ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଉର୍ମିଳା ଅପା ଧନ୍ୟବାଦ ଆପଣ ଙ୍କୁ କୋଟି କୋଟି ପ୍ରଣାମ ଆପଣ ଙ୍କ ଗୁରୁ ଙ୍କୁ
ଯାହାର ତୁଳନା ନାହିଁ ସେ,,,ମା"ଯାହାର ମାପ ନାହିଁ ସେ,,,ବାପା🙏🙏🙏🙏🙏🙏🙏🙏ଅତି ସୁନ୍ଦର ପାଲା 🙏🙏🙏
ଗାୟିକାଙ୍କ ପୋଗ୍ରାମ ପାଇଁ ଯୋଗାଯୋଗ ନମ୍ବର ମିଳିପାରିବକି ଆଜ୍ଞା?
@@himalayanlife3752 ଡାକିଲେ ହଇରାଣ ହୋଇ ପାରନ୍ତି । ଆମେ ବହୁତ ଆଗରୁ call ଦେଇଥିଲୁ ମାତ୍ର ମହୋଦୟା ଅଧିକ ଟଙ୍କା ପାଇ may be ଆମକୁ ଶେଷ ମୁହୂର୍ତ୍ତରେ ମନା କରିଦେଲେ । ସଂଘରେ ଅଭିଯୋଗ କଲା ବେଳକୁ ଜଣା ପଡ଼ିଲା ସଂଘ ର ନିୟମ ବାହାରେ କିଛି ପାଲା କଳାକାର ମନମାନି କରୁଛନ୍ତି । ତେଣୁ ଆଉ କେବେ ତାଙ୍କୁ ନ ଡାକିବାର ନିଷ୍ପତି ନେଇଛି ଆମ area କୁ।🙏
ଏହି ପରି ଗାଉଥାଓ ଭଗବାନ ଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ଥାଉ
Jay jagannath ati sundar pala ❤🎉
ଅତି ସୁନ୍ଦର ପରିବେଷଣ। ।ଜୟ ଶ୍ରୀ ଜଗନ୍ନାଥ
ବହୁତ ଭଲ ଲାଗିଲା ପାଲା! ସଂସ୍କାର ଶିକ୍ଷ୍ୟା ପ୍ରଦାନ କରି ଅଛନ୍ତି ଆପଣଙ୍କ ପରିବେଷଣ ଭଲ ସମସୀଙ୍କୁ ଧନ୍ୟବାଦ!
🙏ଜୟ ଶ୍ରୀ ରାମ 🙏ପାଲା ପରମ୍ପରା କୁ ବଞ୍ଚେଇ ରଖିବା ବହୁତ ଜରୁରୀ..
Madam mu apana nkara bahut bada fan...very nice pala..
ଅତି ସୁନ୍ଦର ପାଲା ପରିବେଷଣ ଜୟ ଜଗନ୍ନାଥ 🙏 ଭଗବାନ୍ ତୁମର ମଙ୍ଗଳ କରନ୍ତୁ..ଆମ ଓଡ଼ିଆ ସଂସ୍କୃତି ଏମିତି ବଞ୍ଚି ରହୁ
Bhakti shiromani Urmila sahoo, best women pala singer
ଗାୟିକା ମହାଶୟା ଙ୍କୁ ଅନୁରୋଧ ଯୋଗାଯୋଗ ପାଇଁ ମୋବାଇଲ୍ ନମ୍ବର୍ ଦୟାକରି ଦେଵେକି ?
Urmila didi Tamara swra ATI sunder🎉🎉🎉🎉🎉🎉
Tq
Urmila didi mora favorite gahana
@@ODIAPALA-bm6ikcontact no tike milipariba ki
ସ ମ ସ ଙ୍କର ମଙ୍ଗଳ ହେ ଉ ଜୟ ଜଗନ୍ନାଥ
ବହୁତ ସୁନ୍ଦର ପାଲା ଭଉଣୀ 🙏🙏🙏
Didi apana nkara pala bahut sundar
You are an intelligent singer.All the best.
