ମୋ ଭଳି ଥରେ ବନାନ୍ତୁ ଆମ୍ବୁଲ ଦିଆ ମାଛ ବେସର//ହାତ ଚାଟିକି ଭାତ ଖାଇବେ//Macha Besara

แชร์
ฝัง
  • เผยแพร่เมื่อ 10 ต.ค. 2024
  • ମୋ ଭଳି ଥରେ ବନାନ୍ତୁ ଆମ୍ବୁଲ ଦିଆ ମାଛ ବେସର//ହାତ ଚାଟିକି ଭାତ ଖାଇବେ//Macha Besara। ମୋର ଏହି ଚାନେଲରେ ଭଲ ନୂଆ ନୂଆ ରୋଷେଇ ଦେଖିବାକୁ ମିଳିବ। ଆଜିର ରୋଷେଇ ଆମ୍ବୁଲ ଦିଆ ମାଛ ବେସର ମାଛକୁ ଧୋଇ ନେବା ବେସରରେ ସୋରିଷ ଜିରା ପିଆଜ ରସୁଣ ଅଦା ଲଙ୍କା କୁ ବାଟି ନେବା ମାଛକୁ ଭାଜି ନେବା ମସଲାକୁ କସି ନେବା ଆଳୁ ଦେଇ କସିବା ପାଣି ଦବା ପାଣି ଫୁଟିଲେ ଆମ୍ବୁଲ ଦେଇ ଦେବା ଭଜା ମାଛ ପକାଇ ଓହ୍ଲାଇ ଦେବା।
    #cooking#Villagefood#Villagelife#villagecooking#villagecookingchanel#Lipulatachanel

ความคิดเห็น •