A Comedian Can Cure A Disease || EP-31 || Podcast With Harihar Mohapatra
ฝัง
- เผยแพร่เมื่อ 10 ต.ค. 2024
- ପାଣ୍ଡିଆନ ଧୂମକେତୁ ଭଳି ଉଠିଲେ, ଉଲକା ଭଳି ଖସିଲେ !
#argusdigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #HariharaMohapatra #actor #InterviewWithHariharMohapatra #odiapodcast #podcast
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
TH-cam- / @argusdigital.official
Instagram: / argustvdigital
ହରିବାବୁଙ୍କ ଭଳି ଭଲ ମଣିଷ ଟିଏ ମିଳିବା ବହୁତ କଷ୍ଟ, ବହୁତ ପାଖରୁ ଦେଖିଛି ଅନ୍ୟର ଦୁଃଖରେ ଦୁଃଖୀ, ଅନ୍ୟର ସୁଖର ସୁଖରେ ସୁଖୀ, କାହାରି ଅନିଷ୍ଟ ଚିନ୍ତା ଦୀର୍ଘ 14 ବର୍ଷ ମିଶିବା ଭିତରେ ମୁଁ ଦେଖିନି ଈଶ୍ୱରଙ୍କୁ ପ୍ରାଥନା କରୁଛି ଈଶ୍ୱର ଙ୍କ ହାତ ତାଙ୍କ ମଥାରେ ସବୁବେଳେ ଥାଉ l ଜୟ ଜଗନ୍ନାଥ 🙏
Vry gd person
@@brajeswarisingh909 Balo kotha
Sangram Bhai....,,,
Sabyasachi Bhainko Podcast Niontu !!🎉❤
Hari vai bast comadion
ଭଗିଆ ଭାରିଜା ଅଭିନୟ ବେଶ୍ ଆକର୍ଷିଣୀୟ ଓ ଚମତ୍କାର ହୋଇଛି। ହରିହର ମହାପାତ୍ରଙ୍କ ଭାଇ ନିଖୁଣ ଅଭିନୟ ବେଶ୍ ଚମକପ୍ରଦ। ଶୁଭେଚ୍ଛା 💐💐
My All time favourite Hari sir or prangyan vhai ❤❤❤
ତତ୍ତ୍ଵ ପ୍ରକାଶ ଶତପଥୀ ଜାଣିକି ନାମ ପରିବର୍ତ୍ତନ କରିନାହାନ୍ତି,,Radio chocolate ରେ ତାଙ୍କୁ ଗୋଟେ ନାମ ଦରକାର ଥିଲା ସିଏ 3 ଟି ନାମ ଦେଇଥିଲେ ସେମାନେ ଗୋଟେ ନାମ ବାଛିଥିଲେ
Papu pom pom nko Podcast dekhi thibaru mayurbhanj taraf ru ....tomo mono icha gote bholo ki kharap compliment bachiniotu....Jay jagannath 🙏
ନିକଟରେ ପପୁ ପମ ପମ ଙ୍କ ଭିଡିଓ ଦେଖିଥିଲି ଆଉ ଆଜି ହରି ହର ଙ୍କର ।ଦୁଇଟି ଭିଡିଓ ରେ ବହୁତ୍ ଫରକ୍ ଅଛି ନିଜକୁ ଟେକି କି ବଡ଼ ହେବା,କଥାବାର୍ତ୍ତା ରେ ଶଲିନତା ନଥିବା,ନିଜକୁ ଅଲ ରାଉଣ୍ଡର କହିବା,ନିଜକୁ ଅନ୍ୟମନଙ୍କ ଠାରୁ ଅଧିକ ନମ୍ୱର୍ ଦେବା।ଆଉ ହରିହର ଙ୍କ କଥା ରେ ଥିବା ଗଭୀରତା ଦର୍ଶାଉଛି ଯେ ସେ କେତେ ମୂଲ୍ୟବୋଧ ଥିବା ମଣିଷ।।।
