Political mudslinging at 18th Pravasi Bharatiya Diwas as state song “Vande Utkal Janani” not played.

แชร์
ฝัง
  • เผยแพร่เมื่อ 9 ม.ค. 2025

ความคิดเห็น • 68

  • @nirakarrout1973
    @nirakarrout1973 4 ชั่วโมงที่ผ่านมา +11

    ଅଯୋଗ୍ୟତାର ପରିଚୟ ସାର୍, ନିଜ ମାଟି କୁ ଅସମ୍ମାନ କରି ପ୍ରବାସୀ ଙ୍କୁ ଆମନ୍ତ୍ରଣ କରିବା ଅଯୋଗ୍ୟ ଓ ଅପରିପକ୍ବତାର ପରିଚୟ

  • @peaceisprosperity3203
    @peaceisprosperity3203 3 ชั่วโมงที่ผ่านมา +13

    ଓଡିଶା ଖର୍ଚ୍ଚ କରିବ 125 କୋଟି କିନ୍ତୁ ରାଜ୍ୟ ସଂଗୀତ ଓଡିଶା ର ଗାନ କରାଯିବ ନାହିଁ?

    • @nrusinghcharanpalei8938
      @nrusinghcharanpalei8938 2 ชั่วโมงที่ผ่านมา +1

      Ethuru janapaduchi modira kete darada odisha pain .kuadegale dharmendra .aparajita .sambit patr .manua samala au mutparaka mla matri alu mantri odia asmita 2 heuthile ?

  • @akshayapatra3750
    @akshayapatra3750 5 ชั่วโมงที่ผ่านมา +4

    Congratulations, right point has been raised by you.

  • @BasantaBehera-gl3li
    @BasantaBehera-gl3li 3 ชั่วโมงที่ผ่านมา +2

    ବହୁତ୍ ସୁନ୍ଦର ଉପସ୍ଥାପନ କରିଛନ୍ତି ଭାଇ 👍👍👍👍💯

  • @SurprisedDrums-sm3ck
    @SurprisedDrums-sm3ck 2 ชั่วโมงที่ผ่านมา +2

    Right Katha kahile Sir 🙏🙏🙏🙏👍👍👍👍

  • @DJ8260-i3i
    @DJ8260-i3i 5 ชั่วโมงที่ผ่านมา +6

    ପରଦା ପଛର କାହାଣୀ ଆହୁରି ଚିନ୍ତାଜନକ.😢

  • @PravaskumarSamantaray
    @PravaskumarSamantaray 3 ชั่วโมงที่ผ่านมา +3

    ସାରେ 👍

  • @minaketansrichandan3773
    @minaketansrichandan3773 2 ชั่วโมงที่ผ่านมา

    Good points and two important points you have raised. People are over all judge.. Thank you

  • @balgopalmandal6096
    @balgopalmandal6096 4 ชั่วโมงที่ผ่านมา +4

    Right 👍

  • @NarendraSwain-i5m
    @NarendraSwain-i5m 5 ชั่วโมงที่ผ่านมา +4

    Right sir

  • @suparfonyfamily
    @suparfonyfamily 2 ชั่วโมงที่ผ่านมา +2

    ଆପଣ ଜଣେ ଶିକ୍ଷିତ ହୋଇଥିବାରୁ ଆପଣଙ୍କୁ ଏ ତ୍ରୁଟି ଦେଖା ଗଲା,କିନ୍ତୁ ଆଜି କାଲି ର ରାଜନୀତି ,ବିନା ଇତିହାସ ବିନା ଜ୍ଞାନ ପଢା ର ରାଜନୀତି ,ନିଜ ଗୋଡୋ ରେ ନିଜେ ଆଜି ମଣିଷ ଚୋଟୋ ମାରୁଚି।

  • @srikantaojha9953
    @srikantaojha9953 2 ชั่วโมงที่ผ่านมา

    ଅତି ସୁନ୍ଦର ବିସ୍ଲେସଣ sir
    🙏🙏🙏🙏🙏🙏🙏🙏

  • @ranajitjena4668
    @ranajitjena4668 3 ชั่วโมงที่ผ่านมา +3

    ଓଡ଼ିଆ ଅସ୍ମିତାର ନାରା ଦେଇ ନିର୍ବାଚିତ ଜାଲିଆ ବିଜେପି ସରକାର ଆଜି ଆୟୋଜନ ହୋଇଥିବା ପ୍ରବାସୀ ଭାରତୀୟ ଉତ୍ସବରେ ଓଡିଶାରେ ବାସ କରୁଥିବା ସମସ୍ତ ଓଡ଼ିଆଙ୍କୁ ଓଡ଼ିଆ ଅସ୍ମିତା ନାମରେ ଅସମ୍ମାନ କରିଲେ ରାଜନୀତି ଉଦେଶ୍ୟ ରଖି.

