Minister Dharmendra Pradhan Remembered his Student Days at Utkal University in Platinum jubilee 2019
ฝัง
- เผยแพร่เมื่อ 14 ต.ค. 2024
- ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ Platinum Jubilee ୨୦୧୯ରେ ପାଳିତ ହୋଇଥିଲା, ଏବଂ ଏହାର ଉଦଯାପନ ଉତ୍ସବର ଦ୍ଵିତୀୟ ଦିନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ .... ଉତ୍କଳ ବିଶ୍ବବିଦ୍ୟାଳୟ ରେ ଅଧ୍ୟୟନ ବେଳେ ତାଙ୍କର ଛାତ୍ର ଜୀବନ କିଭଳି କଟିଥିଲା ସେ ସ୍ମୃତିକୁ ଉଦବୋଧନ ମାଧ୍ୟମରେ ବାଣ୍ଟିଥିଲେ...
#DharmendraPradhan #UtkalUniversity #Sunstartv #PlatinumJubilee2019 #Odisha
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/...
➠TH-cam: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv
ଧର୍ମେନ୍ଦ୍ର ବାବୁ ଜଣେ ଭଲ ଲୋକ,ତାଙ୍କର ଅରୁଣ ବାବୁଙ୍କ ସହିତ ଆଗରୁ ବନ୍ଧୁତା ଥିବ ସେକଥା ସେ କହିଛନ୍ତି, ଏହାକୁ ଅତି ରଞ୍ଜିତ କରି ଏମିତି କୁହାଯାଉଛି ଯେମିତି ଧର୍ମେନ୍ଦ୍ର ବାବୁ ଏ ମହାଶୟ ଅରୁଣ ବାବୁଙ୍କୁ ସବୁ କ୍ଷେତ୍ରରେ ସମର୍ଥନ କରୁଛନ୍ତି, ଲୋକେ ଏବଂ ବିରୋଧୀ ଅରୁଣ ସାହୁଙ୍କୁ ଛୋଟ ଝିଅ ପରୀର ମୁଖ୍ୟ ହତ୍ୟାକାରୀ କହିଛି ,,ସେ କଣ ଏଠି କହୁଛନ୍ତି ଅରୁଣ ସାହୁ ମହାଶୟ ସେମିତି କରି ନାହାନ୍ତି ପୁରା ନିର୍ଦ୍ଦୋଷ, ଜନତା ସୁଧୁରି ଯାଇ ଭଲ ଲୋକଙ୍କୁ ସମର୍ଥନ କର ରାଜ୍ୟକୁ ବର୍ବା ଦି ରୁ ରକ୍ଷାକର
ଆରେ ଜାହାକୁ ଓଡ଼ିଶାର ଅର୍ଥମନ୍ତ୍ରୀ କିଏ ଜଣାନାହିଁ ସିଏ ଆମ କଥାକୁ ଦୀଲ୍ଲୀରେ ଉଠାଇବେ ବୋଲି ଭାବିବା ଆମ ବୋକାମିର ପରିଚୟ ହେବ,ଜୟ ସମ୍ବିଧାନ ।
Pari case re ଅରୁଣ ସାହୁ ଦୋଷୀ ବୋଲି କହୁଥିବା ବେଳେ ଏବେ ମୋ ସାଙ୍ଗ କହୁଛନ୍ତି
ବାଃ ବାଃ ରେ ରାଜନେତା
👌🏻👌🏻👌🏻👌🏻
One of the best speeches of Dharmendra Pradhan. Friendly body language, spontaneous tone and graceful word coinage. If he can continue these vibes, he can win the hearts of the people in Odisha. Winning votes is not impossible once you win the hearts.
This is standard of netas and ministers . Thanks democracy.
ଧର୍ମେନ୍ଦ୍ର ପ୍ରଧାନ ଭଲ ଲୋକ
The Speaches of Sj Dharmendra Pradhan and Sj Arun Sahu at Utkal Universiy were too good.
Honble center minister speech was great
ହୃଦୟସ୍ପର୍ଶୀ ପ୍ରେରଣା ଦାୟୀ ଭାଷାଣ |
ବହୁତ ବଢିଆ
Great Job Dharmendra Sir... You are the true student of an Ideal Institute
Your tha great leader of Indiana chang of Sprite you speech jai hind
Reflects facts. Commitment should be enacted into reality. Thank you Minister for your presence and presentation .
Great speech
Excellent Sir. You are simply great
We Indian are proud of Utkal university !🙏🙏🙏🇮🇳🇮🇳🇮🇳🇮🇳
ଆରେ ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଆଉ ଲାଞ୍ଚୁଆ ସରପଞ୍ଚ ମାନଙ୍କ ଫେକଟିରୀ ବସେଇଚି
Dharmendra Babu you are a good man
ଏତେ ଭଲ ବନ୍ଧୁତ ପରୀ କେସରେ କାହିଁକି ଏମିତି ଚିତ୍କାର କରୁଥିଲ.
ତୁମେ ସମସ୍ତେ ସବୁ ପାର୍ଟି ନେତା ମିଶି ଜନତାଙ୍କୁ ଭକୁଆ ବନାଉଛ.