ସୁନ୍ଦର ପରିବେଷଣ ଭଉଣୀ
ବହୁତ ସୁନ୍ଦର ପରିବେଷଣ ବଡ ଭଉଣି
❤🎉jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻
Bahut sundar Didi
ଅତି ସୁନ୍ଦର ପାଲା
ସୁଂଦର ପାଲା
ଅପା ଆପଣ ପାଲା ଗାଇଲା ବେଳେ କହିଲେ ସବୁ ଦେବି ମାନେ ନଦୀ ତଟ ରେ ରହୁଥିଲେ ଜଗନ୍ନାଥ କାହିଁକି ସମୁଦ୍ର ତଟ ରେ ରହିଲେ ତାର ମାନେ ବୁଝେଇଲେ ନି କାହିଁକି
କିଛି ଗାୟିକା ମାନଙ୍କ ପାଇଁ ପାଲା କଳାକାର ଙ୍କର ପ୍ରତି ଲୋକଙ୍କର ଆସ୍ଥା ତୁଟିଯିବ । ମହୋଦୟା ତାର ଜ୍ୱଳନ୍ତ ଉଦାହରଣ ।
Jay Jagannath swamy,bhagaban tumar mangala karantu
ଜନନୀ ଜନ୍ମ ଭୂମି ଶ୍ଚ ସ୍ୱର୍ଗ ଦତି ଗରୀୟସୀ
Jay jagannathVery nice
ସୁନ୍ଦର ପାଲା ପରିବେଷଣ 🎉🎉🎉🎉❤
ସୁନ୍ଦର୍ ପରିବେଷଣ
Very nice pala
Ari somundra❤❤❤
Bahut sundar pala❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
In comparison to other lady gaika , it is felt some eternal feeling
ମାଡାମ ଆପଣ କୋଉ ଜିଲ୍ଲା ର ଠିକୋଣା ଦେବିକି ପାଲା ବହୁତ ସୁନ୍ଦର ଲାଗିଲା
ପୂରୀ ଜିଲ୍ଲା ର
Contact number achi ki
Jay Jagannath
Sundar paribesa
Narayan Swami Nayana patha gami tumara Mangal bidhaña karantu ❤
Very nice 🎉🎉🎉🎉🎉urmila nani
Jay Jagannath 🙏🏻
ଭାଗ 2 ଛାଡ଼ନ୍ତୁ 🙏
Super 👌
Kemiti ae pala group ku contact karideha ??
Gotia bisayare paribeshana karuchhanti . Alaga kichhi paribesana karantu
ପାଲା କଲେ କେତେ ଟଙ୍କା ନେଉଛ ଶିଘ୍ର କହିବ ପଶ୍ଚିମ ଓଡିଶା ର ବଲାଙ୍ଗୀର କୁ somanath Rout jay jagannath
Jay maa 🙏🙏🙏
Ati sundar paribesan
Bahuta sunder pala
All the best pala 💕👍
Nice , social lesson.
Very deep philosophy
Good description
good,apa,umila
Supper❤❤
Bahut sundra pala
Address milipariba pless🙏
Ati sundar
❤❤❤❤❤❤❤ very nice
ଏହି ସାମାଜିକ ଶିକ୍ଷା ଦେଉ ଥିବାରୁ ଆପଣଙ୍କୁ ଧନ୍ୟବାଦ
Very very good pala
👍
🙏🙏🙏🙏🙏🙏
Ati sundar pala
Urmila Maa tumara swra ati sudara
👍💯
👌🏻👌🏻👌🏻👌🏻💯
17:26
ମହାଶୟାଙ୍କୁ ପାଲାକୁ ଡାକିବା ପୂର୍ବରୁ ସେ ଜବାବ୍ ରଖନ୍ତି କି ନାହିଁ ଆଗେ ବୁଝିନେବେ ଭାଇମାନେ ।
❤❤❤❤❤
❤❤❤
ଆପଣ ଙ୍କୁ ଅନୁରୋଧ ସମାଜରେ 🌹ବାବା ଓ ମା ଙ୍କ ଭୂମିକା ନୂଆ ଢଙ୍ଗରେ ଭିଡ଼ିଓ ଛାଡ଼ନ୍ତୁ ସଭା ମଣ୍ଡନ ଶକ୍ତି ଅଛି 🌹🌹
4:17
Very nice singing urmila didi ❤❤ thank thank thank
👍🏻👍🏻👍🏻👍🏻👍🏻
❤❤❤🎉
Social lesson
Goodpalaparibadanjoymaatarani
Bahut Sundar
God 38:17
ବହୁତ ସୁନ୍ଦର ପରିବେଷଣ।
🙏🙏🙏
Pala gayak nk ghar kauthi
🎉1🎉2
Nice
Very nice
Bhai gayak no teka daba kii
My fev
2nd part?
,,,,,🙏🙏🙏🙏
Perfect
Madam dibya atma swarupa gaika, mnu jone Advocate hoi modhya sune ebong vuyasi praise kore
Mike re gunji ki khola kain pitucha?
2:21
ନ ଟା ଦେବେ ଟିକେ
Madam Brahma sarupini gaika
contact number kie dei pariba ki madam nka ra
Apanka numer ta diantu
How much rupees take your pala natak for conduct of one day .
10000
ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ।ମାନସିକ ପାଲା କରିବାର ଅଛି
😅
Please mobile no tike diantu
ଉର୍ମିଳା ଅପା ଧନ୍ୟବାଦ ଆପଣ ଙ୍କୁ କୋଟି କୋଟି ପ୍ରଣାମ ଆପଣ ଙ୍କ ଗୁରୁ ଙ୍କୁ
ଯାହାର ତୁଳନା ନାହିଁ ସେ,,,ମା"
ଯାହାର ମାପ ନାହିଁ ସେ,,,ବାପା
🙏🙏🙏🙏🙏🙏🙏🙏
ଅତି ସୁନ୍ଦର ପାଲା 🙏🙏🙏
ଗାୟିକାଙ୍କ ପୋଗ୍ରାମ ପାଇଁ ଯୋଗାଯୋଗ ନମ୍ବର ମିଳିପାରିବକି ଆଜ୍ଞା?
