari diantu I love this song 🙏🙏🙏🙏
⭕🔺⭕
HE PRAVU
JAGANNATH
BADATHAKUR
♥️🖤♥️
Jay jaganatha ❤❤❤❤❤
Tuma kanthare soyam bhagaban bije karichanti.bohut sunder heichi
❤🥺❤
Sir apana nku jaga 1no voice deuchhanty
Ame mane ate sundar vabare suni paruchhu akhire luha asijauchhi 🥺❤❤
Best off luck👍❤
ଭଗବାନ ବୋଧେ ସୈାରଭ ଭାଇ ଙ୍କ ଉପରେ ସବୁ କରୁଣା ଢ଼ାଳି ଦେଇଛନ୍ତି ତା ନ ହୋଇଥିଲେ ଏତେ ସୁନ୍ଦର ଭାବମୟ ସଙ୍ଗୀତ କେମିତି ଗାଇ ପାରୁଛନ୍ତି ❤❤ ହୃଦୟ କୁ ପୁରା ଛୁଇଁ ଯାଉଛି ଏ ସଙ୍ଗୀତ 🥰🥰ଯିଏ ଏ ସଙ୍ଗୀତ ଲେଖିଛନ୍ତି ତାଙ୍କୁ ବହୁତ୍ ବହୁତ ଧନ୍ୟବାଦ 🎉 ଏବଂ ସୈାରଭ ଭାଇ ଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ 💝💝
Thank you 🙏
Ta nuhn ta au kn tanku dekhubahanti se jete Gita gauchhanti kemiti bhaba bibhola heijauchhanti ❤❤❤
❤❤❤❤❤❤❤❤❤ ରାଇଟ୍
Love you bhai ❤❤❤ bahut sundar gita and nice voice🎉🎉🎉🎉
ଚାହିଁ ରହିଥାଏ ମୁଁ ସବୁବେଳେ ସୌରଭ ଭାଇ ଙ୍କ ସ୍ୱର ରେ ଜଗନ୍ନାଥ ଙ୍କ ଭଜନ କୁ.... 🙏🏼🥺ଜୟ ଜଗନ୍ନାଥ ମହାପ୍ରଭୁ 🙇🏼♀️🙏🏼
th-cam.com/video/U3bKOLc40hc/w-d-xo.htmlsi=oqYVm4T8Zek3AWRZ
Sourav Bhai kn new Bhajan ❤
ସବୁବେଳେ ଏମିତି ସୁନ୍ଦର ଭଜନ ଗାଉଥାଅ. ଜୀବନ ରେ ଆହୁରି ଉନ୍ନତି କର ଭାଇ. God bless u.
Jay Jagannath swami 🙏🏻🙏🏻
Jay Jagannath Swami
Such a heart melting mythology song🙏
Beautiful ❤️❤️❤️❤️ song
😭😭🙏🏼ଏକଥା ମିଛ କି ଭଗବାନ୍ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ....
Kie kahila😊
Thik kahila😢😢mote bahut dukha deichanti belebele laguchi jemiti jibana ta value less😢😢
ଜଗାରେ ତତେ କଣ ମୋ ଦୁଃଖ ଦେଖା ଯାଉନି କିରେ ନିଜ ହାତରେ ଭାଗ୍ୟ ଲେଖି ନିଜ ହାତରେ ପୋଛି ଦଉଚୁ😭😭😭😭😭
Voice of ❤
Jay Jagannath ♥️🙏
Jai jagannath 🙏 really apno nko voice good .. Best of luck ❤👍
Bhai Tama swara sabubele emite thau ❤❤❤♥️♥️😍⭐🌟⭐🌟♥️♥️♥️♥️💝💝💖😊☺️😊☺️😍😍😍😍😍😍😍😍😍😍😍😍😍😍😍😍👍👍👍👍👍👍👍👍👍👌👌👌👌👌👌👌👌👌👌🙏🙏🙏🙏🙏🙏🙏🙏🙏🙏🙏🙏
Bhai tuma gala re Jagannath nka asribada achhii amiti.... speechless 😶😶
ଭାଇ କୁ ଧନ୍ୟବାଦ ଗୀତ ପାଇ 🙏ହେଲେ ଜଗା ମୋ ମାବାପା କୁ ମୋ ସ୍ୱାମୀ ଭଲ ରଖ ହେଲେ 😔ପ୍ରଭୁ ତାକୁ ଭଲ ବୁଦ୍ଧି ଦିଅନ୍ତୁ ସେ ବାଟ ବନା ହଇଯାଇଛ ଟି plz ଜଗନାଥ 🙏⭕‼️⭕😔
Sourav Bhai apana nka kanta jagannath nka bhajana sobha pauchi
Jay jagannath
Jay jagannath ⭕‼️⭕
ସତରେ😂 ମୁଁ ଜାଣି ପାରୁନି
ମୁଁ😢 ତୁମ ଗୀତ ଶୁଣିଲେ କାନ୍ଧ କାହିଁକି ଲାଗେ😢😂😢😂😂😂 ଅନେକ ଭଜନ ସଂଗୀତ ଶୁଣିଛି ହେଲେ କାନ୍ଧିନି 😢😢😢
Nice your songs
Bhai definitely viral hoga reel par
Jay Jagannath 🙏❤
Jay Jagannath
ମୁ ସୁଖ ଦୁଃଖ ର ସାଥୀ ପ୍ରଭୁ ଜଗନ୍ନାଥ। ଏହି ଗୀତ ପ୍ରତି ଦିନ ସକାଳ 5 ରୁ 6 ଯାଏ ସୁନେ । ଜାଣେନା ଅଟେ ଭଲ ଲାଗେ ମୋତେ ମୋ ଆଖିରୁ ଲୁହ ଝରି ପଡ଼େ। ପୁରୀ ଯିବାକୁ ଇଚ୍ଛା ହୁଏ ସେ କାଳିଆ ସାଆନ୍ତ ପାଖକୁ
Jay Jagannath 🙏🏻❤️