କିଏ କହିଥିଲା ଇଲେକ୍ସନ ଲଢିବାକୁ ସବୁ ଦଳୀୟ MLA ଙ୍କ ପେନସନ ଓ ଦରମା ବନ୍ଦକର ! Subhasis sarangi on corruption.

แชร์
ฝัง
  • เผยแพร่เมื่อ 3 พ.ย. 2024

ความคิดเห็น • 900

  • @KishorAcharya-rc5lj
    @KishorAcharya-rc5lj หลายเดือนก่อน +298

    MLA ମାନଙ୍କର ଦରମା ଏବଂ ପେନସନ ବନ୍ଦପାଇଁ ଜନ ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ

  • @dinabandhuraita3371
    @dinabandhuraita3371 หลายเดือนก่อน +194

    Right କଥା ଏମାନଙ୍କ ପାଇଁ ରାଜକୋଷ ସମ୍ପତ୍ତି କ୍ଷତି ହେଛି

  • @hrushikesh8842
    @hrushikesh8842 หลายเดือนก่อน +167

    ଆମେ ଜାଗ୍ରତ ହେବା ଦରକାର ।MLA &MPମାନଙ୍କୁ ବିରୋଧ କରିବା ର ସମୟ ଆସିଛି ।ଓଡିଶାବାସୀ ଏକଥାରେ ଉଚିତ୍ ବିଚାରକରି ମତ ରଖନ୍ତୁ ।

    • @melekanarayana9734
      @melekanarayana9734 หลายเดือนก่อน

      💯 ଠିକ୍ କଥା

    • @comeonstudy
      @comeonstudy หลายเดือนก่อน

      Yes

    • @Adisakti4158
      @Adisakti4158 หลายเดือนก่อน

      Thik

    • @rashmiranjan9142
      @rashmiranjan9142 หลายเดือนก่อน

      ଆମେ ଜାଗଗ୍ରତ ହେବା ଦରକାର ! MLA&MP ମାନଙ୍କୁ ବିରୋଧ କରିବାର ସମୟ ଆସିଛି ଓଡିଶାବାସୀ ଏକଥାରେ ଉଚିତ୍ ବିଚାରକରି ମତ ରଖନନ୍ତୁ

  • @prabodhapanda5184
    @prabodhapanda5184 หลายเดือนก่อน +110

    Yes, ବନ୍ଦ ହେବା ଦରକାର.

  • @anantamallick3634
    @anantamallick3634 หลายเดือนก่อน +233

    ଭାଇଙ୍କର ମତାମତ ୧୦୦ ପ୍ରତିଶତ କାର୍ଯ୍ୟକାରୀ ହେବା ଜରୁରୀ

  • @mintumsallick5379
    @mintumsallick5379 หลายเดือนก่อน +40

    ଭାଈ ତମକୁ ଆଉ ତମର ଜ୍ଞାନକୁ ନମସ୍କାର ସତରେ ବିଚିତ୍ର ଜ୍ଞାନ ତମ ପାଖରେ ଅଛି ଭଗବାନ୍ ତମର ମଙ୍ଗଳ କରୁ

  • @ChittaranjanDalai-rn6hi
    @ChittaranjanDalai-rn6hi หลายเดือนก่อน +105

    ବିଧାୟକ ଓ ସାଂସଦ ମାନେ ନିଜକୁ ସମାଜ ସେବୀ କହୁଛନ୍ତି। କିନ୍ତୁ ଦରମା ବଢ଼ାଇବାକୁ
    କହୁଛନ୍ତି। ସମାଜ ସେବା ନାଁରେ ଟଙ୍କା ନେଉଛନ୍ତି। ସମାଜ ରେ ବହୁତ ସମାଜ ସେବୀ ଅଛନ୍ତି ଯିଏ ରାଜନୀତୀଆଙ୍କ ଠାରୁ
    ଭଲ ସମାଜ ସେବା କରୁଛନ୍ତି। ତାଙ୍କୁ କିଏ ଦରମା ଦେଉଛି ?

