Actually apana mane manuj Mishra and tanka katha ku keve bujhi parinahanti. Bhai se odisha ra cala chahuchhanti yar . Khali hate kale tume emiti hi rahijiba as a under developing state hisaba re . Parichaya pradan kara odisha bahare . Jaha monoj Mishra kahuchhanti . So don't judge anyone without understood his mindset ❤❤❤ Love Manoj Mishra's way of talking language ❤❤ The all examples given by monoj babu is like great and happy to listen. ❤
Nai angyan aiemane nara rupi rakhyasa a manankara manabikata nahin je paryanta nijara phaida sarini se jaye use karibe ta pare kahibe se jhia bhala nuhan wah ki loka emane
Sabu jananta re,ei roga paine hin stree vala lagunathiba,dhire dhire katha kata Kati au jhagada pare stree gandhauthiba,ta pare divorce au 2nd marrege,sabuade dekhantu stree chhadibara mukhya karana nalua dosa heithiba
Reality eya j actually re western odisha bht pachare achi.. New govt. Ku request achi j pura odisha ku equal dekhantu... Sbu aade general public ku subidha milu...
Full video ti dekhiki atiki mu janili abom kahuchi Kebe b monaj Mishra bhul nuha auu atiki nirata Satya ollywood ku agaku neba pain chesta auu parchesta karuchnti !!
Please focus on asking the actor movie-related questions, rather than political ones. The issue is that many actors today believe they are experts on everything, but life isn't a movie script. He should refrain from commenting on sensitive topics, such as issues that could divide Odisha just for getting some TRP. You will be equally blamed Mr. Host.
Its a life, mostly not in your control, thats why its called destiny drives. Society may like this, may not like this, but you have to choose an option. So be polite, down to earth.
Manoj Mishra bakra lagunahantii bhai.. manoranjan mishra agyan nua sarkar nku sup kala bhali laguchi.. mate ta laguchi semane hin funding Kari rata rati manoranjan mishra agyan nka pain channel te v kholi deichantii 😅😂..
Se nije manas saha kahuchi interview re je mo deha kharap re Mamata, maa deha kharap re Mamata, legally married thila bele Mamata saha thila. Hele bi fans tara stree ku kharap kahuchanti😅
Manoranjan babu E nua dhancha aau bhala laguni... Kanak news samaya re Abhineta mane daru thike apanku face kariba pain... Ebe ete sarala hei jauchanti seita vala laguni
Sir Sorry to say pura interview dekhi lini becoz mun kichi bujhiparilni a person ru.....sir i request to you tunguru bhola is better than manoj mishra,,,,kam se kam entertainments kala and even straight forward.....manoj menatally unstable plz 🙏 thanku medical ku send karntu ,, plz 🙏 pre plan pagala a .....he knows se kichi success kariparilani bas try katuchi haba paien rani didi
Manoj Mishra nka Katha Barta ru janapaduchhi tankara bikruta manasikata au nikrustha chintadhara.... Manoj mishra nka bisakta chinta Odisha ku bhaga bhaga kariba ra Hina chesta.... e Loka ta ku na Neta na Avineta hisabare dekhiba murkhata.... parama galua ta....
Manoj sir is a real person and good human being 👍😊
ଏକ ପକ୍ଷ ଖବର ଦେଖେଇଲେ ଲୋକ ସ୍ତ୍ରୀ କୁ ଖରାପ ଭାବିବେ ତେଣୁକରି ସ୍ତ୍ରୀ କୁ ଡାକି ଖବର ନିଅନ୍ତୁ ....ଟିଭି ରେ ସବୁ ବେଳେ ଏକପକ୍ଷ ଖବର ନେଉଥିବାରୁ ଲୋକ ଭାସ୍କର ଆଉ ପ୍ରତିଦିନ ଖବର ଦେଖୁଛନ୍ତି
Manoj da tamay tama kama kara , we support manoj da 🙏
