ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Salute apononku 🙏🙏
Jay Jagannath
ମହାନ୍ତି ବାବୁ,your speech is rite.
Mirror of society. Right
🙏 ଆଜ୍ଞାଆପଣ ପୁରୁଷ ନୁହଁନ୍ତି 'ମହା ପୁରୁଷ' ।ଯୁଗେ ଯୁଗେ ସତ୍ୟନିଷ୍ଠ ବ୍ୟକ୍ତି ମାନଙ୍କ ସହିତ ଅନ୍ୟାୟ ହୋଇ ଆସିଛି । ଇଏ ତ କଳିଯୁଗ । ଆପଣ ନିରୋଗ୍ ରହନ୍ତୁ ଓ ଆପଣଙ୍କ ସମସ୍ୟାର ସମାଧାନ୍ ହୋଇଯାଉ ।
I salute you ,Sir.
thankyou sir
ଆପଣଙ୍କ କଥା ବହୁତ କଷ୍ଟ ଲାଗିଲା ସାର୍
Truth is always b neglected but one day must।bloosom.
ମିଛ ମାୟା ସଂସାର
Sir, apananka katha suni bahut Dukha laguchi, prasasan andha, bhagaban bharasa
ଓଡ଼ିଶା ୩୬୫ ର ପରିଚାଳକ ତଥା ମାଲିକ ଙ୍କୁ ଗୋଟେ ଅନୁରୋଧ ଶୁଣିମା ହେଉ।ଆଜି ସମାଜ ବିଘଟନ ର କାରଣ ଓ ସମାଧାନ ର ବାଟ କୁ ନେଇ ମୁଁ ସୃଷ୍ଟି କରିଥିବା ରଚନା କୁ ଚିତ୍ରିତ କରିବା ଏବଂ ସଭ୍ୟତା ର ଉଦ୍ଧାର ପାଇଁ ନିଜ ର କାର୍ଯ୍ୟକ୍ରମ ଜରିଆରେ ମୋତେ ସୁଯୋଗ ଦିଆଯାଉ। ମୁଁ ମଧ୍ଯ ଏ ପ୍ରକ୍ରିୟା ରେ ସାମିଲ୍ ହେବାକୁ ଚାହେଁ। ଜଣେ ସ୍ତମ୍ଭ ଲେଖକ ହିସାବ ରେ ଯେତିକି ନିଜର ସ୍ୱଳ୍ପ ଜ୍ଞାନ ମଧ୍ୟରେ ପ୍ରକାଶ କରିବି ତାହା ନିଶ୍ଚିନ୍ତ ଯୁଗ ଉପଯୋଗୀ ହେବ। ଏବଂ ସମାଜ କୁ ଗୋଟେ ନୂଆ ବାର୍ତ୍ତା ମିଳିପାରିବ। ଜଣେ ଯୁବ ସ୍ତମ୍ଭକାର ହିସାବରେ ସମାଜ କୁ ଉଚିତ୍ ଶିକ୍ଷା ଦେବା ମୋର ମୂଳ ଉଦ୍ଦେଶ୍ୟ ରହିଛି। ମୋ:-୭୮୫୫୯୭୯୬୨୦.
ସାର୍,ଯାହା ହେଲେବି ଆପଣ ମହାନ୍ ।
Sir apananku koti pranam 🙏🙏🙏🙏🙏
ଆପଣ ଅଯୋଗ୍ୟ କି ଅପଦାର୍ଥ ନୁହନ୍ତି, ଅନେକ ଜ୍ଞାନୀ, ସଚୋଟ, ଏବଂ କର୍ମ ଯୋଗ କୁ ଆଦରି ନେଇଥିବା ମଣିଷ |ମୋ ମତରେ ଆପଣ ଙ୍କ ଜିତ୍ ହୋଇ ସାରିଛି |କିନ୍ତୁ ଆପଣ ଦେଖିବେ ଖୁବ କମ୍ ଦିନ ର ଅବଧି ମଧ୍ୟରେ ଆପଣ ଙ୍କ ସ୍ଥାନ ଖୁବ ଉଚ୍ଚ ରେ ଥିବା ଏବଂ ଯେଉଁମାନେ ଅସହଯୋଗ କରୁଛନ୍ତି ସେମାନେ ରସାତଳ କୁ ନିକ୍ଷେପିତ ହୋଇଯିବେ |ଆପଣ ଙ୍କୁ ମୂଁ ଵା କଣ କହିବି ଯେହେତୁ ଆପଣ ଗିତା କୁ ଅଧ୍ୟୟନ କରିଛନ୍ତି |ପ୍ରକୃତ ରେ ମୂଁ ଆଜିକାଲି ର ଶାସନ କଳ ଉପରେ ବିତସ୍ପୃହ ଅଟେ |ପ୍ରଣାମ ଆଜ୍ଞା 🙏
ବହୁତ୍ ଦୁଃଖ ର କଥା।
Thanks
U r right
Absolutely right sir❤
ମହାଶୟ ଏଠାରେ କାମ ନକଲେ ମଧ୍ଯ ସମ୍ମାନ ମିଳେ ଯିଏ ଠକି ପାରିବ ସେ ଭଦ୍ର ଜଗନ୍ନାଥ ଆପଣଙ୍କ ଦୁଃଖ ସମାଧାନ କରନ୍ତୁ ଏତିକି ପ୍ରାର୍ଥନା
God bless you sir
God sees the truth but late.
Honesty has got no reward.
😢
Thnks explain ur all names is this sarakari contract system of odisha Govt. Officially work. Jay Jagannat..
Apananku koti pranam
Lord Jagannath help.
Sir It is very difficult to go against the system. But you will succeed definitely.
Jagarnatha apanakarapilamanakara mangala karantu
ସମାଜରେ ଭଲ ବୀକ୍ତି, ଅହିଂସା, ସତ୍ୟ, ଧର୍ମ, ଦୟା, ସେବାୟତ, ସଚ୍ଚୋଟ ଅଫିସର, କମିକମି ଯାଉ ଛନ୍ତି,,,, ଆଜ୍ଞା ଙ୍କ କଥା ଶୁଣି ସରକାରୀ ସେବାୟତଙ୍କ ପ୍ରତି ଅବହେଳା ଦେଖି ଦୁଃଖ ଲାଗୁଛି,,, ମୁଁ ସରକାରି ଅଧିନରେ ଥିବା ଅନେକ ଅଫିସର ଙ୍କୁ ଲାନ ଚ ଦେଲେ ମୋ କାର୍ଯ କରିଛନ୍ତି,,,, ଧନ୍ୟ ମନେ କରେ ଲା ନ ଚ ଖିଆ ଅଫିସରଙ୍କୁ କିନ୍ତ୍ ସବୁ ଅଫିସର ଅଧିକାରୀ ସମାନ ନୁହଁନ୍ତି,,,,
Bahut dukha ra bisaya.(sir Namaskar).
