'RSSକୁ ଚାନ୍ଦା ଦିଅନ୍ତି ପ୍ରସନ୍ନ ଆଚାର୍ଯ୍ୟ' | Life360 With Prasanna Acharya|Manoranjan Mishra| Podcast |

แชร์
ฝัง
  • เผยแพร่เมื่อ 14 ม.ค. 2025

ความคิดเห็น • 126

  • @gajendranathjena356
    @gajendranathjena356 5 วันที่ผ่านมา +1

    ବିଜେପିରେ ମିଶିଲେ ନିଶ୍ଚିତ ଭଲ ହୃଦୟରେ RSS ପ୍ରତି ଦରଦ ରହିଛି ଓ ରହିବ ଆଚ଼ଳିକ ଦଳ ଅପେକ୍ଷ୍ୟା ରାଷ୍ଟିୟଦଳ ନିଶ୍ଚୟଭବିଶ୍ଵତ ଅଛି😮🎉😮❤

  • @prafulasingh2267
    @prafulasingh2267 18 วันที่ผ่านมา +21

    ଆଜି ନହେଲେ ବି କାଲି କ୍ଷମତା ପାଇଁ ଆବଶ୍ୟକ ପଡିଲେ ଆଫଣ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିବେ ଏହା ଆପଣଙ୍କ ମନଭିତରେ ଅଛି ।

  • @ssahu6657
    @ssahu6657 17 วันที่ผ่านมา +9

    ନିଜକୁ ନିଷ୍କଣ୍ଟ କ କରିବା ପାଇଁ ବିଜୁ ବାବୁଙ୍କ ପ୍ରତି ଅନୁଗତ ସବୁ ନେତାଙ୍କୁ ଜଣ ଜଣ କରି ବିଜେଡି ରୁ ନବୀନ ପଟ୍ଟନାୟକ ବିଦା କରିଦେଲେ । କିନ୍ତୁ ଚତୁର ପ୍ରସନ୍ନ ଆଚାର୍ଯ୍ୟ ବାର୍ତ୍ତିଗଲେ । ସେଥିପାଇଁ ତାଂକୁ ପଶ୍ଚିମ ଓଡ଼ିଶାର ଚାଣକ୍ୟ କୁହାଯାଏ ।

  • @sasanksekharaswain9208
    @sasanksekharaswain9208 16 วันที่ผ่านมา +3

    ଏମାନେ କାହାର ନୁହଁନ୍ତି , ନେତା ମାନେ କେବଳ ସୁନ୍ଦର୍ ଓ ସରଳ କଥା କହି ଲୁଟିବା ରେ ସିଦ୍ଧହସ୍ତ

  • @souravbarik3087
    @souravbarik3087 18 วันที่ผ่านมา +5

    A true man and good politician..He has a great and an ideal personality ..i know their family from childhood..and also his elder brother Prafulla Acharya.. 🙏Rip❤

  • @bipracharanjena2736
    @bipracharanjena2736 18 วันที่ผ่านมา +7

    ପ୍ରସନ୍ନ ବାବୁ ଜଣେ ସ୍ଥିତିପ୍ରଞ୍ଜ ବ୍ୟକ୍ତି ଓ ଗଣତାନ୍ତ୍ରିକ ଧାରାକୁ ସମ୍ମାନ ଦିଅନ୍ତି ପଣ୍ଡିଆନ୍ନ ର ଉତ୍ଥାନ ପାଇଁ କେବଳ ନବୀନ ବାବୁ ଦାୟୀ ଓ ନବୀନ ବାବୁ ଏବେ ଅନୁତାପ କରିବା କରୁଛନ୍ତି ନବୀନ ବାବୁ ନେତାଙ୍କୁ ଗୁରୁତ୍ଵ ଦେବା ଦରକାର ପନ୍ଦିଆଣ ଆଉ ଦଳ ପାଇଁ ଦରକାର ନାହିଁ ପାଣ୍ଡିଆଁନ ଜଣେ କ୍ଷମତା ଲୋଭୀ ଓ ନିରପେକ୍ଷ ବ୍ୟକ୍ତି ନୁହେଁ

  • @pramodpradhan9171
    @pramodpradhan9171 18 วันที่ผ่านมา +19

    RSS କୁ ଚାନ୍ଦା କେହି ଦିଅନ୍ତି ନାହିଁ | ଗୁରୁ ଦକ୍ଷିଣା ଦିଅନ୍ତି ।

    • @karchittaranjan9757
      @karchittaranjan9757 16 วันที่ผ่านมา

      RSS ଭାରତକୁ ସନାତନ ଧର୍ମକୁ ଲୁଟୁଛି

    • @dmohanty5003
      @dmohanty5003 16 วันที่ผ่านมา +2

      RSS 1925 ra organisation. 1925 re 99% loka dhoti pindhu thibe. RSS loka Half paint pindhi le kemiti ? Kou swadishi bhawana ?

