I salute her for her patience in remaining in the BJP despite her losing 3 assembly elections,her commitment to BJP,her cool temperament etc.BJP has rightly assigned her the very important position of Dy CM's post in Odisha Govt.👏👏👏
1:04:09 pua Mane rahijibe jhia paleiba but se pua 30yrs pare b mla huye au gote jhia thare mla heiki b DCM heijiba.. female ku sabu bele favour mile semane tanka sex gender pai hi benefits niyanti
Wonderful presentation.... Blessed to have her. Never expected this type of mindset from a politician especially for women👌.... Waiting ahead for a brighter Odisha 👍
43:19 ma'am 5000 independent karideba?? Yearly 10k kn independent karideba?? Na se sabu district re gote msme baseile semane independent Hebe every month salary asiba. Kan ae guarantee debe ki se 5000 heiki Khali patha padeibe..ae gote freebie revdi bantuchanti plzz aku band karantu ma'am.. ae sabu ru bas election jita jaye desha uparku jayeni ma'am plzz ae a bjp voter plzz request karuchi.. Odisha re job nahi youth berozgar. Women independent karantu
Bahut vala lagila madam nka way of presentation ,u r a inspiration . Hope ki apan odisa ra rural area pai vala kama karibe pratiti Naree ra hrudayare stanapaibe .👍
Ame bjp ku dharmendra pradhan aparajita sadangi baijayanta panda ka face dekhi deithilu but ladoo au Jane khaile jiye kichi karibi nathile.. caste politics at its peak.
Manoranjan Babu ,pl bring the notice of CM, Odisha, Urban Minister, Odisha, BMC/BDA/ Smart City 1 Comissioner for construction of Drains/Swerage at Hanshapal -Balianta Nadibandha road and it's colonies for dewatering from these area as residents are suffering a lot.
Madam odisha ra deputy cm,tanku odisha ra development bisayare pachara jau,paribairika personal questions pachariba darkara nahi.she is not individual,she is representing all odisha
Alu chaso bhi jb pattnayak samaya re e bhalo kranti ani thila. J b pattnaya Congress ra training nele ..aau Alu chaso ra suphala Loko dekhuchanti😅😅😅😅😅😅😅😅😅😅😅😅
ବହୁତ ସୁନ୍ଦର ଉପସ୍ଥାପନା ।ଅସୀମ ଧୈର୍ଯ୍ୟ, ସାହସ ଓ ଆତ୍ମ ବିଶ୍ୱାସ ସହିତ ମହତ୍ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କଲେ ସଫଳତା ମିଳିବ ଏଥିରେ ସନ୍ଦେହ ନାହିଁ। ଆଶା କରୁଛି ନାରୀ ସମାଜ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରନ୍ତୁ।
ଅତ୍ୟନ୍ତ ଭଦ୍ର ମହିଳା Madam ପ୍ରଭାତୀ ପରିଡା ତାଙ୍କ interview ଦେଖିକି ବହୁତ କିଛି ଶିଖିବାକୁ ମିଳିଲା, ଏମିତି podcast ଖୋଜୁଥିଲି madam ଙ୍କର ତାଙ୍କର lifestyle ବିଷୟରେ ଆହୁରି କିଛି ପଚାରିଥିଲେ ଭଲ ହେଇଥାନ୍ତା ତଥାପି ବହୁତ ବଢିଆ podcast ଥିଲା Thank You Manoranjan Sir🙏
ସୁନ୍ଦର ଉପସ୍ଥାପନା
Madam ଙ୍କ ଉତ୍ତର ଦେବାର ଶୈଳୀ ବି ଅତି ସୁନ୍ଦର ହୋଇଛି।🙏
ମାଡାମ ଆପଣ ଙ୍କ ସ୍ୱାମୀ ଭି ବହୁତ ଜଷ୍ଟ କାରିଛନ୍ତି ❤️
ଯଦି ୨୦୨୪ ରେ ସମୀର ଦାସ ଙ୍କୁ BJD ଟିକେଟ ମିଳିଥାନ୍ତା, ତାହାହେଲେ Madam ଜିତିଥାନ୍ତେ କି ?