ସାର୍ ଆପଣଙ୍କ କଥା କେହି ସୁଣିବେନି। ସୋଚୋଟତା ର କିଛି ମୂଲ୍ୟ କିଛି ନାହିଁ।
ସାର୍ ନମସ୍କାର
🙏🙏🙏🙏❤❤❤❤ଆଜ୍ଞା ଆପଣଙ୍କ ପରି ବ୍ୟକ୍ତିତ୍ୱଙ୍କୁ ଏପରି କରୁଛନ୍ତି ତ ଆମେ ସାଧାରଣ ଲୋକଙ୍କ ଅବସ୍ଥା......... ଧିକ ପ୍ରଶାସନ
ବହୁତ ଦୁଃଖ ଲାଗିଲା ବଡଭାଇ, ଆପଣଙ୍କ ପରି ଜଣେ ସରଳ ଓ ସଚ୍ଚୋଟ ବ୍ୟକ୍ତି ଙ୍କୁ ଆମ ଓଡିଶା ସରକାର ନ୍ୟାୟ ପ୍ରଦାନ ଜାଣିଶୁଣି କରୁ ନଥିବାରୁ, ଧନ୍ୟ ଆମ ସରକାର ଓ ଆମ ଓଡିଶାର ନ୍ୟାୟ ବ୍ୟବସ୍ଥା 😢😢
Sir prabhu apanka probelem solve heu
ଆପଣା କଂର ଜୀବନରେ ଅସୀମ ଦୁଃଖ,ଅବୋଶୋଷର, ହତାଶର ପ୍ରକୃତ କଥା ଗୁଡ଼ିକ ଶୁଣି ବହୁତ ଦୁଃଖ ଓ କାନ୍ଦ ଲାଗିଲା😂😂 ଦେଶ ରେ ଆଉ ବଞ୍ଚି ରହିବା ପାଇଁ ଏକ କଠିନ କାର୍ୟ୍ଯ... ସତ୍ଯ ଓ ନ୍ଯାୟ ମିଳି ବା ମଧ୍ଯ ମିଳି ପାରିବ ନାହିଁ 🙏🙏ଈଶ୍ବରଙ୍କୁ ଭରସା କରି ରହିବା 🕉🕉🙏🙏🕉🕉ଜୟ ଜଗନ୍ନାଥ🙏🙏🙏
govt should take immediate action
ସାର୍ ପ୍ରଭୁ ଜଗନ୍ନାଥ ସବୁ ଠିକ୍ କରିଦେବ।
Jay Jagannath swami 😭🙏.....he Ram sabu thik Kari diantu
ଦୁନିଆର ସବୁଠାରୁ ଯୋଗ୍ୟ ବ୍ୟକ୍ତିତ୍ୱ ଆପଣ। ଆପଣଙ୍କ ପାଇଁ ଓଡିଶା ଗର୍ବିତ କିନ୍ତୁ ସରକାରକୁ ଧିକ। ସାଇ ଆପଣଙ୍କୁ ଶକ୍ତି ଦିଅନ୍ତୁ। ସତ୍ ବଂଚିହୁଏ। ସାଇ ରାମ ,
👍.ରାଜ୍ୟ ସରକାର ସରକାରୀ କର୍ମଚାରୀ କୀଭଳି ପେନସନ ନପାଉ ସେଥିପାଇଁ ସୁପ୍ରିମ କୋଟ ପର୍ଯ୍ୟନ୍ତ ଯାଉଛନ୍ତି. ଏ ହେଉଚି ଜନ ମଙ୍ଗଳ ସରକାର. ଭୋଟ ନେଲା ବେଳେ ଗୋଡ଼ ଧରିବେ କହିବେ ଆମେ ସୁଶାସନ ଦେବୁ. ଏବେ ଜଣା ପଡୁଛି.
ନମସ୍କାର ଆଜ୍ଞା। ଆପଣଙ୍କର ସତ୍ ପଥ କୁ କୋଟି ପ୍ରଣାମ।
Corruption is so rampant we are ashamed of it.
ସଚ୍ଚୋଟତା ଯୋଗୁଁ ପିଲାମାନେ ରୋଜଗାରକ୍ଷମ ।ଏଣୁ ଦୀର୍ଘଜୀବି ହେବେ। ଏ ଦିନ ବଦଳି ଯିବ।
ଆପଣ ଅଯୋଗ୍ୟ ,ଅପଦାର୍ଥ ନୁହଁନ୍ତି, ଆମ ସମାଜ ର ଅମୂଲ୍ୟ ପଦାର୍ଥ।ସରକାରୀ କଳ ରୁ ନ୍ୟାୟ ପାଉନଥିବା ଅନେକ ଲୋକଙ୍କ ଦୁଃଖ, ଆପଣଙ୍କ ସ୍ଵର ରେ ହେଉଛି ଚରିତାର୍ଥ।
ଆପଣଙ୍କ ସ୍ପଷ୍ଟବାଦୀତା ସ୍ୱାଭିମାନ ସତ୍ୟପ୍ରତି ଅନୁରକ୍ତି ହିଁ ଆପଣଙ୍କ ଅଯୋଗ୍ୟତା.... ଆପଣଙ୍କ ସାଧୁତା ବିଜ୍ଞତା ଏବଂ ନୈତିକତା ଉତ୍ତରପୁରୁଷଙ୍କ ପାଇଁ ଏକ ଦିଗବାରେଣୀ ସମ ଯାଜୁଲ୍ୟ............ପ୍ରଣାମ ମହାଶୟ 🙏❤️
ଜୟ ଜଗନ୍ନାଥ ସାର ।ଏକ ସଚ୍ଚୋଟ ଅଫିସର ପାଇଁ ବାଣପୁର ମାଟି ଆଜି ପର୍ଯ୍ୟନ୍ତ ଗର୍ବ କରିଆସୁଛି। ସତ୍ ପଥରେ ଚାଲି ଲେ କଣ ସତରେ ମଣିଷ ଅସୁବିଧା ରେ ପଡେ। ଏବେ ମୁଁ ଜାଣି ପାରୁଛି । ପ୍ରକୃତରେ ସତ୍ ରସ୍ଥାନ ଅସତ ନେଇ ଯାଇଛି ? ଶୁଣିଛି ଅପେକ୍ଷା ର ଫଳ ମିଠା। । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନିଶ୍ଚୟ ଅଳ୍ପ ଦିନରେ ଆପଣଙ୍କ ଫଳ ପ୍ରାପ୍ତ ହେବ। ଜୟ ଜଗନ୍ନାଥ।
ସାର୍ ଆଜି ର କଳିଯୁଗ ରେ ସତ୍ୟ ନ୍ୟାୟ କୁ ବହୁତ୍ ପ୍ରତାରିତ ହେବାକୁ ପଡୁଛି ଯାହା ଆପଣଙ୍କର ଘଟିଛି କିନ୍ତୁ ଗୁଟେ କଥା ସାର୍ କାଳିଆ ସବୁର ହିସାବ କିତାବ କରୁଛି🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏
ଅତ୍ୟନ୍ତ ଉଦବେଗ ଜନକ ଘଟଣା. କଷ୍ଟ ଲାଗୁଛି. ନିର୍ଲଜ ସରକାର ଓ ସରକାରୀ କଳ. ମୁଁ ଲାଞ୍ଚ ଦେଇନାହିଁ ବୋଲି ଅବସର ର ବାର ବର୍ଷ ପରେ ଆଜି ବି ମୋର ସରକାର ଉପରେ ଦୁଇ ଲକ୍ଷ ରୁ ଉର୍ଧ୍ଵ ବାକିଆ ଦରମା ପଡି ରହିଛି. ବିଲ ଦେଇ ଦେଇ ଥକି ପଡିଛି. ମୋର ଅପରାଧ ମୁଁ ଶିକ୍ଷକ ସଙ୍ଘଠନ ର ନେତୃତ୍ୱ ରେ ଥିଲି, ତେଣୁ ଲାଞ୍ଚ ନ ଦେବା ପାଇଁ ସଂକଳ୍ପ କରିଥିଲି. ଧନ୍ୟବାଦ.
