I am not a viewer of argus fv because I have feeling that it oppose Navin babu but your interviews with eminent personalities which I listened from TH-cam are excellent. Wishing your success.
Salute to you from core of my heart...all of your writings are very heart touching.. u r a real pride of odiya literature...May Lord Jagannath bless you ❤
Bastabik tanka Nama ra charitartha kariparichhanti. Odishare tanka bhali pratibha birala. Ete sundar conversation I have ever seen. Gote moment pain b biraktikara lagila nahin❤️ Argus ra ebhali podcast ra idea bahut badhia. Ebhali Odisha ra samasta mahan byaktitwa mananku invite karibaku anurodh🙏
Wonderful interaction ❤️ Her last statement was very much touching... Earth is changing a lot... Only God can save... Congratulations Sangram babu... Keep going with this podcast series ❤
ଅର୍ଗସ ପଡକାଷ୍ଟ ଏମିତି ଆଗକୁ ଆଗେଇ ଚାଲୁ, ଓଡ଼ିଶାର କଳା, ସାହିତ୍ୟ, ବିଜ୍ଞାନ ଦର୍ଶନ, କ୍ରୀଡା ଜଗତ ରୁ ବ୍ୟକ୍ତିତ୍ଵ ଆଣି ପଡକାଷ୍ଟ ଯାରୀ ରହୁ।
Thank you
ଯେହେତୁ ଡଃ ପ୍ରତିଭା ରାୟ କହୁଛନ୍ତି ଯେ ତାଙ୍କର କୌଣସି ଉପନ୍ୟାସ ତାଙ୍କୁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ କରିପାରିନାହିଁ, ଆମେ ଆଶା କରୁଛୁ ଯେ ତାଙ କଲମରୁ ଆହୁରି ଉଚ୍ଚ କୋଟୀର ଉପନ୍ୟାସ ସୃଷ୍ଟି ହେବ । ଭଗବାନ ତାଙ୍କୁ ତଳ ଚଞ୍ଚଳ ରଖନ୍ତୁ ଏତିକି ପ୍ରାର୍ଥନା।
ମୋତେ ଖୁବ ସନ୍ତୁଷ୍ଟି ଦେଇଛି ଶୀଳାପଦ୍ମ ❤ଆଜି ଯାଏ ଯେତେ podcast ହେଇଛି ଏହି ସାକ୍ଷାତକାର ଟିକୁ ସମ୍ପୂର୍ଣ ଦେଖିଲି... ଏ ସମୟରେ ସବୁବେଳେ ନାରୀ ଟେ ଚାପି ହେଇ ରହିଯାଏ ବା ତାକୁ ଚାପିଦିଆ ଯାଏ ସେ ସବୁ କୁ ସହ୍ୟକରି ଆଗକୁ ଯାଇପାରିଥିବା ପ୍ରତିଭା ରାୟ ଙ୍କୁ ପ୍ରଣାମ 🙏ଏମିତି ସାକ୍ଷାତକାର ଟିଏ ଆଣିଥିବାରୁ ଧନ୍ୟବାଦ 🙏ମାଡାମ ଙ୍କ ଶେଷ କଥା ଖୁବ ମାର୍ମିକ 🥰🙏