  • @sarojdas2408
    @sarojdas2408 ชั่วโมงที่ผ่านมา

    Absolutely right

  • @sanjuktamohanty9668
    @sanjuktamohanty9668 3 ชั่วโมงที่ผ่านมา +1

    Satya babu,stay blessed and be safe.

  • @sachitrakumarpradhan1439
    @sachitrakumarpradhan1439 4 ชั่วโมงที่ผ่านมา +4

    odishara mana hani hoichi. Bandhe utkala janani gita kuade gala. Odisha asmita kuade gala. Gujarati asmita asilaki odishaku.

  • @JyostnaMohanty-f2r
    @JyostnaMohanty-f2r 5 ชั่วโมงที่ผ่านมา +2

    Right

  • @djbiswal206
    @djbiswal206 5 ชั่วโมงที่ผ่านมา +1

    Odisha pride should always be first priority...
    Vande Utkal Janani ❤❤❤

  • @rashmiranjansamantray2636
    @rashmiranjansamantray2636 4 ชั่วโมงที่ผ่านมา +2

    ପ୍ରଶଂସା କରିକି ଯାଇଛନ୍ତି କିନ୍ତୁ ଆମେ ଅନ୍ଧ ଧୃତରାଷ୍ଟ୍ର କିନ୍ତୁ ଧୃତରାଷ୍ଟ୍ର ହେବାପାଇଁ ଦକ୍ଷତା ଯୋଗ୍ୟତା ସୈାଭାଗ୍ୟ ଆମ ପାଖରେ ନାହିଁ ବୋଲି କିଛି ଚତୁର ଶୋଷଣକାରି ମଣିଷ ସମାଜକୁ ମାତା ଗାନ୍ଧାରୀ ସଦୃଶ୍ୟ ବନାଇଥାନ୍ତି।

  • @homundaaarsi9489
    @homundaaarsi9489 4 ชั่วโมงที่ผ่านมา +4

    BJP Sarkar knu Dhik... Dhik odisha...