Actually apana mane manuj Mishra and tanka katha ku keve bujhi parinahanti. Bhai se odisha ra cala chahuchhanti yar . Khali hate kale tume emiti hi rahijiba as a under developing state hisaba re . Parichaya pradan kara odisha bahare . Jaha monoj Mishra kahuchhanti . So don't judge anyone without understood his mindset ❤❤❤
Love Manoj Mishra's way of talking language ❤❤
The all examples given by monoj babu is like great and happy to listen. ❤
Perfect କଥା ପଚାରିଲେ ମନୋରଂଜନ ବାବୁ
20:15 absolutely right
ମା ବାପା ଯୋଗୁ ଛୁଆ।କିନ୍ତୁ ମା ର ତ୍ୟାଗ ଛୁଆ ପାଇଁ ବହୁତ ଏଇଟା ଦୁନିଆ ଜାଣିଚି । ସେ କଥା ଛାଡ଼ନ୍ତୁ । ଯଦି ଛୁଆ ପାଇଁ ତୁମର ହୃଦୟର ଭଲ ପାଇବା ଥାନ୍ତା ତୁମେ କେବେ ବାହା ହୋଇ ନ ଥାନ୍ତ । ଭଲ ପାଇବା ଅଛି । କିନ୍ତୁ ଭାବୁଛ ସେମିତି । ଯେମିତି ପ୍ରେମିକା ମମତାକୁ ଭାବୁଥିଲ ବାହା ନ ହେବା ଆଗରୁ ।ପୁଣି କହିବି ମମତା କୁ ଭଲ ପାଉଛ ସ୍ତ୍ରୀ ଭଳି । ପ୍ରେମିକା ଭଳି ନୁହେଁ । ଭଲ ପାଇବା ଅନେକ ଭିନ୍ନ ଭଳି । ଯଦି ମୃତ୍ୟୁ କୁ ଭୟ ନାହିଁ , ତେବେ ବଂଚିବାକୁ ଏତେ ଆଦର କାହିଁକି , ଏହି ବୟସରେ
ଛୁଆ କୁ ଛାଡି କି ରହିପାରିଲିନି what a joke ଯିଏ ଛୁଆ କୁ ଭଲ ପାଏ ସେ ଏମିତି ହେବା କଥା କି
ସେ . ଭଲସ୍ତ୍ରୀ .. ନଥିଲେ ହୁଏତ ସତ ହେଇପାରେ. କିନ୍ତୁ ତୁମେ ଆଜି ପର୍ଯ୍ୟନ୍ତ କଣ ଜାଣି ପାରିନଥିଲା.? ତାପରେ ଛୁ ହେଲା କେମିତି ତୁମେ କହୁଛ ମୁଁ ସାଙ୍ଗରେ ଥିଲେ. ମରିଯାଇଥାନ୍ତି.. ଏତେଦିନ ଧରି ବଞ୍ଚିଲ. କେମିତି ତୁମର ଦ୍ୱତୀୟ ସ୍ତ୍ରୀ.. ସହିତ ପାଞ୍ଚ ବର୍ଷ ହେଲା ସଂପେର୍କ ଥିଲା ଏଇଥିରୁ ଜଣାପଡେ ତୁମେ. ମାମାମିଶ୍ର ସହିତ ଧୋକା କରିଛ
ତୁ ତ ମହା ଓକିଲ ଟେ
ମାମା ମିଶ୍ର ନୁହଁରେ ଭାଇ ମାନା ମିଶ୍ର
Nai angyan aiemane nara rupi rakhyasa a manankara manabikata nahin je paryanta nijara phaida sarini se jaye use karibe ta pare kahibe se jhia bhala nuhan wah ki loka emane
@@rjsoy4432 se nuhe tu bodhe
@@rjsoy4432 tu Gaon re kan karuchu ,,,we know public
Great Upasthapaka Jiban ta kuadejauthilaa 🤣😂👍
Mamata is a down to earth lady ,she has a beautiful heart .ଯିଏ ମିଶିଛି ମମତା ସହ ସେ ଜାଣେ ।ମମତା ଭଳି ସ୍ତ୍ରୀ ବାଛିକି ମନୋଜ୍ ଦାଦା ବହୁତ୍ ଭଲ କରିଛନ୍ତି ।ଭଗବାନ୍ ଯାହା କରନ୍ତି ସବୁ ଭଲ କରନ୍ତି ,ଏ ଦୁଇ ଜଣ ଦୁହେଁ ଦୁହିଁ ଙ୍କ ପାଇଁ ଭଗବାନ୍ ତିଆରି କରିଥିଲା ଏଥିରେ କାହାର କିଛି କହିବାର ନାହିଁ ।
Hm ba.....
Manoj sir is great 👍👍
High thinking Manoj sir, salute sir,
Great interview ❤❤❤
ଏ ଲୋକ ଟା ଜମା ଭଲ ନୁହଁ ଓଡିଶା ଗୋଟେ ତୁମ ଭଳି ଲୋକ ଙ୍କ ଚିନ୍ତା ଧାରା ଛୋଟ
ତ ଭଳ୍ଳି ପାଦ ଚଟା କିମ୍ବା କ୍ରିତଦସ ନୁହେ ମୋନୋଜ୍ ମିଶ୍ର ଜାଣିଲୁ ଅନ୍ୟକୁ ଜ୍ଞାନ ଦେବା ଅପେକ୍ଷା ନିଜ କୁ ଦର୍ପଣ ରେ ଦେଖନ୍ତୁ
@@rjsoy4432laguchi tu gote bada pada chata... Manoj Mishra ku kahile Tate badhuchi
Perfectly described
ମାନେ କହିଲେ ଖରାପ ଲାଗିବ , ଏଇ ଲୋକ ର ଚିନ୍ତା ଧାରା କଣ ମୁଁ ଆଜିବି ଜାଣି ପାରୁନି, କିଛି ପାଇବା ପାଇଁ କଣ ମଣିଷ ପଶୁ ପରି କାମ କରିପାରିବ କି ?
ଏଇ ଥିରୁ ଜଣା ପଡୁଛି ଏଇ ମମତା ନଦ ପାଇଁ ତୁମ ପରିବାର ଟି ଆଜି ଛାରଖାର ହୋଇଯାଇଛି। ତୁମ ଜଣାତରେ ହଉ କି ଅଜାଣତରେ
Sabu jananta re,ei roga paine hin stree vala lagunathiba,dhire dhire katha kata Kati au jhagada pare stree gandhauthiba,ta pare divorce au 2nd marrege,sabuade dekhantu stree chhadibara mukhya karana nalua dosa heithiba
Right
Manoj apana jaha karantu kichhi katha nahi kintu jhia ku justice diantu ❤
360 majadar thila
Ending dukha lagila
2nd wife kbe maa hei paribeni😢😢😢😢😢😢😢😢😢😢😢
Mamata bahut agaru apanaka life re asichi katharu janapaduchi au extra marital affairs pai apanka stree rahini alaga heichi
💯
Right
Manoj mishra ଧୀର ସେ ବସୁନୁ।।। ଏମିତି ଛୁତିକା ମାଇପ ଭଳି ହେଉଛି କାହିଁକି
ମନୋରଞ୍ଜନ ମିଶ୍ର ଏହି ଅର୍ଦ୍ଧ୍ ପାଗଳ କୁ interview କରି ସମାଜ କୁ କି ବାର୍ତ୍ତା ଦେଉଛନ୍ତି??? ନୂଆଁ ପୀଢ଼ି ମନୋଜ ମିଶ୍ର ଙ୍କ ଠାରୁ କଣ ଶିଖିବେ।????