All rights 🙏
A badams taa
ଭଗିଆ ଭାରିଜା..... ବହୁତ ଭଲ ଲାଗୁଛି ଭାଇ..... 👍👍👍
ହରି ଭାଇ ହାରେନା ❤
ହରି ଭାଇ ଙ୍କୁ ମୁ କଳ୍ପନା fire station colony ରେ ଭେଟିଥିଲି ଓ କଥା ହେଇଥିଲି ହରି ବାବୁ ବହୁତ ସରଳ ନିରାଡ଼ମ୍ବର ଜୀବନ କୁ ଆପଣେଇ ଥିବା ମଣିଷ୍ୟ... Simple living high thinking
Love u hari bhai ସତ କହିବା ଜାରି ରହୁ
@sangram bhai... ଆପଣ ସମସ୍ତଙ୍କୁ ଖୁବ୍ ସୁନ୍ଦର ଭାବରେ ପ୍ରଶ୍ନ କରୁଛନ୍ତି। ହେଲେ ମନୋଜ ମିଶ୍ର ଭାଇଙ୍କୁ ଏମିତି ରାଗିକି କାଇଁ ପଚାରୁଥିଲେ? ସେ କଂଗ୍ରେସ ଯୋଗ ଦେଲେ ବୋଲି?? Jokes apart, you're doing a fabulous job👍
ବହୁତ ସୁନ୍ଦର🎉🎉❤❤💐💐ଭଲ ହାସ୍ୟ କଳାକାର
ବହୁତ ସୁନ୍ଦର ସଂଗ୍ରାମ ସାର୍ ଏବଂ ହରିହର ମହାପାତ୍ର ସାର୍। ଆପଣ ଆମ ଜାତିର ଦେବ ପ୍ରତିମ ମଣିଷ
ଯିଏ ଏଠି ଭେର୍ଷିଆ କଥା କହିଲା ସିଏ ଭଲ, କିନ୍ତୁ ହରିବାବୁ ମାପି ଚୁପି କଥା କୁହନ୍ତି, ତେଣୁ ଯିଏ ଯେଉଁଭଳି ଲୋକ ସେ ସେମିତିକା ଲୋକଙ୍କୁ ଭଲ ପାଇବେ
Right
ହରି ଭାଇ ଜଣେ ଭଲ ସାଧାରଣ ମଣିଷ ବହୁତ୍ ଭଲ ଲାଗିଲା
ହରି ଭାଇ ହାରେନା 👏ବହୁତ ବଢିଆ କହିଲେ...
ହରି ଭାଇ ବଢ଼ିଆ କଥା କହେଲ ସବୁ ବ୍ଲକ ରେ ହଲ୍ କରିବା ଆବଶ୍ୟକ। ମୋତେ କିମ୍ବା ଆମ ଗାଁ ରେ ଫିଲ୍ମ୍ ଦେଖିବାକୁ ହେଲେ 60 କିଲୋମିଟର ଯିବାକୁ ପଡ଼େ। ଏହା ଉପରେ କିଛି ପରିବର୍ତ୍ତନ ହୁଏ ତେବେ ଭଲ ହୁଅନ୍ତା। Jay jagannath ⭕!⭕
Poppu sir, best
🎉🎉🎉🎉🎉
Introducing Suman Maharana in an episode of The Argus Podcast.😊
One An Only Unique Fantastic Zabardast Favourite Number One All Rounder Comedian, actor Hero Best Artist My Favourite Pappu Pampam
Correct ❤
Same time just pakhapaki 2 ta stage show hele, Hari Bhai pakhare machi bi udibeni, sabu Papu Bhai pakhare, it's really fact.