    • @mbvlogs8306
      @mbvlogs8306 16 วันที่ผ่านมา

      @@dmohanty5003 ajad hind fauj jemiti pindhithile

  • @kalpanapadhi8709
    @kalpanapadhi8709 9 วันที่ผ่านมา

    ଖୁବ ଚମତ୍କାର ସାକ୍ଷାତକାର 🙏

  • @anadi323jan
    @anadi323jan 18 วันที่ผ่านมา +10

    ବିଜେଡିରେ ଜଣେ ଭଦ୍ର ନେତା.....ସହନଶୀଳତାରେ ଅତି ଊଚ୍ଚରେ....ନିଜ ସ୍ବାର୍ଥ ପ୍ରତି ଉଦାସୀନ....ସଚ୍ଚୋଟ...କିନ୍ତୁ ବିଜେଡିରେ ତାଙ୍କୁ ସେତିକି ସମ୍ମାନ ମିଳି ନି.
    ..ବହୁ ଦକ୍ଷତା ସତ୍ତ୍ବେ ବି ଜଣେ ଅନଭିଜ୍ଞ ନେତାଙ୍କ ଅଧୀନରେ ସେ ଏକ ସାଧାରଣ ନେତାଙ୍କର ଅଧୀନରେ ସାଧାରଣ କର୍ମୀ ପରି କାମ କରିଛନ୍ତି

  • @Jagannath-oc9ht
    @Jagannath-oc9ht 17 วันที่ผ่านมา +3

    ପ୍ରସନ୍ନ ଆଚାର୍ଯ୍ୟ ଜାହା କହିଲେ, ହିନ୍ଦୁତୂବ ଏକ ବିଶାଳ ମହତ୍ବର ,ହିନ୍ଦୁତ୍ବ ସଂକୀର୍ଣ୍ଣ ନାହିଁ, କିନ୍ତୁ ମନୋରଞ୍ଜନଙ୍କ ପ୍ରସନ୍ନ ର ଉତ୍ତାର ଦେଲେ ନାହିଁ । ଏହିଭଳି ଚିନ୍ତନ ସୁଯୋଗ ନେଇ ଯଥା ଗୋଟିଏ ଗାଲରେ ଚାପୁଡାଟିଏ ଦେଲେ ଆଉ ଗୋଟିଏ ଗାଲ ଦେଖାଇଦିଅ ଏଭଳି ଏକ ଦୂର୍ବଳ ମନୋଭାବ ର ସୁଯୋଗ ନେଇ ଏବଂ ଲୋଭି ଭାରତୀୟଙ୍କ ସାହାଯ୍ୟ ନେଇ ଭାରତ ବା ହିନ୍ଦୁସ୍ଥାନ ବିଦେଶିଙ୍କ ଦ୍ବାରା ଶାଶିତ ଏବ ଲାନ୍ଛିତ ହୋଇଛି ତହାର କାରଣ ଆଜିର ସରକାର ଯେଉଁ ପରିସ୍ଥିତି ର ସମ୍ମୁଖୀନ ହେଉଛନ୍ତି। ହେଲେ ସେହିଭଳି ବିଶାଳତାର ,ଆଉଗୋଟିଏ ଗାଲ ଦେଖାଇଦିଅ ଏଭଳି ବିଶାଳତା ଏଡେଇନଦେଇ ମଧ୍ୟ ଏକ କୁଟନିତିର ପନ୍ଥା ଅନୋସରଣ କରି ଭାରତ ଆଜି ଆଶ୍ବସ୍ଥ। ଆଚାର୍ଯ୍ୟ ସାର ନିଜର ଚିନ୍ତା ରୋକ୍ଠୋକ୍ ପରିପ୍ରକାଶ କରି ପିରୁ ନାହାଁନ୍ତି ।

  • @dolagobindasahu4917
    @dolagobindasahu4917 18 วันที่ผ่านมา +3

    Manoranjan babu, thank you for your free frank discussion . ଆପଣ ଯେତେ ବୁଲେଇ ବଙ୍କେଇ ପଚାରିଲେ Prasanna Acharya ମାନିବାକୁ ନାରାଜ।ପାଣ୍ଡିଆନ କଥା ପଚାରିବାରୁ ସେ avoid କରୁଛନ୍ତି। ମନରେ ନବୀନ ପଟ୍ଟନାୟକଙ୍କୁ ଡର । Manoranjan babu , Prasanna Acharya ଠାରୁ ସିଧା ସଳଖ ଉପଯୁକ୍ତ ଉତ୍ତର ପାଇ ପାରିବେ ନାହିଁ।

