ଆଳୁ କିଲୋ ୨୦ ଟଙ୍କା, ୫ ମିନିଟ୍ ରେ ବୋହିନେଲେ ଲୋକ ! Bhubaneswar student Union sells potato 20 rupees kg.
ฝัง
- เผยแพร่เมื่อ 9 ก.ย. 2024
- ଆଳୁ କିଲୋ ୨୦ ଟଙ୍କା, ୫ ମିନିଟ୍ ରେ ବୋହିନେଲେ ଲୋକ ! Bhubaneswar student Union sells potato 20 rupees kg. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our TH-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ଏମାନେ ନିଜ ପାଇଁ କରୁଛନ୍ତି ନା ଜନସାଧାରଣ ଙ୍କ ସ୍ୱର ଜଣାଇବାକୁ କରୁଛନ୍ତି । ଏଇଟା କୁ ବି କିଛି ଲୋକ ଙ୍କ ଅଲଗା ମତ।
ନବୀନ ସରକାର ଙ୍କୁ କୁହ ଶୀତଲ ଭଣ୍ଡାର କରୁ ମିଶନ କୁଆ ଡେ ଗଲା
ସବୁଦିନ 20 ରେ ଆଳୁ ବିକି ପାରିବ ?
ମୁବି୨୦ରେ ବିକୁଛି
ଆରେ ଭାଇ ସରକାର ତ ବିକିପାରୁନି ସିଏ କଣ ବିକିବେ
ଏ ପ୍ରହସନ କାହିଁକି । ଏଭଳି ପ୍ରତି ବାଦ କଲେ କ'ଣ ଲୋକଙ୍କ ସମସ୍ୟା ସମାଧାନ ହେବ ।
ଯାହା କଲେବି ଦଳ କ୍ଷମତାକୁ ଆସି ପାରିବ ନାହିଁ ।
ସମସ୍ୟା ଆଗରୁ ଥିଲା ଆଳୁ ମିଶନ ପାଇଁ ,ବିଜେଡ଼ି ସରକାର ସମୟରେ କେତେ ଥର ଏଭଳି ଆଳୁ ବିକ୍ରି କରିଛନ୍ତି ।
Bjd ta gamdimarithela mgh
@@user-wp2ry9wi8p ଭାରି କାଟିଥିବ 🤓🤓🤓
Kene bhai tomoro Mari thila ki 😂@@user-wp2ry9wi8p
Perfect katha kahile bhai
ଆଲାସୁଆଙ୍କ ବାରବାଟି ଚାଷ ଏହିପରି ଲୋକମାନେ ନବୀନଙ୍କୁ କୁହ ଆଳୁ ମିଶନ କୁଆଡେ ଗଲା ମମତା ପାଖରେ ପଶିଯା ଆମେ ପଶିବାର ନାହିଁ ଆଲାସୁଆଯାକ
Bhai Protest Na Kari
Alu Chasa Kara Rate Kamijiba
ଏ ଭାଇନା ଏଥିରେ ପାଣ୍ଡିଆର ଚାଲ ନାହିଁ ତ
ନ ହେଲେ ମମତା ସହ କଥା ହେବାକୁ ସେ ଭାଇ କାହିଁକି କହୁଛନ୍ତି
OTv argus kuade gale?
Sea Sola ko ajko dusiboni
Cm ko joro asiley braking news koribo
Bhai bengala alu re basta picha 3 ru 4kg kharap baharuci au up alu kahucha kharap,
ଗୋଟେ ଦିନ ସିନା ୨୪୨୪ରେ କିଣି କି ୨୦ ଟଙ୍କାରେ ବିକ୍ରି କଲେ ଡେଲି ତ ବିକି ପାରିବ ନାହିଁ
Government kn koruchi aaa thu
You do harvest potato in own garden.
