Angul ଜିଲ୍ଲାର ବିଜୟ କୁମାର ସ୍ୱାଇଁ, ନିଜ କ୍ଷେତରେ Tomato ଫଳାଇ ଉଦାହରଣ ସୃଷ୍ଟି କରିଛନ୍ତି | Odia News

แชร์
ฝัง
  • เผยแพร่เมื่อ 15 ต.ค. 2024

ความคิดเห็น • 31

  • @prasanta600
    @prasanta600 ปีที่แล้ว +7

    ଭାଇକୁ ଧନ୍ୟବାଦ 🙏 🙏🙏🙏🙏

  • @rabichandrapal632
    @rabichandrapal632 ปีที่แล้ว +10

    ବିଜୟ ବାବୁ ଆପଣ ଠିକ କହୁଛନ୍ତି.... ଆମର ଓଡିଶା ର କୃଷି / ଉଦ୍ୟାନ ବିଭାଗୀୟ ଅଧିକାରୀ କେବଳ ଚାଷୀ ନିଜେ ଯେଉଁଠି କରେ ସେଠି ବିଭାଗୀୟ ଅଧିକାରୀ ଙ୍କୁ ଦେଖାନ୍ତି ଆଉ ଏମିତିକା ଚାଷୀ ଚୟନ କରନ୍ତି ଯେଉଁ ମାନେ ତାଙ୍କରି କଥା ରେ ହଁ ରେ ହଁ ଭରିବେ

  • @bibekanandadas5833
    @bibekanandadas5833 ปีที่แล้ว +15

    ସାର୍ ଆପଣ ଜାଣିଥିବେ ଆମ ଓଡ଼ିଶାରେ କୃଷି ବିଭାଗର ଅଫିରମାନେ ରହିଲେ ଚାକିରି କରିଛନ୍ତି ସାଧାରଣ ଲୋକଙ୍କୁ ବା କୃଷକ ମାନେ କେମିତି ଅଧିକ ଅମଳ କରିବେ ତ ବିଷୟରେ ଜାଣିବାକୁ ଗଲେ ଲୋକଙ୍କୁ ଜଣାଇବେ । କିନ୍ତୁ ଏଠି ଓଲଟା ଯେତେବେଳେ ଯିବ ଅଫିସର କହିବେ ଆଜି ସମୟ ନାହିଁ କାଲି ଆସନ୍ତୁ ଏମିତି ବରମ୍ୱର ହଇରାଣ କରିବେ ଯାହାଫଳରେ ଆଉ ଯିବାକୁ ଇଚ୍ଛା ହେବନାହିଁ । ସେମାନେ ଜଉଠୀ ମୋଟ ଅଙ୍କର ଟଙ୍କା ପାଇବେ ସନଙ୍କୁ ଠିକ୍ କଥା କହିବେ । ଏହା ଆମ ଓଡ଼ିଶାର ଉନ୍ନତି ସେଥି ପାଇଁ ତ ଆମେ ସବୁ ରାଜ୍ୟ ଠାରୁ ତଳେ ଅଛନ୍ତି

    • @rajatswain238
      @rajatswain238 ปีที่แล้ว

      Kali asantu dekhiba office ku gale kuade asichh

    • @pramodapradhan9257
      @pramodapradhan9257 ปีที่แล้ว

      ନାଇଁ ଭାଇ ନବୀନ ସରକାର ଏକ ନମ୍ବର

    • @gopalsagar5812
      @gopalsagar5812 ปีที่แล้ว

      Thank you so much verygood extelent telling Bhai

  • @akshyasahu4335
    @akshyasahu4335 ปีที่แล้ว +1

    ସବୁ ଅସମ୍ଭବ କୁ ସମ୍ଭବ କରି ହେବ, କିନ୍ତୁ ତା ପାଇଁ ଉଚିତ ଜ୍ଞ୍ୟାନ କୌଶଳ ଆବଶ୍ୟକ 👌ଜୟ ଯବାନ ଜୟ କିସାନ 👌❤️👌

  • @LittleDanceralisha
    @LittleDanceralisha ปีที่แล้ว +6

    ଭାଈ ଅନୁଗୋଳ ର କଉ ଜାଗା ..!!! 🍅 ଜଉ ରେଟ କିଣିବା କଷ୍ଟ ... ଜାଗା ଟିକୁ ଯାଇ ବୁଲି ଆସିବା...😮

  • @nababarika4028
    @nababarika4028 ปีที่แล้ว

    Horticulture department should take steps to supply seeds to every village who wants with proper enquiry