  • @bipinimallickbipini6793
    @bipinimallickbipini6793 16 วันที่ผ่านมา +1

    Prasana. Babu. Thynkyou 👍🏼

  • @dinabandhupatra-lm6vm
    @dinabandhupatra-lm6vm 18 วันที่ผ่านมา +3

    Good massage from a great leader.Namaste

  • @sudhanshu5326
    @sudhanshu5326 16 วันที่ผ่านมา +2

    Vala lagila

  • @gopalkanda-u2c
    @gopalkanda-u2c 18 วันที่ผ่านมา +2

    One Of The Finest Politician of Odisha Politics @Prasanna Acharya
    Kudos Manoranjan Babu for your podcast with him..👍👍👍

  • @subratasahoo3068
    @subratasahoo3068 18 วันที่ผ่านมา +1

    Very good podcast Thank you Mr Prasanna Acharya

  • @satyanandamishra1030
    @satyanandamishra1030 17 วันที่ผ่านมา +2

    He is a most talented poltician in odisha poltics.

  • @maushumisoy904
    @maushumisoy904 17 วันที่ผ่านมา +1

    ସବୁ ବ୍ରାହ୍ମଣ RSS କୁ ଚାନ୍ଦା ଦିଅନ୍ତି, ଏକା ପ୍ରଶ୍ନଆଚାର୍ଯ୍ୟ ନୁହେଁ,

    • @mbvlogs8306
      @mbvlogs8306 16 วันที่ผ่านมา

      Brahman chanda rss nie nahin. Rss ku loke Guru dakhina diantu. St sc obc Brahman samaste dei paribe

    • @lilamayasahu6669
      @lilamayasahu6669 16 วันที่ผ่านมา

      Mu obc mu Chhota amount diye

  • @JNUDelhi2023
    @JNUDelhi2023 18 วันที่ผ่านมา +2

    ଆଛା... ବିଚାରଧାରା ରେ ଗର୍ବିତ

  • @kunjabiharipradhan819
    @kunjabiharipradhan819 16 วันที่ผ่านมา +1

    Nice conversation

  • @Odiaupdates5
    @Odiaupdates5 18 วันที่ผ่านมา +1

    30:00 ru suna mast🎉

  • @sonukhansonukhan8387
    @sonukhansonukhan8387 17 วันที่ผ่านมา +1

    All right. All. right. Salut. Salut. Khola. Katha. Ku. Swagat

  • @bijoyketanacharya8921
    @bijoyketanacharya8921 18 วันที่ผ่านมา +2

    He is one of the founder member of BJD. But became a spineless invertebrate during Pandian rule.
    Be courageous to
    fight for people of Odisha.

  • @prafulasingh2267
    @prafulasingh2267 18 วันที่ผ่านมา +6

    Podcast ରେ ପ୍ରଶନ ଆଚାର୍ଯ୍ୟଙ୍କର ସମସ୍ତ କଥା ଶୁଣିଲି , ନିର୍ଯାସ ଯେ ପ୍ରସନ୍ନ ଆଚାର୍ଯ୍ୟ ଜଣେ ସ୍ବର୍ଥପର , ଲୋଭି ଓ କ୍ଷମତାବାଦୀ ବ୍ୟକ୍ତି ।

