Mohan Escapes Major Conspiracy Plot ! | Nirbhay Gumara Katha

แชร์
ฝัง
  • เผยแพร่เมื่อ 26 ม.ค. 2025

ความคิดเห็น • 308

  • @pramodkumarrout7641
    @pramodkumarrout7641 14 วันที่ผ่านมา +87

    ମୋହନ ଭାଇ ପ୍ରଭୂ ଜଗନ୍ନାଥ ଓ ମା ତାରିଣୀ ଙ୍କୁ ବିଶ୍ବାସ କରନ୍ତି। ତେଣୁ ପ୍ରଭୂ ଜଗନ୍ନାଥ ଓ ମା ଙ୍କର ଯେତେଦିନ ପର୍ଯ୍ୟନ୍ତ ଆଶୀର୍ବାଦ ଥିବ, ମୋହନ ଭାଇ ଙ୍କର କିଛି କ୍ଷତି ହେବ ନାହିଁ।
    ଜୟ ଜଗନ୍ନାଥ
    ଜୟ ମା ତାରିଣୀ

  • @manjupravamishra8000
    @manjupravamishra8000 14 วันที่ผ่านมา +45

    "ଯେ ପାଞ୍ଚେ ପରର ମନ୍ଦ,ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ।"ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @kelucharanpanda8399
    @kelucharanpanda8399 14 วันที่ผ่านมา +39

    ,ମୋହନଙ୍କ ସହ ପ୍ରଭୂ ମୋହନ ଅଛନ୍ତି ।

  • @RD123.........
    @RD123......... 14 วันที่ผ่านมา +30

    ପ୍ରଧାନ ବାବୁ ବହୁତ ଘାତକ ଓଡ଼ିଶା ପାଇଁ 🙏🏼🤔🤔😔

  • @prakashkumarjena.babusan.n3760
    @prakashkumarjena.babusan.n3760 14 วันที่ผ่านมา +16

    ମୋହନ ସାର ସହ ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ଅଛନ୍ତି

  • @Jagannath-oc9ht
    @Jagannath-oc9ht 14 วันที่ผ่านมา +16

    ଜୟ ଜୟ ଶ୍ରୀ ଜଗନ୍ନାଥ

  • @skdsingerkumarsaroj655
    @skdsingerkumarsaroj655 14 วันที่ผ่านมา +21

    କର୍ମ ର ଫଳ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ
    କେହି ଖସି କାଳିଆ ପାଖରୁ ଯାଇପାରିବେ ନାହିଁ କେହି ନଦେଖିଲେ ଚନ୍ଦ୍ର ଓ ସୂର୍ଯ୍ୟ ଦେଖିଛନ୍ତି ରାମ ରାମ ରାମ ରାମ ରାମ

  • @laxmidharapanda6086
    @laxmidharapanda6086 14 วันที่ผ่านมา +18

    ଓଡ଼ିଶାର ସୁରକ୍ଷାଦାତା ପ୍ରଭୁ ଜଗନ୍ନାଥଙ୍କର ସର୍ବଶ୍ରେଷ୍ଠ ଅବଦାନ ହେଉଛି ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ! ତେଣୁ ପ୍ରଭୁ ଜଗନ୍ନାଥହିଁ ତାଙ୍କର ସୁରକ୍ଷାଦାତା ! କିଛି କ୍ଷତି ହେବନାହିଁ, ପ୍ରଭୁଙ୍କ ଉପରେ ଓଡ଼ିଆଙ୍କ ଭରଷାଅଛି !

  • @sudhansusekharsethi3286
    @sudhansusekharsethi3286 14 วันที่ผ่านมา +8

    ଧର୍ମେନ୍ଦ୍ର ପ୍ରଧାନ ର ହାତ

  • @SatyaprakashParida-xw3nh
    @SatyaprakashParida-xw3nh 14 วันที่ผ่านมา +9

    Very good collection thank you

  • @prafulasingh2267
    @prafulasingh2267 14 วันที่ผ่านมา +12

    ଚାଷ ଓ ଚାଷୀଙ୍କ ଅଗ୍ରଗତି ପାଇଁ କୋଲ୍ଡ ଷ୍ଟୋର ଓ ଅଟଳଜୀଙ୍କ ନଦୀ ସଂଯୋଗୀକରଣ ନିହାତି ଦରକାର । ଏହା ଯଦି କରିପାରିଲେ ବିଜେପି ସରକାରର ଜୟ ଜୟ କାର ହେବ ।