Didi apanaka msg padhi bahut khusilagila
I'm your subscriber di
Ae podcast ti satare ete manachhuan i can't explaining
🙏❤️ didi 🙏❤️
Pranam sakal prana darjiya sanchari Shanti samajaParivartan ghatachi lekha kahani Na Hoe Satya houJana nari kahin ki Shanti Chahie bani
Didi ❤❤❤❤
ଅମ୍ଳାନ ପ୍ରତିଭାଧାରୀ ପ୍ରତିଭା ରାୟଙ୍କୁ ମୋର ପ୍ରଣାମ । ପ୍ରଭୁଙ୍କ କୃପାରୁ ଏମିତି ସେ ସୁସ୍ଥ ରୁହନ୍ତୁ ଓ କାଳଜୟୀ ଲେଖା ଲେଖନ୍ତୁ । ଏମିତି ଜଣେ ସୁଷ୍ଟାଙ୍କୁ ସାକ୍ଷାତକାରରେ ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ ।
ଔପନ୍ୟାସିକ ବିଭୂତି ପଟ୍ଟନାୟକ ଙ୍କ ଅପେକ୍ଷା ରହିବ । ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରନ୍ତୁ।❤❤❤
Jadi kehi bibhuti pattnaik mahashaya nkara kshudra galpa padhibe tebe atyanta anandita hebe🙏🙏
ଏକ ମତ
ମୁୁଁ ବି ଖୋଜୁଛି ମୋର ଔପନ୍ୟାସିକ ମହୋଦୟ ଙ୍କୁ
ମୁଁ ବି ଖୋଜୁଛି ଏଇ ସାହିତ୍ୟିକ ଙ୍କୁ
@@bimalendu4628ଖୁଦ୍ର ଗଳ୍ପ? ନାଁ କୁହନ୍ତୁ ତ
ଅନନ୍ୟ ପ୍ରତିଭା ର ଅଧିକାରିଣୀ ବିଶିଷ୍ଟ ଲେଖିକା, ଓଡିଶା ମାଟିର ଗର୍ବ ଓ ଗୌରବ ଡ. ପ୍ରତିଭା ରାୟ , ଆପଣଙ୍କ ସହ ସଂଗ୍ରାମ ଭାଇଙ୍କ ସାକ୍ଷlତକlର ଖୁବ ଉଚ୍ଚକୋଟିର , ଏହା ସମସ୍ତଙ୍କ ପାଇଁ ଅଭୁଲା ସ୍ମୃତି ହୋଇ ରହିବ l
ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର। କାଳଜୟୀ ଲେଖିକା ପଦ୍ମଭୂଷଣ ପ୍ରତିଭା ରାୟ ଙ୍କୁ ପ୍ରଭୁ ଜଗନ୍ନାଥ ସୁସ୍ଥ ନିରାମୟ ଓ ଦୀର୍ଘାୟୁ କରନ୍ତୁ...
Dr. ପ୍ରତିଭା ରାୟ, ଏକ ବିରଳ ପ୍ରତିଭାର ଅଧିକାରିଣୀ, ଅନେକ ପୁରସ୍କାର ବିଜୟିନୀ। ତାଙ୍କର ଲିଖିତ ଉପନ୍ୟାସ, ଗଳ୍ପ ଓ କ୍ଷୁଦ୍ରଗଳ୍ପ ମୁଁ ପଢିଛି। ସେ ମୋର ଚୀର ନମସ୍ୟା। ପ୍ରଭୁ ଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘ ଜୀବନ କାମନା କରୁଛି।
ପୋଡ଼କାଷ୍ଟ ଅୟମଆରମ୍ଭର ...ପ୍ରଥମ ଶବ୍ଦ.. ସମସାମୟିକ ଓଡ଼ିଆ ଭାଷା ସାହିତ୍ୟର ଆଦ୍ୟ ଓଁକାର.. ମନୋଜ ଦାସ.. ହୃଦୟରେ ଶବ୍ଦ ବ୍ରହ୍ମର ଶାଶ୍ୱତ ଶିହରଣ.. ପୁଲକିତ/ଅବିଭୂତ କଲା..........