ଆଜ୍ଞା,.. ସେମାନେ ଅଯୋଗ୍ୟ ବୋଲି ଯୋଗ୍ୟ ଲୋକଙ୍କୁ ସବୁବେଳେ ଦୁଃଖ କଷ୍ଟ ଓ ହଇରାଣ କରି ଥାନ୍ତି, କିନ୍ତୁ ସେମାନେ ଆତ୍ମସନ୍ତୋଷ ପାଇ ପାରିବେନାହିଁ, ସଚୋଟ ପଣିଆ ଟା ଈଶ୍ୱରଦତ୍ତ, Gene ରେ ଯାହାର ଯେମିତି ଅଛି ଆଜ୍ଞା 🙏🏼🙏🏼🙏🏼
ପ୍ରଣାମ । ଶୁଣିଥିବା ସବୁ ଅଧ୍ୟାୟ ପରି ଏହା ତଥ୍ୟ ପୂର୍ଣ୍ଣ ତଥା ରୁଚିକର। ମୁଁ ୨୦୧୬ ରେ ଅବସର ନେଲି । ସ୍ବଅନୁଭୂତିରୁ ଏତିକି କହିବି ଯେ, ସତ ବାଟରେ ଚାଲିଥିବା ଲୋକର ସାମଗ୍ରିକ ଜୀବନରେ ଯେଉଁ ସୁଖ, ଶାନ୍ତି, ସମ୍ମାନ, ସନ୍ତୋଷ ପ୍ରାପ୍ତ ହୁଏ, ତାହା ଅବାଟର ପଥିକ ଜୀବନରେ ଅପ୍ରାପ୍ୟ, ଦୁର୍ଲ୍ଲଭ ନିଶ୍ଚୟ !ଆମକୁ ତ ଆମ ପୂର୍ବ ଜନ୍ମର କର୍ମ ଫଳ ଭୋଗିବାକୁ ଅବଶ୍ୟ ପଡ଼ିବ । ତା ସତ୍ବେ, ଏ ସଂସାରରେ ସତ୍ ବାଟୋଇର ଜୀବନ, ତୁଳନାତ୍ମକ ଭାବେ ବହୁତ ଲାଭ ପ୍ରଦାୟକ ଓ ନିଶ୍ଚିତ ଉଚ୍ଚସ୍ତରୀୟ!!ଆମକୁ ଗ୍ରହଣ କରିବାକୁ ହେବ ଯେ: ଏ ଜୀବନର ସାଧୁତା ନିଷ୍ଫଳ ନୁହେଁ, " ମୁଣ୍ଡ ଉପରେ ବଡ଼ ପଥର ଟିଏ ବଦଳରେ ଛୋଟ ଗୋଡ଼ିଟିଏ ପଡିଲା ମାତ୍ର !!!"ବଂଶୀଧର ମହାପାତ୍ରସାହିତ୍ୟ ନିବାସ୯୦୯୦୯୪୯୧୪୫
ସତ୍ ଓ ସଚ୍ଚୋଟ ଲୋକ ର ସ୍ଥାନ ନାହିଁ। ଭଗବାନ ଅଛନ୍ତି। ବହୁତ ଅନ୍ୟାୟ ବଢ଼ି ଯାଉଛି। ବିଚାରାଳୟ ରେ ବିଚାର ନାହିଁ।
Sir pranm jay shree jaganath
Good man always to be punished and bad man takes pride. This is our extra good governance.
ଜୟ ଜଗନ୍ନାଥ,ପ୍ରଣାମ ସାର,ଆଜିକାଲି ନ୍ୟାୟବାନ, ସଚ୍ଚୋଟ ଲୋକମାନେ ହିଁ ଅନ୍ୟାୟର ଶିକାର।ସେମାନଙ୍କ କଷ୍ଟ,ଯନ୍ତ୍ରଣା କେହି ବୁଝନ୍ତି ନାହିଁ, ଓଲଟି ସମାଲୋଚନା କରନ୍ତି।ଆପଣ କିଛି ଲୋକଙ୍କ ଦୃଷ୍ଟିରେ ଅଯୋଗ୍ୟ ହେଇପାରନ୍ତି,କିନ୍ତୁ ଆପଣଙ୍କ ଭଳି ବ୍ୟକ୍ତିତ୍ବ ଏ ସମାଜରେ ବିରଳ ସାର🙏🙏
Satya katha
I am a blockgrand retired teacher.I am also not getting the pensionary benifeet.lt is agreat regrate for you.
Speech less Sir
Really sir you are a honest person in our state 🙏🙏🙏
Apana mohan sir
ଧିକ୍ ଏ ସରକାର। I express deep solidarity with Vaishnava Babu and demand before the government of Odisha to pay all his dues with interest.
Sata katha
Jay jagannatha
🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 ହଁ sir ଭଗବାନ ଆପଣଙ୍କୁ ବହୁତ ଦେଇଛନ୍ତି,ମନ ଦୁଃଖ ନ କରି ଅବଶିଷ୍ଟ ସମୟ ହରି ନାମ ଜପ କରି ଖୁସିରେ ରୁହନ୍ତୁ 🙏🏼🙏🏼🙏🏼🙏🏼
ଏହା ଏକ ହୃଦୟ ବିଦାରକ ଘଟଣା। ଏ ସବୁ ଭିତରେ "ମୁଁ" ନୁହେଁ "ଆମେ" । ଆମେ ସମସ୍ତେ ଏହି ଅବୁଝା ବୁଝାମଣାର ଶିକାର। ଆମେ ସମସ୍ତେ inefficient. ଗଭୀର ଯନ୍ତ୍ରଣାଦାୟକ।
ଧନ୍ୟ ଓଡ଼ିଶା ସରକାର। ଯଦି ଅଫିସର ହେବେ କୋଢିଆ,ତେବେ କେମିତି ବଢିବେ ଓଡ଼ିଆ?