  • @trilochanpatnaik6321
    @trilochanpatnaik6321 14 วันที่ผ่านมา +8

    ଯେଉଁ ପର୍ଯ୍ୟନ୍ତ ବିଜେଡି ସରକାର ଅମଳରେ ହୋଇଥିବା ଦୁର୍ନୀତି ର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ଜାଣିବାକୁ ହେବ ମୋହନ ସରକାର ଏକ ଅପାରଗ ସରକାର ବୋଲି। ଜଣା ପଡ଼ୁଛି ନେପଥ୍ୟ ରେ ରହି ତାମିଲ ନିର୍ଦ୍ଦେଶକ ସବୁ କାଣ୍ଡ ର ସୁତ୍ରଧର ରୂପେ କାର୍ଯ୍ୟ କରୁଛନ୍ତି।

  • @gourangasa6027
    @gourangasa6027 14 วันที่ผ่านมา +10

    ଯାହା ହେଉଛି ଠିକ ହେଉଛି।

  • @SunilBehera-w6s
    @SunilBehera-w6s 14 วันที่ผ่านมา +4

    ଜୟ ଶ୍ରୀ ରାମ ❤❤❤❤

  • @raghubirdas7621
    @raghubirdas7621 14 วันที่ผ่านมา +8

    Very good analysis sir

  • @kishorchsrichandan307
    @kishorchsrichandan307 14 วันที่ผ่านมา +8

    ଏତେବଡ଼ ଖବର କିପରି ଲୁଚିଗଲା, ଯଦି ସେଠାରେ ଉପସ୍ଥିତ ବ୍ୟକ୍ତି କିଛି କମେଣ୍ଟ ରେ ଲେଖନ୍ତେ ଭଲ ହୁଅନ୍ତା।

  • @sorotoka9717
    @sorotoka9717 14 วันที่ผ่านมา +4

    ଲିକୁ ବାବୁ ପା ଧରମା ର ଖାସ ଲୋକ... ସଂସ୍ଥା ଚାଲୁ

    • @gyanabratamohanty4219
      @gyanabratamohanty4219 14 วันที่ผ่านมา +2

      ଅଯଥା ସନ୍ଦେହ ଭଲ ନୁହେଁ | ବିଜେପି ଏକ ରହୁ ଆଗକୁ ଯାଉ 👍👍🙏🙏

  • @sarbeswarmohanta4028
    @sarbeswarmohanta4028 14 วันที่ผ่านมา +13

    ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଅଛି

  • @giridharibiswal8401
    @giridharibiswal8401 14 วันที่ผ่านมา +8

    ଆପଣଙ୍କ ର ଧର୍ମପିତା ତୀର କାହାକୁ ଆମେ ବୁଝି ପାରୁଛୁ...... ସେ ଜଣେ ଜାତୀୟ ଚେହେରା...... ରାଜ୍ଯ ଭିତରେ ସୀମିତ ରହିବା ପାଇଁ ଏତେ ବ୍ୟାକୁଳ କଣ ପାଇଁ.....?

    • @hiteshkumarpradhan254
      @hiteshkumarpradhan254 14 วันที่ผ่านมา +1

      Lovo, ଲାଳସା ମେଣ୍ଟିନାହିଁ

  • @ranjitbhuyan5160
    @ranjitbhuyan5160 14 วันที่ผ่านมา +4

    ନିହାତି ଚକିତ କଲା ଭଳି ଘଟଣା....ଯଦି ରାଜ୍ଯମୁଖ୍ଯଂକୁ ସୁରକ୍ଷା ଦେବାରେ ଆରଖି ବିଭାଗ ଅଯୋଗ୍ଯ ତେବେ ଆମ ଜନସାଧାରଣଂକ କଥା ଛାଡ଼ନ୍ତୁ 🙏🏻

  • @suryakantamohanty8276
    @suryakantamohanty8276 14 วันที่ผ่านมา +14

    ମୋହନ sir ଙ୍କୁ ଅଣ୍ଡା ବାଜିଥିଲେ ଧରାମା ପ୍ରଧାନ ବହୁତ୍ ଖୁସି ହୋଇଥାନ୍ତା

  • @dipakpanda9075
    @dipakpanda9075 14 วันที่ผ่านมา +7

    କେବଳ ଜଣେ ସବୁ ଷଡଯନ୍ତ୍ରର ନାୟକ, ଯାହା ସମସ୍ତଙ୍କୁ ଜଣା l

    • @Pinku_nxt
      @Pinku_nxt 14 วันที่ผ่านมา

      😂 କଣ ପ୍ରଧାନେ

  • @gyanabratamohanty4219
    @gyanabratamohanty4219 14 วันที่ผ่านมา +2

    ଖୁବ ଗୁରୁତ୍ୱପୂର୍ଣ ବିଷୟରେ ବାସ୍ତବବାଦୀ ବିଶ୍ଳେଷଣ କରୁଛନ୍ତି - ବହୁତ ବହୁତ ଧନ୍ୟବାଦ | ନୂତନ ନିର୍ବାଚିତ ସରକାରଙ୍କୁ ଆଗକୁ ଯିବାକୁ ଆମେ ସବୁ ପ୍ରକାର ସାହାଯ୍ୟ କରିବା ଉଚିତ 🙏🙏🙏