NOTA is The Best👍
Aparajita ku counter aatak
U r 1000% r8 bro
Nota re vote debaku line re lagi ghanta ghanta jagibu ki
Ebe Election hele tame hariba
Right
ଅରୁଣ ସାହୁ ଆଉ ଧର୍ମେନ୍ଦ୍ର ପ୍ରଧାନ ଦି ' ଜଣ ଉର୍ନତ କିସମର ଚିତାକଟା ଲୋକ ! ଦି ଜଣଙ୍କ ମୁହଁ ରାକ୍ଷସ ପରି ! ଅରୁଣ ତ ଓଡିଶାକୁ ଅଧା ଅଧି ଖୋଳ କରି ସାରିଲେଣି ! ଆଉ ଧର୍ମେନ୍ଦ୍ର ତମେ ଆଉ ଯାହା ଅଛି ଖୋଳ କରି ଦିଅ ! କୋଉଠୁ ଆଇଚ ? ତମକୁ ଦେଖିଲା ବେଳକୁ ବିରକ୍ତ ଲାଗୁଛି ! ଛି.. ଛି
'' 'ଉଚ୍ଚମନା' ହିଁ 'ଉଚ୍ଚାସନ' ପାଇଥାଏ''...
କିନ୍ତୁ " 'ତୋଷାମଦି ତଥା 'ନୀଚ୍ଚମନା' ଅତୀତରେ ଜିତିଥିଲେ ବି ପରେ ସେ ନିମ୍ନରେ ରହିଥାଏ''...
'ଭାରତ ମାତା କୀ ଜୟ'...
'ବନ୍ଦେଉତ୍କଳ ଜନନୀ'...
Really dp sir jone bohut bholo loko
So Polite ,so gentle, above Politics. We inspired. 😊😊😊👌🏻👌🏻👌🏻👌🏻
Proud to be a part of the Utkal University. Jay Utkal. Jay Jagannath 🙏🙏🙏🙏🙏
1
You are gentle man will be CM one day of Odisha.
Irequest.to.honerable.m.r.D.pradhan.resarvetion.seet.for.poor.and.excellent.student
Great speech bhai
Sj.Dharmendra Pradhan Jay ho
Nice speech
very good speech.
What a great speak🗣 sir👏
ଧନ୍ୟବାଦ ସାର୍ ,🙏🙏🙏 ଅତି ଉଚ୍ଚକୋଟୀର ଚିନ୍ତା ଧାରା 🎉🎉🎉🎉🙏🙏🙏
Thank u sir🙏
Hare Krishna....🙏🙏🙏
Outstanding speech 👍🏽❤
Jai bholenaath respected Great leader of our Odisha Iam also our whole members saute him many
As
Golden son👏👏👏👏👏👏🙏🙏🙏🙏🙏🌹🌹🌹🌹🪔🪔🪔🪔🪔
Good speech 👏
Thank you for your cooperation and support to our decision, elaborate on man of mankind
Thank you odia pua Dharmendra babu
Best Idea, Thanks
Tame sabu bhai bhai. Baki loka sabu bada badi
Utkal University no 1 university of India
Indian next Pradhan mantri. Dhamedra Pradha
Valuable speech
ଯଦି ବିଜେପି ଓଡ଼ିଶାରେ ହାରୁଛି, କେବଳ ଏଇ କେତେଜଣ ଗାଣ୍ଡିଆ ମୁଖିଆଙ୍କ ପାଇଁ,
ସ୍ପଷ୍ଟ ଲୋକୋ ଭାଇ
ଭୁବନେଶ୍ୱର ରେ ମଶା ମାନଙ୍କ ଘର ହେଲା ଉତ୍କଳ ୟୁନି ଭର ସିଟି
Arun sahoo sir tanka guru nku lata mari uparaku uthi gale. Apana ete sadhubaad diantu nahi. Bijay patyanayak sir is a pillar of efficiency. Everyone agrees. Prafulla sir bhi bahut bada leader. Tanku mora charana sparshi namaskar. Kintu Aruna babu bahut corrupt.
Excellent
U r the ideal of our nation ❤
Good
Great man odisha.nextcm
Jay sir Ram
ଦେଶର ତୁମ୍ଭ ଭଳି ଦେଶ ଡ୍ରୋହି ନାହାନ୍ତି କୌଣସି 😭 ଭଲ ଯୋଗ୍ୟତା ନାହିଁ
Ta mane sabu khaiba misi 💯 koti chalichi badi Pala khali bahana good good good......
Dharmendra Pradhan Odishara bhabi C. M no doubt.
Apara jita sarangi CM hele bhala haba
Dharmendra Pradhan the grate
Aruna Sahoo college samayare Darmendra Pradhan ku haraithila boli kana eita bedara gara heigalana kana? Ebhali news dekheile tuma channel popular heijiba na kana? Faltu comparison thik nahi. Try to understand the greatness. Sata manibar sahas rahiba darkar.
ଆବେ ଯାରାଜୋ ପ୍ରଧାନ ,ତୁ ମୋ ବାଳ ନେତା ,
🙏 🙏
Dharmendra Bhai jauthi thilebi see odisha pain tanihebe.