  • @sadjangaming1361
    @sadjangaming1361 17 วันที่ผ่านมา +1

    ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।

  • @bijaypanda1843
    @bijaypanda1843 17 วันที่ผ่านมา +2

    ମିଶ୍ର ବାବୁ ନିରାପକ୍ୟ ନୁହେଁ, ମୋ ମତ

  • @nimaipradhan5649
    @nimaipradhan5649 12 วันที่ผ่านมา

    ମନୋରଞ୍ଜନ ବାବୁ,ପ୍ରସନ୍ନ ବାବୁଙ୍କ ସହିତ ଆପଣଙ୍କ ବାର୍ତାଳାପ ଖୁବ ରୋଚକ ଥିଲା. ପ୍ରସନ୍ନବାବୁ ମଧ୍ୟ ବିଜେଡି ଦଳର ଶୃଙ୍ଖଳାଙ୍କୁ ଜଗିରଖି ନିଜ ଲମ୍ବା ରାଜନୈତିକ ଓ ସାମାଜିକ ଜୀବନ ସହିତ ଜଡିତ ପ୍ରଶ୍ନର ଭଦ୍ରତା ଓ ସ୍ୱଷ୍ଟତାର ସହିତ ସୁନ୍ଦର ଢଙ୍ଗରେ ଉତ୍ତର ରଖିଲେ. କିନ୍ତୁ ପ୍ରସନ୍ନ ଆଜ୍ଞା ଆପଣଂକୁ ଗୋଟିଏ କଥା ସ୍ୱୀକାର କରିବାକୁ ଯେ, ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ପରେ " କୃଷକ ଏବେ ବହୁତ ଖୁସି "ମହିଳା ମାନେ ପ୍ରାୟତଃ ସନ୍ତୁଷ୍ଟ " ଏବଂ ଏହାର ଏକମାତ୍ର କାରଣ ଧାନ ଦର 3100 ଟଙ୍କା ଏବଂ ସୁଭଦ୍ରା ଯୋଜନା.ସମ୍ପୂର୍ଣ୍ଣ ଅଣ୍ଟା ଭାଙ୍ଗିଯାଇଥିବା ଚାଷୀ ସଳଖ ଛିଡା ହେବାର ସ୍ବପ୍ନ ଦେଖିବା ଆରମ୍ଭ କଲାଣି. ଜୟ କିସାନ 🙏🏻

  • @Sangrampanigrahi34
    @Sangrampanigrahi34 12 วันที่ผ่านมา

    Right katha

  • @bishnumishra8668
    @bishnumishra8668 17 วันที่ผ่านมา +1

    ପାଣ୍ଡିଆନଙ୍କ ସମୟରେ ଅଲଗା ପରିସ୍ଥିତି ହେଲା....

  • @sanus9614
    @sanus9614 18 วันที่ผ่านมา +2

    Go old age home🎉🎉❤

  • @prasantaroutraya4952
    @prasantaroutraya4952 15 วันที่ผ่านมา

    that is guru dakshina🎉

  • @ajayakumarmohanty9582
    @ajayakumarmohanty9582 18 วันที่ผ่านมา +1

    ପ୍ରସନ୍ନ ବାବୁଙ୍କ ସହ ସାକ୍ଷାତକାର ଖୁବ୍ ପ୍ରେରଣା ଦାୟକ ଅଟେ। ଧନ୍ୟବାଦ।

  • @ashokkumarsahoo1948
    @ashokkumarsahoo1948 16 วันที่ผ่านมา +1

    Matured poltician

  • @bipracharanjena2736
    @bipracharanjena2736 18 วันที่ผ่านมา +3

    ବିଜେଡି ଦଳ 2009ରେ କଂଗ୍ରେସର ସମର୍ଥନ ନେଇ ନବୀନ ବବି ନିଜର ମୁଖ୍ୟ ମନ୍ତ୍ରୀ ଚଉକି ସୁରକିତ୍ ରଖିଲେ ନବୀନ ବାବୁ ସୁବିଧାବାଦୀ ରାଜ ନିତୀ କରନ୍ତି ଓ ବିଶ୍ୱାସ କରନ୍ତି

  • @SanjibMishra-i8f
    @SanjibMishra-i8f 18 วันที่ผ่านมา +1

    ଯେଉଁ ପ୍ରଶ୍ନ ର ଉତ୍ତର ରେ ପ୍ରସନ୍ନ ବାବୁ ଅସୁବିଧାରେ ପଡ଼ିବେ ,ସେଭଳି ପ୍ରଶ୍ନ କୁ ଏଡାଇ ଯାଉଛନ୍ତି ।

  • @ArjunKumar-t3q5r
    @ArjunKumar-t3q5r 18 วันที่ผ่านมา +2

    good

  • @musical_SM
    @musical_SM 18 วันที่ผ่านมา

    Ati sundar alochana

  • @bibhutibhusanpaikaray5896
    @bibhutibhusanpaikaray5896 12 วันที่ผ่านมา

    Rss ଚାନ୍ଦା ନିଏ ନାହିଁ କେବଳ ଭଗବା ଧ୍ଵଜ ତଳେ ଶ୍ରୀଗୁରୁ ପୂର୍ଣ୍ଣିମା ଉତ୍ସବରେ ଶ୍ରୀଗୁରୁ ଦକ୍ଷିଣା କରାଯାଏ ।

  • @GangadharDixit
    @GangadharDixit 18 วันที่ผ่านมา +1

    Thankyouprasanbabu

  • @basantsahoo.79
    @basantsahoo.79 17 วันที่ผ่านมา

    Prasanna Babu100%satya kahichhanti.Shrunkhala , Anusasan O Deshaprema ra siksha RSS ra shakha ru milithaae.

