ଦୁଃଖ କଷ୍ଟ ଓ ଚିନ୍ତାରୁ ମୁକ୍ତି ପାଇବା ପାଇଁ // Urmila sahoo palla // Bent palla

แชร์
ฝัง
  • เผยแพร่เมื่อ 27 พ.ค. 2024
  • Common traditional cultural
    🌺🪔ଓଡ଼ିଶାର ସଂସ୍କୃତି🪔🌺
    (୧)ସଂସ୍କାର ସମ୍ପନ୍ନ ସାମରିକ ଜୀବନରେ ପାରମ୍ପାରିକ ମୁଲ୍ୟ ବୋଧ ହେଉଛି ଆମ ସଂସ୍କୃତି 🙏 (୨) ମାନବ ସମାଜର ମାର୍ଜିତ ରୁଚ଼ି ଓ ଉନ୍ନତ କୃତିକୁ ସଂସ୍କୃତି ବୁଝାଏ 🙏 (୩) ସାମୁହିକ ଜୀବନର, ନୈତିକତା, ଆଦର୍ଶ ଓ ଆଚାରବିଚାର,ଦେବା ଦେବୀ, ଯାନିଯାତ୍ରା, ପର୍ବପର୍ବାଣୀ, ସାମାଜିକ ରିତିନିତି କୁ ନେଇ ସଂସ୍କୃତି ଗଠିତ🙏(୪) ଧର୍ମ, ରାଜନିତି ,କଳା, ସ୍ଥାପତ୍ୟ, ବିଶ୍ୱାସ, ଅବିଶ୍ୱାସ,ବେଷପୋସାକ ଓ ବ୍ୟବହାର ସମ୍ପର୍କକୁ ଆମ ସଂସ୍କୃତି କୁହାଯାଏ 🙏(୫) ଆମ ଓଡ଼ିଶା ଜଗନ୍ନାଥ ଦେଶ ଏଠାରେ ଜାତି-ଧର୍ମ-ବର୍ଣ୍ଣ ,ନିର୍ବିଶେଷରେ ଆଧାର ହୋଇଛି 🪔ଆମ ଓଡ଼ିଶା ସଂସ୍କୃତି🪔🌺A National is known by its common festival . Festival is mirror of cultural mind of a human race 🌺 Contact,☎️-9938815182
  • บันเทิง

ความคิดเห็น • 2

  • @TapasDas-kg9zv
    @TapasDas-kg9zv 2 หลายเดือนก่อน +1

    Bahuta Sundar pala

  • @DhaarnieBabu-hp6tg
    @DhaarnieBabu-hp6tg 5 วันที่ผ่านมา

    ᴀᴛɪ ꜱᴜɴᴅᴀʀ ᴋᴀʟᴀᴋᴀʀ
    ᴋᴀɴᴛʜ ᴍᴀᴅy ꜱᴜɴᴅᴀʀ