ବିଜୁବାବୁ କଣ ଓଡ଼ିଆ ଅସ୍ମିତା ନୁହଁନ୍ତି, ନାଁ କାଇଁ କାଟିଲେ ବୁଝି ହଉନି ? BJP Govt runs on RSS philosophy.

แชร์
ฝัง
  • เผยแพร่เมื่อ 25 ต.ค. 2024

ความคิดเห็น • 429

  • @SPINFOTAINMENT
    @SPINFOTAINMENT 3 หลายเดือนก่อน +123

    ଶଳା ମୂର୍ଖ ଦଳ ଯଦି ଆଜି ଏମିତି କଲେ କାଲିକୁ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାମକୁ ବି କୋଉଠି ହଟେଇଦେବେ ଏମାନେ ଏଇଟା କିଛି ଅସମ୍ଭବ ନୁହେଁ ।

    • @subhransudalai8360
      @subhransudalai8360 3 หลายเดือนก่อน +10

      ବିଜେପି ମୁକ୍ତ ଭାରତ ନିହାତି ଆବଶ୍ୟକ

    • @AkLion-s4q
      @AkLion-s4q 3 หลายเดือนก่อน

      Maghia BJP✅️

    • @SkKajal-f9b
      @SkKajal-f9b 3 หลายเดือนก่อน +1

      Thik kahilo bhai

    • @reemamaohapatra9821
      @reemamaohapatra9821 3 หลายเดือนก่อน +3

      Bjp hatao

  • @sunakarsamal761
    @sunakarsamal761 3 หลายเดือนก่อน +73

    ଅଣ ଓଡ଼ିଆ ଅଫିସର ଚିଫ ସେକ୍ରେଟାରୀ ହେବ ବିଜୁ ବାବୁ ନା ବଦଳାଇବ ଏ କି ଅସ୍ମିତା

  • @kalpatarubhal8685
    @kalpatarubhal8685 3 หลายเดือนก่อน +97

    ବିଜେପିକୁ ଓଡିଶା ଜନସାଧାରଣ ବିରୋଧ କରିବେ ଏବଂ ବିଜେପି ସରକାର ଦେଶରୁ ଯିବ l ଜୟ ଜଗନ୍ନାଥ 🙏🙏🙏

  • @rabinarayan2414
    @rabinarayan2414 3 หลายเดือนก่อน +73

    ବିଜୁ ପଟ୍ଟନାୟକଙ୍କ ସହ ମୋହନ କି ତାର God Father ମୋଦି କେବେ ତୁଳନୀୟ ହୋଇପାରିବେ ନାହିଁ

    • @ranjansamal4782
      @ranjansamal4782 3 หลายเดือนก่อน +1

      Kintu pandian biju babu nka samakakhya

    • @SPINFOTAINMENT
      @SPINFOTAINMENT 3 หลายเดือนก่อน

      @@ranjansamal4782 kie kahila na kouthi lekha heichi dekhithila

  • @jagannathbhagwan9385
    @jagannathbhagwan9385 3 หลายเดือนก่อน +91

    ବିଜେପି ର ବିନାଶ କାଳରେ ବିପରୀତ ବୁଦ୍ଧି

    • @subhransudalai8360
      @subhransudalai8360 3 หลายเดือนก่อน +4

      ଭାଇ କିଛି ପିଲା କହୁଛନ୍ତି ପରୀକ୍ଷା ରେ ପଛେ ଫେଲ୍ ହେବେ କିନ୍ତୁ ପରୀକ୍ଷା ରେ ଯଦି ପ୍ରଶ୍ନ ଆସେ ଉତ୍ତର ଲେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @subhransudalai8360
    @subhransudalai8360 3 หลายเดือนก่อน +32

    ବିଜୁ ବାବୁ ହୃଦୟ ରେ ଅଛନ୍ତି ରହିବେ, ଅସହିଷ୍ଣୁ ରାଜନୀତି ବିଜୁ ପଟ୍ଟନାୟକ ଙ୍କୁ ଛୁଇଁ ପାରିବନି, ବିଜୁ ଙ୍କ ସମକକ୍ଷ ବିଜେପି ରେ କେହି ଅଛନ୍ତି କି ।

  • @gitanjalimohanty6657
    @gitanjalimohanty6657 3 หลายเดือนก่อน +44

    ଓଡିଆ ଅସ୍ମିତା ବିଜୁବାବୁ । ମାତ୍ର ଝାଡ଼ଖଣ୍ଡର ବିଳାସ ପ୍ରିୟ କୁସଂସ୍କାରୀ ଗୁଣ୍ଡା ଓଡିଆ ଅସ୍ମିତାକୂ ନିଲାମ କରିଦେଲା ।

