Eha Odishi (nama) Sankirtan... amara bahuta puratan sanskruti.... Pala ehara modified version with commercial purposes.... Just like Odishi Nritya (Dance) ra old version gotipua and mahari nrutya (dance).... Bahuta Ucha Kotira paribesana bhauninkara.... Abashya, bhauni kichhita remix karichhanti....that means, Odishi nama sankirtan saha pala ra paibesana style...
ସତେକି ଯେମିତି ମା ସରସ୍ବତୀ, ଆପଣ ଙ୍କ କଣ୍ଠ ରେ ବିରାଜ ମା ନ କରିଛନ୍ତି, ବାୟକ ତରୁଣ ଭାଇ ଙ୍କ ପରିବେଷଣ, ଅତିସୁନ୍ଦର, 👌👏👏👏କୋଟି କୋଟି ନମସ୍କାର, 🙏🙏🙏
ଭଉଣୀ! ମା ସରସ୍ଵତୀ ତୁମକୁ କୋଳେଇ ଧରି ଥାଆନ୍ତୁ, ଜଗନ୍ନାଥ ତୁମକୁ ତାଙ୍କ ବାହୁ ଛାୟା ରେ ରଖି ଥାଆନ୍ତୁ।
ଗାୟକ ଗାୟିକାମାନେ ଵେଦପତି ଵ୍ରହ୍ମା ନୁହନ୍ତି ଯେ ସଵୁ ଜାଣିଥିଵେ ।
ତେଣୁ ସେମାନଙ୍କୁ ପଚରା ଯାଉଥିଵା ପ୍ରଶ୍ନ ସେମାନେ ଗାଉଥିଵା ଵିଷୟ ଆଧାରିତ ହେଵା ଉଚିତ୍,
ପୁଣି ଖୋଲାଖୋଲି ନ ପଚାରି ସତର୍କତାର ସହ ଏକ କାଗଜରେ ସ୍ପଷ୍ଟ ଭାଵେ ପ୍ରଶ୍ନ ଲେଖି ଗାୟକ ଗାୟିକାଙ୍କୁ ଦେଵା ଉଚିତ୍, ଯଦି ସେମାନେ ଜାଣିଥିଵେ କହିଵେ,ଅନ୍ୟଥା ଵିଷୟ ଗାନ କରି ପାଲା ଶେଷ କରିଵେ । ଏହା ଉଭୟ ପକ୍ଷ ପାଇଁ ସୁନ୍ଦର ହେଵ ।
ଅତି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି ଗାୟିକା ମହୋଦୟା ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ।
ମନ କିଣି ନେଲ ଭଉଣୀ
ତମେ ଆଗକୁ ଆଗକୁ ଏମିତି ଯାଅ
ଭଗବାନ ଙ୍କ ନିକଟ ରେ ପ୍ରାଥନା
ଅତି ସୁନ୍ଦର କଣ୍ଠ,ପାଲା ପରିବେଷଣ,,,ଯେଉଁ ମାନେ ଅଯଥା ପ୍ରଶ୍ନ କରନ୍ତି ସେମାନେ ନିଜକୁ ବଡ଼ ଜ୍ଞାନୀ ଭାବନ୍ତି,,ଯେତେ କହିଲେ ସେମାନେ ବୁଝିବେନି,ଆପଣ ଆଗକୁ ଚାଲ ନ୍ତୁ ❤❤
ବହୁତ୍ ସୁନ୍ଦର୍ ଗାୟନ ବା କଣ୍ଠ ଶିଳ୍ପୀ ମନୋରମା ଭାଉନି ଙ୍କୁ ବହୁତ୍ ବହୁତ୍ ଧନ୍ୟ ବଡ ❤❤❤❤❤
Manorama sister you are a very talented gayaka ratna I really love you so much God bless you ❤❤❤❤
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି।ଜୟ ଜଗନ୍ନାଥ ସ୍ବାମୀ ।
ଜୟ ଶ୍ରୀ ହରି
ବହୁତ୍ ସୁନ୍ଦର ପରିବେଷଣ
Very nice tone keep it up & continue future will bright full
ଓଃ, କି ସୁନ୍ଦର ଅତୁଳନୀୟ ପରିବେଷଣ, ଭାଷାରେ ପ୍ରକାଶ କରିବା କଷ୍ଟକର. 👍👍👍🤚🤚🤚🤚🤚🤚🤚
ହୃଦୟ କୁ ଛୁଇଁ ଗଲା,
ଅତି ଉତ୍ତମ ଗାୟୀକା, 🙏🏼🙏🏼🙏🏼🙏🏼