  • @purnachandramohanty5951
    @purnachandramohanty5951 5 ชั่วโมงที่ผ่านมา +3

    Satya babu 👍

  • @SK24NYK
    @SK24NYK 2 ชั่วโมงที่ผ่านมา

    Vande Utkala Janani ❤

  • @gangadharmohapatra2374
    @gangadharmohapatra2374 2 ชั่วโมงที่ผ่านมา +1

    HAA HAA HAA HAA 😀😀😀😀😀

  • @rajkumariranajit2054
    @rajkumariranajit2054 ชั่วโมงที่ผ่านมา

    ଗୁଜୁରାତି ର ପାଲା ରେ ପଡି ଓଡ଼ିଆ ଅସ୍ମିତା କୁ ଦୁଃଖ ଦେଉଅଛି BJP

  • @Bhagvansahu-pr4sw
    @Bhagvansahu-pr4sw ชั่วโมงที่ผ่านมา

    ଏମାନେ ଖାଇଵା ଥାଳିରେ ଵାଳ ପକାଇ ପ୍ରସ୍ତୁତକାରୀକୁ ଗାଳି ଦେଵା ଏମାନଙ୍କ ପ୍ରଵୃତ୍ତି ।

  • @RanjanBehera-ge1kf
    @RanjanBehera-ge1kf 5 ชั่วโมงที่ผ่านมา +2

    💠 Ye sab kuchh kya chal raha hai re Kaliaaaaaaaaaaaaaa,,,,,

  • @debiprasadmishra2699
    @debiprasadmishra2699 ชั่วโมงที่ผ่านมา

    ମନେପକାନ୍ତୁ, ନିକଟ ଅତୀତରେ ଏକ ସଭାରେ " ବନ୍ଦେ ଉତ୍କଳ ଜନନୀ"ଗାନ ସମୟରେ ସମ୍ୱଲପୁର ଏମ୍ ଏଲ୍ ଏ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର ଚେୟାର ରେ ଚୁପ୍ ଚାପ୍ ବସି ରହିଲେ।
    ପରେ ପ୍ରତିକ୍ରିୟା ରଖିଲେ ଯେ ଉତ୍କଳ ର ବନ୍ଦନା ଗାନ କରିବେ ନାହିଁ।
    ପଶ୍ଚିମ ଓଡିଶାରୁ କେତେଜଣ " ବନ୍ଦେ ଉତ୍କଳ ଜନନୀ" ସଂଗୀତକୁ ବିରୋଧ କରି ମତ ଦେଲେ।
    ସେଥି ହେତୁ ହୁଏତ ବିଜେପି ସରକାର " ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ଏଡେଇଯାଇଛନ୍ତି।

  • @tariniprasadprusty2396
    @tariniprasadprusty2396 6 ชั่วโมงที่ผ่านมา +2

    Orissa lok nije bhul kari chanti ..... gujarati ku pasand kale ebe bhog tun

  • @ranjanbaral9351
    @ranjanbaral9351 11 นาทีที่ผ่านมา

    ଆରେ ଭାଇ ହଳନ୍ତ ନଲଗାଇ ଓଡ଼ିଆ କୁହ। ନହେଲେ ହିନ୍ଦି ପରି ଶୁଭୁଛି।
    ଯଥା ଐତିହାସିକ କୁ ଐତିହାସିକ୍
    ଦିବସ କୁ ଦିବସ୍
    ଯେମିତି ବର୍ତ୍ତମାନର ମନ୍ତ୍ରୀ ମାନେ କହୁଛନ୍ତି ବିକଶିତ୍, ନିଶ୍ଚିତ୍ ଇତ୍ୟାଦି।
    ଏଇଟା ବୋଧହୁଏ ଓଡ଼ିଆ ଅସ୍ମିତା.....

  • @Maminasahoo-f8n
    @Maminasahoo-f8n 2 ชั่วโมงที่ผ่านมา

    A bahuta 😢😢😢😢 katha

  • @NaliniPrabhaMaharana
    @NaliniPrabhaMaharana 3 ชั่วโมงที่ผ่านมา +1

    Odisha loke dadana jibeni kete barsh lagiba.au berojagar nku rojagara miliba kete barsha gale.

  • @kishoretripathy5479
    @kishoretripathy5479 5 ชั่วโมงที่ผ่านมา +1

    This is pravashi bharatiya divas organized by MEA GOI. Not pravashi odia diwas organized by odisha govt. Very easy to criticise good work.

    • @peaceisprosperity3203
      @peaceisprosperity3203 4 ชั่วโมงที่ผ่านมา +1

      If its organised by MEA, Then why odisha government spending 125 crore rupees?

  • @sibaramsahoo4026
    @sibaramsahoo4026 30 นาทีที่ผ่านมา

    ବିଲକୁଲ ଠିକ କଥା ଆଜ୍ଞା 🙏

  • @mirapatra8545
    @mirapatra8545 ชั่วโมงที่ผ่านมา

    ମୋଦି ଆଉ ମୋହନମାଝୀ କୁ ଲଙ୍ଗଳ ରେଯୋଚି ହଳ କଲେ ଭଲ ହୁଅନ୍ତା ଦିଟା ଯାକ ହଡା ଆଉ ବଳଦ ଆମ ଓଡ଼ିଶାକୁ କାଙ୍ଗାଳ କରିଦେଲେ

  • @HaldharSuna-b1q
    @HaldharSuna-b1q 5 ชั่วโมงที่ผ่านมา +1

    ଏହା ସର୍ବଭାରତିୟ କାର୍ଯକର୍ମ ଏଥିରେ ଦେଷର ଜାତିୟ ସଂଗିତ ଗାନ କଲେ ବି ବହୁତ ଭଳ

    • @peaceisprosperity3203
      @peaceisprosperity3203 4 ชั่วโมงที่ผ่านมา

      ସର୍ବ ଭାରତୀୟ କାର୍ଯ୍ୟକ୍ରମ ଯଦି ଓଡିଶା ସରକାର କାହିଁ କି 125 କୋଟି ଖର୍ଚ୍ଚ କରିବେ?