  • @pintupati8786
    @pintupati8786 3 หลายเดือนก่อน +22

    ବିଜୁ ପଟ୍ଟନାୟକ ଙ୍କ ନାଁ ବଦଳିବା ଠିକ ନୁହେଁ

  • @DhreetiE
    @DhreetiE 3 หลายเดือนก่อน +36

    BJP ଜାଣି ଶୁଣି କି ମୋହନ ମାଝୀ ଙ୍କୁ cm ପଦ ରେ ବସେଇଛି। ମୋହନ ଙ୍କ କାନ୍ଧ ରେ ବନ୍ଧୁକ ଚଳାଉଛି bjp । ନାମକୁ ମାତ୍ର cm , remote ଅଲଗା ହାତରେ ଅଛି ଓ ତା ଜରିଆରେ ଏ ସବୁ ମୂର୍ଖାମି କାର୍ଯ ହେଉଛି

  • @sudhansusekhardash9010
    @sudhansusekhardash9010 3 หลายเดือนก่อน +11

    ଅହଙ୍କାର ଛଡ଼ା ଆଉ କିଛି ନୁହେଁ। ଖୁବ୍ ଶୀଘ୍ର ଏ ଦଳ ବିଦା ହେବ ବୋଲି ଜନତା ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି।

  • @SidharthPrasadDas
    @SidharthPrasadDas 3 หลายเดือนก่อน +10

    ଲୋକ ଆଙ୍କୁ ବୁଝିପାରିଲେନି, ବିଜେପି ଗୋଟେ ପ୍ରତି ହିଂସା ର ଦଳ, କୁହନ୍ତି ଯା ସେଇଆ କରନ୍ତିନି

  • @bijoykumardas4173
    @bijoykumardas4173 3 หลายเดือนก่อน +10

    ଶାସନ ପାଇ ଅନ୍ଧ ହୋଇଯାଇଛନ୍ତି ।

  • @debasissahu2637
    @debasissahu2637 3 หลายเดือนก่อน +42

    ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ସମକକ୍ଷ କେହି ନାହାଁନ୍ତି କି ହେଇପାରିବେନି।

  • @hrusikeshmallik3221
    @hrusikeshmallik3221 3 หลายเดือนก่อน +7

    ଏ ଶଳା ଓଡ଼ିଶାର ବିଜେପି ସରକାର ଅସ୍ମିତା ଅର୍ଥ ବାଳ ବୁଝିଛନ୍ତି

  • @ashishdas3165
    @ashishdas3165 3 หลายเดือนก่อน +21

    BJP HATAO , RSS HATAO.

  • @ranajitjena4668
    @ranajitjena4668 3 หลายเดือนก่อน +33

    ଓଡ଼ିଆ ଅସ୍ମିତା ନାଁରେ ଓଡ଼ିଆଙ୍କୁ ଭକୁଆ ବନାଇ ନିର୍ବାଚନରେ ଜିତିବା ପରେ ଓଡ଼ିଆ ଲୋକଙ୍କୁ ମାଡ ମାରୁଛନ୍ତି ଅଣଓଡ଼ିଆଙ୍କୁ ଲଗାଇ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାମ ଏବେ ଓଡ଼ିଆ ଅସ୍ମିତା ହିସାବରେ ବିଜେପି ଦଳର ନେତାଙ୍କୁ ଭଲ ଲାଗୁନି, ନିହାତି ନୀଚ ଏବଂ ନିମ୍ନ ମାନସିକତାର ରାଜନୀତି ବିଜେପି ଦଳର ଗୋଲାମ ନେତା ମାନେ ଓଡିଶାରେ କରୁଛନ୍ତି

  • @SPINFOTAINMENT
    @SPINFOTAINMENT 3 หลายเดือนก่อน +22

    ଏ ବାଳ ସରକାରର ମୂର୍ଖ ମନ୍ତ୍ରୀଗଣଙ୍କୁ ଆଉ ଜଣା ବା କଣ ଅଛି ଯେ କରିବେ । ନିଜ ପାଖରେ ତ ଯୋଜନା ନାହିଁ କିଛି ଆଉ କଣ କରିବେ ଏଇ ବାଳ ପାଲା ସବୁ ଚଲେଇଛନ୍ତି ସେମିତି ହେଉନଥିଲେ ଏ ମୂର୍ଖ ମାନେ ଓଡ଼ିଶାର ବରପୁତ୍ରଙ୍କୁ ଏମିତି ଅପମାନ ଦେବାକୁ ସାହସ କରିନଥାନ୍ତେ