ମୋହନ ମାଝୀ ଟାଉଟର ସରକାର 😂😂😂 ଓଡିଶା ବାସୀ ବିଜେପି ନେତା ଙ୍କୁ ବାଢନ୍ତୁ
Rasuna au adha bi 20 tanka re bikri kari dekhao jadi tamara dam achi
@@stcineart4910 କାଇଁ ତୋ ମନକୁ
ହଇ ରେ ମାଗି କେତେ ଆଳୁ ଚାସ କରିଥିଲୁ ବଡ ବଡ଼ ଭସନ ମାରୁଚୁ
କାହାକୁ କହିବା ଆଗରୁ ନିଜକୁ ପଚାର ଉତ୍ତର ମିଳିବ
ବଜାର ରେ ଆଳୁ ବିକ୍ରୀ କରିବା ବଦଳରେ ଚାଷ ଜମି ରେ ଆଳୁ ଚାଷ କଲେ ବହୁତ୍ ଭଲ ହେବ ।ଏତେ ଡ୍ରାମା କରିବା କିଛି ଆବଶ୍ୟକ ନାହିଁ ।
ଭାଇ ବିଜେଡି ଥିଲା ବେଳେ ଏମିତି ଆଳୁ ରେଟେ ଥିଲା
ଧନୀ ଲୋକ ତ ଚଳିଯିବ ତା ଵୋପା ବୋପ ର ସମ୍ପତି ଯୋଗୁ, କି କୋଉ ଧପା ପଇସାରେ , ହଉ, ଆଉ ଗରିବ ଲୋକ ବି ସରକାର ସାହାଯ୍ୟ ନେଇକି ଚଳିବ,
ହେଲେ ଏ ଗରିବ ମଧ୍ୟବତି ଲୋକ କୁ ବହୁତ୍ ମାଡ଼ ବସୁଛି ଚଳିବା ପାଇଁ ସବୁ ବଢ଼ି ଯାଉଚି, ବଞ୍ଚିବା ପାଇଁ କଷ୍ଟ
ଜଣା ପଡ଼ୁଚି ତମେ ବିରୋଧୀ ଦଳର ଲୋକ
Sabu magana khai khai nikama heigaleni sethi pai aji ae abasta
ତୁ ପୁଅ ପଇସା ବଲା ଲୋକ ଟା।
Bhai jiye task dauchi se janichi..kou neta mantri tanka gharu aniki daunahati..
ପାଠ ସାଠ ପଢ଼ିଛନ୍ତି ki ନାହିଁ
ଓଡିଶା ରେ ଆଳୁ ଖପତ୍ ହେଲା ୧୨.୫ ଲକ୍ଷ ମେଟ୍ରିକଟନ ୨୪ବର୍ଷ ଯାଏ ଆଳୁ ଉତ୍ପାଦନ ହଉଥିଲା ମାତ୍ର ୨.୫ଲକ୍ଷ ମେଟ୍ରିକ୍ଟନ।
ସେତେବେଳେ କୁଆଡେ ଯାଇଥିଲ re bbsr ଯୁବକ ମାନେ।।।।। ଶଳା ଆସି ଗଲେ ଜ୍ଞାନ ଦେବା ପାଇଁ।।।।। କିଏ ପଇସା ଦେଇଛି କିରେ ଏଇ ନାଟକ କରିବା ପାଇଁ 😂😂😂😂😂😂😂
🎉
ତୁ,ନବିନର,ଚାକର,ସେମିତି,କହୁଛୁ
ତୁ ନବୀନ ପଟ୍ଟନାୟକ ଥିଲା ବେଳେ ପାଟି ଖୋଲୁ ନଥିଲୁ ଆଜି କେମିତି ତୋର ରଙ୍ଗ ନାଲି ଦେଖାଯାଉଛି
Se mg ta ghare lageithila
Tu maghita bedha pila
Tamoku Ta Nabin Sabu Free Dei Dei Ki Alasua Karideichi Chaso Kara Re 😂😂😂
Being a farmer is not easy 😕
Right
ଗୋଟିଏ ଦିନ ବିକ୍ରି କରିଦେଲେ ହେବ ନାହିଁ ଆପଣଙ୍କ ପାଖରେ ବହୁତ ପଇସା ଅଛି ହେଲେ ହେମିତି ସବୁଦିନ ଆଳୁ ଫିଆଜ ସଂସ୍ଥା ରେ ବିକ୍ରି କରନ୍ତୁ
ଭାଇ ଆମ ରାଜ୍ୟରେ ଆଳୁ ଚାଷ ହଉନି
କୌଣସି ରାଜ୍ୟରେ ସବୁକିଛି ଉତ୍ପାଦନ ହୁଏନି ଏଇଟା ପ୍ରଥମେ ଜାଣ
ଏ ଆଳୁ 20 ଟଙ୍କା ରେ କେତେ ଦିନ ପାଇଁ ବିକ୍ରି କରୁଛ ଏ ଆଳୁ ସବୁ ଦିନ20ଟଙ୍କା ରେ ବିକ୍ରି କରି ପାରିଲେ ମୋରୋଦ ପୁଅ ନ ଦେଇ ପାରିବ ତୋ ସବୁ ଦିନ ପୁରୁଷ ପୁଅ ନୁହେଁ
Premium quality of ମାଗଣା ଖିଆ 😂
👍👍👍👍👍👍👍👍👍👍
ସେମାନେ ଗରିବ ଲୋକଙ୍କୁ ଦେଉଛନ୍ତି ନା ବଡ଼ ଲୋକିଆ ଲୋକଙ୍କୁ ଦେଉଛନ୍ତି କେଜି ପିଛା 20 ଟଙ୍କାରେ
ସବୁତ ସେଇ ସରକାର ଙ୍କୁ ଦାୟୀ ଦେବେ ଆଉ
ରାଜ୍ୟରେ କିଛି ଅସୁବିଧା ହେଲେ କିଏ ଦାଈ ସରକାର ନୁହେଁ ଆଉ କଣ ଆପଣ
ନିଜର ଇଯତ୍ ମହତ୍ , ସବୁ ସାରି ଦେଲ, କେତେ ଦିନ ବାଣ୍ଟିବ , ନିଜେ ଚାଷ କର କିଣୁଛ କାହିଁକି
WELCOME. GO AHEAD
Sabu micha , per 1 kg alu _Rs-35 in market.
