ପିଲାଏ ଶିଖନ୍ତି କେମିତି ? Samaj O Sanskruti | Baishnaba Charan Mohanty | Odisha365 | How Children Learn

แชร์
ฝัง
  • เผยแพร่เมื่อ 5 ม.ค. 2025

ความคิดเห็น • 68

  • @rasmitamaharathy6734
    @rasmitamaharathy6734 ปีที่แล้ว +28

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ଭାବରେ ବୁଝାଇ ଥିବାରୁ. ମୁଁ ମଧ୍ୟ ଜଣେ ମା, ମୋର ଗୋଟେ ପୁଅ. ଯାହାର ବୟସ ଏବେ ଦଶବର୍ଷ. ଆମେ ଆମ ଛୁଆକୁ ଯେତିକି ଶିଖେଇବା କଥା ଶିଖାଉ କିନ୍ତୁ ସେ ଆମକୁ ଅନୁକରଣ କରି ବହୁତ କିଛି ଶିଖୁଛି.ଆମେ ସବୁବେଳେ ଆଧ୍ୟାତ୍ମିକ ଦିଗକୁ ଗୁରୁତ୍ୱ ଦେଉ ଏବଂ ନିଜ ମାତୃଭାଷା ଏବଂ ନିଜ ମାତୃଭୂମିକୁ ଗୁରୁତ୍ୱ ଦେଉ, ସେ ମଧ୍ୟ ସେୟା ହିଁ କରୁଛି. ପାଞ୍ଚ ବର୍ଷ ବୟସରୁ ଆମେ ତାକୁ " ଗଣେଶ ଏବଂ ସରସ୍ବତୀ ମାଙ୍କର " ସ୍ତୁତି ଶିଖେଇଲୁ ତାପରେ ଧୀର ଧୀରେ ହନୁମାନ ଚାଳିଶା ପାଠ କରିବା, ଘରେ ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କୁ ପୂଜା ପ୍ରାର୍ଥନା କରିବା, ଏବେ ଶ୍ରୀମଦ ଭାଗବତ ପାଠ କରୁଛି. ଆମେ ମଧ୍ୟ ସବୁବେଳେ ତାକୁ ମନ୍ଦିର ମାଳିନୀ ବେଶୀ ସମୟ ନେଉ. ମୁଁ ଯେତେବେଳେ ଟିଭି କିମ୍ବା ମୋବଇଲ ଦେଖେ, ଆଧ୍ୟାତ୍ମିକ ଜିନିଷମାନ ଦେଖେ ସେ ମଧ୍ୟ ମୋତେ ଅନୁକରଣ କରି ବେଶୀ ଆଧ୍ୟାତ୍ମିକ ଗୁଣାବଳୀକୁ ବେଶୀ ପ୍ରାଧାନ୍ୟ ଦେଉଛି. ମୁଁ ଭଗବାନଙ୍କୁ ସବୁବେଳେ କୁହେ ପ୍ରଭୁ ମୋତେ ଯେଉଁ ସନ୍ତାନଟିଏ ଦେଇଛ ସେ ସବୁବେଳେ ଉତ୍ତମ ଚରିତ୍ରବାନ ମଣିଷଟିଏ ହେଉ, ସଂସାରର ମଙ୍ଗଳ କାମନାରେ ନିଜକୁ ସଦା ନିୟୋଜିତ କରୁ. ସବୁଠୁ ଆଶ୍ଚର୍ଯ୍ୟର କଥା ମୋ ଛୁଆ ଏବେ ଆମକୁ ଆଧ୍ୟାତ୍ମିକ ଶିକ୍ଷା ଦେଉଛି, ଯେତିକି ଆମେ ଜାଣି ନାହୁଁ, ସେ ଆମକୁ ଶିଖଉଛି. ଯଦି ପିତାମାତା ଚାହାଁନ୍ତି ତାଙ୍କ ଛୁଆ ସତରେ ଜଣେ ଭଲ ମଣିଷଟିଏ ହୋଇପାରିବ ଏଥିରେ କୌଣସି ସନ୍ଦେହ ନାହିଁ. ସବୁଠାରୁ ଖୁସିର କଥା ବର୍ତ୍ତମାନ ମୋ ଛୁଆ ଭିତରେ ଭଗବାନ ଏତେ ସୃଜନଶୀଳତା, ସହିଷ୍ଣୁତା ଭରିଦେଇଛନ୍ତି ତାହା ଦେଖିଲେ ମୋତେ ବହୁତ ଖୁସି ଲାଗେ. ସେ ଏବେ ଏତେ ଛୋଟ ହେଇକି ବି ସବୁବେଳେ ଭଗବାନଙ୍କର ସୁନ୍ଦର ଛବିଚିତ୍ର, ମୂର୍ତ୍ତି କାମ କରୁଛି. ଶେଷରେ ଏତିକି ମତ ରଖିବି ସବୁ ବାପାମା ନିଜ ଛୁଆକୁ ଆଧ୍ୟାତ୍ମିକବାଦୀ କରାନ୍ତୁ, ଉଚିତ ସଂସ୍କାର ଦିଅନ୍ତୁ, ଅନ୍ୟକୁ ସାହାଯ୍ୟ ଏବଂ ଉପକାର କରିବା ଗୁଣ ଶିଖାନ୍ତୁ ଏବଂ ସବୁବେଳେ ନିଜେ ପ୍ରଥମେ ଭଲ କାମ ହିଁ କରନ୍ତୁ. ଦେଖିବେ ଆମ ସମାଜ ବହୁତ ସୁନ୍ଦର ହେବ, ଶୃଙ୍ଖଳିତ ହେବ. ଟଙ୍କା ପଇସା ଧନ ଏସବୁ କ୍ଷେଣିକ ସୁଖ ଦିଏ ଚିରନ୍ତନ ନୁହେଁ. ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏🙏

    • @bhabanidei2158
      @bhabanidei2158 ปีที่แล้ว

      V

    • @arabindanayak5404
      @arabindanayak5404 ปีที่แล้ว

      ମା ଧନ୍ୟ ତୁମେ ଓ ଧନ୍ୟ ଆପଣଙ୍କ ସଂସ୍କାର, ଜୟ ଜଗନ୍ନାଥ

    • @bharatmahanta1241
      @bharatmahanta1241 ปีที่แล้ว +1

      ପୁଣ୍ୟ ର ଭୂମି ଭାରତ।ସତରେ ବହୁତ୍ ଖୁସି ଲାଗୁଚି ।ଏଇ ମା ଭଳି ଆମ ସବୁ ମା ହେଇଯାନ୍ନ୍ତୁ... 🙏🙏🙏।
      If you educate a man, you educate an individual. But if you educate a woman, you have educated a nation.”

    • @srstatus1243
      @srstatus1243 ปีที่แล้ว

      😅

    • @srstatus1243
      @srstatus1243 ปีที่แล้ว

      😊😊😊😊😊

  • @NidhiSwain-q6r
    @NidhiSwain-q6r 11 วันที่ผ่านมา +1

    Healthy tips for healthy social life

  • @chakradharasahu9782
    @chakradharasahu9782 ปีที่แล้ว +5

    ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ଆପଣଙ୍କ ସୁନ୍ଦର ସୁନ୍ଦର କଥା ଏମିତି ଶୁଣି ବାକୁ ମିଳୁଥାଉ।

  • @gayatrimuni2096
    @gayatrimuni2096 11 หลายเดือนก่อน

    Abhut Sundar katha kahuchanti sir bahut atmatrupti laguchi apananka Katha sunile😇😇😇😇

  • @biswanathkar2758
    @biswanathkar2758 ปีที่แล้ว +2

    ଧନ୍ୟବାଦ ଆଜ୍ଞା. ଆପଣ ସୁସ୍ଥ ଓ ନିରୋଗ ରହି ସମାଜ ସୁଧାରିବା କାର୍ଯ୍ୟକ୍ରମ ଜାରିରଖନ୍ତୁ. 🌹🌹🙏🙏

  • @thirdeye9492
    @thirdeye9492 ปีที่แล้ว +3

    ଧନ୍ୟବାଦ ମହାଶୟ ପ୍ରଣାମ 🙏❤️

  • @nityaswarups111
    @nityaswarups111 ปีที่แล้ว +3

    Baishnab Sir nka katha khub sundor

  • @lidoratha9920
    @lidoratha9920 ปีที่แล้ว

    Bahut sundar.