  • @SPINFOTAINMENT
    @SPINFOTAINMENT 3 หลายเดือนก่อน +71

    ଏଇ 5 ବର୍ଷର ଆୟୁଷ ଏମାନଙ୍କର ଆଉ ବେଶୀ ନୁହେଁ।

    • @DrAnshu-uz3gc
      @DrAnshu-uz3gc 3 หลายเดือนก่อน +4

      No only 14 months BJP govt

    • @DrAnshu-uz3gc
      @DrAnshu-uz3gc 3 หลายเดือนก่อน

      Odisha janta party (OJP)

    • @rajeshkumarsahu2073
      @rajeshkumarsahu2073 3 หลายเดือนก่อน +1

      ​@@DrAnshu-uz3gckemiti janila

    • @ganeshsahoo656
      @ganeshsahoo656 3 หลายเดือนก่อน

      Bjd kn thika neichi

    • @dmohanty5003
      @dmohanty5003 3 หลายเดือนก่อน +3

      @@ganeshsahoo656. 2000 re odisha India ra sabuthu Garib Rajya thila. Ebe 11/12 position per capita re upare. UP/ bihar double engine sarakar thai bi gote bi position uparaku jai parilani

  • @mirapatra8545
    @mirapatra8545 3 หลายเดือนก่อน +9

    ଆରେ ବାଡିପଶାମୋହନମାଝିହାଣ୍ଡୀଆଖାଇଖାଇତୋମୁଣ୍ଡଖରାପହୋଇଯାଇଛିତୁକଣକରୁଛୁବେତୁକିଏବେବିଜୁପଟ୍ଟନାୟକଙ୍କଗାଣ୍ଡୀକିଭଲାସମାନହବୁକିଛିକାମକରିବାରନାହିଆସିଛିଖାଲିନାବଦଳାଇବାକୁତୁରହଯମାଅଳପଦିନଯମା ବ୍ୟସ୍ତହନା

  • @sudhansusekhardash9010
    @sudhansusekhardash9010 3 หลายเดือนก่อน +5

    ଆମ୍ବେଦକର ଙ୍କ ନାଁ ରେ ଭୁବେଶ୍ୱରରେ ବସ ଷ୍ଟାଣ୍ଡ କେମିତି କରିଛନ୍ତି ନବୀନ ପଟ୍ଟନାୟକ।

  • @BatuSahani-rp4pq
    @BatuSahani-rp4pq 3 หลายเดือนก่อน +10

    Jay biju babu

  • @sunitapradhan3852
    @sunitapradhan3852 3 หลายเดือนก่อน +26

    ସବୁ ରାଗ ଶୁଝାଉଛି କପଟୀଆ ମୋହନ ଆଉ ମୋଦୀ, ଅଯୋଗ୍ୟ ସରକାର ର ଅଯୋଗ୍ୟ ନୀତି, ଗୋଟେ ଦେଶ ପ୍ରେମୀ ମାନଙ୍କୁ ବି ଛାଡ଼ିଲେନି, ଯିଏ ତିନୋଟି ଦେଶ ର ବର ପୁତ୍ର, ସର୍ଦ୍ଧାର ବର୍ଲ୍ଲଭ ଙ୍କୁ ବି ଛାଡ଼ିଲେନି ମୁଁ ରାକ୍ଷସ ଅହଙ୍କାରୀ ଦଳ

  • @pradeepmeher2886
    @pradeepmeher2886 3 หลายเดือนก่อน +38

    ବାଜେ ସରକାର ବିଜେପି

  • @sanjaysahoo9885
    @sanjaysahoo9885 3 หลายเดือนก่อน +10

    ଓସ୍ମୀତl କୁଆଡେ ଗଲା

    • @gopabandhubehera453
      @gopabandhubehera453 3 หลายเดือนก่อน

      ଓଡିଆ ଅସ୍ମିତାକୁ ଗେଡ ମାଝି ଗୁଜୁରାଟି ଆଉ ଝାଡ଼ଖଣ୍ଡିଙ୍କ ନିକଟରେ ବନ୍ଧା ପକେଇକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଛି ଏଶଳାକୁ ଗାଦିରୁ ତଡିବାକୁ ପଡିବ

