Is VK Pandian And Sujata Pandian Behind The Massive Protest By Women At Lower PMG

แชร์
ฝัง
  • เผยแพร่เมื่อ 13 ม.ค. 2025

ความคิดเห็น • 714

  • @jyotirmayjena1869
    @jyotirmayjena1869 หลายเดือนก่อน +125

    ପାଣ୍ଡିଆନ୍ କୁ ଯେତେଦିନ ପର୍ୟ୍ଯନ୍ତ ମୋହନ ସରକାର ବରଦାସ୍ତ କରିବେ ସେତେଦିନ ପର୍ୟ୍ଯନ୍ତ ମୋହନ ବାବୁ ହନ୍ତସନ୍ତ ହେବେ ।

    • @PrataAran
      @PrataAran หลายเดือนก่อน

      llllllllllllllly

    • @RASMIRANJANDASA
      @RASMIRANJANDASA หลายเดือนก่อน

      E budha bhalia tu bi boguchu, Jani pela.. ete abstha hela pare bi chi chi..jaunu to ga***I re jadi dam achhi kahaku bandhibu..

  • @netajidash9367
    @netajidash9367 หลายเดือนก่อน +55

    ମୋହନ ବାବୁଙ୍କ ପାଇଁ ଦୁଇଟି କାମ - ନବୀନ ପାଣ୍ଡୁଙ୍କର ଦୁର୍ନୀତିର ଖୋଳତାଡ଼ ଏବଂ ପାଣ୍ଡୁ ଇକୋ ସିଷ୍ଟମକୁ ଧ୍ୱଂସ କରିବା। ଏତକ ନକଲେ ଶେଷରେ ସବୁଆଡୁ ଶୁଣିବେ ଗୀତ "ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତା'ର ପ୍ରତିବାଦୀ".

    • @diptijenamani6184
      @diptijenamani6184 หลายเดือนก่อน +3

      କିଛି କରିପାରିବେ ନାହିଁ

  • @LokanathBehera-ip3ll
    @LokanathBehera-ip3ll หลายเดือนก่อน +16

    ସାର୍। ଆପଣଙ୍କ ଉପସ୍ଥାପନା। ଅତି ସରଳ ଯେ କେହି ବି ବୁଝି ପାରିବ କିନ୍ତୁ ଯେଉଁ ମାନେ ରାଜ୍ୟ। ବା ଦେଶ ଚଳାଉ ଛନ୍ତି ସେମାନେ ତ୍ ଜ୍ଞାନୀ। ନିଶ୍ଚୟ ବୁଝିପାରୁ ଥିବେ ଅଧିକ କହିବା ଆବଶ୍ୟକ ନାହିଁ। ଆପଣଙ୍କୁ। ଶତ ଧନ୍ୟବାଦ୍

  • @santoshbiswal6256
    @santoshbiswal6256 หลายเดือนก่อน +68

    ସାର ପ୍ରଣାମ. ସୁଜାତା ମାମ କୁ ତୁରନ୍ତ ଚାକିର ରୁ ବାହାର କରାଯାଉ. କାରଣ ସେ ହିଁ ଏ ଷଡଯନ୍ତ୍ର ର ମାଷ୍ଟ୍ର ମାଇଣ୍ଡ. ସୁର ବୁଢା କୁ ଅରରେଷ୍ଟ କରନ୍ତୁ. ଦ୍ୱିତୀଆରେ ମୁନା ଖାନ କୁ କଇଫଟ ମଗାଯାଉ. କାରଣ ସେ କିଏ ଆମ ହିନ୍ଦୁ ଜାତି କୁ କହିବାକୁ

  • @Skstarvlog3735
    @Skstarvlog3735 หลายเดือนก่อน +110

    ବନ୍ଦ ହଉ ମିଶନ ଶକ୍ତି।ବିଜେଡି ପାଇଁ ପଇସା ବାଣ୍ଟିଥିଲେ। କୋଉ ପରୀକ୍ଷା ଦେଇଛନ୍ତି ସେମାନେ କି କାମ କରୁଛନ୍ତି

    • @santoshpurohit8540
      @santoshpurohit8540 หลายเดือนก่อน

      😂, mission SHAKTI 😜,Kana kahibi

    • @Uday-tibx
      @Uday-tibx หลายเดือนก่อน +1

      Tu k8 band karibaku..to block jai pachare ki kam karuchhi mission sakti

    • @subhadramahakur3199
      @subhadramahakur3199 หลายเดือนก่อน

      Jeluous is over loaded 😂😂😂😂

    • @patitapabanpal3306
      @patitapabanpal3306 หลายเดือนก่อน

      matr tike kahibe ki ai mission shakti mananka dwara mora kan lava

    • @subhadramahakur3199
      @subhadramahakur3199 หลายเดือนก่อน

      @@patitapabanpal3306 apankr 1st loss kana janaibe ki

  • @Subashswain-r7b
    @Subashswain-r7b หลายเดือนก่อน +134

    ମୋହନ ସରକାର ଆହୁରି ଭୋଗିବେ ଆଜ୍ଞା,କାରଣ ଯେଉଁ ଦିନ ପର୍ୟନ୍ତ୍ ଦାଗୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଇଛି ଏହିଭଳି ଆହୁରି ଆନ୍ଦୋଳନର ସମ୍ମୁଖିନ ହେବେ।