5t secretary should see and hear the transparency in odisha
ସାର, ପ୍ରଣାମ🙏ଆପଣଂକର ଶିକ୍ଷା ଓ ସାହିତ୍ୟ କ୍ଷେତ୍ର ରେ ଯେତିକି ଅବଦାନ ରହିଛି ସେ ସବୁ ମୋ ଭଳି ସାଧାରଣ ଲୋକ କହିବାକୁ ମୁଢ ମନେକରୁଛି। ଏଥିପାଇଁ ଅଧିକ ଦାୟୀତ୍ୱ ନେବାକଥା ଆମ ୨୫ ବର୍ଷର ବିକାଶ କରିଥିବା ସରକାର। ୫ ବର୍ଷର ଶାସନ କାଳରେ ଆମ ସମ୍ବିଧାନରେ ଥିବା ନିୟମ ଅନୁସାରେ ମନ୍ତ୍ରୀ ବିଧାୟକ ମାନେ ସେହି ବିଭାଗ କୁ ସୁଧାରିବାକୁ ଆସନ୍ତି। କିନ୍ତୁ ଆଜିକାଲି ବାପ ପରେ ପୁଅ ସିହାଂସନ ସମାଳିବା ପାଇଁ ପ୍ରଜାକୁଂ ମନୋରଜଂନର ମାଧ୍ୟମ କରି ନୀତିନିୟମ କୁ ଭଂଗ କରୁଛନ୍ତି।ଆପଣଂକ କ୍ଷୋଭ ନିହାତି ବାହାରକୁ ଆସିବା ଦରକାର କାରଣ ଦୁନିଆରେ ଏତେ ପରିଚିତ ଥାଇ ଏଭଳି କଷ୍ଟ ଭୋଗୁଛନ୍ତି ତାହେଲେ ଜଣେ ସାଧାରଣ ସରକାରୀ ଚାକିରିଆକୁ ଲାଂଚ ଦେବାକୁ ବାଧ୍ୟ କରଉଛନ୍ତି।
Sir Namaskar 🙏
ବୈଷ୍ଣବ ବାବୁ, ନମସ୍ତେ । ଥରେ ମୁଖ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ସବୁ ଜଣାନ୍ତୁ ।
Apananka dukha re ame mriyaman kintu eswara apananku sakti dabe apana Amara chira namasya
Salute
Sir apanku kotipranam, Agandia Rajanku Palachunta mantri, Jay Raja Jay mantri.
ଆପଣଙ୍କ ପାଇଁ ଆମ୍ଭେ ଗର୍ବିତ । 🌻🙏🏼🌹
😂 ଆପଣ ଙ୍କ ସଚୋଟ ପଣିଆ କୁ ମୁଁ ସ୍ଵାଗତ ଜଣାଉଛି ।
ବହୁତ ଦୁଃଖ ଲାଗିଲା ଆଜ୍ଞା ଆପଣଙ୍କ ସହିତ ହୋଇ ଥିବା ଅନ୍ଯାୟ ପାଇଁ ।
ବହୁତ୍ ଦୁଃଖ ଲାଗୁଛି ଆପଣଙ୍କ ସମସ୍ୟା ଶୁଣି । ବର୍ତମାନ ର ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ନୀତି ଗ୍ରସ୍ତ । ଏଠି କହିବା କାହାକୁ ଶୁଣିବ କିଏ ।
ଅଜ୍ଞା ପ୍ରଣାମକେହି ଆପଣ ଙ୍କ ଦୁଃଖ ଶୁଣୁ ନାହାଁନ୍ତି....ବାରମ୍ବାର ପ୍ରଚେଷ୍ଟା ସତ୍ତ୍ୱେ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଛି ଆପଣ ଙ୍କ ସମସ୍ୟା ର ସମାଧାନ ହେଉ....🙏🙏🙏
The reason of not allowing pension is not disclosed.
Loke pilamane IAS paile garba karanti kintu bapama chinta karibare bisaya je tanka pilati lanchua haba na desa vakta
ମୁଁ କେବଳ ଆପଣଙ୍କ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିପାରିବି । ଜୟ ଜଗନ୍ନାଥ 🙏🙏🙏
ବହୁତ ସୁନ୍ଦର ଲାଗୁଛି ଆପଣଙ୍କ ବ୍ୟାଖ୍ୟା
This i shall write to president of India
ଲେ ନବିନା ଟିକେ ପଛକୁ ଅ ନା। ପଛରେ ଅଛନ୍ତି ସଚୋଟ ନନା ।।ଧନ୍ୟ ହେ ନବୀନ ସରକାର ।sir ଙ୍କ ଦୁଃଖ ଟିକେ ଶୁଣିମା ହେଉ ମଣୀମା ।ହେ ପ୍ରଭୁ ଏ ନବୀନ ସରକାର କୁ ସଦବୁଦ୍ଧି ଦିଅ ।
ସାର, ଆପଣଙ୍କୁ କୋଟି ନମସ୍କାର, ଆପଣଙ୍କ ପ୍ରକୃତରେ ମୋ ପରି ଅନ୍ତର୍ନିହିତ ଶକ୍ତିକୁ ଲୁଚାଇଥାଇ ବର୍ତ୍ତମାନ ଜନସାଧାରଣ ଜାଣିବା ପାଇଁ ପ୍ରକାଶ କରିଛନ୍ତି।ଅପଣଙ୍କ ଉକ୍ତି ଶୁଣି ମୋ ପ୍ରାଣ ତରଳି ଯାଇଛି।
ଧନ୍ୟ ଆପଣ 🙏
ଜୋର ଯାର ମୁଲକ ତାର.... ଯନ୍ତ୍ର ଯୁଗରେ ସମସ୍ତେ ଟଙ୍କା ଓ ସ୍ୱାର୍ଥ ଖିଆ ଯନ୍ତ୍ର ତେଣୁ କୌଶଳ ଆପଣେଇକି କାମ କରେଇପାରିଲେ ବଞ୍ଚିକି ରହିବ ନହେଲେ ସରିଲା
ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ କଣ କରୁଛି?????
You are the great personality of Odisha.
Salute Sir🙏
ବଡ ଦୁଃଖର କାହାଣୀ ସାର ଆପଣଙ୍କର,,ଆପଣ ସଚ୍ଚୋଟ ସରଳ, ଭଲ ମଣିଷ ନା କି ବଡ ଲୋକ,,ଯିଏ ଏ ମାର୍ଗରେ ଥାଏ ସେ ଆଜିକାର ଦୁନିଆରେ ଅପଦାର୍ଥ,,ଆପଣଙ୍କର ଫଳ ଭଗବାନ ଦେବେ,,ଆପଣଙ୍କ ସଚ୍ଚୋଟ ପଣିଆ ଆଗରେ ସବୁ ଚୋରଙ୍କ ଚକ୍ରବ୍ୟୁହ ଫେଲ ମାରିବ,,ସମୟ ଦରକାର ସାର,,ସମୟ ହିଁ ବଡ ବଳବାନ। 50000 ପାଉଥିବା ଲୋକ ଏତେ ଧନି କିପରି
ଆପଣଙ୍କ ଦୁଃଖ ମୁଁ ଅନୁଭବ କରି ପାରୁଛିଭାଗବାନ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା, ଆପଣଙ୍କୁ ଆପଣଙ୍କ ର ପ୍ରାପ୍ୟ ଯାଥା ଶୀଘ୍ର ମିଳି ଯାଉ
ନବୀନ ବାବୁ, ଆପଣ ତ ବାରମ୍ବାର କହୁଛନ୍ତି , " ଆପଣ ମାନେ ଖୁସି ତ ". ଟିକେ ଏ ଦୁଃଖୀ ମଣିଷଙ୍କୁ ପଚାରନ୍ତୁ ସେ ଖୁସି କି. କେତେ ଆବେଗଭରା ନିବେଦନ ତାଙ୍କର , ଆପଣ ତାଙ୍କ କଥା ବୁଝନ୍ତୁ ଆଉ ଆପଣଙ୍କ ଏ ରାଜନୈତିକ ସ୍ଲୋଗାନକୁ ସତ୍ୟ ପ୍ରମାଣ କରନ୍ତୁ.