  • @AmarKing-hp3hy
    @AmarKing-hp3hy 3 หลายเดือนก่อน +6

    ମହନ କଣ ଓଡ଼ିଆ ସେବା ଆଦିବାସୀ ସେଏ କଣ ବୁଝିବ

  • @cepkalyanipolai5484
    @cepkalyanipolai5484 3 หลายเดือนก่อน +8

    Right 👍

  • @himanshuparida7011
    @himanshuparida7011 3 หลายเดือนก่อน +9

    ଏକଦମ ଠିକ ❤

  • @kumarsambhabswain9129
    @kumarsambhabswain9129 3 หลายเดือนก่อน +21

    ରଂଗ ମରା ମିସ୍ତ୍ରୀ 😆 ଛି ଛି ଚାଉଳ ଚୋର ଗୁଡା ଚାଉଳ ବିକି ବିକି ଖାଲି ଧନୀ ହେଇଚ ଛି ଛି ମୁହଁ କୁ ଟିକେ ଲାଜ ନାହିଁ best of biju sir🙏

    • @kapilasmahakur8371
      @kapilasmahakur8371 3 หลายเดือนก่อน

      School uniform kain bjd colour heichi

  • @SuravitandiTandi-wy5gm
    @SuravitandiTandi-wy5gm 3 หลายเดือนก่อน +35

    Biju babu Jane bhala manisa

    • @BhajaharidasDas-h6u
      @BhajaharidasDas-h6u 3 หลายเดือนก่อน +1

      Au jete mahapurusa rahile sabu kharap manisha

    • @alokgouda6570
      @alokgouda6570 3 หลายเดือนก่อน

      Kie kahini ta kharap boli.​@@BhajaharidasDas-h6u

  • @rabijena4494
    @rabijena4494 3 หลายเดือนก่อน +10

    Jay jagannath jay Naveen sir

  • @healthandmotivation4279
    @healthandmotivation4279 3 หลายเดือนก่อน +20

    Right sir

  • @drnrusinghaojha55
    @drnrusinghaojha55 3 หลายเดือนก่อน +5

    ମୁର୍ଖ ଖାଲି ଅସ୍ମିତା କୁହନ୍ତି କି ଛିଃ ବୁଝନ୍ତି ନାହିଁ

  • @Rjkarik100copyright
    @Rjkarik100copyright 3 หลายเดือนก่อน +1

    ବିଜେପି ସରକାର ମୋହନ ମାଝୀ ରିମୋଟ
    ସରକାର...... ଜୟ ବିଜୁବାବୁ ଜୟ ଓଡିଶା...

  • @Reenabehera0
    @Reenabehera0 3 หลายเดือนก่อน +1

    Right 👍🏻👍🏻🙏🙏

  • @saratlenka-qo6zu
    @saratlenka-qo6zu 3 หลายเดือนก่อน +6

    Right

  • @gyanaranjan2628
    @gyanaranjan2628 3 หลายเดือนก่อน +7

    Good Bhai

  • @MuralidharMulia
    @MuralidharMulia 3 หลายเดือนก่อน +24

    ଖାଇବା ଯୋଜନା କର।ବିଜୁ ପଟ୍ଟନାୟକ ନାମ ବଦଳରେ ଗଡସେ ନାମ ଦେଇଦିଅ ଭଲ ହେବ। ବିଜେପି ଏକଦା କଂଗ୍ରେସ ମୁକ୍ତ ଭାରତ ନର ଦେଇଥିଲେ ଏବେ ଦେଶରୁ ନିଜେ ମୁକ୍ତ ହେବେ।ଏବେ ବିଜେପି ସବୁ ଗଡସେ ଓ ସାବର୍ କର ନାମରେ କରିବେ।

  • @hrmrdeepakkumar8616
    @hrmrdeepakkumar8616 3 หลายเดือนก่อน +3

    Biju babu Jaya

  • @himansusekhar3325
    @himansusekhar3325 3 หลายเดือนก่อน +2

    Jay Naveen Patnaik ମହାନାୟକ

  • @sangrammohapatra691
    @sangrammohapatra691 3 หลายเดือนก่อน +5

    It's hundred percent correct.