    • @sandhatoka3091
      @sandhatoka3091 หลายเดือนก่อน +3

      କିଏ ମ ତୁ

    • @satyapirsubhajit5512
      @satyapirsubhajit5512 หลายเดือนก่อน +1

      Right 👍

    • @akshyapattanaik
      @akshyapattanaik หลายเดือนก่อน

      Right ahimanaku BJP sarkar rakhibe bahut hoeiran hebe

  • @alokpradhan838
    @alokpradhan838 หลายเดือนก่อน +16

    ମିସନ ଶକିତି ବଦ ହବା ଦରକାର😊😊😊😊😊😊😊😊😊😊😊😊😊😊😊😊😊😊😊

  • @DhaneswarNayak-x3h
    @DhaneswarNayak-x3h หลายเดือนก่อน +13

    U r truly right

  • @bishnucharnrana3282
    @bishnucharnrana3282 หลายเดือนก่อน +36

    ସୁର ରାଉତରାୟ ଗୋଟେ ଅଭଦ୍ର ପାଗଳ,ଆଉ ସୁଜାତା ପାଣ୍ଡିଆନ୍ ମଧ୍ୟ ଜଣେ ଦୁର୍ନୀତିଗ୍ରସ୍ତ ଆଇ.ଏ.ଏସ୍ ଅଫିସର୍ ।ତେଣୁ ଏହାଙ୍କ ଉପରେ ଅଙ୍କୁଶ ନ ଲାଗିଲେ ବିଜେପି ମୋହନ ସରକାର ଆଗକୁ ଆହୁରି ହଇରାଣ ହେବ ।

    • @sbp1650
      @sbp1650 หลายเดือนก่อน +1

      Bhai odia jhia jebe Tamil Kerala Bala ku baha haba tebe janiba sabu chari daudee Kati jaichi

  • @baburambarik7903
    @baburambarik7903 หลายเดือนก่อน +12

    ନିର୍ଭୟ re kahuthiba ବ୍ୟକ୍ତିଙ୍କୁ ନମସ୍କାର. ଆପଣ ମଞ୍ଜି କଥା କହୁଥିବାରୁ tq

  • @umeshchandraswain8578
    @umeshchandraswain8578 หลายเดือนก่อน +28

    ମିଳନ ଶକ୍ତି ବନ୍ଦ କରାଯାଉ ଏମାନଙ୍କ ଦ୍ବାରା ଦେଶର ବିକାଶ ହେବନି

  • @prasantamohapatra7767
    @prasantamohapatra7767 หลายเดือนก่อน +30

    ଏ ସବୁ ପାଇଁ ଧର୍ମେନ୍ଦ୍ର ଆଉ ଅମିତ ସାହା ଦାୟୀ

  • @harimohanmaharana8179
    @harimohanmaharana8179 หลายเดือนก่อน +20

    ସାର ବହୁତ ଭଲ ଉପସ୍ଥାପନା ଏ ସରକାର ଏ ଘଟଣା କୁ ଉପଲବ୍ଧି କରିଲେ ମଙ୍ଗଳ ହେବ ଧନ୍ୟବାଦ

  • @hemantapradhan6406
    @hemantapradhan6406 หลายเดือนก่อน +13

    Very very nice episode Sir

  • @raghubirdas7621
    @raghubirdas7621 หลายเดือนก่อน +14

    Wonderful discussion sir

  • @sangramkesharijena7428
    @sangramkesharijena7428 หลายเดือนก่อน +29

    U are 100% right

  • @BijayMishra-o8p
    @BijayMishra-o8p หลายเดือนก่อน +22

    ଆଜ୍ଞା ପ୍ରଣାମ
    ଆଜ୍ଞା କେତେ ଆପଣ ବୁଝାଇଲେ କଣ ହେବ ମୋହନ ସରକାର ବୁଝପାରିବେନି ଏକ କଥା ଅଛି ନଜାଣି ମଲା, ଜାଣି ମଲା, ନବୀନ ବାବୁ ନ ଜାଣି ହାରିଲେ ମୋହନ ଜାଣି ହାରିବେ

  • @ganeswarkhatua9252
    @ganeswarkhatua9252 หลายเดือนก่อน +33

    ନୂଆ ସରକାର ସବୁ ବିଷୟରେ ଭାବିଚିନ୍ତି ସଠିକ ନିଷ୍ପତ୍ତି ନିଅନ୍ତୁ। ନଚେତ୍ ଜନସାଧାରଣ ପ୍ରତ୍ୟାଖ୍ୟାନ କରିବେ।