    • @brajeswarisingh909
      @brajeswarisingh909 หลายเดือนก่อน

      ଠିକ କହିଛ, ଅନେକ ସମାଜ ସେବୀ ନିଜ ପକେଟ ମନୀରୁ ଦୁସ୍ଥ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି, କିଏ ଲୋକ ଲୋଚନକୁ ଆସୁଛନ୍ତି କିଏ ଆସୁ ନାହାନ୍ତି, ସେମାନଙ୍କ ପାଇଁ କଣ ବ୍ୟବସ୍ତା ଅଛି ସେମାନଙ୍କ ପାଇଁ

    • @pradeepswain29
      @pradeepswain29 หลายเดือนก่อน

      ପୁରା ଠିକ୍ କଥା ଶୁଣି ଭଲ ଲାଗିଲା

  • @DrDhirendraMohanty
    @DrDhirendraMohanty หลายเดือนก่อน +26

    ବିଧାୟକ ଙ୍କ ଭତ୍ତା ଓ ଦରମା ସର୍ବନିମ୍ନ କରାଯାଉ ଓ ଭତ୍ତା ସାମାଜିକ ଭତ୍ତା ସାଧାରଣ ଜନତା ଯାହା ପାଉଛନ୍ତି ସେହି ଅନୁସାରେ ଭତ୍ତା ଦିଆଯାଉ,

  • @amulyabudhi7733
    @amulyabudhi7733 หลายเดือนก่อน +112

    ରାଜନୀତି ଯଦି ସେବା ତାହାଲେ ଦରମା କାହିଁକି ଅଛି ?
    ରାଜନୀତି ଯଦି ଚାକିରୀ, ତାହାଲେ ଶିକ୍ଷା ଗତ ଯୋଗ୍ୟତା କାହିଁକି ନାହିଁ ???

    • @AkashNayak-dv4yx
      @AkashNayak-dv4yx หลายเดือนก่อน +3

      Right😂

    • @ratikantabehera7407
      @ratikantabehera7407 หลายเดือนก่อน

      ବୟସ ର ସୀମା ନାହିଁ ।ବାର୍ଦ୍ଧକ୍ୟ ରେ ବି ରାଜନୀତି କରିବେ ।ପାୱର ରେ ରହି ମଲେ ଚନ୍ଦନ କାଠରେ ପୋଡାଜଳା ହେବେ ଆଉ ସିଧା ସ୍ବର୍ଗ ଯିବେ।ଅନ୍ୟ ମାନେ ହରିଶ୍ଚନ୍ଦ୍ର ଯୋଜନାରେ।

  • @rabindranathnayak2423
    @rabindranathnayak2423 หลายเดือนก่อน +1

    ବହୁତ ବଢିଆ କଥାଟିଏ କହିଲ। ଧନ୍ୟବାଦ୍ ଜଣାଉଛୁ।

  • @sirtapan6058
    @sirtapan6058 หลายเดือนก่อน +51

    Perfect katha kahile sir

  • @prasantapattanaik862
    @prasantapattanaik862 หลายเดือนก่อน +44

    ଠିକ୍ କଥା।ଏହା ଲୋକଂକ ସେବା। ଚାକିରି ନୁହେଁ।

  • @sushilchakisushil557
    @sushilchakisushil557 หลายเดือนก่อน +43

    Right ଭାଇ ଏ ବାଳ ନେତାମାନଙ୍କୁ ମାଡ଼ ଦରକାର

  • @manaschandrasahu9451
    @manaschandrasahu9451 หลายเดือนก่อน +64

    ଠିକ୍ କଥା ଏମାନଙ୍କର ପେନସନ ବନ୍ଦ କରାଯାଉ, Jay jagannath

    • @comeonstudy
      @comeonstudy หลายเดือนก่อน

      Emane kie nije sasan karucha boli mana echa jaha Kariba jabab deba nia jaliba

  • @subashchandradas1638
    @subashchandradas1638 หลายเดือนก่อน +24

    ପ୍ରତିଦିନ ଚ୍ୟାନେଲ କୁ ବହୁତ୍ ଧନ୍ୟବାଦ୍, ନିରପେକ୍ଷ ବିଚାର ଓ ପ୍ରସଙ୍ଗ ଉପସ୍ଥାପନା କରି ଥିବାରୁ ଅଶେଷ ଧନ୍ୟବାଦ୍।