@@himalayanlife3752 ଡାକିଲେ ହଇରାଣ ହୋଇ ପାରନ୍ତି । ଆମେ ବହୁତ ଆଗରୁ call ଦେଇଥିଲୁ ମାତ୍ର ମହୋଦୟା ଅଧିକ ଟଙ୍କା ପାଇ may be ଆମକୁ ଶେଷ ମୁହୂର୍ତ୍ତରେ ମନା କରିଦେଲେ । ସଂଘରେ ଅଭିଯୋଗ କଲା ବେଳକୁ ଜଣା ପଡ଼ିଲା ସଂଘ ର ନିୟମ ବାହାରେ କିଛି ପାଲା କଳାକାର ମନମାନି କରୁଛନ୍ତି । ତେଣୁ ଆଉ କେବେ ତାଙ୍କୁ ନ ଡାକିବାର ନିଷ୍ପତି ନେଇଛି ଆମ area କୁ।🙏
ଏହି ପରି ଗାଉଥାଓ ଭଗବାନ ଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ଥାଉ
Jay jagannath ati sundar pala ❤🎉
ଅତି ସୁନ୍ଦର ପରିବେଷଣ। ।ଜୟ ଶ୍ରୀ ଜଗନ୍ନାଥ
ବହୁତ ଭଲ ଲାଗିଲା ପାଲା! ସଂସ୍କାର ଶିକ୍ଷ୍ୟା ପ୍ରଦାନ କରି ଅଛନ୍ତି ଆପଣଙ୍କ ପରିବେଷଣ ଭଲ ସମସୀଙ୍କୁ ଧନ୍ୟବାଦ!
🙏ଜୟ ଶ୍ରୀ ରାମ 🙏
ପାଲା ପରମ୍ପରା କୁ ବଞ୍ଚେଇ ରଖିବା ବହୁତ ଜରୁରୀ..
Madam mu apana nkara bahut bada fan...very nice pala..
ଅତି ସୁନ୍ଦର ପାଲା ପରିବେଷଣ ଜୟ ଜଗନ୍ନାଥ 🙏 ଭଗବାନ୍ ତୁମର ମଙ୍ଗଳ କରନ୍ତୁ..ଆମ ଓଡ଼ିଆ ସଂସ୍କୃତି ଏମିତି ବଞ୍ଚି ରହୁ
Bhakti shiromani Urmila sahoo, best women pala singer
ଗାୟିକା ମହାଶୟା ଙ୍କୁ ଅନୁରୋଧ ଯୋଗାଯୋଗ ପାଇଁ ମୋବାଇଲ୍ ନମ୍ବର୍ ଦୟାକରି ଦେଵେକି ?
Urmila didi Tamara swra ATI sunder🎉🎉🎉🎉🎉🎉
Tq
Urmila didi mora favorite gahana
@@ODIAPALA-bm6ikcontact no tike milipariba ki
ସ ମ ସ ଙ୍କର ମଙ୍ଗଳ ହେ ଉ ଜୟ ଜଗନ୍ନାଥ
ବହୁତ ସୁନ୍ଦର ପାଲା ଭଉଣୀ 🙏🙏🙏
Didi apana nkara pala bahut sundar
You are an intelligent singer.All the best.
ସୁନ୍ଦର ପରିବେଷଣ ଭଉଣୀ
ବହୁତ ସୁନ୍ଦର ପରିବେଷଣ ବଡ ଭଉଣି
❤🎉jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻
Bahut sundar Didi
ଅତି ସୁନ୍ଦର ପାଲା
ସୁଂଦର ପାଲା
ଅପା ଆପଣ ପାଲା ଗାଇଲା ବେଳେ କହିଲେ ସବୁ ଦେବି ମାନେ ନଦୀ ତଟ ରେ ରହୁଥିଲେ ଜଗନ୍ନାଥ କାହିଁକି ସମୁଦ୍ର ତଟ ରେ ରହିଲେ ତାର ମାନେ ବୁଝେଇଲେ ନି କାହିଁକି
କିଛି ଗାୟିକା ମାନଙ୍କ ପାଇଁ ପାଲା କଳାକାର ଙ୍କର ପ୍ରତି ଲୋକଙ୍କର ଆସ୍ଥା ତୁଟିଯିବ । ମହୋଦୟା ତାର ଜ୍ୱଳନ୍ତ ଉଦାହରଣ ।
Jay Jagannath swamy,bhagaban tumar mangala karantu
ଜନନୀ ଜନ୍ମ ଭୂମି ଶ୍ଚ ସ୍ୱର୍ଗ ଦତି ଗରୀୟସୀ
Jay jagannath