  • @bhaktimarga853
    @bhaktimarga853 18 วันที่ผ่านมา +2

    ଜଣେ ଭଦ୍ର ଲୋକ ।ଭଲ ଲୋକ ମଧ୍ୟ ।

  • @bijayapujari5078
    @bijayapujari5078 17 วันที่ผ่านมา

    very good presentation

  • @nabinbeura3225
    @nabinbeura3225 17 วันที่ผ่านมา

    ଆମେ କାହାକୁ ଭୟ କରିବା। କର୍ତ୍ତୃପକ୍ଷ, ନୀତି ବା ବିବେକ କାହାକୁ। ପୁଣି ଦଳର ଶୃଙ୍ଖଳା ବା କ୍ଷତି ହେବା ଆଣୁଚି, ସେ ଅହିତକର ହେଉ ବା ନିତିହିଁ ହେଉ।

  • @hrudaykumar3283
    @hrudaykumar3283 17 วันที่ผ่านมา +1

    ଆପଣ resign କରିଦିଅନ୍ତୁ, ଅଯଥା ପଇସା ନଉଛନ୍ତି

  • @ganeshkumarsahoo4948
    @ganeshkumarsahoo4948 18 วันที่ผ่านมา +1

    କ୍ଷମତା ପିପାସୁ ଲୋଭି ରାଜନେତା, ପିତାମହ ଭୀଷ୍ମ ପରି ସବୁ ପାପର ଭାଗିଦାରୀ, ନୀରବ ଦ୍ରଷ୍ଟା। ଏବେ କର୍ମ ଫଳ ଭୋଗିବାର ବେଳ

  • @shasibagarti5817
    @shasibagarti5817 17 วันที่ผ่านมา +4

    Rss ରେ କେହି ବି ଚାନ୍ଦା ଦିଅନ୍ତି ନାହିଁ।

  • @swarupkumarmall2158
    @swarupkumarmall2158 18 วันที่ผ่านมา +1

    🥰🥰🥰

  • @bhinnaswara7400
    @bhinnaswara7400 17 วันที่ผ่านมา

    ମିଛ କହିଲେ ପ୍ରସନ୍ନ ଆଚାର୍ଯ୍ୟ । କୃଷକ ବିଲକୁ ପ୍ରଥମେ ଲୋକସଭାରେ ସମର୍ଥନ କରିଥିଲେ । ପରେ କୃଷକମାନଙ୍କ ଆନ୍ଦୋଳନକୁ ଦେଖି ଏନଡିଏ ସହଯୋଗୀ ଅକାଳୀ ଦଳ ସମର୍ଥନ ପ୍ରତ୍ୟାହାର କରିବା ପରେ ବିଜେଡି ରାଜ୍ୟସଭାରେ ବିଲ୍ ବିରୁଦ୍ଧରେ ଭୋଟ ଦେଇଥିଲା ।

  • @kushapanigrahi9352
    @kushapanigrahi9352 18 วันที่ผ่านมา

    Acharjya sir namaskar ela sacha desh premi aaji paaeli pari mote lagila
    Jay hind

  • @BijayketanPattnaik
    @BijayketanPattnaik 18 วันที่ผ่านมา

    Manoranjanbaboo you are cent percent rt in political nexus as you told

  • @netajidash9367
    @netajidash9367 16 วันที่ผ่านมา

    ବିଜୁ ଜନତା ଦଳରେ ଯେ ଏଭଳି ସ୍ପଷ୍ଟବାଦୀ ଓ ରାଷ୍ଟ୍ରବାଦୀ ନେତା ଅଛନ୍ତି ଆଜି ମୁଁ ଜାଣିଲି।
    ରାହୁଳ ଗାନ୍ଧୀର ଭାରତ ଯୋଡ଼ୋ ଯାତ୍ରାକୁ ତାରିଫ କରିବା ଅର୍ଥ ବିଦେଶୀ ଶକ୍ତି ଦ୍ୱାରା ଦେଶରେ ଅରାଜକତା ପାଇଁ ଉଦ୍ୟମ ବିଷୟରେ ପ୍ରସନ୍ନ ବାବୁ ଜାଣି ନାହାନ୍ତି ନା ସେଥିରେ ସେ ବିଶ୍ୱାସ କରନ୍ତିନି?