Tara pichare pailce heichi
😅
ନୂଆ ବାହା ହେଇଛି ପା ସ୍ଥିର ହେଇକି ବସିବ କେମିତି
You both are relative and knowing each other very well from bolangir.
Perfect kahuchi
ଓଡିଶାରେ ପଇସା ଦେଇକି ହିରୋ ଏହିପାରିବେ ଟେଲେଣ୍ଟ କିଛି ନୁହ ମୋନଜ ସାର କଥାରୁ ଜନାପଡୁଛି
Reality eya j actually re western odisha bht pachare achi..
New govt. Ku request achi j pura odisha ku equal dekhantu...
Sbu aade general public ku subidha milu...
First wife best aap jitne bole first wife har ghadi yad aata hai yad bhi aaega aap kabhi bhula nahin sakoge
This katha Manoj Bhai, carry on
ଆଙ୍କର୍ ବାବୁ ଏ ଲୋକ କଥା ଶୁଣି ହସୁଛନ୍ତି ମନେ ମନେ
Full video ti dekhiki atiki mu janili abom kahuchi
Kebe b monaj Mishra bhul nuha auu atiki nirata Satya ollywood ku agaku neba pain chesta auu parchesta karuchnti !!
I luv u 2 ଚଳଚ୍ଚିତ୍ର ଭଲ ହେଇଛି କିନ୍ତୁ ମନୋଜ ମିଶ୍ର ଯାହା ବି କହିଛନ୍ତି ଠିକ୍ 1990 ra simple love story
Please focus on asking the actor movie-related questions, rather than political ones. The issue is that many actors today believe they are experts on everything, but life isn't a movie script. He should refrain from commenting on sensitive topics, such as issues that could divide Odisha just for getting some TRP. You will be equally blamed Mr. Host.
Manoj sir ❤️ my feboright ❤🙏
Manoj Mishra is best ❤❤❤❤
Pravu mana mishra ku sahaya heba
Jaha b kuha Manoj Mishra ebe trending re
ମନ୍ଦିର ଗଢିଲେ ନାଁ ପଡେ ❤️ବାଟରେ 😂😂😂😂😂😂ନାଁ ପଡେ
ଘର ଭଙ୍ଗା ଲୋକ ଟା 😡 ସବୁବେଳେ ଅଲଗା ଅଲଗା ହେବା ଚିନ୍ତା
ତୁ ତ ମହା ଗାଣ୍ଡୀଆ ଅନୁଭବ ନା ବର୍ଷା ଠିକ୍ କହିଲୁ ଦେଖିବା ତୋ ଗାଣ୍ଡୀ ରେ ଦମ ଅଛି ଯଦି କିଛି ଦିନ ପରେ ଅନୁଭବ ଦିତିୟ ବିବାହ କରନ୍ତି ତେବେ ତୋ ମୁହଁ ରେ ତୋ praivate part ପୁରାଇବୁ Ok
Manoj ବାବୁ, ଆଉ କଣ କାହାକୁ ପାଇଲେନି ଯେ ଏହି ବ୍ୟକ୍ତିକୁ ଡାକିଛନ୍ତି ଯେ ଓଡିଶାର ବିଭାଜନ ଚାହୁଁଛନ୍ତି
Kain. Kahibani Western Odisha re Bala Achi ki Manoj Sir 💯 Right kahichhanti
@@SITANSHU942 taku western odisha MP kain Kalani tahele, nija area ru vote pauni kahinii
@@MarvelLoverNewବାଣ୍ଡ ଭଳି କଥା ଟେ କହିଲ
୨୦୧୯ ରେ ବିଜେପି ର ପୁରୀ ପ୍ରାର୍ଥୀ ସମ୍ବିତ୍ ପାତ୍ର ଜଗନ୍ନାଥ ଙ୍କ ମୂର୍ତ୍ତି ହାତ ରେ ଧରି ବୁଲି ବୁଲି ଭୋଟ ମାଗୁଥିଲା ଓ ହାରିଲା । ତା ମାନେ ଜଗନ୍ନାଥ ହାରିଲେ ??
Good idea... Even In Maharashtra winter session of Assembly occurs in Nagpur...
Good parson
ମନୋଜ୍ ମିଶ୍ର ସତରେ ଜଣେ ପାଗଳ ତ ପାଗଳ ଜଣେ ବଡ ପାଗଳ ଏ ଲୋକ କୁ Mental Hospital ରେ ରଖିବାର ଆବଶ୍ୟକ ଅଛି
jaha bi hau Manoranjan babu tanka manare thiba katha ku pacharibaku gelhei ki pacharidauchhanti. Good journalism style. Volo laguchhi aei style.