Bada deula ku Jai bada thakura nku janao
Bjd Sarkar jindabad . Aapon Mane(Janasadharan) Khushi tto .
Salute sir.
BLAME NO BODY
ନିରାଟ ସତ୍ୟ କଥା ସାର 🙏ଏ ହେଉଛି ଆମର ଅଙ୍ଗେ ନିଭା କଥା 😭🤔
Really without bribe file can't move ahead.it is my experience.sir you were honest in your duty.i am proud of you. But still then you should have given a little bribe for pension file to move.
Kali juga
Samasthankapain. Ayogya. Apadartha. Nuhen. Agyan. Babu. Ei. Chakiri. Mantreenka. Mulia. Rajankara. Adhinare. Kamaku. Chakiri. Kuhanti
But u r really hero
Salute apononku 🙏🙏
Jay Jagannath
ମହାନ୍ତି ବାବୁ,your speech is rite.
Mirror of society. Right
🙏 ଆଜ୍ଞା
ଆପଣ ପୁରୁଷ ନୁହଁନ୍ତି 'ମହା ପୁରୁଷ' ।
ଯୁଗେ ଯୁଗେ ସତ୍ୟନିଷ୍ଠ ବ୍ୟକ୍ତି ମାନଙ୍କ ସହିତ ଅନ୍ୟାୟ ହୋଇ ଆସିଛି । ଇଏ ତ କଳିଯୁଗ ।
ଆପଣ ନିରୋଗ୍ ରହନ୍ତୁ ଓ ଆପଣଙ୍କ ସମସ୍ୟାର ସମାଧାନ୍ ହୋଇଯାଉ ।
I salute you ,Sir.
thankyou sir
ଆପଣଙ୍କ କଥା ବହୁତ କଷ୍ଟ ଲାଗିଲା ସାର୍
Truth is always b neglected but one day must।bloosom.
ମିଛ ମାୟା ସଂସାର
Sir, apananka katha suni bahut Dukha laguchi, prasasan andha, bhagaban bharasa
ଓଡ଼ିଶା ୩୬୫ ର ପରିଚାଳକ ତଥା ମାଲିକ ଙ୍କୁ ଗୋଟେ ଅନୁରୋଧ ଶୁଣିମା ହେଉ।ଆଜି ସମାଜ ବିଘଟନ ର କାରଣ ଓ ସମାଧାନ ର ବାଟ କୁ ନେଇ ମୁଁ ସୃଷ୍ଟି କରିଥିବା ରଚନା କୁ ଚିତ୍ରିତ କରିବା ଏବଂ ସଭ୍ୟତା ର ଉଦ୍ଧାର ପାଇଁ ନିଜ ର କାର୍ଯ୍ୟକ୍ରମ ଜରିଆରେ ମୋତେ ସୁଯୋଗ ଦିଆଯାଉ। ମୁଁ ମଧ୍ଯ ଏ ପ୍ରକ୍ରିୟା ରେ ସାମିଲ୍ ହେବାକୁ ଚାହେଁ। ଜଣେ ସ୍ତମ୍ଭ ଲେଖକ ହିସାବ ରେ ଯେତିକି ନିଜର ସ୍ୱଳ୍ପ ଜ୍ଞାନ ମଧ୍ୟରେ ପ୍ରକାଶ କରିବି ତାହା ନିଶ୍ଚିନ୍ତ ଯୁଗ ଉପଯୋଗୀ ହେବ। ଏବଂ ସମାଜ କୁ ଗୋଟେ ନୂଆ ବାର୍ତ୍ତା ମିଳିପାରିବ। ଜଣେ ଯୁବ ସ୍ତମ୍ଭକାର ହିସାବରେ ସମାଜ କୁ ଉଚିତ୍ ଶିକ୍ଷା ଦେବା ମୋର ମୂଳ ଉଦ୍ଦେଶ୍ୟ ରହିଛି। ମୋ:-୭୮୫୫୯୭୯୬୨୦.
ସାର୍,ଯାହା ହେଲେବି ଆପଣ ମହାନ୍ ।
Sir apananku koti pranam 🙏🙏🙏🙏🙏
ଆପଣ ଅଯୋଗ୍ୟ କି ଅପଦାର୍ଥ ନୁହନ୍ତି, ଅନେକ ଜ୍ଞାନୀ, ସଚୋଟ, ଏବଂ କର୍ମ ଯୋଗ କୁ ଆଦରି ନେଇଥିବା ମଣିଷ |
ମୋ ମତରେ ଆପଣ ଙ୍କ ଜିତ୍ ହୋଇ ସାରିଛି |କିନ୍ତୁ ଆପଣ ଦେଖିବେ ଖୁବ କମ୍ ଦିନ ର ଅବଧି ମଧ୍ୟରେ ଆପଣ ଙ୍କ ସ୍ଥାନ ଖୁବ ଉଚ୍ଚ ରେ ଥିବା ଏବଂ ଯେଉଁମାନେ ଅସହଯୋଗ କରୁଛନ୍ତି ସେମାନେ ରସାତଳ କୁ ନିକ୍ଷେପିତ ହୋଇଯିବେ |ଆପଣ ଙ୍କୁ ମୂଁ ଵା କଣ କହିବି ଯେହେତୁ ଆପଣ ଗିତା କୁ ଅଧ୍ୟୟନ କରିଛନ୍ତି |
ପ୍ରକୃତ ରେ ମୂଁ ଆଜିକାଲି ର ଶାସନ କଳ ଉପରେ ବିତସ୍ପୃହ ଅଟେ |
ପ୍ରଣାମ ଆଜ୍ଞା 🙏
ବହୁତ୍ ଦୁଃଖ ର କଥା।
Thanks
U r right
Absolutely right sir❤
ମହାଶୟ ଏଠାରେ କାମ ନକଲେ ମଧ୍ଯ ସମ୍ମାନ ମିଳେ ଯିଏ ଠକି ପାରିବ ସେ ଭଦ୍ର ଜଗନ୍ନାଥ ଆପଣଙ୍କ ଦୁଃଖ ସମାଧାନ କରନ୍ତୁ ଏତିକି ପ୍ରାର୍ଥନା
God bless you sir
God sees the truth but late.
Honesty has got no reward.
😢
Thnks explain ur all names is this sarakari contract system of odisha Govt. Officially work. Jay Jagannat..
Apananku koti pranam
Lord Jagannath help.
Sir It is very difficult to go against the system. But you will succeed definitely.
Jagarnatha apanakarapilamanakara mangala karantu
ସମାଜରେ ଭଲ ବୀକ୍ତି, ଅହିଂସା, ସତ୍ୟ, ଧର୍ମ, ଦୟା, ସେବାୟତ, ସଚ୍ଚୋଟ ଅଫିସର, କମିକମି ଯାଉ ଛନ୍ତି,,,, ଆଜ୍ଞା ଙ୍କ କଥା ଶୁଣି ସରକାରୀ ସେବାୟତଙ୍କ ପ୍ରତି ଅବହେଳା ଦେଖି ଦୁଃଖ ଲାଗୁଛି,,, ମୁଁ ସରକାରି ଅଧିନରେ ଥିବା ଅନେକ ଅଫିସର ଙ୍କୁ ଲାନ ଚ ଦେଲେ ମୋ କାର୍ଯ କରିଛନ୍ତି,,,, ଧନ୍ୟ ମନେ କରେ ଲା ନ ଚ ଖିଆ ଅଫିସରଙ୍କୁ କିନ୍ତ୍ ସବୁ ଅଫିସର ଅଧିକାରୀ ସମାନ ନୁହଁନ୍ତି,,,,
Bahut dukha ra bisaya.(sir Namaskar).
