how to start tomato farming in orissa // ବର୍ଷା ଦିନିଆ ଟମାଟର ଚାଷ ର ସଫଳ ସୂତ୍ର
ฝัง
- เผยแพร่เมื่อ 24 พ.ค. 2021
- how to start tomato farming in orissa // ବର୍ଷା ଦିନିଆ ଟମାଟର ଚାଷ ର ସଫଳ ସୂତ୍ର
tomato farming is a most profitable cultivation during rainy season,if proper procedure is implemented with timing and used proper variety and land prepared and other necessary hints emphasis.Most of farmars related with same cultivation start in August and September, except it may be formed in June months, which would be great profit upto income till January to February.So come to same farming one have to follow some important tricks to secure and make profitable tomato cultivation, what is explained and display details step by step in this video.
#tomatofarming #Kurefultv #rainyseasontomatocultivation
follow us-
Facebook--www.facebook.com
Instagram-- / www.google.com
your queries
how to start tomato cultivation in Orissa during rainy season
how to start tomato farming
how to make tomato profitable
tomato chasa ra pranali details
tomato chasa ra safala sutra
tomato chasa ra labha sutra
tomato chasa kemiti karajae
tomato chasa kipari karanti
tomato chasa ra a to z details
barsa dinia tomato chasa pranali
barsa dinia bilatibaigana chasa
barsa dinia patalghanta chasa
best tomato variety
new technique of tomato farming
thanks so much for watching Kureful tv channel.
ସବୁବେଳେ ଆପଣ ଭଲ ଭଲ କଥା କହେ ସନ ସାର
ଜାଣିକରି ବହୁତ ଖୁସି ଲାଗିଲା ।
ବହୁତ ଭଳ ଶାର୍
Thanks you sir
Thanks da good in information
Thank you very much sir🙏🙏🙏
Thanks so much, your pricious opinion is most valuable for us, hope your guide and suggestions.
Nice information..... Sir..... Keep it up sir bcoz it is very essential for our cultivators.
Thanks sir, obliged on you, your pricious opinion is most valuable for us hope you guide and suggestions . Thanks sir
Bahut Sundar video sir 🙏🙏🙏
ନମସ୍କାର ଆଜ୍ଞା, ଧନ୍ୟବାଦ ଅର୍ପଣ କରୁଛୁ
NiCe information sir ..bahut badhia laguchhe apankar Chas upre video
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣମାନଙ୍କ ଅଭିମତ ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ
ଧନ୍ୟବାଦ
ନମସ୍କାର ଆଜ୍ଞା, ଧନ୍ୟବାଦ ଅର୍ପଣ କରୁଛୁ
Thanks Aagyaan.. Val lagla
Thanks so much, your pricious opinion is most valuable for us, hope your guide and suggestions.
Bhai apananku aneka aneka dhyanbad 🙏🙏🙏🙏,,bahut bhal message ti dela
Bahut sunder thanks you so much sir 👍
Thanks so much, your pricious opinion is most valuable for us.thanks
nice informartio
Bahut super sir
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ,ସେମିନିସ୍ ଓ ସିଜେଣ୍ଟା କମ୍ପାନୀ ର ବିହନ ଲଗାଇବେ ।
ବହୁତ୍ ବଢିଆ ହୋଇଛି l
ପୁରା ବୁଝିବାକୁ ଚେଷ୍ଟା କରୁଛି l
ଆପଣ ଙ୍କ ନିଜ କ୍ଷେତ ରୁ photo ପଠେଇଲେ ବେଶୀ ଭଲ ଲାଗନ୍ତା
ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆଗକୁ ନିଶ୍ଚୟ ଏଥିପ୍ରତି ଧ୍ୟାନ ଦେବୁ।
ମୋ chennal କୁ ଯାଇ ଦେଖନ୍ତୁ ବର୍ଷା ଦିନ ଟମାଟ ଚାଷ ସମ୍ପୂର୍ଣ୍ଣ ଜାଣିପାରିବେ ।
ଆପଣ କଥା ଚାଷ ବାସ ବିଷୟରେ କହେସନ୍ very very nice
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
ଭିଡ଼ିଓ ଟା ବହୁତ୍ ବଡିଆ ଅଛେ ଟମାଟୋର ଚାଷ କରିବାଲାଗି ଧନ୍ୟବାଦ
ବର୍ଷା ଦିନିଆ ପାଇଁ ଫୁଲୋ କୁବି ଚାଷ କରିବାର ଭିଡ଼ିଓ ଦିଅ ଆପଣଙ୍କୁ ଜଗାଜଗ କର୍ବା ଲାଗି ଫୋନ୍ ନମ୍ୱର୍ ଦିଅନ୍ତୁ
ନମସ୍କାର ଆଜ୍ଞା
ଆପଣ କରିକରି ଦେଖାଇ ପାରିବେ ବୋଲି ଆଶା, ଧନ୍ୟବାଦ
Bahut bahut dhanyawad angaya jugar
Thanks so much, hope your guide and suggestions.