ତୋ ଝିଅ ତତେ really ଘୃଣା କରେ
ଭାଇ ତମେ ତ ଜାଣିଚ ମ୍ରୃତ୍ୟୁ ଆଡକୁ ଯାଉଚ, ତଥାପି ମରିବା ଆଗରୁ ଆଉଥରେ ନୁଆଁ ମାଇକିନାଟେ ଆଣିଲ। ମଲା ପୁର୍ବରୁ ଟିକିଏ ଖାଇକି ଯିବଆଉ😂😂😂😂😂
😂😂
😂😂
😂😂😂😂
Ki dilouge re bhai😳
Manoj gote bada player. He is gambling everyone. Chua chua kahi imotional drama karuchi😂
ଲୋକ ଙ୍କ ଠୁ ଏତେ ସୋଦା ଶୁଣିଲା ପରେ ବି ଲଜ୍ଜ୍ୟା ନାହିଁ କି ଉଚ୍ଛୁଳା ହସ ଚ୍ଛି 😆
ଜଣଙ୍କୁ ଖରାପ ଭାବିବା ପୁର୍ବ ରୁ ସମସ୍ତ କଥା ର ବାସ୍ତବତା ଜାଣିବାକୁ ପଡ଼ିବ l Manoj Babu କୁ ଏତେ ଖରାପ ଭାବି ବିଭିନ୍ନ ଖରାପ ମତ ଦେବା ଅନୁଚିତ୍ l 🤔
ରାଇଟ
@@prasantakumar7040 se jemiti kariba semiti loka kahibe,,,,ta tume kan olta chasama use karucha..
ସବୁ ଜାଣିକି ମନୋଜ ମିଶ୍ର ବିଷୟ ରେ ମତା ମତ ରଖିଛି
ମନୋଜ ମିଶ୍ର ଗୋଟେ ବିଶ୍ୱାସ ଘାତକ ବେଇମାନ ଲମ୍ପଟ ଚୋର
ସମାଜ ର କଳଙ୍କ
ତା ସ୍ତ୍ରୀ ଆଉ ଝିଅ କୁ ଧୋକା ଦେଇଛି
ତାଙ୍କ ଜୀବନ ନଷ୍ଟ ହେଇଚି
ବେଶି ତା ଝିଅ ର ଜୀବନ ନଷ୍ଟ କରିଦେଇଛି
କେବଳ ଯୋଜନା କରି କରି ତା ସ୍ତ୍ରୀ କୁ ପ୍ରତି ମୁହୂର୍ତ ରେ ହଇରାଣ କରିଛି
ମିଛରେ ପାଗଳୀ କହିଛି
ତା ସ୍ତ୍ରୀ କଣ ପାଗଳୀ
ତା ଝିଅ କେମିତି ଅଳି କରୁଛି ଆଉ ଏbastard କେମିତି ତାର ଖଳନାୟକ ବୁଦ୍ଧି ପ୍ରୟୋଗ କରୁଛି ଜାଣି ପାରିବେ
ତା ଛଡା ମମତା ନନ୍ଦ ସହିତ ଦୀର୍ଘ 8 ବର୍ଷ ହେଲା ରହିଥିଲା ଏ nonsenseଛି କେମିତିକା ମାନସିକତା ଏଇଟା ର।
ସେ ମମତା ନନ୍ଦ ଗୋଟେ ଚରିତ୍ର ହିନା
ସେଥିପାଇଁ ଗୋଟେ ସ୍ତ୍ରୀ ପିଲା ଥିବା ବିବାହିତ ପୁରୁଷ କୁ ତା ଘର ଭାଙ୍ଗି ରକ୍ଷିତା ରୁ ଏବେ ସ୍ତ୍ରୀ ହେଇଛି
@@RajasmitaMohantyଏକ ଦମ ରାଈଟ କହିଛନ୍ତି ଆପଣ ,ସେ ମମତା ନଦ୍ଦ ବାଜେ ଲେଡି ତାକୁ ଦେଖି ବାକୁ ଭଲ ଲାଗେନି
Manoj dada is a perfect & good person 👍
ନିଜେ କହୁଛି ଟୁଟୁ ନାୟକ ପାଇଁ ମୋତେ ସବୁ Channel ଡାକୁଛନ୍ତି ମନୋରଞ୍ଜନ ବାବୁ ସେହି କଥା କହିଲା ବେଳକୁ ପୁଣି ମନା କରୁଛି ଟୁଟୁ ନାୟକ କିଏ କି ତା ପାଇଁ ମୋତେ channel ଡାକିବେ ଏମିତି ପାଗଳ କୁ ଆପଣଙ୍କ channel କୁ ଡାକି ଆପଣଙ୍କ channel ର ଆପଣଙ୍କ ର ଗୁଣ ଗାରିମା ନଷ୍ଟ ହେଉଛି କାରଣ ମନୋଜ୍ ମିଶ୍ର ଗୋଟେ ବୁଦ୍ଧୁ ପାଗଳ
Manoj Babu ପାଗଳ ହୋଇଯାଇଛନ୍ତି
Time is changing your life style
ଶଳା ମନୋଜ ମିଶ୍ର ଗୋଟେ ଓଡିଶା ର କଳଙ୍କ
You are real person
Mana Mishra mam jane bhala lady
I love you 2 film bhala heichi,
Manoj Mishra jemiti kahuchi, semiti kharap nuha, eita gote ମିଛୁଆ ଟେ, ଓଡ଼ିଶା ର କଳଙ୍କ
Hmm thik kahila karma ra fala miliba tame 2 ta jiban nasta karicha wait kara hisab ra saha miliba
Its a life, mostly not in your control, thats why its called destiny drives. Society may like this, may not like this, but you have to choose an option.