ସାର୍ ଆପଣଙ୍କ କଥା କେହି ସୁଣିବେନି। ସୋଚୋଟତା ର କିଛି ମୂଲ୍ୟ କିଛି ନାହିଁ।
ସାର୍ ନମସ୍କାର
🙏🙏🙏🙏❤❤❤❤
ଆଜ୍ଞା ଆପଣଙ୍କ ପରି ବ୍ୟକ୍ତିତ୍ୱଙ୍କୁ ଏପରି କରୁଛନ୍ତି ତ ଆମେ ସାଧାରଣ ଲୋକଙ୍କ ଅବସ୍ଥା......... ଧିକ ପ୍ରଶାସନ
ବହୁତ ଦୁଃଖ ଲାଗିଲା ବଡଭାଇ, ଆପଣଙ୍କ ପରି ଜଣେ ସରଳ ଓ ସଚ୍ଚୋଟ ବ୍ୟକ୍ତି ଙ୍କୁ ଆମ ଓଡିଶା ସରକାର ନ୍ୟାୟ ପ୍ରଦାନ ଜାଣିଶୁଣି କରୁ ନଥିବାରୁ, ଧନ୍ୟ ଆମ ସରକାର ଓ ଆମ ଓଡିଶାର ନ୍ୟାୟ ବ୍ୟବସ୍ଥା 😢😢
Sir prabhu apanka probelem solve heu
ଆପଣା କଂର ଜୀବନରେ ଅସୀମ ଦୁଃଖ,ଅବୋଶୋଷର, ହତାଶର ପ୍ରକୃତ କଥା ଗୁଡ଼ିକ ଶୁଣି ବହୁତ ଦୁଃଖ ଓ କାନ୍ଦ ଲାଗିଲା😂😂 ଦେଶ ରେ ଆଉ ବଞ୍ଚି ରହିବା ପାଇଁ ଏକ କଠିନ କାର୍ୟ୍ଯ... ସତ୍ଯ ଓ ନ୍ଯାୟ ମିଳି ବା ମଧ୍ଯ ମିଳି ପାରିବ ନାହିଁ 🙏🙏ଈଶ୍ବରଙ୍କୁ ଭରସା କରି ରହିବା 🕉🕉🙏🙏🕉🕉ଜୟ ଜଗନ୍ନାଥ🙏🙏🙏
govt should take immediate action
ସାର୍ ପ୍ରଭୁ ଜଗନ୍ନାଥ ସବୁ ଠିକ୍ କରିଦେବ।
Jay Jagannath swami 😭🙏.....he Ram sabu thik Kari diantu
ଦୁନିଆର ସବୁଠାରୁ ଯୋଗ୍ୟ ବ୍ୟକ୍ତିତ୍ୱ ଆପଣ। ଆପଣଙ୍କ ପାଇଁ ଓଡିଶା ଗର୍ବିତ କିନ୍ତୁ ସରକାରକୁ ଧିକ। ସାଇ ଆପଣଙ୍କୁ ଶକ୍ତି ଦିଅନ୍ତୁ। ସତ୍ ବଂଚିହୁଏ। ସାଇ ରାମ
,
👍.ରାଜ୍ୟ ସରକାର ସରକାରୀ କର୍ମଚାରୀ କୀଭଳି ପେନସନ ନପାଉ ସେଥିପାଇଁ ସୁପ୍ରିମ କୋଟ ପର୍ଯ୍ୟନ୍ତ ଯାଉଛନ୍ତି. ଏ ହେଉଚି ଜନ ମଙ୍ଗଳ ସରକାର. ଭୋଟ ନେଲା ବେଳେ ଗୋଡ଼ ଧରିବେ କହିବେ ଆମେ ସୁଶାସନ ଦେବୁ. ଏବେ ଜଣା ପଡୁଛି.
ନମସ୍କାର ଆଜ୍ଞା। ଆପଣଙ୍କର ସତ୍ ପଥ କୁ କୋଟି ପ୍ରଣାମ।
Corruption is so rampant we are ashamed of it.
ସଚ୍ଚୋଟତା ଯୋଗୁଁ ପିଲାମାନେ ରୋଜଗାରକ୍ଷମ ।ଏଣୁ ଦୀର୍ଘଜୀବି ହେବେ। ଏ ଦିନ ବଦଳି ଯିବ।
ଆପଣ ଅଯୋଗ୍ୟ ,ଅପଦାର୍ଥ ନୁହଁନ୍ତି, ଆମ ସମାଜ ର ଅମୂଲ୍ୟ ପଦାର୍ଥ।ସରକାରୀ କଳ ରୁ ନ୍ୟାୟ ପାଉନଥିବା ଅନେକ ଲୋକଙ୍କ ଦୁଃଖ, ଆପଣଙ୍କ ସ୍ଵର ରେ ହେଉଛି ଚରିତାର୍ଥ।
ଆପଣଙ୍କ ସ୍ପଷ୍ଟବାଦୀତା ସ୍ୱାଭିମାନ ସତ୍ୟପ୍ରତି ଅନୁରକ୍ତି ହିଁ ଆପଣଙ୍କ ଅଯୋଗ୍ୟତା.... ଆପଣଙ୍କ ସାଧୁତା ବିଜ୍ଞତା ଏବଂ ନୈତିକତା ଉତ୍ତରପୁରୁଷଙ୍କ ପାଇଁ ଏକ ଦିଗବାରେଣୀ ସମ ଯାଜୁଲ୍ୟ............
ପ୍ରଣାମ ମହାଶୟ 🙏❤️
ଜୟ ଜଗନ୍ନାଥ ସାର ।ଏକ ସଚ୍ଚୋଟ ଅଫିସର ପାଇଁ ବାଣପୁର ମାଟି ଆଜି ପର୍ଯ୍ୟନ୍ତ ଗର୍ବ କରିଆସୁଛି। ସତ୍ ପଥରେ ଚାଲି ଲେ କଣ ସତରେ ମଣିଷ ଅସୁବିଧା ରେ ପଡେ। ଏବେ ମୁଁ ଜାଣି ପାରୁଛି । ପ୍ରକୃତରେ ସତ୍ ରସ୍ଥାନ ଅସତ ନେଇ ଯାଇଛି ? ଶୁଣିଛି ଅପେକ୍ଷା ର ଫଳ ମିଠା। । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନିଶ୍ଚୟ ଅଳ୍ପ ଦିନରେ ଆପଣଙ୍କ ଫଳ ପ୍ରାପ୍ତ ହେବ। ଜୟ ଜଗନ୍ନାଥ।
ସାର୍ ଆଜି ର କଳିଯୁଗ ରେ ସତ୍ୟ ନ୍ୟାୟ କୁ ବହୁତ୍ ପ୍ରତାରିତ ହେବାକୁ ପଡୁଛି ଯାହା ଆପଣଙ୍କର ଘଟିଛି କିନ୍ତୁ ଗୁଟେ କଥା ସାର୍ କାଳିଆ ସବୁର ହିସାବ କିତାବ କରୁଛି🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏
ଅତ୍ୟନ୍ତ ଉଦବେଗ ଜନକ ଘଟଣା. କଷ୍ଟ ଲାଗୁଛି. ନିର୍ଲଜ ସରକାର ଓ ସରକାରୀ କଳ. ମୁଁ ଲାଞ୍ଚ ଦେଇନାହିଁ ବୋଲି ଅବସର ର ବାର ବର୍ଷ ପରେ ଆଜି ବି ମୋର ସରକାର ଉପରେ ଦୁଇ ଲକ୍ଷ ରୁ ଉର୍ଧ୍ଵ ବାକିଆ ଦରମା ପଡି ରହିଛି. ବିଲ ଦେଇ ଦେଇ ଥକି ପଡିଛି. ମୋର ଅପରାଧ ମୁଁ ଶିକ୍ଷକ ସଙ୍ଘଠନ ର ନେତୃତ୍ୱ ରେ ଥିଲି, ତେଣୁ ଲାଞ୍ଚ ନ ଦେବା ପାଇଁ ସଂକଳ୍ପ କରିଥିଲି. ଧନ୍ୟବାଦ.