  • @SantoshkumatPanda
    @SantoshkumatPanda 3 หลายเดือนก่อน +1

    ପଙ୍କ ଦଳିଆଙ୍କ ବିନାଶ କାଳେ ବିପରୀତ ବୁଦ୍ଧି

  • @rasmiranjanbehera7396
    @rasmiranjanbehera7396 3 หลายเดือนก่อน +10

    Biju babu jindabad

  • @jullysamal6626
    @jullysamal6626 3 หลายเดือนก่อน +74

    ଛି ଲଜ୍ଜ୍ୟା ନାହିଁ ମୋହନ ମୁଣ୍ଡା ଗୁଣ୍ଡା ହାଣ୍ଡିଆ ଖିଆ ମୂର୍ଖ ମନ୍ତ୍ରୀ
    କାଈ ବଦଳେଇବ ମ
    ରଙ୍ଗ ବଦଳା ମିସ୍ତ୍ରୀ

    • @ମୋହନ_ମାଝୀ
      @ମୋହନ_ମାଝୀ 3 หลายเดือนก่อน +1

      ଓଡ଼ିଶା କଣ ବିଜୁ ପଟ୍ଟନାୟକଙ୍କ ବପୋଥି, ନିଜ ନା ଲେଖିବ 🤬

    • @santoshswain9686
      @santoshswain9686 3 หลายเดือนก่อน

      Bijupattnayak.nabina.chora.lotera

    • @dasrakesh5891
      @dasrakesh5891 3 หลายเดือนก่อน +9

      @@ମୋହନ_ମାଝୀ Narendramodi stadium aau Arun Jetli Stadium Kn Modi Bapothi aan... Semane rakhile rakhiparibe aau yemane rakhile fatuchi

    • @mahabirmajhi2683
      @mahabirmajhi2683 3 หลายเดือนก่อน

      This is what we want to hear from you ! You people now call Mohan Charan Majhi as Adivasi, Munda and Handia wala ! Very shame for the people of Odisha ! Such mentality can not augur well for Odisha !!!

    • @mahabirmajhi2683
      @mahabirmajhi2683 3 หลายเดือนก่อน

      After all, Mohan Charan Majhi is the CM of Odisha ! He is son of the soil ! What about Naveen Pattnaik who has opened liquor shops in every villages and towns of Odisha ? Naveen Niwas is no exception to it !!!

  • @amitabehera5407
    @amitabehera5407 3 หลายเดือนก่อน +1

    🙏🙏🙏

  • @madhabaraha1719
    @madhabaraha1719 3 หลายเดือนก่อน +5

    ଦଳରେ ଅଛନ୍ତି ଖାଲି ଓଡ଼ିଆ ଅସ୍ମିତା

  • @GaneshNayak-k4e
    @GaneshNayak-k4e 3 หลายเดือนก่อน +1

    ଏମାନେ ଓଡିଶାରୁ ହଟିବେ

  • @ranjannayak6811
    @ranjannayak6811 3 หลายเดือนก่อน +25

    Mental bjp

  • @SuryakantiParida-ll7co
    @SuryakantiParida-ll7co 3 หลายเดือนก่อน +2

    Biju.babu.great

  • @samyaranjanpradhan138
    @samyaranjanpradhan138 3 หลายเดือนก่อน +4

    Biju Babu 🙏🙏🙏 Amar rahe...Bjp ro hino manosikota

  • @purnabrahmamusica8184
    @purnabrahmamusica8184 3 หลายเดือนก่อน +3

    ଭାରତୀୟ ଯାତ୍ରା ପାର୍ଟି ର ଏ ପ୍ରଥମ ନାଟକ " ଅସ୍ମିତା ହଜିଲା ବଡ଼ ଦାଣ୍ଡରେ "

  • @dilippatra7900
    @dilippatra7900 3 หลายเดือนก่อน +1

    କଣ କଲରେ ଓଡିଶା ବାଶି

  • @dushmantsahoo8289
    @dushmantsahoo8289 3 หลายเดือนก่อน +21

    Gujarat re modi stadium na badala jau

    • @kapilcharanmohanty9673
      @kapilcharanmohanty9673 3 หลายเดือนก่อน +2

      Modi stadium badalare Bharat stadium karantu central govt.

  • @bbsenapati2245
    @bbsenapati2245 3 หลายเดือนก่อน +10

    Name change karantu. Ame next BJP ku change karibu

  • @govindachandranihan1494
    @govindachandranihan1494 3 หลายเดือนก่อน +1

    Many Many thanks for the bite , really it is appreciated.