  • @durgaprasadsamantaray7084
    @durgaprasadsamantaray7084 14 วันที่ผ่านมา +8

    ଯାହା କରନ୍ତି ସାଇଁ,ତାହା କାହାରି ମନରେ ନାହିଁ।

  • @neerennayak7417
    @neerennayak7417 14 วันที่ผ่านมา +6

    ସତ୍ୟ ମେବ ଜୟତେ

  • @SurendraMishra-o6i
    @SurendraMishra-o6i 14 วันที่ผ่านมา +6

    ସାଦର ପ୍ରଣାମ 🙏କଥାରେ ଅଛି, " ଧର୍ମୋ ରକ୍ଷତି ଧାର୍ମିକ8"🙏🙏🙏

  • @rabindrarath9474
    @rabindrarath9474 14 วันที่ผ่านมา +3

    ସାର ଆଜିର ଉପସ୍ଥାପନା ଅତି ସୁନ୍ଦର ସମୟପଯୋଗୀ ସରକାର ଏହାକୁ ଗୁରୁତ୍ୱପୁର୍ଣ ଭାବେ ନେବା ଦରକାର କାରଣ ଏହା ଅତି ଗୁରୁତ୍ୱପୁର୍ଣ

  • @bulusethy9220
    @bulusethy9220 14 วันที่ผ่านมา +5

    ❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @ArunNaik-y3r
    @ArunNaik-y3r 14 วันที่ผ่านมา +2

    ଜୟ jaganath swami

  • @khirodhota1440
    @khirodhota1440 14 วันที่ผ่านมา +4

    ଓଡିଶାରେ କଣ ଗୁଇନ୍ଦା ବିଭାଗ ଅଛି?

  • @urmilatripathy6826
    @urmilatripathy6826 5 วันที่ผ่านมา

    Sadajantrakari nku dhariba uchit.vedio ti ati valathila.Apana nku bahut bahut dhanyabad ❤❤❤❤❤

  • @basantapattnaik7812
    @basantapattnaik7812 14 วันที่ผ่านมา +4

    ସାର ପ୍ରଣାମ 🙏🌹

  • @mituprdhan2020
    @mituprdhan2020 14 วันที่ผ่านมา +4

    🅾️‼️🅾️ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🅾️‼️🅾️

  • @thirdeye9492
    @thirdeye9492 13 วันที่ผ่านมา +1

    ଯାହା ଓଡିଶା ର ଇତିହାସ
    ମୁଖ୍ୟ ହେଉଥିଲେ ଅମଣିଷ
    ଯଦି ପରମ୍ପରା ଭାଙ୍ଗିଗଲା
    ଅ ଧର୍ମା କୁ ଧର୍ମ ଛାଡିଗଲା
    😢😢😢

  • @KamalakantaNayak-z3o
    @KamalakantaNayak-z3o 14 วันที่ผ่านมา +3

    ଜୟ ଜଗନ୍ନାଥ ସ୍ବାମୀ 🙏
    ଖବର ପ୍ରସାରିତ ନ ହୋଇ ବହୁତ ଭଲ ହୋଇଛି। ବିରୋଧୀ ଚାହୁଁ ଥିଲେ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜ୍ୟରେ କିଛି ଗଣ୍ଡଗୋଳ ହୋଇ ଯାଉ। ମହାପ୍ରଭୁ ଜଗନ୍ନାଥ ଓ ମା ତାରିଣୀ ଙ୍କ ଆଶୀର୍ବାଦ ରୁ ସବୁ ଠିକ୍ ଠାକ୍ ରେ ହେଲା।

  • @bharatchandrabarik5921
    @bharatchandrabarik5921 14 วันที่ผ่านมา +1

    ମୋହନ ସାରେ ଜଣେ ସଚ୍ଚୋଟ , ଜଣେ ଭଦ୍ର ବ୍ୟକ୍ତି , ଜଣେ ଦରିଦି ମଣିଷ, ଏବଂ ଲୋକଙ୍କ ମୁଖ୍ୟମନ୍ତ୍ରୀ, ତାଙ୍କ ବିରୋଧୀ ଯେତେ ଚେଷ୍ଟା କଲେ କିଛି ଖେତି କରିବେ ବୋଲି କିନ୍ତୁ ତାହା ସଫଳ ହେବେ ନାହିଁ , ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ , ଜୟ ଜଗନ୍ନାଥ