🙏
Aji Jae kou election jiticha
Dharmendrababu
Tamakatha
Vatababad
Paniragara
From
Rkdas
ଧର୍ମେନ୍ଦ୍ରଙ୍କ ସହିତ ଅରୁଣ କୁ ଇଲେକ୍ସନ ରେ ଲଢ଼ିବାକୁ ଦିଅ।
🤣🤣🤣🤣👌🏻👌🏻👌🏻
Jay shree RAM
Dharmendra Pradhan Will be next CM of Odisha
Ama muku bhai jinda bad
ତେମେ ସଳା ମଗିହା ଗୋଟିଏ ଚାଉଳ ର ମଞ୍ଜି
କଥା ଶତୁରି କାମ ସତର
Bjp and bjd both bhai bhai ସେଥିପାଇଁ ଓଡିଶା ରେ crime ବଢ଼ି ବଢ଼ି ଚାଲିଛି... ଆଉ ନାୟ ମିଳୁନାହିଁ...
😊
୫ବର୍ଷ ତଳର ଭିଡିଓ
ସେଇଥି ପାଇଁ ତ ଏବେ ବି ଦଶା ଅଛି
Good thinking sir, thanks
Dharmendra Bhai jindabad Future CM odisha
Angul's NH 55 has turned into a death trap with fatalities everyday..yet this man makes tall claims despite failing miserably in his own hometown..incompetency at its best
Could the campus of Utkal University be even compared with the campus of middle ranking American universities, leave alone Havard University?
The glory of UU rests in its past.
Today's meeting is over by uttering the valuable names of eminent guests and academicians. The next meeting will be dedicated to discussions on relevant topics.
Thanking you.
ଅରୁଣ ତୋ ବାପା !
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ରାଜ୍ୟର ଅର୍ଥ ମନ୍ତ୍ରୀଙ୍କୁ ଜାଣିନାହାନ୍ତି।
So education is more essential for all political leader then every thing will solve so minimum pg student iit eng doctor or other high qualfied is comeing to election
Arun killer hai
Sabu thi hariba PA tame...
Sir Utkal University ku central university manyata miliba....and costal odisha re kebe central university heba....puri re kebe central university heba
Gote building sambalpur university re inagurate karithile apana.. Aji jae tiari hoiparilani.. 2013 masihare..
ବିଜେଡି ବିଜେପି ନେତା ମାନେ ଏକ ଠିକ୍ ଅଛି, ବେକାର ବସି ଥିବା ସିଟି ,ବିଏଡ୍ ତାଲିମ ପ୍ରାପ୍ତ ଛାତ୍ର ମାନଙ୍କୁ ଓଡ଼ିଶା ଖାଲି ପଡିଥିବା ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ଦେଲେ ଲୋକ ମାନେ ଧନ୍ୟବାଦ ଅର୍ପଣ କରିବେ, ୨୦୨୪ ଲୋକେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁଖ୍ୟ ମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ଏବଂ ଶ୍ରୀମତୀ ସୋନିଆ ଗାନ୍ଧି ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି।
Sir apka black mani,ujala,petrol,disel ,accha din kahagaya,,,,,,
Mo pua pacharuchhi baba Aruna sahoo gotay chora nah,name
ଓ୍ୱାଡମେବରରେ ଠିଆହେଲେ ବି ହାରିବୁ
🤣🤣🤣🤣
Se ta MP Sambalpur ru jiti gala
Ebe baby das ku harei sambalpur MP
Arun sahoo PARI Case. Chhi chhi
ତମେ ଶଳେ ସବୁ ଗାନ୍ଡିମାରି ବଂନଧୁ ବାଂନଧବ, ଲୋକ ମାଗିଆ ଭକୁଆ।
Bhai manara katha kahila se bandhu banadhaba ame sabu kinchi nuhen ..🙏
You are right brother..we are not good to choose right leaders
Try your best to arrange one hundred and one crore of rupees initially being a Central Minister.
Jay odia..garba kara odia boli
ହଁ ତମ ଘରୁ ଧାନ ବିକି ଦବୁ 101 କୋଟି ଶଳା ସବୁ ଦର ଦାମ୍ ବଢ଼େଇ, ସବୁ ଦେଇ ଦଉଚ ତମେ
Hanu disclose truth before death. How emotions. Like river lost her personality after joint with sea.
Arun sahu is not fit for higher education minister... Dharmendra ji plz look the problems of higher education in odisha
Ebe bi jaribu sethi pain odisha re stand karunu seta kie kahiba mu na teme aapan.
What about MCC counselling?
Lajya nanhi reporter ku kebe ra news aji dekhaucha
Aji bi kou......
Odia pilanku central university/NIT/IIT re space milu.
Pari case re seithi pain chup rahila aau
No doubt, Odisha deserves better leaders & leadership !
Horrible & cheap thought process being displayed by existing folks .
Sethipaeen paricase re arunsahoo nku bancheidela... Bandhu dharma ku palana kala
Emane bandhu. Au janata bhot bele beer pi madagola.