  • @bhubanmohantyvlogs437
    @bhubanmohantyvlogs437 15 วันที่ผ่านมา +1

    ଆମେ ବି ଦେଉ ଆଜି ଣି ଦେଉ rss କୁ ଚାନ୍ଦା. ହେଲେ ଆମେ ନିର୍ଦ୍ଧିଷ୍ଟ ଦଳୀୟ ନୁହେଁ.
    ଜୟ ହିନ୍ଦ

  • @hrushikeshsahoo5289
    @hrushikeshsahoo5289 18 วันที่ผ่านมา +1

    ସତ କହିଲା ବେଳେ ପାଟି ଖନି ମାରୁଛି ।

  • @SikshyaTarang
    @SikshyaTarang 18 วันที่ผ่านมา

    Manoranjan babu prasanna ji age fika laguchhanti.

  • @AshokNayak-w3p
    @AshokNayak-w3p 15 วันที่ผ่านมา

    Prasanna Acharya is only lagcy biju Pattnaik of current assembly

  • @debasissahoo5132
    @debasissahoo5132 18 วันที่ผ่านมา +1

    Manoranjan babu apana kichi jani nahanti RSS bisayare... Thare sakha ku asantu janatntu... Chanda kebe mageni RSS

  • @umeshdhal6414
    @umeshdhal6414 18 วันที่ผ่านมา +1

    U might have asked his opinion of Pyari legacy.

  • @prafulasingh2267
    @prafulasingh2267 18 วันที่ผ่านมา

    ମାନ୍ୟବର ପ୍ରଶନ ଆଚାର୍ଯ୍ୟ କହିବେକି , ଯେଉଁ ଯୁବକ ଛାତ୍ର ଜୀବନରେ ABVP ର ଛାତ୍ରନେତା ପରମୁହୁର୍ତ୍ତରେ ବିଜେପି ଯୁବମୋର୍ଚ୍ଚାର ସଭାପତି ପୁନଃ RSS ର ସ୍ଵୟଂସେବକ , ସେଇ ଯୁବକ କ୍ଷମତପାଇଁ ପ୍ରଲୋଭିତହୋଇ , ଲୋଭାଗ୍ରସ୍ତ ହୋଇ ନିଜର ଆଭିମୁଖ୍ୟ ବଦଳାଇ ଦଳ ଛାଡ଼ିଦିଏ ତାହାଙ୍କୁ କ'ଣ କୁହାଯିବ । ଦେଖାଯାଏ ବହୁ ଯୁବନେତା ସଂଯମର ସହିତ ସଂଗ୍ରାମ କରି ବହୁ ଲୋଭ ତ୍ୟାଗକରି ନିତିଗଥ ଭାବେ ଦଳ ସହିତ ରହିଛନ୍ତି ତାଙ୍କୁ କ'ଣ କହିବେ ?

  • @birennaik4469
    @birennaik4469 18 วันที่ผ่านมา +2

    ମୋନରଞ୍ଜନ ବାବୁ ଆପଣ podcast କରନ୍ତୁ ନାହିଁ କିଛି ବି ପଚାରିବା ଆସୁନି।

    • @akashbhoi-
      @akashbhoi- 11 วันที่ผ่านมา

      Se para BJD ra loka 😂 janina ki apana

  • @sudhirkumarsahu4705
    @sudhirkumarsahu4705 18 วันที่ผ่านมา

    ସୁବିଧା ବାଦୀ

  • @sadanandapadhan7580
    @sadanandapadhan7580 17 วันที่ผ่านมา +1

    All the leaders of odisha are dominated by pandian. Version is fruitless.

  • @pritampradhan3422
    @pritampradhan3422 16 วันที่ผ่านมา

    Manoranjan babu apana kana soumya babu nku dine podcast ku nimantrana kari paribe?

  • @Mkamalkant96
    @Mkamalkant96 17 วันที่ผ่านมา

    Bahut balance kariki apana apananka mata dele #Prasansir hele apana BJP adaku tike besi dhalile

  • @jayantaadhya6457
    @jayantaadhya6457 18 วันที่ผ่านมา

    Sir bijay Mohapatra nku life 360 re samil karantu

  • @Niranjan-pradhan2025
    @Niranjan-pradhan2025 17 วันที่ผ่านมา +1

    chanda nuhein, Guru dakshina kahanti

  • @sibakalyanmohanty3552
    @sibakalyanmohanty3552 9 วันที่ผ่านมา

    No he repented (Biju babu) not getting connected early in odisha politics because realised that he suited in odisha psychology and very much respected he said he did not have his heir but could the party named bijujd. I am sure in ground level it was accepted only because of Biju babu not for any other thing

  • @hrushikeshsahoo5289
    @hrushikeshsahoo5289 18 วันที่ผ่านมา

    ସମ ଦୂରତ୍ବ ଅର୍ଥ ସୁବିଧା ବାଦି ।
    ବରଷା ଯୁଆଡେ ଛତା ସେ ଆଡେ।

  • @sureshreddy3495
    @sureshreddy3495 17 วันที่ผ่านมา

    pandian jay ho

  • @pabitramohandalai8348
    @pabitramohandalai8348 18 วันที่ผ่านมา +2

    ବେଜିପିରେ କେବେ ଯୋଗ ଦେବେ ପଚାରନ୍ତୁ?