  • @sabitaswain5513
    @sabitaswain5513 ปีที่แล้ว +2

    ଆଜ୍ଞା ପ୍ରଣାମ
    ବହୁତ୍ ସୁନ୍ଦର ଉପସ୍ଥାପନା

  • @bharatchandrabarik5921
    @bharatchandrabarik5921 ปีที่แล้ว +1

    ଆପଣ ମାନଙ୍କ ଭଳି ମଣିଷ ଆଜିକା ସମାଜ ପାଇଁ ଆବଶ୍ୟକ , ଆପଣମାନେ ସମାଜ ପାଇଁ ସମର୍ପିତ ବ୍ୟକ୍ତିତ୍ୱ , ଆପଣ ମାନେ ଆମର ଗର୍ବ

  • @bijaykumardhal1006
    @bijaykumardhal1006 11 หลายเดือนก่อน

    ଆପଣଙ୍କ ପରାମର୍ଶ ହୃଦୟସ୍ପର୍ଶୀ। କିନ୍ତୁ ସମସ୍ତଙ୍କ ପିଲାମାନେତ ବିଦେଶରେ ରହନ୍ତି ନାହିଁ। ସାଧାରଣ ଲୋକଙ୍କ ପାଇଁ ଆପଣ କିଛି ମୂଲ୍ୟବାନ ବାର୍ତ୍ତା ରଖନ୍ତୁ।

  • @sanjibkumar80
    @sanjibkumar80 ปีที่แล้ว +1

    Khub sundara byakhaano mahasaya..
    Jadi sabu pita mata ehaaro odha b sachetana heijibe samaaj badalijibo..
    Rama rajya feriaasibo 🙏

  • @mssucheta7652
    @mssucheta7652 9 หลายเดือนก่อน

    ସୁନ୍ଦର ବାର୍ତ୍ତା। ଧନ୍ୟବାଦ ଆଜ୍ଞା।

  • @naiksurendra8065
    @naiksurendra8065 ปีที่แล้ว

    Pranam sir, samaaj pain apanka bhali teacher abasyak🙏

  • @Sanjukta-l2y
    @Sanjukta-l2y 9 หลายเดือนก่อน

    You are great sir

  • @santoshkumarnayak2143
    @santoshkumarnayak2143 ปีที่แล้ว

    ବହୁତ ସୁନ୍ଦର ଲଗିଲା

  • @ranjitbehera4815
    @ranjitbehera4815 ปีที่แล้ว +4

    ବହୁତ ବହୁତ ଧନ୍ୟବାଦ ସାର୍ ଆପଣ ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇଥିବାରୁ 🙏🏻❤️🙏🏼

    • @AjayKumar-qq2ez
      @AjayKumar-qq2ez ปีที่แล้ว

      Apana ku mor koti pranam ehi sandesh penei

  • @subhrajit5847
    @subhrajit5847 ปีที่แล้ว +2

    🙏🙏🙏🙏Jay Jagannath 🌹🌹🌹🌹
    Dhanyabad Sir🙏🏻

  • @SusamaNayak-mb4xd
    @SusamaNayak-mb4xd ปีที่แล้ว

    Bhai apankar barta samaja pani bahut sikhyaniya pilamane manile samaja re paribartan nischya asiba👃

  • @sasadharnayak650
    @sasadharnayak650 ปีที่แล้ว +2

    Good news for Us

  • @leepusahoo3294
    @leepusahoo3294 ปีที่แล้ว +3

    Sir 🙏
    ଆପଣଙ୍କ vedio ଭଲ ଲାଗେ

  • @LISTENBHARAT
    @LISTENBHARAT ปีที่แล้ว +2

    Sir, You are absolutely right🙏🙏.

  • @AjitKumar-nr7ot
    @AjitKumar-nr7ot ปีที่แล้ว

    ବହୁତ ସୁନ୍ଦର ଲାଗିଲା। ଆଗକୁ ଏଭଳି ଭଲ ନୀତିବାଣୀ ଶୁଣାଇ ଚାଲନ୍ତୁ। ଜଗନ୍ନାଥ ଆପଣଙ୍କ ଙ୍କୁ ଭଲରେ ରଖନ୍ତୁ।

  • @susilanayak7332
    @susilanayak7332 11 หลายเดือนก่อน

    Exlent Sir

  • @pranatipatra23
    @pranatipatra23 ปีที่แล้ว +3

    Great guidance.may it inspires self indulged parents to transform into self aware gurdians.