  • @BanabasiNahak-d2k
    @BanabasiNahak-d2k หลายเดือนก่อน +2

    ଭାଇ ସତକଥା ,ସବୁ ବିଧାୟକ ଆଉ ମନ୍ତ୍ରୀ ମାନଙ୍କର ଦରମା ସହିତ ପେନସନ ବନ୍ଦ କରାଯାଉ

  • @PramodKumarPatanayak
    @PramodKumarPatanayak หลายเดือนก่อน +37

    M LA ମାନେ କଣ ସୁଧ ସୁବର୍ଣ୍ଣ ଏହାଙ୍କୁ କାହିଁକି ଭିଜିଲାନ୍ସ ରେଡ କରାଯାଉନାହିଁ ଏହାଙ୍କ ନିକଟରେ କଣ କଳାଧନ ନାହିଁକି?

  • @kalandicharantripathy3316
    @kalandicharantripathy3316 หลายเดือนก่อน +13

    ଧନ୍ୟବାଦ ବନ୍ଧୁ

  • @MAJAMASTI24hours
    @MAJAMASTI24hours หลายเดือนก่อน +54

    ଦେଶ ସେବା ନାଁ ରେ ଲୁଟ ଚାଲିଛି.. ଦେଶ ସେବା ତ କରିବ ଦରମା କଣ ପାଇଁ ନେବ... ଦରମା ନେବାର ଇଛା ଯଦି job କର

    • @kkgyanbhandar2857
      @kkgyanbhandar2857 หลายเดือนก่อน +3

      Emananka ra peon hebara jogyata nahi

    • @samirnayak3768
      @samirnayak3768 หลายเดือนก่อน +1

      ଲୁଟ ଓ ଭ୍ରଷ୍ଟାଚାର ପ ଇସା କମ୍ ପଡୁଛି? ତାଙ୍କର ଦରମା ପେନସନ୍ ବଢାଯିବ, ଆଦୌ ନୁହେଁ. ସରକାରୀ ଚାକିରିଆ ହରତାଳ ସମୟରେ ଯଦି ଏହି ବେଇମାନି ନେତାମାନେ ଯୁକ୍ତିବାଢନ୍ତି ସବୁ ଠିକ୍, ଦାବି ଶୁଣାଯିବନି. ଏମାନଙ୍କର ଦରମା ଠିକ୍ ଅଛି.

    • @comeonstudy
      @comeonstudy หลายเดือนก่อน

      Nije MLA hebe tanka pua mananku karibe darama 3 lakh karibe tanka echa

    • @kapilcharanmohanty9673
      @kapilcharanmohanty9673 หลายเดือนก่อน +2

      Right.election re candidate heba pain written test heba darkar

  • @KalucharanNayak-mj1ho
    @KalucharanNayak-mj1ho หลายเดือนก่อน +1

    U r right

  • @hrushikesh8842
    @hrushikesh8842 หลายเดือนก่อน +49

    ଏଥିପାଇଁ ଜନଆନ୍ଦୋଳନ ଆବଶ୍ୟକ ।

  • @narottambarik1637
    @narottambarik1637 หลายเดือนก่อน +1

    Really heartly 💯 right brother

  • @brajasundarsahoo1590
    @brajasundarsahoo1590 หลายเดือนก่อน +23

    ଆପଣ ଯାହା କହିଛନ୍ତି ୧୦୦ ଶତକଡା ଠିକ୍ କହିଛନ୍ତି l MLA MP ମନ୍ତ୍ରୀ ମାନେ କହୁଛନ୍ତି ସେମାନେ ଜନ ସେବକ l janasevak ହୋଇ ଲୋକଙ୍କ ପଇସାରେ ଦରମା ପେନସନ ନେଉଛନ୍ତି କାହିଁକି ? ଅନ୍ୟାନ୍ୟ ସୁବିଧା ସୁଯୋଗ ନେଉଛନ୍ତି କାହିଁକି ? ଏ କି ପ୍ରକାର ସେବା ? ପଇସା ଖିଆ ସେବା l