ବହୁତ୍ ବହୁତ୍ ଭଲ ପାଲା ମୁଁ ଯେତେ ଦେଖିଲେ ବି ଆହୁରି ଦେଖିବା ପାଇଁ ଇଚ୍ଛା ହେଲେ ସଂପୂଣ୍ଣ ପାଲା ମୁ ପାଉନି ଦୟାକରି ଜଉ ଭାଈ ଭିଡ଼ିଓ ଅପଲୋଡ଼ କରୁଛ ଦୟା କରି ସମ୍ପୂର୍ଣ୍ଣ ପାଲା ଅପଲୋଡ଼ କରିବେ
ଅତି ସୁନ୍ଦର ପରିବେଷଣ, ଦୟା କରି ଗୋଟେ ଛୋଟ ଗିନି ହାତରେ ରଖନ୍ତୁ👏👏
ଓଁ ନମୋ ନାରାୟଣାୟ 🙏 🙏🙏🙏🙏🙏🌹🌹🌹🌹🌹🌹🌹🌹
God bless you. Out standing performance (jhia)
Bahut badhia lagila avimanu chakrabiho barnana ti.tumamanaku bhagaban srikruna asribad karantu sabubele amiti bhagabank a Nama sunauthantu Jay srikruna Jay jaganth 🎉🎉
ବହୁତ ସୁନ୍ଦର ସ୍ୱର ଓ ଅଭିନୟ କରି ସୁନ୍ଦର ଶୈଳୀ ରେ ଗାଇବାର ଶକ୍ତି ପ୍ରଭୁ ଦେଇଛନ୍ତି,
Superb presentation. Lord jagannatha give u immense courage.
My sister very nice good bless you so much sister chamara dhara
Outstanding" Pala" presentation.
Keep it up, God bless you.
Jai Jagannath ✍️🙏
ଭାଇ ଏ ପାଲା ମଣ୍ଡଳୀ ନୁହଁ.... ସଂକୀର୍ତନ ମଣ୍ଡଳୀ but ତାଙ୍କ ପରିବେଷଣ ଏତେ ଚମତ୍କାର ଯେ ମନରେ ପାଲା ର ଭ୍ରାନ୍ତି ତିଆରି କରୁଚି.... ଏଇଟା ଗୋଟେ ବଡ ଉପଲବ୍ଧି
ସେ ସମ୍ପୂର୍ଣ ଭାବେ ପାଲା ଶୈଳୀ କୁ ଅନୁକରଣ କରୁଛନ୍ତି, ସେଥି ପାଇଁ କୀର୍ତ୍ତନ ବି ପାଲା ଭଳି ଲାଗୁଚି।।
ଜୟ ଶ୍ରୀକୃଷ୍ଣ . ଗାୟନ ଶୈଳୀ ବହୁତ୍ ଭଲ. ଜଗନ୍ନାଥ
ଆପଣଙ୍କର ମଙ୍ଗଳ କରନ୍ତୁ
Soul touching tone. Ramakanta sethi
Manorama Ji you talented very nice lovely
The best qualities of a gayika are with you.
ବହୁତ ସୁନ୍ଦର ପରିବେଷଣ ❤
ମାଡାମ ଆପଣଂକ ଗାୟନ ଶୈଳୀ ବହୁତ ସୁନ୍ଦର. ମୁଁ ଆପଣଂକ ର ଜଣେ ନିୟମିତ ଶ୍ରୋତା, ହେଲେ ଆପଣଂକ ବାୟକ ଏତେ ଜୋରରେ ଗର୍ଜନ କରି ଗାଇବା ଭଲ ଲାଗୁନି. ତାଙ୍କୁ କୁହନ୍ତୁ scale change କରି ଗାଇଲେ ଭଲ ଲାଗିବ.
Maa Mangal Bless you
Radhe Krishna Radhe Radhe !
Jay jagannath kirtan gaiba saili bahut sunder bahut badhiya 😊
ହରି ବୋଲ 🙏
ସୁନ୍ଦର ପରିବେଷଣ. ମା 'ଶାରଳା ଭରସା ହୋଇଥାନ୍ତୁ.
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ଧନ୍ୟ ବାଦ୍
Krishna Krishna Hare Hare
Bhauninka paribeshana hrudayasparshi ❤❤
Madam I am Big fan of your pala. God bless you.