Jauthi Nabin babu Bhali Neta Hari Gale Sethi Samir Das Kau Bala ku Je😂😂😂😂😂😂
Naa kebe bi jiti nathante
ତମ ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି, ନବୀନ ପଟ୍ଟନାୟକ ଜାଣିଥିଲେ ସମୀର ଦାଶ ହାରିବ ବୋଲି, ସେଥିପାଇଁ ଟିକେଟ ଦେଲେନି, ଯଦି ସମୀର ଦାଶର ଏତେ ପାୱାର ଥିଲା, ସ୍ୱାଧୀନ ଦଳରେ ଏକା ଲଢ଼ିବାର ଥିଲା..
Beautiful sexy BJP
Right @@SaileshDehuri
ବହୁତ୍ ସୁନ୍ଦର ଉପପ୍ଥାପନା
👍, ଧନ୍ୟବାଦ ଭଦ୍ର ମହିଳା ମାନ୍ୟବର ଉପ -ମୁଖ୍ୟମନ୍ତ୍ରୀ ଓଡ଼ିଆଙ୍କର ଗର୍ବ ନୁହନ୍ତି କି?
Haan garbi...au paisa khiaaa stree loka
Ama ghara pakha ra ye ladies
Kan Pain😮
ହଁ କିଏ ମନାକଲା ହେଲେ କିନ୍ତୁ ମୋ ମତ ରେ ଆଉ 10 ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର
I salute her for her patience in remaining in the BJP despite her losing 3 assembly elections,her commitment to BJP,her cool temperament etc.BJP has rightly assigned her the very important position of Dy CM's post in Odisha Govt.👏👏👏
Prabhati didi one of powerfull lady ,,,
ପ୍ରଭାତି ପରିଡା ମହୋଦୟା ଜିଲ୍ଲା ପରିଷଦରେ ବି ହାରିଛନ୍ତି
ଏ ମହିଳା ଜଣଙ୍କ ପ୍ରକୁତରେ ବହୁତ୍ ଅହଙ୍କାରୀ ଆମ ନିର୍ବାଚନ ମଣ୍ଡଳୀ ର mla
Bahut sundar advices in odisha pablic janata
Mind blowing interview... Next CM OF ODISHA..
Next ward member
୨୦୦୯ପରେ ବିଜେପି ମହିଳା ମୋର୍ଚା ବହୁ କଷ୍ଟ କରି ପାର୍ଟି କୁ ଆଗକୁ ଆଣିଛନ୍ତି
ଏମାନେ କଣ ପ୍ରକୃତରେ ଠିକ ଭୋଟ ପାଇ ଜିତିଛନ୍ତି ନା ଜାଲି କରି ଜିତିଛନ୍ତି
Jali vote
1:04:09 pua Mane rahijibe jhia paleiba but se pua 30yrs pare b mla huye au gote jhia thare mla heiki b DCM heijiba.. female ku sabu bele favour mile semane tanka sex gender pai hi benefits niyanti
Madam ଆପଣ ଜଣେ ଭଦ୍ର ମହିଳା ,ମୁଂଜଣେ ଓଡିଆ ହିସାବରେ ଆପଣଂକ ବିଚାର ଶୁଣି ମୁଂ ଗୌରବାନ୍ବିତ🙏🏼
Really, you are very gentle and open hearted, madam.
ପ୍ରଭାତି ମାମ 🙏🙏🙏🙏
ଜୟ ମା ମଂଗଳା, ମଂତ୍ରୀ ମହୋଦୟା ଙ୍କୁ ପ୍ରଣାମ knw
Beautiful podcast.