  • @prafullamohanty5557
    @prafullamohanty5557 14 วันที่ผ่านมา +3

    କୁକୁର ପ୍ରକୃତି ଯିଏ ଏ କାମ କରିଛି। କିନ୍ତୁ ମୋହନ ମାଝି ଏ ବିଷୟରେ ଅତି ଗମ୍ଭିରତାର ସହ ନେବା ଉଚିତ୍। ଏବଂ ଯେଉଁ ମାନେ ଏହି କାମ କରିଛନ୍ତି। ଭୟଙ୍କର ଦଣ୍ଡ ମିଳିବା ଉଚିତ୍।
    ଜାଗୋ ମୋହନ ମାଝି ଯଗୋ ନହେଲେ ସରକାର ବୁଡ଼ିଯିବ।

  • @deviprasaddas85
    @deviprasaddas85 14 วันที่ผ่านมา +3

    Sensible report

  • @santoshbiswal6256
    @santoshbiswal6256 14 วันที่ผ่านมา +4

    ସାଇ ପ୍ରଣାମ. ଯୋଉ ଦୁର୍ବୁଦ୍ଧି କାହା ମୁଣ୍ଡ କୁ ଆସିଲା ଏ ପରି ଲୋକକୁ ପୋଲିସ ଧରୁ. ଦ୍ୱିତୀଅରେ ଭୁବନେଶ୍ୱର ଯେଉ ହତ୍ୟା ହେଲା ସେମାଙ୍କୁ ଏନକାଉଣ୍ଟର କରନ୍ତୁ. ନଚେତ ଦୋଷୀ ମାନେ ଖସି ଯିବେ.. ତେଣୁ କେନ୍ଦ୍ର ନଜେପି ବିଚାର କରି ଆଦେଶ ଦିଅନ୍ତୁ.

    • @RD123.........
      @RD123......... 14 วันที่ผ่านมา

      ପ୍ରଧାନ ହୋଇପାରନ୍ତି

  • @vidyafoundation2160
    @vidyafoundation2160 14 วันที่ผ่านมา +2

    ନବୀନ ଦାସଙ୍କ ଜୟ ହୋ 🙏🙏🙏

  • @neerennayak7417
    @neerennayak7417 14 วันที่ผ่านมา +4

    ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳ ବନ୍ତ ସବୁ ପ୍ରଭୁ ଙ୍କ ଖେଳ

  • @NakulNayak-v6x
    @NakulNayak-v6x 14 วันที่ผ่านมา

    Sir ଆପଣଙ୍କ ଉପସ୍ଥାପନା ବହୁତ ବଢିଆ ଲାଗୁଚି

  • @goutamamanhira4891
    @goutamamanhira4891 14 วันที่ผ่านมา +4

    D pradhan is the king of this incent

  • @surusahu
    @surusahu 14 วันที่ผ่านมา +1

    Well suggestionSir Mohan Babu sikhantu.

  • @hariharapanda678
    @hariharapanda678 14 วันที่ผ่านมา

    ବହୁତ ସୁନ୍ଦର ଉପସ୍ଥାପନା 🙏

  • @chandipadapanda4707
    @chandipadapanda4707 14 วันที่ผ่านมา +1

    ଯାହା ହେଉଛି ତାହା ସବୁ ପ୍ରଭୁଙ୍କ ଇଚ୍ଛାରେ ହିଁ ହେଉଛି ଏବଂ ଆଗକୁ ଯାହା ହେବ ତାହା ମଧ୍ଯ ସେଇ ସର୍ବ ନିୟନ୍ତାଙ୍କ ନିର୍ଦ୍ଦେଶରେ ହେବ ନିଶ୍ଚୟ ।

  • @maheswarprusty3043
    @maheswarprusty3043 14 วันที่ผ่านมา

    Very good✅👍 thank you🙏🙏🙏 congratulations

  • @SantoshNayak-o3p
    @SantoshNayak-o3p 12 วันที่ผ่านมา

    ନବିନ ଠାରୁ ମୋହନ ମାଝି ସାର୍ 1000%1 ଅତୀ ଉତ୍ତମ, ଜୟ ଜଗନ୍ନାଥ ହରିବୋଲ

  • @swapnilraja1409
    @swapnilraja1409 14 วันที่ผ่านมา +2

    😂😂😂 ତାକୁ ଆଉ ଚାରି ଦିନ ପରେ ବୁଢ଼ା ତଦିଦେବ😂 ମଧ୍ୟ ପ୍ରଦେଶ cm , ମହାରାଷ୍ଟ୍ର cm, ଉତ୍ତରାଖଣ୍ଡ ର 5 ଟା CM, ସବୁ ଜିତିଲା ପରେ ବି ବିତାଡିତ🤣🤣🤣ମୋହନ ଭଲ ଲୋକ ହେଲେ କଣ ହେବ, ସେ ବୁଢା କଣ ଭଲ କି😂😂

  • @madhusudanmohanty4293
    @madhusudanmohanty4293 14 วันที่ผ่านมา

    Very good presentation today.