  • @S-A720
    @S-A720 หลายเดือนก่อน +11

    What an excellent .version

  • @NarayanDas-k5q
    @NarayanDas-k5q หลายเดือนก่อน +12

    ଧନ୍ୟବାଦ

  • @UpendraDash-g3d
    @UpendraDash-g3d หลายเดือนก่อน +8

    ମୂଳୁ ମାଇଲେ ଯିବ ସରି ।
    ଦେବଙ୍କ ସଙ୍ଗେ କିମ୍ପା କଳି।।
    ଏମାନଙ୍କ ଉପରେ ଯେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ
    ନିଆଯିବ ସେତେ ଭଲ।

  • @durgaprasadsamantaray7084
    @durgaprasadsamantaray7084 หลายเดือนก่อน +65

    କେଉଁ ଚାପ ର ବଶବର୍ତ୍ତୀ ହୋଇ, ଯେହେତୁ ମୋହନ ସରକାର ଆଜି ପର୍ଯ୍ୟନ୍ତ ପାଣ୍ଡିଆନ ଦୁର୍ନୀତି ପେଢି ଖୋଲି ନାହାନ୍ତି, ଏହି ଆନ୍ଦୋଳନ ମୋହନ ସରକାର ଙ୍କୁ ପୁରସ୍କାର ଭାବେ ମିଳିଥିବା ଅନୁମାନ କରାଯାଏ।

    • @sudhakarpradhan4655
      @sudhakarpradhan4655 หลายเดือนก่อน +1

      BJP win election only for Pandian how BJP take action against Pandian

    • @sandhyapriyadarshiniSahu
      @sandhyapriyadarshiniSahu หลายเดือนก่อน +2

      Nija youtube channel ku chaleiba pain pandian na nanele chalibani 😂😊sabu backwash analysis 😅

    • @urmeejena212
      @urmeejena212 หลายเดือนก่อน +2

      @@sandhyapriyadarshiniSahu, Tama ku kiya mana karichi analysis karuna tama ku kiye mana karichi ki?

    • @padmabatikandagari1694
      @padmabatikandagari1694 หลายเดือนก่อน

      Mu jone AWW worker sir I C D S project 50 years hela Ajiku salary 10.000 Au mission Shakti ki kam karuchanti sir 10.000 salary paibe

  • @prafullamohanty5557
    @prafullamohanty5557 หลายเดือนก่อน +34

    ମୋହନ ମାଝି ଙ୍କ ଅପାରଗତା ଦୁର୍ବଳ ନେତୃତ୍ୱ ଏବଂ ସୁଜାତା ପ୍ରୀତି। ଆହୁରି ଅନେକ ଭୋଗିବାକୁ ବିଜେପି କୁ କ୍ଷମତା ହରାଇ ପାରନ୍ତି।
    ଆଶିଷ ସିଂ ଏଵଂ କୁଟେ ଙ୍କୁ ପୁରସ୍କାର ମୋହନ ମାଝି କ୍ନୁ ମାହାଙ୍ଗା ପଡ଼ିବାକୁ ଯାଉଛି।
    ବିନାଶ କାଳେ ବିପରୀତ ବୁଦ୍ଧି।

  • @JogeswarMajhi-lt7hj
    @JogeswarMajhi-lt7hj หลายเดือนก่อน +10

    ନବୀନ ଦାସ sir ଙ୍କ ଆକଳନ ପୂର୍ବ ରୁ ଯେମିତି ସଠିକ୍ ପ୍ରମାଣିତ ହେଇଛି,,,ଆଜି ବି
    ତାଙ୍କର ଆକଳନ ନିର୍ଭୁଲ ସାବ୍ୟସ୍ତ ହେଇଛି,,ବିଜେପି ଯଦି ଏଥିରୁ କିଛି ଶିକ୍ଷା ଲାଭ କରି ପାରିବ ନାହିଁ,,ସେ ମଧ୍ୟ ବିଜେଡ଼ି ର ସମଦଶା ଭୋଗିବ,,ଏହା ନିସନ୍ଦେହ

  • @ravipatnaik79
    @ravipatnaik79 หลายเดือนก่อน +7

    ଓଡ଼ିଶା ଭାଜପା ଦଳରେ ଶତୃବୋଧ ଅଭାବ ...

  • @rkbehera1241
    @rkbehera1241 หลายเดือนก่อน +7

    Good news sir

  • @shatrughnanathsamantaray9250
    @shatrughnanathsamantaray9250 หลายเดือนก่อน +4

    Your judgement 100 persent right. Very good analysis.

  • @prasannakumar3065
    @prasannakumar3065 หลายเดือนก่อน +7

    , 100% right.