  • @satyanarayanpanigrahi4216
    @satyanarayanpanigrahi4216 3 หลายเดือนก่อน +12

    2029 re bjp allready bangopa sagara jibaku ready hoi sari lani

  • @prakashbiswal7330
    @prakashbiswal7330 3 หลายเดือนก่อน +5

    Jay biju babu jay nabin Babu

  • @Nayak9988
    @Nayak9988 3 หลายเดือนก่อน +1

    ବିଜୁ ପଟ୍ଟନାୟକ ଙ୍କର ଓଡ଼ିଶା ପ୍ରତି ଆପଣ କଣ କହୁଛନ୍ତି,
    ସମଗ୍ର ଭାରତ ପ୍ରତି, ଓ ଋଷିଆ ପ୍ରତି ମଧ୍ୟା ଅବଦାନ ରହିଛି
    ଅବଦାନ ନ ଥିଲେ ତାଙ୍କର ମରଣ ଉପରାନ୍ତ ରେ 3ଟା ଦେଶରେ ପତାକା ତାଙ୍କ ଶରୀର ଉପରେ ପଡ଼ିଥିଲା ମନେ ପକାଇ ଦେଖନ୍ତୁ, ବିଜୁ ପଟ୍ଟନାୟକ ନାଁ ହଟିଲେ ନିହାତି ଅପ୍ରୀତିକର ଘଟଣାକୁ ଏମାନେ ଆମନ୍ତ୍ରଣ କରୁଛନ୍ତି

  • @satyaenter000
    @satyaenter000 3 หลายเดือนก่อน +2

    BJP ଖାଲି ନାଁ change କରିବ, ଆଉ କିଛି କରିବ ନାହିଁ।

    • @Birabhue-t7s
      @Birabhue-t7s 3 หลายเดือนก่อน

      କରିବ ନି କରିବ ନା ଖଣି ଖାଦାନ ଯାହା ଅଛି ସବୁ ଲୁଟ୍ କରିବ

  • @BasantaBehera-gl3li
    @BasantaBehera-gl3li 3 หลายเดือนก่อน +1

    G ମରା ସରକାର

  • @ashoksahoo9580
    @ashoksahoo9580 3 หลายเดือนก่อน +24

    Chhi chhi bjp

  • @manishapattanayak2152
    @manishapattanayak2152 3 หลายเดือนก่อน

    Right 👍
    ହେଲେ ଆଜି ଓଡ଼ିଶା ଅବସ୍ଥା ବିଜେପି
    ଆଜି ଓଡ଼ିଶାରେ ଯାହା କରିବାକୁ ଯାଇଚି
    ଏହି କିଛି ଦଲାଲ ମିଡ଼ିଆ ଙ୍କ ପାଇଁ👍
    ଆଉ କିଛି କାଙ୍ଗାଳ ରିପୋର୍ଟର ଙ୍କ ପାଇଁ👍

  • @madhusudanparida4161
    @madhusudanparida4161 3 หลายเดือนก่อน +10

    Very dirty & nasty politics. What about Odiya Asmita & ASO issue?Color changing government.

  • @pitambarnanda1591
    @pitambarnanda1591 3 หลายเดือนก่อน +24

    ଓଡ଼ିଆର ଅସ୍ମିତା ବିଜୁ ବାବୁଙ୍କୁ ନାମ କୁ କାଟିବା

    • @omsahoo4370
      @omsahoo4370 3 หลายเดือนก่อน +1

      Biju babu chada baki kete cm kichi kama kari nahanti ki??

    • @pradeepsahoo6484
      @pradeepsahoo6484 3 หลายเดือนก่อน +1

      ​@@omsahoo4370se khali jane cm nuha se jane freedom fighter jahanku Kalinga sandha bhumi putra boli kuhajae histri padhina bodhe

  • @ManojkantSamal
    @ManojkantSamal 3 หลายเดือนก่อน

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ନିର୍ବିବାଦୀୟ ଓ ଅନିର୍ବାଚନୀୟ ବ୍ୟକ୍ତିବିଶେଷ ll ତେଣୁ ଏଭଳି ଜଣେ ରାଷ୍ଟ୍ରନୀତିଜ୍ଞଙ୍କୁ ନେଇ ଓଡିଶା ଗର୍ବ କରିବା ଉଚିତ ll