  • @akashrajtvkoraput9952
    @akashrajtvkoraput9952 หลายเดือนก่อน +13

    ନିଶ୍ଚିତ କଥା 👍

  • @Sastriyachannel4597
    @Sastriyachannel4597 หลายเดือนก่อน +10

    ଏହି ମା'ଙ୍କର ଦରମା ଓ ପେନସନ‌ ବନ୍ଦକରି ଗରିବମାନଙ୍କର ସେବାର ଲାଗୁ।

  • @santoshkumarmohanty248
    @santoshkumarmohanty248 หลายเดือนก่อน +2

    ସ୍ଵାଗତ ଯୋଗ୍ୟ ଚିନ୍ତାଧାରା । ବିପ୍ଳବ ହେବ ଆବଶ୍ୟକ ଏଠି ପାଇଁ ଗୋଟେ ବଡ଼ ଧାରଣାର .....

  • @ramakantamahapatra8141
    @ramakantamahapatra8141 หลายเดือนก่อน +15

    ବହୁତ ସୁନ୍ଦର କଥା କହିଲ ଭାଇ🙏

  • @sushilkumarsemili5243
    @sushilkumarsemili5243 หลายเดือนก่อน +18

    ଆଜ୍ଞା ଆପଣ ଭଲ କହି ଛନ୍ତି, ଧନ୍ୟବାଦ ,❤

  • @geetanjalipattnayak2605
    @geetanjalipattnayak2605 หลายเดือนก่อน +19

    ଆପଣଙ୍କ ସ୍ପଟ ମତମତାକୁ କାର୍ୟକାରୀ କରିବା ନିହାତି ଜରୁରି

  • @basantajani9181
    @basantajani9181 หลายเดือนก่อน +1

    Right

  • @lipakpradhan7112
    @lipakpradhan7112 หลายเดือนก่อน +9

    ଭାଇ ଜନ ଆନ୍ଦୋଳନ ହେବା ଦରକାର

  • @SubashPanigrahi-l7y
    @SubashPanigrahi-l7y หลายเดือนก่อน

    କି ସୁନ୍ଦର କଥା କହୁଛ ନ୍ତି

  • @Tikemaja
    @Tikemaja หลายเดือนก่อน +9

    Right bro...... 👌👌👌
    ଶଳା MLA ଆଉ MP ଦେଶକୁ ଖାଇଗଲେ

  • @debiprasad1256
    @debiprasad1256 หลายเดือนก่อน +1

    Bhai Kan kahila , very good

  • @MrutyunjayBehera-q3f
    @MrutyunjayBehera-q3f หลายเดือนก่อน +9

    ଠିକ୍ କଥା ଭାଇ 🙏

  • @RasmitaDigal-ku6wc
    @RasmitaDigal-ku6wc หลายเดือนก่อน +1

    Thik bro

  • @Hariharpatra109
    @Hariharpatra109 หลายเดือนก่อน +19

    ଭଲ କଥା ଟିଏ କହିଲ। ଅମେ ଭୋଟ ଦେବା ସେମାନେ ନେତା ହେବେ ମାଲା ମଲ୍ ହେବେ।

  • @bharatchandrabiswal5471
    @bharatchandrabiswal5471 หลายเดือนก่อน +1

    Very nice

  • @sinitidash2979
    @sinitidash2979 หลายเดือนก่อน +8

    Right 👍 answer deichanti Bhai . Rock thok javab deichanti Subhash Bhai . JAY shree Ram . JAY shree jagarnatha .