ପ୍ରାଜ୍ଞ ବିଜ୍ଞ ପ୍ରଣମ୍ୟ ପୁରୁଷ ସାରସ୍ୱତ ସନ୍ଥ ମନୋଜ୍ଞ ମନୋଜଙ୍କ ଅମ୍ଲାନ ସ୍ମୃତିରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି 🙏🙏❤️
🙏🙏
ପ୍ରଣାମ ଆପଣଙ୍କୁ। ଆପଣଙ୍କ ବହିରୁ ହିଁ ମୁଁ ଲେଖିବାର ପ୍ରେରଣା ପାଇଥିଲି। ପ୍ରଭୁ ଆପଣଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ।
ଏଇପରି ପ୍ରତିଭା ମାନଙ୍କର podcast ବେଶ୍ ଆନନ୍ଦ ଅନୁଭବ କରାଏ । Third grade ଓଲିଉଡ actor nka ପରିବର୍ତ୍ତେ real life hero , samaj sudharak , ଗାଳ୍ପିକ, ଚିତ୍ରକର , ମହେଶ୍ୱେତା ଙ୍କ ପରି କଳାକାର ମାନଙ୍କ ର podcast କରନ୍ତୁ । ଜୟ ଜଗନ୍ନାଥ
ଏଇ ସାକ୍ଷାତକାର ବହୁତ ସ୍ମୃତି କୁ ମନେପକାଇ ଦିଏ। ୮୦ଦଶକ ରେ ଯାଜ୍ଞ ସେନୀ ପଢ଼ି ବାର ନିଶା। ଧନ୍ୟବାଦ୍
ଖୁବ ଭଲ ଲାଗିଲା ପ୍ରତିଭା ରାୟଙ୍କ ଠାରୁ ତାଙ୍କ ନିଜ କଥା ଶୁଣିବାକୁ 🙏ବହିରେ ପଢିବା, ନିଜେ ନିଜକଥା କହିବାରେ ଅନେକ
ଅନେକ ପ୍ରଭେଦ ଅଛି |ଯାହା ହେଉ ମାଡାମଙ୍କୁ ଦେଖି ଖୁବ ଖୁସି ଲାଗିଲା 🙏
ଆଜି ଆପଣଙ୍କ ମୁହଁରୁ ଆପଣଙ୍କ ବିଷୟରେ କିଛି ଶୁଣି ଭାରି ଖୁସି ଲାଗିଲା । ମୋର ପ୍ରିୟ ଲେଖକ ଙ୍କ ଭିତରୁ ଆପଣ ବି ଜଣେ । ଶିଳାପଦ୍ମ ଆଉ ଯାଜ୍ଞସେନି ଦୁଇଟି ଯାକ ମୋର ପଢା ଆଉ ଦୁଇଟି ଯାକ ମନଛୁଆଁ ହୃଦୟ ସ୍ପର୍ଶୀ ବହୁତ୍ ବହୁତ୍ ସୁନ୍ଦର୍ ଉପସ୍ଥାପନା ।🙏💐❤️
ଏଇ podcast ଟି ବହୁତ୍ ହିଁ ଭଲ ଲାଗିଲା😊 ପ୍ରଶ୍ନ ପଚାରିବାର ଶୈଳୀ ବେଶ୍ ମାର୍ଜିତ ଓ ସଂଯତ।ଏବଙ୍ଗ ରୁଚିକର।
ଆଉ ପ୍ରତିଭା ରଏ ସିଏତ ଆମ ଓଡ଼ିଆ ଜାତିର ଗର୍ବ ଆଉ ଅହଙ୍କାର।
Thank you
ଏତେ ବଡ଼ସାହିତ୍ୟିକଙ୍କୁ ଡାକିଲେ ହେଲେ ଓଡ଼ିଆ ଅସ୍ମିତା କଣ ବୁଝେଇ କହିବାକୁ କହିଥାନ୍ତେ 🙏
ମୁଁ ଆପଣଙ୍କ ଜଣେ ବଡ ପ୍ରଶଂସିକା. ମୁଁ ସବୁ ବହି ପଢିଛି. You are great mam🙏🏽🙏🏽
ମୁଁ ଆଜି ବହୁତ ଖୁସି, ମାମ୍ ଙ୍କ ଇଣ୍ଟରଭିୟ୍ୟୁ ଦେଖି ବହୁତ ଖୁସି ଲାଗିଲା, ସତରେ... ମୁଁ ଅପେକ୍ଷା କରି ବସିଥିଲି ଯେ ପ୍ରତିଭା ରାୟ ମାମ୍ ଙ୍କ ଇଣ୍ଟରଭିୟ୍ୟୁ କେବେ ଆସିବ ବୋଲି.... ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ... ❤❤💕🙏🥰❤
ଡ଼ଃ ପ୍ରତିଭା ରାୟ ମାଙ୍କୁ ମୁଁ ପ୍ରଣାମ ଜଣାଉଛି🙏🏻 I
ପଦ୍ମଭୂଷଣ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରତିଭା ରାୟଙ୍କ ସହ ସାକ୍ଷାତ୍କାର ଖୁବ୍ ଉପାଦେୟ ।
