ଦୂତୀଆ ଘାଣ୍ଟ ଏମିତି ବନାନ୍ତୁ//ସ୍ବାଦ ଏମିତି ଜବରଦସ୍ତ କି ଘର ଲୋକ କହିବେ ପୁଣି ଥରେ ଦିଅ

แชร์
ฝัง
  • เผยแพร่เมื่อ 10 ต.ค. 2024
  • ଦୂତୀଆ ଘାଣ୍ଟ ଏମିତି ବନାନ୍ତୁ//ସ୍ବାଦ ଏମିତି ଜବରଦସ୍ତ କି ଘର ଲୋକ କହିବେ ପୁଣି ଥରେ ଦିଅ// ଘାଣ୍ଟ ପାଇଁ ପରିବାକୁ କାଟି ଧୋଇ ନେବେ। ଚୂଲାରେ କଢା ବସାଇ ପରିବାକୁ ସିଝାଇ ନେବା ସେଥିରେ ଲୁଣ ହଳଦୀ ଦେଇ ଦେବା ମସଲାରେ ପିଆଜ,ରସୁଣ, ଅଦା, ଜିରା, ଶୁଖିଲା ଲଙ୍କା ଟମାଟର ଦେଇ ବାଟିନେବା ତରକାରିରେ ଦେଇ ଦେବା ସବୁ ସିଝି ଗଲେ ତେଲ ଫୁଟଣ ଦେଇ ଲଙ୍କା ଝୁଙ୍କ ଦେଇ ଦେବା ଚକୁଳି କରି ପରସି ଦେବା।
    #Villagefood#villagecooking#Villagelife#villagefood#villagelifestyal#lipulatachanel

ความคิดเห็น •