  • @l.p.rajguru1681
    @l.p.rajguru1681 14 วันที่ผ่านมา +3

    ଆଗ୍ୟା ନମସ୍କାର,ମୋତେ ଲାଗୁଛି ଦିଲ୍ଲୀର ଧର୍ମପିତା ଓ ତାଂକର ରାଜ୍ୟରେ ଥିବା ଅନୁଶରଣକାରୀ

  • @udayanathswain1569
    @udayanathswain1569 14 วันที่ผ่านมา

    ମୁଖ୍ୟମନ୍ତ୍ରୀ କଣ ଖାଲି ତୁନୁକା ମୁହାଁ ରହିବ,,,,ନବୀନ ତୁନୁକା ରହି ୨୫😢😢😢 ମୋହନ କେତେ ବର୍ଷ..............?

  • @suryanarayanpanda475
    @suryanarayanpanda475 14 วันที่ผ่านมา +2

    Omm Jay Shree Jaganntha

  • @darlingmadhab8818
    @darlingmadhab8818 14 วันที่ผ่านมา +2

    ଧର୍ମେନ୍ଦ୍ର ପ୍ରଧାନ 😃

  • @dhaneswsrsahoo3054
    @dhaneswsrsahoo3054 14 วันที่ผ่านมา +3

    🙏🙏

  • @mogaamospandana7938
    @mogaamospandana7938 6 วันที่ผ่านมา

    ଭଲ !

  • @RanjanBehera-ge1kf
    @RanjanBehera-ge1kf 14 วันที่ผ่านมา +6

    ☀️ ଆଜ୍ଞା, BJP ର ପ୍ରତିଶ୍ରୁତି କ'ଣ ଥିଲା... ଏବେ କ'ଣ ଘଟୁଛି..ଦୁର୍ନୀତିଖୋର୍ ଭ୍ରଷ୍ଟାଚାରିଙ୍କ ଉପରେ ଆକ୍ସନ୍ କେବେ..? କ'ଣ ନିତୀଶ INDI Alliance ରୁ PM ହେଲା ପରେ....

  • @chandanmalick3639
    @chandanmalick3639 13 วันที่ผ่านมา

    Nabin sir apananka upasthapana bahut bhala lage Basab Senapati.Baliapal

  • @sanjibkumardash2882
    @sanjibkumardash2882 14 วันที่ผ่านมา

    ଜୁନ୍ ରୁ ପଢିଥିଲେ କ୍ୟାବିନେଟ ମନ୍ତ୍ରୀ ଙ୍କୁ ପାରିଥାନ୍ତେ।

  • @gopabandhubehera453
    @gopabandhubehera453 14 วันที่ผ่านมา

    ଏଶଳା ସବୁ ମନଗଢା କାହାଣି କହିକି ବିଜେପିଠାରୁ ଭଲ ଟଙ୍କା ଆଦାୟ କରୁଛି

  • @roshnimohapatra2797
    @roshnimohapatra2797 14 วันที่ผ่านมา

    ଜୟ ଶ୍ରୀ ଜଗନ୍ନାଥ 🙏
    ଯେ ପ୍ରାଣି ପାଞ୍ଚେ
    ପର ମନ୍ଦ,
    କୁକର୍ମ ପାଞ୍ଚେ
    ତାର ମନ୍ଦ
    କାରଣ ଗୋବିନ୍ଦ ସଦା ଜାଗ୍ରତ ଥାଇ ସବୁ ଦେଖୁଥାନ୍ତି କୁକର୍ମୀ ର କର୍ମ ଫଳ ଭୋଗିବାର ସମୟ ଆସିଲାବେଳେ ସେ ତାର ପାଖ ଛାଡି
    ଦିଅନ୍ତି ଆଉ ସେ ନରାଧମ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ କରିଥିବା ଅଧର୍ମ ପ୍ରତି ଦୃଷ୍ଟି ନଦେଇ ଆପଣା ଭାଗ୍ଯ କୁ ନିନ୍ଦା କରି ଭାଗ୍ୟଦୋଷ କହି ଡିଣ୍ଡିମ ବଜାଏ

  • @gokulanandadas4048
    @gokulanandadas4048 13 วันที่ผ่านมา

    ଏହା ପଛରେ ଧର୍ମୁ ବାବୁଙ୍କ ହାତଥିଲା ପରି ଅନୁମାନ କରାଯାଉଛି ,

  • @bijoyketanacharya8921
    @bijoyketanacharya8921 14 วันที่ผ่านมา +4

    Too much of people 's friendly will spoil the carrier of Mohan babu.