ଆମ ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ ହେଉଛନ୍ତି ପଦ୍ମଶ୍ରୀ ଡଃ ପ୍ରତିଭା ରାୟ। ତାଙ୍କର ଅନେକ ଉପନ୍ୟାସ, କ୍ଷୁଦ୍ରଗଳ୍ପ ମୁଁ ପଢ଼ିଛି। ଅତି ସରଳ, ସୁନ୍ଦର ଓ ଗ୍ରାମୀଣ ଭାଷାର ବ୍ୟବହାର ହେଉଛି ତାଙ୍କ ଉପନ୍ୟାସର ବିଶେଷତ୍ଵ। ଆମ ଭାଷା ଯେ କେତେ ଉଚ୍ଚକୋଟୀର ତହା ତାଙ୍କ ଉପନ୍ୟାସରୁ ବେଶ୍ ବାରିହୁଏ। ମୁଁ ଓଡ଼ିଆ ଭାବରେ ବେଶ୍ ଗର୍ବିତ ଏଥିପାଇଁ ଯେ ଆମ ପ୍ରତିଭା ରାୟ ଜଣେ ଓଡ଼ିଆ। ମାଡାମ ଏମିତି ଓଡ଼ିଶାରେ ଆହୁରି ଅନେକ ହୃଦୟସ୍ପର୍ଶୀ ସାହିତ୍ୟର ସମ୍ଭାର ସୃଷ୍ଟି କରିଚାଲନ୍ତୁ ଏହାହିଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।
Padma Bhushan madhya
ଡାଃ ବୈଷ୍ଣବ ଚରଣ ମହାନ୍ତି ଙ୍କ ସାକ୍ଷାତ କାର ଅପେକ୍ଷା ରହିଲା / ତାଙ୍କର ସାକ୍ଷାତ କାର ଥରେ କରନ୍ତୁ/ Argus news କୁ ଅନୁରୋଧ /❤
ସୁନ୍ଦର ଉପସ୍ଥାପନା ସହ ସୃଜନଶୀଳତା ରେ ପୂଣ୍ଣ
Dr. Prativa Roy is the pride of Odisha. We owe a lot to her for her priceless contribution to Odia literature.
ଅତି ସୁନ୍ଦର ଉପସ୍ଥାପନା ।
ପ୍ରତିଭା madam ଙ୍କୁ ଅନେକ ଅନେକ ଶୁଭେଚ୍ଛା 🙏
Thank you for calling such a person to this show. We need more
ମହାଶୟା 🙏
ଆପଣଙ୍କ ନାମ ସହ ଆପଣଙ୍କ ସାମଞ୍ଜସ୍ୟ ରହିଛି। ଏହା କହିବା ଧୃଷ୍ଟତା ମାତ୍ର, ଆପଣ ପ୍ରତିଭା ପ୍ରକୃତରେ ଆପଣଙ୍କ ପ୍ରତିଭା ପରିପ୍ରକାଶ କରିଛନ୍ତି। 🙏💐
🙏🙏🙏,ସୁସ୍ଥ ଓ ନିରାମୟ ଜୀବନ କାମନା କରିବା ସହ ଓଡ଼ିଆ ସାହିତ୍ୟ ପାଇଁ ଥିବା ଅସୀମ ଅବଦାନ ଓଡ଼ିଆ ଜାତିର ପ୍ରେରଣା ହେଉ। ଧନ୍ୟବାଦ ଜଣାଇବି Argus news Chanel ଏହି ସାକ୍ଷାତକାର କାର୍ଯ୍ୟକ୍ରମକୁ ପ୍ରସାରଣ ପାଇଁ।
Thank you
ବହୁତ ସୁନ୍ଦର
ଶୁଭା°ଶୁ କୁମାର ଦାସ
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ
Wow excellent sir....and my fvrt writer ma'am, ମେଘମେଦୁର, ବର୍ଷା ବସନ୍ତ ବୈଶାଖ, ବହୁତ ସୁନ୍ଦର ସୃଷ୍ଟି
Ati chamatkar
ଖୁବ୍ ଭଲ ଲାଗିଲା । ପ୍ରତିଭା ରାୟ ମାମ୍ ଙ୍କୁ ସାକ୍ଷାତକାର ରେ ଦେଖି। ।
ମନ୍ଦିର ଯାହା ମନକୁ ମଞ୍ଜୁଳ କରେ । -- ପ୍ରତିଭା ରାୟ