ଦାଦା ଆପଣ ନଙ୍କର ଟ୍ରିକ ଭଳ ଲାଗଲା ମୁଇ ଏବେ 1ଏକର ରେ ଟମାଟୋ କରୁଛେ ଟିକେ please ଆପଣଙ୍କ ସାଙ୍ଗେ କଥା ହେମି
Dada nice
Very nice
ଧନ୍ୟବାଦ
Jani kari khushi lagla sir.
ଧନ୍ୟବାଦ ଆଜ୍ଞା ନମସ୍କାର
Super video dada
ଧନ୍ୟବାଦ ଭାଇ, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ତୁମର ମାନକର ଆର୍ଶୀବାଦ ଥାଉ ଏତିକି ଆବେଦନ ଭାଇ।
Very nice sir
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Good information
ଧନ୍ୟବାଦ
Good knowledge
Thanks so much sir
Nic video dada
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।
Nice trick
Thanks
You are most welcome sir, hope your guide and suggestions, thanks
Nice info
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Nomoste bahut badhia lagila.. Sir jhaunla pain vedio deauntu
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ନିଶ୍ଚୟ ଆଗକୁ ଦେଖି ପାରିବେ
Nice video
ନମସ୍କାର, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ
Thank you avery advice are good .
Thanks so much, your pricious opinion is on our hearts, hope your guide and suggestions.thanks
Think ku sir
ଧନ୍ୟବାଦ ଆଜ୍ଞା
Roga phokha ousadha chada sir please video
Sir amor heu6i mayurnhanj disctric August 15 pare tomato logamu baluchhu hele baliamati re tomato chaso hebo ki ni bhai plz kuho
ନମସ୍କାର ଆଜ୍ଞା,ଵାଲି ମାଟି ରେ ଟମାଟୋର ପାଇଁ ଅଧିକ ଖତ ଦେବାକୁ ପଡିଥାଏ, ଆପଣ ମାଟି ପରିକ୍ଷା କରିଦଉନ ,ଜାଣି ପାରିବେ କେତେ ଖତସାର ଅଛି, ତାପରେ ଆରମ୍ଭ କରିଵେ । ଅଧିକ ତଥ୍ୟ ଯଦି ଚାହୁଁଥିଲେ ଫୋନ୍ ନମ୍ୱର୍ ଦେଵେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Bahut sundar 🙏 multi leyar chas upre gote video hou. Kam Jagaa thi jhaa profit hau. Kahar sangee kahaa ke lagmaa
ନମସ୍କାର ଆଜ୍ଞା, ଧନ୍ୟବାଦ, ଆପଣ କୃଷି ବିଭାଗ ସହିତ ଯୋଗାଯୋଗ କରନ୍ତୁ।
Aapan nka video mo pani sabubele helpfull hue
Malching Kariba compulsary achhi ki
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ,ମଲଚିଙ୍ଗ୍ ଯଦି କରି ପାରୁଛନ୍ତି, ବହୁତ ଭଲ, ଆପଣଙ୍କ ଘାସ ବ୍ୟାପିବା ଖର୍ଚ୍ଚ କମି ଯିବ, ରୋଗ ପୋକ କମ୍ ହେବ। କିନ୍ତୁ କରିଵା ବାଧ୍ୟ ନୁହେଁ। ଆପଣଙ୍କ ବଜେଟ୍ ଅନୁସାରେ କରନ୍ତୁ