Bjp ଯେଉଁ ପ୍ରତିଶୃତି ଦେଉଥିଲା ଠିକ୍ ସେ ପାଳନ କରନ୍ତୁ
Wonderful presentation.... Blessed to have her. Never expected this type of mindset from a politician especially for women👌.... Waiting ahead for a brighter Odisha 👍
AMA APA PRABHATI APA❤
43:19 ma'am 5000 independent karideba?? Yearly 10k kn independent karideba?? Na se sabu district re gote msme baseile semane independent Hebe every month salary asiba. Kan ae guarantee debe ki se 5000 heiki Khali patha padeibe..ae gote freebie revdi bantuchanti plzz aku band karantu ma'am.. ae sabu ru bas election jita jaye desha uparku jayeni ma'am plzz ae a bjp voter plzz request karuchi..
Odisha re job nahi youth berozgar. Women independent karantu
God bless you to your family mam 🙏
ତମାମ କଥା ଶୁଣିଲି ଆପଣହିଁ ଧର୍ଯ୍ୟଶିଲା ଅପରାଜିତା 🎉
Thanks Manoranjan Bhaina
ମାଡାମ ମହିଳ ଓ ଶିଶୁ ବିକାଶ ବିଭାଗ ଟିକୁ ଟିକେ
ଭିତରକୁ ପସି ଦେଖି ଲେ ଭଲ ଭାବେର ଜାଣି ପାରିବେ ଆଉ କମୀॆଂକ ଦୁଖ ବୁଝି ପାରିବେ
👋🙏🌷🙏👋🙏🌷👋🙏🌷👋🙏🌷
ଶୁଭେଚ୍ଛା 💐💐
Bahut vala lagila madam nka way of presentation ,u r a inspiration . Hope ki apan odisa ra rural area pai vala kama karibe pratiti Naree ra hrudayare stanapaibe .👍
Madam.very.talented
ଧନ୍ୟବାଦ ପ୍ରଭାତୀ ମାଡମ,ଆଗକୁ ଯେଉଁ ପଦକ୍ଷେପ ଗ୍ରହଣ କରିବେ ସେଥିରେ କେବଳଝିଅ ମାନଙ୍କ ଚିନ୍ତା ନକରି ଛୋଟ ଦିନ ରୁ ପୁଅଟିକୁ ଚରିତ୍ର ଗଢ଼ିବାକୁ ସଚେତନତା ସୃଷ୍ଟି କରିବା। ଏତଦ୍ ବ୍ୟତୀତ ସାଧାରଣ ନାରୀ ଯିଏ କେବଳ ରୋଜଗାର କ୍ଷମ କିପରି କରି ପାବ,ସେସମୟରେ ନିଜ ଶିଶୁକୁ ସୁରକ୍ଷା ନିମନ୍ତେ କ୍ରେଚ ଖୋଲିବାକୁ ଅନୁରୋଧ ରଖୁଛି। ଧନ୍ୟବାଦ ଆପଣଙ୍କୁ
Madichala 🎉
Interview ta bahut bhala lagila
Wow, Mind blowing.😊
ସୁନ୍ଦର ବାର୍ତ୍ତାଳାପ
Good and best podcast
Ame bjp ku dharmendra pradhan aparajita sadangi baijayanta panda ka face dekhi deithilu but ladoo au Jane khaile jiye kichi karibi nathile.. caste politics at its peak.
Thanks bhai for your right inform.
Nice thought madam
ସମିର ଦାସ ଦୟାରୁ ଆଜି ଜିତିଛି ପ୍ରଭାତି ପରିଡ଼ା ନଚେତ୍ ସରପଞ୍ଚ ଜିତିବା ବି କଷ୍ଟ ପ୍ରଭାତୀ ପରିଡ଼ା ପାଇଁ 😂😂😂😂 ପୁରା ନିମାପଡ଼ା ବାସୀ ଜାଣିଛନ୍ତି
So beautiful 🎉🎉🎉
God.blese.you
ଧନ୍ୟବାଦ୍ କିନ୍ତୁ ତୁମେ ଯାହା କହିଥିଲ କରିପାରିଲନି
ଧୀର ପାଣି ପଥର କାଟେ ଅପେକ୍ଷା ର ଫଳ ମିଠା ଧଯ୍ୟ ଧର
Prediction says Madam Pravati would be CM of Odisha. We r proud of her.