So be polite, down to earth.
ମନୋରଞ୍ଜନ ବାବୁ ଏ ବାବୁ ଜଣକ କୋଉ ଗାଇର ଗୋବର,କୋଉ ମହାନ୍ ମଣିଷ ଟେ ଯେ ତାଙ୍କୁ ନିୟୁସ୍ ରୁମକୁ ଡାକିଛନ୍ତି
ତମେ କିଏ କି cmnt କରିବାକୁ
@@ArupaSahu-me7nr ଆଜ୍ଞା ମୁଁ ଜଣେ ଓଡ଼ିଆ ଲୋକ
Actually yaar
Tame kau gaira gobara ki
Uttar Nichhaya debe
Jay koshal jay maa samalei
Jay samalpuri
ମନୋରଞ୍ଜନ ବାବୁ ତୁମେ ଏତେ ତଳକୁ ଖସି ଗଲ
Pahala monoj
Mamata sundar achi ex wife apekhya sei pai ta prati besi bhala paiba achi aau😂😂😂
Tutu Nayak vs Manoj Mishra , profitable person : Manoranjan and Manas 😂😂
ମମତା ର ମମତା ପାଇ ମନୁଆ ବାୟା
ଦୁନିଆ ର ସବୁଠୁ ବେକାର ଲୋକ ଟା ମୋନଜ ମିଶ୍ର 😢
High court ta majhire thiba darkar,arthat bargagh re high court rahiba darkar......tebe Santi re rahiba darkar
ମନୋରଞ୍ଜନ ବାବୁ ଆପଣଙ୍କର ଷ୍ଟାଣ୍ଡାର୍ଡ ଟା ଖରାପ ହୋଇଗଲାଣି, ମୁ ତ unsubcribe କରୁଛି. ଏ ଟା ବଡ ଟୁଁଗୁରୁ ଭୋଳ.
Manoranjan babu badhia khela karichhanti , Manoj mishra janiparuni se kan sabu kahuchhi, Pura bakra banigala.
Manoj Mishra bakra lagunahantii bhai.. manoranjan mishra agyan nua sarkar nku sup kala bhali laguchi.. mate ta laguchi semane hin funding Kari rata rati manoranjan mishra agyan nka pain channel te v kholi deichantii 😅😂..
ମନୋଜ ମିଶ୍ର ପିଛୱାଡା ରେ ଵାଳ ମୁଳିଆ ହେଇଛି 😂
ଜା ଶୁଙ୍ଘିଦେବୁ, ଆଉ ଚାଟି ଚାଟି ସଫା କରିଦେବୁ
Best news
Se nije manas saha kahuchi interview re je mo deha kharap re Mamata, maa deha kharap re Mamata, legally married thila bele Mamata saha thila. Hele bi fans tara stree ku kharap kahuchanti😅
ୟାକୁ କହନ୍ତି ଯେ ଗୁସୁରି ଲୋକ ୟାକୁ ସପଟ କାହିଁକି କରୁଛନ୍ତି
Manoj bhai is a perfect person
Mu tumaku dekha habaku ichha
Manoranjan babu E nua dhancha aau bhala laguni... Kanak news samaya re Abhineta mane daru thike apanku face kariba pain... Ebe ete sarala hei jauchanti seita vala laguni
manoranjan ❤ sir love u from.Balangir ..manoj ❤sir love u.