  • @1984sib
    @1984sib หลายเดือนก่อน +8

    ଅଙ୍ଗନୱାଡି କେନ୍ଦ୍ର ଓ ମହିଳା ସଙ୍ଘ ମାନଙ୍କର ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଗୁଡ଼ିକ ଅନିଶ୍ଚିତ କାଳ ପାଇଁ ବନ୍ଦ୍ ହୋଇଗଲେ ରାଜ୍ୟ କିମ୍ବା ଦେଶର କିଛି କ୍ଷତି ହୋଇଯିବନି ।

  • @bhagirathipradhan4590
    @bhagirathipradhan4590 หลายเดือนก่อน +8

    Right

  • @RanjanBehera-ge1kf
    @RanjanBehera-ge1kf หลายเดือนก่อน +16

    ☀️ଏ ମୋ‌ହନ ମାଝୀ ନବିନ କୁ Y+ ଯୋଗେଇଲା, ପୂର୍ବରୁ ମିଶନଶକ୍ତି ଦରମା ବନ୍ଦ ଅଛି, ଏଗ୍ରିମେଣ୍ଟ ମଧ୍ୟ ନାହିଁ କିନ୍ତୁ ମୋହନ ମାଝୀ ପୁଣି ସେମାନଙ୍କୁ ଦରମା ସହ ପ୍ରତିଶ୍ରୁତି ଦେଲେ...

  • @prafullamahapatra1197
    @prafullamahapatra1197 หลายเดือนก่อน +12

    ମୋହନ ମାଝୀ ସରକାର ର ପ୍ରଶାସନ ପ୍ରଣାଳୀ ଠିକ୍ ନୁହେଁ?

  • @biswajitpattnaik9325
    @biswajitpattnaik9325 หลายเดือนก่อน +9

    ଆପଣଙ୍କ ପ୍ରୟାସ ଅତି ଉଚକୋଟିର।ବହୁତ ଧନ୍ୟବାଦ।

  • @bipracharanjena2736
    @bipracharanjena2736 หลายเดือนก่อน +6

    କିଛି ଲାଭ ନାହିଁ ଦିନରେ ସ୍ବପ୍ନ ଦେଖିବାକୁ ମନ ନାହି 2029 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ

  • @SachidanndaMahanta
    @SachidanndaMahanta หลายเดือนก่อน +8

    Veri good news.sir

  • @girijapujhari8888
    @girijapujhari8888 หลายเดือนก่อน +1

    ଦୁଃଖର କଥା ମୋହନ ସରକାର ନିଷ୍ପତ୍ତି ନେଉନାହାନ୍ତି, ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି

  • @saratmishra7100
    @saratmishra7100 หลายเดือนก่อน +6

    Sure, ଏଥିରେ ସନ୍ଦେହ ନାହିଁ।
    ଆଉ ଏଇ Pandiaan ହିଁ ବିଜେପି ସରକାର ଙ୍କୁ ଭବିଷ୍ୟତରେ ଝଟକା ଦେବେ।

  • @pravashranjanlenka1974
    @pravashranjanlenka1974 หลายเดือนก่อน +3

    Thank you sir for your fact finding analysis. 👍

  • @rajendradebata8596
    @rajendradebata8596 หลายเดือนก่อน +4

    You have given well news to us thankyou

  • @santoshsahoo9254
    @santoshsahoo9254 หลายเดือนก่อน +7

    ଏମାନେ ନବୀନ ପାଖରେ ଯାଇ କାନ୍ଦିବା ଦରକାର.... ଆଉ କୌଣସି ଆନ୍ଦୋଳନ କୁ allow କରିବା ଉଚିତ ନୁହେଁ

  • @bhabanemallick1801
    @bhabanemallick1801 หลายเดือนก่อน +4

    Absolutely. Right. Sir

  • @ramchandramandal3539
    @ramchandramandal3539 หลายเดือนก่อน +19

    ନବୀନ ପଟନାୟକ ନାହିଁତ , ସାର ଦୟାକରି ମିଶନଶକ୍ତିକୁ ବନ୍ଦ କରାଯାହୁ, ଏହାପାଇଁ କୌଣସି ସରକାରଙ୍କ ନୋଟିଫିକେସନ ନାହିଁ କି ପରୀକ୍ଷା ହୁଇନାହିଁ , ତୁରନ୍ତ ଏହି ସଂସ୍ଥା ବନ୍ଦ କରାଯାଉ... 👍 🙏 👏