  • @sop828
    @sop828 14 วันที่ผ่านมา +2

    Much More Such Conspiracy Ahead, Mohan Sarkar Will Suceed Like Sucess. ' Jai Jaganath '

  • @UpendraBehera-o1z
    @UpendraBehera-o1z 14 วันที่ผ่านมา +2

    ସୁନ୍ଦର ଉପସ୍ଥାପନା । ଧନ୍ୟବାଦ।

  • @AshokPanda-qt4qn
    @AshokPanda-qt4qn 14 วันที่ผ่านมา +1

    Mohan Babu is a simple person Always Divine is with him JaiJaganath 🙏

  • @Lakshmidharpradhan7437
    @Lakshmidharpradhan7437 14 วันที่ผ่านมา

    ନିର୍ଭୟ ର ସାମାଜିକ ଅଭିପ୍ରାୟ ଏକ ସ୍ଵତନ୍ତ୍ରତାର ଆତ୍ମପ୍ରକାଶ । ମାନବିକ ଜିବନରେ ଉଚ୍ଚାରଣ ସଂଜମତା ଓ ଆଚରଣ ସଂଜମତା ବ୍ଯକ୍ତିଗତ ଜୀବନର ପରିପୃଷ୍ଟତା ସଙ୍ଗେ ସାମାଜିକ ପ୍ରଗତିରେ ମୁଖ୍ୟ ସହାୟକ ହୋଇଥାଏ।
    ଏଥିରୁ ବ୍ୟତିକ୍ରମ ହେଲେ ମୁଖ୍ୟମନ୍ତ୍ରୀ କଥା ଛାଡ଼ ସ୍ଵୟଂ ଜଗନ୍ନାଥଙ୍କୁ ମଧ୍ୟ ଅଟୋ ଓ ଟ୍ରଲିରେ ବୁଲାଇବାକୁ ପଛାଇବେ ନାହିଁ।

  • @chinmayapanda6669
    @chinmayapanda6669 10 วันที่ผ่านมา

    ଠିକ କଥା କହିଲେ ଦାସ ପୁଅ, ନେଡିଗୁଡ଼ ଅଧା ବୋହିଲାଣି, ଷଡଯନ୍ତ୍ର କାରି ଜଳ ଜଳ ଦିଶୁଛି।

  • @sachinaik3629
    @sachinaik3629 14 วันที่ผ่านมา +2

    Mohan majhi zindabad

  • @chakradharsahoo3684
    @chakradharsahoo3684 14 วันที่ผ่านมา

    Mohan Babu best leader specially for Odisha situation. Most people like him for his activities related with general public.

  • @himansudash9149
    @himansudash9149 14 วันที่ผ่านมา

    ଅସରପା କୁ ମାରିଲେ ହାତ ଗନ୍ଧାଏ ଏକଥା ମାରିଲା ବାଲା ଜାଣି ନାହାଁନ୍ତି

  • @ashutoshmeher7352
    @ashutoshmeher7352 12 วันที่ผ่านมา

    ଶ୍ରୀ ମୋହନ ମାଝି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ବିଧିର ବିଧାନ । ଏହାକୁ ଭଣ୍ଡୁରକରିବା ର ପ୍ରଚେଷ୍ଟା ମାନେ ବିଧି ର ବିରୁଦ୍ଧାଚରଣ ଓ ସେ ଅପଚେଷ୍ଠା ରୁ ସମସ୍ତେ ଦୂରେଇଁ ରୁହନ୍ତୁ ।
    ମୋହନ ବାବୁ ବି ଟିକିଏ ଆଗୁଆ ସତର୍କ ରହନ୍ତୁ ।