  • @pinusgamingworld6626
    @pinusgamingworld6626 ปีที่แล้ว

    Apananka niti bani bahut sundara

  • @bandhubabu2324
    @bandhubabu2324 10 หลายเดือนก่อน

    ଅତି ସୁନ୍ଦର ଚାନେଲ 🙏

  • @PuspakKumarMohanty
    @PuspakKumarMohanty 2 หลายเดือนก่อน

    NAMASKAR.

  • @ramramprebhuje...8077
    @ramramprebhuje...8077 ปีที่แล้ว +1

    jay jagannath prebhu je...🚩💐🙏😃💙

  • @sasadharnayak650
    @sasadharnayak650 ปีที่แล้ว +1

    Jay shree Jaganath Mahaprabhu Jay Jaganath Sir

  • @kartik_bhuyan_tapu
    @kartik_bhuyan_tapu ปีที่แล้ว +2

    ପ୍ରାୟ ଗାଁ ରେ ଏ ସବୁ ଭଲ ପରମ୍ପରା ଦେଖାଯାଏ ,ସେତେ ଆଉ ନାହିଁ କିନ୍ତୁ କିଛି କିଛି ଅଛି ।ମୁଁ ଜଣେ joint family ଆସିଥିବା ପିଲା । ଗାଁ ର ଚାଲିଚଳନ ମୁଁ ବହୁତ enjoy କରେ ଯେବେ ଗାଁ କୁ ଯାଏ। ଗାଁ ହିଁ ସ୍ବର୍ଗ ମୋ ପାଇଁ କିନ୍ତୁ ରହିପାରୁନି ।

  • @niranjanbehura5258
    @niranjanbehura5258 ปีที่แล้ว

    ଏ ସମୟ କୁ ନେଇ ବଢିଆ ଉପସ୍ଥାପନା ଦେଇ ଥିବା ରୁ ଅଶେଷ ଅଶେଷ ଧନ୍ୟବାଦ

  • @MsSnehanshu
    @MsSnehanshu ปีที่แล้ว

    ମନେପଡେ ଆଜି ହାଇସ୍କୁଲ ଶିକ୍ଷକଙ୍କ କଥା, "ବଡ ମଣିଷ ହୁଅ, କିନ୍ତୁ ଭଲ ମଣିଷ ହୁଅ "।

  • @drawwhitad842
    @drawwhitad842 ปีที่แล้ว

    Sir apana bahut bhalo katha kahile ❤

  • @priyacharandas653
    @priyacharandas653 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ
    ଶ୍ରୀମଦ୍ ଭଗବତ୍ ଗୀତା ରେ ବିଭୁତି ଯୋଗରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ବିଦ୍ୟା ମଧ୍ୟରେ ମୁଁ ହେଉଛି ଅଧ୍ୟାତ୍ମ ବିଦ୍ୟା । ବର୍ତ୍ତମାନ ସମୟରେ ବିଦ୍ୟାଳୟ ରେ ମ୍ଲେଛ ଭାଷାରେ ପାଠପଢ଼ା ଯାଉଛି । ପାଶ୍ଚାତ୍ୟ ଶିକ୍ଷା ଏବଂ ବେଶ ଭୂଷା କୁ ପ୍ରାଧାନ୍ୟ ଦିଆଗଲା । ରାମାୟଣ, ମହାଭାରତ ଏବଂ ପୁରାଣ ଶାସ୍ତ୍ର କୁ ଅଣଦେଖା କରାଯାଉଛି । ଏଥିପାଇଁ ଯୁବପିଢି ଧିରେଧିରେ ଭାରତୀୟ ବୈଦିକ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି

  • @mayadharyadav9640
    @mayadharyadav9640 ปีที่แล้ว

    ନମସ୍କାର ସାର୍, ଶୁଭ ଅପରାହ୍ନ। ମୋର ବାପା ଚାଲିଗଲା ପରେ ଏପରି ସବୁ କଥା ଶୁଣିବା ପାଇଁ ମିଳୁ ନ ଥିଲା । ସାର୍ ଆପଣଙ୍କର କଥା ଶୁଣି ମୋର ବାପାଙ୍କୁ ମନେ ପଡ଼ିଗଲା ମୋର ମା ବାପା ଥିଲା ସମୟରେ ବହୁତ ଲୋକମାନେ ଆମ ଘରକୁ ବୁଲି ଆସୁଥିଲେ । ମା ବାପା ଚାଲିଗଲା ପରେ ଆମ ଘରକୁ ବନ୍ଧୁବର୍ଗ କିଏ ଆସୁ ନାହାନ୍ତି।

  • @brahmotripanda1231
    @brahmotripanda1231 ปีที่แล้ว +1

    Thank you so much sir 🙏

  • @apkstatus9807
    @apkstatus9807 ปีที่แล้ว

    Sir thik kahichanti❤❤🙏🏻🙏🏻

  • @jagamohandalai1000
    @jagamohandalai1000 ปีที่แล้ว

    Thanks sir for ur support

  • @diptimayeesingh6284
    @diptimayeesingh6284 ปีที่แล้ว +1

    Sir 🙏🙏♥️♥️

  • @odiabloggersandhya1187
    @odiabloggersandhya1187 ปีที่แล้ว +1

    Pranam sir🙏

  • @basantinayak1660
    @basantinayak1660 ปีที่แล้ว +1

    Sir Right katha

  • @avi6533
    @avi6533 ปีที่แล้ว

    Nice sir 🙏🙏

  • @madhuparida3830
    @madhuparida3830 ปีที่แล้ว

    Tq so much sir 🙏🙏🙏

  • @ashutoshgharai-kr7bx
    @ashutoshgharai-kr7bx ปีที่แล้ว

    Real fact sir

  • @hbrpresent5782
    @hbrpresent5782 ปีที่แล้ว +1

    ମହାଶୟ ଭଲ କଥା କହିଲେ,

  • @pramodkumartripathy4153
    @pramodkumartripathy4153 ปีที่แล้ว

    ଆପଣଙ୍କୁ ଶତ ନମନ

  • @ramramprebhuje...8077
    @ramramprebhuje...8077 ปีที่แล้ว +1

    🙏

  • @telengainternationalexport6050
    @telengainternationalexport6050 9 หลายเดือนก่อน

    Apana prati ti situation sahita jadita achhanti au feel b karichhanti boli kahuchhanti

  • @rakeshmohanty8683
    @rakeshmohanty8683 ปีที่แล้ว

    SIR NAMASKAR AND THNKU VERY MUCH FOR YOUR PRICELESS ADVICE. SIR I DO MAXIMUM THINGS WITH MY SON WHAT YOU MENTIONED IN YOUR MASTER PIECE ARTICLE.

  • @prabodhadas3820
    @prabodhadas3820 ปีที่แล้ว +1

    ଗରିବ ହୃଦୟରେ ମହାନତା
    ଜୟ ଜଗନ୍ନାଥ 🙏

  • @diptiranjankar1539
    @diptiranjankar1539 ปีที่แล้ว

    Sir ebe vala school bi ta nahi. Sabu convent school.

  • @sarojkumarbehera8734
    @sarojkumarbehera8734 ปีที่แล้ว +1

    Frustrated man spreading frustratration and negativity all around. Is he qualified to speak on education and character building ? This man has failed to change with changing times. Perhaps he has not crossed the boundaries of the state.He is living with old mindset and unable to cope with modern times. Poor Frustrated man . Stop spreading negative feelings.

    • @saraswatisevasangathangunu4308
      @saraswatisevasangathangunu4308 ปีที่แล้ว +1

      ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ
      ଏ କଥାରେ ମହତଙ୍କ କି ଯାଏ କି ଆସେ ।।

    • @badalclasses.4919
      @badalclasses.4919 หลายเดือนก่อน

      You are mad

    • @akashmishra9209
      @akashmishra9209 28 วันที่ผ่านมา

      True. Frustrated self proclaimed "know it all"

  • @sarojkumarbehera8734
    @sarojkumarbehera8734 ปีที่แล้ว

    He's going spoil odisha with odia children and their future.