  • @NarayanDas-k5q
    @NarayanDas-k5q หลายเดือนก่อน +12

    ମୋହନ ସରକାର କାହିଁକି ଦୁର୍ନୀତିକୁ ସପୋର୍ଟ କରୁଛନ୍ତି,

  • @lipuacharya4032
    @lipuacharya4032 หลายเดือนก่อน +5

    Right sir🎉🎉🎉

  • @jhillirout2896
    @jhillirout2896 หลายเดือนก่อน +5

    Very nice 👍

  • @umeshchandraswain8578
    @umeshchandraswain8578 หลายเดือนก่อน +6

    ମୋହନ ସରକାର ନବୀନ ପଟ୍ଟନାୟକ ଦୁର୍ନୀତିକୁ ନ ଧରିଲେ ଆର ଥରକୁ ହାରିବା ଥୟ

  • @chandipadapanda4707
    @chandipadapanda4707 หลายเดือนก่อน +5

    ସନ୍ଯାସୀ ହୋଇଥିବା ତାମିଲ ବାବୁ ପ୍ରଚ୍ଛନ୍ନ ରେ ଥାଇ ଆନ୍ଦୋଳନ ଭିଆଇଥିବା ଅନୁମାନ କରାଯାଏ ।ଆପଣଙ୍କର ବିଚକ୍ଷଣତାର ଜବାବ ନାହିଁ ,ଧନ୍ଯବାଦ।

  • @jitendrapattanaik-qe9dh
    @jitendrapattanaik-qe9dh หลายเดือนก่อน +3

    Valuable information For the Time to Expose the Villain😊

  • @nrushinghnathsahu1630
    @nrushinghnathsahu1630 หลายเดือนก่อน +9

    ଲୁହା କୋମଳ ହେଲେ ବିଲେଇ କାମୁଡ଼େ,

  • @AnkitPanda-zj6ut
    @AnkitPanda-zj6ut หลายเดือนก่อน +4

    ଆପଣଙ୍କ ପକେଟ୍ ଗରମ କରୁଛି ବିଜେପି।
    ଆଉ ଆପଣ ସେହି ଗରମରେ ଲୋକଙ୍କୁ ଭୁଆଁ ବୁଳାଉଛନ୍ତି

    • @PabitrabaralBaral-db3eq
      @PabitrabaralBaral-db3eq หลายเดือนก่อน +2

      Thik Katha kahile lancha neichanti. Tume b.j.d ru kete neich?

  • @SushantaKumarParida
    @SushantaKumarParida หลายเดือนก่อน +2

    ପ୍ରଭାତୀ madame ଠିକ କହିଛନ୍ତି, ଏମାନଙ୍କୁ ବାହାର କରାଯାଉ. ଅଯଥାରେ ରାଜକୋଷ ଲୁଟ ନ ହେଉ shg ମା ମାନେ ଏମାନଙ୍କୁ ନ ନେଇ ଅରାମସେ ଗ୍ରୁପ ଚଲେଇ ପାରିବେ ଆଗରୁ ଚଲୋଉଥିଲେ ଭଲସେ ଚଲେଇବେ crp, mbk ବେଶି ରାଜନୀତି କରୁଛନ୍ତି

  • @surendranathlenka3599
    @surendranathlenka3599 หลายเดือนก่อน +8

    ଯେଉଁ ମହିଳାମାନେ ନିଜ ଚାକିରୀ ସର୍ତ୍ତାବଳୀ ବୁଝି ପାରୁନାହାନ୍ତି, ସେମାନେ ପୁଣି ମହିଳା ଗୋଷ୍ଠୀଙ୍କୁ ବ୍ୟାଙ୍କ କାରବାର ସମ୍ପର୍କୀୟ ସାକ୍ଷର କରିବା ଦାୟିତ୍ୱ ବହନ କରୁଥିଲେ !

  • @bijaybal899
    @bijaybal899 หลายเดือนก่อน +8

    Nabin das jee you are great.very good speech.

  • @prafulasingh2267
    @prafulasingh2267 หลายเดือนก่อน +5

    ପୂର୍ବତନ ସରକାର ଯଦି ମହିଳା ଶକ୍ତି ମିଶନ କରିଥିଲେ ଏବଂ ମହିଳାମାନେ ବିଜୁ ଜନତାଦଳର କର୍ମୀ ହୋଇ ଭୋଟ ବ୍ୟବସ୍ଥା କରୁଥିଲେ ଓ ବିଜୁ ଜନତାଦଳକୁ ଜିତାଇବାରେ ସହଯୋଗ କରୁଥିଲେ ଏଣୁ ସମସ୍ତ ମହିଳାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ସାମ୍ନାରେ ବସି ଦାବି କରିବା ଉଚିତ ।
    ଚାକିରୀ ନଥାଇ ଦରମା ଦାବିକରିବା ହେମାଜୋରି ଏବଂ ଆଇନ୍ ବିରୋଧୀ ଏଣୁ ମହିଳାମାନେ କୋର୍ଟକୁ ଯିବା ଉଚିତ ।
    ୨) ଯେଉଁ ମହିଳାମାନେ ଆନ୍ଦୋଳନ କରୁଛନ୍ତି , ସେମାନଙ୍କର ନାମ ସୁଭଦ୍ରା ଯୋଜନାରୁ ସରକାର ବାଦ୍ ଦିଅନ୍ତୁ ।

  • @ashokkumarrath5435
    @ashokkumarrath5435 หลายเดือนก่อน +6

    What is govt doing?

