Love you my lovely small brother laba from Mayurbhanj Odisha All odia proud for laba No service.No business but our laba visited many countries so we are very happy I pray to lord Jagannath for my brother laba he is successful to beutiful journey. God bless you my brother ❤️ you
Bahut bahut dhanyawad laba bhai Aapana ate sara parisram karu sara desara sabu kichi amoku dekhi paruchanti jaha sabu achi . Aame ghare basi ame sabu dekhi paruchu . love you and god bless you .
ମୁଁ ପିରାମିଡ୍ ବିଷୟରେ ବହିରେ ପଢିଥିଲି,ହେଲେ ଆଜି ଲବ ଭାଇ ତୁମ video ମାଧ୍ୟମରେ ଓଡ଼ିଶାବାସୀ ଦେଖିପlରୁଛନ୍ତି,ତେଣୁ ତୁମକୁ ସତ ସତ ଧନ୍ୟବାଦ୍
Good 🎉
I am also read in book
@@SuryakantiMallickSurya bhai tame odia heiki odia tk kuha ama bhasa ku tk respect dia pls ❤
ବହୁତ ବହୁତ ଧନ୍ଯବାଦ ଲବ ଭାଇ ଏତେ ସୁନ୍ଦର ସ୍ଥାନ ଓ ଦେଶମାନଙ୍କର Lifestyle, Growth ଆଉ ସୁନ୍ଦର ଭାବରେ କିଛି ନୂଆ ଶିଖାଉଥିବାରୁ ❤
ଧନ୍ୟବାଦ ଲାଭ ବ୍ରୋ ପିରାମି ପାରୁନ ର ସମୟ ରେ ତିଆରି ହେଲା 🎚️✝️ପବିତ୍ର ଭାଇବେଲ ରେ ଲେଖା ଅସୀ ❤❤❤❤❤❤👌👌
ବାରିପଦା ପିଲା ହଜାରି ପକାଅ ❤👍🏻
Mu
Mg
ସୁନ୍ଦର ଅତି ସୁନ୍ଦର ତମକୁ ଧନ୍ୟବାଦ ❤️❤️❤️
Love you my lovely small brother laba from Mayurbhanj
Odisha All odia proud for laba
No service.No business but our laba visited many countries so we are very happy
I pray to lord Jagannath for my brother laba he is successful to beutiful journey. God bless you my brother ❤️ you
ସତରେ ଲବ ଭାଇ କନ୍ କନ୍ ନ ଦେଖ।ଉଛ ପୃଥିବୀ ର। ସତରେ u re great
ଲବ ବାବୁ ତୁମକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ତୁମକୁ ଯେତେ ପ୍ରଶଂସା କଲେ ବି କମ୍ ହେବ I ଆଗକୁ ଆଗକୁ ମାଡି ଚାଲ ...
ଧନ୍ୟବାଦ ଲଵ ଦାଦା❤❤❤❤
ଭାଇ ମୁଇ ଆଜି ପହେଲା ଦେଖୁଛେଁ ଲାଇକ୍ ଟେ ହେଉ
Nice ❤❤❤❤ bhai
Love you bhai ❤️❤️❤️❤️❤️ ମୁଁ ଲାଇକ କରିଛି
Nice🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻 ଭାଇ
Number van video gana
Lo bhai bhayankar
ଭାଇ ବହୁତ ଭଲ କରୁଛ
ଏହି ଭିଡିଓ ଦେଖିବା ପାଇଁ ମୁଁ wait କରି ଥିଲି thankyou 😊