Tama bou Kikuchi ki 35 re
Sala mu aji Kenichi 50 re
Tamasa
Double engine 🥔🥔🥔🥔😂
Langha Prahasan Chalichi Daily daba taw ?
Ei bhai mananku anu mati diyajau chasi pani ame ve khusi habu tume ve khusi haba na 😮😮😮😮😮😅😅😅😅😅😅
ଭାଇ ଗୁଟେ ମାସ ବିକ ଦେଖିବା
Se mausi smartphone dharichhi puni nijaku gariba kahuchhi
Sarakar chasa karuchi
ଦୋଷ କାହର ନବିନ ନା ମୋହନ ର। ରାମ ରାମ ରାମ।
ସରକାର ବିଫଳ
Alu Kila 70 😂😂😂 Amor 35
Plan of bjd good job emiti heba drkr next bjd government
Sabu dina bikiba na gote dina
Bjd thila time re alu badhi thila, sete bele Congress deu loke deu thile 20 tank re
Abe UP allu kimba WB allu dekha golani bah re public au BJD
ଏସଳା ଆଳୁ ବିକି ବାବୁ ଆସି ନି ପ୍ରତିବାଦ କରିବାକୁ ଆସିଛି ।
Tike processor slow achi bodhe Tamar 😅
ତୁ ଲିଲାଞ୍ଚଳ ବଡ଼ ଗିହାଳିଆ
Bjd dramaa
Bhai re 1quintal alu darkar miliba 😂😂kahile gidi nei jibi
Sabu dine bikri kar dekhiba
Gariba mane kana kariba he god bjp ku vote debara nathila
Alu 100heba darkar Jai sri ram
Bjd bele alu piaja badhu thila, navin sarkar kn subsid re deu thile😂😂😂😂😂
Mg channel
Are e sabu bepari manka chal
Bepari aloo dokanare rakhi jama chhaduni
Tenu bepari bhai manku tanka family bhalare chaleiba tike sujoga dia.....
Ame to bhai farmers amo kn
Are bhai chashi jia hak khatuchi Shia aji jan jou price pauthila Abe bi ta ku setiki milithiba ki Jana nahin hele athi khauti au rajaniti adhika khai jau chantin anka thu balile odisha ra medium khara au gariba loka khaiba modi babu Amara bhabu chantiki aji miti Kari Kari bhala au vote mili ba Bala ta debe
Jio Airtel Rs- 40 kuade gala A Sarkarku kete % Milila
Cuttack re kebe miliba 20 re😅
ଆରେ ବିଜେପି ଲିଡର ମାନେ ଫୁଟାଣି ମରା ଛାଡି ଯାଇକି ମମତା ବାନାର୍ଜୀ ସହିତ ଆଲୋଚନା କର ଗର୍ବ ଅହଙ୍କାରକୁ ଧରି ରଖି କେବେ ରାଜନୀତି କରିପାରିବ ନାହଁ । ଲୋକ ମାନଙ୍କୁ ଯେଉଁ ଆଳୁ ପସନ୍ଦ ନା ତମ ମାନଙ୍କୁ ଗାଦିରେ ବସାଇ ଦେଲୁ କ'ଣ ତମମାନଙ୍କ ଇଛାରେ ଲୋକ up ଆଳୁ ଖାଇଵକି?
Alu pai morijibo bekar kotha u alu bhalo nai eita kan
ଏଇ ଭାଇ ମାନେ ସରକାରଙ୍କ ଆଖି ଖୋଲିବା ପାଇଁ ଲୋକ ମାନଙ୍କ ହିତରେ ଗୋଟେ ନିରଳା ପ୍ରୟାସ କରିଛନ୍ତି, କିନ୍ତୁ କିଛି ମୂର୍ଖ ଲୋକଙ୍କ Comment ପଢି ମୋ ମୁଣ୍ଡ ଖରାପ ହେଇ ଯାଉଛି.. ଭାଇ ମାନେ ତମ ସରକାର BJP ଆସିଛି, ୫୦ କଣ ୧୦୦ ରେ ଆଳୁ କିଣିକି ଖାଅ... ଯୋଉ ସରକାର ଓଡିଶା କୁ ଆଗକୁ ନେଉଥିଲା ତାକୁ ତ ଛାଡିଦେଲ, ଏବେ ଯାହା ଦାମ ବଢିଲେ ବି କଣ ଅଛି
ସୁପର
Beta 5 years intezar
Mere Ko ni lagraha ye 5 years tikega. Bangladesh jesa hoga ye sarkar bhagega......