Yes
God'creation_Haribhai khub bhala hele haseileni aji
Hariaaaa😂😂😂(popu ku doruthiba loko)
Vai re talent dekh
ହରି ଭାଇ ତମର ଗର୍ବ ହଁକାର ଅଧିକା
ତମେ ତାଙ୍କ ପାଖକୁ ଆସି ଥରେ ଦେଖ, ତାପରେ ଜାଣିବ, ଗର୍ବ ତ ସମସ୍ତଙ୍କ ପାଖରେ ଅଛି, କିନ୍ତୁ ମୋ ଜାଣିବାରେ ସେ ତାଙ୍କ ଜୀବନରେ ଅନ୍ୟକୁ ସାହାରା ହୋଇଛନ୍ତି, ଦେବରେ ଗର୍ବ କରି ନାହାନ୍ତି
Bjdiam ki
ତମେ ତ ଭାରି ନିଃସ୍ଵାର୍ଥପର ଆଉ,ଗର୍ବ ଅହଙ୍କାର ବୋଲି କିଛିନାହିଁ । 😂
@@brajeswarisingh909 ଭାଇ ସେ ସାହାଯ୍ୟ କଥା କହୁ ନାହିଁ
ପୂର୍ବ episode ରେ ପପୁ ଆସିଥିଲା ତାକୁ ପଚରା ଗଲା ତମେ ହରି ଭାଇ ପାଖରେ side ରେ ରୋଲ୍ କରିବ ପପୁ କହିଥିଲା ହଁ କିନ୍ତୁ ମୋର dailog କିଛି ରହିବା ଦରକାର
କିନ୍ତୁ ହରି ଭାଇ ଙ୍କୁ ପଚାରିବା ରୁ କେମିତି କହିଚନ୍ତି ଟିକେ ଦେଖ
@@lilamayasahu6669 ନୋ
Ati sundar manisa
ହରି ବାବା ଯାହା କହିଲେ ପୁରା ସତ କଥା କମେଡି କଥା କହି ଜଣକୁ ଼ସେଇ ପାରିଲେ ମହାପ୍ରଭୁ ତାଙ୍କୁ ସହାୟ ହୁଅନ୍ତୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ହରି ବାବାଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ ବାବା ଆପଣଙ୍କ ବାର୍ତ୍ତା ଚିରନ୍ତନ ସତ୍ୟ ମୋର ବହୁତ ବିଶ୍ବାସ ଅଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ପଞ୍ଚସଖା
Papu is the best comedyian in Odisha ❤
Hare Bahi harena
Super kamede
Hari sir is best actor ❤😊
One and only Popu...❤❤❤❤
❤❤❤❤❤❤❤ you Hari bhai
Sangram sir good job ❤❤❤Hori bhai love you ❤❤❤🎉🎉🎉
Papu pom pom gote dynamic comedian
ହରି ଭାଇ Best Comedian
1st Comedy king -Jayeeram Samal,(Jayee Sir ),2nd Comedy king - Papu pam pam( Papu Sir ),, 3rd Comedy king - Chandan Biswal ( future ),,, Papu Sir is best...se dunia ku kichhi nitisiskhya dianti.. Example - Excuse me jaha kahibi sata kahibi... Stage comedy..
@@anilkumarmaharana2206 correct 👍
Bala na
Hari best
Papu mast
ସତ କଥା ହେଲା ହରି ବହୁତ ଭଲ ଅଭିନେତା ପପୁ ଠୁ ହୁଏ ତ ପପୁ ଅଶିଳ କଥା କହି ମନ ମୋହି ପରେ କିନ୍ତୁ ପ୍ରକୁତରେ ହରି ବହୁ ଉର୍ଦ୍ଧରେ ଅଟନ୍ତି
Super news 😁😁😁😁
Papu bhai bast
❤️ ହରି ଭାଇ ଆମ ଯାଜପୁର ଯୋଇଁ ❤️
Papu best
Hari sir is best actor❤❤❤
ଖୁବ୍ ସୁନ୍ଦର ଉପସ୍ଥାପନା😂❤
Bauth mast lage podcast
Hari bahut talented
@@benimadhabsarangi2334 Papu Pom Pom nko agore hari kichi nuho
❤❤❤❤❤😊😊
Hari Bhai super Papu fhutannia
ଅଳ୍ପ ବିଦ୍ୟା ଭୟଙ୍କରି
🙏🙏🙏🙏🙏
Jayi Ram samal sar nku Dakantu
❤❤❤❤
Hari babu bahut vala ucha kotira comedian ❤🎉
Balo comedian
bala naa😂
@@bvavgjavvacgshacanb-626-haj Bala nuhe to bopa PELA 😂
@@Vicky44713 hn to bopa PELA comedian 🤣🤣
Hari Bhai vhala, but Papu Pom Pom agare se kichi nuhe.
East aur West papu is the best
my fevorite comedian..