  • @nirupamabehera7546
    @nirupamabehera7546 หลายเดือนก่อน

    ଠିକ୍ କହିଛଭାଇ, ଧନ୍ୟବାଦ ଆପଣଙ୍କୁ, ମନ୍ତ୍ରୀ ତାଙ୍କର ଆର୍ଥିକ ଅବସ୍ଥା କିଭଳି ବଦଳି ଯାଇଥାଏ।

  • @JogeswarMajhi-lt7hj
    @JogeswarMajhi-lt7hj หลายเดือนก่อน +21

    ମନ୍ତ୍ରୀ,ବିଧାୟକ ଯଦି ଲକ୍ଷ ଲକ୍ଷ ଟଙ୍କା ଦରମା ନେବେ ,,ଏତେ ଦମ୍ ଅଛି ଯଦି ଜଣେ ସରପଞ୍ଚ ମେମ୍ବର ମାନଙ୍କୁ ୪୦/୫୦,୦୦୦ କରାଯାଉ,,,,

  • @ssrao4582
    @ssrao4582 หลายเดือนก่อน +1

    Right bro

  • @collectionofodisha
    @collectionofodisha หลายเดือนก่อน +26

    ଭାଇ କଥା ପଦେ କହିଲେ ଖୁସି ଲାଗିଲା ।

  • @diptiranjanchoudhury7052
    @diptiranjanchoudhury7052 หลายเดือนก่อน +9

    Absolutely right

  • @kumarjaswant8624
    @kumarjaswant8624 หลายเดือนก่อน

    Right brother

  • @pramodrout1879
    @pramodrout1879 หลายเดือนก่อน +11

    Right 🎉

  • @biswanathbehera7960
    @biswanathbehera7960 หลายเดือนก่อน +1

    ଆପଣକୁ ଅଶେଷ ଅଶେଷ ଧନ୍ୟବାଦ।

  • @CaRtOoNKaHaNi-r7r
    @CaRtOoNKaHaNi-r7r หลายเดือนก่อน +6

    ବହୁତ୍ ସୁନ୍ଦର୍ କଥା ,,,, MLA, MP ମାନେ ହାରିଗଲା ପରେ ତାଙ୍କ ଦରମା ଆଉ ପେନସନ ବନ୍ଦ ହବା କଥା,,,,,MLA/MP ମାନେ ନିଜ ଗାଁ ଛକ ରେ କୁକୁଡ଼ା ଦୋକାନ କରି business କରି ପାରିବେ,,,,

  • @kumudinisardar2964
    @kumudinisardar2964 หลายเดือนก่อน +5

    You are corect sir

  • @SailajShee
    @SailajShee หลายเดือนก่อน +7

    100% Right

  • @dillipmohapatra9680
    @dillipmohapatra9680 หลายเดือนก่อน +8

    I salute you brother,please raise your voice against block grant lecturers and teachers system in odisha which is an odd system in odisha

  • @abdulamin1178
    @abdulamin1178 หลายเดือนก่อน +8

    Bhai absolutely right

  • @munasahoo8106
    @munasahoo8106 หลายเดือนก่อน +9

    You are absolutely right big brother keep it up 👍 we are support you

  • @MrutyunjayaSubudhi
    @MrutyunjayaSubudhi หลายเดือนก่อน +7

    Right bro🙏🙏🙏🙏🙏🙏🙏🙏

  • @aranyadiscodance
    @aranyadiscodance หลายเดือนก่อน +6

    Very good thank you bh

  • @barunkumarnayak1992
    @barunkumarnayak1992 หลายเดือนก่อน +1

    👍Right katha Bhaina

  • @niranjannayak2683
    @niranjannayak2683 หลายเดือนก่อน +12

    ଏହା ହୋଇ ପାରିଲେ ଓଡିଶା ରାମ ରାଜ୍ଯ ହୋଇ padib,ସେ ଯାଇଛନ୍ତି ଚୋରି କରି ନିଜ ସମ୍ପତ୍ତି ବଢାଇବାକୁ I