  • @biranchisahoo1365
    @biranchisahoo1365 หลายเดือนก่อน +3

    ନିମ୍ନ ପିଏମଜିରେ ଜଣେ ଅମଲାତନ୍ତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ଭୟଙ୍କର ଡ୍ରାମା ଦୁର୍ଭାଗ୍ୟଜନକ ଏବଂ ଆପଣଙ୍କ ଚ୍ୟାନେଲ ଦ୍ୱାରା ଲୋକଙ୍କୁ ସଠିକ୍ ଭାବରେ ବ୍ୟାଖ୍ୟା କରାଯାଇଛି |
    ଏହିପରି ଉଦ୍ବେଗଜନକ କାର୍ଯ୍ୟକଳାପକୁ ସୀମିତ ରଖିବା ପାଇଁ ସରକାର ତଥାକଥିତ ମିଶନର ଅଡିଟ୍ ଆରମ୍ଭ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିପାରନ୍ତି।

  • @goutamkaran7863
    @goutamkaran7863 หลายเดือนก่อน +5

    ମୋହନ ସରକାର ପାଖରେ କିଛି ନାହିଁ ସବୁ ଧର୍ମେନ୍ଦ୍ର ପ୍ରଧାନ ହାତରେ ସେ ଯାହା କହିଵେ ତାହା କରିବେ ଦେଖା ଯାଉ ଆଗକୁ କଣ ସବୁ ହେଉଛି।

  • @RabindraSahoo-qy3fg
    @RabindraSahoo-qy3fg หลายเดือนก่อน +6

    You are. Right
    Missonsakti. Bandakarajau

  • @akhsyakumarbehera7298
    @akhsyakumarbehera7298 หลายเดือนก่อน +13

    ଆପଣଙ୍କୁ ଆପଣଙ୍କ ମହତ ଉଦ୍ଦେଶ୍ୟ ରଖି ସରକାରକୁ ଚ଼େତଉ ଥିବାରୁ ଅନେକ ଅନେକ ଧନ୍ୟବାଦ,ସରକାର ଚେତିବେ କି ନ ଚେତିବେ ତାଙ୍କ ଦାରତ୍ଵ

  • @mahadevmishra7857
    @mahadevmishra7857 หลายเดือนก่อน +5

    Good news

  • @kulamanimohanty1275
    @kulamanimohanty1275 หลายเดือนก่อน +2

    Right. Your presentation is appreciable.

  • @rameshsethi1280
    @rameshsethi1280 หลายเดือนก่อน +5

    ଆଜ୍ଞା, ନମସ୍କାର, ଓଡ଼ିଆ ଭାରି ସରଳ ସେଈ ସରଳତାର ସୁଯୋଗ ନେଇ, ନଵୀନ ପଟନାୟକ ଓଡିଶା ରେ ଗୋଟେ କଳଙ୍କ, ସେଈ କଳଙ୍କ କୁ ଯଦି ମୋହନ ସରକାର ଯଦି ଲୋକଲୋଚନ କୁ, ନାଆଣିବେ, ତାହାଲେ 2029ରେ ମୋହନ ସରକାର ସେଈ କଳଙ୍କ ର ଟୀକା ପିନ୍ଧିବେ ଏବଂ ବୁଡିଯିବେ, 🙏🙏

  • @jayantakumarmohanty9050
    @jayantakumarmohanty9050 หลายเดือนก่อน +2

    ସଫଳତା ପାଇଁ ପ୍ରଶାସକଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଲେ ହିଁ ନିଜର ଯୋଜନା ଲାଗୁ କରାଯାଇ ପାରିବ... ସେମାନଙ୍କ ଦୟାରେ ଶାସନ କାର୍ଯ୍ୟ ଚାଲିଲେ ବିଫଳତା ହିଁ ମିଳିବା ନିଶ୍ଚିତ...

  • @bikashkumar-u5x9j
    @bikashkumar-u5x9j หลายเดือนก่อน +6

    ବିଜେପି ବିଜେଡି କୁ ସପୋଟ କଣ ପାଇଁ କରୁଛି ମୁଁ କିଛି ବୁଝି ପାରୁନି ଜଉ ମାନଙ୍କ ନା କୁ ଧରି ମୁଦା ବିଜେପି ସରକାର କରିଲା ପୁଣି ସେମାନଙ୍କୁ ଛତ୍ର ତଳେ ବିଜେପି ଘୋଡେ଼ଇ ରଖିଛି ଆପଣ କୁହନ୍ତୁ ଏଥିରେ ବିଜେଡି ର ଭୁଲ କଣ ସବୁ ଭୁଲ ତ ବିଜେପି ର ପୁଣି ସେ ପଣ୍ଡିଆନ ଘଇତା ଗଲା ମାଇକିନା ଆସିଲା ମୋତେ ଲାଜ ଲାଗୁଛି ଏବେ ସେ ବିଜେପି ନେତା କୁଆଡେ ଗଲେ
    ଜୟ ଜଗନ୍ନାଥ 🙏🙏🙏🙏🙏

  • @trilochanpatnaik6321
    @trilochanpatnaik6321 หลายเดือนก่อน +5

    କାର୍ତ୍ତିକ ଙ୍କ ପତ୍ନୀ ତ ସୁଜାତା ରାଉତ pandian ତେଣୁ ସେ ମୋହନ ସରକାର ଉପରେ ରାଗି ବା ନିଶ୍ଚିତ।

  • @shishirkumarmohanty5240
    @shishirkumarmohanty5240 หลายเดือนก่อน +1

    Nice speaking.patkura.kendrapara.