ଏତେ ବଡ ବଡ vision ଦେଖୁଥିବା ମଣିଷ କେବେ ହେଲେ ସଦାବେଳେ ଟୁଟୁ ନାୟକ, ଓଡିଶା କୁ ଭାଗ ଭାଗ, କୋରାପୁଟ ଅଲଗା ରାଜ୍ୟ ହେଉ, ପଶ୍ଚିମ ଓଡିଶା ଅଲଗା ରାଜ୍ୟ ହେଉ ଏପରି ଛୋଟ କଥା ଶୋଭା ପାଉନି. ଯେହେତୁ ସେ ଜଣେ actor ସେଥିପାଇଁ ସେ ନିଜର popularity ପାଇଁ acting ଛଡା କିଛି ବି ଅଧିକ କରୁନାହାନ୍ତି. ଆପଣ ଙ୍କ 2ଟା ସ୍ତ୍ରୀ ହୁଅନ୍ତୁ କି 19 ଟା ସ୍ତ୍ରୀ ହୁଅନ୍ତୁ ଓଡିଶା ବାସୀଙ୍କର କିଛି ଯାଏ ଆସେ ନାହିଁ. ଆମେ ସେ ବିଷୟରେ କିଛି discussion କରୁନୁ.କାହାରି personal matter ରେ କେହି ଏପରି କହିବା ବି ଠିକ ନୁହେଁ. କିଂନ୍ତୁ ସଦାବେଳେ ଓଡିଶା ପାଇଁ ନେଗେଟିଭ କଥା କହୁଛନ୍ତି, ଦିଲ୍ଲୀ ରେ, ମୁମ୍ବାଇ ରେ acting କରୁଥିଲେ, ଓଡିଶା ବହୁତ ତଳେ.ଏପରି ସବୁ କହି ଓଡିଶା କୁ ବହୁତ ନୀଚ ଦୃଷ୍ଟିରେ ଦେଖୁଛନ୍ତି.ଏତେ talent ଅଛି ଆପଣ ଙ୍କ ପାଖରେ ଯାନ୍ତୁ ଦିଲ୍ଲୀ ମୁମ୍ବାଇ ରେ acting କରନ୍ତୁ କିଏ ମନା କରୁଛି . ଯଦି ଓଡିଶା ର ଭଲ ପାଇଁ ଚିନ୍ତା କରୁଛନ୍ତି proper way ରେ ଯାଇ solve କରନ୍ତୁ.maturity ନଥିଲା ପରି କଥା କହୁଛନ୍ତି.development ଚାହୁଁଛନ୍ତି ଠିକ ଅଛି କିଂନ୍ତୁ ଟୁଟୁ ନାୟକ, ଓଡିଶା କୁ 10 ଭାଗ ହେଇଯାଉ ଏଇ ସବୁ ମୂର୍ଖମୀ କଥା କହିଲେ ଲୋକ ମାନେ ଘୃଣା କରିବେ ପଛେ development ହେଇପାରିବନି.10 ବର୍ଷ,15 ବର୍ଷ,20 ବର୍ଷ 40 ବର୍ଷ ପୂର୍ବରୁ ଓଡିଶା ର ପରିସ୍ଥିତି ଯାହା ଥିଲା ଆଜିର ଦିନରେ ବହୁତ କିଛି ଚେଞ୍ଜ ହେଇଛି. ପୂର୍ଵ, ପଶ୍ଚିମ, ଉତ୍ତର, ଦକ୍ଷିଣ ସବୁ ଦିଗରେ ପରିବର୍ତନ ହେଇଛି. ଆଗକୁ ବି ବହୁତ ପରିବର୍ତନ ହେବ.ବହୁତ ବଡ ବଡ ଲୋକ ମାନଙ୍କର ଅବଦାନ ଅଛି ଏଥିରେ . ଆପଣ ସେଇ ବଡ ଲୋକ ମାନଙ୍କ ପରି ହେବାକୁ ଚେଷ୍ଟା କରନ୍ତୁ.ବଡ ବଡ କଥା କହି ଛୋଟ ଚିନ୍ତାଧାରା ରେ ରହି କାମ କରନ୍ତୁନି.କେବଳ acting ଛଡା କିଛି ବି କରୁନାହାନ୍ତି ଲାଗୁଛି.କୋଉଠି କୋଉ ଅଫିସ ହେବ ତା ଉପରେ ତର୍ଜମା କରନ୍ତୁ. Govt କୁ ଜଣାନ୍ତୁ. ଲୋକମାନଙ୍କ ମତାମତ ନିଅନ୍ତୁ. ମନ୍ତ୍ରୀ, MLA କିମ୍ବା ଆଉ କେହି ସେମାନଙ୍କ ପାଖକୁ ଯାଇ ନିଜର vision ଉପରେ discussion କରନ୍ତୁ.ଏସବୁ important କାମ ନ କରିକି ଖାଲି 4000 ଗ୍ରାମ ବୁଲିଲି ଏଇଟା କଲି ସେଇଟା କଲି, ଓଡିଶା 10 ଭାଗ ହେଇଯାଉ ଏଇ ସବୁ ଫାଲତୁ କାମରୁ ନିଜକୁ ଦୁରେଇ ରଖନ୍ତୁ. ଆଜି ସମ୍ବଲପୁର ରେ ଦ୍ୱିତୀୟ AIIMS ହେବାକୁ ଯାଉଛି. ଲୋକ ମାନେ ଆଗରୁ ଏହାପାଇଁ ଆନ୍ଦୋଳନ କରୁଥିଲେ ଦାବିପତ୍ର ଦେଇଛନ୍ତି. ବହୁତ କିଛି ଉନ୍ନତ ଚିନ୍ତାଧାରା କାର୍ଯ୍ୟ କଳାପ ଦ୍ୱାରା ଆଜି success ହେବାକୁ ଯାଉଛି. Proper way ରେ ଯାଆନ୍ତୁ. ପୃଥିବୀ ରେ ପ୍ରତିଟି ମଣିଷ struggle କରୁଛନ୍ତି success ପାଇଁ.ଫିଲ୍ମ ରେ acting କରନ୍ତୁ ଠିକ ଅଛି କିଂନ୍ତୁ real life ରେ struggle କରନ୍ତୁ.