  • @Sudhirkumarsamal-y5w
    @Sudhirkumarsamal-y5w หลายเดือนก่อน

    ଅତି ସୁନ୍ଦର, ଭାଇ,

  • @madhubarik8438
    @madhubarik8438 หลายเดือนก่อน +5

    100% Right sir 🙏

  • @Dolasinghbhoi
    @Dolasinghbhoi หลายเดือนก่อน +1

    Thak you ଦାଦା ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଦରକାର

  • @ODISHABHAI-eq8jq
    @ODISHABHAI-eq8jq หลายเดือนก่อน +11

    ସବୁ ଲୁଟି ବାକୁ ଥିଆ ହୋଇଥିଲେ MLA ରେ ଠିଆ ହୋଇ ଥିଲେ, ଦରମା ଓ ଭର୍ତା ଲୋଭ ରେ ସବୁ gm

  • @pradeep5096
    @pradeep5096 หลายเดือนก่อน

    Yes., ବନ୍ଦେ ମାତରମ 🙏

  • @Mbabuli019
    @Mbabuli019 หลายเดือนก่อน +5

    ଭାଇ ଭଲ କଥା କହିଛନ୍ତି, ଏହିପଇସାରେ ଲୋକଙ୍କୁ ମଦ ମାଉସ ଖୋଇ ଭୋଟ ହାତେଇବେ,

  • @DhanapatiNayak-gv3xl
    @DhanapatiNayak-gv3xl หลายเดือนก่อน +2

    Yes Sir very very right speech sir and all odisha support sir ❤❤❤❤

  • @SatrughanNayak-qf1rt
    @SatrughanNayak-qf1rt หลายเดือนก่อน +17

    ସର୍ବ ଦଳୀୟ ଏମ ଲ୍ ଏ, ଏମ ପି, ମାନଙ୍କୁ କନିଷ୍ଠ ଶିକ୍ଷକ ମାନଙ୍କ ଭିତ୍ତିରେ ଦରମା ଦିଆ ଯାଉ,

  • @swetadas6192
    @swetadas6192 หลายเดือนก่อน +4

    ସେବା ସ୍ବେଛାକୃତ ହୋଇଥାଏ,,, 5 ବର୍ଷରେ double 10 ବର୍ଷରେ tripple, 15 ବର୍ଷରେ quarduple, 20 ବର୍ଷରେ ---×147=ଶଳେ ଆମ ଓଡିଶାକୁ ଖାଇଦେବେ। Stop this system quickly please🙏

  • @prasantapattanaik862
    @prasantapattanaik862 หลายเดือนก่อน +3

    ଦେଶ ସାରା ଏକ ଜୋର୍ ଜନ ଆନ୍ଦୋଳନ ଦରକାର।

  • @purnachandrasahoo2847
    @purnachandrasahoo2847 16 วันที่ผ่านมา

    ଧନ୍ୟବାଦ ଠିକ୍ କଥା

  • @sakhigopalpradhan669
    @sakhigopalpradhan669 หลายเดือนก่อน +3

    Good suggestion

  • @sudarshanmaharana4387
    @sudarshanmaharana4387 หลายเดือนก่อน

    Thanks vai

  • @harikrupameher3660
    @harikrupameher3660 หลายเดือนก่อน +5

    Right bhai

  • @Sastriyachannel4597
    @Sastriyachannel4597 หลายเดือนก่อน +2

    ଭାଇ ସମସ୍ତଙ୍କ ଦରମା ଓ ପେନସନ ବନ୍ଦ କରାଯାଉ। ଏହି MAL ଓ M P ମାନେ ରାଜକୋଷକୁ ଲୁଟୁଛନ୍ତି।

  • @debiprasadmishra5656
    @debiprasadmishra5656 หลายเดือนก่อน +4

    Perfect 👍.

  • @sanatanpatra5756
    @sanatanpatra5756 หลายเดือนก่อน +1

    ମୁଁ ଭାବିଥିଲି ଏହିଭଳି କଥା ଦିନେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ

  • @mamatamaharana1784
    @mamatamaharana1784 หลายเดือนก่อน +3

    Thank you Bhai 🙏
    Ete din pare gote katha sunila a kana ❤. Puni Ghoda bepare re bikri hei chhanti MLA MP dala badal Raj niti re .

  • @jyotsnasahu3700
    @jyotsnasahu3700 หลายเดือนก่อน

    Right👍 keep it up. May God bless you.