  • @bhaktimarga853
    @bhaktimarga853 หลายเดือนก่อน +2

    ଅନେକ ଗ୍ରାମପଞ୍ଚାୟତ କୁ ଦିଆଯାଇଥିବା ପୱର୍ଟିଲର ଏମାନେ ଲୋକମାନଙ୍କୁ ନଦେଇ ବିକି ଦେଇଛନ୍ତି କିମ୍ବା ନିଜକାମରେ ଲଗାଉଛନ୍ତି ।

  • @ramachandrapanipani7424
    @ramachandrapanipani7424 หลายเดือนก่อน +1

    ଏତେ ବୁଝାଇଲେ କଣ ହେବ, ଯେଉଁମାନେ ବୁଝିବା କଥା ସେମାନେ ତ ଶୁଣୁ ନାହାନ୍ତି !

  • @gugululvlog5214
    @gugululvlog5214 หลายเดือนก่อน +8

    Sir I salute you for right presentation before the general public of odisha

  • @rajajena-xh2gn
    @rajajena-xh2gn หลายเดือนก่อน +1

    Sir ଆଉ ଟିକେ ଭାଲଭାବରେ research କରିଥିଲେ ଭଲ ହେଇଥାନ୍ତା... ଅଧା ଜ୍ଞାନ ରଖି କହିଲେ ଆପଣକୁ ଶୋଭା ପାଉନି... ୫ବର୍ଷ ଅଗ୍ରୀମେଣ୍ଟ କାହାର ଥିଲା ଆଉ ସେଣ୍ଟର କେତେ ଦେଇଥାନ୍ତା ଆଉ କେତେଦିନ ହେଲା ଦେଇନି ଟିକେ ତର୍ଜମା କରନ୍ତୁ 🙏🙏🙏🙏

  • @radhamadhabmishra2750
    @radhamadhabmishra2750 หลายเดือนก่อน +13

    ଅତି ଉତ୍ତମ, ମନ ବୁଝିଗଲା।

  • @Khira_Only4U
    @Khira_Only4U หลายเดือนก่อน +4

    ମିଛ ସତ କହି ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ

  • @jubarajshi2025
    @jubarajshi2025 หลายเดือนก่อน +1

    ସାର୍ ବିଲକୁଲ ସତ କଥା କହି ଥିବାରୁ ଧନ୍ୟବାଦ୍

  • @SabitaKhuntia-ih5yq
    @SabitaKhuntia-ih5yq หลายเดือนก่อน +4

    Jay Jagannath sir namaskar 🙏 apana jaha kahuchanti absolutely right apananka katha re akamata 👏👏

  • @srinibasswain1143
    @srinibasswain1143 หลายเดือนก่อน +5

    Different projects.. like Kalia yojana, Pitha, Mo cycle, Mission Shakti, bag, Biju yuba bahini etc. are the useless ideas of 24 years of irresponsible government.. That's why the condition of Odisha is like this..!!!

  • @saratparida5471
    @saratparida5471 หลายเดือนก่อน +1

    ଏ ମିଶନ ଶକ୍ତି ର କୌଣସି ଆବଶ୍ୟକତା ନାହିଁ,BJD ସରକାର ବେକାର ସ୍କିମ କରିଛନ୍ତି, ଏ ପଇସା କୁ ଅଲଗା ଉନ୍ନତି କାମରେ ଲଗାନ୍ତୁ, ଏହା ସରକାର ଙ୍କୁ ଅନୁରୋଧ,

  • @samayswain9808
    @samayswain9808 หลายเดือนก่อน +12

    You are absolutely right said Sir,
    I am proud of you
    Jai jagannath

  • @sibaprasadswain5060
    @sibaprasadswain5060 หลายเดือนก่อน +1

    Sir, Namaskar, Your opinion and prediction are.very important

  • @FAKIRJENA-du2zs
    @FAKIRJENA-du2zs หลายเดือนก่อน +2

    ମୋହନ ସରକାର ବଦଳରେ ଜୟନାରାୟଣ ସରକାର ଆମର ଦରକାର।

  • @BharatiMurmu-zc8wz
    @BharatiMurmu-zc8wz หลายเดือนก่อน +1

    ମୂଖ ଚୁମ ବୋହୁ ତ ବସି ନାହିଁ। ତୁମ ବୋହୁ ବୋଧେ AWW। ଏମାନେ ପେଟ ପାଇଁ ଲଢେଇ କରିଛନ୍ତି

  • @mami6057
    @mami6057 หลายเดือนก่อน +2

    Mission Shakti should be stop.