  • @khirodhota1440
    @khirodhota1440 14 วันที่ผ่านมา +1

    ବିଜେଡି ଵାଲା ଆଗକୁ ବାଳ ଖାଇବେ l

  • @himansudash9149
    @himansudash9149 14 วันที่ผ่านมา

    କେବଳ ମୋଦି ଭଗବାନ ନୁହେଁ।

  • @subodhakumardash6750
    @subodhakumardash6750 14 วันที่ผ่านมา

    ଆପଣ ଆଗରୁ ବିଭିନ୍ନ ଏପିସୋଡରେ ଜଣେ ଧୈର୍ଯ୍ଯ ହରାଉ ଥିବା ମାନ୍ଯବର ଙ୍କ ବିଷୟରେ ଆଲୋଚନା କରିସାରିଛନ୍ତି ।।
    ଯାହାବି ହେଉ, ମୂଖ୍ଯମନ୍ତ୍ରୀ ଚାରିଥର ର ବିଧାୟକ ,କିଛି ତ ଅଭିଜ୍ଞତା ଭଲି ଲାଗୁ ନାହି ।।
    ରିମୋଟ କୁ ନିଜେ ରଖନ୍ତୁ, ରାଜନୀତିରେ ସବୁ ସମ୍ଭବ

  • @felixnayak6317
    @felixnayak6317 5 วันที่ผ่านมา

    କାହିଁକି ଓଡିଶାର ଠକ ନକ, ମିଥ୍ୟା, କୂଟ କପଟ ଖବରକୁ, ଜଗ୍ଗନାଥଂକୁ ଟଣା ଯାଉଛି?

  • @satyanaryanpraharaj5840
    @satyanaryanpraharaj5840 12 วันที่ผ่านมา

    ମୋହନ ବାବୁ ସରଳ ଲୋକ ଏବଂ ଲୋକକଂ ନେତା ।

  • @tapaswinisahoo5837
    @tapaswinisahoo5837 14 วันที่ผ่านมา +1

    Kathare achi jaha Pani gata kholiba prathame nije padiba.
    Jay Jagannath 🙏🙏. Satyara bata bahuta kasta kintu bijaya nichinta.jay Jaganath 🙏🙏

  • @mohanbehera-7000
    @mohanbehera-7000 14 วันที่ผ่านมา +8

    ବିଜେପି ଵାଲା ତ ବହୁତ ରାଉ ରାଉ ହଉଥିଲେ ପାଣ୍ଡିଆନ ବିରୋଧରେ
    ସରକାର କଲାପରେବି ବିଜେପି ପାଣ୍ଡିଆନର କିଛି କରିପାରୁନ
    ଖାଲି ଗପୁଛ ବହୁତ

  • @DivineEnergy0508
    @DivineEnergy0508 14 วันที่ผ่านมา

    ଦଳ ରେ କିଏ କଣ କରୁଛି ସବୁ ଖବର କେନ୍ଦ୍ର ପାଖରେ ପହଞ୍ଚୁୁ ଥିବ ବୋଲି ମୋର ଆଶା ଏବଂ ଭବିଷ୍ୟତ ରେ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ବଡ଼ ନିଷ୍ପତି ଆସିବ

  • @PriyabrataaMohanty
    @PriyabrataaMohanty 14 วันที่ผ่านมา

    ସାଙ୍ଘାତିକ ସତ୍ୟ କୁ ପ୍ରକାଶ କରିଥିବାରୁ ହାର୍ଦ୍ଧିକ ଅଭିନନ୍ଦନ l ଜଗନ୍ନାଥଙ୍କର ଆଶୀର୍ବାଦ ରୁ ଏହିପରି ଆଲୋକବର୍ତ୍ତିକା ହୋଇ ରହିଥାନ୍ତୁ l

  • @rudranarayansahu8734
    @rudranarayansahu8734 14 วันที่ผ่านมา

    ଆରେ ଭାଇ ଆପଣ ଟିକେ ନିରପେକ୍ଷ ରୁହନ୍ତୁ

  • @Ajit-lp4gv
    @Ajit-lp4gv 14 วันที่ผ่านมา

    ଆପଣ ଙ୍କୁ ଅନୁରୋଧ, BJD ଆଉ ନବୀନ ପଟ୍ଟନାୟକ ବିନା ଓଡିଶା ଗଣ ମାଧ୍ୟମ ଆଉ youtuber ମାନ ଙ୍କ ଘରେ ଚୁଲି ଜଳିବ ନାହିଁ. ନବୀନ ଶାସନ ଗଲା ପରେ ବି ନବୀନ ପାଇଁ ଭଲ TRP ମିଲୁଛି. Plz create a video on this topic. This is a worth discussion topic. Which is a fact. Hope you would come with this topic very soon.

  • @SoubhagyakumarNayak-f2w
    @SoubhagyakumarNayak-f2w 14 วันที่ผ่านมา +1

    Sir Odisha କଣ PBD ରୁ କଣ ପାଇଲା next episode ରେ କହିବେ.....