ଖାଲି ଚିକିଣିଆ କଥା ରେ ନୁହେଁ.ଉନ୍ନତ ଚିନ୍ତାଧାରା ରଖି କାମ କରନ୍ତୁ. ଗୋଟେ ପରିବାର ରେ 6 ଜଣ ମେମ୍ବର ଅଛନ୍ତି. ଯଦି ଅସୁବିଧା ରେ ଚଳୁଛନ୍ତି, ମିଳିମିଶି କେମିତି ସମସ୍ତେ ମିଶି ଭଲ ରେ ଚଳିବା ସେ କଥା ଚିନ୍ତା ନ କରି ସମସ୍ତେ ଅଲଗା ଅଲଗା ଭାଗ ଭାଗ ହେଇଜିବା, ବାପା କୁ ଅଲଗା କରିଦେବା, ବୋଉକୁ ଅଲଗା କରିଦେବା, ନିଜେ ଅଲଗା ହେଇଜିବା. ନିଜର ସ୍ୱାର୍ଥ ପାଇଁ ଏଇ ସବୁ ଛୋଟ ଚିନ୍ତାଧାରା ରଖି କାମ କଲେ ସଫଳ ହେଇପାରିବନି ଆମେ କେହି. ପୂର୍ଵ ପୁରୁଷ ରୁ ବଡ ବଡ ନେତା, ଦେଶପ୍ରେମୀ ସମସ୍ତ ଙ୍କ ଠାରୁ ଆମେ ସାର୍ବଭୋମତ୍ତ୍ୱ, କିପରି ଅଖଣ୍ଡତା ବଜାଇ ରହିବ ସେ ସବୁ କଥା ଶିଖିଛୁ. ଏ ସବୁ କୁ ବଜାୟ ରଖନ୍ତୁ. ଉନତ ଚିନ୍ତାଧାରା ରଖି ଉନତ କାମ କରନ୍ତୁ.ନିଜର popularity ପାଇଁ, ସ୍ୱାର୍ଥ ପାଇଁ ଅତି ତଳକୁ ଖସି ଯାଆନ୍ତୁ ନାହିଁ.positive feeling positive attitude ରେ କାମ କରି development ହଉ. May lord give you so strength and power to do something different for society and filmy industry which will be remembered for ever. Jay jagannath 🙏🏾
ଟୁଟୁ ନାୟକ ବି ମାର୍ଜିତ ବ୍ୟବହାର କରନ୍ତୁ. ସମସ୍ତେ ନିଜ ପେଟ ପାଟଣା ପାଇଁ କାମ କରୁଛନ୍ତି ବୋଲି ଏହା ନୁହେଁ କି ସେମାନଙ୍କର ଆତ୍ମ ସମ୍ମାନ ନାହିଁ. ଇଏ ଷ୍ଟାର ମୋ ଗୋଡ଼ ଧରିଥିଲା ସେ ଷ୍ଟାର ମୋ ଗୋଡ଼ ଧରିଥିଲା ମୂର୍ଖ ଙ୍କ ପରି ବ୍ୟବହାର କରନ୍ତୁ ନାହିଁ.ଏସବୁ ଶୁଣିକି ସମଗ୍ର ଚଳଚିତ୍ର କଳାକାର ମାନଙ୍କର ହୃଦୟ କୁ ବହୁତ ଆଘାତ ହେଉଥିବ. ସିନେମା ଜଗତ ରେ ରହି ନିଜକୁ କଳାକାର କହି ଗର୍ବ ମନେ କରିବା ପରିବର୍ତ୍ତେ ନିଜକୁ ନୀଚ ଦୃଷ୍ଟି ରେ ଦେଖୁଥିବେ. Educated ଲୋକ ଙ୍କ ଠାରୁ ଏପରି ବ୍ୟବହାର ଶୋଭା ପାଉନି 🙏🏾ସାରା ଓଡିଶା ଆପଣ ସମସ୍ତ ଙ୍କ କଥା ବାର୍ତ୍ତା ଦେଖୁଛନ୍ତି.କଥା କହିବାର way ଟିକେ ଚେଞ୍ଜ କରନ୍ତୁ.🙏🏾🙏🏾
Media ମାନଙ୍କୁ ଅନୁରୋଧ ଦୟାକରି ଏଇ topic କୁ ଆଉ ଏତେ ଦୋହରାନ୍ତୁନି. ଏହାର negative impact ବହୁତ ପଡୁଛି.ଏସବୁ topic ବାରମ୍ବାର ଚାଲିବା ଦ୍ୱାରା ଲୋକମାନଙ୍କର ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଘୃଣା ଭାବ ଆସିଯାଉଛି.ଏପରି ଚାଲିଲେ ଆଗକୁ ତୁମେ filmy ଇଣ୍ଡଷ୍ଟ୍ରି କୁ ଯେତେ ଚେଞ୍ଜ କଲେ ବି ଲୋକ ମାନଙ୍କର ଆଉ ଓଡ଼ିଆ ଫିଲ୍ମ ଦେଖିବାକୁ ଆଗ୍ରହ ନଥିବ.
ଲାଗୁଚି ଆପଣଙ୍କ ପାଖେ ବହୁତ ସମୟ ଅଛି, ଆଉ Social media ରେ ଆପଣ ବେଶୀ ରୁ ବେଶୀ ସମୟ ଦିୟନ୍ତି ସେଥିପାଇଁ ଏତେ ଏତେ type ବି କରିପାରୁଛନ୍ତି... 😅😂
ଓଡ଼ିଶା କୁ ଭାଗ ନ କରି, କଣ କରି ହେବ, ସେଇଟା ବି ସେ କହୁଚି... ସେଇଟା ବି ଶୁଣ...