  • @tukunasahu1772
    @tukunasahu1772 5 ชั่วโมงที่ผ่านมา +1

    Mu bhi kali seya bhabuthili sir...

  • @sitaramkumarpradhan842
    @sitaramkumarpradhan842 5 ชั่วโมงที่ผ่านมา +1

    Right sir ethipai kahili murkha odissa boli

  • @puspalatapanda2359
    @puspalatapanda2359 2 ชั่วโมงที่ผ่านมา +1

    BJP Odisha ku biki deba. So Bande Utkal Janani ku abetoo baad karidele

  • @AbhimanyuSwain-q7h
    @AbhimanyuSwain-q7h ชั่วโมงที่ผ่านมา

    କହୁ ଥିବା ଆସସ୍ମିତା ଅସ୍ମିତା ବତ୍ତମାନ ଛି ଛି ଛି

  • @babulupardhan2323
    @babulupardhan2323 2 ชั่วโมงที่ผ่านมา +1

    BJP🤣🤣🤣🤣🤣🤣🤣🤣

  • @prafullakumarsamal761
    @prafullakumarsamal761 ชั่วโมงที่ผ่านมา

    ଏଇଟା ଓଡ଼ିଆ ଅସ୍ମିତା 😅😅😅😅

  • @amiya19277
    @amiya19277 3 ชั่วโมงที่ผ่านมา +1

    Samaste bhuligale.

  • @Maminasahoo-f8n
    @Maminasahoo-f8n 2 ชั่วโมงที่ผ่านมา

    Bjp khali nijara prachar karuchi khali bahana karuchi

  • @BivbekKNath
    @BivbekKNath ชั่วโมงที่ผ่านมา

    Baalo govt te heichi Baalo kaamo sbu chadichi

  • @srikantarout1038
    @srikantarout1038 19 นาทีที่ผ่านมา

    Desh ra arthaniti ku sajadantu .khali faltu agenda narrative chhadantu.

  • @HaldharSuna-b1q
    @HaldharSuna-b1q 5 ชั่วโมงที่ผ่านมา

    କଣ ଅପମାନ ହେଲା vdo ଦଖା

    • @DJ8260-i3i
      @DJ8260-i3i 5 ชั่วโมงที่ผ่านมา

      th-cam.com/video/rY-ildb47PY/w-d-xo.htmlsi=bbguUXDsdD9AUlPV

  • @BanditaPatra-m9v
    @BanditaPatra-m9v 3 ชั่วโมงที่ผ่านมา +1

    ଯେତେ ନିଆଁ ଲଗେଇ ଲେ ବି କିଛି ହବନି bjp ର ସମସ୍ତେ ଏମିତି ଭୁକିବେ ଲଜ୍ଜ୍ୟା ଲାଗୁନି ଯିଏ ଭଲ କରୁଛି ତା ବିରୁଦ୍ଧରେ କହୁଚ ଭଗବାନ୍ ତମକୁ।କେବେ କ୍ଷମା କରିବେନି ଛି

    • @nrusinghcharanpalei8938
      @nrusinghcharanpalei8938 2 ชั่วโมงที่ผ่านมา

      To bandita --kanakarichi bjp 125 kana pain .andhra ,bihara ,adani o ambani lalita modi .bijaya malya nka pain ete dara kanapain .

  • @sachitradas6257
    @sachitradas6257 3 ชั่วโมงที่ผ่านมา +1

    Right 👍

  • @deepakkumarnayak7831
    @deepakkumarnayak7831 ชั่วโมงที่ผ่านมา

    Absolutely right

  • @NakulNayak-v6x
    @NakulNayak-v6x 4 ชั่วโมงที่ผ่านมา +1

    Right sir

  • @KhushiBhue-o7z
    @KhushiBhue-o7z 3 ชั่วโมงที่ผ่านมา +1

    Right

  • @diptisatpathy2799
    @diptisatpathy2799 2 ชั่วโมงที่ผ่านมา +1

    Right