  • @DeepakSahoo-uu2pi
    @DeepakSahoo-uu2pi 14 วันที่ผ่านมา +1

    Jay shree jagannath

  • @prasanjeetdas8856
    @prasanjeetdas8856 14 วันที่ผ่านมา

    ସବୁରି ମୂଳରେ ଧର୍ମେନ୍ଦ୍ର ପ୍ରଧାନ। ଲିକୁ ସାହୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକ।

  • @rajeshswain3031
    @rajeshswain3031 14 วันที่ผ่านมา

    ଆପଣଙ୍କ କଥା ଶୁଣି, ସାରଥୀ ବାବା ମନେ ପଡ଼ିଗଲା।

  • @UbiSalipur
    @UbiSalipur 14 วันที่ผ่านมา +2

    🎉Puri panda nka upare gote video banantu please

  • @Pzxxxxxx
    @Pzxxxxxx 14 วันที่ผ่านมา +2

    ଜାଞ୍ଜ ହେବା ଦରକାର

  • @SambhunathDas-rp7cx
    @SambhunathDas-rp7cx 14 วันที่ผ่านมา

    Dharmendra Pradhan is at the root of this conspiracy.

  • @SarojPadhy-tu9zq
    @SarojPadhy-tu9zq 14 วันที่ผ่านมา +1

    ଉପସ୍ଥାପନ ରେ ଉନ୍ନତି ଦରକାର ହେଉଛି।

  • @laxminarayanbehera2467
    @laxminarayanbehera2467 14 วันที่ผ่านมา +2

    Upastapana pani sradhapurn naman.

  • @peaceisprosperity3203
    @peaceisprosperity3203 14 วันที่ผ่านมา +3

    krushak atmahatya dardam brudhi ainshrunkhala karap mukyamantri nku jatara mahaoshbh re matichhanti

  • @AjayaKumar-c1h
    @AjayaKumar-c1h 14 วันที่ผ่านมา +1

    ରାଜନୀତି ଇତିହାସ କୁ ଦେଖିଲେ ମନେ ପଡେ କଂଗ୍ରେସ ଇତିହାସ... ନିଜ ଗାଦି ଆଉ କ୍ଷମତା ପାଇଁ ଜାନକୀ ବାବୁ ସମସ୍ତଙ୍କ ଚେର କାଟି କାଟି... ନିଜେ ସଫା ହବା ସଙ୍ଗେ ସଙ୍ଗେ ଦଳ ଵି ସଫା.... ବିଜେପି ବର୍ତମାନ ସେଇ ରାସ୍ତାରେ

  • @BiramaniOram
    @BiramaniOram 14 วันที่ผ่านมา +1

    Niranjan.oram.good.discus

  • @tripatidora5041
    @tripatidora5041 14 วันที่ผ่านมา

    ମାଝୀ ବାବୁ ବଦନାମ ହେଲେ । ବିଜେପି ଦଳର କିଏ ଲାଭବାନ ହେବେ ସମସ୍ତେ ଜାଣନ୍ତି ।

  • @neerennayak7417
    @neerennayak7417 14 วันที่ผ่านมา +1

    ସତ୍ୟ ରେ ଥିଲେ କିଏ କେବେ କାହାର ଅନିଷ୍ଟ କରି ପାରିବ ନାହିଁ

  • @susantasahoo9544
    @susantasahoo9544 14 วันที่ผ่านมา

    ମୁଖ୍ୟମନ୍ତ୍ରୀ ମହୋଦୟ ଯେ ପର୍ଯ୍ୟନ୍ତ ପ୍ରଶାସନ କ୍ଷେତ୍ରରେ ଦୃଢ଼ତା ପ୍ରକାଶ କରିନାହାନ୍ତି ସେ ପର୍ଯ୍ୟନ୍ତ କୃ ଚଂକ୍ରାନ୍ତକାରୀମାନେ ଏଭଳି ଧୃଷ୍ଟତା କରିବେ /ଥରେ ଆଣ୍ଡାମାଡ ଘଟଣାରେ ପୂର୍ବସରକାର ସମୟଭଳି ହତ୍ୟାକରିବାର ଉଦ୍ୟମ ଦଫା ଲଗାଇ ଭିତରକୁ ଠୁଙ୍କିଦେଲେ ସବୁ ଠିକ ହୋଇଯିବ /

  • @rabindrakar-lb8ql
    @rabindrakar-lb8ql 14 วันที่ผ่านมา

    JAYJAGANATH 🎉🎉🎉🎉🎉❤❤❤❤❤❤❤❤❤❤❤❤❤

  • @saraswatimathseducation
    @saraswatimathseducation 14 วันที่ผ่านมา +3

    ଆପଣ ଜଣେ BJP ର ଭଲ ପ୍ରବକ୍ତା