@@amzadvlogs927 yeh sarkar handia pikar soyega
Ajaka A sarkaraku dekhajauni ki
aeita nataka kete kariba jadi dam achhi ta kete dina kariba dekhiba...a mane hela pandian ra chamja kara jaha kariba katha kariba chala
କିଛି ଲାଭ ନୁହ
Kali Bangriposire ₹40kila sabu michha
ଏ ସରକାର ର ପ୍ରବଳ ଅହଙ୍କାର ଏ ସରକାର , ଯୋଗୁ ଆମେ ମାନେ ଭୋଗିବୁ
Sabu din na kebal gotie din ?
Alu Dana kara
50 kg ru 60kg biku nahanti
Kuhamunda kapila
Bina alure chaliba sikha
Aalu kilo rs 10 per milega
Tame casa karuna bengal ru kahiki aniba
Aji jadi loko n bujhi paribay kali ahuri paristiti kahrab hobo
To chera kahuchi to gariba
Aagami dinare vote hatiba BJP michhuaa kuhaliaa dala
Bjp ko kn pie vot delo ho
Tume thick Kahukucha bahi
Eita pura bjd
Bjp ku vote dia amiti faida pao😂😂😂
Sabu bjd chhora bikuchhanti sarkar ku badnaam Kariba pain
Sarkar bifal hebaru senmane bikrikale . Sarkar success heithile semane biki thante ki
Ganku aso 18 tongka kg khaibo
sabu michha
ଆଳୂ ଦୋଷ
Kuade gale mantri babu
Otv, Argus, odisha reporter ଏମାନେ bjp ର ଗୁଲାମ channel
ଆମ ଓଡ଼ିଆ ଙ୍କୁ ମାଗଣା ଦେଉନ , କାଲି ସକାଳେ 5 ବଖରା ଛାତ ଘର କରି ,ଆଳୁ ଷ୍ଟକ୍ କରିଦେବେ , କିନ୍ତୁ ରାସନ୍ କାର୍ଡ ରେ ନିଜ ନାମ ଥିବ, ନହେଲେ ଆମ ଓଡ଼ିଆ ଙ୍କୁ ଅନ୍ୟ ରାଜ୍ୟ ଲୋକ ଭିକାରୀ କୁହନ୍ତେ, ମୋତେ ବି କହିଛନ୍ତି ଓଡ଼ିଆ ଭିକାରୀ
Andavakta mana ku kichi deka jibani
@@sangramkumarkalu9052ହରେ କାହାକୁ ଅନ୍ଧ ଭକ୍ତ କହୁଛୁ , ଵୋପା ପଇସା ରେ ରାଜ୍ କରୁଛୁ ବୋଧେ , ନହେଲେ black money ରେ ଚଳୁ ଥିବୁ , ସତ କୁ ସତ କହୁନୁ , ମୁ କଣ ଖରାପ comments ଦେଇଛି କି , ଏଇଥି ପାଇଁ ଆମ ଓଡିଆ ପଛରେ , ନିଜେ କିଛି କରିବାନୀ, କିଏ ଯଦି କଲା, କଙ୍କଡା ପରି ତା ଗୋଡ଼ ଭିଡ଼ିବା, ନିଜର ଦମ୍ ଅଛି , ନିଜେ କିଛି କରି 10 ଟା ପିଲାଙ୍କୁ କାମ ଦେ , automatic ଓଡ଼ିଶା ଆଗକୁ ଯିବ, ଭାଷଣ ଦେବାକୁ ପଳେଇ ଆସିଲା
BJD sarkar jindabad.....
BJP sarkar murdabad.......
ଏ ସରକାର କୁ ଆଣିଛ ନାମ ନବା କଥା
ପ୍ରକୁତରେ ରାଜନୀତି ପୂର୍ବରୁ ଆଳୁ କିଲୋ ୨୦ ଥିଲା ହେଲେ ଏବେ, ଏ ସରକାର ପାଇଁ ଆଜି ଆଳୁ କିଲୋ ୬୦ ହେଲା ,
Double engine only to show.
E sabu bjd genda
Tame bikuno kie manakaruchhi
Moribo BJP thik re jodi no kamo kore Sola ku next 5 year balo ga dia hebo 😡😡😡😡
Ma gia sarkar