Mam 👍👍🙏🙏
Manoranjan Babu ,pl bring the notice of CM, Odisha, Urban Minister, Odisha, BMC/BDA/ Smart City 1 Comissioner for construction of Drains/Swerage at Hanshapal -Balianta Nadibandha road and it's colonies for dewatering from these area as residents are suffering a lot.
You are Unique person manaranjan babu 💐💐💐
Everything is unique in the NEWS ROOM.
ବଣ ମାଳି ବଣରେ ଫୁଟି ମରୁଛି କିନ୍ତୁ ଯାହାର ଅଛି ବା ତେଲିଆ ମୁଣ୍ଡରେ ତେଲ ଆପଣ ଥରେ ମାନ୍ୟ ବର ମାଡ଼ମର କୁ ପଚାରନ୍ତୁ ତ ଆମ କଥା ଦୁଃଖ ତି କେବେ ବୁଝିବେ 😭🙏
Ask her future developments planing of odisha
Madam odisha ra deputy cm,tanku odisha ra development bisayare pachara jau,paribairika personal questions pachariba darkara nahi.she is not individual,she is representing all odisha
ୟାର ଯେତେ ଭାଉ.. ଇନ୍ଦିରା ଗାନ୍ଧି pm ହେଇକି ସେତିକି ଖାଇ ନଥିବେ...
ବୋପାଲୋ ଇଏ ତ ଏକା ମନ୍ତ୍ରୀ ହେଇଛି ଜୀବନ ସାରା ରହିବ ଯେମିତି
ସମୀର ଦାଶ ଦୟାରୁ ଜିତିଛି
Madam very talented
Hello michha
ମିଛୁଆ ରାଧୁଆ ଗପ କୁହା ସରକାର
ମିଛ ଗପ କହୁ କହୁ ସରିଯିବ ୫ ବରଷ
ମିଶ୍ର ବାବୁ ଓଡ଼ିଶା ପାଇଁ କଣ କରୁଛନ୍ତି ସେ ବିଷୟରେ ପ୍ରଶ୍ନ କରନ୍ତୁ ମୋର ଅନୁରୋଧ??? ଓଡ଼ିଶା ରେ ସଚେତନ ଗଣମାଧ୍ୟମ ହିସାବରେ
ତମେ ପାଣ୍ଡୁର ପାଦ ଚଟା କଥା କୁହନି 24 ବର୍ଷ ରେ ଓଡିଶା ଭବିଷ୍ୟତ ପାଇଁ କଣ କରିଛନ୍ତି ଆଗେ କୁହ ତା ପରେ 3 ମାସ ର ସରକାର କୁ ପଚାରୁଚ
ଭାଇ ପୂର୍ବ ସରକାର 24 ବର୍ଷ ରେ କଣ କରିଛି. 24ମାସ ପୁରୁ ଆଗ
Tu nije michhua re , sethipain sata tote michha dekhajauchi
ବହୁମୂଲ୍ୟ ସମୟ ନଷ୍ଟ କରୁଛନ୍ତି ଏ Bjp ସରକାର ଜନସାଧାରଣଙ୍କର
କେବଳ ନିଜର ଗପ କୁହା ବନ୍ଦ କରନ୍ତୁ
ଲୋକଙ୍କ କାମ କରନ୍ତୁ
Best wishes madam....🙏
👍👍👍
👌
Au jiti paribani 29 pare
Alu chaso bhi jb pattnayak samaya re e bhalo kranti ani thila. J b pattnaya Congress ra training nele ..aau Alu chaso ra suphala Loko dekhuchanti😅😅😅😅😅😅😅😅😅😅😅😅
ପ୍ରଭାତୀ ପରିଡା ଭୁଲ କଲେ ନିର୍ଭୟ କୁ ଯାଇଥାନ୍ତେ
Wow
Jaha kahile madam sata
Wait 2029 ......😂😂😂
ସମୀର ଦାଶ ମହୋଦୟ BJD ରୁ ଟିକେଟ ପାଇଥିଲେ Madam ପୁଣି ଏଥର ହାରିଥାନ୍ତେ।