  • @yudhistirbiswal3730
    @yudhistirbiswal3730 18 วันที่ผ่านมา

    P is the asset of odissa.Deserves C.

  • @hrushikeshsahoo5289
    @hrushikeshsahoo5289 18 วันที่ผ่านมา

    ସତ କହିବାକୁ ସାହସ ନାହିଁ ।

  • @prafulasingh2267
    @prafulasingh2267 18 วันที่ผ่านมา

    କିନ୍ତୁ ଗାନ୍ଧୀଙ୍କ ପରି ରାହୁଲ ଗାନ୍ଧି ପାଦରେ ତ ବୁଲିନାହାଁନ୍ତି ?

  • @prafullakumarpradhan8129
    @prafullakumarpradhan8129 18 วันที่ผ่านมา

    Now equal distance to more distance when had been Das to kritadas

  • @baishnabcharansahoo9119
    @baishnabcharansahoo9119 17 วันที่ผ่านมา

    ଭାରତରେ ୮୫ % ରେ ବହୁଜନ ସମାଜ ଥିବା ସମୟରେ ୧୫ % ଲୋକ ଭାରତ ଉପରେ ଶାସନ କରନ୍ତି କିପରି? କଣ ୮୫ % ଲୋକମାନେ ମୂର୍ଖ?

    • @informativeashish9020
      @informativeashish9020 17 วันที่ผ่านมา

      କିପରି କରନ୍ତି ନିଜେ ଚିନ୍ତା କର

    • @Debdev-d6i
      @Debdev-d6i 17 วันที่ผ่านมา

      କାରଣ ଭାରତୀୟ ବୋଲି ଭାବନ୍ତି।

    • @baishnabcharansahoo9119
      @baishnabcharansahoo9119 17 วันที่ผ่านมา

      @Debdev-d6i ବ୍ରାହ୍ମଣ ବାଦ ଭାରତର ବରବାଦ।

    • @baishnabcharansahoo9119
      @baishnabcharansahoo9119 17 วันที่ผ่านมา

      @informativeashish9020 ବ୍ରାହ୍ମଣ ବାଦ ଭାରତର ବାରାବାଦ।

  • @sudhirkumarsahu4705
    @sudhirkumarsahu4705 17 วันที่ผ่านมา

    You have no ideology, only power

  • @dmohanty5003
    @dmohanty5003 16 วันที่ผ่านมา +1

    Naveen babu jebe CM hele Odisha desha ra sabuthu garib rajya thila bina double engine sarkar Odisha 12/13 position per capita re uparaku uthi gala. Bengal thu bi upare. Kintu utaar pradesh re double engine sarkar thai bi 9 varsha re gote position uparaku uthi parilani tu se upare kaha

  • @KumudiniSwain-h1x
    @KumudiniSwain-h1x 15 วันที่ผ่านมา

    Ratna bhandar kebe ganati heba

  • @sibakalyanmohanty3552
    @sibakalyanmohanty3552 9 วันที่ผ่านมา

    What is kritadass pl bring clarity it is before politics for common interest it is not your interest alone for even the GOOD mental health of public in arena of common growth

  • @ShibaprasadMishra-qq3tb
    @ShibaprasadMishra-qq3tb 13 วันที่ผ่านมา

    Apana Bargarh pai kichikarini

  • @rajeshkumarmallick6747
    @rajeshkumarmallick6747 17 วันที่ผ่านมา

    RSS amti gote party jie India ra national flag ku redpect deani hele nija ku desapremi kuhe

  • @SantoshKumarSahu-bk7et
    @SantoshKumarSahu-bk7et 18 วันที่ผ่านมา

    ପ୍ରସନ୍ନ ବାବୁ, 24 ବର୍ଷର ଶାସନ ପରେ ଆପଣ ସରକାରୀ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି କି?