ଆଜ୍ଞା,.. ସେମାନେ ଅଯୋଗ୍ୟ ବୋଲି ଯୋଗ୍ୟ ଲୋକଙ୍କୁ ସବୁବେଳେ ଦୁଃଖ କଷ୍ଟ ଓ ହଇରାଣ କରି ଥାନ୍ତି, କିନ୍ତୁ ସେମାନେ ଆତ୍ମସନ୍ତୋଷ ପାଇ ପାରିବେନାହିଁ, ସଚୋଟ ପଣିଆ ଟା ଈଶ୍ୱରଦତ୍ତ, Gene ରେ ଯାହାର ଯେମିତି ଅଛି ଆଜ୍ଞା 🙏🏼🙏🏼🙏🏼
ପ୍ରଣାମ । ଶୁଣିଥିବା ସବୁ ଅଧ୍ୟାୟ ପରି ଏହା ତଥ୍ୟ ପୂର୍ଣ୍ଣ ତଥା ରୁଚିକର। ମୁଁ ୨୦୧୬ ରେ ଅବସର ନେଲି । ସ୍ବଅନୁଭୂତିରୁ ଏତିକି କହିବି ଯେ, ସତ ବାଟରେ ଚାଲିଥିବା ଲୋକର ସାମଗ୍ରିକ ଜୀବନରେ ଯେଉଁ ସୁଖ, ଶାନ୍ତି, ସମ୍ମାନ, ସନ୍ତୋଷ ପ୍ରାପ୍ତ ହୁଏ, ତାହା ଅବାଟର ପଥିକ ଜୀବନରେ ଅପ୍ରାପ୍ୟ, ଦୁର୍ଲ୍ଲଭ ନିଶ୍ଚୟ !
ଆମକୁ ତ ଆମ ପୂର୍ବ ଜନ୍ମର କର୍ମ ଫଳ ଭୋଗିବାକୁ ଅବଶ୍ୟ ପଡ଼ିବ । ତା ସତ୍ବେ, ଏ ସଂସାରରେ ସତ୍ ବାଟୋଇର ଜୀବନ, ତୁଳନାତ୍ମକ ଭାବେ ବହୁତ ଲାଭ ପ୍ରଦାୟକ ଓ ନିଶ୍ଚିତ ଉଚ୍ଚସ୍ତରୀୟ!!
ଆମକୁ ଗ୍ରହଣ କରିବାକୁ ହେବ ଯେ: ଏ ଜୀବନର ସାଧୁତା ନିଷ୍ଫଳ ନୁହେଁ, " ମୁଣ୍ଡ ଉପରେ ବଡ଼ ପଥର ଟିଏ ବଦଳରେ ଛୋଟ ଗୋଡ଼ିଟିଏ ପଡିଲା ମାତ୍ର !!!"
ବଂଶୀଧର ମହାପାତ୍ର
ସାହିତ୍ୟ ନିବାସ
୯୦୯୦୯୪୯୧୪୫
ସତ୍ ଓ ସଚ୍ଚୋଟ ଲୋକ ର ସ୍ଥାନ ନାହିଁ। ଭଗବାନ ଅଛନ୍ତି। ବହୁତ ଅନ୍ୟାୟ ବଢ଼ି ଯାଉଛି। ବିଚାରାଳୟ ରେ ବିଚାର ନାହିଁ।
Sir pranm jay shree jaganath
Good man always to be punished and bad man takes pride. This is our extra good governance.
ଜୟ ଜଗନ୍ନାଥ,ପ୍ରଣାମ ସାର,ଆଜିକାଲି ନ୍ୟାୟବାନ, ସଚ୍ଚୋଟ ଲୋକମାନେ ହିଁ ଅନ୍ୟାୟର ଶିକାର।ସେମାନଙ୍କ କଷ୍ଟ,ଯନ୍ତ୍ରଣା କେହି ବୁଝନ୍ତି ନାହିଁ, ଓଲଟି ସମାଲୋଚନା କରନ୍ତି।ଆପଣ କିଛି ଲୋକଙ୍କ ଦୃଷ୍ଟିରେ ଅଯୋଗ୍ୟ ହେଇପାରନ୍ତି,କିନ୍ତୁ ଆପଣଙ୍କ ଭଳି ବ୍ୟକ୍ତିତ୍ବ ଏ ସମାଜରେ ବିରଳ ସାର🙏🙏
Satya katha
I am a blockgrand retired teacher.I am also not getting the pensionary benifeet.lt is agreat regrate for you.
Speech less Sir
Really sir you are a honest person in our state 🙏🙏🙏
Apana mohan sir
ଧିକ୍ ଏ ସରକାର। I express deep solidarity with Vaishnava Babu and demand before the government of Odisha to pay all his dues with interest.
Sata katha
Jay jagannatha
🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 ହଁ sir ଭଗବାନ ଆପଣଙ୍କୁ ବହୁତ ଦେଇଛନ୍ତି,ମନ ଦୁଃଖ ନ କରି ଅବଶିଷ୍ଟ ସମୟ ହରି ନାମ ଜପ କରି ଖୁସିରେ ରୁହନ୍ତୁ 🙏🏼🙏🏼🙏🏼🙏🏼
ଏହା ଏକ ହୃଦୟ ବିଦାରକ ଘଟଣା। ଏ ସବୁ ଭିତରେ "ମୁଁ" ନୁହେଁ "ଆମେ" । ଆମେ ସମସ୍ତେ ଏହି ଅବୁଝା ବୁଝାମଣାର ଶିକାର। ଆମେ ସମସ୍ତେ inefficient.
ଗଭୀର ଯନ୍ତ୍ରଣାଦାୟକ।
ଧନ୍ୟ ଓଡ଼ିଶା ସରକାର।
ଯଦି ଅଫିସର ହେବେ କୋଢିଆ,
ତେବେ କେମିତି ବଢିବେ ଓଡ଼ିଆ?