ଓଡ଼ିଆ ଭାଷା ଓ ସାହିତ୍ୟ ଭଣ୍ଡାର କୁ ସର୍ବାଧିକ ସମୃଦ୍ଧ କରିଥିବା ପ୍ରଖ୍ୟାତ ଲେଖିକା ମାନନୀୟା ପ୍ରତିଭା ରାୟ ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏
ସତରେ, ଜୀବନର ଆଗାମୀ ମୁହୂର୍ତ୍ତ ଗୁଡ଼ିକୁ ବଞ୍ଚିବାର ସୂତ୍ର ମିଳିଗଲା ।
ବହୁତ ସୁନ୍ଦର । ପ୍ରତିଭା ରାୟଙ୍କ ସହିତ ଚମତ୍କାର ଚର୍ଚ୍ଚା
ସାହିତ୍ୟ ସର୍ଜନାର ସର୍ବଶ୍ରେଷ୍ଠ ମାଆ, ଭୂମିଷ୍ଠ ପ୍ରଣାମ ମୋ ମାଆଙ୍କୁ ❣️🙏❣️
ମାମ 🙏
ମାମ ଜଣେ ଉଚ୍ଚକୋଟୀର ଲେଖିକା 🙏
ମୁଁ ମାମ ଙ୍କର ଅନେକ ଉପନ୍ୟାସ ପଢ଼ିଛି, ମୋତେ ମାମ ଙ୍କର ଲେଖା ବର୍ଷା ବସନ୍ତ ବୈଶାଖ ବେଶୀ ପ୍ରଭାବିତ କରିଛି, ମାମ ଙ୍କୁ କୋଟି ପ୍ରଣାମ 🙏
ବହୁତ ସୁନ୍ଦର ପୋଡ଼ କାଷ୍ଟ, ଔପନ୍ୟାସିକା ପ୍ରତିଭା ରାୟଙ୍କ ଆଳାପ ଓ ତାଙ୍କ ଅନୁଭବର ଦିଗନ୍ତକୁ ଜାଣିବାର ସୁଯୋଗ....
ନାରୀ ପୁରୁଷଙ୍କ ବନ୍ଧୁତ୍ୱରେ ନିର୍ମଳତା ଖୁବ୍ ଆବଶ୍ୟକ ।
Right Sir,
ପ୍ରତିଭା ଅପାଙ୍କ ହୃଦୟ ବିଶାଳ। ସମସ୍ତଙ୍କୁ ଖୁବ୍ ଭଲ ପାଆନ୍ତି। ସେ ମୋର ପ୍ରେରଣା।
ସଂଗ୍ରାମ ଭାଇ, ଆଗ ଥରକୁ - ପ୍ରେମିକା ଉପନ୍ୟାସର ପ୍ରେମିକ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ ଙ୍କୁ ଆଣନ୍ତୁ।
ପ୍ରତିଭା ରାୟ ବେଷ୍ଟ ଲେଖିକା ଜଣେ
ଲେଖା ସବୁ ବହୁତ୍ ବହୁତ୍ ବହୁତ୍ ଭଲ
ସୁନ୍ଦର ଉପସ୍ଥାପନା. ଯାଜ୍ଞସେନୀ କଲେଜ ରେ ଛାତ୍ର ଥିବାବେଳେ ପଢିଛି. ମାଡାମ୍ ଙ୍କୁ ପ୍ରଣାମ.
ଶୈଳଜ ରବିଙ୍କ ସହ ସାକ୍ଷାତକାର ପାଇଁ ଅନୁରୋଧ 🙏
I am not a viewer of argus fv because I have feeling that it oppose Navin babu but your interviews with eminent personalities which I listened from TH-cam are excellent. Wishing your success.
ସଙ୍ଗ୍ରାମ ବାବୁ,ପ୍ରତୀଭା ମାଡାମଙ୍କର ଉପସ୍ଥାପନା ଶୁଣାଇଲେ,ଟିକେ ବିଭୂତି ପଟ୍ଟନାୟକଙ୍କୁ ଡାକନ୍ତୁ,ପ୍ରେମିକା ଉପନ୍ୟାସ ସମ୍ବନ୍ଧରେ ପଚାରୁନ୍ତୁ ।
Perfect m waiting
Loved your analysis on openness and hypocrisy. ❤ Reminded me of my Maa.❤
Brilliant presentation.. awesome podcast. Prativa Ray madamnku nimantrana karithibaru anek dhanyabad. Tanka jiban aau sahitya sadhana bisayare jani bahut khusi lagila.