Hi
ଲବଭାଇ ଆମ ଓଡ଼ିଶା ରେ no1 Hero ☺️☺️
ବହୁତ ସୁନ୍ଦର vlog ♥️♥️♥️
ଆଜି ମୋର ଜନ୍ମଦିନ ମୋତେ ଟିକେ ଆଶୀର୍ବାଦ କରନ୍ତୁ ସମସ୍ତେ 🥰🥰🥰
ଜୀବନରେ ହୁଏତ ପିରାମିଡ଼ ଦେଖିବା ସମ୍ଭବ ହୋଇପାରି ନ ଥାନ୍ତା.... ତୁମ ପାଇଁ ହିଁ ସମ୍ଭବ ହେଲା... ଧନ୍ୟବାଦ ଲବ ଦା 👍👍❤️
ବାତ୍ୟା ଦାନା ରେ କ୍ଷୟ କ୍ଷତି ହେଇଥିବା family ପାଇଁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି "ଜୟ ଜଗନ୍ନାଥ"ସେମାନଙ୍କୁ ଭଗବାନ ଭଲରେ ରଖନ୍ତୁ😢
Dhanyawad ♥️ Pyramid ⛰️ Dekheithibaru 🤗
Thanks
Really bahut sunder video nice place
ଏମିତି ଭିଡିଓ ଦେଖାଇ ବହୁତ୍ ଧନ୍ୟବାଦ୍
ଧନ୍ୟବାଦ୍ ଲବ ଭାଇ
Jay jagarnatha thank you laba hansda
ଅତ୍ୟନ୍ତ ଏୈତିହାସିକ ସ୍ଥାନ ମୁଁ ବହୁ ଦିନ ହବ ଚ୍ୟାନେଲ କୁ ଆସୁ ନଥିଲି କାରଣ ମୋତେ ମୋ ମନ ପସନ୍ଦ ଭିଡିଓ ନ ମିଳିଲେ ଦେଖିବାକୁ ମନ ହୁଏନି ଏବେ କିନ୍ତୁ ଆସିଲି କାରଣ ଏହା ଏକ ଆଶ୍ଚର୍ଯ୍ୟଜନକ ସହର ଓ ବହୁତ କିଛି ଜାଣିବାକୁ ମଧ୍ୟ ମିଳେ ..ଧନ୍ୟବାଦ ଏଥିପାଇଁ କି ସେଠି ଜଣେ ଓଡ଼ିଆ ମୋତେ ଏସବୁ ଦେଖାଉଛି
Tu na ase
Tu aau dekhi buni
Really broo😮
ସତରେ କେତେ ଆଶ୍ଚର୍ଯ୍ୟ ଜିନିଷ ଦେଖୁଛ।ଧନ୍ୟବାଦ୍ ଲବାବାବୁ।
Jharkhand se kon kon Dekh rahe hai loba Hansda ka vlog video ❤ like
ଶିକ୍ଷା ସମୟରେ ପୃଥିବୀ ଇତିହାସ ବହିରେ ପଢ଼ିଥିଲି ଆଉ ଭାବୁଥିଲି ସାଧାରଣ ବସ୍ତୁ ହୋଇଥିବବୋଲି କିନ୍ତୁ ସେଦିନ ପଢିଥିବା ପାଠ ଆଜି ବୁଝାପଡିଲା. ଧନ୍ୟବାଦ ଭାଇ ❤️❤️❤️
Jai jagannath Laba
Jaha heu tuma jogu ame odisha bhitare pura dunia ku dekhuchu seita b tuma akhire.
Jaga tumaku ashirwad Karu.❤❤
ବହୁତ ସୁନ୍ଦର ହେଇଛି ମିଶର ପିରାମିଡ୍ ଉପରେ video ❤🎉
ଓଡ଼ିଶାର ପ୍ରଥମ vlog ର ଯାହାକି Egypt ଗସ୍ତ ଯାହା ଜଣା ପଡୁଛି
ବହୁତ ବଢିଆ ଭିଡିଓ ,ଜୟ ଜଗନ୍ନାଥ 🙏🙏🙏
ଧନ୍ୟବାଦ ସାନଭାଇ ଲବ
Thank you bhai
Bhai tor eate subscriber kemti hela 😮
ବହୁତ ବହୁତ ସ୍ୱାଗତ ଟାଇପ ର ଜାଗା, ଜୁହାର ଲବ ଭାଇ
Loba Bhai Ko kon kon Dil se pasand karte hai Like ❤ first viwe❤
Me
Good morning 🌅
ବହୁତ ସୁନ୍ଦର ଜାଗ ଭାଇ 👍👍👍👍
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା । ଏମିତି ନୂଆ ନୂଆ ଭିଡିଓ ଆଣୁଥାଅ ଆମେ ମାନେ ଦେଖୁଥାଉ। ଭଗବାନ ମଙ୍ଗଳ କରନ୍ତୁ । ଦୀର୍ଘାଯୂ ହୁଅ।