Sat Katha aay
ଧନ୍ୟବାଦ
Dada juhar mue karmi kahu chhe j darlagu chhe ni hele ghare gali karbe tikra thin barsa mase pen bhari jesi pher chalba kini kahu chhe
ନମସ୍କାର ଭାଇ, ଧନ୍ୟବାଦ,୨୦-୫୦ ଟା ଚାରା ନେଇ କରି ଟେଷ୍ଟ କର ,କେନ୍ତା ହେସି ଜାନିପାରଵ।ପରେ ବଡ଼ ହିସାବରେ କର
Apankar katha ta bada mitha lagsi agiyan ,aagho radio thin vi mui suni chen banihan te ....
ଧନ୍ୟବାଦ ଆଜ୍ଞା ନମସ୍କାର
Chasi bhaei Mane bhala kisan ra bihana ba manji roga pratisodhak pesticides pari paru nahanti ea digare apananka matamata keun jagaru paeiparibe
Aparankarafhunnambar
Sir tamoto palla Ghari kenta karasan vedeo Gote banaun
ନିଶ୍ଚୟ
Kenta Kari karne kahabo ajatha lamuchu
Aalu chas ra gute video te banaun sir.. 🙏
ନିଶ୍ଚୟ
Bael matire ken patalghataa jagale bhal hebaa
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ,ଵାଲି ମାଟି ରେ ଅଧିକ ଖତ ଦେବାକୁ ପଡିଥାଏ, ତେଣୁ ମାଟି ପରିକ୍ଷା କରିଦଉନ, ତାପରେ ଚାଷ କରି ପାରିବେ। ଟମାଟୋର ପାଇଁ ଖତମାଟି ନିହାତି ଆବଶ୍ୟକ।
Sir utkala Kumari tomato barsha dinare hebaki nahi
ହୋଇ ପାରିବ, ତଥାପି ଆପଣ ଅଭିଲାଶ କିସମ କରୁନ୍।
ମସୁରୀ ଚାଷ ବିଷୟରେ ଗୋଟିଏ ଭିଡିଓ ଵନୁନ ଆଞା
Nimay,bishi,bhallagche
ନମସ୍କାର ଆଜ୍ଞା
Dada Karla re kanna spray kale jaha phalba....
ଫେଣ୍ଟା ପ୍ଲସ୍
Bai Bion onlain madhumo re kini oba ki Bai
ବିହନ ଅନ୍ ଲାଇନ୍ ମାଧ୍ୟମରେ ପାଇ ପାରିବେ
July mase tomato chara ropan kale
Ken time re bahariba tomato
ନୂଆଁଖାଇ ସମୟରେ
Sir barsa re phula jhadijauchi Kan kariba
ନମସ୍କାର ଆଜ୍ଞା
ଏଥିପାଇଁ ଆପଣ,ଫେଣ୍ଟା ପ୍ଳସ୍ ହରମୋନ୍ ଦେଇ ପାରିବେ।
Tomato Munji seminars avilas
BAHUT BADHIYA HOECHHI PURA BUJHIBAKU CHESTA KARI6I
👳
Thanks so much sir
August mase kari parma k sir
ଆରାମରେ
Julaere lagale kenta heba sir
ଠିକ୍ ହେବ, କରନ୍ତୁ
Mu SRi LAKI RAM NAG chasibahi
ନମସ୍କାର ଆଜ୍ଞା
Sita dinia kakudi chasa Kebe Kara jaa
ନଭେମ୍ବର ମାସ ରେ
Aamar pachim odisha re jen kisam r bihan milu chhe aao chalu chhe tike batabe .