ଲେଖକ ଅସନ୍ତୁଷ୍ଟ । ହେଲେ ସେ ଚାହେଁ ଏକ ସୁନ୍ଦର ପୃଥିବୀ ।
ଆମ ଜଗତସିଂହପୁର ର ଗର୍ବ। 🙏
Salute to you from core of my heart...all of your writings are very heart touching.. u r a real pride of odiya literature...May Lord Jagannath bless you ❤
Bahut Sundar upastapana and Sundar programme. Dr. Prativa Ray nku Mora pranam.
ବେଶ୍ ହୃଦୟ ସ୍ପର୍ଶ ଥିଲା ଏହା। ସତରେ ହୃଦୟରେ ଆନନ୍ଦର ଢେଉ ଖେଳିଗଲା।
Very nice and heart touching interview of Sangram sir with prativa Ray. Awaiting for more.Thank you a lot for nice presentation.
Thank you
A splendid discussion with Dr,prativa Ray,Jay jagannath,🎉
ବହୁତ ଭଲ ଲାଗିଲା, ବିଭୁତି ପଟ୍ଟନାୟକଙ୍କୁ ଆଣନ୍ତୁ
ଗୋପୀନାଥ ମହାନ୍ତି ନୋବେଲ ପ୍ରାଇଜ୍ ପାଇବା ଉଚିତ ।
Bastabik tanka Nama ra charitartha kariparichhanti. Odishare tanka bhali pratibha birala. Ete sundar conversation I have ever seen. Gote moment pain b biraktikara lagila nahin❤️ Argus ra ebhali podcast ra idea bahut badhia. Ebhali Odisha ra samasta mahan byaktitwa mananku invite karibaku anurodh🙏
ଖୁବ୍ ଉଚ୍ଚକୋଟୀର ଆଲୋଚନା 🙏
Wonderful interaction ❤️
Her last statement was very much touching...
Earth is changing a lot...
Only God can save...
Congratulations Sangram babu...
Keep going with this podcast series ❤
ବହୁତ ଭଲ ଲାଗିଲା.. ମାଡାମଙ୍କ କଥା ଶୁଣି
ବହୁତ ଭଲ ଲାଗିଲା ସଂଗ୍ରାମ ସାର 💫
Thank you
ସାକ୍ଷାତ୍କାରଟି ଖୁବ୍ ଭଲ ଲାଗିଲା ।
ଧନ୍ୟବାଦ ।
Thank you
Pranam 🙏 You are the pride of Odia literature n the best woman
Podcast with pratibha Ray is really a learnings .
ବହୁତ ଭଲ ଲାଗିଲା. 🙏🙏🙏. ଜୟ ଜଗନ୍ନାଥ.
ସୁନ୍ଦର ଓ ସରଳ ବ୍ୟକ୍ତିତ୍ଵ❤❤
ଛୋଟ ବେଳେ ଆପଣଙ୍କ କ୍ଷୁଦ୍ରଗଳ୍ପ ୪ର୍ଥଶ୍ରେଣୀର ଓଡ଼ିଆ ସାହିତ୍ୟ ବହିର "ସେମାନେ ଆମ ଭାଇଭଉଣୀ"ସବୁଠାରୁ ସୁନ୍ଦର ଓ ମନକୁ ଛୁଇଁଲା ଭଳିଆ ଗଳ୍ପ😊
Satare apananka podcast ti upanyasa padhilapari lagila. Bahut bahut dhanyabad sangram Babu. Au pratibha ray mahodayanku antararu pranam.
ବହୁତ ସୁନ୍ଦର ଆଲୋଚନା। ବହୁତ ଭଲ ତଥା ପ୍ରେରଣା ଦାୟକ। ଧନ୍ଯବାଦ।
ପ୍ରତିଭା ରାୟ ମହୋଦୟା nku ପ୍ରଣାମ, ଓଡ଼ିଆ ସାହିତ୍ୟ ର ଜଣେ ଦିଗ୍ଗଜ ସ୍ରଷ୍ଟା
Excellent answers given by Honourable ray to the clever questions put by sangram babu. The untold stories are being lighted by him.