  • @swagatdas1994
    @swagatdas1994 18 วันที่ผ่านมา

    Naveen Babu ku kaebe lower PMG re ame daekhibu

  • @abhijitpatnaik7438
    @abhijitpatnaik7438 18 วันที่ผ่านมา

    Tamaku kiye kahila je Congress Tama sangre misiba boli. Congress ekka ladhiba

  • @abhijitpatnaik7438
    @abhijitpatnaik7438 18 วันที่ผ่านมา

    Naveen Patnaik ra Chakara

  • @ShibaBehera-p4i
    @ShibaBehera-p4i 18 วันที่ผ่านมา +1

    ଫାଳତୁ ଆଲୋଚନା ଛି ଛି

  • @shisirkumarmalik8065
    @shisirkumarmalik8065 18 วันที่ผ่านมา

    Navin babu kata natuo srusi kalane sir ama odisa ra nartuto kan kamtila pandian ku agaku anutila

  • @KailashDalai-e2t
    @KailashDalai-e2t 18 วันที่ผ่านมา +3

    Neta hebara Prakruta Jogyata Prassana Babunka Pakhare Achhi .

  • @akashpradhan4160
    @akashpradhan4160 18 วันที่ผ่านมา

    Manoranjan babu bjp ra chamchagiri kari Prasana Acharya nku pin point karuchhanti BODMAS😅

  • @shisirkumarmalik8065
    @shisirkumarmalik8065 18 วันที่ผ่านมา

    Biju babu muhan navin babu nuhanti

    • @samratmahapatra3870
      @samratmahapatra3870 17 วันที่ผ่านมา

      ଶେଷ ସମୟରେ ପ୍ରସନ୍ନ ବାବୁ କାଳେ ପାଣ୍ଡିଆନ ଟିକେଟ କାଟିଦେବେ ତେଣୁ ପାଣ୍ଡିଆନଙ୍କ ବୋଲ ମାନିବାକୁ ବାଧ୍ୟ ହେଲେ l ସେ ଜଣେ ପୋଖତ ରାଜନୀତିଜ୍ଞ ହିସାବରେ ଜାଣୁଥିଲେ ପାଣ୍ଡିଆନ ପାଇଁ ଲୋକ ବିଜେଡି ଠାରୁ ଦୁରେଇ ଯାଉଛନ୍ତି କିନ୍ତୁ ପ୍ରକାଶ କରିବାକୁ ସାହସ ଜୁଟାଇ ପାରିଲେ ନାହିଁ l

  • @diptisatpathy2799
    @diptisatpathy2799 18 วันที่ผ่านมา

    BJD no1

  • @sudhirkumarsahu4705
    @sudhirkumarsahu4705 17 วันที่ผ่านมา

    Nabin has no any good prsernality

  • @ChattruMahapatra
    @ChattruMahapatra 18 วันที่ผ่านมา

    Biju chakra dhari kebal jane Neta sehi p acharyadada tanku
    Kutanitik hisabare barpali pathajaeithila
    Taha prasanaku Nabinka thare tike sankochahela
    B. j. D kahile tinijana odisare
    Sehele Au Nabin Prasann
    Amane hi tnijana chakrari sAnkhdhari padma sahita taldei nethile
    Matra Gada nadharile ....

  • @saumyaranjan7112
    @saumyaranjan7112 18 วันที่ผ่านมา

    MANTRI Mane kana medical jaanta nahi

  • @shisirkumarmalik8065
    @shisirkumarmalik8065 18 วันที่ผ่านมา

    Jadi navin badhali chanti tahala nataka karutila kai

  • @BhawaniPrasad-b9c
    @BhawaniPrasad-b9c 16 วันที่ผ่านมา

    BIJU MADA SAMPARK KATHA KUHANTU.

  • @akrurapadhan7619
    @akrurapadhan7619 9 วันที่ผ่านมา

    Sarakari daktar khana kahiki nagale

  • @saumyaranjan7112
    @saumyaranjan7112 18 วันที่ผ่านมา

    Pandian ra trafic jagichhanti na nahi

  • @shisirkumarmalik8065
    @shisirkumarmalik8065 18 วันที่ผ่านมา

    Apana 100 taka bi dhainatila

  • @ardhendudirector5667
    @ardhendudirector5667 18 วันที่ผ่านมา

    Biju Patnaik nku ete tekuchhanti,my vidroho kare,se Christian,thare dakantu sabu kahibi, aapankar nomber achhi,kahi paribi

  • @rajeshkumarpanda7057
    @rajeshkumarpanda7057 12 วันที่ผ่านมา +1

    53:44 😂😂😂 rahul gandhi.. tara se bus dekhithile jauthure se ratire southula?? 5star ghara too bhi auri bhala thila