  • @sibanathnayak6825
    @sibanathnayak6825 ปีที่แล้ว +3

    Bhaee jagiki basantu chora lagibe

  • @basantakumarbehera1069
    @basantakumarbehera1069 ปีที่แล้ว +1

    Very good bhai

  • @suvashchandraswain391
    @suvashchandraswain391 ปีที่แล้ว

    Great

  • @biranchinarayanbhoi6382
    @biranchinarayanbhoi6382 ปีที่แล้ว +2

    ବର୍ଷା ଦିନିଆଁ ଟମାଟୋ ଚାଷ ପାଇଁ କିପରି ଚାରା ମଗା ଯିବା ଏ ବିଷୟରେ ଗୋଟିଏ ଭିଡିଓ ବନାନ୍ତୁ

  • @sudarsanmantri1210
    @sudarsanmantri1210 ปีที่แล้ว

    Thik Katha bhai Agriculture officer mane kichi training program karunahanti.

  • @sumitranaik2514
    @sumitranaik2514 2 หลายเดือนก่อน

    Good

  • @anilkumarsahu9847
    @anilkumarsahu9847 ปีที่แล้ว

    ଭାଇ ଅନୁଗୋଳ ଜିଲ୍ଲାର କେଉଁ ଜାଗା ଆପଣ ଜଣାଇବେ

  • @susilpattanaik3660
    @susilpattanaik3660 ปีที่แล้ว

    Very good work sir

  • @odiagharani
    @odiagharani ปีที่แล้ว

    Nice video 👍

  • @adityabiswal2835
    @adityabiswal2835 ปีที่แล้ว

    Grafted tomato plant..

  • @nakulmajhi7336
    @nakulmajhi7336 ปีที่แล้ว +1

    ଶେଥିପାଇଁତ ଓଡିଶା ପଛରେ ଅଛି

  • @sarojpanda7794
    @sarojpanda7794 ปีที่แล้ว

    Tankara stock kebe habani

  • @omprakashbachha5122
    @omprakashbachha5122 10 หลายเดือนก่อน

    Sound tk stop kara

  • @lokanathjena1868
    @lokanathjena1868 ปีที่แล้ว

    ଆସନ୍ତୁ ସମସ୍ତେ ସମସ୍ତ ପ୍ରକାର ଚାଷ କରିବା ।ଆଉ ଶୀତଳ ଭଣ୍ଡାର ର ଆବଶ୍ୟକତା କରିବା ନାହିଁ ।

  • @BasantaBisoyi-mt5oo
    @BasantaBisoyi-mt5oo ปีที่แล้ว

    Nobarongpur dist ro dabuga re otikalchar office naai

  • @trinathrout2794
    @trinathrout2794 ปีที่แล้ว

    Keonjhar re madhya tomato products hoi Bazar re bikri helani

  • @pramodapradhan9257
    @pramodapradhan9257 ปีที่แล้ว

    କାହଁକି ପ୍ରୋମସନ କରିବେ ଅଧିକ ଦରମା ମିଳିବ ନାଁ ନକଲେ ଦରମା କମିଯିବ ତାଛଡା ସେମାନେ ଚାକିରୀ କରିଛନ୍ତି ବଡ଼ ଲୋକ ଏ ମଳିମୁଣ୍ଡିଆ ଚାଷୀକୁ ପଚାରେ କିଏ

  • @acharyaone7500
    @acharyaone7500 ปีที่แล้ว

  • @DebaPrabhanjanMallick-m1h
    @DebaPrabhanjanMallick-m1h ปีที่แล้ว

    Tamato rate .Rs 200/-

  • @prasantakumarghana5467
    @prasantakumarghana5467 ปีที่แล้ว

    Swain babu mobile no dabaki

  • @lingarajdehury838
    @lingarajdehury838 ปีที่แล้ว +1

    Bhubaneswar branch contact number ti diantu

  • @BhagirathiSahu-b6g
    @BhagirathiSahu-b6g ปีที่แล้ว +2

    ଭାଇକୁ ଧନ୍ଯବାଦ 🙏🙏🙏🙏