ସଂଗ୍ରାମ ଭାଇଙ୍କ ଜନ୍ମଦିନ ଜାନୁଆରୀ ୨୧ ପ୍ରତିଭା ରାୟଙ୍କ ଶୁଭ ଜନ୍ମଦିନ ସହ ମିଶିଥିବା ଆନନ୍ଦର କଥା ।
Sagram Sir.... Very very thanks for this kind of Content....🙏
Podcast ti atyanta Sundar . Kintu Juba lekhaka lekhika mananka lagi kalajayi lekhikhanka tharu kichhi barta sunibara apekhyare thili . Jahaki juba pratibha manaka lagi margadarsak hoithanta .
ମୋର ଆଦର୍ଶ ସବୁଠୁ ପ୍ରିୟ ଲେଖିକା ପ୍ରତିଭା ରାୟ।ଶତ ଶତ ନମନ
Mrs pratibha Ray is a great writer of all times. I have read some of her novels including Jagnyaseni. Your podcast is also very nice.
Thank you
Salute sangram sir and hrudaya ru pranam kalajayee pratibha mam.
ବହୁତ୍ ଭଲ ଲଗିଲା l
Aupanyasika, ଗାଳ୍ପିକ ଉପସ୍ଥାପ କ ଏବଂ ସାହିତ୍ୟ ekadami ପୁରସ୍କୃତ debaprasada dash ଙ୍କ ଅପେକ୍ଷା ରହିବ l plz ଏହି କାର୍ଯ୍ୟ kama କୁ nimatrana କଲେ ବହୁତ୍ ବହୁତ୍ ଖୁସି ହେବୁ l
ଅନୁଭୂତି ଅଭିବ୍ୟକ୍ତି ଉପଲବ୍ଧି ର ଚିତ୍ରିତ ମଗ୍ନା ମଣିଷ ସମ୍ମାନୀୟା ଙ୍କ ସହ ସାକ୍ଷତାକର ହୃଦୟସ୍ପର୍ଶୀ 🙏🏼🙏🏼🙏🏼🙏🏼
2 ଦିନ ତଳେ ତାଙ୍କ ରଚିତ "ଉପନାୟିକା" ଟି ପଢ଼ିଥିଲି .... ଜାଜ୍ଞସେନି ପରି ଦ୍ରାକ୍ଷା ର ଚରିତ୍ର ଖୁବ୍ ସୁନ୍ଦର କେବଳ ଦ୍ରାକ୍ଷ୍ୟା ପରି ତାଙ୍କ ଶାଶୁ ଗୋଟେ ମା ପରି ତାଙ୍କୁ ସ୍ନେହ କରିଥିଲେ..... ଖୁବ୍ ସୁନ୍ଦର ❤
Ur presentations are too good sangram Sir ..ur way of asking questions are very sweet & soothing....
Thank you
Wow! This is such an informative interview. Thanks Sangram babu for this amazing episode ❤
ଲେଖିକାଙ୍କ ପରିବାର ବିଷୟରେ ଆଉ କିଛି ଜାଣିବାର ଇଛା ଥିଲା ।❤❤
Sekatha kahibeni
🙏🙏🙏🙏♥️
Apanka upstapana bahut bhala.. Sabu barga ra lokamanaku include karithibaru dhanybad
Podcast bahut uchakotia thila. Bahut vala lagila. Dhanyawad