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଏବେ ଯୋଗାଯୋଗ ଏତେ ସହଜ ହେଲାଣି , ବିହନର ଅଭାବ ରହୁନାହିଁ। ବିଭିନ୍ନ ମାଧ୍ୟମ ରହିଛି, ଦୟାକରି ଅନୁଧ୍ୟାନ କରିବେ। ଧନ୍ୟବାଦ
ଆଜ୍ଞା ବର୍ଷାଦିନିଆ ଶାଗ ଚାଷ ବିଷୟ ରେ ଟିକେ vidio ଛାଡ଼ୁନ...,..
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ନିଶ୍ଚୟ ଆଗକୁ ଦେଖି ପାରିବେ।
Sir barsha dine laxmi tometo jaga hethila ୧ acer sabu kala ହେଇ ଗଲାଣି ଫଳ ନାହିଁ
ନମସ୍କାର ଆଜ୍ଞା,
ଆମେ ଆପଣଙ୍କ ବିଷୟରେ ଜାଣି ବହୁତ ଦୁଃଖିତ।
ନିଶ୍ଚୟ ଅନେକ କାରଣ ରହିଛି ଏହାର ଉପରେ। ଏବେ ଆପଣ କ'ଣ କରିବେ ବୋଲି ଭାବୁଛନ୍ତି , ଜଣାଇବେ। ଦୟାକରି ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Roga poka ra video darkar achhi
ନିଶ୍ଚୟ ଆଗକୁ ଦେଖି ପାରିବେ
ତମର ହିସାବ ଅନୁସାରେ ଟମଟର କଳୁ ଯେ ଭଳ ଚାଷ ହେଇଛେ ବର୍ଷା ସିଜନ୍ ରେ
ଧନ୍ୟବାଦ ଆଜ୍ଞା
ଆପଣ ମାନେ,ଯେଵେ ଚାଷ ରେ, ଚାକିରି ଠାରୁ ଅଧିକ ଆୟ କରିବେ, ସେତେବେଳେ ଆମ୍ଭେ ଆହୁରି ଖୁସି ହେବୁ। ଧନ୍ୟବାଦ ଆଜ୍ଞା
😮
Mote bi karbar achhe likin safal nai hebar
Sair Namaskar Mu Debasish Padra Kahuchi Sair Mu Chasa Bisayare Janibaku Echha Karuchi Sair Kemiti Chasa Karibe Mu Kichhi JaniNai Appanankatharu Mu Janibaku
Chanhe
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ,ଆପଣ ଆପଣଙ୍କ ମୋବାଇଲ ନମ୍ବର ଦେଲେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ। ଧନ୍ୟବାଦ ଆଜ୍ଞା
Ken matire heba sir
Plis messege karbe sir
Baigan chas ra video te lod karun
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆଗକୁ ନିଶ୍ଚୟ ଦେଖି ପାରିବେ, ଏବେ ଧାନ ଚାଷ ର ସିରିଜ୍ ଚାଲିଛି, ଏହା ପରେ ନିଶ୍ଚୟ ଆସିବ
Kailash bariha aprankara fhun nombar tike dia
ନମସ୍କାର ଆଜ୍ଞା,9853256754
Abhilash tamatar sabse bekar hai bhai Barsat Mein achcha wala bataya karo Milte bilkul Hamesha
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଆଗକୁ ଦେଖି ପାରିବେ କିଛି ନୂଆ ବିହନ ସହିତ।
Kete pariman re kale aida heba
ଏକ ଏକର କରନ୍ତୁ
Kapa chasa Ra gote video chhadun sr mo gote anurot