🙏🙏
Thank s
Bala interview
ବାର୍ତ୍ତାଳାପ ଖୁବ ଉଚ୍ଚକୋଟୀର
Madam sahàra tanka kebe miliba Amit saha nku pacharantu ame byasta hei pa
ବିନା ସୀମିର ଦାସ ରେ ଗୋଟିଏ ବାଳ ଉଠି ନଥାନ୍ତା ଜିତିଲା ପରେ ବେଇମାନ କରିଲେ
Deputy cheif Minister nka saha ki alochana hauchi
Bjp ଦଳରେ ଏ ପାଗଳାମି କିଏ କଣ ପଦ ପଦବୀରେ ରହିବେ ସେ ବିଷୟରେ ସେ ବେକ୍ତି କିଛି ଅବଗତି ନ ଥାଆନ୍ତି
ଏ କେବଳ ପାଗଳାମି ନୁହେଁ ତ ଆଉ କ ????😂😂
Manoranjan babu v.k pandian b.j.d re thibaru b.j.p jitila. Samir dash ticket paithile prativa madam harithante sure.
ଏଭଳି ଭାଡୁଆ ଚାନେଲ 🩴🩴 ଚଟା ସମ୍ବାଦ
Madam ସମୀର ଦାସ ଙ୍କୁ ଟିକେଟ ମିଳିଥିଲେ କଣ ହୋଇଥ1ନ୍ତା
Yes
Jana sadharananka dukha bujha sie college time katha heba pain kn loka vote deichhanti ki madam?
Mam please period leave ku announce karantu
Period leave ku lagu karajau
ସାରେ ଏ କାଯ୍ୟର୍କ୍ରମ ଟି ବହୁତ
ସୁଦର ସରସ ଲାଗୁଛି ଆପଣ ଥରେ ଅପରା ଜିତା ମାଡାମ କୁ ଥରେ ଆପଣ ଏ କାଯ୍ୟର୍କ୍ରମ କୁ ଭଲ ହୁଅନ୍ତୁା
ହଇରେ ବେଧ ଛୁଆ ମନୋରଞ୍ଜନ କେତେ ଲାଞ୍ଚ ଖାଇଛୁ ବିଜେପି ଠୁ
Manoj babu apana gote senior journalist,emiti faltu prashna pachari chanti
Samir help karinathile madam amanat harei thante.29 rejanapadiba.
Madam if u want to developed women then please try to trained them any way.
Intelligent minister ⭐hope for best
ଆପଣ ଜିତି ନାହାନ୍ତି,evm ଜିତିଛି
Ele power ku asicha..khai chala odisha revenue.. no shame at all for unemployment
❤
ସମୀର ଦାସ BJP ରେ ମିଶିଲା ପରେ ଭଲ ହେଲେ କି, ମମ୍ କହିବେ କି
Mu a madam ka Gaon ra🙏
Poor sound quality
Apana jitibar mukhya karana hela pandian ra karjyakalap. Lokamane jidikale jiejitu pachheke kintu pandian ku hareiba. Pandian manaechha meeting kala.
Agnya BJD lagi BJP Madam jitichhanti 😊
Chiranjibi sahoo
❤
Janapriya netri pravati apa
Bohut.volo. Polece
Provati mam proud. Of. Odisha.
Jali vote
Sameer jitaidele au agaku chinta Kara kan karib ?