  • @madhabaraha1719
    @madhabaraha1719 3 หลายเดือนก่อน +3

    ଠିକ୍ କଥା କହିଲ

  • @truptimayeerout2641
    @truptimayeerout2641 3 หลายเดือนก่อน +1

    ଓଡ଼ିଶା ରେ ପୁଣି ବିଜୁ ବାବୁଙ୍କ ନାଁ ହଟେଇ ଦେଇକି ଭାବୁଛ କି ତୁମେ ଗୋଟେ ବଡ଼ କାମ କରିଦେଇଛ ଆରେ ମୂର୍ଖ ଦଳ ବିଜୁ ବାବୁ ଆମ ଓଡ଼ିଆ ମାନଙ୍କ ଗର୍ବ ଓ ଗୌରବ ତୁମେ କୁ ଗାଈ ର ଗୋବର କି ତୁମେ ବିଜୁ ବାବୁଙ୍କ ନାଁ ବଦଳେଇ ଦେଇଚ ,ୟାପରେ ବିମାନ ବନ୍ଦର ନାଁ ବି ବଦଳେଇ ଦବ ତାପରେ ବିଜୁ ବାବୁଙ୍କ ଅବଦାନ ରହିଛି ଓଡ଼ିଶା ପାଇଁ ତୁମର କଣ ଅବଦାନ ଅଛି ଟିକେ କୁହ ତ

  • @AnilkumarDas-fi1jg
    @AnilkumarDas-fi1jg 3 หลายเดือนก่อน +4

    Jay Jagannath biju babu Odisha r gaurab bjp sarkar hela nijo Pai kamokaronti Odisha lokanka pai nuhe 2029 ku bjp hatao Odisha bancao

  • @DrAnshu-uz3gc
    @DrAnshu-uz3gc 3 หลายเดือนก่อน +4

    Only nabin patnaik return within june15 2025

  • @bijayakumarmahakud6096
    @bijayakumarmahakud6096 3 หลายเดือนก่อน +6

    Biju Pattnaik is in the heart of each odia.You can't remove from people's mind.Its the narrowness of BJP .

  • @HopeOdishvlog90
    @HopeOdishvlog90 3 หลายเดือนก่อน

    Thik sir kahile Thanks 🙏🙏🙏

  • @AkLion-s4q
    @AkLion-s4q 3 หลายเดือนก่อน +3

    Bedhua Bjp✅️

  • @PRASADSAHU-rc6sq
    @PRASADSAHU-rc6sq 3 หลายเดือนก่อน +1

    ଇଏ କେମିତିକା ସରକାର ଏ ବାବଦରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି କାହିଁ କି

  • @shivnarayanpattnaik2352
    @shivnarayanpattnaik2352 3 หลายเดือนก่อน

    ହରେ ର୍କୃଷ୍ଣ ମହତାବ କଣ ଓଡ଼ିଆ ଙ୍କ ଗର୍ବ ନୁହେଁ

  • @gautamsahoo559
    @gautamsahoo559 3 หลายเดือนก่อน +1

    ନିଜ ଗୋଡ଼କୁ ନିଜେ କୁରାଢି ମାରୁଚି ବିଜେପି। ଏଗୁଡା ସମ୍ପୂର୍ଣ ହିଂସ୍ର ରାଜନୀତି କରୁଛନ୍ତି

  • @MathuriCharansahoo-o3x
    @MathuriCharansahoo-o3x 3 หลายเดือนก่อน

    ଆଉ ଥରେ ଇଲେକ୍ସନ ହେଉ ଜିତିବ ବିଜେଡି

  • @durgashish90
    @durgashish90 3 หลายเดือนก่อน +15

    Biju Babu odia asmita

  • @Dhakadrwa9345
    @Dhakadrwa9345 3 หลายเดือนก่อน +8

    Ebe gujurati aau jharkhondi osmita chalichhi

  • @Bharat-u2q
    @Bharat-u2q 3 หลายเดือนก่อน +1

    ଆଜ୍ଞା ଆପଣ ଆଗରୁ କୁଆଡେ ଯାଇଥିଲେ.... ଆପଣ ସାମ୍ବାଦିକ ନା ଚାମଚା

  • @KLAUSjager-jn6ml
    @KLAUSjager-jn6ml 3 หลายเดือนก่อน +1

    Perfect Statement

  • @karunakarmohanty89
    @karunakarmohanty89 3 หลายเดือนก่อน

    ଜୟ ଜଗନ୍ନାଥ

  • @Ambassador_Christ
    @Ambassador_Christ 3 หลายเดือนก่อน +12

    Kana payin tanka name change kara gala 😢. Ete chhot loki rajniti mu dekhinathili.. bht dukha

    • @Skstarvlog3735
      @Skstarvlog3735 3 หลายเดือนก่อน +1

      Kie se.biju babu.kain madhu Babu harekrishna mahatab kn nathile bjd kn pain Biju jojona name deithile se khali olteicchantiki.

    • @Ambassador_Christ
      @Ambassador_Christ 3 หลายเดือนก่อน +2

      @@Skstarvlog3735 olteichhi ki nahn dekhe history.. faltu

    • @Ambassador_Christ
      @Ambassador_Christ 3 หลายเดือนก่อน +2

      @@Skstarvlog3735 murkha ..