ଜୀତୁ ଆଜ୍ଞା ଆନ୍ତରିକ ଧନ୍ୟବାଦ, ନମସ୍କାର, ବହୁତ ଜଲ୍ଦୀ କପା ଚାଷ ର ଭିଡିଓ ଦେଖି ପାରିବେ। ଧନ୍ୟବାଦ
Aa paranka fhun nombar
Lanka chas k Ken medicine lagba
ନମସ୍କାର ଆଜ୍ଞା, ରୋଗ ପାଇଁ ଔଷଧ, ତେଣୁ ରୋଗ ନିର୍ଣ୍ଣୟ ଏକ ମୁଖ୍ୟ କଥା, ତାପରେ ଆମେ ଔଷଧ ଦେବା ଠିକ ହେବ। ଧନ୍ୟବାଦ
Kousala barsha dinare habaki
ହୋଇ ପାରିବ
Sabuthu badhia manji Kena sir
ନମସ୍କାର ଆଜ୍ଞା,ସେମିନିଷ୍ ର ବିହନ ବ୍ୟବହାର କରନ୍ତୁ
Patalghanta ne kana dele besi tike phalasba
ନମସ୍କାର ଆଜ୍ଞା,ପାତଲଘଣ୍ଟା ରେ ହରମୋନ ଦେଇପାରିବେ,ପ୍ଳାନୋଫିସ୍କ, ପ୍ଳାଣ୍ଟେଡ୍ ଗ୍ରୁପ ର ହରମୋନ ଦେଇପାରିବେ।
Patla ghanta sabu kadha haijauche
ନମସ୍କାର ଆଜ୍ଞା, ଏହାର ୨ ଟି କାରଣ ହୋଇଥାଏ,ଫଙ୍ଗସ୍ କିମ୍ବା ପୋକ । ଏଥିରେ କ୍ଳୋରୋଥାୟୋନିଲ୍ ୭୫ wp 300 ଗ୍ରାମ ଏକର ପ୍ରତି+ ସିଜେଣ୍ଟା ର ସ୍କୋର ୧୦୦ ଏମ୍ ଏଲ୍ , ଏକର ଦିଅନ୍ତୁ। ଫଙ୍ଗସ୍ ର ହେଲେ ଏମିଷ୍ଟାର ଟପ୍ ୨ ଏମ୍ ଏଲ୍ ଲିଟର ପିଛା ଦେଇ ପାରିବେ। ଅଧିକ ତଥ୍ୟ ପାଇଁ ଫୋନ୍ ନମ୍ୱର୍ ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Tamar ta bahary che ke hisab kitab kare kahu chha
ନମସ୍କାର ଆଜ୍ଞା, ଏହା ପରିକ୍ଷଣ କରି ହୋଇ କୁହାଯାଇଛି, ଥରେ କରି ଦେଖନ୍ତୁ।
Mati kenta chek kari heba
ପରିକ୍ଷା କରିଵେ
@@Kurefultv kauthi sir
ପଡିଆ ର ରତଳୁ ମାଟି କେନ ମଞ୍ଜି ଜଗବାର କଥା
ଋତୁ ଅନୁସାରେ ବିହନ ଚୟନ କରନ୍ତୁ
Balo tomato bihn
Name
ଧନ୍ୟବାଦ
2023 re kia kia karuchha barsa mase😁
ଭିଡିଓ ରେ ଡିଟେଲ୍
ନବିନ ଆଜ୍ଞା କେଉଁ ପ୍ରକାର ମୁଜି ବ୍ୟବାର
ନମସ୍କାର ଆଜ୍ଞା, ଦୟାକରି ଭିଡିଓ ପୁରା ଦେଖନ୍ତୁ, ଏଥିରେ କିସମ ସଵୁ କୁହାଯାଇଛି।
Khara thiba haba ta chaasa
ନମସ୍କାର ଆଜ୍ଞା
ଥରେ ପରିକ୍ଷା କରୁନ୍
Video chada please
Kou veraity lagaiba
ନମସ୍କାର, ଏହା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ
ଆଜ୍ଞା , 150 ଫୁଟ ଲମ୍ବା ଆଉ 45 ଫୁଟ ଚଉଡ଼ା ଅଛେ , କେତେ ଗ୍ରାମ ମଞ୍ଜି ଲାଗବା।
30-40 gram
Barsa diniaa mula saga upa re video te bana ntu
ବହୁତ ଜଲଦି ଦେଖି ପାରିବେ
Abhilash miluni
ନମସ୍କାର ଆଜ୍ଞା, ଅନଲାଇନ୍ ରେ ମଧ୍ୟ ପାଇ ପାରିବେ।
ଟମାଟ ଡ୍ରିପ୍ ଲାଇନ୍ ରେ ପୋତା ଯାଇ ଥିବା କାଠ/ବାଉଁଶରେ କି ପ୍ରକାର ଦଉଡ଼ି/ସୁତୁଲି ବାନ୍ଧିବା ଭଲ ହେବ ?