ଅତି ସୁନ୍ଦର ଭିଡିଓ Movie ଭଳି ଲାଗୁଛି
Thank you Bhai Tamo pain aame sobu jaga dekhi paruchu❤ God bless you❤
ଧନ୍ୟବାଦ ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ
Beautiful place❤❤❤❤❤
ଛୋଟେ ବେଳେ ସ୍କୁଲ ରେ ପଢିଥିଲି।।ଆଜି ଲବ ଭାଇ ପାଇଁ ଜୀବନ୍ତ ଦେଖିଲି । ବହୁତ୍ ବହୁତ୍ ଧନ୍ୟବାଦ୍❤❤❤
ଅତି ସୁନ୍ଦର ଜାଗା ଭଲ ଲାଗୁଚି ଧନ୍ୟ ବାଦ ❤❤❤❤ ପି ଆର୍ ଏମ୍ ❤❤❤ କୋଇମ୍ୱଟର
Thanks you bhai ସବୁ ପଢ଼ିଲା ଜିନିଷ ଦେଖାଉ ଥିବାରୁ love you bhai❤❤
ବହୁତ ବଢିଆ
Jaha hau lab bhainka pain Ame ghare basiki sabu dekhi paruchhe. Thanks for your Exploring.❤
Pyramid baharu bohuto sundara but bhitore bohuto bhynkara dhekhajauchi thanks lobo Bhai dekhethibaru
ବହୁତ୍ ବହୁତ୍ ଧନ୍ୟବାଦ୍ ଲବଭାଇଏମିତି ଅନେକ ଐତିହାସିକ ଜାଗା ଦେଖାଅ ବହୁତ୍ ଭଲ ଲାଗୁଛି କାରଣ ଛଟବେଳ ବହିରୁ ପଡିଥିବା ଜିନିଶଦେଖୀବାକୁ ମିଳୁଛି ଧନ୍ୟବାଦ୍❤❤❤🖥📚🔖📰🕯🕯🕯
Jay jagannath 🙏🏻
ବହୁତ ସୁନ୍ଦର ହେଇଛି
Bahut badhia Bhai ,nua nua Katha janibaku pauchu Tama dwara bahut bahut dhanyabad bahut sundar
ଭାଇ କଣ ଯେ କରୁଛ ଏକୁଟିଆ ତମ କାମ ପିରାମିଡ୍ ଠାରୁ ଆହୁରି ଆଶ୍ଚର୍ଯ୍ୟ
ଧନ୍ୟ ରେ ତମ କାମ ଭାଇ ଆମ ପାଇଁ....ବହୁତ ବହୁତ ଧନ୍ୟବାଦ
Pyramid history books 📚 re podhithili hele really re tume dekhei delo Bhai thank you so much 🙏🙏🙏
ବହୁତ ବହୁତ ସୁନ୍ଦର ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା, 🙏ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ଜାଗା ଭାଈ ❤❤❤😊😊😊
ବହୁତ୍ ସୁନ୍ଦର ଜାଗା❤❤❤❤
Rashmi from Dhenkanal
Bahut bahut dhanyawad laba bhai Aapana ate sara parisram karu sara desara sabu kichi amoku dekhi paruchanti jaha sabu achi . Aame ghare basi ame sabu dekhi paruchu . love you and god bless you .
ଅତି ସୁନ୍ଦର ଜାଗା ଭଲ ଲାଗୁଚି ଧନ୍ୟ ବାଦ ଭାଇ🎉🎉🎉
ଆଜିମୁବହୁତଖୁସିସକାଳେଭିଡିଅଅପୋଲଡୋକରାହଇଛି
ଭାଇ ମୁଁ କାଲି ବହିରେ ଦେଖିଥିଲି ବର୍ତମାନ ଆପଣ ବହୁତ ସୁନ୍ଦର ଭାବରେ ପାଖରେ ଦେଖାଉଛନ୍ତି ❤️❤️ବହୁତ ବହୁତ ଧନ୍ୟବାଦ ❤️
Jay Jagannath Bhai 🎉🎉🎉🎉🎉🎉🎉🎉
ଅତି ସୁନ୍ଦର ❣️
ମୋ ଛୋଟ ଦିନର ସ୍ୱପ୍ନର ସହର ..ମୁ କେବେ ଯିବି ଏଇ ଜାଗାକୁ...