@@ChhabilaMohanty ଯାହା ହଉ ଆପଣ ଧର୍ଯ୍ୟ ର ସହ ଆପଣ ଙ୍କ ମୂଲ୍ୟବାନ ସମୟ ଦେଇ ଏତେ ବଡ ମେଶଜେ ପଢ଼ିଛନ୍ତି. Thank you 🙏🏾
Actually ବହୁତ୍ ଭଲ କଥା କହିଲେ ସାର୍ ଆପଣ....ମୁ ବି ଏଇଟା ଲେଖିବା ପାଇଁ ବେଳେ ବେଳେ ଚାହେଁ ..ହେଲେ ପୁଣି ଭାବେ ଏତେ କିଏ ଲେଖିବ,ମୋ ଦିଲ ର କଥା ତ ଲେଖିଦେଲେ ସାର୍ ଆପଣ, hopefully ଲୋକ ମାନେ ଅଳସୁଆ ନହୋଇ ଏଇଟା କୁ ପଢ଼ିବେ
@@nyayabratarout6282padhini agyan 🙏🏻
I love you ❤❤❤❤❤
What does it mean a BHALA wife and BHALA husband ?? called lack of SPIRITUALITY
Sir
Sorry to say pura interview dekhi lini becoz mun kichi bujhiparilni a person ru.....sir i request to you tunguru bhola is better than manoj mishra,,,,kam se kam entertainments kala and even straight forward.....manoj menatally unstable plz 🙏 thanku medical ku send karntu ,, plz 🙏 pre plan pagala a .....he knows se kichi success kariparilani bas try katuchi haba paien rani didi
Bhala papa
Plz Manoranjan sir Siddhanta sir nka saha gote full podcast karantu.
Swami kharap thile thik kariheba stree kharap thile thik kariheba kintu kansa basana bhali badaleiba anuchit eita bhala lokara parichaya nuhe
Manoj sir love u
Manoj Mishra Odisha pain Kalanka
Kahinki abhinaya, westurn odisha bhokua ki ?
Hn sir
ତୁ ମିଛୁଆ କୁ ମୁ ମିଛୁଆ, ସତ କାହିଁକି କହିବା 😂😂😂😂😂😂😂😂😂😂😂😂
ଆପଣ ଭଲ ଲୋକ ଭଲ concept ଉପରେ ଫିଲ୍ମ କରନ୍ତି ହୃଦୟ ରୁ ଆପଣ ଙ୍କୁ ଭଲ ପାଉ।but ଆପଣ ଯେପରି ହୃଦୟ ର କଥା ଆଉ expression ra way ku 2 ta ଅଲଗା କହିଲେ ସେଇଟା ତମ ଛଡ଼ା ବୋଧେ ଆଉ କେହି ବୁଝି ପାରୁନାହାନ୍ତି।ଆପଣ ଙ୍କ ଗୋଟେ କଥା କୁ ନେଇ western odisha ଆପଣଙ୍କୁ suport kari Cuttack loka nku gali ଦେଉଛନ୍ତି।ଓ ଅଖଣ୍ଡ ଓଡ଼ିଶା କୁ ଭଲ ପାଉଥିବା ଲୋକେ ଆପଣ ଙ୍କୁ ବିଭାଜନ କାରି କହୁଛନ୍ତି।so ଆପଣ ଏମିତି କଥା କୁହନ୍ତୁ କି ଫିଲ୍ମ କରନ୍ତୁ ଯେମିତି 2 ଅଞ୍ଚଳ ଲୋକେ ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତୁ।ଦୋଷ ସରକାର କରୁଛନ୍ତି ଦୋଷ ସରକାର ଙ୍କୁ ଦିଆ ଯାଉ।2 ଅଞ୍ଚଳ ର ଏକତା ପାଇଁ ଆପଣ ଲଢନ୍ତୁ ଆପଣ ବିଶ୍ୱାସ କରନ୍ତୁ rest of western odisha ଆପଣ ଙ୍କୁ ଲୋକ ଭଲ ପାଆନ୍ତି କାରଣ ଆପଣ ଓଡ଼ିଆ ସିନେମା ପାଇଁ ଲଢେଇ କରୁଛନ୍ତି।ଏବେ b ଓଡ଼ିଆ ସିନେମା କୁ international level re ଦେଖିବାକୁ ସମସ୍ତେ ଚାହୁଁଛନ୍ତି। ଯେଉଁ idea achhi ତାକୁ ସରକାର ଙ୍କ ପାଖରେ represent କରନ୍ତୁ।କାମ ରେ ଲାଗିଲେ ବହୁତ୍ ଭଲ ହେବ ଓଡିଶା ପାଇଁ ।ଆପଣ ଙ୍କୁ b ଓଡ଼ିଶା ଲୋକେ ଲିଜେଣ୍ଡ ବୋଲି କହିବେ । ❤you love from odisha
ଗୋଟିଏ ଅଞ୍ଚଳ ର ଲୋକ କଥା କଥା କେ ଶଳା କଟକିଆ କହୁଛନ୍ତି, ସେମାନେ ଅଲଗା ହୋଇ ଗଲେ ଓଡ଼ିଶା ର କ'ଣ କ୍ଷତି ହେବ ?
Manoj Mishra ❤
What a fearless anchor
Bhabya kbe ta bapa pakhaku jiba nahin o kathaa hebani kaahiki naa se jaani6i je taa maa byatita a duniaanre kehinaahaanti
manoj mishra thik kahuchhhanti
Manoj mishra is best
Manoj dada is a right person
Manoj Mishra nka Katha Barta ru janapaduchhi tankara bikruta manasikata au nikrustha chintadhara.... Manoj mishra nka bisakta chinta Odisha ku bhaga bhaga kariba ra Hina chesta.... e Loka ta ku na Neta na Avineta hisabare dekhiba murkhata.... parama galua ta....
WODC head quater sambalpur re heba darkar
News room monaj mishar nka ex wife interview nia..
Tapare jani pariba..
Great sir 👍🏻👍🏻🙏🏻🙏🏻🙏🏻
ଛି ଚରିତ୍ର ନ ଥିଲେ ସବୁ ଅସାର
ବେହିଆ ଲୋକ ଙ୍କ ମୁହଁ ଟାଣ