ପ୍ଳାଷ୍ଟିକ୍ ରଶି ମିଳୁଛି
January mashre lageile kenkampani bihan sir
Barsha dine utkal kumari tamato habaki sir
ନମସ୍କାର ଆଜ୍ଞା, ଉତ୍କଳ କୁମାରୀ, ଟମାଟୋର କରି ପାରଵେ,ରାଞ୍ଜ ର ବ୍ୟବସ୍ଥା ଯଦି ଅଛେ କରୁନ, ଜଲଦି ଲଗାଵାର ଟା ଠିକ ଆଏ , ଧନ୍ୟବାଦ
Semines ra abhilash ebe chasa kale habaki sir
Rancha nahi aamapakhare tale chaliba ki
ନମସ୍କାର ଆଜ୍ଞା, ଟମାଟୋର ଚାଷ ରେ ,ରାଞ୍ଜ ଭଲ୍ ଆଏ, ଯଦି ରାଞ୍ଜ ନାହିଁ,ତେଵେ ଵାଇଣ୍ଡିଙ୍ଗ ତାର ଲଗାଉକରି ନେଟ୍ ବନେଇ ପାରଵେ, ନାଇଁ ହେଲେ ତଲେ ପୁଆଲ୍ ଦେଇକରି ବି ଲହ ରଖିପାରଵେ,ଜରି ବି ତଲେ ଦିଆ ଯାଇପାରବା , ଅଧିକ ତଥ୍ୟ ଯଦି ଚାହୁଁଥିଲେ, ଫୋନ୍ ନମ୍ୱର୍ ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରମୁ , ଧନ୍ୟବାଦ ଆଜ୍ଞା
Hn sir aamar putal bagicha achhi aamar aade tike aasunt sambalpur kuchinda
Tomato Munjiavilas
Kosalibhasapainbhala
ଧନ୍ୟବାଦ ଆଜ୍ଞା
ଦାଦା ଆପଣ ନଙ୍କର ଟ୍ରିକ ଭଳ ଲାଗଲା ମୁଇ ଏବେ 1ଏକର ରେ ଟମାଟୋ କରୁଛେ ଟିକେ please ଆପଣଙ୍କ ସାଙ୍ଗେ କଥା ହେମି
ନମ୍ବର ଟିକେ ଦଉନ
ଖରା ଦିନିଆ ଟମାଟୋ ଚାରା ଦରକାର
ଆଗକୁ ଦେଖି ପାରିବେ
ଗଛ ଜଗାଲା ବେଳେ କାଣା କଲେ ଝାଉଁଲା ନାଇ ଧରେ ବତାଉଁନ ଟିକେ
ଟ୍ରାଇକୋଡର୍ମା ଦେଲେ
Bhasan adhika kahantu nahi.
ଧନ୍ୟବାଦ ଆଜ୍ଞା
ଆଜ୍ଞା ନମସ୍କାର ବର୍ଷା ଦିନିଆଁ ଜେକେ ଦେଶି କଲେ କେନନ୍ତା ହେବା
କରି ପାରିବେ, କୌଣସି ଅସୁବିଧା ନାହିଁ