5t secretary should see and hear the transparency in odisha
ସାର, ପ୍ରଣାମ🙏
ଆପଣଂକର ଶିକ୍ଷା ଓ ସାହିତ୍ୟ କ୍ଷେତ୍ର ରେ ଯେତିକି ଅବଦାନ ରହିଛି ସେ ସବୁ ମୋ ଭଳି ସାଧାରଣ ଲୋକ କହିବାକୁ ମୁଢ ମନେକରୁଛି।
ଏଥିପାଇଁ ଅଧିକ ଦାୟୀତ୍ୱ ନେବାକଥା ଆମ ୨୫ ବର୍ଷର ବିକାଶ କରିଥିବା ସରକାର। ୫ ବର୍ଷର ଶାସନ କାଳରେ ଆମ ସମ୍ବିଧାନରେ ଥିବା ନିୟମ ଅନୁସାରେ ମନ୍ତ୍ରୀ ବିଧାୟକ ମାନେ ସେହି ବିଭାଗ କୁ ସୁଧାରିବାକୁ ଆସନ୍ତି। କିନ୍ତୁ ଆଜିକାଲି ବାପ ପରେ ପୁଅ ସିହାଂସନ ସମାଳିବା ପାଇଁ ପ୍ରଜାକୁଂ ମନୋରଜଂନର ମାଧ୍ୟମ କରି ନୀତିନିୟମ କୁ ଭଂଗ କରୁଛନ୍ତି।
ଆପଣଂକ କ୍ଷୋଭ ନିହାତି ବାହାରକୁ ଆସିବା ଦରକାର କାରଣ ଦୁନିଆରେ ଏତେ ପରିଚିତ ଥାଇ ଏଭଳି କଷ୍ଟ ଭୋଗୁଛନ୍ତି ତାହେଲେ ଜଣେ ସାଧାରଣ ସରକାରୀ ଚାକିରିଆକୁ ଲାଂଚ ଦେବାକୁ ବାଧ୍ୟ କରଉଛନ୍ତି।
Sir Namaskar 🙏
ବୈଷ୍ଣବ ବାବୁ, ନମସ୍ତେ । ଥରେ ମୁଖ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ସବୁ ଜଣାନ୍ତୁ ।
Apananka dukha re ame mriyaman kintu eswara apananku sakti dabe apana Amara chira namasya
Salute
Sir apanku kotipranam, Agandia Rajanku Palachunta mantri, Jay Raja Jay mantri.
ଆପଣଙ୍କ ପାଇଁ ଆମ୍ଭେ ଗର୍ବିତ । 🌻🙏🏼🌹
😂 ଆପଣ ଙ୍କ ସଚୋଟ ପଣିଆ କୁ ମୁଁ ସ୍ଵାଗତ ଜଣାଉଛି ।
ବହୁତ ଦୁଃଖ ଲାଗିଲା ଆଜ୍ଞା ଆପଣଙ୍କ ସହିତ ହୋଇ ଥିବା ଅନ୍ଯାୟ ପାଇଁ ।
ବହୁତ୍ ଦୁଃଖ ଲାଗୁଛି ଆପଣଙ୍କ ସମସ୍ୟା ଶୁଣି । ବର୍ତମାନ ର ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ନୀତି ଗ୍ରସ୍ତ । ଏଠି କହିବା କାହାକୁ ଶୁଣିବ କିଏ ।
ଅଜ୍ଞା ପ୍ରଣାମ
କେହି ଆପଣ ଙ୍କ ଦୁଃଖ ଶୁଣୁ ନାହାଁନ୍ତି....ବାରମ୍ବାର ପ୍ରଚେଷ୍ଟା ସତ୍ତ୍ୱେ
ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଛି ଆପଣ ଙ୍କ ସମସ୍ୟା ର ସମାଧାନ ହେଉ....🙏🙏🙏
The reason of not allowing pension is not disclosed.
Loke pilamane IAS paile garba karanti kintu bapama chinta karibare bisaya je tanka pilati lanchua haba na desa vakta
ମୁଁ କେବଳ ଆପଣଙ୍କ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିପାରିବି । ଜୟ ଜଗନ୍ନାଥ 🙏🙏🙏
ବହୁତ ସୁନ୍ଦର ଲାଗୁଛି ଆପଣଙ୍କ ବ୍ୟାଖ୍ୟା
This i shall write to president of India
ଲେ ନବିନା ଟିକେ ପଛକୁ ଅ ନା। ପଛରେ ଅଛନ୍ତି ସଚୋଟ ନନା ।।ଧନ୍ୟ ହେ ନବୀନ ସରକାର ।sir ଙ୍କ ଦୁଃଖ ଟିକେ ଶୁଣିମା ହେଉ ମଣୀମା ।ହେ ପ୍ରଭୁ ଏ ନବୀନ ସରକାର କୁ ସଦବୁଦ୍ଧି ଦିଅ ।
ସାର, ଆପଣଙ୍କୁ କୋଟି ନମସ୍କାର, ଆପଣଙ୍କ ପ୍ରକୃତରେ ମୋ ପରି ଅନ୍ତର୍ନିହିତ ଶକ୍ତିକୁ ଲୁଚାଇଥାଇ ବର୍ତ୍ତମାନ ଜନସାଧାରଣ ଜାଣିବା ପାଇଁ ପ୍ରକାଶ କରିଛନ୍ତି।ଅପଣଙ୍କ ଉକ୍ତି ଶୁଣି ମୋ ପ୍ରାଣ ତରଳି ଯାଇଛି।
ଧନ୍ୟ ଆପଣ 🙏
ଜୋର ଯାର ମୁଲକ ତାର.... ଯନ୍ତ୍ର ଯୁଗରେ ସମସ୍ତେ ଟଙ୍କା ଓ ସ୍ୱାର୍ଥ ଖିଆ ଯନ୍ତ୍ର ତେଣୁ କୌଶଳ ଆପଣେଇକି କାମ କରେଇପାରିଲେ ବଞ୍ଚିକି ରହିବ ନହେଲେ ସରିଲା
ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ କଣ କରୁଛି?????
You are the great personality of Odisha.
Salute Sir🙏
ବଡ ଦୁଃଖର କାହାଣୀ ସାର ଆପଣଙ୍କର,,ଆପଣ ସଚ୍ଚୋଟ ସରଳ, ଭଲ ମଣିଷ ନା କି ବଡ ଲୋକ,,ଯିଏ ଏ ମାର୍ଗରେ ଥାଏ ସେ ଆଜିକାର ଦୁନିଆରେ ଅପଦାର୍ଥ,,ଆପଣଙ୍କର ଫଳ ଭଗବାନ ଦେବେ,,ଆପଣଙ୍କ ସଚ୍ଚୋଟ ପଣିଆ ଆଗରେ ସବୁ ଚୋରଙ୍କ ଚକ୍ରବ୍ୟୁହ ଫେଲ ମାରିବ,,ସମୟ ଦରକାର ସାର,,ସମୟ ହିଁ ବଡ ବଳବାନ। 50000 ପାଉଥିବା ଲୋକ ଏତେ ଧନି କିପରି
ଆପଣଙ୍କ ଦୁଃଖ ମୁଁ ଅନୁଭବ କରି ପାରୁଛି
ଭାଗବାନ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା, ଆପଣଙ୍କୁ ଆପଣଙ୍କ ର ପ୍ରାପ୍ୟ ଯାଥା ଶୀଘ୍ର ମିଳି ଯାଉ