ମୋ ମା ତୁମେ ବୟସରେ ଅନେକ ସାନ , କିନ୍ତୁ ତୁମ ଜ୍ଞାନ ଆଗରେ ବଡ ହେଇଛ ତେଣୁ ତୁମକୁ ମା ସରସ୍ଵତୀ ମାନି 🙏🙏🙏🙏🙏 କରୁଛି
Jay Jagannath 🎉🎉🎉❤
Bàhut sunder
ATI sundar
Very good gayana manaku chhuila pari.bhagaban bless2u
❤❤❤❤❤
Very nice voice and very knowledge
ଅତି ମନୋମୁଗ୍ଧକର ଓ ହୃଦୟସ୍ପର୍ଶୀ
Jay jagannatha ,God bless you
Very nice
God bless u
Keep it up
Verry nice
Jay jagannath Mohaprabhu🙏🙏🙏
ଚୌଧରୀ ବାବୁ ଙ୍କୁ ଧନ୍ୟବାଦ
Didi Pala ati Sundara huichi
A long story video really right answer jayjagarnath
ଅତି ଅତି ଅତି ସୁନ୍ଦର ସଂକୀର୍ତ୍ତନ । ଜୟ ଶ୍ରୀ କୃଷ୍ଣ 🙏 🙏 🙏 🙏
ଅତି ସୁନ୍ଦର ପରିବେଷଣ
Very nice tone God bless you
Very nice presentation my dear sister. God bless u
Atti Sundara Bhbabarea paribeveshan Sister. Bavisatre Bisista Gaeeka Hebea...?????
Really you are great 🙏🏼🙏🏼🙏🏼
Manorama Sister your Pala Paribesan Nice 🙏
Presentation style is so good.God bless you.
ଭଗବାନ ତୁମର ମଙ୍ଗଳ କରନ୍ତୁ
ATI Sundar kantha .Sundar paribesa
You r my all time favourite
ବହୁତ ସୁନ୍ଦର ସୂର ଚାମର ଧରିନ
God bless you with all staff
Ati sundar gayika bhaouni sundar kanth sundar sayili
ଆଲୋ ମା ପାଲା ଗାୟିକା ହୁଅ
Very very good gaiyak MANORAMA BEHERA
You nice your pala nice
ଓହୋ ଅତି ସୁନ୍ଦର
ବହୁତ ସୁନ୍ଦର
Very very nice presentation , sister God bless you ❤️
ପ୍ରଶ୍ନ ନକରି ଭଉଣୀଟି ଆଗକୁ ବଢ଼ିବାରେ ସାହାଯ୍ୟ କର. ମୂର୍ଖାମୀ କରନା. ନିଜକୁ ଦର୍ବିତ ଅନୁଭବ କରଯେ ଝିଅ ଟିଏ ଆମ ଏରିଆର ପାଲା stage ରେ ଛିଡା ହୋଇଛି. Maheswar Behera.
Yes
Pala mast achi ❤❤❤❤❤
Maa bahuta bhala gaucha maa chamara dhara
❤❤❤❤ koti parnam
Jay Jagannath
Beautiful presentation ❤.
Beautiful Upastapana
Jay guru 🙏🙏🙏
Jay jagannath
❤❤❤❤❤supar
Dhanybad attisundar
Eha Odishi (nama) Sankirtan... amara bahuta puratan sanskruti....
Pala ehara modified version with commercial purposes....
Just like Odishi Nritya (Dance) ra old version gotipua and mahari nrutya (dance)....
Bahuta Ucha Kotira paribesana bhauninkara....
Abashya, bhauni kichhita remix karichhanti....that means, Odishi nama sankirtan saha pala ra paibesana style...
Bestkirtanthankyou
God_bless_you_doughter
Didi bohut sundar tumo satsongo, pala
Nimontran koribi didi january 15 pore, asto prohari re
ବହୁତ ସୁନ୍ଦର ଗାୟନ
Sundara paribesan,
ଅତି ସୁନ୍ଦର ମହାପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ,
ଅତି ସୁନ୍ଦର କଣ୍ଠ।
ଆପଣଙ୍କ ପାଲା ର ସମ୍ପୂର୍ଣ ଭିଡିଓ ଟିର link 🖇️ share କରିବେ।
Jay Jagannath Saha
ଆପଣମାନେ ବୋଧହୁଏ ଜାଣିଛନ୍ତି ଯେ ବହୁତ ଜ୍ଞାନି ମାତ୍ର ସମସ୍ତେ ସବୁ ଜାଣି ନ ଥାନ୍ତି ଏହା ନିରାଟ ସତ୍ୟ ହେଲେ ଆପଣ ମାନେ ଗାୟିକାମହୋଦୟାଙ୍କର ଶୈଳୀ କୁ ପରନ୍ତୁ ନା , ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରନ୍ତୁ l
Madam apnakra pala bhla lagihi madam mora gote mansika achj
ଜୟ ଶ୍ରୀ କୃଷ୍ଣ
Jay.jagantha.verinice.pals
Bhaouni Sundar kantha
Bhauninkara paribesana uchhakotira jagannath tankara mangalakarantu
very good madam 🙏
Very nice ❤