ଛୋଟ ବେଳେ ପିରାମିଡ ବିଷୟରେ ପାଠ ପଡିଥିଲୁ ଏବେ Video ମାଧ୍ୟମ ରେ ଦେଖିଲୁ ବହୁତ ଭଲ ଲାଗିଲା, ଧନ୍ୟବାଦ ଲବ ଭାଇ l
Laba bhai keliye ek like to banta hai dost👍👍
ବହୁତ ସୁନ୍ଦର ଭିଡିଓ 🎉🎉🎉🎉
ଭାଇ ଓ ଭଉଣୀ ମାନେ ଆଜି ହଉଚି ମୋ ଜନ୍ମଦିନ ❤ ମୁଁ ପିଜି ପରେ ଏବେ ଚାକିରୀ ପାଇଁ ସଂଘର୍ଷ କରୁଛି,ମୋତେ ଟିକେ ଆଶୀର୍ବାଦ ଦିଅ ଯେ ମୋ ପାଖରେ ଯେତେବେଳେ ସାମର୍ଥ୍ୟ ହବ. ମୁଁ ଅଧିକ ରୁ ଅଧିକ ଲୋକଙ୍କୁ ତାଙ୍କର ବିପଦ ରେ ସାହାଯ୍ୟ କରି ପାରେ ଆଉ ପିଲା ମାନଙ୍କୁ ଉଚିତ ଶିକ୍ଷା ଦେଇ ଭଲ ମଣିଷ କରି ଗଢି ପାରେ.
Bhai thank you apono pori jodi somiste Hebe tahele Odisha re goribo manonkoro nihati unoti hebo
Bahut sundar Laba Bhai.... Thank you so much
❤❤🥰🥰ଆପଣଙ୍କ ଭିଡ଼ିଓ ବହୁତ ଭଲ ଲାଗିଲା ଲବ ଭାଇ ❤❤❤
ବହୁତ ବଢିଆ 🙏🙏🙏
God bless you bro...❤ Jay Jagannath... Bhala re ruha ..❤❤❤
ଭାଇ ବହୁତ ଭଲ ଲାଗିଲା ଧନ୍ୟବାଦ
Very nice vlog bhai sambalpur Odisha🎉
ବହୁତ୍ ସୁନ୍ଦର ଭିଡିଓ❤❤❤❤ ଲବ ଭାଇ ❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤❤
Jay Jagannath Jay odisha Jay bharat super hero Bhai 💪💪💪💪😎💪😎😎 and Jay Jagannath
ବହୁତ୍ ଭଲ ଲାଗିଲା ଭାଇ video🎉🎉🎉
Laba bhai bhala content amaku dekheicha thank you so much❤
Yaku hi kahonti best vlogger ahuri agoku janti sir God bless you sir 😊😊♥️♥️♥️♥️♥️
Super Bhai 😮😮❤❤❤❤
Love you bhai ଜୟ ଜଗନ୍ନାଥ
Very nice 😍😍
ବହୁତ ସୁନ୍ଦର ଭାଇ
Jay Jaganath 🙏 Bhai
ଧନ୍ୟବାଦ ଳଭ ଭାଇ
Thank you Bhai 🎉🎉🎉❤❤❤❤love from kendrapara ❤❤
ବହୁତ ବଢିଆ ଲାଗିଲା ଭାଇ ❤❤❤ ଜୟ ଜଗନ୍ନାଥ
Aga Book re padhutili ebe video dekhuchi thanks laba Bhai.
ଭାଇ ବହୁତ୍ ସୁନ୍ଦର ଜୟ ଜଗନ୍ନାଥ ❤❤❤❤
Nice move
Thank u laba bhai piramid dekhei thibaru ❤
Hi
Nice dada
Dhanyabad Bhai greet
Jay jagannath ❤❤❤
ଭାଇ ବହି ରେ ପଢିଥିଲି କିନ୍ତୁ ମୁଁ ଭିଡିଓ ରେ ଅରିଜିନାଲ ଦେଖିଲି ବହୁତ୍ ଭଲ ଲାଗିଲା ଧନ୍ୟବାଦ ଭାଇ.
This is my favorite channel. I especially like it when you explain everything so nicely. I wish you a lot of success with the channel and happy life .
ହଁ ଲବ ଭାଇ ମୁ ଯେମିତି ପଢି ଛି ତା ଠାରୁ ବି ଅଧିକ ରହସ୍ୟମୟ 😮😮😮😮❤❤❤
Thank you laba bhai ete rahasyamayii jega dekhethibaru 😊😊
Thankyou laba Bhai
Tnks Laba Bhai
School re piramid bisoy podhi thili aji laba bhai Really dekheile bahut khusi laguchi laba bhai tumaku bahut bahut dhanyawad
Nice video 👍👍 ବହୁତ ଭଲ ଲାଗିଲା
ପିରାମିଡ ବହି ପଢିବା ଜାଣିଥିଲେ real ଦେଖୁଛୁ ଲୋଭ you laba bhai ❤❤❤❤