  • @Hasimkhan-ep4us
    @Hasimkhan-ep4us หลายเดือนก่อน +4

    Your Bhai right

  • @jamesrinku1995
    @jamesrinku1995 หลายเดือนก่อน +2

    ବୁଢ଼ା ବୁଢ଼ୀ ଙ୍କ ପାଇଁ 3 ହଜାର ଦେବା ପାଇଁ MLA ଙ୍କ ର କିଛି ସ୍ୱର ଉତ୍ତଳନ ନାହିଁ କିନ୍ତୁ ଏ ମାନଙ୍କୁ 3ଲକ୍ଷ୍ୟ ଦରମା ଦରକାର। ଧନ୍ୟ ରେ MLA ମନ୍ତ୍ରୀ ତନ୍ତ୍ରୀ ମାନେ 😢

  • @SkAzad-ep9ct
    @SkAzad-ep9ct หลายเดือนก่อน +3

    Good bhiu

  • @SibaprasadMohapatra-so9wc
    @SibaprasadMohapatra-so9wc หลายเดือนก่อน +1

    Bhai aha hele prakruta rajaniti heba sasana prya thik chaliba

  • @pratapbehera3049
    @pratapbehera3049 หลายเดือนก่อน +16

    Thik kahicha bhai❤❤

  • @atmaramdasatmaramdas3879
    @atmaramdasatmaramdas3879 หลายเดือนก่อน +1

    Right 👍

  • @makaradhwajamachha2737
    @makaradhwajamachha2737 หลายเดือนก่อน

    Tnkyou brother

  • @WastexProshubhamm-ep9cj
    @WastexProshubhamm-ep9cj หลายเดือนก่อน

    Good Suggestion

  • @susantpaikray439
    @susantpaikray439 หลายเดือนก่อน

    ସ୍ବାଗତ ଯୋଗ୍ୟ ପ୍ରସ୍ତାବ।

  • @ashokdas7634
    @ashokdas7634 หลายเดือนก่อน

    Bhai apnku bahut bahut dhanyabad.

  • @purnachandrasahoo4780
    @purnachandrasahoo4780 หลายเดือนก่อน

    Right Answer Sir

  • @RabindrakumarJena-q3n
    @RabindrakumarJena-q3n หลายเดือนก่อน

    Thank you

  • @RamSingh-d7n
    @RamSingh-d7n หลายเดือนก่อน +1

    👍

  • @Kritibanta
    @Kritibanta หลายเดือนก่อน +1

    ସର ପଞ୍ଚ କାହିଁକି ପେନ ସନ୍ ପାଇ ବେ ନା ହିଁ,mlà ପା ଇ ବେ କିନ୍ତୁ ସ ର ପ ଞ୍ଚ ନାହିଁ,

  • @SanthoskumarHota
    @SanthoskumarHota หลายเดือนก่อน

    Absolutely right Thank u for good speech

  • @RajaramSingh-x3w
    @RajaramSingh-x3w หลายเดือนก่อน

    ରାଜନୀତି ଗୋଟେ ଡିପାର୍ଟment❤️ ହେଇ ଗଲାଣି.

  • @ashishrana4959
    @ashishrana4959 หลายเดือนก่อน

    Ek number achhe

  • @shantilatadash6878
    @shantilatadash6878 หลายเดือนก่อน

    Thick katha

  • @bhagabanpanda2742
    @bhagabanpanda2742 หลายเดือนก่อน

    Thanks brother

  • @karnapradhan159
    @karnapradhan159 หลายเดือนก่อน

    Thanks your suggestion

  • @BidyadharMahanta-xd2kv
    @BidyadharMahanta-xd2kv หลายเดือนก่อน

    100%ସତ

  • @brajakishorepadhi4022
    @brajakishorepadhi4022 หลายเดือนก่อน +1

    ଧନ୍ଯବାଦ ବାବୁ। ମନ ର କଥା କହିଲ। ସେ ମାନକୁଂ କିଏ କହିଥିଲା ଛିଡା ହେବାକୁ। ଆଭୁଡା ପଡି ଛିଡା ହେବେ କଣ ନା ସେବା କରିବେ। ସଳେ ଦିନେ ନିଜ ବାପ ମା କଂ ସେବା କରି ନ ଥିବେ।

  • @himansupadhan3173
    @himansupadhan3173 หลายเดือนก่อน

    ଠିକ କଥା ଧନ୍ୟବାଦ ଭାଇ

  • @sukruputel2927
    @sukruputel2927 หลายเดือนก่อน

    Tq