  • @AnkitPanda-zj6ut
    @AnkitPanda-zj6ut หลายเดือนก่อน +3

    ସାମ୍ବାଦିକତା ନାଁରେ ଲୋକଙ୍କୁ ଭୁଲ୍ ତଥ୍ୟ ଦେଈ ସେମାନଙ୍କୁ ହାଇରାନ କରିବା ବନ୍ଦ କରନ୍ତୁ

  • @girisiputhal466
    @girisiputhal466 29 วันที่ผ่านมา

    Thanks 🙏🙏🙏🙏🙏 sir

  • @SanjaySubudhi-n7m
    @SanjaySubudhi-n7m หลายเดือนก่อน

    Very nice comment sir you are right

  • @biswajitpaida634
    @biswajitpaida634 29 วันที่ผ่านมา

    Thanks sir

  • @jayakrushnarana4501
    @jayakrushnarana4501 หลายเดือนก่อน

    Very good knowledge sir

  • @geetanjalipanda8001
    @geetanjalipanda8001 25 วันที่ผ่านมา

    U R truly right sir

  • @rajeshpattanayak4872
    @rajeshpattanayak4872 หลายเดือนก่อน +1

    ଏ ମହିଳା ମନକୁ ବାହାର କରି ବେକାର ଯୁବକ ମନକୁ ନିଯୁକ୍ତି ଦିଆଯାଉ

  • @AmiyaKumarSahoo-u3s
    @AmiyaKumarSahoo-u3s หลายเดือนก่อน +5

    ସାର ଆପଣ ଭୁଲ କହୁଛନ୍ତି, ଆପଣ ଜାଣିପାରୁଛନ୍ତି ଷଡଯନ୍ତ୍ର କରୁଛନ୍ତି ପାଣ୍ଡିଆନ ଓ ତାଙ୍କ ପତ୍ନୀ ମୋହନ ସରକାର ଙ୍କ ଜାଣି ପାରୁନାହାନ୍ତି ତାଙ୍କୁ ଆକ୍ସନ ବଦଳରେ ଅତିଥି ଚର୍ଚ୍ଚା କରୁଛନ୍ତି, ସେମାନେ ବିରୋଧୀ ଦଳ ବିରୋଧ କରିବା ତାଙ୍କର କାମ,

  • @swarnlatamahapatra1075
    @swarnlatamahapatra1075 หลายเดือนก่อน

    Sir are you great . Right answer sir❤❤❤❤❤❤

  • @babitaswain571
    @babitaswain571 หลายเดือนก่อน +8

    ସମସ୍ତେ ଏମିତି ଘେରିବେ , ଯୋଉଁପର୍ଯ୍ୟନ୍ତ ବିଜେପି ସରକାର ବିଜେଡି ବିରୁଦ୍ଧରେ ପଦକ୍ଷେପ ନ ନେଇଛନ୍ତି।

  • @NARAYANJENA-s4o
    @NARAYANJENA-s4o หลายเดือนก่อน

    Badhia kari bujhaichhanti Thanks

  • @himansubiswal7862
    @himansubiswal7862 หลายเดือนก่อน +1

    ମିଶନ ଶକ୍ତି କୁ ମିଳିଥିବା ଟଙ୍କାର ତଦନ୍ତ କରାଯାଇ ଏହାମଧ୍ୟରେ କିପରି ଦୁର୍ନୀତି ହୋଇଛି

  • @usharaniparida2442
    @usharaniparida2442 29 วันที่ผ่านมา

    ବହୁତ୍ ସୁନ୍ଦର ଆଲୋଚନା କଲେ ଆଜ୍ଞା

  • @rameshchandrabehera9435
    @rameshchandrabehera9435 หลายเดือนก่อน +6

    Your political Analysis is heart touching Thank you Sir,

  • @NX_sameer_27
    @NX_sameer_27 23 วันที่ผ่านมา

    You are right sir

  • @maheswarbehera4730
    @maheswarbehera4730 หลายเดือนก่อน

    Verygood sir

  • @SagarikaKanungo
    @SagarikaKanungo หลายเดือนก่อน +2

    ଏ ସରକାର ଅନ୍ୟକୁ ଦୋଷ ଦେଇ ଦେଇ ପାରି ହେବାକୁ ବସିଛ। କିଛି କାମ କରିକି ତ ଦେଖା।

  • @ODIAMBJSHORT003
    @ODIAMBJSHORT003 หลายเดือนก่อน +1

    Right sir

  • @manasisenapati5767
    @manasisenapati5767 หลายเดือนก่อน

    U are💯 right