    • @Ambassador_Christ
      @Ambassador_Christ 3 หลายเดือนก่อน

      @@Skstarvlog3735 Nerendra Modi Biju Babu nkara Goda ra dhuli talaku b hebani. Nije Patel name change kariki Narendra Modi stadium karichhi. Murkha tu

    • @ମୋହନ_ମାଝୀ
      @ମୋହନ_ମାଝୀ 3 หลายเดือนก่อน

      😭😭😭😭😭😭😭😭😭😭
      କି ଦୁଃଖ, ହେ ପ୍ରଭୁ ଏ ଦୁଃଖ କେବେ ସରିବ

  • @rashmiranjansamantray2636
    @rashmiranjansamantray2636 3 หลายเดือนก่อน

    ଟିପ୍ପଣୀ, ଯେତେବେଳେ ହିନ୍ଦୀରେ ହେଉଥିଲା ବିଶ୍ୱ ଗୁରୁ ଏବେ ଓଡ଼ିଆରେ ହେଉଛି ଯେ ଓଡ଼ିଆ ଅସ୍ମିତା ଆଉ ଆଗକୁ ହୁଏତ ଏସବୁ ଦେଖିବାକୁ ମିଳିପାରେ।

  • @Arquiz1991
    @Arquiz1991 3 หลายเดือนก่อน +1

    ଯେତେ ଲିଭେଇବେ ସେତେ ଲୋକମାନେ ମନେ ରଖିବେ।

  • @AshokkumarNaik-hh5tm
    @AshokkumarNaik-hh5tm 3 หลายเดือนก่อน +5

    BJP ranga badala party 😂 nameplate badala party 😂😂 BJP 👎

  • @akshayakumardas9004
    @akshayakumardas9004 3 หลายเดือนก่อน +1

    You are the brave jarnalist of odisha ,Salut you

  • @devi5862
    @devi5862 3 หลายเดือนก่อน +3

    Mohan Majhi baiya heichhi.

  • @amitabehera5407
    @amitabehera5407 3 หลายเดือนก่อน

    Very good

  • @basumandal6209
    @basumandal6209 3 หลายเดือนก่อน

    Joyguru joy sree Jagannath OK SIR

  • @nandakumarjena776
    @nandakumarjena776 3 หลายเดือนก่อน

    Right katha kahile.

  • @Sukantaroutaray
    @Sukantaroutaray 3 หลายเดือนก่อน

    Thank you sir apana satakathakahichhanti

  • @BINODDAS-pw2eg
    @BINODDAS-pw2eg 3 หลายเดือนก่อน +3

    Sabubadeleile ame BJP ku badelei debu

  • @prasannaswain9888
    @prasannaswain9888 3 หลายเดือนก่อน +4

    Sir apana jaha kahile sabu thik ,Bjp dicission totally wrong.

  • @khageswarbehera5727
    @khageswarbehera5727 3 หลายเดือนก่อน

    U r right ❤

  • @BharatiDas-e3l
    @BharatiDas-e3l 3 หลายเดือนก่อน +1

    ଓଡିଶା ଯାହାକରୁଛି ଠିକ୍ ଠାକ୍ ଚାଲିଛି।

  • @SaneswarMajhi
    @SaneswarMajhi 3 หลายเดือนก่อน

    ଓଡ଼ିଶାର ନା ମଧ୍ୟ ବଦଳେଇଇ ଦିଅନ୍ତୁ।

  • @tusarkantaparija8548
    @tusarkantaparija8548 3 หลายเดือนก่อน +2

    Kendrare sabu bill ku samarthana karibara phala. Beautiful

  • @Odiatoka148
    @Odiatoka148 3 หลายเดือนก่อน

    Correct katha 👍

  • @brpalai9015
    @brpalai9015 3 หลายเดือนก่อน +3

    Modi name re thiba stadium kebe change haba wait kalu 😂😂😂

  • @sayanodisha9650
    @sayanodisha9650 3 หลายเดือนก่อน +5

    ଅଭଦ୍ର ସରକାର

  • @santoshpadhykumar9418
    @santoshpadhykumar9418 3 หลายเดือนก่อน +2

    ଆପଣ ଯାହା କହିଛନ୍ତି ଠିକ୍ ଏମାନଙ୍କର ଆୟୁଷ ୫ ବର୍ଷ ପାଇଁ ସାଶନ