ଆମ ଅଞ୍ଚଳ କୁ ଧନ୍ୟ କରିଥିବା ମହାନ୍ ବ୍ୟକ୍ତିତ୍ଵ ପ୍ରତିଭା ରାୟ ଙ୍କ ଆବିର୍ଭାବ, ଆଧୁନିକ ସାହିତ୍ୟ ରଚନା ର ପୃଷ୍ଠ ଭୂମିରେ ପୂର୍ଣ୍ଣମୀ ଚନ୍ଦ୍ରମା ଭଳି ଆଲୋକ ପ୍ରଦାନ କରି ଓଡ଼ିଶା ସାହିତ୍ୟ କୁ ରୁଦ୍ଧିମନ୍ତ କରିଛି। ଜଗନ୍ନାଥ ଙ୍କ କୃପା ରୁ ସେ ଭଲ ରେ ଥାଆନ୍ତୁ। ଆଉ କିଛି ଶ୍ରେଷ୍ଟ ରଚନା ସାହିତ୍ୟ ହୁଏତ ସମାଜ କୁ ମିଳିଯିବ। ସଂଗ୍ରାମ ବାବୁ ଙ୍କୁ ଆକର୍ଷିତ ଉପସ୍ଥାପନ ପାଇଁ ଧନ୍ୟବାଦ୍ 👌। ମହାନ୍ ପ୍ରତିଭା ଙ୍କୁ ଶ୍ରଦ୍ଧା ର ପ୍ରଣାମ।🙏 ଜୟ ଜଗନ୍ନାଥ।🙏
Madam ebe kouthi Rahuchhanti
ମୁଁ ଆଜି ମ୍ୟାମ ଙ୍କ କଲେଜ୍ ସାଙ୍ଗ ଡଃ . ପ୍ରତିଭା କାନୁନଗୋ ମ୍ୟାମ ଙ୍କୁ ଭେଟି କରି ଆସିଲି । ❤❤ମୋର ବହୁତ୍ ଇଛା ଆଦ୍ୟାଶା ମ୍ୟାମ ଙ୍କୁ ଥରେ ଭେଟିବାକୁ ❤। ସତରେ ମୁଁ ଝୁନା ଙ୍କ ପଦ୍ମ ପତ୍ର ସମ ଜୀବନ ଭିତରେ ସମ୍ପୂର୍ଣ୍ଣ ବୁଡିଯାଇଛି ।
ବହୁତ୍ ସୁନ୍ଦର୍ ଉପସ୍ଥାପନା
ଏଇମିତି କାର୍ଯ୍ୟକ୍ରମ ନିହାତି ଜରୁରୀ
ଏଇଆ ହିଁ ଓଡ଼ିଆ ଅସ୍ମିତା ଆଉ ଓଡ଼ିଆ ଭାଷା ଆଉ ଭାଷାବିଦ ଙ୍କୁ ସମ୍ମାନ....
ଔପନ୍ୟାସିକ ବିଭୂତି ପଟ୍ଟନାୟକ, ଶାନ୍ତନୁ ଆଚାର୍ଯ୍ୟ, ଙ୍କୁ ମଧ୍ୟ ନିମନ୍ତ୍ରଣ କରିବାକୁ ଅନୁରୋଧ ରହିଲା...
Thank you
ଯଜ୍ଞସିନି କୁ ଟିଭି ମାଧ୍ୟମ ରେ ନାଟ୍ୟ ରୂପାନ୍ତର କରିଲେ ବହୁତ୍ ଭଲ ହୁଅନ୍ତା
ଧନ୍ୟବାଦ ସଂଗ୍ରାମ ବାବୁ 🎉
ବୌଦ୍ଧ ଜିଲ୍ଲାରୁ❤
Thank you
ଶାନ୍ତନୁ ଆଚାର୍ଯ୍ୟ, ଚନ୍ଦ୍ରଶେଖର ରଥ ପ୍ରଭାବିତ କରିଛନ୍ତି ।
Wow this is what i was waiting for. thanks argue tv
ସୁନ୍ଦର ମନ ଖୋଲା କଥାବାର୍ତ୍ତା, ମାଡାମ ଙ୍କୁ ପ୍ରଣାମ
Sir... ଡ଼ଃ.ବୈଷ୍ଣବ ଚରଣ ମହାନ୍ତି ସାର୍ ଙ୍କର ଗୋଟେ podcast କରନ୍ତୁ... ସମାଜକୁ ବହୁତ କିଛି ବାର୍ତ୍ତା ମିଳିବ....
Yes
Right..
Hnnnn
Se bijay mohanty nka bhala bandhu Baisanba Charan Sir
ବହୁତ ସୁନ୍ଦର କଥାବାର୍ତ୍ତା
ଖୁବ୍ ସୁନ୍ଦର ଆଲୋଚନା , ଯାହା ଆତ୍ମ ତୃପ୍ତି ଦେଲା ।
ଅତି ସୁନ୍ଦର, ଅତି ସୁନ୍ଦର |
Bht sundara lagila podcast dekhiki ....koti koti pranam mam🙏🙏🙏🙏🙏🙏🙏
Mu bahut khusi,sesha eswar lekha bahut uchhakotira,satakoti pranam
Great interview with most respected Pratibha Ray Maam. Her life is true inspiration for all.
Very very heart touching interview with Pratibha mm❤❤