Jia comedyra ka janini se bahuta kahiba jaha comets re dekhili mo hisabre Hari is the beast
Love 💕💕💕 you hari sir
ଏଇ ଲୋକ ଯିଏ ନିଜ ଝିଅ କୁ english medium ରେ ପଢ଼େଇକି ଓଡ଼ିଆ ଅସ୍ମିତା କଥା କହିବ
Majhire gote sarthak re show deuthila seithi Kahuthila j Mu Odia film kare hele Hollywood film dekhe
ସବୁ ଭାଷା ଆସେ ଯାହାକୁ ସିଏ ଇଂରାଜୀ ପଢିଲେ କ୍ଷତି କଣ l ଓଡ଼ିଆ କହିବା, ଓଡ଼ିଆ ଲେଖିବାରେ ନମ୍ବର one
ଅପରାଜିତା madam ଙ୍କୁ ସାକ୍ଷାତ କାର ରେ ଡାକନ୍ତୁ । ଜୟ ଜଗନ୍ନାଥ 😊
Ha naa bhai mu tama kathaa ku suni khusire asimaa simahi naahi mu kandi chi haribhai jai hari❤❤❤
Hari bhai best👍
Best comedian 👍
ପପୁ ପମ ପମ ଗ୍ରେଟ୍ ଇଣ୍ଡିଆନ୍ କମେଡିଆନ
Mu hari bhainku bahut bhala paye se jane bahut badia loka ❤❤💕💕❤️❤️❤️❤️❤️ papu pom pom bhi bahut badia loka ❤❤💕💕💕💕💕💕 mu dui janaku bahut bhala paye hrudayaru jai sir bhi legend of odia cinema industry tanka jaga aue kia neiparibeni❤❤❤❤
ହରି ଭାଇ always best
ହରି ଭାଇ NO 1 Comadian🎉
Hari is the best
Hari bhai best
ଅନୁଗୁଳିଆ ବଣ୍ଟି ରାଜୁ ଦାସ ଙ୍କୁ ଡାକନ୍ତୁ ❤
Papu bhai best❤
Hari best comedian ❤❤❤❤❤
I Love You Hori Bhai ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Hari sir is best comedy actor in odisha
Jaha hele bi papu is the great
Papu is best actor
South comedian star⭐ Bramanandana odia comedian star⭐ harihara....
Jay Jagannath
Papu pom pom best ❤
ପପୁ ଭାଇ ପ୍ରତି episode ରେ ଯୋଉ Alaga ଅଲଗା ଚରିତ୍ର ରେ ଆସିଲେ ତାର ପୂର୍ବ ରୁ ହରି ଭାଇ ଅଲଗା ଅଲଗା ଚରିତ୍ର ରେ ଆସୁଥିଲେ.. Otv ରେ ଦଉଥିଲା.. ସେଗୁଡିକ youtube ରେ ଏବେ ନାହିଁ.. Nachet ହରି ଭାଇ ବି ଏବେ ଆହୁରି ଲୋକ ପ୍ରିୟ ହେଇଥାନ୍ତେ.. ଜୟୀ sir ଙ୍କ ପରେ ଆଉ ପପୁ ଭାଇ ଙ୍କ ପୂର୍ବ ରୁ ମଝି ସମୟ ରେ ହରି ଭାଇ ଙ୍କ comedy ବହୁତ ଭଲ ଲାଗେ
Hari Bhai thank you
Mihir das nka pua Amlan ku kebe dakantu
👍👍
Nabeen is bast cm all time
Good
Jay
Hari sir bahut bhala ❤
Podcast ❤️❤️❤️
Hari trendsetter comedian
Hari bhai❤❤❤❤❤❤❤
Hari bhai no1
Bhai please manmay dev ku dekhibe please
Hari ra time poleilani, sola bohut kohuchi
Hari is best
My favourite
Papu vhai knathu 💯 Hari sir upare hari sir kna jaga kehi nei parieni
Babusan Kebe asibe Sangram Sir..
କି comedian ହେ ଗୋଟେ comedy bii viral nai...😂😂😂
Hari and pupu both excellent porsen
Sangram sir pragyan Bhai nku dakantu poadcast ku
ହରି ହର ବେଷ୍ଟ କମିଣ୍ଡିଆନ
Hari sir best...but when the comedy king is entering on the screen ...no one can see in that scene.the power of capture focus papupompom.no doubt